C-and-Cpp/C4/Working-With-Structures/Oriya

From Script | Spoken-Tutorial
Revision as of 11:18, 31 March 2015 by Pradeep (Talk | contribs)

(diff) ← Older revision | Latest revision (diff) | Newer revision → (diff)
Jump to: navigation, search
Time Narration
00:01 C ଓ C++ରେ Structures ଉପରେ ସ୍ପୋକନ ଟ୍ୟୁଟୋରିଆଲକୁ ସ୍ୱାଗତ
00:06 ଏହି ଟ୍ୟୁଟୋରିଆଲରେ ଆମେ ଶିଖିବା,
00:08 * Structures କ’ଣ
00:10 * Structuresର ଘୋଷଣା
00:13 ଆମେ ଏହାକୁ ଉଦାହରଣ ମାଧ୍ୟମରେ କରିବା
00:15 ଏହି ଟ୍ୟୁଟୋରିଆଲ ରେକର୍ଡ କରିବା ପାଇଁ ମୁଁ ବ୍ୟବହାର କରୁଛି
00:18 “ଉବୁଣ୍ଟୁ ଅପରେଟିଂ ସିଷ୍ଟମ” ଭର୍ସନ “୧୧.୦୪”
00:22 gcc ଏବଂ g++ Compiler ଭର୍ସନ ୪.୬.୧
00:28 Structureର ପରିଚୟରୁ ଆରମ୍ଭ କରିବା
00:31 ଯେତେବେଳେ ଏକ ନାମ ଅଧିନରେ ଗୋଟିଏ କିମ୍ବା ଅଧିକ ଭେରିଏବଲ୍ସ ଗ୍ରୁପ ହୁଅନ୍ତି, ଏହାକୁ structure କୁହାଯାଏ
00:37 ବିଭିନ୍ନ ଡାଟାକୁ ଗୋଟିଏ ଅବଜେକ୍ଟରେ ଗ୍ରୁପ୍ କରିବା ପାଇଁ ଷ୍ଟ୍ରକଚର ବ୍ୟବହୃତ ହୁଏ
00:42 ଏହାକୁ “କମ୍ପାଉଣ୍ଡ ଡାଟା-ଟାଇପ” କୁହାଯାଏ
00:45 ଏହା ସମ୍ପର୍କିତ ତଥ୍ୟକୁ ଏକତ୍ର କରିବା ପାଇଁ ବ୍ୟବହାର କରାଯାଏ
00:49 ବର୍ତ୍ତମାନ ଏକ “structure” ଘୋଷଣା ପାଇଁ ସିଣ୍ଟାକ୍ସ ଦେଖିବା
00:52 ଏଠାରେ ଗୋଟିଏ structure ଘୋଷିତ ହୋଇଛି ବୋଲି struct କିୱାର୍ଡ କମ୍ପାଇଲରକୁ କୁହେ
00:59 “Structure”ର ନାମ ହେଉଛି strcut_name
01:02 ଯେପରି struct employee;
01:04 ଆପଣ ଯେକୌଣସି ନାମ ଦେଇପାରିବେ
01:07 ଏବେ ଆମେ ଦେଖିବା ଗୋଟିଏ “Structure” ଭେରିଏବଲ୍ କେମିତି ଘୋଷିତ ହୁଏ
01:10 ଏଥିପାଇଁ ସିଣ୍ଟାକ୍ସ ହେଉଛି:
01:13 struct struct_name and struct_var;
01:17 struc_name ଟାଇପ୍ର ଭେରିଏବଲ୍ ହେଉଛି struct_var
01:21 ଉଦାହରଣ, struct employee addr;
01:26 employee. ଟାଇପ୍ ର “ଭେରିଏବଲ୍” ହେଉଛି addr
01:30 ଆସନ୍ତୁ ଆମ ଉଦାହରଣ ଦେଖିବା
01:33 ମୁଁ ଏଡିଟର୍ରେ ପ୍ରୋଗ୍ରାମ୍ ଟାଇପ୍ କରିସାରିଛି. ମୁଁ ଏହାକୁ ଖୋଲୁଛି
01:37 ଧ୍ୟାନ ଦିଅନ୍ତୁ, ଆମ ଫାଇଲ ନାମ ହେଉଛି structure.c.
