Difference between revisions of "GChemPaint/C3/Resonance-Structures/Oriya"

From Script | Spoken-Tutorial
Jump to: navigation, search
(Created page with "{|border=1 |'''Time''' |'''Narration''' |- |00:01 | ନମସ୍କାର |- |00:02 | GChemPaint ରେ Resonance Structures ର ଏହି ଟ୍ୟୁଟୋରିଆଲ୍...")
 
Line 398: Line 398:
 
|-
 
|-
 
|09:16
 
|09:16
|
 
 
| ଏହି ମିଶନ୍ ଉପରେ ଅଧିକ ବିବରଣୀ ନିମ୍ନ ଲିଙ୍କ୍ ରେ ଉପଲବ୍ଧ: '''http://spoken-tutorial.org/NMEICT-Intro'''
 
| ଏହି ମିଶନ୍ ଉପରେ ଅଧିକ ବିବରଣୀ ନିମ୍ନ ଲିଙ୍କ୍ ରେ ଉପଲବ୍ଧ: '''http://spoken-tutorial.org/NMEICT-Intro'''
 
|-
 
|-

Revision as of 14:04, 1 March 2016

Time Narration
00:01 ନମସ୍କାର
00:02 GChemPaint ରେ Resonance Structures ର ଏହି ଟ୍ୟୁଟୋରିଆଲ୍ ରେ ଆପଣଙ୍କୁ ସ୍ୱାଗତ
00:06 ଏହି ଟ୍ୟୁଟୋରିଆଲ୍ ରେ ଆମେ ନିମ୍ନ ବିଷୟରେ ଶିଖିବା,
00:09 *ରାସାୟନିକ ଅଭିକ୍ରିୟା ଦର୍ଶାଇବା ପାଇଁ ବିଭିନ୍ନ ପ୍ରକାରର arrows ବ୍ୟବହାର କରିବା ଏବଂ
00:14 * ଏକ ପରମାଣୁରେ ଚାର୍ଜ ଓ ଇଲେକ୍ଟ୍ରୋନ୍ ଯୁଗ୍ମଗୁଡ଼ିକୁ ଯୋଡ଼ିବା
00:18 ଏହି ଟ୍ୟୁଟୋରିଆଲ୍ ପାଇଁ ମୁଁ ବ୍ୟବହାର କରୁଛି
00:20 ଉବୁଣ୍ଟୁ ଲିନକ୍ସ OS ଭର୍ସନ୍ 12.04
00:24 GChemPaint ଭର୍ସନ୍ 0.12.10
00:29 ଏହି ଟ୍ୟୁଟୋରିଆଲ୍ ର ଅନୁସରଣ ପାଇଁ ଆପଣ GChemPaint ସହ ପରିଚିତ ହେବା ଉଚିତ୍
00:34 ଯଦି ନାହାନ୍ତି, ତେବେ ସମ୍ବନ୍ଧିତ ଟ୍ୟୁଟୋରିଆଲ୍ ପାଇଁ ଦୟାକରି ଆମ ୱେବସାଇଟ୍ ଦେଖନ୍ତୁ
00:39 ମୁଁ GChemPaint ୱିଣ୍ଡୋକୁ ଯିବି
00:42 ମୁଁ ଏକ ନୂଆ GChemPaint ୱିଣ୍ଡୋ ଖୋଲିଛି
00:45 ଏଠାରେ ଆପଣ EthylChloride Methylbromide ଷ୍ଟ୍ରକଚର୍ ଦେଖିପାରୁଛନ୍ତି
00:50 ମୁଁ ଦର୍ଶାଇବି ଯେ Carbo-cation କୁ କେମିତି ହାସଲ କରାଯିବ
00:55 ଏବେ EthylChlorideChlorine ପରମାଣୁ ଉପରେ ଇଲେକ୍ଟ୍ରୋନ୍ ର ଏକ ଯୁଗ୍ମ ଯୋଡ଼ିବା
01:01 Add an electron pair ଟୁଲ୍ ଉପରେ କ୍ଲିକ୍ କରନ୍ତୁ
