Difference between revisions of "C-and-Cpp/C2/If-And-Else-If-statement/Oriya"

From Script | Spoken-Tutorial
Jump to: navigation, search
(Created page with "{| border=1 || Time || Narration |- | 00:02 | “C ଓ C++ରେ କଣ୍ଡିଶନାଲ୍ ଷ୍ଟେଟମେଣ୍ଟସ୍” ଉପରେ ସ୍ପୋକନ୍...")
 
Line 388: Line 388:
 
|-
 
|-
 
|  10:20
 
|  10:20
| ଏଠାରେ ଆମ ପାଖରେ 'if1' ଅଛି, କାରଣ ଆମେ  'ifstmt.c' ଫାଇଲ୍ ପାଇଁ ଆଉଟପୁଟ୍ ପାରାମିଟର୍ ‘if’ ଓଭରରାଇଟ୍ କରିବାକୁ ଚାହୁଁନେ |
+
| ଏଠାରେ ଆମ ପାଖରେ 'if1' ଅଛି, କାରଣ ଆମେ  'ifstmt.c' ଫାଇଲ୍ ପାଇଁ ଆଉଟପୁଟ୍ ପାରାମିଟର୍ ‘if’ ଓଭରରାଇଟ୍ କରିବାକୁ ଚାହୁଁନେ
 
