Difference between revisions of "BASH/C2/Introduction-to-BASH-Shell-Scripting/Oriya"

From Script | Spoken-Tutorial
Jump to: navigation, search
(Created page with "{| border=1 |'''Time''' |'''Narration''' |- |00:01 | ବନ୍ଧୁଗଣ, Introduction to BASH Shell Scripting ଉପରେ ସ୍ପୋକନ୍ ଟ୍ୟୁଟୋରି...")
 
 
Line 11: Line 11:
 
|-
 
|-
 
|00:10
 
|00:10
|* Shellsର ବିଭିନ୍ନ ପ୍ରକାର  
+
|Shellsର ବିଭିନ୍ନ ପ୍ରକାର  
 
|-
 
|-
 
|00:13
 
|00:13
|* BASH Shell  Script ଲେଖିବା ଓ
+
|BASH Shell  Script ଲେଖିବା ଓ
 
|-
 
|-
 
|00:16
 
|00:16
Line 86: Line 86:
 
|-
 
|-
 
|02:00
 
|02:00
|* ଏହା, Stephen Bourneଙ୍କ ଦ୍ୱାରା ଲିଖିତ ମୂଳ UNIX Shell ଥିଲା
+
| ଏହା, Stephen Bourneଙ୍କ ଦ୍ୱାରା ଲିଖିତ ମୂଳ UNIX Shell ଥିଲା
 
|-
 
|-
 
|02:06
 
|02:06
|* ଏଥିରେ, ଆଜିର ଅଧିକାଂଶ ଆଧୁନିକ ଶେଲ୍ସ ଦ୍ୱାରା ପ୍ରଦତ୍ତ ଅନ୍ତର୍କାର୍ଯ୍ୟଶୀଳତାର ଅଭାବ ରହିଥିଲା
+
|ଏଥିରେ, ଆଜିର ଅଧିକାଂଶ ଆଧୁନିକ ଶେଲ୍ସ ଦ୍ୱାରା ପ୍ରଦତ୍ତ ଅନ୍ତର୍କାର୍ଯ୍ୟଶୀଳତାର ଅଭାବ ରହିଥିଲା
 
|-
 
|-
 
|02:11
 
|02:11
| C Shell
+
| C Shellଏହା, Bourne Shellରେ ଅଭାବ ଥିବା ବୈଶିଷ୍ଟ୍ୟମାନ ପ୍ରଦାନ କରେ
|-
+
|02:12
+
| ଏହା, Bourne Shellରେ ଅଭାବ ଥିବା ବୈଶିଷ୍ଟ୍ୟମାନ ପ୍ରଦାନ କରେ
+
 
|-
 
|-
 
|02:16
 
|02:16
| K Shell
+
| K Shell ଏହା, David Kornଙ୍କ ଦ୍ୱାରା ତିଆରି କରାଯାଇଛି
|-
+
|02:17
+
| ଏହା, David Kornଙ୍କ ଦ୍ୱାରା ତିଆରି କରାଯାଇଛି
+
 
|-
 
|-
 
|02:20
 
|02:20
Line 110: Line 104:
 
|-  
 
|-  
 
|02:30
 
|02:30
|* GNU Project ଦ୍ୱାରା Bash Shell ବିକଶିତ ହୋଇଥିଲା
+
|GNU Project ଦ୍ୱାରା Bash Shell ବିକଶିତ ହୋଇଥିଲା
 
|-
 
|-
 
|02:32
 
|02:32
|* ଏହା, B Shell ଭାଷା ଉପରେ ପର୍ଯ୍ୟବେଶିତ
+
|ଏହା, B Shell ଭାଷା ଉପରେ ପର୍ଯ୍ୟବେଶିତ
 
|-
 
|-
 
|02:35
 
|02:35
|* ଏଥିରେ, C ଓ K Shellsର ବୈଶିଷ୍ଟ୍ୟମାନ ରହିଛି  
+
| ଏଥିରେ, C ଓ K Shellsର ବୈଶିଷ୍ଟ୍ୟମାନ ରହିଛି  
 
