Difference between revisions of "C-and-Cpp/C3/Working-With-2D-Arrays/Oriya"

From Script | Spoken-Tutorial
Jump to: navigation, search
(Created page with "{| border = 1 |Time |Narration |- | 00:01 | '''C''' ଓ '''C++'''ରେ '''2 Dimensional Arrays''' ଉପରେ ସ୍ପୋକନ୍ ଟ୍ୟୁଟୋରିଆଲ୍କୁ...")
 
Line 40: Line 40:
 
|-
 
|-
 
|00:52
 
|00:52
| ଏହା ହେଉଛି ଗୋଟିଏ ରୋ’ କଲମ୍ ମାଟ୍ରିକ୍ସରେ ଏକ 2 Dimensional array |-
+
| ଏହା ହେଉଛି ଗୋଟିଏ ରୋ’ କଲମ୍ ମାଟ୍ରିକ୍ସରେ ଏକ 2 Dimensional array  
 +
|-
 
| 00:58
 
| 00:58
 
| ପ୍ରାରମ୍ଭିକ ଇଣ୍ଡେକ୍ସ ହେଉଛି 0
 
| ପ୍ରାରମ୍ଭିକ ଇଣ୍ଡେକ୍ସ ହେଉଛି 0
Line 48: Line 49:
 
|-
 
|-
 
| 01:04
 
| 01:04
| ଏଥିପାଇଁ ସିନ୍ଟାକ୍ସ ହେଉଛି:
+
| ଏଥିପାଇଁ ସିଣ୍ଟାକ୍ସ ହେଉଛି:
 
|-
 
|-
 
| 01:07
 
| 01:07
Line 66: Line 67:
 
|-
 
|-
 
|01:33
 
|01:33
| ଏହି ପ୍ରୋଗ୍ରାମ୍ରେ, ଆମେ '''2 dimensional array'''ର ଏଲିମେଣ୍ଟଗୁଡ଼ିକର ସମଷ୍ଟି ଗଣନା କରିବା
+
| ଏହି ପ୍ରୋଗ୍ରାମ୍‍ ରେ, ଆମେ '''2 dimensional array'''ର ଏଲିମେଣ୍ଟଗୁଡ଼ିକର ସମଷ୍ଟି ଗଣନା କରିବା
 
|-
 
|-
 
|01:41
 
|01:41
Line 99: Line 100:
 
|-
 
|-
 
|02:22
 
|02:22
| 0 ରୁ 2 ପର୍ଯ୍ୟନ୍ତ i ରନ୍ କରୁଥିବା କଣ୍ଡିସନ୍କୁ ଏହି '''for''' ଲୁପ୍ ଚେକ୍ କରିବ
+
| 0 ରୁ 2 ପର୍ଯ୍ୟନ୍ତ i ରନ୍ କରୁଥିବା କଣ୍ଡିସନ୍‍ କୁ ଏହି '''for''' ଲୁପ୍ ଚେକ୍ କରିବ
 
|-
 
|-
 
| 02:28
 
| 02:28
| 0 ରୁ 3 ପର୍ଯ୍ୟନ୍ତ j ରନ୍ କରୁଥିବା କଣ୍ଡିସନ୍କୁ ଏହି '''for''' ଲୁପ୍ ଚେକ୍ କରିବ
+
| 0 ରୁ 3 ପର୍ଯ୍ୟନ୍ତ j ରନ୍ କରୁଥିବା କଣ୍ଡିସନ୍‍ କୁ ଏହି '''for''' ଲୁପ୍ ଚେକ୍ କରିବ
 
|-
 
|-
 
| 02:33
 
| 02:33
Line 240: Line 241:
 
|-
 
|-
 
| 06:36
 
| 06:36
| ଏହା ଆମକୁ ଟ୍ୟୁଟୋରିଆଲ୍ର ସମାପ୍ତିକୁ ଆଣେ
+
| ଏହା ଆମକୁ ଟ୍ୟୁଟୋରିଆଲ୍‍ ର ସମାପ୍ତିକୁ ଆଣେ
 
