BASH/C2/Basics-of-Shell-Scripting/Oriya

From Script | Spoken-Tutorial
Revision as of 15:50, 15 March 2017 by Pradeep (Talk | contribs)

(diff) ← Older revision | Latest revision (diff) | Newer revision → (diff)
Jump to: navigation, search
Time Narration
00:01 Basics of Shell Scripting ଉପରେ ସ୍ପୋକନ୍ ଟ୍ୟୁଟୋରିଆଲ୍ କୁ ସ୍ୱାଗତ
00:05 ଏହି ଟ୍ୟୁଟୋରିଆଲ୍ ରେ ଆମେ ଶିଖିବା,
00:09 * ସିଷ୍ଟମ୍ ଭେରିଏବଲ୍ସ
00:11 * ୟୁଜର୍ ଡିଫାଇଣ୍ଡ ଭେରିଏବଲ୍ସ
00:13 * ଓ କୀବୋର୍ଡ ମାଧ୍ୟମରେ ୟୁଜର୍ ଗ୍ରହଣ କରିବା
00:16 ଏହି ଟ୍ୟୁଟୋରିଆଲ ଅନୁସରଣ କରିବାକୁ ଆପଣଙ୍କୁ ପରିଚିତ ହେବାକୁ ପଡ଼ିବ Linux Operating System ସହିତ
00:23 ଯଦି ନୁହେଁ, ତେବେ ସମ୍ପର୍କିତ ଟ୍ୟୁଟୋରିଆଲ୍ସ ପାଇଁ ଦୟାକରି ଆମ ୱେବସାଇଟ୍ ଦେଖନ୍ତୁ
00:29 ଏହି ଟ୍ୟୁଟୋରିଆଲ୍ ରେକର୍ଡ କରିବାକୁ ମୁଁ ବ୍ୟବହାର କରୁଛି
00:32 ଉବୁଣ୍ଟୁ ଲିନକ୍ସ 12.04 OS ଓ
00:35 GNU Bash ଭର୍ସନ୍ 4.1.10
00:40 ଦୟାକରି ଧ୍ୟାନଦିଅନ୍ତୁ ଯେ, ଅଭ୍ୟାସ ପାଇଁ GNU Bash ଭର୍ସନ୍ 4 କିମ୍ୱା ଊର୍ଦ୍ଧ୍ୱର ସୁପାରିସ କରାଯାଉଛି
00:46 ଚାଲନ୍ତୁ, Variablesର ପରିଚୟରୁ ଆରମ୍ଭ କରିବା
00:49 Bash Variables ସୂଚନା ପାଇଁ ସାମୟିକ ଷ୍ଟୋରେଜ୍ ପ୍ରଦାନ କରେ
00:55 ପ୍ରୋଗ୍ରାମ୍ ର ଜୀବନକାଳ ମଧ୍ୟରେ ଏହି Variableଗୁଡ଼ିକୁ ବ୍ୟବହାର କରିହେବ
01:01 ସେଥିରେ ଦୁଇ ପ୍ରକାରର ଭେରିବଲ୍ସ ଅଛି:
  1. ସିଷ୍ଟମ୍ ଭେରିଏବଲ୍ସ ଓ
  2. ୟୁଜର୍ ଡିଫାଇଣ୍ଡ ଭେରିଏବଲ୍ସ
01:07 ସିଷ୍ଟମ୍ ଭେରିଏବଲ୍ସ: ଏହିଗୁଡ଼ିକ, Linux Bash Shell ଦ୍ୱାରା ହିଁ ତିଆରି ଓ ରକ୍ଷଣା-ବେକ୍ଷଣ କରାଯାଇଥାଏ
