Difference between revisions of "Blender/C2/The-Blender-Interface/Oriya"

From Script | Spoken-Tutorial
Jump to: navigation, search
(Created page with "{| border = 1 ||'''Time''' ||'''Narration''' |- | 00:03 | ବନ୍ଧୁଗଣ, Blender tutorialsର ସିରିଜକୁ ସ୍ଵାଗତ୍ |- | 00:07 | ଏହି ଟ...")
 
 
Line 388: Line 388:
  
 
|-
 
|-
| 1:43
+
| 11:43
 
| frameକୁ ସୁନିଶ୍ଚିତ କରିବା ପାଇଁ ଲେଫ୍ଟ କ୍ଲିକ୍ ଛାଡିଦିଅନ୍ତୁ  
 
| frameକୁ ସୁନିଶ୍ଚିତ କରିବା ପାଇଁ ଲେଫ୍ଟ କ୍ଲିକ୍ ଛାଡିଦିଅନ୍ତୁ  
  

Latest revision as of 16:15, 25 July 2017

Time Narration
00:03 ବନ୍ଧୁଗଣ, Blender tutorialsର ସିରିଜକୁ ସ୍ଵାଗତ୍
00:07 ଏହି ଟ୍ୟୁଟୋରିଆଲ୍ Blender 2.59ରେ Blender interfaceର ମୌଳିକ ବର୍ଣ୍ଣନା ଉପରେ ପର୍ଯ୍ୟବସିତ ଅଟେ
00:15 ଏହି ସ୍କ୍ରିପ୍ଟ Bhanu Prakashଙ୍କ ଦ୍ଵାରା ପ୍ରସ୍ତୁତ କରାଯାଇଛି ଏବଂ Monisha Banerjeeଙ୍କ ଦ୍ଵାରା ସଂଶୋଧିତ କରାଯାଇଛି
00:22 ଏହି ଟ୍ୟୁଟୋରିଆଲ୍ ଦେଖିସାରିଲା ପରେ, ଆପଣ Blender interfaceରେ ଥିବା ବିଭିନ୍ନ ୱିଣ୍ଡୋଗୁଡିକୁ ଶିଖିପାରିବେ
00:29 ପ୍ରତ୍ୟେକ ୱିଣ୍ଡୋକୁ ଆସାଇନ୍ କରାଯାଇଥିବା parameters ଓ tabs, 3D viewରେ କିପରି ଗୋଟିଏ ଅବଜେକ୍ଟକୁ ଚୟନ କରିବେ,
00:37 ଏବଂ କିପରି ଗୋଟିଏ ଅବଜେକ୍ଟକୁ X,Y & Z ଦିଗରେ ଚାଳନା କରିବେ
00:44 ମୁଁ ଆଶା କରୁଛି ଯେ ଆପଣ ବ୍ଲେଣ୍ଡରକୁ ଆରମ୍ଭ କରିବା ଜାଣିଥିବେ
00:48 ଯଦି ନୁହେଁ ତେବେ, ଦୟାକରି ବ୍ଲେଣ୍ଡରକୁ ଜାଣିବା ପାଇଁ ପୂର୍ବ ଟ୍ୟୁଟୋରିଆଲଗୁଡିକର ସାହାଯ୍ୟ ନିଅନ୍ତୁ
00:56 ଏହା 3D panel ଅଟେ
00:58 ଡିଫଲ୍ଟ ଭାବେ, 3D viewରେ ତିନୋଟି ଅବଜେକ୍ଟ ଉପସ୍ଥିତ ଅଛନ୍ତି