|-
 
|-
 
|  10:31
 
|  10:31

Revision as of 12:27, 28 March 2015

Time Narration
00:02 “C ଓ C++ରେ କଣ୍ଡିଶନାଲ୍ ଷ୍ଟେଟମେଣ୍ଟସ୍” ଉପରେ ସ୍ପୋକନ୍ ଟ୍ୟୁଟୋରିଆଲ୍ କୁ ସ୍ୱାଗତ
00:08 ଏହି ଟ୍ୟୁଟୋରିଆଲ୍ ରେ ଆମେ ଶିଖିବା:
00:11 * ଗୋଟିଏ ସିଙ୍ଗଲ୍ statement କିପରି ଏକଜେକ୍ୟୁଟ୍ କରାଯିବ
00:14 * statementର ଏକ ଗ୍ରୁପ୍ କୁ କିପରି ଏକଜେକ୍ୟୁଟ୍ କରାଯିବ
00:16 ଏହାକୁ ଆମେ ଉଦାହରଣଗୁଡ଼ିକ ମାଧ୍ୟମରେ କରିବା
00:19 କିଛି ଏରର୍ସ ଓ ସେଗୁଡ଼ିକର ସମାଧାନ ମଧ୍ୟ ବୁଝିବା
00:25 ଏହି ଟ୍ୟୁଟୋରିଆଲ୍ ରେକର୍ଡ କରିବାକୁ ମୁଁ ବ୍ୟବହାର କରୁଛି ଉବୁଣ୍ଟୁ ଅପରେଟିଙ୍ଗ୍ ସିଷ୍ଟମ୍ ଭର୍ସନ୍ ୧୧.୧୦
00:31 gccg++ କମ୍ପାଇଲର୍ ଭର୍ସନ୍ ୪.୬.୧
00:38 କଣ୍ଡିଶନାଲ୍ statement ସହିତ ଆମେ ଆରମ୍ଭ କରିବା
00:43 ଗୋଟିଏ ପ୍ରୋଗ୍ରାମ୍ ରେ ଏକ statement ପ୍ରୋଗ୍ରାମ୍ ଏକଜେକ୍ୟୁଶନ୍ ର ଫ୍ଲୋକୁ କଣ୍ଟ୍ରୋଲ୍ କରେ
00:49 କେଉଁ କୋଡ୍ ଏକଜେକ୍ୟୁଟ୍ କରାଯିବ, ତାହା ନିଷ୍ପତ୍ତି ନେବାରେ ଏହା ସାହାଯ୍ୟ କରେ
00:55 ଟ୍ରୁ କିମ୍ୱା ଫଲ୍ସ କଣ୍ଡିଶନ୍ କୁ ଆମେ ଯାଞ୍ଚ କରିପାରିବା
01:00 ଆମେ, ଏକ ସିଙ୍ଗଲ୍ statement କିମ୍ୱା statementର ଏକ ଗ୍ରୁପ୍ କୁ ଏକଜେକ୍ୟୁଟ୍ କରିପାରିବା
01:07 ଚାଲନ୍ତୁ, if statementsର ଫ୍ଲୋକୁ ବୁଝିବା
01:13 ଏଠାରେ, ଯଦି କଣ୍ଡିଶନ୍ ଟ୍ରୁ ହୋଇଥାଏ statement 1 ଏକଜେକ୍ୟୁଟ୍ ହେବ
01:20 ଯଦି କଣ୍ଡିଶନ୍ ଫଲ୍ସ ହୋଇଥାଏ statement 2 ଏକଜେକ୍ୟୁଟ୍ ହେବ
01:29 ଏବେ, else if statement ଫ୍ଲୋ ଦେଖିବା
01:32 ଏଠାରେ, ଯଦି condition 1 ଟ୍ରୁ ହୋଇଥିବ, ତେବେ statement 1 ଏକଜେକ୍ୟୁଟ୍ ହେବ
01:41 ଯଦି condition 1 ଫଲ୍ସ ହୋଇଥିବ, ତେବେ ତାହା condition 2କୁ ଖୋଜିବ
01:49 ଯଦି condition 2 ଟ୍ରୁ ହୋଇଥିବ, ତେବେ statement 3 ଏକଜେକ୍ୟୁଟ୍ ହେବ
01:54 ଓ ଯଦି condition 2 ଫଲ୍ସ ହୋଇଥିବ, ତେବେ statement 2 ଏକଜେକ୍ୟୁଟ୍ ହେବ
02:02 ଏବେ ପ୍ରୋଗ୍ରାମ୍ କୁ ଫେରିଚାଲନ୍ତୁ
