BASH/C3/Advance-topics-in-a-function/Oriya

From Script | Spoken-Tutorial
Revision as of 12:14, 20 April 2017 by Pradeep (Talk | contribs)

(diff) ← Older revision | Latest revision (diff) | Newer revision → (diff)
Jump to: navigation, search
Time Narration
00:01 ବନ୍ଧୁଗଣ, Advance topics in a function ଉପରେ ସ୍ପୋକନ୍ ଟ୍ୟୁଟୋରିଆଲ୍ କୁ ସ୍ୱାଗତ
00:08 ଏହି ଟ୍ୟୁଟୋରିଆଲ୍ ରେ ଆମେ ଶିଖିବା,
00:11 କେତେକ ଉଦାହରଣ ସାହାଯ୍ୟରେ
00:14 ଗୋଟିଏ ଫଙ୍କ୍ସନକୁ background ରେ ରଖିବା ପାଇଁ source କମାଣ୍ଡ୍
00:18 ଏହି ଟ୍ୟୁଟୋରିଆଲ୍ ଅନୁସରଣ କରିବାକୁ ଆପଣଙ୍କର Bash ରେ Shell Scripting ଉପରେ ଜ୍ଞାନ ଥିବା ଦରକାର
00:24 ଯଦି ନାହିଁ, ତେବେ ସମ୍ପର୍କିତ ଟ୍ୟୁଟୋରିଆଲ୍ସ ପାଇଁ ଦୟାକରି ଆମ ୱେବସାଇଟ ଦେଖନ୍ତୁ
00:30 ଏହି ଟ୍ୟୁଟୋରିଆଲ୍ ପାଇଁ ମୁଁ ବ୍ୟବହାର କରୁଛି
00:32 * ଉବୁଣ୍ଟୁ ଲିନକ୍ସ 12.04 OS ଓ
00:36 * GNU BASH ଭର୍ସନ 4.2
00:40 ଦୟାକରି ଧ୍ୟାନଦିଅନ୍ତୁ ଯେ, ଅଭ୍ୟାସ ପାଇଁ GNU Bash ଭର୍ସନ୍ 4 କିମ୍ବା ଊର୍ଦ୍ଧ୍ଵର ସୁପାରିଶ କରାଯାଉଛି
00:46 Shell scriptରେ ଏକ ଫାଇଲକୁ load କରିବା ପାଇଁ source କମାଣ୍ଡ୍ ବ୍ୟବହୃତ ହୋଇଥାଏ
00:53 ଏହା, ସେହି ଫାଇଲରୁ କମାଣ୍ଡକୁ ପଢେ ଓ ନିଷ୍ପାଦନ କରେ
00:58 ଏହା script ମଧ୍ୟରେ କୋଡକୁ ଇମ୍ପୋର୍ଟ ମଧ୍ୟ କରିଥାଏ
01:01 ଅନେକ ସ୍କ୍ରିପ୍ଟ, ଏକ ସାଧାରଣ ଡେଟା କିମ୍ବା function library ବ୍ୟବହାର କରିବାବେଳେ ଏହା ଉପଯୋଗୀ ହୋଇଥାଏ
01:09 Source କମାଣ୍ଡର ସିଣ୍ଟାକ୍ସ ନିମ୍ନରେ ଦିଆଯାଇଛି-
01:12 Source filename
01:15 Source Path_to_file
01:18 Source filename arguments
01:22 Function ଡଟ୍ sh ନାମକ ଫାଇଲ୍ ଖୋଲନ୍ତୁ
01:26 ଏହା ହେଉଛି shebang ଲାଇନ୍
01:29 source detail ଡଟ୍ sh, detail ଡଟ୍ sh ଫାଇଲକୁ function ଡଟ୍ shରେ ଲୋଡ୍ କରିବ
01:37 Detail ଡଟ୍ sh ଫାଇଲ୍ ଖୋଲନ୍ତୁ