01:04 Chlorine ପରମାଣୁ ଉପରେ କ୍ଲିକ୍ କରି କ’ଣ ଘଟୁଛି ଦେଖନ୍ତୁ
01:09 ଏହାପରେ, ମୁଁ Carbon-Chlorine ବଣ୍ଡ୍ ଉପରେ ଇଲେକ୍ଟ୍ରୋନ୍ ଯୁଗ୍ମକୁ ସିଫ୍ଟ୍ କରିବା ଦେଖାଇବି
01:14 Add a curved arrow to represent an electron pair move ଟୁଲ୍ ଉପରେ କ୍ଲିକ୍ କରନ୍ତୁ
01:18 ପ୍ରପର୍ଟି ୱିଣ୍ଡୋ ଖୋଲିବ
01:21 End arrow at center of new bond ଚେକ୍ ବକ୍ସରେ କ୍ଲିକ୍ କରନ୍ତୁ
01:26 ଏହା ଇଲେକ୍ଟ୍ରୋନ୍ ଯୁଗ୍ମକୁ ସଠିକ୍ ସ୍ଥିତିକୁ ନିଏ
01:30 Carbon-Chlorine ବଣ୍ଡ୍ ଉପରେ କ୍ଲିକ୍ କରନ୍ତୁ
01:33 Curved ଆରୋ ଉପରେ କର୍ସର୍ ରଖି ଇଲେକ୍ଟ୍ରୋନ୍ ସିଫ୍ଟକୁ ଦେଖନ୍ତୁ
01:39 ମୁଁ ଏହି ଷ୍ଟ୍ରକଚର୍ ର କପି ତିଆରି କରିବି
01:42 ଏବେ Add an arrow ଉପରେ କ୍ଲିକ୍ କରନ୍ତୁ ଏବଂ ଷ୍ଟ୍ରକଚର୍ ମଝିରେ କ୍ଲିକ୍ କରନ୍ତୁ
01:48 Carbo-cation ଫର୍ମେସନ୍ ପାଇଁ Sodium Hydroxide(NaOH) ଭଳି ବେସ୍ ଦ୍ୱାରା ପ୍ରାରମ୍ଭ ହୁଏ
01:54 Add or modify a group of atoms ଟୁଲ୍ କ୍ଲିକ୍ କରି ଆରୋ ଉପରେ କ୍ଲିକ୍ କରନ୍ତୁ
02:00 NaOH ଟାଇପ୍ କରନ୍ତୁ
02:04 'Selection' ଟୁଲ୍ କ୍ଲିକ୍ କରି NaOH ସିଲେକ୍ଟ କରନ୍ତୁ
02:09 ଆରୋ ଉପରେ ରାଇଟ୍ କ୍ଲିକ୍ କରନ୍ତୁ
02:12 ସବମେନ୍ୟୁରେ ଆରୋ ସିଲେକ୍ଟ କରନ୍ତୁ
02:13 Attach selection to arrow କ୍ଲିକ୍ କରନ୍ତୁ
02:18 'Arrow associated' ଶୀର୍ଷକ ସହିତ ଡାଇଲଗ୍ ବକ୍ସ ଖୋଲିବ
02:23 'Role' ଡ୍ରପ୍ ଡାଉନ୍ ରେ, 'reactant' ସିଲେକ୍ଟ କରନ୍ତୁ ଓ 'Close' କ୍ଲିକ୍ କରନ୍ତୁ
02:29 ଏବେ ଦ୍ୱିତୀୟ EthylChloride କୁ Ethyl Carbo-cationChloride ions ରେ ବଦଳାନ୍ତୁ
02:36 'Erazer' ଟୁଲ୍ ଉପରେ କ୍ଲିକ୍ କରି Carbon-chlorine ବଣ୍ଡ୍ ଉପରେ କ୍ଲିକ୍ କରନ୍ତୁ
02:42 Ethane(CH3-CH3) ଓ HCL ତିଆରି ହେବ
02:45 ଯେତେବେଳେ ଇଲେକ୍ଟ୍ରୋନ୍ସ Carbon ରୁ Chlorine କୁ ସିଫ୍ଟ ହୁଏ, Carbonରେ ଏକ ପଜିଟିଭ୍ ଚାର୍ଜ ବୃଦ୍ଧି ହୁଏ
02:51 Increment the charge ଟୁଲ୍ ଉପରେ କ୍ଲିକ୍ କରନ୍ତୁ