|-
 
|-
 
| 06:39
 
| 06:39
| ସ୍ଲାଇଡ୍କୁ ଫେରିଆସନ୍ତୁ. ସଂକ୍ଷିପ୍ତରେ
+
| ସ୍ଲାଇଡ୍ସ କୁ ଫେରିଆସନ୍ତୁ. ସଂକ୍ଷିପ୍ତରେ
 
|-
 
|-
 
| 06:43
 
| 06:43
| ଏହି ଟ୍ୟୁଟୋରିଆଲ୍ରେ ଆମେ ଶିଖିଲେ:
+
| ଏହି ଟ୍ୟୁଟୋରିଆଲ୍‍ ରେ ଆମେ ଶିଖିଲେ:
 
|-
 
|-
 
| 06:45
 
| 06:45
Line 285: Line 286:
 
|-
 
|-
 
| 07:25
 
| 07:25
| ଅଧିକ ବିବରଣୀ ପାଇଁ, ଦୟାକରି ସ୍ପୋକନ୍ ହାଇଫେନ୍ ଟ୍ୟୁଟୋରିଆଲ୍ ଡଟ୍ ଓଆର୍ଜିକୁ ଲେଖନ୍ତୁ
+
| ଅଧିକ ବିବରଣୀ ପାଇଁ, ଦୟାକରି କଣ୍ଟାକ୍ଟ ଆଟ୍‍ ସ୍ପୋକନ୍ ହାଇଫେନ୍ ଟ୍ୟୁଟୋରିଆଲ୍ ଡଟ୍ ଓ.ଆର୍.ଜି.କୁ ଲେଖନ୍ତୁ (contact@spoken-tutorial.org)
 