01:41 ମୋ ପାଖରେ ଏକ ଫଙ୍କସନ୍ machine ଅଛି
01:44 ବର୍ତ୍ତମାନ, ଫଙ୍କସନ୍ ଭିତରେ ଟାଇପ୍ କରନ୍ତୁ-
01:47 Echo function machine is called in function dot sh file
01:52 Save ଉପରେ କ୍ଲିକ୍ କରନ୍ତୁ
01:54 ବର୍ତ୍ତମାନ, ଫଙ୍କସନ୍ ଡଟ୍ sh ଫାଇଲକୁ ଫେରିଯିବା
01:59 ଏଠାରେ ଟାଇପ୍ କରନ୍ତୁ echo “Beginning of program”
02:04 Save ଉପରେ କ୍ଲିକ୍ କରନ୍ତୁ
02:06 ତା’ପରେ ଟାଇପ କରନ୍ତୁ: machine echo “End of program”
02:12 ଏହା, Beginning of program ବାର୍ତ୍ତା ପ୍ରିଣ୍ଟ କରିବ
02:16 Machine ହେଉଛି ଫଙ୍କ୍ସନର କଲ୍
02:19 ଏବଂ ଏହା End of program ବାର୍ତ୍ତା ପ୍ରିଣ୍ଟ କରିବ
02:23 ଧ୍ୟାନଦିଅନ୍ତୁ ଯେ, machine ହେଉଛି ଏକ ଫଙ୍କସନ୍, ଯାହାକୁ ଆମେ detail ଡଟ୍ sh ଫାଇଲରେ ତିଆରି କରିଥିଲେ
02:29 ଏବଂ ଆମେ ଏଠାରେ, function ଡଟ୍ sh ଫାଇଲରେ, functionକୁ କଲ୍ କରୁଛେ
02:34 ବର୍ତ୍ତମାନ save ଉପରେ କ୍ଲିକ୍ କରନ୍ତୁ
02:36 ପ୍ରୋଗ୍ରାମକୁ ନିଷ୍ପାଦନ କରନ୍ତୁ
02:41 ଟର୍ମିନାଲରେ ଟାଇପ୍ କରନ୍ତୁ: chmod ସ୍ପେସ୍ ପ୍ଲସ୍(+) x ସ୍ପେସ୍ function ଡଟ୍ sh
02:51 Enter ଦାବନ୍ତୁ
02:53 ଟାଇପ୍ କରନ୍ତୁ: ଡଟ୍ ସ୍ଲାଶ୍ function ଡଟ୍ sh
02:56 Enter ଦାବନ୍ତୁ
02:59 ଆଉଟପୁଟ ପ୍ରଦର୍ଶିତ ହେଲା
03:02 ବର୍ତ୍ତମାନ, background functionକୁ ଯିବା
03:06 ବ୍ୟାକଗ୍ରାଉଣ୍ଡରେ ଏକ processକୁ run କରିବା ପାଇଁ ଆମେ, function callର ଶେଷରେ &( ଆମ୍ପର୍ସାଣ୍ଡ ) ବ୍ୟବହାର କରୁ
03:13 କମାଣ୍ଡ୍ ରନ୍ କରିବା ପାଇଁ shell fork ହେଉଛି ଏକ child process
03:19 Forked ପ୍ରୋସେସରେ ଏକ job number ଓ PID( process identifier ) ରହିବ
03:27 ଏହାକୁ ଆମେ ଏକ ଉଦାହରଣ ସାହାଯ୍ୟରେ ବୁଝିବା. background ଡଟ୍ sh ଫାଇଲ୍ ଖୋଲନ୍ତୁ
03:35 ଏହା ହେଉଛି shebang ଲାଇନ୍
03:38 Bg ଅଣ୍ଡରସ୍କୋର୍ function, ଫଙ୍କ୍ସନର ଆରମ୍ଭକୁ ସୂଚାଇଥାଏ
03:44 ଏଠାରେ echo ଷ୍ଟେଟମେଣ୍ଟ, Inside bg_function ବାର୍ତ୍ତା ପ୍ରଦର୍ଶିତ କରେ