02:54 ସେହି ସ୍ଥିତି ଉପରେ କ୍ଲିକ୍ କରନ୍ତୁ ଯେଉଁଠୁ Carbon-chlorine ବଣ୍ଡ୍ ଲିଭା ଯାଇଥିଲା
02:59 'Ethyl Carbo-cation(CH3-CH2^+)' ତିଆରି ହୋଇଗଲା
03:02 Chloride ion କରିବା ପାଇଁ, 'Decrement the charge' ଟୁଲ୍ ଉପରେ କ୍ଲିକ୍ କରନ୍ତୁ
03:07 HCL ରେ କ୍ଲିକ୍ କରନ୍ତୁ, Chloride(Cl^-) ଆୟନ୍ ତିଆରି ହୋଇଗଲା
03:12 ଏବେ single electron ସିଫ୍ଟ୍ କୁ ଯିବା
03:15 free radicals ପାଇବା ପାଇଁ Methylbromide ଷ୍ଟ୍ରକଚର୍ ପ୍ରୟୋଗ କରନ୍ତୁ
03:20 'Add a curved arrow to represent a single electron move' ଟୁଲ୍ ଉପରେ କ୍ଲିକ୍ କରନ୍ତୁ
03:26 Curved ଆରୋ ପାଇବା ପାଇଁ Methylbromide ବଣ୍ଡ୍ ଉପରେ କ୍ଲିକ୍ କରନ୍ତୁ
03:30 ବଣ୍ଡ୍ ଉପରେ 'Pencil' ଟୁଲ୍ କୁ ଅଳ୍ପ ସିଫ୍ଟ କରନ୍ତୁ, ଦ୍ୱିତୀୟ curved ଆରୋ ପାଇବା ପାଇଁ ପୁଣିଥରେ କ୍ଲିକ୍ କରନ୍ତୁ
03:38 ଗୋଟିଏ ଆରୋ bromo(Br) ଆଡ଼କୁ ଏବଂ ଅନ୍ୟ ଆରୋ methyl(CH3) ଆଡ଼କୁ ଯାଏ
03:44 Bromo(Br)methyl(CH3) ଉଭୟ, ବଣ୍ଡ୍ କରାଯାଇଥିବା ଇଲେକ୍ଟ୍ରୋନ୍ ଯୁଗ୍ମଠାରୁ ଗୋଟିଏ ଲେଖାଏଁ ଇଲେକ୍ଟ୍ରୋନ୍ସ ପାଇବେ
03:51 ଉତ୍ପାଦକୁ ପ୍ରଦର୍ଶିତ କରିବା ପାଇଁ ଏକ ଆରୋ ଯୋଡ଼ିବା
03:54 'Add an arrow' ଉପରେ କ୍ଲିକ୍ କରି Methylbromide ପାଖରେ ଥିବା Display area ଉପରେ କ୍ଲିକ୍ କରନ୍ତୁ
04:00 free radicals ର ଉତ୍ପତ୍ତି ଅଭିକ୍ରିୟାରେ heat ଅନ୍ତର୍ଭୁକ୍ତ କରେ
04:04 'Add or modify a text' ଟୁଲ୍ କ୍ଲିକ୍ କରନ୍ତୁ
04:08 ଆରୋ ଉପରେ ଥିବା Display area ରେ କ୍ଲିକ୍ କରନ୍ତୁ
04:11 ସବୁଜ ବକ୍ସରେ “Heat” ଟାଇପ୍ କରନ୍ତୁ
04:14 'Selection' କ୍ଲିକ୍ କରି “Heat” ସିଲେକ୍ଟ କରନ୍ତୁ
04:19 ଆରୋ ଉପରେ ରାଇଟ୍ କ୍ଲିକ୍ କରନ୍ତୁ
04:21 ସବମେନ୍ୟୁରୁ Arrow ସିଲେକ୍ଟ କରନ୍ତୁ ଏବଂ 'Attach selection to arrow' ରେ କ୍ଲିକ୍ କରନ୍ତୁ
04:27 'Arrow associated' ଶୀର୍ଷକ ସହିତ ଏକ ଡାଇଲଗ୍ ବକ୍ସ ଖୋଲିବ
04:32 ଧ୍ୟାନଦିଅନ୍ତୁ ଯେ, Role ଡ୍ରପ୍ ଡାଉନ୍ ସୂଚୀରେ ଅଧିକ ବିକଳ୍ପ ଥାଏ
