CellDesigner/C2/Installation-of-CellDesigner/Oriya

From Script | Spoken-Tutorial
Revision as of 09:33, 18 February 2018 by Pradeep (Talk | contribs)

(diff) ← Older revision | Latest revision (diff) | Newer revision → (diff)
Jump to: navigation, search
Time
Narration
00:01 CellDesignerର ଇନଷ୍ଟଲେଶନ୍ ଉପରେ ଥିବା ସ୍ପୋକନ୍ ଟ୍ୟୁଟୋରିଆଲକୁ ସ୍ଵାଗତ
00:05 ଏହି ଟ୍ୟୁଟୋରିଆଲରେ ଆମେ Windows ଅପରେଟିଙ୍ଗ ସିଷ୍ଟମରେ CellDesigner 4.3କୁ ଡାଉନଲୋଡ୍ କରିବା ସହିତ ଇନଷ୍ଟଲ୍ କରିବା ଶିଖିବା
00:14 ଏହି ଟ୍ୟୁଟୋରିଆଲକୁ ରେକର୍ଡ କରିବା ପାଇଁ ମୁଁ Windows XP ଓ CellDesigner ଭର୍ସନ୍ 4.3କୁ ବ୍ୟବହାର କରୁଛି
00:21 ଦୟାକରି ଧ୍ୟାନଦିଅନ୍ତୁ ଯେ CellDesigner, Linuxରେ ତଥା Mac OS Xରେ ମଧ୍ୟ କାର୍ଯ୍ୟ କରିଥାଏ
00:27 ଦୟାକରି ଧ୍ୟାନଦିଅନ୍ତୁ ଯେ ଯଦି ଆପଣ କୌଣସି ସଫ୍ଟୱେରକୁ ଇନଷ୍ଟଲ୍ କରିବାକୁ ଚାହାଁନ୍ତି, ଆପଣ ଜଣେ ଆଡମିନ୍ ୟୁଜର୍ ହେବା ଆବଶ୍ୟକ
00:34 ଆପଣ www.celldesigner.org ୱେବସାଇଟରୁ CellDesignerକୁ ଡାଉନଲୋଡ୍ କରିପାରିବେ
00:42 ଆପଣ home page ଉପରେ, downloads ଟାବକୁ ପ୍ରାପ୍ତ କରିବେ. ଏହା ଉପରେ କ୍ଲିକ୍ କରନ୍ତୁ
00:48 ଏହା ଆପଣଙ୍କୁ ଅନ୍ୟ ଏକ ପେଜକୁ ନେଇଯିବ. ତଳକୁ ସ୍କ୍ରୋଲ୍ କରନ୍ତୁ
00:53 Download CellDesigner ଉପରେ କ୍ଲିକ୍ କରନ୍ତୁ
00:56 ତଳକୁ ସ୍କ୍ରୋଲ୍ କରନ୍ତୁ. ହେଡିଙ୍ଗ Download ଅଧୀନରେ ଚାରୋଟି ଲିଙ୍କ ଉପସ୍ଥିତ ଅଛି
01:03 ପ୍ରଥମ ଲିଙ୍କ ଉପରେ କ୍ଲିକ୍ କରନ୍ତୁ ଯାହା Download for windows 32 bit ଅଟେ
01:09 ଏହା ଆପଣଙ୍କୁ ଅନ୍ୟ ଏକ ପେଜକୁ ନେଇଯିବ
01:11 ଏଠାରେ, Registered User ଓ First Time User ଭାବେ ଦୁଇଟି ବିକଳ୍ପ ଅଛି
01:17 ବର୍ତ୍ତମାନ ଆପଣ First Time User ଅଟନ୍ତି
01:21 First Time User ଉପରେ ତଥା Continue ଉପରେ କ୍ଲିକ୍ କରନ୍ତୁ
01:25 ବର୍ତ୍ତମାନ ଆପଣଙ୍କୁ ନିଜର ସମ୍ପୂର୍ଣ୍ଣ ବିବରଣୀକୁ ପୁରଣ କରିବାକୁ ହେବ
01:27 ସମ୍ପୂର୍ଣ୍ଣ ବିବରଣୀଗୁଡିକୁ ପୁରଣ କରନ୍ତୁ
01:30 ଥରେ ସମ୍ପୂର୍ଣ୍ଣ ବିବରଣୀକୁ ପୁରଣ କରିସାରିବା ପରେ ତଳକୁ ସ୍କ୍ରୋଲ୍ କରିବା ସହିତ Download ଉପରେ କ୍ଲିକ୍ କରନ୍ତୁ