|-
 
|-
 
|02:40
 
|02:40
| TC Shell
+
| TC Shell ଏହା, FreeBSD ଓ ତାହାର ଅବରୋହୀଗୁଡ଼ିକର ଡିଫଲ୍ଟ Shell ଅଟେ  
|-
+
|02:41
+
| ଏହା, FreeBSD ଓ ତାହାର ଅବରୋହୀଗୁଡ଼ିକର ଡିଫଲ୍ଟ Shell ଅଟେ  
+
 
|-
 
|-
 
|02:46
 
|02:46
Line 128: Line 119:
 
|-
 
|-
 
|02:49
 
|02:49
|* ଇଣ୍ଟରାକ୍ଟିଭ୍ ବ୍ୟବହାର ପାଇଁ ଏହି Shellର ଡିଜାଇନ୍ କରାଯାଇଛି  
+
|ଇଣ୍ଟରାକ୍ଟିଭ୍ ବ୍ୟବହାର ପାଇଁ ଏହି Shellର ଡିଜାଇନ୍ କରାଯାଇଛି  
 
|-  
 
|-  
 
|02:52
 
|02:52
|* ଏଥିରେ, ksh, bash ଓ tcshର ଅନେକ ଉପଯୋଗୀ ବୈଶିଷ୍ଟ୍ୟମାନ ରହିଛି
+
| ଏଥିରେ, ksh, bash ଓ tcshର ଅନେକ ଉପଯୋଗୀ ବୈଶିଷ୍ଟ୍ୟମାନ ରହିଛି
 
|-  
 
|-  
 
|02:58
 
|02:58
Line 194: Line 185:
 
|-
 
|-
 
|04:32
 
|04:32
| ଏବେ Enter ଦାବନ୍ତୁ
+
| ଏବେ Enter ଦାବନ୍ତୁ ଆମେ, GEdit ବ୍ୟବହାର କରି hello_world.sh ନାମକ ଗୋଟିଏ ନୂଆ ଫାଇଲ୍ ଖୋଲିଛେ
|-
+
|04:33
+
| ଆମେ, GEdit ବ୍ୟବହାର କରି hello_world.sh ନାମକ ଗୋଟିଏ ନୂଆ ଫାଇଲ୍ ଖୋଲିଛେ
+
 
|-
 
|-
 
|04:40
 
|04:40
Line 227: Line 215:
 
|-
 
|-
 
|05:19
 
|05:19
| ଏଣ୍ଟର୍ ଦାବନ୍ତୁ
+
| ଏଣ୍ଟର୍ ଦାବନ୍ତୁ ଓ ଟାଇପ୍ କରନ୍ତୁ:  echo ସ୍ପେସ୍ ଡବଲ୍ କ୍ୱୋଟ୍ସ ମଧ୍ୟରେ "Hello World"
|-
+
|05:20
+
| ଓ ଟାଇପ୍ କରନ୍ତୁ:  echo ସ୍ପେସ୍ ଡବଲ୍ କ୍ୱୋଟ୍ସ ମଧ୍ୟରେ "Hello World"
+
 
|-
 
|-
 
|05:27
 
|05:27
| ଏଣ୍ଟର୍ ଦାବନ୍ତୁ
+
| ଏଣ୍ଟର୍ ଦାବନ୍ତୁ ଟାଇପ୍ କରନ୍ତୁ:  echo ସ୍ପେସ୍ ଡଲାର୍ ଚିହ୍ନ SHELL (କ୍ୟାପିଟାଲ୍ ରେ)
|-
+
|05:28
+
| ଟାଇପ୍ କରନ୍ତୁ:  echo ସ୍ପେସ୍ ଡଲାର୍ ଚିହ୍ନ SHELL (କ୍ୟାପିଟାଲ୍ ରେ)
+
 
|-
 
|-
 
|05:34
 
|05:34
| ଏଣ୍ଟର୍ ଦାବନ୍ତୁ
+
| ଏଣ୍ଟର୍ ଦାବନ୍ତୁ ଟାଇପ୍ କରନ୍ତୁ:  echo ସ୍ପେସ୍ backtick date backtick
|-
+
|05:35
+
| ଟାଇପ୍ କରନ୍ତୁ:  echo ସ୍ପେସ୍ backtick date backtick
+
 