04:37 Role ଡ୍ରପ୍ ଡାଉନ୍ ରେ, 'Temperature' ସିଲେକ୍ଟ କରନ୍ତୁ ଏବଂ
04:40 'Close' କ୍ଲିକ୍ କରନ୍ତୁ
04:43 ଏବେ free radicals ତିଆରି କରିବା
04:46 ମୁଁ ଏହି ଷ୍ଟ୍ରକଚର୍ ର ଏକ କପି ତିଆରି କରିବି
04:50 'Erazer' ଟୁଲ୍ ଉପରେ କ୍ଲିକ୍ କରି Carbon-bromine ବଣ୍ଡ୍ କ୍ଲିକ୍ କରନ୍ତୁ
04:55 Methane(CH4) ଏବଂ Hydrogen-bromide(HBr) ତିଆରି ହୋଇଗଲା
04:59 'Add an unpaired electron' ଟୁଲ୍ କ୍ଲିକ୍ କରନ୍ତୁ
05:02 Methane(CH4)'Hydrogen-bromide(HBr) ରେ କ୍ଲିକ୍ କରନ୍ତୁ
05:06 Methyl(CH3)Bromium(Br) free radicals ତିଆରି ହୋଇଗଲା
05:10 'Selection' ଟୁଲ୍ କ୍ଲିକ୍ କରନ୍ତୁ
05:12 ଅଭିକ୍ରିୟା ପାଥୱେ ତିଆରି କରିବା ପାଇଁ, ପ୍ରଥମେ ସମ୍ପୂର୍ଣ୍ଣ ଅଭିକ୍ରିୟା ସିଲେକ୍ଟ କରିବା
05:17 ଏବେ selection ଉପରେ ରାଇଟ୍ କ୍ଲିକ୍ କରନ୍ତୁ
05:20 ଏକ ସବମେନ୍ୟୁ ଖୋଲିବ
05:22 'Create a new reaction' ରେ କ୍ଲିକ୍ କରନ୍ତୁ
05:25 ଅଭିକ୍ରିୟା ପାଥ୍ ତିଆରି ହୋଇଗଲା
05:28 ଅଭିକ୍ରିୟା ପାଥୱେ ଦେଖିବା ପାଇଁ ଏହାକୁ ଟାଣନ୍ତୁ
05:30 ଏହିଭଳି ମୁଁ ପୂର୍ବ ଅଭିକ୍ରିୟା ପାଇଁ ଅଭିକ୍ରିୟା ପାଥୱେ ତିଆରି କରିବି
05:37 ଆମେ ଚାହିଁଲେ ଅଭିକ୍ରିୟା ପାଥୱେକୁ ହଟାଇ ମଧ୍ୟ ପାରିବା
05:41 ଏଭଳି କରିବା ପାଇଁ, ଅଭିକ୍ରିୟା ଉପରେ ରାଇଟ୍ କ୍ଲିକ୍ କରନ୍ତୁ
05:45 'Destroy the reaction' ରେ କ୍ଲିକ୍ କରନ୍ତୁ
05:48 ଏହି କ୍ରିୟା, ଅଭିକ୍ରିୟା ପାଥୱେ କୁ ହଟାଇଦେବ
05:51 ଯେକୌଣସି ଗୋଟିଏ ଅବଜେକ୍ଟ ଟାଣନ୍ତୁ ଏବଂ ଦେଖିବେ ଯେ ଏହା ଅଲଗା-ଅଲଗା ଚାଲିପାରିବେ
05:57 ଏବେ ଆମେ double headed arrow ବ୍ୟବହାର କରି ResonanceMesomery କୁ ଯିବା
06:02 ମୁଁ Nitromethane ଷ୍ଟ୍ରକଚର୍ ସହ ଏକ ନୂଆ GChemPaint ୱିଣ୍ଡୋ ଖୋଲିଛି
06:08 ମୁଁ ଇଲେକ୍ଟ୍ରୋନ୍ ସିଫ୍ଟ ଦର୍ଶାଇବା ପାଇଁ ଷ୍ଟ୍ରକଚର୍ ଭିତରେ curved ଆରୋଜ୍ ଓ ଚାର୍ଜ ଯୋଡ଼ିଥିଲି
06:14 ଏବେ ଏକ ଡବଲ୍ ହେଡେଡ୍ ଆରୋ ଯୋଡ଼ିବା
06:16 'Add a double headed arrow' ରେ କ୍ଲିକ୍ କରନ୍ତୁ
06:20 Nitromethane ମଧ୍ୟସ୍ଥ Display area ରେ କ୍ଲିକ୍ କରନ୍ତୁ