|-
 
|-
 
|07:32
 
|07:32

Revision as of 16:15, 4 April 2015

Time Narration
00:01 CC++ରେ 2 Dimensional Arrays ଉପରେ ସ୍ପୋକନ୍ ଟ୍ୟୁଟୋରିଆଲ୍କୁ ସ୍ୱାଗତ
00:08 ଏହି ଟ୍ୟୁଟୋରିଆଲ୍ରେ ଆମେ ଶିଖିବା-
00:10 2 Dimensional Array କ’ଣ
00:13 ଆମେ ଏହାକୁ ଉଦାହରଣ ମାଧ୍ୟମରେ ଦେଖିବା
00:16 ଏହି ଟ୍ୟୁଟୋରିଆଲ୍ ରେକର୍ଡ କରିବାକୁ ମୁଁ ବ୍ୟବହାର କରୁଛି
00:18 ଉବୁଣ୍ଟୁ ଅପରେଟିଙ୍ଗ୍ ସିଷ୍ଟମ୍ ଭର୍ସନ୍ 11.10,
00:22 gccg++ Compiler ଭର୍ସନ୍ 4.6.1
00:29 2 dimensional Arrayର ପରିଚୟ ସହ ଆରମ୍ଭ କରିବା
00:33 ଏକ ରୋ’ କଲମ୍ ମେଟ୍ରିକ୍ସରେ 2D arrays ଷ୍ଟୋର୍ ହୁଏ
00:38 ବାମ ଇଣ୍ଡେକ୍ସ ରୋ’ ସୂଚିତ କରେ
00:41 ଡାହାଣ ଇଣ୍ଡେକ୍ସ କଲମ୍ ସୂଚିତ କରେ
00:44 C ଓ C++ରେ ଗୋଟିଏ ମାଟ୍ରିକ୍ସ କିମ୍ବା ଆରେର ପ୍ରାରମ୍ଭ ଇଣ୍ଡେକ୍ସ ସବୁବେଳେ 0 ହୋଇଥାଏ
00:52 ଏହା ହେଉଛି ଗୋଟିଏ ରୋ’ କଲମ୍ ମାଟ୍ରିକ୍ସରେ ଏକ 2 Dimensional array
00:58 ପ୍ରାରମ୍ଭିକ ଇଣ୍ଡେକ୍ସ ହେଉଛି 0
01:01 ଏବେ ଦେଖିବା, 2 dimensional array କିପରି ଘୋଷିତ ହୁଏ
01:04 ଏଥିପାଇଁ ସିଣ୍ଟାକ୍ସ ହେଉଛି:
01:07 data-type ,array name, row and column.
01:13 ଉଦାହରଣ: ଏଠାରେ ଆମେ 2ଟି ରୋ ଓ 3ଟି କଲମ୍ ସହ ଗୋଟିଏ 2 dimensional array num ଘୋଷିତ କରିଛୁ
01:21 ଏବେ ଏକ ଉଦାହରଣ ଦେଖିବା
01:23 ମୁଁ ପ୍ରୋଗ୍ରାମ୍ ଟାଇପ୍ କରିସାରିଛି, ଏହାକୁ ଖୋଲିବା
01:28 ଧ୍ୟାନଦିଅନ୍ତୁ ଯେ, ଆମ ଫାଇଲ୍ ନାମ ହେଉଛି 2d hyphen array dot c
01:33 ଏହି ପ୍ରୋଗ୍ରାମ୍‍ ରେ, ଆମେ 2 dimensional arrayର ଏଲିମେଣ୍ଟଗୁଡ଼ିକର ସମଷ୍ଟି ଗଣନା କରିବା
01:41 ମୁଁ ଏବେ କୋଡ୍ ଏକ୍ସପ୍ଲେନ୍ କରୁଛି
01:44 ଏହା ହେଉଛି header file
01:46 ଏହା ହେଉଛି main() ଫଙ୍କସନ୍
01:49 ଏଠାରେ ଆମେ i ଓ j ଭେରିଏବଲ୍ ଡିକ୍ଲେର୍ କରିଛେ
01:53 ଏହାପରେ ଆମେ 3ଟି ରୋ ଓ 4ଟି କଲମ୍ ସହିତ num1