|-
 
|-
 
|05:41
 
|05:41
Line 290: Line 269:
 
|-
 
|-
 
|06:48
 
|06:48
|* ବିଭିନ୍ନ ପ୍ରକାରର Shells
+
|ବିଭିନ୍ନ ପ୍ରକାରର Shells
 
|-
 
|-
 
|06:50
 
|06:50
|* Bash Shell
+
|Bash Shell ବାଶ୍ ଶେଲ୍ ସ୍କ୍ରିପ୍ଟ
|-
+
|06:51
+
|* ବାଶ୍ ଶେଲ୍ ସ୍କ୍ରିପ୍ଟ
+
 
|-
 
|-
 
|06:52
 
|06:52
|* ଏକ ସରଳ Shell Script ଲେଖି ତାକୁ ନିଷ୍ପାଦିତ କରିବା
+
|ଏକ ସରଳ Shell Script ଲେଖି ତାକୁ ନିଷ୍ପାଦିତ କରିବା
 
|-
 
|-
 
|06:57
 
|06:57

Latest revision as of 11:00, 12 May 2017

Time Narration
00:01 ବନ୍ଧୁଗଣ, Introduction to BASH Shell Scripting ଉପରେ ସ୍ପୋକନ୍ ଟ୍ୟୁଟୋରିଆଲ୍ କୁ ସ୍ୱାଗତ
00:08 ଏହି ଟ୍ୟୁଟୋରିଆଲ୍ ରେ ଆମେ ଶିଖିବା:
00:10 Shellsର ବିଭିନ୍ନ ପ୍ରକାର
00:13 BASH Shell Script ଲେଖିବା ଓ
00:16 ଏହାକୁ ନିଷ୍ପାଦନ କରିବା ବିଷୟରେ
00:18 ଏହି ଟ୍ୟୁଟୋରିଆଲ ଅନୁସରଣ କରିବାକୁ ଆପଣଙ୍କୁ ପରିଚିତ ହେବାକୁ ପଡ଼ିବ Linux Operating System ସହିତ
00:25 ଯଦି ନୁହେଁ, ତେବେ ସମ୍ପର୍କିତ ଟ୍ୟୁଟୋରିଆଲ୍ସ ପାଇଁ ଦୟାକରି ଆମ ୱେବସାଇଟ୍ ଦେଖନ୍ତୁ
00:32 ଏହି ଟ୍ୟୁଟୋରିଆଲ୍ ରେକର୍ଡ କରିବାକୁ ମୁଁ ବ୍ୟବହାର କରୁଛି
00:35 ଉବୁଣ୍ଟୁ ଲିନକ୍ସ 12.04 OS ଓ
00:39 GNU Bash ଭର୍ସନ୍ 4.1.10
00:43 ଦୟାକରି ଧ୍ୟାନଦିଅନ୍ତୁ ଯେ, ଅଭ୍ୟାସ ପାଇଁ GNU Bash ଭର୍ସନ୍ 4 କିମ୍ୱା ଊର୍ଦ୍ଧ୍ୱର ସୁପାରିସ କରାଯାଉଛି
00:50 ଚାଲନ୍ତୁ, ପରିଚୟରୁ ଆରମ୍ଭ କରିବା
00:53 ଏକ Bash Shell ବ୍ଲକ୍ କ’ଣ ଏବେ ଆମେ ଦେଖିବା
00:56 Bash Shell ହେଉଛି ଏକ Command Language Interpreter, ଯାହା Commandଗୁଡ଼ିକୁ ନିଷ୍ପାଦିତ କରେ
01:02 ଏହି Commandଗୁଡ଼ିକ, Standard Input Deviceରୁ ପଢାଯାଏ
01:07 Input Device ହୋଇପାରେ -
01:09 ଆପଣଙ୍କର Keyboard
01:11 କିମ୍ୱା ଏକ ସରଳ Text File