06:25 ଏହି ଦୁଇ ଷ୍ଟ୍ରକଚର୍ ହେଉଛନ୍ତି Nitromethane ର "Resonance structures"
06:30 ଷ୍ଟ୍ରକଚର୍ସ ସିଲେକ୍ଟ କରିବା ପାଇଁ Ctrl+A ଦାବନ୍ତୁ
06:33 ସିଲେକ୍ସନ୍ ଉପରେ ରାଇଟ୍ କ୍ଲିକ୍ କରନ୍ତୁ
06:35 ଏକ ସବମେନ୍ୟୁ ଖୋଲିବ
06:37 'Create a new mesomery relationship' ରେ କ୍ଲିକ୍ କରନ୍ତୁ
06:41 ସମ୍ବନ୍ଧ ଦେଖିବା ପାଇଁ ଏହାକୁ ଟାଣନ୍ତୁ
06:44 ଏଠାରେ Resonance Structures of Benzene ପାଇଁ ସ୍ଲାଇଡ୍ ଅଛି
06:48 ଏବେ retro-synthetic ପାଥୱେ ତିଆରି କରିବା ବିଷୟରେ ଶିଖିବା
06:52 ମୁଁ ଆବଶ୍ୟକ ଷ୍ଟ୍ରକଚର୍ ସହିତ ଏକ ନୂଆ GChemPaint ୱିଣ୍ଡୋ ଖୋଲିଛି
06:57 Retrosynthetic ପାଥୱେ ସମସ୍ତ ମଧ୍ୟବର୍ତ୍ତୀ ସହ ଉତ୍ପାଦରୁ ଆରମ୍ଭ ହୁଏ ଏବଂ ଅଭିକାରକକୁ ଯାଏ
07:04 ଏହି ପାଥୱେରେ ଶେଷ ଉତ୍ପାଦ Ortho-nitrophenol ହୋଇଥିବାବେଳେ ପ୍ରାରମ୍ଭିକ ବସ୍ତୁ ହେଉଛି Benzene
07:10 ଏବେ retro-synthetic ପାଥୱେ ଦର୍ଶାଇବା ପାଇଁ, retro-synthetic ଆରୋ ଯୋଡ଼ନ୍ତୁ
07:15 'Add an arrow for a retrosynthetic step' ରେ କ୍ଲିକ୍ କରନ୍ତୁ
07:20 ସମସ୍ତ କମ୍ପାଉଣ୍ଡସ୍ ମଝିରେ କ୍ଲିକ୍ କରନ୍ତୁ
07:25 ସମସ୍ତ ଷ୍ଟ୍ରକଚର୍ସ ସିଲେକ୍ଟ କରିବା ପାଇଁ, Ctrl+A ଦାବନ୍ତୁ
07:28 ସିଲେକ୍ସନ୍ ଉପରେ ରାଇଟ୍ କ୍ଲିକ୍ କରନ୍ତୁ
07:30 ଏକ ସବମେନ୍ୟୁ ଖୋଲିବ
07:32 'Create a new retrosynthesis pathway' ରେ କ୍ଲିକ୍ କରନ୍ତୁ
07:36 ନିର୍ମିତ ପାଥୱେ ଦେଖିବା ପାଇଁ ଏହାକୁ ଟାଣନ୍ତୁ
07:39 ସଂକ୍ଷେପରେ
07:41 ଏହି ଟ୍ୟୁଟୋରିଆଲ୍ ରେ ଆମେ ନିମ୍ନ ବିଷୟରେ ଶିଖିଲେ
07:44 * curved ଆରୋ ବ୍ୟବହାର କରି ଇଲେକ୍ଟ୍ରୋନ୍ ସିଫ୍ଟସ୍ ଦର୍ଶାଇବା
07:48 * ଅଭିକ୍ରିୟାର କଣ୍ଡିସନ୍ କୁ ଅଭିକ୍ରିୟା ଆରୋରେ ଯୋଡ଼ିବା
07:52 * ଅଭିକ୍ରିୟା ଆରୋ ବ୍ୟବହାର କରି ଅଭିକ୍ରିୟା ପାଥୱେ ନିର୍ମାଣ ଓ ବିଲୋପ
07:57 *ଡବଲ୍ ହେଡେଡ୍ ଆରୋ ବ୍ୟବହାର କରି ଏକ ନୂଆ mesomery ସମ୍ବନ୍ଧ ତିଆରି କରିବା
08:01 * retro-synthetic ଆରୋ ବ୍ୟବହାର କରି retro-synthetic ପାଥୱେ ତିଆରି କରିବା