01:03 ଗୋଟିଏ cube, ଗୋଟିଏ lamp ଏବଂ ଗୋଟିଏ camera
01:10 ଡିଫଲ୍ଟ ଭାବେ cube ଚୟନ ହୋଇସାରିଛି
01:15 Lampକୁ ଚୟନ କରିବା ପାଇଁ ରାଇଟ୍ କ୍ଲିକ୍ କରନ୍ତୁ
01:19 Cameraକୁ ଚୟନ କରିବା ପାଇଁ ରାଇଟ୍ କ୍ଲିକ୍ କରନ୍ତୁ
01:23 ତେଣୁ, 3D viewରେ କୌଣସି ଅବଜେକ୍ଟକୁ ଚୟନ କରିବା ପାଇଁ, ସେହି object ଉପରେ ନିଶ୍ଚିତରୂପେ ରାଇଟ୍ କ୍ଲିକ୍ କରନ୍ତୁ
01:31 cubeକୁ ଚୟନ କରିବା ପାଇଁ ରାଇଟ୍ କ୍ଲିକ୍ କରନ୍ତୁ
01:35 cubeର କେନ୍ଦ୍ରରେ ଏକତ୍ରିତ ହୋଇଥିବା ଏହି ତିନି ରଙ୍ଗ ବିଶିଷ୍ଟ ଆରୋଗୁଡିକ, 3D Transform manipulatorକୁ ରିପ୍ରେଜେଣ୍ଟ କରନ୍ତି
01:44 ଏହି manipulator ଅବଜେକ୍ଟକୁ ଗୋଟିଏ ନିର୍ଦ୍ଦିଷ୍ଟ ଆକ୍ସିସ୍ ଆଡକୁ ଚାଳିତ ହେବାରେ ସାହାଯ୍ୟ କରେ
01:51 ଲାଲ୍ ରଙ୍ଗ X axisକୁ ରିପ୍ରେଜେଣ୍ଟ କରେ,
01:55 ସବୁଜ ରଙ୍ଗ Y axisକୁ ରିପ୍ରେଜେଣ୍ଟ କରେ,
01:59 ଏବଂ ନୀଳ Z axisକୁ ରିପ୍ରେଜେଣ୍ଟ କରେ,
02:05 ଲେଫ୍ଟ କ୍ଲିକ୍ କରି green handleକୁ ଧରିରଖନ୍ତୁ ଏବଂ ଆପଣଙ୍କ mouseକୁ ବାମରୁ ଡାହାଣକୁ ଚାଳନା କରନ୍ତୁ
02:15 କୀବୋର୍ଡ୍ shortcut ପାଇଁ, G & Yକୁ ଦାବନ୍ତୁ
02:22 ଆପଣ ଦେଖିପାରିବେ ଅବଜେକ୍ଟଟି କେବଳ Y axis ଦିଗରେ ଚାଳିତ ହେବ
02:32 ସେହିପରି, blue handle ବ୍ୟବହାର କରି ଅବଜେକ୍ଟକୁ Z axis ଦିଗରେ ଚାଳନା କରନ୍ତୁ
02:45 କୀବୋର୍ଡ୍ shortcut ପାଇଁ, G & Zକୁ ଦାବନ୍ତୁ
02:56 ବର୍ତ୍ତମାନ, ଅବଜେକ୍ଟକୁ X axis ଦିଗରେ ଚାଳନା କରିବା ପାଇଁ ଚେଷ୍ଟା କରନ୍ତୁ
03:08 କୀବୋର୍ଡ୍ shortcut ପାଇଁ, G & Xକୁ ଦାବନ୍ତୁ
03:23 ରେଡ୍ ବକ୍ସ ଦ୍ଵାରା ଆବଦ୍ଧ ହୋଇଥବା କ୍ଷେତ୍ର 3D view ଅଟେ
03:32 3D ଭ୍ୟୁର ନିମ୍ନଭାଗର ବାମ କୋଣକୁ ଯା’ନ୍ତୁ
03:36 Viewରେ ଲେଫ୍ଟ-କ୍ଲିକ୍ କରନ୍ତୁ. ଏଠାରେ 3D view ପାଇଁ ବିଭିନ୍ନ ଭ୍ୟୁ ଅପଶନର ଗୋଟିଏ ତାଲିକା ଅଛି