01:14 ଏକ Bash Shell କ’ଣ, ତାହା ଏବେ ମୁଁ ଦେଖାଉଛି
01:16 ନିଜ କୀବୋର୍ଡରେ ଏକାସଙ୍ଗରେ Ctrl+Alt+T ଦାବି Terminal Window ଖୋଲନ୍ତୁ
01:24 ଏହା Gnome Terminal ଖୋଲିବ
01:27 Shellର Type ଯାଞ୍ଚ କରିବା ପାଇଁ ଟାଇପ୍ କରନ୍ତୁ: echo ସ୍ପେସ୍ ଡଲାର୍ ଚିହ୍ନ SHELL (କ୍ୟାପିଟାଲ୍ ରେ)
01:38 ଏଣ୍ଟର୍ ଦାବନ୍ତୁ
01:40 ପରବର୍ତ୍ତୀ ଲାଇନ୍ ରେ ଏହିଭଳି Output ପ୍ରିଣ୍ଟ ହୋଇଥିବାର ଆପଣ ଦେଖିବାକୁ ପାଇବେ: ସ୍ଲାଶ୍ bin ସ୍ଲାଶ୍ bash
01:47 ଏହା ସୂଚିତ କରେ ଯେ, ଆମେ Bash Shell ବ୍ୟବହାର କରୁଛୁ
01:51 ଏବେ, ଉପଲବ୍ଧ Shellsର ବିଭିନ୍ନ ପ୍ରକାର ବିଷୟରେ ଜାଣିବା
01:56 Slidesକୁ ଫେରିଯାଆନ୍ତୁ. Bourne Shell-
02:00 ଏହା, Stephen Bourneଙ୍କ ଦ୍ୱାରା ଲିଖିତ ମୂଳ UNIX Shell ଥିଲା
02:06 ଏଥିରେ, ଆଜିର ଅଧିକାଂଶ ଆଧୁନିକ ଶେଲ୍ସ ଦ୍ୱାରା ପ୍ରଦତ୍ତ ଅନ୍ତର୍କାର୍ଯ୍ୟଶୀଳତାର ଅଭାବ ରହିଥିଲା
02:11 C Shell, ଏହା, Bourne Shellରେ ଅଭାବ ଥିବା ବୈଶିଷ୍ଟ୍ୟମାନ ପ୍ରଦାନ କରେ
02:16 K Shell ଏହା, David Kornଙ୍କ ଦ୍ୱାରା ତିଆରି କରାଯାଇଛି
02:20 ଏଥିରେ, କେତେକ ଅତିରିକ୍ତ ବୈଶିଷ୍ଟ୍ୟ ସମେତ ଉଭୟ B Shell ଓ C Shellର ବୈଶିଷ୍ଟ୍ୟମାନ ରହିଛି
02:27 Bash Shell
02:30 GNU Project ଦ୍ୱାରା Bash Shell ବିକଶିତ ହୋଇଥିଲା
02:32 ଏହା, B Shell ଭାଷା ଉପରେ ପର୍ଯ୍ୟବେଶିତ
02:35 ଏଥିରେ, C ଓ K Shellsର ବୈଶିଷ୍ଟ୍ୟମାନ ରହିଛି
02:40 TC Shell ଏହା, FreeBSD ଓ ତାହାର ଅବରୋହୀଗୁଡ଼ିକର ଡିଫଲ୍ଟ Shell ଅଟେ
02:46 Z shell
02:49 ଇଣ୍ଟରାକ୍ଟିଭ୍ ବ୍ୟବହାର ପାଇଁ ଏହି Shellର ଡିଜାଇନ୍ କରାଯାଇଛି
02:52 ଏଥିରେ, ksh, bash ଓ tcshର ଅନେକ ଉପଯୋଗୀ ବୈଶିଷ୍ଟ୍ୟମାନ ରହିଛି
02:58 ଏବେ, ଏକ Bash Shell Script ବ୍ଲକ୍ କ’ଣ ତାହା ଆମେ ଦେଖିବା
03:02 Bash Shell Scriptରେ, ପ୍ଲେନ୍ ଟେକ୍ସଟ୍ ଫାଇଲ୍ ରେ Bash Commandsର ଏକ ଶୃଙ୍ଖଳା ରହିଛି