01:41 ଏହି ପ୍ରୋଗ୍ରାମରେ ଆମେ Structure ବ୍ୟବହାର କରି ତିନୋଟି ବିଷୟର ସମୁଦାୟ ଅଙ୍କ ହିସାବ କରିବା
01:48 ଏବେ ମୁଁ କୋଡ୍‍ ବର୍ଣ୍ଣନା କରୁଛି
01:51 ଏହା ହେଉଛି ଆମ ହେଡର୍ ଫାଇଲ୍
01:53 ଏଠାରେ student ଭାବେ ଗୋଟିଏ “structure” ଘୋଷିତ ହୋଇଛି
01:57 ଏହାପରେ ଆମେ English, mathsscience ଭାବେ ତିନୋଟି ଇଣ୍ଟିଜର ଭେରିଏବଲ୍ସ ଘୋଷଣା କରିଛୁ
02:03 Structure ଅଧିନରେ ବର୍ଣ୍ଣିତ ହୋଇଥିବା ଭେରିଏବଲ୍ସକୁ Structureର ସଦସ୍ୟ କୁହାଯାଏ
02:09 ଏହା ହେଉଛି ଆମର ମେନ୍‍() ଫଙ୍କସନ୍
02:11 ଏଠାରେ ଆମେ ଏକ “ଇଣ୍ଟିଜର” ଭେରିଏବଲ୍ 'total' ଘୋଷିତ କରିଛୁ
02:16 ଏବେ ଆମେ structure ଭେରିଏବଲ୍ stud ଘୋଷିତ କରିଛୁ, ଯାହା ଷ୍ଟୁଡେଣ୍ଟ ଟାଇପ୍‍ ର ଭେରିଏବଲ୍ ଅଟେ, ଏହା structure ମେମ୍ବର୍ସ ଆକ୍ସେସ୍‍ ଓ ମୋଡିଫାଏ କରିବା ପାଇଁ ବ୍ୟବହୃତ ହୋଇଥାଏ
02:28 ଏଠାରେ ଆମେ ମେମ୍ବର୍ସକୁ ୭୫, ୭୦ ଓ ୬୫ ଭାଲ୍ୟୁ ଦେଇ
02:31 ସେଗୁଡ଼ିକୁ ମୋଡିଫାଏ କରିଛୁ
02:37 ଏଠାରେ ଆମେ ତିନୋଟି ସବଜେକ୍ଟର ସମୁଦାୟ ହିସାବ କରିବା
02:41 ତାହାପରେ ଆମେ ରେଜଲ୍ଟ ପ୍ରିଣ୍ଟ କରିବା
02:44 ଏହା ହେଉଛି ଆମର “ରିଟର୍ନ” ଷ୍ଟେଟମେଣ୍ଟ୍
02:46 “ସେଭ୍‍” କ୍ଲିକ୍ କରନ୍ତୁ
02:48 ପ୍ରୋଗ୍ରାମ୍ ଏକଜେକ୍ୟୁଟ୍ କରିବା
02:50 ଏକକାଳୀନ Ctrl, Alt ଏବଂ T କୀ ଦବାଇ
02:54 ଟର୍ମିନାଲ୍ ୱିଣ୍ଡୋ ଖୋଲନ୍ତୁ-
02:59 କମ୍ପାଇଲ କରିବା ପାଇଁ ଟାଇପ୍ କରନ୍ତୁ gcc ସ୍ପେସ୍ structure.c ସ୍ପେସ୍ ହାଇଫେନ୍ o ସ୍ପେସ୍ struct ଓ “ଏଣ୍ଟର୍‍” ଦାବନ୍ତୁ
03:12 ଏକଜେକ୍ୟୁଟ୍ ପାଇଁ (ଡଟ୍ ସ୍ଲାସ) ./struct ଟାଇପ୍ କରି ଏଣ୍ଟର ଦାବନ୍ତୁ
03:17 ଆଉଟପୁଟ୍ ଏହିପରି ଡିସ୍ପ୍ଲେ ହେବ:
03:20 Total is 210
03:22 ଏବେ ଆମେ ସମାନ ପ୍ରୋଗ୍ରାମକୁ C++ରେ ଏକଜେକ୍ୟୁଟ୍ କରିବା
03:26 ଆମ ପ୍ରୋଗ୍ରାମକୁ ଫେରିଯିବା
03:28 ମୁଁ ସମାନ କୋଡକୁ ଏଡିଟ୍‍ କରିବି