03:46 Topରେ ଲେଫ୍ଟ କ୍ଲିକ୍ କରନ୍ତୁ. କୀବୋର୍ଡ ସର୍ଟକଟ୍ ପାଇଁ, numpad 7 ଦାବନ୍ତୁ
03:52 3D view, User Perspectiveରୁ Top viewକୁ ବଦଳିଯିବ
03:57 ଆପଣ, ଆପଣଙ୍କର ଅବଜେକ୍ଟକୁ top viewରୁ ଦେଖିପାରିବେ
04:03 Selectରେ ଲେଫ୍ଟ କ୍ଲିକ୍ କରନ୍ତୁ. 3D viewରେ ସମସ୍ତ ଅବଜେକ୍ଟ ପାଇଁ ଏଠାରେ ବିଭିନ୍ନ ସିଲେକ୍ସନ୍ ଅପଶନଗୁଡିକର ଗୋଟିଏ ତାଲିକା ଅଛି
04:18 Objectରେ ଲେଫ୍ଟ କ୍ଲିକ୍ କରନ୍ତୁ. ଏଠାରେ ଆକ୍ଟିଭ୍ ଅବଜେକ୍ଟର ଏଡିଟିଙ୍ଗ ପାଇଁ ବିଭିନ୍ନ ଅପଶନର ଗୋଟିଏ ତାଲିକା ଅଛି
04:35 3D viewର ବାମ ପଟେ Object Tools ପ୍ୟାନେଲ୍ ଅଛି
04:41 ଏହି ପ୍ୟାନେଲ୍, 3D viewରେ ଆକ୍ଟିଭ୍ ଅବଜେକ୍ଟକୁ ମୋଡିଫାଏ କରିବା ପାଇଁ ବିଭିନ୍ନ toolକୁ ତାଲିକାଭୁକ୍ତ କରିଥାଏ
04:49 ଟୁଲଗୁଡିକ ବିଭିନ୍ନ ଶ୍ରେଣୀରେ ଏକତ୍ରିତ ହୁଅନ୍ତି, ଯେପରି
04:52 Transform, Object, Shading, Keyframes, Motion Paths, repeat, Grease Pencil
05:13 ଉଦାହରଣସ୍ଵରୂପ, ଚାଲନ୍ତୁ 3D viewରେ lampକୁ ଚାଳନା କରିବା
05:19 lampକୁ ଚୟନ କରିବା ପାଇଁ ରାଇଟ୍ କ୍ଲିକ୍ କରନ୍ତୁ
05:23 Object tools ପ୍ୟାନେଲକୁ ଯା’ନ୍ତୁ
05:28 Object tools ପ୍ୟାନେଲରେ lamp ପାଇଁ ଥିବା ଅପଶନଗୁଡିକୁ ଆପଣ ଦେଖିପାରିବେ
05:35 Translateରେ ଲେଫ୍ଟ କ୍ଲିକ୍ କରନ୍ତୁ ଏବଂ ଆପଣଙ୍କ mouseକୁ ଚାଳନା କରନ୍ତୁ
05:41 mouse ଚାଳନା ହେଉଥିବା ଦିଗରେ lamp ଚାଳିତ ହେବ
05:46 Translateକୁ ବନ୍ଦ କରିବା ପାଇଁ, ସ୍କ୍ରୀନ୍ ଉପରେ ରାଇଟ୍ କ୍ଲିକ୍ କରନ୍ତୁ କିମ୍ବା ଆପଣଙ୍କ କୀବୋର୍ଡରେ Esc ଦାବନ୍ତୁ
05:57 3D viewର ଡାହାଣ ପଟେ, ଅନ୍ୟ ଏକ panel ଡିଫଲ୍ଟ ଭାବେ ଲୁକ୍କାୟିତ ଭାବେ ଅଛି