02:06 ମୁଁ ପୂର୍ବରୁ ଏଡିଟର୍ ରେ କୋଡ୍ ଟାଇପ୍ କରିସାରିଛି
02:09 ମୁଁ ତାହାକୁ ଖୋଲୁଛି
02:13 ଦେଖନ୍ତୁ, ଆମ ଫାଇଲ୍ ର ନାଁ ହେଉଛି ifstmt.c
02:18 ଏହି ପ୍ରୋଗ୍ରାମ୍ ରେ ଆମେ ଦୁଇଟି ସଂଖ୍ୟାର ସମଷ୍ଟି ଗଣନା କରିବା ଓ କିଛି କଣ୍ଡିଶନ୍ ଯାଞ୍ଚ କରିବା
02:26 ମୁଁ ଏବେ କୋଡ୍ ବର୍ଣ୍ଣନା କରୁଛି
02:30 ଏହା ହେଉଛି ଆମର header file
02:34 ଏହା ହେଉଛି ଆମର main() ଫଙ୍କସନ୍
02:38 ଏଠାରେ ଆମେ ତିନୋଟି integer variables a, b and sum ଘୋଷିତ କରିଛେ
02:46 ଏଠାରେ ଆମେ ୟୁଜର୍ ଇନପୁଟ୍ ମାଗିଛେ
02:49 ୟୁଜର୍ a ଓ b ଭାଲ୍ୟୁ ଏଣ୍ଟର୍ କରିବେ
02:52 ଭାଲ୍ୟୁଗୁଡ଼ିକ variable avariable bରେ ଷ୍ଟୋର୍ ହେବ
02:58 କନସୋଲ୍ ରୁ scanf() ଫଙ୍କସନ୍ ଡାଟା ରିଡ୍ କରେ
03:02 ତାହାପରେ ଏହା ଦିଆଯାଇଥିବା variableରେ ପରିଣାମ ଷ୍ଟୋର୍ କରିବ
03:06 scanf()ରେ ଥିବା format specifier ଡାଟାର ପ୍ରକାର ଜାଣିବାରେ ସାହାଯ୍ୟ କରେ
03:10 ଯେପରି ଏଠାରେ ଆମ ପାଖରେ %d ଅଛି, ଏହା ଇଣ୍ଟିଜର୍ ଡାଟା ଟାଇପ୍ ସହ ଆମ କାରବାରକୁ ଦର୍ଶାଇଥାଏ
03:18 ଏଠାରେ ଆମେ abର ଭାଲ୍ୟୁ ଆଡ୍ କରିବା
03:22 ପରିଣାମକୁ sumରେ ଷ୍ଟୋର୍ କରିବା
03:25 ତା’ପରେ ପରିଣାମ ପ୍ରିଣ୍ଟ କରିବା
03:29 ଏହା ହେଉଛି ଆମର if ଷ୍ଟେଟମେଣ୍ଟ
03:30 sum ୨୦ ଠାରୁ ଅଧିକ କି ନୁହେଁ ଜାଣିବା ପାଇଁ ଆମେ ଏଠାରେ କଣ୍ଡିଶନ୍ ଚେକ୍ କରିବା
03:36 ଯଦି କଣ୍ଡିଶନ୍ ଟ୍ରୁ ଅଟେ, ତେବେ ଆମେ Sum ୨୦ଠାରୁ ବଡ଼ ବୋଲି ପ୍ରିଣ୍ଟ କରୁ
03:42 ଏବେ ମୁଁ ଏହି ଲାଉନ୍ ଗୁଡ଼ିକ ଉପରେ କମେଣ୍ଟ କରିବି
03:48 ଏହା ହେଉଛି ଆମର return ଷ୍ଟେଟମେଣ୍ଟ
03:51 ସେଭ୍ ରେ କ୍ଲିକ୍ କରନ୍ତୁ
03:53 ଆମେ ପ୍ରଥମେ if ଷ୍ଟେଟମେଣ୍ଟର ଏକଜେକ୍ୟୁଶନ୍ ଦେଖିବା
03:58 ଆପଣଙ୍କ କୀ’ବୋର୍ଡରେ ଏକାସାଙ୍ଗରେ Ctrl, AltT ଦାବି ଟର୍ମିନାଲ୍ ୱିଣ୍ଡୋ ଖୋଲନ୍ତୁ
04:09 କମ୍ପାଇଲ୍ କରିବା ପାଇଁ gcc ସ୍ପେସ୍ ifstmt ଡଟ୍ c ସ୍ପେସ୍ -o ସ୍ପେସ୍ if ଟାଇପ୍ କରି ଏଣ୍ଟର୍ ଦାବନ୍ତୁ
