Difference between revisions of "C-and-Cpp/C3/String-Library-Functions/Oriya"

From Script | Spoken-Tutorial
Jump to: navigation, search
(Created page with "{| border = 1 |'''Time''' |'''Narration''' |- | 00:01 | “Cରେ ଷ୍ଟ୍ରିଙ୍ଗ୍ ଲାଇବ୍ରେରୀ ଫଙ୍କସନ୍ସ” ଉପରେ ସ୍...")
 
Line 296: Line 296:
 
|-
 
|-
 
| 06:46
 
| 06:46
| ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ ଟିମ୍:|-
+
| ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ ଟିମ୍:
 +
|-
 
| 06:49
 
| 06:49
 
| ସ୍ପୋକନ ଟ୍ୟୁଟୋରିଆଲ୍ସ ବ୍ୟବହାର କରି କର୍ମଶାଳାମାନ ଚଲାନ୍ତି
 
| ସ୍ପୋକନ ଟ୍ୟୁଟୋରିଆଲ୍ସ ବ୍ୟବହାର କରି କର୍ମଶାଳାମାନ ଚଲାନ୍ତି

Revision as of 19:55, 31 March 2015

Time Narration
00:01 “Cରେ ଷ୍ଟ୍ରିଙ୍ଗ୍ ଲାଇବ୍ରେରୀ ଫଙ୍କସନ୍ସ” ଉପରେ ସ୍ପୋକନ୍ ଟ୍ୟୁଟୋରିଆଲ୍ କୁ ସ୍ୱାଗତ
00:07 ଏହି ଟ୍ୟୁଟୋରିଆଲ୍ ରେ ଆମେ ଶିଖିବା
00:09 ଷ୍ଟ୍ରିଙ୍ଗ୍ ଲାଇବ୍ରେରୀ ଫଙ୍କସନ୍ସ
00:11 କିଛି ଉଦାହରଣ ସାହାଯ୍ୟରେ ଆମେ ଏହାକୁ କରିବା
00:15 ଟ୍ୟୁଟୋରିଆଲ୍ ରେକର୍ଡ କରିବାକୁ, ମୁଁ ବ୍ୟବହାର କରୁଛି
00:18 “ଉବୁଣ୍ଟୁ ଅପରେଟିଂ ସିଷ୍ଟମ୍” ଭର୍ସନ୍ ୧୧.୧୦,
00:22 “gcc କମ୍ପାଇଲର୍” ଭର୍ସନ୍ ୪.୬.୧.
00:27 ଷ୍ଟ୍ରିଙ୍ଗ୍ ଲାଇବ୍ରେରୀ ଫଙ୍କସନ୍ସର ପରିଚୟରୁ ଆରମ୍ଭ କରିବା
00:31 ଏହି ଫଙ୍କସନ୍ସ ଗ୍ରୁପ୍ ଷ୍ଟ୍ରିଙ୍ଗ୍ ଉପରେ ଅପରେସନ୍କୁ ଇମ୍ପ୍ଲିମେଣ୍ଟ କରିବ
00:36 ବିଭିନ୍ନ ଅପରେସନ୍ ଯଥା- କପି, କନକେଟନେସନ, ସର୍ଚିଙ୍ଗ ଆଦିକୁ ସପୋର୍ଟ କରିବ