01:37 ଆପଣଙ୍କୁ ଏହି ତଥ୍ୟ କେବଳ ଥରେ ମାତ୍ର ପୁରଣ କରିବା ଆବଶ୍ୟକ
01:41 ଯଦି ଆପଣ ପରବର୍ତ୍ତୀ ସମୟରେ କୌଣସି ନୂତନ ଭର୍ସନକୁ ଇନଷ୍ଟଲ୍ କରିବାକୁ ଚାହାଁନ୍ତି ତେବେ Registered user ଉପରେ କ୍ଲିକ୍ କରିବା ଆବଶ୍ୟକ
01:48 email address ଓ passwordକୁ ଟାଇପ୍ କରିବା ସହିତ ଆପଣ ଏହି ଭଳି ସେଟ୍ ଅପ୍ ଫାଇଲକୁ ପ୍ରାପ୍ତ କରିବେ
01:53 ବର୍ତ୍ତମାନ Save File ଉପରେ କ୍ଲିକ୍ କରନ୍ତୁ
01:56 ଏହା set-up ଫାଇଲକୁ ଡାଉନଲୋଡ୍ କରିବା ଆରମ୍ଭ କରିଦେବ. ଏହା କିଛି ସମୟ ନେବ
02:02 ଡାଉନଲୋଡ୍ ସମ୍ପୂର୍ଣ୍ଣ ହେବା ପରେ set-up ଫାଇଲ୍ ଖୋଲିଯିବ,
02:07 ଏହା ଉପରେ କ୍ଲିକ୍ କରିବା ସହିତ Run ଉପରେ କ୍ଲିକ୍ କରନ୍ତୁ
02:12 Next ବଟନ୍ ଉପରେ କ୍ଲିକ୍ କରନ୍ତୁ
02:14 ବିକଳ୍ପ I accept the agreementକୁ ଚୟନ କରନ୍ତୁ
02:17 Next ବଟନ୍ ଉପରେ କ୍ଲିକ୍ କରନ୍ତୁ
02:20 ଆପଣଙ୍କ କମ୍ପ୍ୟୁଟରରେ CellDesignerକୁ ଇନଷ୍ଟଲ୍ କରିବା ପାଇଁ ଗୋଟିଏ ଡେଷ୍ଟିନେଶନ୍ ଫୋଲ୍ଡରକୁ ଚୟନ କରନ୍ତୁ
02:25 Next ବଟନ୍ ଉପରେ କ୍ଲିକ୍ କରନ୍ତୁ
02:27 Next ବଟନ୍ ଉପରେ କ୍ଲିକ୍ କରନ୍ତୁ
02:31 ଇନଷ୍ଟଲେଶନ୍ ପ୍ରକ୍ରିୟାକୁ ସମ୍ପୂର୍ଣ୍ଣ କରିବା ପାଇଁ Finish ବଟନ୍ ଉପରେ କ୍ଲିକ୍ କରନ୍ତୁ
02:36 ଆପଣ କିଛି ନିର୍ଦ୍ଦେଶାବଳୀ ପ୍ରାପ୍ତ କରିବେ. ଏହାକୁ ଯତ୍ନ ସହକାରେ ପଢନ୍ତୁ
02:40 ଏବଂ OK ଉପରେ କ୍ଲିକ୍ କରନ୍ତୁ
02:44 ବର୍ତ୍ତମାନ CellDesignerକୁ ଖୋଲିବା ପାଇଁ ଡେସ୍କଟପ୍ ଉପରେ ଥିବା CellDesignerର ସର୍ଟକଟ୍ ଆଇକନ୍ ଉପରେ କ୍ଲିକ୍ କରନ୍ତୁ
02:52 ଏହା CellDesignerର ଇଣ୍ଟରଫେସ୍ ଅଟେ
02:56 ଆଗାମୀ ଟ୍ୟୁଟୋରିଆଲଗୁଡିକରେ ଆମେ menu bars, tool bars ଏବଂ ବିଭିନ୍ନ ପ୍ୟାନେଲଗୁଡିକ ବିଷୟରେ ଶିଖିବା
03:02 CellDesigner ସାହାଯ୍ୟରେ ଅଂକିତ ହୋଇଥିବା ଏହା ଗୋଟିଏ ମୋଡେଲ୍ ଅଟେ
03:07 ଏଠାରେ ସବଷ୍ଟ୍ରେଟ୍ ଏଞ୍ଜାଇମ୍ ସହିତ ବିବନ୍ଧିତ ହେବା ସହିତ ଗୋଟିଏ ଏଞ୍ଜାଇମ୍ ସବଷ୍ଟ୍ରେଟ୍ କମ୍ପ୍ଲେକ୍ସ ସୃଷ୍ଟି ହେବ. ସବଷ୍ଟ୍ରେଟ୍ ପ୍ରଡକ୍ଟରେ ରୂପାନ୍ତରିତ ହେବ
03:17 ଏହି ମୋଡେଲକୁ CellDesignerରେ ଦେଖନ୍ତୁ