03:08 ଏହା, କମାଣ୍ଡଗୁଡ଼ିକୁ ଟାଇପ୍ କରିବା ବଦଳରେ ଏହି Text Fileକୁ ନିଷ୍ପାଦନ କରିବା ପାଇଁ Shellକୁ କହିଥାଏ
03:15 ଚାଲନ୍ତୁ ଦେଖିବା, ଏକ ସରଳ Bash Script କିପରି ଲେଖାଯାଏ
03:20 ଆମେ Echo କମାଣ୍ଡ ଟେଷ୍ଟ କରିବା, ଯାହା ଟର୍ମିନଲ୍ ରେ Hello World ପ୍ରିଣ୍ଟ କରିବ
03:25 Terminalକୁ ଫେରିଯାଆନ୍ତୁ
03:29 ଏବେ ଟାଇପ୍ କରନ୍ତୁ: echo ସ୍ପେସ୍ ଡବଲ୍ କ୍ୱୋଟ୍ସ ମଧ୍ୟରେ "Hello World"
03:35 Enter ଦାବନ୍ତୁ
03:37 ଏହା ଟର୍ମିନଲ୍ ରେ Hello World ପ୍ରିଣ୍ଟ କରେ
03:40 ଆଶାନୁରୂପେ Command କାମ କଲା
03:43 ଏହି କମାଣ୍ଡକୁ ଗୋଟିଏ ଫାଇଲ୍ ରେ ବ୍ୟବହାର କଲେ କ’ଣ ହେବ?
03:47 ଏହି କମାଣ୍ଡକୁ ଗୋଟିଏ ଫାଇଲ୍ ରେ ପକାଇ ନିଷ୍ପାଦିତ କରନ୍ତୁ
03:52 ମୁଁ ଏହାପାଇଁ GEdit Text Editor ବ୍ୟବହାର କରିବି
03:57 ଆପଣ, ନିଜ ପସନ୍ଦର ଟେକ୍ସଟ୍ ଏଡିଟର୍ ବ୍ୟବହାର କରିପାରିବେ
04:00 ମୁଁ, Desktop ଉପରେ ମୋ ଫାଇଲ୍ କ୍ରିଏଟ୍ କରିବି
04:03 ଟାଇପ୍ କରନ୍ତୁ: cd ସ୍ପେସ୍ Desktop
04:07 ଏଣ୍ଟର୍ ଦାବନ୍ତୁ
04:09 ଏବେ ଟାଇପ୍ କରନ୍ତୁ: gedit ସ୍ପେସ୍ hello ଅଣ୍ଡର୍ ସ୍କୋର୍ world ଡଟ୍ sh ସ୍ପେସ୍ & (ଆମ୍ପର୍ସେଣ୍ଡ ଚିହ୍ନ).
04:20 GEdit ହେଉଛି Text Editor. Hello ଅଣ୍ଡର୍ ସ୍କୋର୍ world ଡଟ୍ sh' ହେଉଛି ଫାଇଲ୍ ନାମ, ଆଉ
04:27 ଆମେ, Promptକୁ ଖାଲି କରିବା ପାଇଁ & (ଆମ୍ପର୍ସେଣ୍ଡ) ବ୍ୟବହାର କରୁ
04:32 ଏବେ Enter ଦାବନ୍ତୁ ଆମେ, GEdit ବ୍ୟବହାର କରି hello_world.sh ନାମକ ଗୋଟିଏ ନୂଆ ଫାଇଲ୍ ଖୋଲିଛେ
04:40 ଏବେ ଟାଇପ୍ କରନ୍ତୁ: hash exclamation mark front slash bin front slash bash
04:47 ପ୍ରତ୍ୟେକ Bash Scriptର ଏହା ହେଉଛି ପ୍ରଥମ ଲାଇନ୍
04:51 ଏହାକୁ Shebang ବା Bang ଲାଇନ୍ କୁହାଯାଏ
04:55 ଏଣ୍ଟର୍ ଦାବନ୍ତୁ
04:57 ଏବେ, ଫାଇଲ୍ ରେ ଏକ Comment ଆଡ୍ କରିବା ପାଇଁ ଟାଇପ୍ କରନ୍ତୁ:
05:00 hash ସ୍ପେସ୍ My first Bash script