06:04 ଲୁକ୍କାୟିତ ପ୍ୟାନେଲକୁ ଖୋଲିବା ପାଇଁ, 3D viewର ଉପରିଭାଗର ଡାହାଣପଟ କୋଣରେ ଥିବା ପ୍ଲସ୍ ଚିହ୍ନ ଉପରେ ଲେଫ୍ଟ କ୍ଲିକ୍ କରନ୍ତୁ
06:12 କୀବୋର୍ଡ୍ ସର୍ଟକଟ୍ ପାଇଁ, N ଦାବନ୍ତୁ
06:17 Transform ପ୍ୟାନେଲର ଏହି ଅତିରିକ୍ତ ଅବଜେକ୍ଟ, Properties windowରେ ଥିବା Object ପ୍ୟାନେଲ୍ ଭଳି ସମାନ ଅଟେ
06:25 Object ପ୍ୟାନେଲ୍ ଉପରେ ସବିଶେଷ ବିବରଣୀ, ଆମେ ପରବର୍ତ୍ତି ଟ୍ୟୁଟୋରିଆଲଗୁଡିକରେ ଦେଖିବା
06:30 ବର୍ତ୍ତମାନ ପାଇଁ, ଚାଲନ୍ତୁ ଅତିରିକ୍ତ ପ୍ୟାନେଲକୁ ଲୁଚାଇଦେବା ଏବଂ default 3D viewକୁ ଫେରିଯିବା
06:37 Transform ପ୍ୟାନେଲରେ ଥିବା ଅତିରିକ୍ତ ଅବଜେକ୍ଟର ବାମପଟ ଧାର ଆଡକୁ, ଆପଣଙ୍କ mouse cursorକୁ ଚାଳନା କରନ୍ତୁ
06:44 ଗୋଟିଏ ଡବଲ୍ ହେଡେଡ୍ ଆରୋ ଦୃଶ୍ୟମାନ ହେବ
06:48 ଲେଫ୍ଟ କ୍ଲିକ୍ କରନ୍ତୁ ଏବଂ ଆପଣଙ୍କ mouseକୁ ଡାହାଣକୁ ଡ୍ରାଗ୍ କରନ୍ତୁ
06:52 Extra object Transform ପ୍ୟାନେଲ୍ ପୁନର୍ବାର ଲୁଚିଯିବ
06:59 ଏହି ପ୍ୟାନେଲକୁ ଲୁଚାଇବା କିମ୍ବା ଆବିର୍ଭାବ କରିବା ପାଇଁ ଆପଣ କୀବୋର୍ଡ୍ ସର୍ଟକଟ୍ Nକୁ ବ୍ୟବହାର କରିପାରିବେ
07:07 3D view ବିଷୟରେ ଅଧିକ ଶିଖିବା ପାଇଁ, Types of Windows - 3D view ଉପରେ ଥିବା ଟ୍ୟୁଟୋରିଆଲକୁ ଦେଖନ୍ତୁ
07:18 ରେଡ୍ ବକ୍ସ ଦ୍ଵାରା ଆବଦ୍ଧ ହୋଇଥବା କ୍ଷେତ୍ର Info ପ୍ୟାନେଲ୍ ଅଟେ
07:23 ଏହା ଆମ Blender interfaceର ସର୍ବ ଉପରିସ୍ଥ ପ୍ୟାନେଲ୍ ଅଟେ. Info ପ୍ୟାନେଲ୍ ମୁଖ୍ୟ ମେନୁକୁ ଧାରଣ କରିଥାଏ
07:33 Fileରେ ଲେଫ୍ଟ କ୍ଲିକ୍ କରନ୍ତୁ
07:36 ଏହି ମେନୁ File ଅପଶନଗୁଡିକୁ ଧାରଣ କରିଥାଏ ଯେପରି, creating a new file, opening an existing file, saving the file, User Preferences, importing or exporting a file, ପ୍ରଭୃତି
07:57 Addରେ ଲେଫ୍ଟ କ୍ଲିକ୍ କରନ୍ତୁ