03:20 CellDesignerକୁ ବ୍ୟବହାର କରି ଆମେ ଏହିପରି ଅନେକ ବାୟୋଲଜିକାଲ୍ ନେଟୱର୍କଗୁଡିକୁ ଅଂକନ କରିପାରିବା
03:25 ଇନଷ୍ଟଲେଶନ୍ ସଠିକତାର ସହ ସମ୍ପନ୍ନ ହୋଇଛି କି ନାହିଁ ଟେଷ୍ଟ କରିବା ପାଇଁ
03:30 Celldesigner ୱିଣ୍ଡୋକୁ ଫେରିଆସନ୍ତୁ
03:34 ଏଠାରେ ଗୋଟିଏ Proteinକୁ ସଂଯୁକ୍ତ କରନ୍ତୁ
03:37 Fileକୁ ଯିବା ସହିତ, New ଉପରେ କ୍ଲିକ୍ କରନ୍ତୁ
03:41 trial ଭାବେ ଗୋଟିଏ ନାମ ପ୍ରଦାନପୂର୍ବକ OKରେ କ୍ଲିକ୍ କରନ୍ତୁ
03:45 proteinକୁ ଚୟନ କରନ୍ତୁ
03:48 ଏଠାରେ କ୍ଲିକ୍ କରିବା ସହିତ ଏହାକୁ A ଭାବେ ନାମିତ କରନ୍ତୁ
03:52 ଏବଂ OK ଉପରେ କ୍ଲିକ୍ କରନ୍ତୁ
03:55 ପରବର୍ତ୍ତୀ ଟ୍ୟୁଟୋରିଆଲରେ ଆମେ ଏହାକୁ ଜାରି ରଖିବା ସହିତ ଏହି ମୋଡେଲକୁ ନିର୍ମାଣ କରିବା
04:01 ଆମେ Installation of CellDesigner ଉପରେ ଥିବା ଏହି ସ୍ପୋକନ୍ ଟ୍ୟୁଟୋରିଆଲର ସମାପ୍ତିକୁ ଆସିଯାଇଛେ
04:07 ଏହି ଟ୍ୟୁଟୋରିଆଲରେ ଆମେ ୱିଣ୍ଡୋ ଅପରେଟିଙ୍ଗ ସିଷ୍ଟମରେ CellDesigner 4.3କୁ ଡାଉନଲୋଡ୍ କରିବା ସହିତ ଇନଷ୍ଟଲ୍ କରିବା ଶିଖିଲେ
04:15 ନିମ୍ନ ଲିଙ୍କରେ ଉପଲବ୍ଧ ଥିବା ଭିଡିଓକୁ ଦେଖନ୍ତୁ. ଏହା ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟକୁ ସାରାଂଶିତ କରେ. ଯଦି ଆପଣଙ୍କର ଭଲ ବ୍ୟାଣ୍ଡୱିଡଥ୍ ନାହିଁ, ଏହାକୁ ଡାଉନଲୋଡ୍ କରିଦେଖିପାରିବେ
04:27 ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ ଟିମ୍: ସ୍ପୋକନ୍ ଟ୍ୟୁଟୋରିଆଲ୍ସ ବ୍ୟବହାର କରି କର୍ମଶାଳାମାନ ଚଲାନ୍ତି.* ଅନଲାଇନ୍ ଟେଷ୍ଟ ପାସ୍ କରୁଥିବା ବ୍ୟକ୍ତିମାନଙ୍କୁ ପ୍ରମାଣପତ୍ର ଦିଅନ୍ତି. ଅଧିକ ବିବରଣୀ ପାଇଁ ଦୟାକରି contact@spoken-tutorial.orgକୁ ଲେଖନ୍ତୁ
04:44 ସ୍ପୋକନ୍ ଟ୍ୟୁଟୋରିଆଲ ପ୍ରୋଜେକ୍ଟ, ଟକ୍ ଟୁ ଏ ଟିଚର୍ ପ୍ରୋଜେକ୍ଟର ଏକ ଅଂଶ. ଏହା ଭାରତ ସରକାରଙ୍କ MHRDର ICT ମାଧ୍ୟମରେ ରାଷ୍ଟ୍ରୀୟ ସାକ୍ଷରତା ମିଶନ୍ ଦ୍ୱାରା ଅନୁଦାନ ପ୍ରାପ୍ତ. ଏହି ମିଶନ୍ ଉପରେ ଅଧିକ ବିବରଣୀ (spoken-tutorial.org/NMEICT-Intro)ରେ ଉପଲବ୍ଧ


05:06 ଆଇଆଇଟି ବମ୍ୱେ ତରଫରୁ, ପ୍ରଦୀପ ଚନ୍ଦ୍ର ମହାପାତ୍ରଙ୍କ ସହ ମୁଁ ପ୍ରଭାସ ତ୍ରିପାଠୀ ଆପଣଙ୍କଠାରୁ ବିଦାୟ ନେଉଛି. ଆମ ସହିତ ଜଡ଼ିତ ହୋଇଥିବାରୁ ଧନ୍ୟବାଦ

Contributors and Content Editors

Pradeep