01:58 ଓ ପୁନର୍ବାର 3ଟି ରୋ ଓ 4ଟି କଲମ୍ ସହ num2 ଡିକ୍ଲେର୍ କରିଛେ
02:03 num1 ଓ num2 ହେଉଛି 2 dimensional array
02:07 ଏଠାରେ ୟୁଜର୍ ଠାରୁ ଇନ୍ପୁଟ୍ ଭାବେ ଆମେ num1 ମାଟ୍ରିକ୍ସର ଏଲିମେଣ୍ଟ ନେଉ
02:13 ଏଲିମେଣ୍ଟଗୁଡ଼ିକ row-wise ଷ୍ଟୋର୍ ହେବ
02:16 ଆମେ i କୁ ରୋ ପାଇଁ ଓ j କୁ କଲମ୍ ପାଇଁ ବିଚାର କରିଛେ
02:22 0 ରୁ 2 ପର୍ଯ୍ୟନ୍ତ i ରନ୍ କରୁଥିବା କଣ୍ଡିସନ୍‍ କୁ ଏହି for ଲୁପ୍ ଚେକ୍ କରିବ
02:28 0 ରୁ 3 ପର୍ଯ୍ୟନ୍ତ j ରନ୍ କରୁଥିବା କଣ୍ଡିସନ୍‍ କୁ ଏହି for ଲୁପ୍ ଚେକ୍ କରିବ
02:33 ସେହିପରି, ଆମେ ଏଠାରେ ୟୁଜର୍ ଠାରୁ ଇନପୁଟ୍ ଭାବେ num2 ମାଟ୍ରିକ୍ସର ଏଲିମେଣ୍ଟଗୁଡ଼ିକୁ ନେଉ
02:40 ଏଠାରେ num1 ମାଟ୍ରିକ୍ସ ଡିସପ୍ଲେ କରୁଛେ
02:43 ଟର୍ମିନାଲ୍ ରେ ମାଟ୍ରିକ୍ସ ଆଲାଇନ୍ କରିବା ପାଇଁ ଏଠାରେ ପର୍ସେଣ୍ଟ୍ 3d ବ୍ୟବହୃତ ହୋଇଛି
02:49 ଏବେ, num2 ମାଟ୍ରିକ୍ସ ଡିସପ୍ଲେ କରିବା
02:52 ଏହାପରେ ଆମେ num1 ମାଟ୍ରିକ୍ସ ଓ num2 ମାଟ୍ରିକ୍ସ ମିଶାଇ ରେଜଲ୍ଟ ଡିସପ୍ଲେ କରିବା
02:59 ଏହା ହେଉଛି ଆମର return ଷ୍ଟେଟମେଣ୍ଟ୍
03:01 ସେଭ୍ ରେ କ୍ଲିକ୍ କରନ୍ତୁ
03:05 ପ୍ରୋଗ୍ରାମ୍ ଏକଜେକ୍ୟୁଟ୍ କରିବା
03:07 କୀ’ବୋର୍ଡରେ ଏକକାଳୀନ Ctrl, AltT ଦବାଇ ଟର୍ମିନାଲ୍ ୱିଣ୍ଡୋ ଖୋଲନ୍ତୁ
03:15 କମ୍ପାଇଲ୍ କରିବା ପାଇଁ, gcc ସ୍ପେସ୍ 2d ହାଇଫେନ୍ array ଡଟ୍ c ସ୍ପେସ୍ ହାଇଫେନ୍ o ସ୍ପେସ୍ arr ଟାଇପ୍ କରି ଏଣ୍ଟର ଦାବନ୍ତୁ
03:28 ଏକଜେକ୍ୟୁଟ୍ କରିବା ପାଇଁ ଟାଇପ୍ କରନ୍ତୁ, ଡଟ୍ ସ୍ଲାସ୍ ଏଆର୍ଆର୍ (./arr), ଏଣ୍ଟର ଦାବନ୍ତୁ
03:34 ଏଠାରେ ଆମେ Enter the elements of 3 into 4 array num1 ଦେଖୁଛେ
03:39 ମୁଁ ଏବେ ଭାଲ୍ୟୁ ଏଣ୍ଟର୍‍ କରିବି
03:52 ଏବେ ଆମେ Enter the elements of 3 into 4 array num2 ଦେଖୁଛେ
03:57 ମୁଁ ଏବେ ଭାଲ୍ୟୁ ଏଣ୍ଟର୍‍ କରିବି
04:10 ଆଉଟପୁଟ୍ ଡିସପ୍ଲେ ହେଲା
04:13 ଏଠାରେ ଆମେ num1 ମାଟ୍ରିକ୍ସ ଦେଖିପାରୁଛେ