00:44 ଆସନ୍ତୁ କିଛି ଷ୍ଟ୍ରିଙ୍ଗ୍ ଲାଇବ୍ରେରୀ ଫଙ୍କସନ୍ସ ଦେଖିବା
00:48 ଆମ ପାଖରେ “strncpy” ଫଙ୍କସନ୍ ଅଛି
00:52 ଏହାର ସିଣ୍ଟାକ୍ସ ହେଲା strncpy(char str1, char str2, ଓ int n);
01:02 ଏହି ଷ୍ଟ୍ରିଙ୍ଗ୍ str2 ର ପ୍ରଥମ ଅକ୍ଷର n କ୍ୟାରେକଟରକୁ ଷ୍ଟ୍ରିଙ୍ଗ୍ str1 କୁ କପି କରିବ
01:09 ଉଦାହରଣ, char strncpy( char hello, char world, 2);
01:16 ଆଉଟପୁଟ୍ ବାହାରିବ Wollo
01:21 ଆମ ପାଖରେ ଷ୍ଟ୍ରିଙ୍ଗ୍୨ ରୁ Wo ଅଛି ଏବଂ ବାକି କ୍ୟାରେକଟର୍ସ ଷ୍ଟ୍ରିଙ୍ଗ୍୧ ରୁ ଅଛି
01:29 ଏବେ strncmp ଫଙ୍କସନ୍ ଦେଖିବା, ଏହାର ସିଣ୍ଟାକ୍ସ ହେଉଛି strncmp(char str1, char str2, ଓ int n);
01:42 ଏହା ପ୍ରଥମେ ଷ୍ଟ୍ରିଙ୍ଗ୍ ୨ ସହିତ ଷ୍ଟ୍ରିଙ୍ଗ୍ ୧ର n କ୍ୟାରେକ୍ଟକୁ ତୁଳନା କରିବ
01:48 ଉଦାହରଣ int strncmp(char ice, char icecream, ଓ 2);
01:55 ଆଉଟପୁଟ ଶୂନ୍ ହେବ
01:58 ଏବେ ଆମେ ଦେଖିବା ଷ୍ଟ୍ରିଙ୍ଗ୍ ଲାଇବ୍ରେରୀ ଫଙ୍କସନ୍ସ କେମିତି ବ୍ୟବହାର କରାଯାଏ
02:02 ମୁଁ ଆପଣଙ୍କୁ କିଛି ସାଧାରଣ ବ୍ୟବହୃତ ଷ୍ଟ୍ରିଙ୍ଗ୍ ଫଙ୍କସନ୍ ଦେଖାଉଛି
02:07 ମୁଁ ଏଡିଟର୍ରେ ପ୍ରୋଗ୍ରାମ୍ ଟାଇପ୍ କରିସାରିଛି
02:10 ମୁଁ ଏହାକୁ ଖୋଲିବି
02:12 ଆମ ପାଖରେ ଷ୍ଟ୍ରିଙ୍ଗ୍ length ଫଙ୍କସନ୍ ଅଛି
02:15 ଧ୍ୟାନ ଦିଅନ୍ତୁ ଯେ, ଆମ ଫାଇଲ ନାମ ହେଉଛି strlen.c.
02:20 ଏଥିରେ ଆମେ ଷ୍ଟ୍ରିଙ୍ଗ୍ର ଦୈର୍ଘ୍ୟ ପାଇବା
02:23 ଏହି ହେଡର୍ ଫାଇଲ୍ଗୁଡ଼ିକ ହେଲା stdio.h ଏବଂ string.h.
02:29 ଏହା ଆମର ମେନ୍() ଫଙ୍କସନ୍
02:31 ଆମ ପାଖରେ ଏକ କ୍ୟାରେକଟର୍ ଭେରିଏବଲ୍ 'arr' ଅଛି
02:35 ଏହା 'Ashwini' ଭାଲ୍ୟୁକୁ ଷ୍ଟୋର୍ କରେ
02:38 ଆମ ପାଖରେ ଇଣ୍ଟିଜର ଭେରିଏବଲ୍ len1 ଅଛି