04:20 ଏକଜେକ୍ୟୁଟ୍ କରିବା ପାଇଁ ./if (ଡଟ୍ ସ୍ଲାଶ୍ if) ଟାଇପ୍ କରି ଏଣ୍ଟର୍ ଦାବନ୍ତୁ
04:26 ପ୍ରଦର୍ଶିତ ହୁଏ
04:27 Enter the values of a and b.
04:31 ମୁଁ ୧୦ ଓ ୧୨ ଭାବରେ ଭାଲ୍ୟୁ ଦେବି
04:38 Sum of a and b is 22. Sum is greater than 20 ଭାବରେ ଆଉଟପୁଟ୍ ପ୍ରଦର୍ଶିତ ହେବ
04:45 ଆମ ପ୍ରୋଗ୍ରାମ୍ କୁ ଫେରିଆସନ୍ତୁ
04:48 ଆମେ ଆଉଏକ କଣ୍ଡିଶନ୍ ଦେଖିବା
04:52 ମୁଁ ଏଠାରୁ କମେଣ୍ଟ କାଢ଼ି ଦେଉଛି
04:56 ମୁଁ ଏଠାରେ କମେଣ୍ଟ ଦେବି
05:00 ସେଭ୍ ରେ କ୍ଲିକ୍ କରନ୍ତୁ
05:03 ଏହା ହେଉଛି ଆମର else-if ଷ୍ଟେଟମେଣ୍ଟ
05:05 ଏଠାରେ ଆମେ Sum ୧୦ଠାରୁ ଅଧିକ କି ନୁହେଁ ଜାଣିବା ପାଇଁ ଆଉଏକ କଣ୍ଡିଶନ୍ ଦେଖିବା
05:11 ଯଦି କଣ୍ଡିଶନ୍ ଟ୍ରୁ ହୋଇଥାଏ, ତେବେ ଆମେ 'Sum is greater than 10 and less than 20' ପ୍ରିଣ୍ଟ କରିବା
05:18 ଏବେ ଆମ ଟର୍ମିନାଲ୍ କୁ ଫେରିଯିବା
05:20 ଏବେ ପୂର୍ବ ପରି କମ୍ପାଇଲ୍ କରନ୍ତୁ
05:23 ପୂର୍ବ ପରି ଏକଜେକ୍ୟୁଟ୍ କରନ୍ତୁ
05:26 ଏହା ଦର୍ଶାଇବ
05:28 Enter the value of a and b.
05:30 ମୁଁ ୧୦ ଓ ୨ ଭାବରେ ଭାଲ୍ୟୁ ଦେବି
05:35 ଆଉଟପୁଟ୍ ପ୍ରଦର୍ଶିତ ହେବ Sum of a and b is 12
05:38 Sum is greater than 10 and less than 20.
05:42 ପ୍ରମ୍ପ୍ଟ କ୍ଲିଅର୍ କରନ୍ତୁ
05:44 ଏବେ ଆମ ପ୍ରୋଗ୍ରାମ୍ କୁ ଫେରିଆସନ୍ତୁ
05:48 ମୁଁ ଏଠାରୁ ଓ ଏଠାରୁ କମେଣ୍ଟ କାଢ଼ିଦେବି. ସେଭ୍ ରେ କ୍ଲିକ୍ କରିବା
05:56 ଯଦି ଉପରୋକ୍ତ ଉଭୟ କଣ୍ଡିଶନ୍ ଫଲ୍ସ ଥିବ, ତେବେ ଆମେ 'Sum is less than 10' ପ୍ରିଣ୍ଟ କରିବା
06:04 ଏହା ହେଉଛି ଆମର else ଷ୍ଟେଟମେଣ୍ଟ
06:07 ଏବେ ଆମେ ଏକଜେକ୍ୟୁଟ୍ କରି ଦେଖିବା. ଆମ ଟର୍ମିନାଲ୍ କୁ ଫେରିଆସନ୍ତୁ
06:11 ବର୍ତ୍ତମାନ ପୂର୍ବ ପରି କମ୍ପାଇଲ୍ କରନ୍ତୁ ଓ ପୂର୍ବ ପରି ଏକଜେକ୍ୟୁଟ୍ କରନ୍ତୁ
06:18 ଏଠାରେ ପ୍ରଦର୍ଶିତ ହେବ
06:19 Enter the value of a and b
06:22 ମୁଁ ୩ ଓ ୫ ଭାବରେ ଭାଲ୍ୟୁ ଦେବି
