Difference between revisions of "BASH/C2/Case-statement/Oriya"

From Script | Spoken-Tutorial
Jump to: navigation, search
(Created page with "{| border=1 |'''Time''' |'''Narration''' |- |00:01 | ବନ୍ଧୁଗଣ, Bashରେ Case Statement ଉପରେ ସ୍ପୋକନ୍ ଟ୍ୟୁଟୋରିଆଲ୍ କ...")
 
 
Line 10: Line 10:
 
|00:07
 
|00:07
 
| ଏହି ଟ୍ୟୁଟୋରିଆଲରେ ଆମେ ଶିଖିବା,   
 
| ଏହି ଟ୍ୟୁଟୋରିଆଲରେ ଆମେ ଶିଖିବା,   
* କେସ୍ ଷ୍ଟେଟମେଣ୍ଟର ମହତ୍ୱତା
+
କେସ୍ ଷ୍ଟେଟମେଣ୍ଟର ମହତ୍ୱତା
* ଏକ ଉଦାହରଣ ସହ କେସ୍ ଷ୍ଟେଟମେଣ୍ଟର ସିଣ୍ଟାକ୍ସ  
+
ଏକ ଉଦାହରଣ ସହ କେସ୍ ଷ୍ଟେଟମେଣ୍ଟର ସିଣ୍ଟାକ୍ସ  
  
 
|-
 
|-
Line 24: Line 24:
 
|00:29
 
|00:29
 
| ଏହି ଟ୍ୟୁଟୋରିଆଲ୍ ରେକର୍ଡ କରିବାକୁ ମୁଁ ବ୍ୟବହାର କରୁଛି:  
 
| ଏହି ଟ୍ୟୁଟୋରିଆଲ୍ ରେକର୍ଡ କରିବାକୁ ମୁଁ ବ୍ୟବହାର କରୁଛି:  
* ଉବୁଣ୍ଟୁ ଲିନକ୍ସ 12.04 OS ଓ  
+
ଉବୁଣ୍ଟୁ ଲିନକ୍ସ 12.04 OS ଓ  
* GNU Bash ଭର୍ସନ୍ 4.1.10
+
GNU Bash ଭର୍ସନ୍ 4.1.10
  
 
|-
 
|-
Line 210: Line 210:
 
|05:31
 
|05:31
 
| ଏହି ଟ୍ୟୁଟୋରିଆଲରେ ଆମେ ଶିଖିଲେ:  
 
| ଏହି ଟ୍ୟୁଟୋରିଆଲରେ ଆମେ ଶିଖିଲେ:  
* କେସ୍ ଷ୍ଟେଟମେଣ୍ଟର ମହତ୍ୱତା  
+
କେସ୍ ଷ୍ଟେଟମେଣ୍ଟର ମହତ୍ୱତା  
* ଏକ Disc-Space ଉଦାହରଣ ସହ କେସ୍ ଷ୍ଟେଟମେଣ୍ଟର ସିଣ୍ଟାକ୍ସ
+
ଏକ Disc-Space ଉଦାହରଣ ସହ କେସ୍ ଷ୍ଟେଟମେଣ୍ଟର ସିଣ୍ଟାକ୍ସ
  
 
|-
 
|-
Line 223: Line 223:
 
|-
 
|-
 
|05:47
 
|05:47
|* ଏହା, ୟୁଜର୍ ଇନପୁଟ୍ a ଓ b ଗ୍ରହଣ କରିବା ଉଚିତ
+
|ଏହା, ୟୁଜର୍ ଇନପୁଟ୍ a ଓ b ଗ୍ରହଣ କରିବା ଉଚିତ
  
 
|-
 
|-
 
|05:51
 
|05:51
|* ଗାଣିତିକ ଅପରେଟର୍ ପାଇଁ ଏହା କହିବା ଦରକାର (ପ୍ଲସ୍ +, ମାଇନସ୍ -, ଡିଭିଜନ୍ / ଓ ମଲ୍ଟିପ୍ଲିକେଶନ୍ *).  * ଗଣନା କରନ୍ତୁ * ଆଉଟପୁଟ୍ ପ୍ରିଣ୍ଟ କରନ୍ତୁ
+
|ଗାଣିତିକ ଅପରେଟର୍ ପାଇଁ ଏହା କହିବା ଦରକାର (ପ୍ଲସ୍ +, ମାଇନସ୍ -, ଡିଭିଜନ୍ / ଓ ମଲ୍ଟିପ୍ଲିକେଶନ୍ *).  * ଗଣନା କରନ୍ତୁ * ଆଉଟପୁଟ୍ ପ୍ରିଣ୍ଟ କରନ୍ତୁ
  