02:42 strlen ଫଙ୍କସନ୍ ବ୍ୟବହାର କରି ଆମେ ଷ୍ଟ୍ରିଙ୍ଗ୍ର ଦୈର୍ଘ୍ୟ ପାଇବା
02:48 ରେଜଲ୍ଟ 'len1' ରେ ଷ୍ଟୋର୍ ହେବ
02:52 ଏହାପରେ ଆମେ ଷ୍ଟ୍ରିଙ୍ଗ୍ ଏବଂ ଷ୍ଟ୍ରିଙ୍ଗ୍ର ଦୈର୍ଘ୍ୟ ପ୍ରିଣ୍ଟ୍ କରିବା
02:56 ଆଉ ଏହା ହେଉଛି ଆମର “ରିଟର୍ନ” ଷ୍ଟେଟମେଣ୍ଟ
02:59 ଏବେ ପ୍ରୋଗ୍ରାମ୍ ଏକଜେକ୍ୟୁଟ୍ କରିବା
03:01 ଟର୍ମିନାଲ୍ ୱିଣ୍ଡୋ ଖୋଲିବା ପାଇଁ
03:04 କୀ’ବୋର୍ଡରେ ଏକକାଳୀନ Ctrl, AltT କୀ ଦାବନ୍ତୁ
03:09 କମ୍ପାଇଲ୍ ପାଇଁ ଟାଇପ କରନ୍ତୁ: "gcc" ସ୍ପେସ୍ "strlen.c" ସ୍ପେସ୍ “-o” ସ୍ପେସ୍ “str1” ଏବଂ ଏଣ୍ଟର ଦାବନ୍ତୁ
03:19 (ଡଟ୍ ସ୍ଲାଶ) ./str1. ଟାଇପ କରି ଏଣ୍ଟର ଦାବନ୍ତୁ
03:24 ଆଉଟପୁଟ୍ ପ୍ରଦର୍ଶିତ ହେବ
03:26 string = Ashwini, Length = 7
03:30 ଆପଣ ଏଠାରେ ୧,୨,୩,୪,୫,୬, ଏବଂ ୭ କୁ ଗଣିପାରିବେ
03:37 ଆସନ୍ତୁ ଅନ୍ୟ ଷ୍ଟ୍ରିଙ୍ଗ୍ ଫଙ୍କସନ୍ ଦେଖିବା
03:40 ଏଠାରେ string copy ଫଙ୍କସନ୍ ଅଛି
03:43 ଦେଖନ୍ତୁ, ଆମ ଫାଇଲ ନାମ ହେଉଛି strcpy.c
03:48 ଏଥିରେ ଆମେ ସୋର୍ସ ଷ୍ଟ୍ରିଙ୍ଗ୍କୁ ଟାର୍ଗେଟ୍ ଷ୍ଟ୍ରିଙ୍ଗ୍ ରେ କପି କରିବା
03:53 ସୋର୍ସ ଷ୍ଟ୍ରିଙ୍ଗ୍ରେ 'Ice' ଅଛି, ଏହା ଟାର୍ଗେଟ୍ ଷ୍ଟ୍ରିଙ୍ଗ୍ ରେ କପି ହେବ
03:59 ଏହା ହେଉଛି ଆମର strcpy ଫଙ୍କସନ୍
04:02 ଏଠାରେ ଆମେ ସୋର୍ସ ଷ୍ଟ୍ରିଙ୍ଗ୍ ଏବଂ ଟାର୍ଗେଟ ଷ୍ଟ୍ରିଙ୍ଗ୍କୁ ପ୍ରିଣ୍ଟ୍ କରିବା
04:07 ଆସନ୍ତୁ ଏକଜେକ୍ୟୁଟ୍ କରି ଦେଖିବା
04:09 ଟର୍ମିନାଲକୁ ଫେରିଯିବା
04:11 କମ୍ପାଇଲ୍ ପାଇଁ ଟାଇପ୍ କରନ୍ତୁ: gcc ସ୍ପେସ୍ strcpy.c ସ୍ପେସ୍ ହାଇଫେନ୍ o ସ୍ପେସ୍ str2 ଏବଂ ଏଣ୍ଟର ଦାବନ୍ତୁ
04:20 (ଡଟ୍ ସ୍ଲାସ) ./str2 ଟାଇପ୍ କରି ଏଣ୍ଟର ଦାବନ୍ତୁ
04:24 ଆଉଟପୁଟ୍ ପ୍ରଦର୍ଶିତ ହେବ:
04:26 source string = Ice
04:29 target string = Ice
04:32 ଆସନ୍ତୁ ଅନ୍ୟ ଷ୍ଟ୍ରିଙ୍ଗ୍ ଫଙ୍କସନ୍ ଦେଖିବା
04:34 ଆମେ ଏବେ ଷ୍ଟ୍ରିଙ୍ଗ୍ କମ୍ପେୟାର୍‍ ଫଙ୍କସନ୍ ଦେଖିବା
04:37 ଧ୍ୟାନ ଦିଅନ୍ତୁ, ଆମ ଫାଇଲ ନାମ ହେଉଛି strcmp.c
04:42 ଏଥିରେ ଆମେ ଦୁଇଟି ଷ୍ଟ୍ରିଙ୍ଗ୍ ର ତୁଳନା କରିବା
04:46 ଏଠାରେ କ୍ୟାରେକଟର୍ ଭେରିଏବଲ୍ str1 ଏବଂ str2 ଅଛି
04:52 str1 'Ice' ରୂପେ ଭାଲ୍ୟୁ ଏବଂ str2 'Cream' ରୂପେ ଭାଲ୍ୟୁ ଷ୍ଟୋର କରିବ
04:58 ଏଠାରେ ଇଣ୍ଟିଜର ଭେରିଏବଲ୍ i ଏବଂ j ଅଛି
05:03 ଏଥିରେ ଆମେ strcmp ଫଙ୍କସନ୍ ବ୍ୟବହାର କରି ଷ୍ଟ୍ରିଙ୍ଗ୍ ତୁଳନା କରିବା
05:08 ଏଠାରେ ଆମେ str୧ ତୁଳନା କରିବା, ଯାହାହେଉଛି 'Hello' ସହିତ 'Ice'
05:14 ରେଜଲ୍ଟ i ରେ ଷ୍ଟୋର ହେବ
05:16 ଏଥିରେ ଆମେ ଷ୍ଟ୍ରିଙ୍ଗ୍୨ ତୁଳନା କରିବା, ଯାହା ହେଉଛି 'Cream' ସହିତ 'Cream'
05:23 ରେଜଲ୍ଟ j ରେ ଷ୍ଟୋର ହେବ
05:25 ଏହାପରେ ଆମେ ଉଭୟ ରେଜଲ୍ଟ ପ୍ରିଣ୍ଟ୍ କରିବା
05:28 ଓ ଏହା ହେଉଛି ଆମର “ରିଟର୍ନ” ଷ୍ଟେଟ୍ମେଣ୍ଟ
05:31 ପ୍ରୋଗ୍ରାମ୍ ଏକଜେକ୍ୟୁଟ୍ କରିବା
05:33 ଟର୍ମିନାଲ୍କୁ ଫେରିଯିବା
05:35 କମ୍ପାଇଲ କରିବା ପାଇଁ ଟାଇପ କରନ୍ତୁ: gcc ସ୍ପେସ୍ strcmp.c ସ୍ପେସ୍ ହାଇଫେନ୍ o ସ୍ପେସ୍ str3
05:46 ଏଣ୍ଟର ଦାବନ୍ତୁ
05:47 ଟାଇପ କରନ୍ତୁ (ଡଟ୍ ସ୍ଲାସ) ./str3
05:50 ଆଉଟପୁଟ୍ ପ୍ରଦର୍ଶିତ ହେବ ୧, ୦
05:54 ପ୍ରୋଗ୍ରାମକୁ ଫେରିଯିବା
05:56 ଏଠାରେ ଆମେ ୧ ଓ ଏଠାରେ ୦ ପାଇଛେ
06:01 ଆମ ସ୍ଲାଇଡ୍ସକୁ ଫେରିଯିବା
06:04 ସଂକ୍ଷିପ୍ତରେ
06:06 ଏହି ଟ୍ୟୁଟୋରିଆଲ୍ରେ ଆମେ ଶିଖିଲେ,
06:07 ଷ୍ଟ୍ରିଙ୍ଗ୍‍ ଲାଇବ୍ରେରୀ ଫଙ୍କସନ୍ସ-