03:50 ତା’ପରେ, ଆମେ ସମସ୍ତ ଡଟ୍ mp3 ଫାଇଲ୍ସ ଖୋଜିବା ପାଇଁ find କମାଣ୍ଡ୍ ବ୍ୟବହାର କରିବା
03:57 ଏହି ଷ୍ଟେଟମେଣ୍ଟ୍, ଡଟ୍ mp3 ଏକ୍ସଟେନସନ୍ ଥିବା ସମସ୍ତ ଫାଇଲକୁ ଖୋଜି ବାହାର କରିବ
04:03 ଏହା, ସାମ୍ପ୍ରତିକ working ଡାଇରେକ୍ଟୋରୀରେ ତାହା କରିବ
04:07 କେସକୁ ଅଣଦେଖା କରିବା ପାଇଁ ହାଇଫେନ୍ iname ବ୍ୟବହୃତ ହୁଏ
04:11 ଏବଂ ପରିଣାମ, myplaylist ଡଟ୍ txtରେ ଷ୍ଟୋର୍ ହୁଏ
04:16 ବର୍ତ୍ତମାନ ଟାଇପ୍ କରନ୍ତୁ: bg ଅଣ୍ଡରସ୍କୋର୍ function ଆମ୍ପର୍ସାଣ୍ଡ(&). ଏହା function call ଅଟେ. &( ଆମ୍ପର୍ସାଣ୍ଡ ), bg_functionକୁ ବ୍ୟାକଗ୍ରାଉଣ୍ଡରେ ରଖେ
04:28 ବର୍ତ୍ତମାନ save ଉପରେ କ୍ଲିକ୍ କରନ୍ତୁ
04:31 ପ୍ରୋଗ୍ରାମକୁ ନିଷ୍ପାଦନ କରନ୍ତୁ
04:34 ଟର୍ମିନଲକୁ ଫେରି ଆସନ୍ତୁ
04:37 ଟାଇପ୍ କରନ୍ତୁ: chmod ସ୍ପେସ୍ ପ୍ଲସ୍ x ସ୍ପେସ୍ background ଡଟ୍ sh
04:45 Enter ଦାବନ୍ତୁ. ବର୍ତ୍ତମାନ, ଟାଇପ୍ କରନ୍ତୁ: ଡଟ୍ ସ୍ଲାଶ୍ background ଡଟ୍ sh
04:51 Enter ଦାବନ୍ତୁ
04:53 ଖାଲି ଆଉଟପୁଟ, ସାମ୍ପ୍ରତିକ ଡିରେକ୍ଟୋରୀରେ dot mp3 ଫାଇଲ୍ ନଥିବାର ସୂଚନା ଦିଏ
05:02 ବର୍ତ୍ତମାନ, ଆମ ପ୍ରୋଗ୍ରାମକୁ ଫେରିଆସନ୍ତୁ
05:05 ଟାଇପ୍ କରନ୍ତୁ: echo( ହାଇଫେନ୍ )-e. Process running in background are: slash n ଓ jobs ସ୍ପେସ୍ ହାଇଫେନ୍ I
05:19 save ଉପରେ କ୍ଲିକ୍ କରନ୍ତୁ
05:21 ଏହି echo ଷ୍ଟେଟମେଣ୍ଟ୍, process running in background are ବାର୍ତ୍ତା ପ୍ରଦର୍ଶିତ କରିବ
05:28 ସମସ୍ତ Background jobsର ସ୍ଥିତିକୁ, jobs ସ୍ପେସ୍ ହାଇଫେନ୍ l ତାଲିକାଭୁକ୍ତ କରିଥାଏ
05:34 ବର୍ତ୍ତମାନ, ଟର୍ମିନଲକୁ ଫେରିଆସନ୍ତୁ
05:38 ଟାଇପ୍ କରନ୍ତୁ : ଡଟ୍ ସ୍ଲାଶ୍ background ଡଟ୍ sh
05:42 Enter ଦାବନ୍ତୁ
05:44 ଆଉଟପୁଟ ପ୍ରଦର୍ଶିତ ହେଲା
05:48 ଏଠାରେ, ବର୍ଗ ବନ୍ଧନୀ ମଧ୍ୟରେ ଥିବା one ହେଉଛି job ସଂଖ୍ୟା
05:53 3962 ହେଉଛି PID
05:57 PID ତଦନୁସାରେ ବଦଳିଥାଏ