 
|-
 
|-

Latest revision as of 11:35, 21 April 2017

Time Narration
00:01 ବନ୍ଧୁଗଣ, Bashରେ Case Statement ଉପରେ ସ୍ପୋକନ୍ ଟ୍ୟୁଟୋରିଆଲ୍ କୁ ସ୍ୱାଗତ
00:07 ଏହି ଟ୍ୟୁଟୋରିଆଲରେ ଆମେ ଶିଖିବା,

କେସ୍ ଷ୍ଟେଟମେଣ୍ଟର ମହତ୍ୱତା ଏକ ଉଦାହରଣ ସହ କେସ୍ ଷ୍ଟେଟମେଣ୍ଟର ସିଣ୍ଟାକ୍ସ

00:17 ଏହି ଟ୍ୟୁଟୋରିଆଲ ଅନୁସରଣ କରିବାକୁ ଆପଣଙ୍କର Shell Scriptingର ବେସିକ୍ସ ଉପରେ ଜ୍ଞାନ ଥିବା ଦରକାର
00:23 ଯଦି ନାହିଁ, ତେବେ ସମ୍ପର୍କିତ ଟ୍ୟୁଟୋରିଆଲ୍ସ ପାଇଁ ଦୟାକରି ଆମ ୱେବସାଇଟ୍ ଦେଖନ୍ତୁ
00:29 ଏହି ଟ୍ୟୁଟୋରିଆଲ୍ ରେକର୍ଡ କରିବାକୁ ମୁଁ ବ୍ୟବହାର କରୁଛି:

ଉବୁଣ୍ଟୁ ଲିନକ୍ସ 12.04 OS ଓ GNU Bash ଭର୍ସନ୍ 4.1.10

00:39 ଦୟାକରି ଧ୍ୟାନଦିଅନ୍ତୁ ଯେ, ଅଭ୍ୟାସ ପାଇଁ GNU Bash ଭର୍ସନ୍ 4 କିମ୍ୱା ଊର୍ଦ୍ଧ୍ୱର ସୁପାରିସ କରାଯାଉଛି
00:47 Bash Shellର ଦୁଇ ପ୍ରକାରର କଣ୍ଡିଶନଲ୍ ଷ୍ଟେଟମେଣ୍ଟସ୍ ରହିଛି - if ଷ୍ଟେଟମେଣ୍ଟ ଓ Case ଷ୍ଟେଟମେଣ୍ଟ
00:56 if-else ଷ୍ଟେଟମେଣ୍ଟର ବିକଳ୍ପ ଭାବରେ Case ଷ୍ଟେଟମେଣ୍ଟର ବ୍ୟବହାର କରିହେବ
01:03 ଅନେକ ଆଇଟମ୍ସରୁ ଚୟନ କରିବାକୁ ଥିଲେ Case ଷ୍ଟେଟମେଣ୍ଟକୁ ଅଗ୍ରାଧିକାର ଦିଆଯାଏ
01:09 ଏହା ସାଧାରଣତଃ, ଗୋଟିଏ ସ୍କ୍ରିପ୍ଟରେ menu ଲାଗୁ କରିବାକୁ ଥିଲେ, ବ୍ୟବହାର କରାଯାଇଥାଏ
01:14 ଆସନ୍ତୁ, ସିଣ୍ଟାକ୍ସକୁ ଦେଖିବା.
01:15 case ସ୍ପେସ୍ $ ଭେରିଏବଲ୍ ସ୍ପେସ୍ in match_1 ବନ୍ଦ ଗୋଲ ବ୍ରାକେଟ୍ ସ୍ପେସ୍ କମାଣ୍ଡସ୍ ଓ ଦୁଇଥର ସେମିକୋଲନ୍
01:27 match_n ବନ୍ଦ ଗୋଲ ବ୍ରାକେଟ୍ ସ୍ପେସ୍ କମାଣ୍ଡସ୍ ଓ ଦୁଇଥର ସେମିକୋଲନ୍ ଆଷ୍ଟରିକ୍ସ ବନ୍ଦ ଗୋଲ ବ୍ରାକେଟ୍ ସ୍ପେସ୍ command_to_execute_by_default ସେମିକୋଲନ୍ ଦୁଇଥର esac
01:45 match_1 ସହିତ Variableକୁ ତୁଳନା କରାଯାଏ
01:48 ଯଦି ତାହା ମିଶେନାହିଁ, ତାହା ପରବର୍ତ୍ତୀ କେସ୍ କୁ ଚାଲିଯାଏ, ଯାହା ହେଉଛି match_n
01:54 ଏହା, ଏହିସବୁ Strings ମଧ୍ୟରୁ କୌଣସିଟି Variable ସହିତ ମିଶେ କି ନାହିଁ, ଯାଞ୍ଚ କରେ
02:01 ଯଦି ମିଶେ, ତେବେ ଡବଲ୍ ସେମିକୋଲନ୍ ହେବା ପର୍ଯ୍ୟନ୍ତ ସମସ୍ତ କମାଣ୍ଡସ୍ ନିଷ୍ପାଦିତ ହୁଏ
02:07 ଯଦି କୌଣସିଟି Variable ସହିତ ମିଶେନାହିଁ, ତେବେ ଆଷ୍ଟରିକ୍ସ ସହିତ ଜଡ଼ିତ ଥିବା କମାଣ୍ଡଗୁଡ଼ିକ ନିଷ୍ପାଦିତ ହୁଏ
02:14 ଏହା ହେଉଛି ଡିଫଲ୍ଟ କେସ୍ କଣ୍ଡିଶନ୍, କାରଣ ଆଷ୍ଟରିକ୍ସ, ସମସ୍ତ ଷ୍ଟ୍ରିଙ୍ଗ୍ସକୁ ମିଶାଇବ
02:21 Case Blockର ଶେଷକୁ esac ଚିହ୍ନିତ କରେ
02:26 ଏକ ଉଦାହରଣ ସହ କେସ୍ ଷ୍ଟେଟମେଣ୍ଟକୁ ବୁଝିବା
02:32 ମୁଁ ପ୍ରୋଗ୍ରାମକୁ ଟାଇପ୍ କରିସାରିଛି. ତେଣୁ ମୁଁ, case.sh ଫାଇଲ୍ ଖୋଲିବି
02:38 ଯେତେବେଳେ ଡିସ୍କ ସ୍ପେସ୍ ଏକ ନିର୍ଦ୍ଦିଷ୍ଟ ସୀମାରେ ପହଞ୍ଚେ, ପ୍ରୋଗ୍ରାମଟି ଏକ ଚେତାବନୀ ବାର୍ତ୍ତା ପ୍ରିଣ୍ଟ କରେ
02:45 ଏହା ହେଉଛି shebang ଲାଇନ୍
02:47 ଅନ୍ୟ ଲିନକ୍ସ ଫ୍ଲେଭରଗୁଡ଼ିକରେ, ଯେପରି CentOS, RedHat ଆଦି, Bashର ଅବସ୍ଥିତି ଭିନ୍ନ ଅଟେ
02:55 ପୂର୍ବରୁ ବ୍ୟବହାର କରାଯାଇଥିବା /bin/bash, ସିଧାସଳଖ Binary ଫାଇଲକୁ ଦର୍ଶାଇଥାଏ
