CellDesigner/C2/Overview-of-CellDesigner/Oriya

From Script | Spoken-Tutorial
Revision as of 08:53, 18 February 2018 by Pradeep (Talk | contribs)

(diff) ← Older revision | Latest revision (diff) | Newer revision → (diff)
Jump to: navigation, search
Time
Narration
00:01 ବନ୍ଧୁଗଣ, CellDesignerର ସାଧାରଣ ସମୀକ୍ଷା ଉପରେ ଥିବା Spoken Tutorialକୁ ସ୍ଵାଗତ
00:08 ଏହି ଟ୍ୟୁଟୋରିଆଲରେ ଆମେ, CellDesignerର ସିରିଜ୍ ତଥା ଏହି ସିରିଜର ଅଧୀନରେ ଉପଲବ୍ଧ ଥିବା ବିଭିନ୍ନ tutorialsକୁ ଶିଖିବା
00:21 ଏହି series ପାଇଁ ମୁଁ Version 4.3କୁ ବ୍ୟବହାର କରୁଛି
00:27 ଏହି ଟ୍ୟୁଟୋରିଆଲ୍ ସିରିଜ୍ ନିର୍ମାଣ କରିବା ସମୟରେ ଉପଲବ୍ଧ ଥିବା ଏହା ସବୁଠାରୁ ଅଦ୍ୟତନ ଭର୍ସନ୍ ଥିଲା
00:36 ଏହି ଟ୍ୟୁଟୋରିଆଲଗୁଡିକୁ ଅଭ୍ୟାସ କରିବା ପାଇଁ Version 4.3 ଏବଂ ଊର୍ଦ୍ଧ୍ଵର ସୁପାରିଶ୍ କରାଯାଉଛି
00:45 ଯଦି ଆପଣ CellDesignerକୁ ପ୍ରଥମ ଥର ପାଇଁ ବ୍ୟବହାର କରୁଥା’ନ୍ତି ତେବେ ଦୟାକରି Startup Guide Version 4.3କୁ ଅଧ୍ୟୟନ କରନ୍ତୁ
00:56 ଟୂଲ୍ ବାରକୁ ବ୍ୟବହାର କରିବା ପାଇଁ ଏହା କ୍ରମାନୁସାରେ ନିର୍ଦ୍ଦେଶବଳୀଗୁଡିକୁ ଧାରଣ କରିଥାଏ
01:03 ଗାଇଡ୍ ପାଇଁ link, ଏଠାରେ ପ୍ରଦର୍ଶିତ ହେବା ଭଳି ଅଟେ
01:08 ବର୍ତ୍ତମାନ ଏହି ସିରିଜରେ ଥିବା ପ୍ରତ୍ୟେକ tutorialଗୁଡିକୁ ସଂକ୍ଷେପରେ ଅଭ୍ୟାସ କରିବା
01:16 ଏହି ସିରିଜର ଅଦ୍ୟତମ tutorial, ଗୋଟିଏ Windows machineରେ CellDesignerର ଇନଷ୍ଟଲେଶନକୁ ବର୍ଣ୍ଣନା କରୁଛି
01:27 ଏଠାରେ ଟ୍ୟୁଟୋରିଆଲର ଗୋଟିଏ ଝଲକ ଅଛି
01:43 ପରବର୍ତ୍ତୀ tutorial, ମେନୁ ଓ ଟୂଲବାରଗୁଡିକୁ ବୁଝିବାରେ ଆମକୁ ସାହାଯ୍ୟ କରିବ
01:52 CellDesignerରେ ଥିବା CellDesigner ଓ Componentଗୁଡିକର କ୍ଷେତ୍ର
1:59 ଏହି ଟ୍ୟୁଟୋରିଆଲକୁ Windows OSରେ ରେକର୍ଡ କରାଯାଇଛି
02:05 ଯାହାହେଉ ଏଠାରେ ବର୍ଣ୍ଣିତ ହୋଇଥିବା ସମସ୍ତ ଫିଚରଗୁଡିକ, Linux OSରେ ମଧ୍ୟ ସମାନ ଭାବେ କାର୍ଯ୍ୟ କରିବେ
02:17 Linuxର ବ୍ୟବହାରକର୍ତ୍ତାମାନେ ଏହି tutorialକୁ କଦାପି ଛାଡିଯିବେ ନାହିଁ
02:23 ଚାଲନ୍ତୁ ଏହି tutorialକୁ ଆଲୋଚନା କରିବା
02:40 ପରବର୍ତ୍ତୀ tutorial, Installation of CellDesigner on Linux ଉପରେ ଆଧାରିତ ଅଟେ
02:47 ଏଠାରେ tutorialର ଗୋଟିଏ ଝଲକ ଅଛି
03:00 ପରବର୍ତ୍ତୀ ଟ୍ୟୁଟୋରିଆଲ୍ Create and Edit Components ଉପରେ ଆଧାରିତ ଅଟେ
03:07 ଏହା ସେଭ୍ ହୋଇଥିବା .xml fileକୁ କିପରି ଖୋଲଯାଏ, ଜାଣିବାରେ ସାହାଯ୍ୟ କରିବ
03:17 ଗୋଟିଏ Compartmentରେ ଥିବା ବୋର୍ଡରର ଆକାର, ଗଠନ, ରଙ୍ଗ ତଥା ମୋଟେଇକୁ ପରିବର୍ତ୍ତନ କରନ୍ତୁ
03:26 CellDesignerରେ multiple files ସୃଷ୍ଟି କରନ୍ତୁ