06:09 * strlen()
06:11 * strcpy()
06:13 * strcmp()
06:14 * strncpy()
06:16 *ଏବଂ strncmp().
06:19 ଏକ ଆସାଇନମେଣ୍ଟ ଭାବେ
06:21 ଷ୍ଟ୍ରିଙ୍ଗ୍ 'best' ଏବଂ ଷ୍ଟ୍ରିଙ୍ଗ୍ 'bus' ଯୋଡ଼ିବା ପାଇଁ ଗୋଟିଏ C ପ୍ରୋଗ୍ରାମ ଲେଖନ୍ତୁ
06:25 ସଙ୍କେତ: strcat (char str1, char str2);
06:32 ଷ୍ଟ୍ରିଙ୍ଗ୍ ଲାଇବ୍ରେରୀରେ ଅନ୍ୟ ଫଙ୍କସନ୍କୁ ମଧ୍ୟ ପରୀକ୍ଷା କରନ୍ତୁ
06:36 ନିମ୍ନ ଲିଙ୍କରେ ଉପଲବ୍ଧ ଭିଡିଓକୁ ଦେଖନ୍ତୁ
06:39 ଏହା ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟକୁ ସାରାଂଶିତ କରେ
06:42 ଯଦି ଆପଣଙ୍କର ଭଲ ବ୍ୟାଣ୍ଡୱିଡଥ୍ ନାହିଁ, ଏହାକୁ ଡାଉନଲୋଡ୍ କରି ଦେଖିପାରିବେ
06:46 ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ ଟିମ୍:
06:49 ସ୍ପୋକନ ଟ୍ୟୁଟୋରିଆଲ୍ସ ବ୍ୟବହାର କରି କର୍ମଶାଳାମାନ ଚଲାନ୍ତି
06:52 ଅନଲାଇନ୍ ଟେଷ୍ଟ ପାସ୍ କରୁଥିବା ବ୍ୟକ୍ତିଙ୍କୁ ପ୍ରମାଣପତ୍ର ଦିଅନ୍ତି
06:56 ଅଧିକ ବିବରଣୀ ପାଇଁ, ଦୟାକରି କଣ୍ଟାକ୍ଟ ଆଟ୍ ସ୍ପୋକନ୍ ହାଇଫେନ୍ ଟ୍ୟୁଟୋରିଆଲ୍ ଡଟ୍ ଓଆର୍ଜିକୁ ଲେଖନ୍ତୁ
07:03 ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ ଟକ୍ ଟୁ ଏ ଟିଚର୍ ପ୍ରୋଜେକ୍ଟର ଏକ ଅଂଶ
07:08 ଏହା ଭାରତ ସରକାରଙ୍କ MHRDର ICT ମାଧ୍ୟମରେ ରାଷ୍ଟ୍ରୀୟ ସାକ୍ଷରତା ମିଶନ୍‍ ଦ୍ୱାରା ସମର୍ଥିତ
07:15 ଏହି ମିଶନ୍ ଉପରେ ଅଧିକ ବିବରଣୀ ନିମ୍ନ ଲିଙ୍କରେ ଉପଲବ୍ଧ
07:20 ଆଇଆଇଟି ବମ୍ୱେ ତରଫରୁ ମୁଁ ପ୍ରଦୀପ ଚନ୍ଦ୍ର ମହାପାତ୍ର ଆପଣଙ୍କଠାରୁ ବିଦାୟ ନେଉଛି
07:24 ଆମ ସହିତ ଜଡ଼ିତ ହୋଇଥିବାରୁ, ଧନ୍ୟବାଦ

Contributors and Content Editors

PoojaMoolya, Pradeep