04:16 ଏଠାରେ ଆମେ num2 ମାଟ୍ରିକ୍ସ ଦେଖିପାରୁଛେ
04:20 ଓ ଏହା ହେଉଛି num1 ଓ num2ର ସମଷ୍ଟି
04:24 ଏବେ ସମାନ ପ୍ରୋଗ୍ରାମ୍ କୁ C++ରେ କିପରି ଏକଜେକ୍ୟୁଟ୍ କରାଯାଏ, ଦେଖିବା
04:29 ମୁଁ ଏହି ପ୍ରୋଗ୍ରାମ୍ ତିଆରି କରିସାରିଛି, ଏହାକୁ ଖୋଲି ବର୍ଣ୍ଣନା କରିବି
04:34 ଏହା ହେଉଛି C++ରେ 2 Dimensional arrays ପାଇଁ ପ୍ରୋଗ୍ରାମ୍
04:38 ଧ୍ୟାନଦିଅନ୍ତୁ ଯେ, ଆମ ଫାଇଲ୍ ନାମ ହେଉଛି 2d hyphen array dot cpp
04:43 ଏକ୍ସଟେନ୍ସନ୍ ହେଉଛି ଡଟ୍ ସିପିପି (.cpp)
04:47 ମୁଁ ଏବେ କୋଡ୍ ବର୍ଣ୍ଣନା କରୁଛି
04:50 ଏହା ହେଉଛି iostream ଭାବରେ ହେଡର୍ ଫାଇଲ୍
04:53 ଏହା ହେଉଛି using ଷ୍ଟେଟମେଣ୍ଟ୍
04:56 ଏହା ହେଉଛି main() ଫଙ୍କସନ
04:58 ଏଠାରେ cout ଫଙ୍କସନ୍ ଅଛି, କାରଣ C++ରେ ଆଉଟପୁଟ୍ ପ୍ରିଣ୍ଟ କରିବା ପାଇଁ cout ବ୍ୟବହାର କରାଯାଏ
05:06 ଆମ ପାଖରେ cin ଫଙ୍କସନ୍ ଅଛି. C++ରେ ଏକ ଲାଇନ୍ ପଢ଼ିବା ପାଇଁ cin ବ୍ୟବହାର କରାଯାଏ
05:13 ଏଠାରେ, ଆମେ / t ବିଟ୍, ମାନେ ହୋରାଇଜୋଣ୍ଟାଲ୍ ଟ୍ୟାବ୍ ବ୍ୟବହାର କରିଛେ, ଯାହା 4ଟି ସ୍ପେସ୍ ସହ ସମାନ
05:21 ବାକି କୋଡ୍ C କୋଡ୍ ଭଳି ସମାନ ଅଟେ
05:25 ସେଭ୍ କ୍ଲିକ୍ କରନ୍ତୁ
05:27 ଏକଜେକ୍ୟୁଟ୍ କରିବା
05:28 ଟର୍ମିନାଲ୍କୁ ଫେରିଆସନ୍ତୁ
05:31 ମୁଁ ପ୍ରମ୍ପ୍ଟ କ୍ଲିଅର୍‍ କରିଦେଉଛି
05:33 କମ୍ପାଇଲ୍ କରିବା ପାଇଁ, g++ ସ୍ପେସ୍ 2d ହାଇଫେନ୍ array ଡଟ୍ cpp ହାଇଫେନ୍ o ସ୍ପେସ୍ arr1 ଟାଇପ୍ କରି ଏଣ୍ଟର ଦାବନ୍ତୁ
05:47 ଏକଜେକ୍ୟୁଟ୍ ପାଇଁ ଟାଇପ୍ କରନ୍ତୁ, ଡଟ୍ ସ୍ଲାସ୍ ଏଆର୍ଆର୍1 (./arr1), ଏଣ୍ଟର ଦାବନ୍ତୁ
05:52 ଏଠାରେ ଆମେ Enter the elements of 3 into 4 array num1 ଦେଖୁଛେ
05:57 ମୁଁ ଭାଲ୍ୟୁ ଏଣ୍ଟର୍‍ କରିବି
06:07 ଏବେ ଆମେ Enter the elements of 3 into 4 array num2 ଦେଖୁଛେ
06:13 ମୁଁ ଏହିପରି ଭାଲ୍ୟୁ ଦେବି:
06:24 ଆଉଟପୁଟ୍ ଡିସପ୍ଲେ ହେଲା
06:26 ଆମେ num1 ମାଟ୍ରିକ୍ସ, num2 ମାଟ୍ରିକ୍ସ ଦେଖିପାରୁଛେ