06:27 ଆଉଟପୁଟ୍ ପ୍ରଦର୍ଶିତ ହେବ sum of a and b is 8
06:31 Sum is less than 10
06:34 ଏବେ ଆମେ କିଛି ଏରର୍ସ ଦେଖିବା, ଯାହା ଆମ ସାମ୍ନାକୁ ଆସିପାରେ
06:38 ଆମ ପ୍ରୋଗ୍ରାମ୍ କୁ ଫେରିଆସନ୍ତୁ
06:41 ଧରନ୍ତୁ, ଏଠାରେ ମୁଁ if ଷ୍ଟେଟମେଣ୍ଟ ଶେଷରେ ଏକ ସେମିକଲନ୍ (;) ଟାଇପ୍ କରିବି
06:47 ଦେଖିବା କ’ଣ ହେଉଛି. ସେଭ୍ ରେ କ୍ଲିକ୍ କରବା
06:50 ଏକଜେକ୍ୟୁଟ୍ କରନ୍ତୁ. ଆମ ଟର୍ମିନାଲ୍ କୁ ଫେରିଆସନ୍ତୁ
06:53 ପୂର୍ବ ପରି କମ୍ପାଇଲ୍ କରିବା
06:56 ଆମେ ଏକ ଏରର୍ ଦେଖୁ: 'else' without a previous 'if'
07:02 ଆମ ପ୍ରୋଗ୍ରାମ୍ କୁ ଫେରିଆସନ୍ତୁ. ଏହା ହେଉଛି ଏକ ସିଣ୍ଟାକ୍ସ ଏରର୍
07:07 if ଷ୍ଟେଟମେଣ୍ଟ କେବେବି ଏକ ସେମିକଲନ୍ ସହ ଟର୍ମିନେଟ୍ ହେବ ନାହିଁ
07:10 else if ଷ୍ଟେଟମେଣ୍ଟ କେବେବି ଏକ if ଷ୍ଟେଟମେଣ୍ଟ ବିନା କାମ କରିବ ନାହିଁ
07:16 ଏରର୍ ଫିକ୍ସ କରିବା. ଏଠାରୁ ସେମିକଲନ୍ (;) ଡିଲିଟ୍ କରନ୍ତୁ
07:22 ସେଭ୍ ରେ କ୍ଲିକ୍ କରନ୍ତୁ
07:25 ଏକଜେକ୍ୟୁଟ୍ କରିବା. ଆମ ଟର୍ମିନାଲ୍ କୁ ଫେରିଆସନ୍ତୁ
07:29 ଏବେ ପୂର୍ବ ପରି କମ୍ପାଇଲ୍ ଓ ଏକଜେକ୍ୟୁଟ୍ କରିବା
07:35 A ଓ bର ଭାଲ୍ୟୁ ଏଣ୍ଟର୍ କରନ୍ତୁ
07:37 ମୁଁ ୩ ଓ ୬ ଭାବରେ ଭାଲ୍ୟୁ ଦେବି
07:43 ଆଉଟପୁଟ୍ ପ୍ରଦର୍ଶିତ ହେବ
07:45 Sum of a and b is 9. Sum is less than 10.
07:52 ଏବେ, ସମାନ ପ୍ରୋଗ୍ରାମ୍ C++ରେ କିପରି ଏକଜେକ୍ୟୁଟ୍ କରାଯାଏ, ଦେଖିବା
07:57 ଆମ ପ୍ରୋଗ୍ରାମ୍ କୁ ଫେରିଆସନ୍ତୁ
07:59 ମୁଁ ଏଠାରେ କିଛି ଜିନିଷ ପରିବର୍ତ୍ତନ କରିବି
08:03 Shift, CtrlS ଏକାସାଙ୍ଗରେ ପ୍ରେସ୍ କରନ୍ତୁ
08:11 ଏବେ ଫାଇଲ୍ କୁ “ଡଟ୍ cpp” ଏକ୍ସଟେନ୍ସନ୍ ସହ ସେଭ୍ କରି ସେଭ୍ ରେ କ୍ଲିକ୍ କରନ୍ତୁ
08:20 ହେଡର୍ ଫାଇଲ୍ କୁ iostream ଭାବରେ ଚେଞ୍ଜ କରନ୍ତୁ
08:26 ଏଠାରେ using ଷ୍ଟେଟମେଣ୍ଟ ମିଶାଇବା
08:30 Search for and replace ଟେକ୍ସଟ୍ ଅପ୍ସନ୍ ଉପରେ କ୍ଲିକ୍ କରନ୍ତୁ
08:35 “printf” ଷ୍ଟେଟମେଣ୍ଟକୁ “cout” ଷ୍ଟେଟମେଣ୍ଟରେ ବଦଳାନ୍ତୁ