03:30 ପ୍ରଥମେ କୀ’ବୋର୍ଡରେ ଏକକାଳୀନ Shift, CtrlS କୀ ଦାବନ୍ତୁ
03:37 ଏବେ .cpp ଏକ୍ସଟେନ୍ସନ୍‍ ସହିତ ଫାଇଲ୍ ସେଭ୍ କରନ୍ତୁ
03:41 ଓ ସେଭ୍ ରେ କ୍ଲିକ୍ କରନ୍ତୁ
03:43 iostream ଭାବେ ହେଡର ଫାଇଲକୁ ଚେଞ୍ଜ କରନ୍ତୁ
03:47 ବର୍ତ୍ତମାନ using ଷ୍ଟେଟମେଣ୍ଟ୍ ମିଶାନ୍ତୁ
03:53 ଓ “ସେଭ୍” କ୍ଲିକ୍ କରନ୍ତୁ
03:56 C ଭଳି C++ ରେ Structure ଡିକ୍ଲାରେସନ୍‍ ସମାନ ଅଟେ
04:01 ତେଣୁ, ଏଠାରେ କିଛି ବଦଳାଇବାର ଆବଶ୍ୟକତା ନାହିଁ
04:05 ପରିଶେଷରେ ଆମେ printf ଷ୍ଟେଟମେଣ୍ଟ ବଦଳରେ cout ଷ୍ଟେଟମେଣ୍ଟ ରଖିବା
04:12 ଫର୍ମାଟ ସ୍ପେସିଫାୟର ଏବଂ (ବ୍ୟାକସ୍ଲାସ ଏନ) \n ଡିଲିଟ୍ କରନ୍ତୁ
04:15 ବର୍ତ୍ତମାନ କମା ଡିଲିଟ୍ କରନ୍ତୁ
04:17 ଦୁଇଟି ଓପନିଙ୍ଗ ଆଙ୍ଗେଲ ବ୍ରାକେଟ୍ ଟାଇପ୍ କରନ୍ତୁ
04:20 ଏଠାରେ କ୍ଲୋଜିଂ ବ୍ରାକେଟ ଡିଲିଟ୍ କରନ୍ତୁ
04:22 ଏବଂ ଦୁଇଟି ଓପନିଙ୍ଗ ଆଙ୍ଗେଲ ବ୍ରାକେଟ୍ ଟାଇପ୍ କରନ୍ତୁ
04:25 ଡବଲ କ୍ୱୋଟ୍ସ ଭିତରେ \n (ବ୍ୟାକ୍ସ୍ଲାସ ଏନ୍) ଟାଇପ୍ କରନ୍ତୁ
04:29 ଏବେ “ସେଭ” କ୍ଲିକ୍ କରନ୍ତୁ
04:31 ପ୍ରୋଗ୍ରାମ୍ ଏକଜେକ୍ୟୁଟ୍ କରିବା
04:33 ଟର୍ମିନାଲକୁ ଫେରିଯିବା
04:35 କମ୍ପାଇଲ୍ କରିବା ପାଇଁ g++ ସ୍ପେସ୍ structure.cpp ସ୍ପେସ୍ ହାଇଫେନ୍ o ସ୍ପେସ୍ struct1 ଟାଇପ୍ କରନ୍ତୁ
04:46 ଏଠାରେ ଆମ ପାଖରେ struct1 ଅଛି, କାରଣ ଆମେ structure.c ଫାଇଲ ପାଇଁ ଆଉଟପୁଟ୍ ପାରାମିଟର structକୁ ଓଭରରାଇଟ କରିବାକୁ ଚାହୁଁନେ
04:55 ଏବେ ଏଣ୍ଟର ଦାବନ୍ତୁ
04:57 ଏକଜେକ୍ୟୁଟ୍ କରିବା ପାଇଁ (ଡଟ୍ ସ୍ଲାସ) ./struct1 ଟାଇପ୍ କରି “ଏଣ୍ଟର” ଦାବନ୍ତୁ
05:03 ଆଉଟପୁଟ୍ ଏହିପରି ଡିସ୍ପ୍ଲେ ହେବ:
05:05 Total is 210
05:08 ଦେଖନ୍ତୁ, ଆଉଟପୁଟ୍, C କୋଡ୍ ଭଳି ସମାନ ଅଟେ
05:12 ଏବେ ସ୍ଲାଇଡ୍ସକୁ ଫେରିଯିବା
05:14 ସଂକ୍ଷିପ୍ତରେ, ଏହି ଟ୍ୟୁଟୋରିଆଲରେ ଆମେ ଶିଖିଲେ,