06:01 ଯଦି function ନିଷ୍ପାଦନ ହେବା ପାଇଁ ସମୟ ନିଏ, ଏହା ବ୍ୟାକଗ୍ରାଉଣ୍ଡରେ ପ୍ରୋସେସକୁ ରନ୍ କରିବ
06:06 ଏବଂ ଆମେ ସ୍ଥିତିକୁ running ଭାବରେ ଦେଖିବା
06:11 ଯଦି ଫଙ୍କ୍ସନଟି, ସ୍କ୍ରିପ୍ଟ ପୂର୍ବରୁ ନିଷ୍ପାଦିତ ହୁଏ, ତେବେ ଆମେ ସ୍ଥିତିକୁ Done ଭାବରେ ଦେଖିବାକୁ ପାଇବା
06:20 ଆଉଟପୁଟ, ମେଶିନ ଅନୁସାରେ ଭିନ୍ନ ହେବ
06:23 ଏହା ଆମକୁ ଏହି ଟ୍ୟୁଟୋରିଆଲର ସମାପ୍ତିକୁ ଆଣେ
06:28 ସଂକ୍ଷିପ୍ତରେ: ଏହି ଟ୍ୟୁଟୋରିଆଲ୍ ରେ ଆମେ ଶିଖିଲେ
06:32 * Source କମାଣ୍ଡ୍
06:34 * କିଛି ଉଦାହରଣ ସାହାଯ୍ୟରେ
06:36 ଏକ ଫଙ୍କ୍ସନକୁ backgroundରେ ରଖିବା
06:39 ଏକ ଆସାଇନମେଣ୍ଟ ଭାବେ: ଦୁଇଟି ସଂଖ୍ୟାକୁ ଯୋଗ କରିବା ପାଇଁ ଏକ add ଫଙ୍କସନ୍ ଲେଖନ୍ତୁ ଏବଂ ଅନ୍ୟ ଏକ ଫାଇଲରେ ଫଙ୍କ୍ସନଟିକୁ କଲ୍ କରନ୍ତୁ
06:47 ନିମ୍ନ ଲିଙ୍କରେ ଥିବା ଭିଡିଓକୁ ଦେଖନ୍ତୁ
06:51 ଏହା ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟକୁ ସାରାଂଶିତ କରେ
06:55 ଯଦି ଆପଣଙ୍କର ଭଲ ବ୍ୟାଣ୍ଡୱିଡଥ୍ ନାହିଁ, ଏହାକୁ ଡାଉନଲୋଡ୍ କରିଦେଖିପାରିବେ
07:00 ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ ଟିମ୍: ସ୍ପୋକନ୍ ଟ୍ୟୁଟୋରିଆଲ୍ସ ବ୍ୟବହାର କରି କର୍ମଶାଳାମାନ ଚଲାନ୍ତି. ଅନଲାଇନ୍ ଟେଷ୍ଟ ପାସ୍ କରୁଥିବା ବ୍ୟକ୍ତିମାନଙ୍କୁ ପ୍ରମାଣପତ୍ର ଦିଅନ୍ତି
07:10 ଅଧିକ ବିବରଣୀ ପାଇଁ ଦୟାକରି contact@spoken-tutorial.orgକୁ ଲେଖନ୍ତୁ
07:18 ସ୍ପୋକନ୍ ଟ୍ୟୁଟୋରିଆଲ ପ୍ରୋଜେକ୍ଟ, ଟକ୍ ଟୁ ଏ ଟିଚର୍ ପ୍ରୋଜେକ୍ଟର ଏକ ଅଂଶ
07:22 ଏହା ଭାରତ ସରକାରଙ୍କ MHRDର ICT ମାଧ୍ୟମରେ ରାଷ୍ଟ୍ରୀୟ ସାକ୍ଷରତା ମିଶନ୍ ଦ୍ୱାରା ସମର୍ଥିତ
07:30 ଏହି ମିଶନ୍ ଉପରେ ଅଧିକ ବିବରଣୀ ନିମ୍ନ ଲିଙ୍କରେ ଉପଲବ୍ଧ http://spoken-tutorial.org/NMEICT-Intro
07:36 ଆଇଆଇଟି ବମ୍ୱେ ତରଫରୁ
07:42 ମୁଁ ପ୍ରଦୀପ ଚନ୍ଦ୍ର ମହାପାତ୍ର ଆପଣଙ୍କଠାରୁ ବିଦାୟ ନେଉଛି. ଆମ ସହିତ ଜଡ଼ିତ ହୋଇଥିବାରୁ ଧନ୍ୟବାଦ


Contributors and Content Editors

PoojaMoolya, Pradeep