08:00 ଏଠାରେ object repository ଅଛି
08:04 ଏହି ମେନୁକୁ ବ୍ୟବହାର କରି ଆପଣ 3D viewରେ ନୂତନ ଅବଜେକ୍ଟଗୁଡିକୁ ଯୋଗ କରିପାରିବେ
08:10 କୀବୋର୍ଡ୍ ସର୍ଟକଟ୍ ପାଇଁ, Shift & Aକୁ ଦାବନ୍ତୁ
08:18 ବର୍ତ୍ତମାନ ଚାଲନ୍ତୁ 3D viewରେ ଗୋଟିଏ ପ୍ଲେନକୁ ଯୋଗ କରିବା
08:23 3D cursorକୁ ଚାଳନା କରିବା ପାଇଁ, ସ୍କ୍ରୀନ୍ ଉପରେ ଯେକୌଣସି ସ୍ଥାନରେ ଲେଫ୍ଟ କ୍ଲିକ୍ କରନ୍ତୁ
08:29 ମୁଁ ଏହି ସ୍ଥାନକୁ ଚୟନ କରୁଛି
08:34 ADD ମେନୁକୁ ଉପରକୁ ଆଣିବା ପାଇଁ, Shift & A ଦାବନ୍ତୁ
08:39 Mesh. Plane ଉପରେ ଲେଫ୍ଟ କ୍ଲିକ୍ କରନ୍ତୁ
08:44 3D କର୍ସର୍ ସ୍ଥାନରେ, 3D viewରେ ଗୋଟିଏ ନୂତନ plane ଯୋଡି ହୋଇଯିବ
08:51 3D କର୍ସର୍ ବିଷୟରେ ବୁଝିବା ପାଇଁ, ଦୟାକରି Navigation – 3D cursor ଉପରେ ଥିବା ଟ୍ୟୁଟୋରିଆଲକୁ ଦେଖନ୍ତୁ
09:00 ସେହିପରି, ଆପଣ 3D viewରେ କିଛି ଅଧିକ ନୂତନ ଅବଜେକ୍ଟକୁ ଯୋଡିବା ପାଇଁ ଚେଷ୍ଟା କରନ୍ତୁ
09:13 ବର୍ତ୍ତମାନ Info ପ୍ୟାନେଲକୁ ଫେରିଆସନ୍ତୁ
09:16 Render ମେନୁକୁ ଖୋଲିବା ପାଇଁ Render ଉପରେ ଲେଫ୍ଟ କ୍ଲିକ୍ କରନ୍ତୁ
09:21 Renderରେ ବିଭିନ୍ନ ପ୍ରକାରର ରେଣ୍ଡର୍ ଅପଶନ୍ ଅଛି ଯେପରି, render image, render animation, show or hide render view ପ୍ରଭୃତି
09:34 ପରବର୍ତ୍ତି ଟ୍ୟୁଟୋରିଆଲଗୁଡିକରେ Render settings ଉପରେ ସବିଶେଷ ଆଲୋଚନା ହେବ
09:40 Info Panel ବିଷୟରେ ଅଧିକ ଜାଣିବା ପାଇଁ, Type of Windows - File Browser and Info Panel ଉପରେ ଥିବା ଟ୍ୟୁଟୋରିଆଲକୁ ଦେଖନ୍ତୁ
09:55 ରେଡ୍ ବକ୍ସ ତଳେ ଥିବା କ୍ଷେତ୍ର Outliner ପ୍ୟାନେଲ୍ ଅଟେ
10:00 ଏହା Blender interfaceରସର୍ବ ଉପରିସ୍ଥ ଡାହାଣ କୋଣରେ ଅବସ୍ଥିତ
10:07 Outliner, 3D viewରେ ଥିବା ସମସ୍ତ ଅବଜେକ୍ଟର ଗୋଟିଏ ତାଲିକା ପ୍ରଦାନ କରେ