08:40 Replace all ଉପରେ କ୍ଲିକ୍ କରି କ୍ଲୋଜ୍ କ୍ଲିକ୍ କରନ୍ତୁ
08:46 ଏବେ ଏଠାରୁ କ୍ଲୋଜିଙ୍ଗ୍ ବ୍ରାକେଟ୍ସ ଡିଲିଟ୍ କରନ୍ତୁ
08:49 scanf() ଷ୍ଟେଟମେଣ୍ଟକୁ cinରେ ବଦଳାନ୍ତୁ
08:54 ଟାଇପ୍ କରନ୍ତୁ cinଦୁଇଟି କ୍ଲୋଜିଙ୍ଗ୍ ଆଙ୍ଗଲ୍ ବ୍ରାକେଟ୍ସ >>
09:00 C++ରେ ଗୋଟିଏ ଲାଇନ୍ ପଢ଼ିବାକୁ cin >> ଫଙ୍କସନ୍ ବ୍ୟବହାର କରାଯାଏ
09:05 ଏବେ format specifiers ଡିଲିଟ୍ କରନ୍ତୁ
09:09 commaଆମ୍ପର୍ସେଣ୍ଡ & ଡିଲିଟ୍ କରନ୍ତୁ
09:12 ଏଠାରୁ କମା ଡିଲିଟ୍ କରି ଦୁଇଟି କ୍ଲୋଜିଙ୍ଗ୍ ଆଙ୍ଗଲ୍ ବ୍ରାକେଟ୍ସ ଟାଇପ୍ କରନ୍ତୁ
09:17 ପୁଣିଥରେ ଆମ୍ପର୍ସେଣ୍ଡ ଓ କ୍ଲୋଜିଙ୍ଗ୍ ବ୍ରାକେଟ୍ ଡିଲିଟ୍ କରି ସେଭ୍ ରେ କ୍ଲିକ୍ କରନ୍ତୁ
09:25 ଏଠାରୁ କ୍ଲୋଜିଙ୍ଗ୍ ବ୍ରାକେଟ୍ ଓ କମା ଡିଲିଟ୍ କରନ୍ତୁ
09:31 ଏବେ ବ୍ୟାକସ୍ଲାଶ୍ n (\n)format specifier ଡିଲିଟ୍ କରି
09:37 ଦୁଇଟି ଓପନିଙ୍ଗ୍ ଆଙ୍ଗଲ୍‍ ବ୍ରାକେଟ୍ ଟାଇପ୍ କରନ୍ତୁ
09:42 ପୁଣିଥରେ ଦୁଇଟି ଓପନିଙ୍ଗ୍ ଆଙ୍ଗଲ୍ ବ୍ରାକେଟ୍ ଟାଇପ୍ କରି ଡବଲ୍ କ୍ୱୋଟ୍ସ ମଧ୍ୟରେ ବ୍ୟାକସ୍ଲାଶ୍ n (\n) ଟାଇପ୍ କରନ୍ତୁ
09:49 ଏଠାରେ ମଧ୍ୟ ଆମେ କ୍ଲୋଜିଙ୍ଗ୍ ବ୍ରାକେଟ୍ ଡିଲିଟ୍ କରିବା
09:53 ଏବେ ପୁଣିଥରେ ଏଠାରୁ ଓ ଏଠାରୁ କ୍ଲୋଜିଙ୍ଗ୍ ବ୍ରାକେଟ୍ ଡିଲିଟ୍ କରନ୍ତୁ
09:59 ସେଭ୍ ରେ କ୍ଲିକ୍ କରନ୍ତୁ
10:02 ଏକଜେକ୍ୟୁଟ୍ କରିବା
10:04 ଟର୍ମିନାଲ୍ କୁ ଫେରିଆସନ୍ତୁ. ମୁଁ ପ୍ରମ୍ପ୍ଟ କ୍ଲିଅର୍ କରିଦେଉଛି
10:10 କମ୍ପାଇଲ୍ କରିବା ପାଇଁ, ଟାଇପ୍ କରନ୍ତୁ g++ ସ୍ପେସ୍ ifstmt.cpp ସ୍ପେସ୍ -o ସ୍ପେସ୍ if1
10:20 ଏଠାରେ ଆମ ପାଖରେ 'if1' ଅଛି, କାରଣ ଆମେ 'ifstmt.c' ଫାଇଲ୍ ପାଇଁ ଆଉଟପୁଟ୍ ପାରାମିଟର୍ ‘if’ ଓଭରରାଇଟ୍ କରିବାକୁ ଚାହୁଁନେ
10:31 ଏଣ୍ଟର୍ ଦାବନ୍ତୁ
10:32 ଏକଜେକ୍ୟୁଟ୍ କରିବା ପାଇଁ ./if1 (ଡଟ୍ ସ୍ଲାଶ୍ if1) ଟାଇପ୍ କରି ଏଣ୍ଟର୍ ଦାବନ୍ତୁ
10:39 ମୁଁ ୨୦ ଓ ୧୦ ଭାବରେ ଭାଲ୍ୟୁ ଦେବି
10:48 ଆଉଟପୁଟ୍ ପ୍ରଦର୍ଶିତ ହେବ Sum of a and b is 30