05:06 ମନେରଖନ୍ତୁ ଯେ, Hash ପରେ ଯେକୌଣସି ଲାଇନ୍ କୁ Comment ଭାବେ ନିଆଯାଏ
05:11 ଆଉ Commentଗୁଡ଼ିକ Bash Interpreter ଦ୍ୱାରା ଏଡ଼ାଇଦିଆଯାଇଥାଏ
05:15 ଏବେ, ଆମେ Command ଆଡ୍ କରିପାରିବା, ଯାହା ଆମେ ପୂର୍ବରୁ ବ୍ୟବହାର କରିଥିଲେ
05:19 ଏଣ୍ଟର୍ ଦାବନ୍ତୁ ଓ ଟାଇପ୍ କରନ୍ତୁ: echo ସ୍ପେସ୍ ଡବଲ୍ କ୍ୱୋଟ୍ସ ମଧ୍ୟରେ "Hello World"
05:27 ଏଣ୍ଟର୍ ଦାବନ୍ତୁ ଟାଇପ୍ କରନ୍ତୁ: echo ସ୍ପେସ୍ ଡଲାର୍ ଚିହ୍ନ SHELL (କ୍ୟାପିଟାଲ୍ ରେ)
05:34 ଏଣ୍ଟର୍ ଦାବନ୍ତୁ ଟାଇପ୍ କରନ୍ତୁ: echo ସ୍ପେସ୍ backtick date backtick
05:41 Tilde କ୍ୟାରେକ୍ଟର୍ ଥିବା କୀ ଉପରେ Backtick ଚିହ୍ନ ଅଛି
05:47 ଫାଇଲ୍ କୁ ସେଭ୍ କରିବା ପାଇଁ Save ଉପରେ କ୍ଲିକ୍ କରନ୍ତୁ
05:50 ଚାଲନ୍ତୁ, ନିଷ୍ପାଦନ କରିବା. Terminalକୁ ଫେରିଆସନ୍ତୁ
05:55 ପ୍ରଥମେ, ଆମେ ଫାଇଲ୍ କୁ ନିଷ୍ପାଦନଯୋଗ୍ୟ କରିବା
05:58 ଏଥିପାଇଁ ଟାଇପ୍ କରନ୍ତୁ: chmod ସ୍ପେସ୍ plus x ସ୍ପେସ୍ hello ଅଣ୍ଡର୍ ସ୍କୋର୍ world ଡଟ୍ sh
06:09 ଆଉ Enter ଦାବନ୍ତୁ
06:12 ଏବେ ଟାଇପ୍ କରନ୍ତୁ:
06:14 ଡଟ୍ ସ୍ଲାଶ୍ hello ଅଣ୍ଡର୍ ସ୍କୋର୍ world ଡଟ୍ sh
06:19 ଏଣ୍ଟର୍ ଦାବନ୍ତୁ
06:22 ଦେଖନ୍ତୁ, ଟର୍ମିନଲ୍ ରେ Hello World ପ୍ରଦର୍ଶିତ ହେଲା
06:27 ପରବର୍ତ୍ତୀ ଲାଇନ୍ ରେ Shell ପ୍ରକାର ପ୍ରଦର୍ଶିତ ହେଲା, ଯାହା ହେଉଛି "ସ୍ଲାଶ୍ bin ସ୍ଲାଶ୍ bash
06:32 ଏବଂ ଦିନ, ମାସ, ସମୟ, ସମୟ କ୍ଷେତ୍ର ଓ ବର୍ଷ ମଧ୍ୟ ପ୍ରଦର୍ଶିତ ହେଲା
06:38 ସିଷ୍ଟମ୍ ଉପରେ ନିର୍ଭର କରି output ଭିନ୍ନ ହୋଇପାରେ
06:43 Slidesକୁ ଫେରିଯାଇ ସାରାଂଶିତ କରନ୍ତୁ
06:46 ଏହି ଟ୍ୟୁଟୋରିଆଲ୍ ରେ ଆମେ ନିମ୍ନଲିଖିତ ଶିଖିଲେ,
06:48 ବିଭିନ୍ନ ପ୍ରକାରର Shells
06:50 Bash Shell ବାଶ୍ ଶେଲ୍ ସ୍କ୍ରିପ୍ଟ
06:52 ଏକ ସରଳ Shell Script ଲେଖି ତାକୁ ନିଷ୍ପାଦିତ କରିବା
06:57 ଏକ ଆସାଇନମେଣ୍ଟ ଭାବେ - ନିମ୍ନ ମେସେଜ୍ ପ୍ରଦର୍ଶିତ କରିବା ପାଇଁ ଏକ ସରଳ Script ଲେଖନ୍ତୁ -