05:18 * Structure
05:19 * Structure ପାଇଁ ସିଣ୍ଟାକ୍ସ
05:20 ଯେପରି struct struct_name;
05:23 * *Structureର ମେମ୍ବର୍ସ ଆକ୍ସେସ୍ କରିବା
05:25 ଯେପରି: stud.maths = 75;
05:30 * ଏବଂ structure ଭେରିଏବଲ୍ସ ମିଶାଇବା
05:33 ଯେପରି: total = stud.eng + stud.maths + stud.science;
05:40 ଏକ ଆସାଇନମେଣ୍ଟ ଭାବେ,
05:41 ଜଣେ ଏମ୍ପ୍ଲଇର ରେକର୍ଡ ପ୍ରଦର୍ଶନ ପାଇଁ ଗୋଟିଏ ପ୍ରୋଗ୍ରାମ୍ ଲେଖନ୍ତୁ
05:44 ଯଥା- ନାମ, ଠିକଣା, ପଦବୀ ଏବଂ ଦରମା
05:49 ନିମ୍ନ ଲିଙ୍କରେ ଉପଲବ୍ଧ ଭିଡିଓକୁ ଦେଖନ୍ତୁ
05:52 ଏହା ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟକୁ ସାରାଂଶିତ କରେ
05:54 ଯଦି ଆପଣଙ୍କର ଭଲ ବ୍ୟାଣ୍ଡୱିଡଥ୍ ନାହିଁ, ଏହାକୁ ଡାଉନଲୋଡ୍ କରି ଦେଖିପାରିବେ
05:59 ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ ଟିମ୍:
06:01 ସ୍ପୋକନ ଟ୍ୟୁଟୋରିଆଲ୍ସ ବ୍ୟବହାର କରି କର୍ମଶାଳାମାନ ଚଲାନ୍ତି
06:04 ଅନଲାଇନ୍ ଟେଷ୍ଟ ପାସ୍ କରୁଥିବା ବ୍ୟକ୍ତିଙ୍କୁ ପ୍ରମାଣପତ୍ର ଦିଅନ୍ତି
06:08 ଅଧିକ ବିବରଣୀ ପାଇଁ, ଦୟାକରି କଣ୍ଟାକ୍ଟ ଆଟ୍ ସ୍ପୋକନ୍ ହାଇଫେନ୍ ଟ୍ୟୁଟୋରିଆଲ୍ ଡଟ୍ ଓଆର୍ଜିକୁ ଲେଖନ୍ତୁ (contact@spoken-tutorial.org)
06:15 ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ ଟକ୍ ଟୁ ଏ ଟିଚର୍ ପ୍ରୋଜେକ୍ଟର ଏକ ଅଂଶ
06:18 ଏହା ଭାରତ ସରକାରଙ୍କ MHRDର ICT ମାଧ୍ୟମରେ ରାଷ୍ଟ୍ରୀୟ ସାକ୍ଷରତା ମିଶନ୍‍ ଦ୍ୱାରା ସମର୍ଥିତ
06:25 ଏହି ମିଶନ୍ ଉପରେ ଅଧିକ ବିବରଣୀ ନିମ୍ନ ଲିଙ୍କରେ ଉପଲବ୍ଧ
06:29 ଆଇଆଇଟି ବମ୍ୱେ ତରଫରୁ ମୁଁ ପ୍ରଦୀପ ଚନ୍ଦ୍ର ମହାପାତ୍ର ଆପଣଙ୍କଠାରୁ ବିଦାୟ ନେଉଛି
06:33 ଆମ ସହିତ ଜଡ଼ିତ ହୋଇଥିବାରୁ, ଧନ୍ୟବାଦ

Contributors and Content Editors

PoojaMoolya, Pradeep