10:14 Outliner ବିଷୟରେ ଅଧିକ ଜାଣିବା ପାଇଁ, Types of Windows – Outliner ଉପରେ ଥିବା ଟ୍ୟୁଟୋରିଆଲକୁ ଦେଖନ୍ତୁ
10:26 ରେଡ୍ ବକ୍ସ ମଧ୍ୟରେ ଥିବା କ୍ଷେତ୍ର properties ୱିଣ୍ଡୋ ଅଟେ
10:31 ଏହି ୱିଣ୍ଡୋ ବହୁତ ସଂଖ୍ୟକ tools ଓ settings ଥିବା ଅନେକ ପ୍ରକାରର ପ୍ୟାନେଲକୁ ଧାରଣ କରିଥାଏ
10:38 ବ୍ଲେଣ୍ଡରରେ କାମ କଲା ସମୟରେ, ଆପଣ ଏହି ପ୍ୟାନେଲଗୁଡିକୁ ଅନେକ ବାର ବ୍ୟବହାର କରିପାରିବେ
10:44 Blender interfaceର ନିମ୍ନ ଡାହାଣ କୋଣରେ, outliner ୱିଣ୍ଡୋ ତଳେ Properties ୱିଣ୍ଡୋ ଅବସ୍ଥିତ
10:53 Properties window ବିଷୟରେ ଅଧିକ ଜାଣିବା ପାଇଁ, Types of Windows - Properties Part 1 and 2 ଉପରେ ଥିବା ଟ୍ୟୁଟୋରିଆଲଗୁଡିକୁ ଦେଖନ୍ତୁ
11:06 ଏହା Timeline ଅଟେ
11:10 ଏହା 3D view ତଳେ ଅବସ୍ଥିତ
11:15 ଏଠାରେ ଆପଣ ଆନିମେଶନ୍ ପାଇଁ frame rangeକୁ ଦେଖିବାକୁ ପାଇବେ
11:21 ଏହି ସବୁଜ ଭର୍ଟିକଲ୍ ଲାଇନ୍ ଆପଣ କାମ କରୁଥିବା ସାମ୍ପ୍ରତିକ frameକୁ ଦର୍ଶାଇଥାଏ
11:28 ଏହାକୁ ଆପଣ ଫ୍ରେମ୍ ରେଞ୍ଜ୍ ଉପରେ ଚାଳନା କରିପାରିବେ
11:33 ସବୁଜ ଲାଇନ୍ ଉପରେ ଲେଫ୍ଟ କ୍ଲିକ୍ କରି ଧରି ରଖନ୍ତୁ
11:36 ବର୍ତ୍ତମାନ ଆପଣଙ୍କ mouseକୁ ଚାଳନା କରନ୍ତୁ
11:43 frameକୁ ସୁନିଶ୍ଚିତ କରିବା ପାଇଁ ଲେଫ୍ଟ କ୍ଲିକ୍ ଛାଡିଦିଅନ୍ତୁ
11:50 Start one, animation ରେଞ୍ଜର ଆରମ୍ଭ ଫ୍ରେମକୁ ରିପ୍ରେଜେଣ୍ଟ୍ କରିବ
11:58 End 250, ଆପଣଙ୍କ ଆନିମେଶନ୍ ରେଞ୍ଜର ଶେଷ ଫ୍ରେମକୁ ରିପ୍ରେଜେଣ୍ଟ୍ କରିବ
12:10 ଏଗୁଡିକ ଆନିମେଶନ୍ ପାଇଁ playback ଅପଶନ୍ ଅଟନ୍ତି
12:16 Timeline ବିଷୟରେ ଅଧିକ ଜାଣିବା ପାଇଁ, Types of Windows – Timeline ଉପରେ ଥିବା ଟ୍ୟୁଟୋରିଆଲକୁ ଦେଖନ୍ତୁ