03:30 ଗୋଟିଏ Speciesର start-point ଓ end-point ବିଷୟରେ ଶିଖିବା
03:37 Species ଓ Reactionର ଆଇଣ୍ଡେଟିଟୀକୁ ପରିବର୍ତ୍ତନ କରନ୍ତୁ
03:41 ଏହି tutorialକୁ ପ୍ଲେ କରନ୍ତୁ
03:52 ପରବର୍ତ୍ତୀ tutorial, Macrosକୁ କିପରି ବ୍ୟବହାର କରାଯାଏ ତାହା ବର୍ଣ୍ଣନା କରିବ
03:59 ସମସ୍ତ componentଗୁଡିକୁ draw areaର ଅନ୍ୟ ପାର୍ଶ୍ଵକୁ ସ୍ଥାନାନ୍ତର କରନ୍ତୁ
04:04 ଗୋଟିଏ Reaction lineକୁ ଏଲାଇନ୍ କରନ୍ତୁ ଏବଂ ଗୋଟିଏ Reaction lineକୁ ପ୍ରସାରିତ କରିବା ସହିତ CellDesignerକୁ ବ୍ୟବହାର କରି ଏକ Process diagramର ନିର୍ମାଣ କରନ୍ତୁ
04:16 ଚାଲନ୍ତୁ ଏହି tutorialକୁ ଆଲୋଚନା କରିବା
04:30 ପରବର୍ତ୍ତୀ ଟ୍ୟୁଟୋରିଆଲ୍ Customizing Diagram Layout, ଗୋଟିଏ Reaction lineର ରଙ୍ଗ, ଗଠନ ଓ ପ୍ରସ୍ଥକୁ କିପରି ପରିବର୍ତ୍ତନ କରାଯିବ, ତାହା ବର୍ଣ୍ଣନା କରିବ
04:44 ଗୋଟିଏ Reaction lineରେ Anchor pointଗୁଡିକୁ ସଂଯୁକ୍ତ କରନ୍ତୁ. Componentଗୁଡିକୁ ଏଲାଇନ୍ କରନ୍ତୁ
04:50 Reaction idଗୁଡିକୁ Show/hide କରିବା ସହିତ Componentଗୁଡିକରେ ନୋଟଗୁଡିକୁ ସଂଯୁକ୍ତ କରନ୍ତୁ
04:57 Edit Protein, Edit information ଓ diagramର ଗୋଟିଏ bird’s eye view ପ୍ରାପ୍ତ କରନ୍ତୁ
05:06 ଏଠାରେ tutorialର ଗୋଟିଏ ଝଲକ ଅଛି
05:18 ସଂକ୍ଷିପ୍ତରେ
05:20 ଏହି ଟ୍ୟୁଟୋରିଆଲରେ ଆମେ CellDesigner ସିରିଜର Overview କରିବା ଶିଖିଲେ
05:29 ଉଲ୍ଲେଖ ଥିବା ପ୍ରତ୍ୟେକ ବିଷୟ ଉପରେ ଆଧାରିତ ସମ୍ପୂର୍ଣ ଟ୍ୟୁଟୋରିଆଲଗୁଡିକ ପାଇଁ ଦୟାକରି http://spoken-tutorial.orgକୁ ରେଫର୍ କରନ୍ତୁ
05:39 ନିମ୍ନ ଲିଙ୍କରେ ଉପଲବ୍ଧ ଥିବା ଭିଡିଓକୁ ଦେଖନ୍ତୁ. ଏହା ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟକୁ ସାରାଂଶିତ କରେ. ଯଦି ଆପଣଙ୍କର ଭଲ ବ୍ୟାଣ୍ଡୱିଡଥ୍ ନାହିଁ, ଏହାକୁ ଡାଉନଲୋଡ୍ କରିଦେଖିପାରିବେ
05:52 ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ ଟିମ୍: ସ୍ପୋକନ୍ ଟ୍ୟୁଟୋରିଆଲ୍ସ ବ୍ୟବହାର କରି କର୍ମଶାଳାମାନ ଚଲାନ୍ତି.* ଅନଲାଇନ୍ ଟେଷ୍ଟ ପାସ୍ କରୁଥିବା ବ୍ୟକ୍ତିମାନଙ୍କୁ ପ୍ରମାଣପତ୍ର ଦିଅନ୍ତି. ଅଧିକ ବିବରଣୀ ପାଇଁ ଦୟାକରି contact@spoken-tutorial.orgକୁ ଲେଖନ୍ତୁ
06:10 ସ୍ପୋକନ୍ ଟ୍ୟୁଟୋରିଆଲ ପ୍ରୋଜେକ୍ଟ, ଟକ୍ ଟୁ ଏ ଟିଚର୍ ପ୍ରୋଜେକ୍ଟର ଏକ ଅଂଶ. ଏହା ଭାରତ ସରକାରଙ୍କ MHRDର ICT ମାଧ୍ୟମରେ ରାଷ୍ଟ୍ରୀୟ ସାକ୍ଷରତା ମିଶନ୍ ଦ୍ୱାରା ଅନୁଦାନ ପ୍ରାପ୍ତ. ଏହି ମିଶନ୍ ଉପରେ ଅଧିକ ବିବରଣୀ (spoken-tutorial.org/NMEICT-Intro)ରେ ଉପଲବ୍ଧ
06:27 ଆଇଆଇଟି ବମ୍ୱେ ତରଫରୁ, ପ୍ରଦୀପ ଚନ୍ଦ୍ର ମହାପାତ୍ରଙ୍କ ସହ ମୁଁ ପ୍ରଭାସ ତ୍ରିପାଠୀ ଆପଣଙ୍କଠାରୁ ବିଦାୟ ନେଉଛି. ଆମ ସହିତ ଜଡ଼ିତ ହୋଇଥିବାରୁ ଧନ୍ୟବାଦ

Contributors and Content Editors

PoojaMoolya, Pradeep