03:01 ଏଠାରେ ବ୍ୟବହୃତ env, ପ୍ରକୃତ ସ୍ଥାନକୁ ସଂକ୍ଷେପ କରିଥାଏ, ଯେଉଁଠାରେ Bash ଅଛି
03:07 ଏହି Shebang ଲାଇନ୍, ଯେକୌଣସି GNU/Linux ସିଷ୍ଟମ ଉପରେ ସ୍କ୍ରିପ୍ଟର ପୋର୍ଟାବିଲିଟୀ ବିକଶିତ କରିଥାଏ
03:16 df-h, ମାନବ ପଠନୀୟ ରୂପରେ ଡିସ୍କ ସ୍ପେସ୍ ର ବ୍ୟବହାର ପ୍ରଦର୍ଶନ କରେ
03:22 -rk5କୁ ସର୍ଟ କରିବା ପାଇଁ ଆଉଟପୁଟ୍ ପାଇପ୍ ହୋଇଥାଏ, ଯାହା ବିପରୀତ କ୍ରମରେ ପଞ୍ଚମ କଲମ୍ କୁ ସର୍ଟ କରିଥାଏ
03:31 ତା’ପରେ ଆଉଟପୁଟ୍, awk FNR = = 2 {print $5}କୁ ପାସ୍ ହୋଇଥାଏ
03:38 ଯାହା, ଦ୍ୱିତୀୟ ଲାଇନର ପଞ୍ଚମ ଫିଲ୍ଡକୁ ନିର୍ଯ୍ୟାସିତ କରିଥାଏ
03:43 ପରିଶେଷରେ, % ଚିହ୍ନକୁ ବାହାର କରିଦେବା ପାଇଁ ଆଉଟପୁଟ୍, cut -d "% - f1"କୁ ପାସ୍ ହୋଇଥାଏ
03:55 ଏହା ହେଉଛି Case ଷ୍ଟେଟମେଣ୍ଟର ପ୍ରଥମ ଲାଇନ୍
03:59 ଏଠାରେ ଆମେ, 0 ଓ 69 ମଧ୍ୟର ସ୍ପେସ୍ କୁ ତୁଳନା କରିବା
04:04 ଯଦି ତାହା ମିଶେ, ତେବେ ତାହା Everything is OK ପ୍ରିଣ୍ଟ କରିଥାଏ
04:08 ତାହାପରେ ଏହା, 70ରୁ 89 କିମ୍ୱା 91ରୁ 98 ମଧ୍ୟର ସ୍ପେସ୍ କୁ ତୁଳନା କରେ
04:17 ଯଦି ତାହା ମିଶେ, ତେବେ ତାହା Clean Out. There's a partition that is $(dollar)space % full ପ୍ରିଣ୍ଟ କରିଥାଏ
04:27 ଏଠାରେ ଏହା, 99 ସହ ସ୍ପେସ୍ ତୁଳନା କରିଥାଏ
04:30 ଯଦି ତାହା ମିଶେ, ତେବେ ତାହା Hurry. There's a partition at $(Dollar) space %! ପ୍ରିଣ୍ଟ କରିଥାଏ
04:39 ଏହା ହେଉଛି ଡିଫଲ୍ଟ କେସ୍ କଣ୍ଡିଶନ୍, କାରଣ ଆଷ୍ଟରିକ୍ସ, ସମସ୍ତ ଷ୍ଟ୍ରିଙ୍ଗ୍ସକୁ ମିଶାଇବ
04:45 ଆଉ ଏହା ହେଉଛି Case Statementର ସମାପ୍ତି
04:48 ଏବେ, ଫାଇଲକୁ ନିଷ୍ପାଦନଯୋଗ୍ୟ କରିବା ପାଇଁ ଟର୍ମିନଲ୍ କୁ ଯାଆନ୍ତୁ
04:52 ଟାଇପ୍ କରନ୍ତୁ: chmod ପ୍ଲସ୍ x case ଡଟ୍ sh
04:57 ଟାଇପ୍ କରନ୍ତୁ: ଡଟ୍ ସ୍ଲାଶ୍ case ଡଟ୍ sh
05:02 Everything is OK. ଧ୍ୟାନଦିଅନ୍ତୁ ଯେ, ଆପଣଙ୍କର ସିଷ୍ଟମ୍ ଡିସ୍କ ସ୍ପେସ୍ ଉପରେ ଭିତ୍ତି କରି ଆଉଟପୁଟ୍ ଭିନ୍ନ ହେବ
05:10 ମୋ ମେସିନରେ, ଯେହେତୁ 0ରୁ 69 ମଧ୍ୟରେ ମେଳ ଖାଇଲା, ଏହା Everything is OK ପ୍ରିଣ୍ଟ କରେ
05:18 ଆପଣଙ୍କ ମେସିନରେ ପ୍ରିଣ୍ଟ ହୋଇଥିବା ବାର୍ତ୍ତାକୁ ଦେଖନ୍ତୁ
05:20 କେଉଁ Case ଷ୍ଟେଟମେଣ୍ଟ ନିଷ୍ପାଦିତ ହେଲା, ତାହା ବୁଝିବାକୁ ଆପଣ ସକ୍ଷମ ହେବେ
05:27 ଏହା ଆମକୁ ଏହି ଟ୍ୟୁଟୋରିଆଲର ସମାପ୍ତିକୁ ଆଣେ. ସଂକ୍ଷିପ୍ତରେ,
05:31 ଏହି ଟ୍ୟୁଟୋରିଆଲରେ ଆମେ ଶିଖିଲେ:

କେସ୍ ଷ୍ଟେଟମେଣ୍ଟର ମହତ୍ୱତା ଏକ Disc-Space ଉଦାହରଣ ସହ କେସ୍ ଷ୍ଟେଟମେଣ୍ଟର ସିଣ୍ଟାକ୍ସ

05:41 ଏକ ଆସାଇନମେଣ୍ଟ ଭାବେ:
05:42 ଗାଣିତିକ ଗଣନା ପାଇଁ ଏକ ମେନୁ ପରିଚାଳିତ ପ୍ରୋଗ୍ରାମ୍ ଲେଖନ୍ତୁ
05:47 ଏହା, ୟୁଜର୍ ଇନପୁଟ୍ a ଓ b ଗ୍ରହଣ କରିବା ଉଚିତ
05:51 ଗାଣିତିକ ଅପରେଟର୍ ପାଇଁ ଏହା କହିବା ଦରକାର (ପ୍ଲସ୍ +, ମାଇନସ୍ -, ଡିଭିଜନ୍ / ଓ ମଲ୍ଟିପ୍ଲିକେଶନ୍ *). * ଗଣନା କରନ୍ତୁ * ଆଉଟପୁଟ୍ ପ୍ରିଣ୍ଟ କରନ୍ତୁ
06:02 ନିମ୍ନ ଲିଙ୍କରେ ଥିବା ଭିଡିଓକୁ ଦେଖନ୍ତୁ, http://spoken-tutorial.org/What_is_a_Spoken_Tutorial
06:06 ଏହା ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟକୁ ସାରାଂଶିତ କରେ.
06:08 ଯଦି ଆପଣଙ୍କର ଭଲ ବ୍ୟାଣ୍ଡୱିଡଥ୍ ନାହିଁ, ଏହାକୁ ଡାଉନଲୋଡ୍ କରିଦେଖିପାରିବେ
06:14 ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ ଟିମ୍:
06:16 ସ୍ପୋକନ୍ ଟ୍ୟୁଟୋରିଆଲ୍ସ ବ୍ୟବହାର କରି କର୍ମଶାଳାମାନ ଚଲାନ୍ତି.

ଅନଲାଇନ୍ ଟେଷ୍ଟ ପାସ୍ କରୁଥିବା ବ୍ୟକ୍ତିମାନଙ୍କୁ ପ୍ରମାଣପତ୍ର ଦିଅନ୍ତି.

06:23 ଅଧିକ ବିବରଣୀ ପାଇଁ ଦୟାକରି contact@spoken-tutorial.orgକୁ ଲେଖନ୍ତୁ
06:31 ସ୍ପୋକନ୍ ଟ୍ୟୁଟୋରିଆଲ ପ୍ରୋଜେକ୍ଟ, ଟକ୍ ଟୁ ଏ ଟିଚର୍ ପ୍ରୋଜେକ୍ଟର ଏକ ଅଂଶ.
06:35 ଏହା ଭାରତ ସରକାରଙ୍କ MHRDର ICT ମାଧ୍ୟମରେ ରାଷ୍ଟ୍ରୀୟ ସାକ୍ଷରତା ମିଶନ୍ ଦ୍ୱାରା ସମର୍ଥିତ . ଏହି ମିଶନ୍ ଉପରେ ଅଧିକ ବିବରଣୀ ନିମ୍ନ ଲିଙ୍କରେ ଉପଲବ୍ଧ http://spoken-tutorial.org/NMEICT-Intro.
06:48 ଆଇଆଇଟି ବମ୍ୱେ ତରଫରୁ
06:53 ମୁଁ ପ୍ରଦୀପ ଚନ୍ଦ୍ର ମହାପାତ୍ର ଆପଣଙ୍କଠାରୁ ବିଦାୟ ନେଉଛି. ଆମ ସହିତ ଜଡ଼ିତ ହୋଇଥିବାରୁ ଧନ୍ୟବାଦ

Contributors and Content Editors

Pradeep, Pratik kamble