08:06 ଏକ ଆସାଇନମେଣ୍ଟ୍ ଭାବେ-
08:07 ଆରୋ ପ୍ରପର୍ଟିଜ୍ ବ୍ୟବହାର କରି
08:10 1. Butane ଓ Sodium bromide ପାଇବା ପାଇଁ, Bromo-Ethane (C2H5Br) ଓ Sodium(Na) ର solvent Dry ether ସହିତ ଅଭିକ୍ରିୟା ପାଇଁ ଏକ ଅଭିକ୍ରିୟା ପାଥୱେ ତିଆରି କରନ୍ତୁ
08:20 ୨.ଅଭିକ୍ରିୟାର ଅଣୁରେ stoichiometric coefficients (ଷ୍ଟୋଇକୋମେଟ୍ରିକ୍ କୋଏଫିସିଏଣ୍ଟସ୍) ଯୋଡ଼ନ୍ତୁ
08:24 3. Naphthalene, Anthracene ଏବଂ Carbon-dioxide ର ରିଜୋନାନ୍ସ ଷ୍ଟ୍ରକଚର୍ ଆଙ୍କନ୍ତୁ
08:30 ଏହା ଆବଶ୍ୟକ ଅଭିକ୍ରିୟା ପାଥୱେ ଅଟେ
08:33 ଏଗୁଡ଼ିକ Naphthalene, Anthracene ଏବଂ Carbon-dioxide ର ରିଜୋନାନ୍ସ ଷ୍ଟ୍ରକଚର୍ ଅଟନ୍ତି
08:39 ଏହି URL ରେ ଉପଲବ୍ଧ ଭିଡିଓ ଦେଖନ୍ତୁ: http://spoken-tutorial.org/What_is_a_Spoken_ Tutorial
08:43 ଏହା ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟକୁ ସାରାଂଶିତ କରେ
08:45 ଯଦି ଭଲ ବ୍ୟାଣ୍ଡୱିଡ୍ଥ ନାହିଁ, ଆପଣ ଏହାକୁ ଡାଉନ୍ଲୋଡ କରି ଦେଖିପାରିବେ
08:50 ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ ଟିମ୍: ସ୍ପୋକନ୍ ଟ୍ୟୁଟୋରିଆଲ୍ସ ବ୍ୟବହାର କରି କର୍ମଶାଳାମାନ ଚଲାନ୍ତି
08:54 ଅନଲାଇନ୍ ଟେଷ୍ଟ୍ ପାସ୍ କରିଥିବା ବ୍ୟକ୍ତିଙ୍କୁ ପ୍ରମାଣପତ୍ର ଦିଅନ୍ତି
08:57 ଅଧିକ ବିବରଣୀ ପାଇଁ, ଦୟାକରି contact@spoken-tutorial.org କୁ ଲେଖନ୍ତୁ
09:03 ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ ଟକ୍-ଟୁ-ଏ ଟିଚର୍ ପ୍ରୋଜେକ୍ଟର ଅଂଶ
09:08 ଏହା ଭାରତ ସରକାରଙ୍କ MHRDର ICT ମାଧ୍ୟମରେ ରାଷ୍ଟ୍ରୀୟ ସାକ୍ଷରତା ମିଶନ୍‍ ଦ୍ୱାରା ସମର୍ଥିତ
09:16 ଏହି ମିଶନ୍ ଉପରେ ଅଧିକ ବିବରଣୀ ନିମ୍ନ ଲିଙ୍କ୍ ରେ ଉପଲବ୍ଧ: http://spoken-tutorial.org/NMEICT-Intro
09:21 ଆଇ.ଆଇ.ଟି ବମ୍ବେ ତରଫରୁ ମୁଁ ପ୍ରଦୀପ ଚନ୍ଦ୍ର ମହାପାତ୍ର ଆପଣଙ୍କଠାରୁ ବିଦାୟ ନେଉଛି,

ଆମ ସହିତ ଜଡ଼ିତ ହୋଇଥିବାରୁ - ଧନ୍ୟବାଦ

Contributors and Content Editors

PoojaMoolya, Pradeep