12:25 ଏହା Blender interface ଉପରେ ଏକ ସଂକ୍ଷିପ୍ତ ସାଧାରଣ ସମୀକ୍ଷା ଅଟେ
12:30 Blender workspaceରେ ଡିଫଲ୍ଟ ଭାବେ ଉପସ୍ଥିତ ଥିବା ଏହି ସମସ୍ତ windows ବ୍ୟତିତ,
12:35 ଅନ୍ୟ ୱିଣ୍ଡୋଗୁଡିକ ମଧ୍ୟ ଅଛନ୍ତି ଯେଉଁଗୁଡିକୁ କୌଣସି ସମୟରେ ମେନୁ ମଧ୍ୟରୁ ଚୟନ କରାଯାଇପାରିବ
12:42 ପରବର୍ତ୍ତି ଟ୍ୟୁଟୋରିଆଲଗୁଡିକରେ ଏହି ସମସ୍ତ ୱିଣ୍ଡୋଗୁଡିକ ଉପରେ ଗୋଟିଏ ସବିଶେଷ ବର୍ଣ୍ଣନା ପ୍ରଦାନ କରାଯିବ
12:51 ବର୍ତ୍ତମାନ 3D viewରେ ପ୍ରତ୍ୟେକ ଅବଜେକ୍ଟକୁ ଚୟନ କରିବା ପାଇଁ ଚେଷ୍ଟା କରନ୍ତୁ
12:57 3D transform manipulatorକୁ ବ୍ୟବହାର କରି, cubeକୁ X Y ଓ Z ଦିଗରେ ଚାଳନା କରନ୍ତୁ
13:06 view ଟାବକୁ ଆବିଷ୍କାର କରନ୍ତୁ ଏବଂ Object Tools ପ୍ୟାନେଲରେ ଥିବା Translateକୁ ବ୍ୟବହାର କରି, 3D viewରେ କ୍ୟାମେରାକୁ ଚାଳନା କରନ୍ତୁ
13:20 ଏହି ଟ୍ୟୁଟୋରିଆଲ୍ Project Oscar ଦ୍ଵାରା ପ୍ରସ୍ତୁତ ଏବଂ ICT ମାଧ୍ୟମରେ ରାଷ୍ଟ୍ରୀୟ ସାକ୍ଷରତା ମିଶନ୍ ଦ୍ୱାରା ସମର୍ଥିତ
13:28 ଏହା ଉପରେ ଅଧିକ ବିବରଣୀ ନିମ୍ନ ଲିଙ୍କ-
13:33 oscar.iitb.ac.in ଏବଂ spoken-tutorial.org/NMEICT-Introରେ ଉପଲବ୍ଧ
13:47 ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ ଟିମ୍:
13:49 ସ୍ପୋକନ୍ ଟ୍ୟୁଟୋରିଆଲ୍ସ ବ୍ୟବହାର କରି କର୍ମଶାଳାମାନ ଚଲାନ୍ତି
13:53 ଅନଲାଇନ୍ ଟେଷ୍ଟ ପାସ୍ କରୁଥିବା ବ୍ୟକ୍ତିମାନଙ୍କୁ ପ୍ରମାଣପତ୍ର ମଧ୍ୟ ଦିଅନ୍ତି.
13:57 ଅଧିକ ବିବରଣୀ ପାଇଁ ଦୟାକରି contact@spoken-tutorial.org କୁ ସମ୍ପର୍କ କରନ୍ତୁ
14:04 ଆଇଆଇଟି ବମ୍ୱେ ତରଫରୁ, ପ୍ରଦୀପ ମହାପାତ୍ରଙ୍କ ସହ ମୁଁ ପ୍ରଭାସ ତ୍ରିପାଠୀ ଆପଣଙ୍କଠାରୁ ବିଦାୟ ନେଉଛି. ଆମ ସହିତ ଜଡ଼ିତ ହୋଇଥିବାରୁ ଧନ୍ୟବାଦ

Contributors and Content Editors

PoojaMoolya, Pradeep