06:31 ଓ ଏହା ହେଉଛି num1 ଓ num2ର ସମଷ୍ଟି
06:36 ଏହା ଆମକୁ ଟ୍ୟୁଟୋରିଆଲ୍‍ ର ସମାପ୍ତିକୁ ଆଣେ
06:39 ସ୍ଲାଇଡ୍ସ କୁ ଫେରିଆସନ୍ତୁ. ସଂକ୍ଷିପ୍ତରେ
06:43 ଏହି ଟ୍ୟୁଟୋରିଆଲ୍‍ ରେ ଆମେ ଶିଖିଲେ:
06:45 *2D arrayରେ ଏଲିମେଣ୍ଟ ଆଡ୍ କରିବା
06:48 *2D array ପ୍ରିଣ୍ଟ କରିବା
06:50 * ଓ 2Dimensional arrayର ସମଷ୍ଟିକୁ ଗଣନା କରିବା
06:54 ଏକ ଆସାଇନ୍ମେଣ୍ଟ୍ ଭାବେ:
06:55 ଏପରି ପ୍ରୋଗ୍ରାମ୍ ଲେଖନ୍ତୁ, ଯାହା ୟୁଜର୍ ଠାରୁ ଇନପୁଟ୍ ଭାବେ ଦୁଇଟି 2Dimensional array ନେବ
07:01 ସେଗୁଡ଼ିକୁ ବିଭାଜନ କରି ପରିଣାମ ଦେଖନ୍ତୁ
07:05 ନିମ୍ନ ଲିଙ୍କରେ ଉପଲବ୍ଧ ଭିଡିଓକୁ ଦେଖନ୍ତୁ:
07:08 ଏହା ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟକୁ ସାରାଂଶିତ କରେ
07:11 ଯଦି ଆପଣଙ୍କର ଭଲ ବ୍ୟାଣ୍ଡୱିଡଥ୍ ନାହିଁ, ଏହାକୁ ଡାଉନଲୋଡ୍ କରି ଦେଖିପାରିବେ
07:15 ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ ଟିମ୍:
07:17 ସ୍ପୋକନ ଟ୍ୟୁଟୋରିଆଲ୍ସ ବ୍ୟବହାର କରି କର୍ମଶାଳାମାନ ଚଲାନ୍ତି
07:21 ଅନଲାଇନ୍ ଟେଷ୍ଟ ପାସ୍ କରୁଥିବା ବ୍ୟକ୍ତିଙ୍କୁ ପ୍ରମାଣପତ୍ର ଦିଅନ୍ତି
07:25 ଅଧିକ ବିବରଣୀ ପାଇଁ, ଦୟାକରି କଣ୍ଟାକ୍ଟ ଆଟ୍‍ ସ୍ପୋକନ୍ ହାଇଫେନ୍ ଟ୍ୟୁଟୋରିଆଲ୍ ଡଟ୍ ଓ.ଆର୍.ଜି.କୁ ଲେଖନ୍ତୁ (contact@spoken-tutorial.org)
07:32 ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ ଟକ୍ ଟୁ ଏ ଟିଚର୍ ପ୍ରୋଜେକ୍ଟର ଏକ ଅଂଶ
07:36 ଏହା ଭାରତ ସରକାରଙ୍କ MHRDର ICT ମାଧ୍ୟମରେ ରାଷ୍ଟ୍ରୀୟ ସାକ୍ଷରତା ମିଶନ୍‍ ଦ୍ୱାରା ସମର୍ଥିତ
07:43 ଏହି ମିଶନ୍ ଉପରେ ଅଧିକ ବିବରଣୀ ନିମ୍ନ ଲିଙ୍କରେ ଉପଲବ୍ଧ
07:48 ଆଇଆଇଟି ବମ୍ୱେ ତରଫରୁ ମୁଁ ପ୍ରଦୀପ ଚନ୍ଦ୍ର ମହାପାତ୍ର ଆପଣଙ୍କଠାରୁ ବିଦାୟ ନେଉଛି
07:54 ଆମ ସହିତ ଜଡ଼ିତ ହୋଇଥିବାରୁ, ଧନ୍ୟବାଦ

Contributors and Content Editors

PoojaMoolya, Pradeep