Welcome to Bash learning

07:03 ଏବଂ ଏକ ଅଲଗା ଲାଇନ୍ ରେ *************** (ଆଷ୍ଟରିକ୍ସ)
07:06 ନିମ୍ନ ଲିଙ୍କରେ ଥିବା ଭିଡିଓକୁ ଦେଖନ୍ତୁ, http://spoken-tutorial.org/What_is_a_Spoken_Tutorial
07:10 ଏହା ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟକୁ ସାରାଂଶିତ କରେ.
07:13 ଯଦି ଆପଣଙ୍କର ଭଲ ବ୍ୟାଣ୍ଡୱିଡଥ୍ ନାହିଁ, ଏହାକୁ ଡାଉନଲୋଡ୍ କରିଦେଖିପାରିବେ
07:17 ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ ଟିମ୍:
07:20 ସ୍ପୋକନ୍ ଟ୍ୟୁଟୋରିଆଲ୍ସ ବ୍ୟବହାର କରି କର୍ମଶାଳାମାନ ଚଲାନ୍ତି
07:22 ଅନଲାଇନ୍ ଟେଷ୍ଟ ପାସ୍ କରୁଥିବା ବ୍ୟକ୍ତିମାନଙ୍କୁ ପ୍ରମାଣପତ୍ର ଦିଅନ୍ତି
07:26 ଅଧିକ ବିବରଣୀ ପାଇଁ ଦୟାକରି contact@spoken-tutorial.orgକୁ ଲେଖନ୍ତୁ
07:34 ସ୍ପୋକନ୍ ଟ୍ୟୁଟୋରିଆଲ ପ୍ରୋଜେକ୍ଟ, ଟକ୍ ଟୁ ଏ ଟିଚର୍ ପ୍ରୋଜେକ୍ଟର ଏକ ଅଂଶ
07:39 ଏହା ଭାରତ ସରକାରଙ୍କ MHRDର ICT ମାଧ୍ୟମରେ ରାଷ୍ଟ୍ରୀୟ ସାକ୍ଷରତା ମିଶନ୍ ଦ୍ୱାରା ସମର୍ଥିତ
07:45 ଏହି ମିଶନ୍ ଉପରେ ଅଧିକ ବିବରଣୀ ନିମ୍ନ ଲିଙ୍କରେ (spoken-tutorial.org/NMEICT-Intro) ଉପଲବ୍ଧ
07:51 ଆଇଆଇଟି ବମ୍ୱେ ତରଫରୁ
07:56 ମୁଁ ପ୍ରଦୀପ ଚନ୍ଦ୍ର ମହାପାତ୍ର ଆପଣଙ୍କଠାରୁ ବିଦାୟ ନେଉଛି. ଆମ ସହିତ ଜଡ଼ିତ ହୋଇଥିବାରୁ ଧନ୍ୟବାଦ

Contributors and Content Editors

PoojaMoolya, Pradeep