10:52 Sum is greater than 20
10:56 ଏହା ଆମକୁ ଟ୍ୟୁଟୋରିଆଲ୍ ର ସମାପ୍ତିକୁ ଆଣେ
10:59 ଏବେ ଆମ ସ୍ଲାଇଡ୍ସକୁ ଫେରିଯିବା
11:02 ସଂକ୍ଷିପ୍ତରେ
11:04 ଏହି ଟ୍ୟୁଟୋରିଆଲ୍ ରେ ଆମେ 'if' ଷ୍ଟେଟମେଣ୍ଟ, ଯେପରି if(କଣ୍ଡିଶନ୍)
11:11 ଓ 'else if' ଷ୍ଟେଟମେଣ୍ଟ ଯେପରି. else if(କଣ୍ଡିଶନ୍) ବିଷୟରେ ଶିଖିଲେ
11:17 ଏକ ଆସାଇନମେଣ୍ଟ ଭାବରେ,
11:18 A, b ଠାରୁ ବଡ଼ କି b ଠାରୁ ସାନ ଯାଞ୍ଚ କରିବା ପାଇଁ ଏକ ପ୍ରୋଗ୍ରାମ୍ ଲେଖନ୍ତୁ
11:24 ସଂକେତ: 'if' ଷ୍ଟେଟମେଣ୍ଟ ବ୍ୟବହାର କରନ୍ତୁ
11:28 'a', 'b' କିମ୍ୱା 'c'ରୁ କାହାର ଭାଲ୍ୟୁ ଅଧିକ ବୋଲି ଯାଞ୍ଚ କରିବା ପାଇଁ ଅନ୍ୟଏକ ପ୍ରୋଗ୍ରାମ୍ ଲେଖନ୍ତୁ
11:34 ସଂକେତ: 'else if' ଷ୍ଟେଟମେଣ୍ଟ ବ୍ୟବହାର କରନ୍ତୁ
11:38 ନିମ୍ନ ଲିଙ୍କରେ ଉପଲବ୍ଧ ଭିଡିଓ ଦେଖନ୍ତୁ
11:41 ଏହା ସ୍ପୋକନ୍‍ ଟ୍ୟୁଟୋରିଆଲ୍‍ ପ୍ରୋଜେକ୍ଟକୁ ସାରାଂଶିତ କରେ
11:44 ଯଦି ଆପଣଙ୍କର ଭଲ ବ୍ୟାଣ୍ଡୱିଡଥ୍‍ ନାହିଁ, ଏହାକୁ ଡାଉନଲୋଡ୍‍ କରି ଦେଖିପାରିବେ
11:48 ସ୍ପୋକନ୍‍ ଟ୍ୟୁଟୋରିଆଲ୍‍ ପ୍ରୋଜେକ୍ଟ ଟିମ:
11:50 ସ୍ପୋକନ୍‍ ଟ୍ୟୁଟୋରିଆଲ୍ସ ବ୍ୟବହାର କରି କର୍ମଶାଳାମାନ ଚଲାନ୍ତି
11:54 ଅନଲାଇନ୍‍ ଟେଷ୍ଟ ପାସ୍‍ କରୁଥିବା ବ୍ୟକ୍ତିଙ୍କୁ ପ୍ରମାଣପତ୍ର ଦିଅନ୍ତି
11:57 ଅଧିକ ବିବରଣୀ ପାଇଁ, ଦୟାକରି କଣ୍ଟାକ୍ଟ ଆଟ୍ ସ୍ପୋକନ୍ ହାଇଫେନ୍ ଟ୍ୟୁଟୋରିଆଲ୍ ଡଟ୍ ଓଆର୍ଜିକୁ ଲେଖନ୍ତୁ (contact@spoken-tutorial.org)
12:04 ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ ଟକ୍ ଟୁ ଏ ଟିଚର୍ ପ୍ରୋଜେକ୍ଟର ଏକ ଅଂଶ
12:09 ଏହା ଭାରତ ସରକାରଙ୍କ MHRDର ICT ମାଧ୍ୟମରେ ରାଷ୍ଟ୍ରୀୟ ସାକ୍ଷରତା ମିଶନ୍‍ ଦ୍ୱାରା ସମର୍ଥିତ
12:15 ଏହି ମିଶନ୍ ଉପରେ ଅଧିକ ବିବରଣୀ ନିମ୍ନ ଲିଙ୍କରେ ଉପଲବ୍ଧ
12:20 ଆଇଆଇଟି ବମ୍ୱେ ତରଫରୁ ମୁଁ ପ୍ରଦୀପ ଚନ୍ଦ୍ର ମହାପାତ୍ର ଆପଣଙ୍କଠାରୁ ବିଦାୟ ନେଉଛି

ଆମ ସହିତ ଜଡ଼ିତ ହୋଇଥିବାରୁ, ଧନ୍ୟବାଦ

Contributors and Content Editors

PoojaMoolya, Pradeep