01:14 ସେଗୁଡ଼ିକ, କ୍ୟାପିଟାଲ୍ ଲେଟର୍ସ ଦ୍ୱାରା ପରିଭାଷିତ ହୋଇଥାଏ
01:17 ସାଧାରଣ ଭାବେ ବ୍ୟବହୃତ System Variableଗୁଡ଼ିକ ହେଉଛି -
01:20 * BASH_VERSION
01:21 * HOSTNAME
01:23 * HOME ଆଦି
01:25 ଏକାସାଙ୍ଗରେ Ctrl, Alt ଓ T କୀ ଦାବି ଟର୍ମିନାଲ୍ ଖୋଲନ୍ତୁ
01:33 ଏବେ ଟାଇପ୍ କରନ୍ତୁ: set ଆଉ Enter ଦାବନ୍ତୁ
01:38 ଏହା, ସମସ୍ତ System Variables ପ୍ରଦର୍ଶିତ କରିବ
01:42 ବିକଳ୍ପ ଭାବରେ ଆପଣ, ସମସ୍ତ System Variables ଦେଖିବା ପାଇଁ env କିମ୍ୱା printenv ଟାଇପ୍ କରିପାରିବେ
01:53 ଏବେ Prompt ଖାଲି କରିଦିଅନ୍ତୁ
01:55 ଟାଇପ୍ କରନ୍ତୁ: echo ସ୍ପେସ୍ ଡବଲ୍ କ୍ୱୋଟ୍ସ ମଧ୍ୟରେ ଡଲାର୍ ଚିହ୍ନ HOSTNAME
02:01 Enter ଦାବନ୍ତୁ
02:04 Systemର hostname ପ୍ରଦର୍ଶିତ ହେବ
02:07 ଏବେ ଚାଲନ୍ତୁ, Home ଡାଇରେକ୍ଟିରୀର Full Path ଖୋଜିବା
02:11 ଟାଇପ୍ କରନ୍ତୁ: echo ସ୍ପେସ୍ ଡବଲ୍ କ୍ୱୋଟ୍ସ ମଧ୍ୟରେ ଡଲାର୍ ଚିହ୍ନ HOME (କ୍ୟାପିଟାଲ୍ ଲେଟରରେ)
02:18 ଏଣ୍ଟର୍ ଦାବନ୍ତୁ
02:21 ୟୁଜରଙ୍କ Home ଡାଇରେକ୍ଟୋରୀର Full Path ପ୍ରଦର୍ଶିତ ହେବ
02:26 ଟାଇପ୍ କରନ୍ତୁ:
02:27 echo ସ୍ପେସ୍ ଡବଲ୍ କ୍ୱୋଟ୍ସ ମଧ୍ୟରେ HOME (କ୍ୟାପିଟାଲ୍ ଲେଟରରେ)
02:32 ଏଣ୍ଟର୍ ଦାବନ୍ତୁ
02:34 ଏହା, କେବଳ HOME ପ୍ରଦର୍ଶିତ କରିବ, HOME ଭେରିଏବଲର ଭାଲ୍ୟୁ ନୁହେଁ
02:39 ତେଣୁ, ପ୍ରତ୍ୟେକ ଭେରିଏବଲ୍ ଆରମ୍ଭରେ, ତାହାର ଭାଲ୍ୟୁ ପ୍ରଦର୍ଶିତ କରିବା ପାଇଁ, ଡଲାର୍ ଚିହ୍ନ ($) ଲଗାଇବା ଦରକାର
02:48 Slidesକୁ ଫେରିଯାଆନ୍ତୁ.
02:51 ୟୁଜର୍ ଡିଫାଇଣ୍ଡ ଭେରିଏବଲ୍ସ:
02:53 ଏହି Variableଗୁଡ଼ିକ ୟୁଜରଙ୍କ ଦ୍ୱାରା ତିଆରି ଓ ରକ୍ଷଣା-ବେକ୍ଷଣ କରାଯାଇଥାଏ
02:57 ୟୁଜର୍ ଡିଫାଇଣ୍ଡ ଭେରିଏବଲ୍ସର ନାମଗୁଡ଼ିକ ପାଇଁ UpperCaseର ବ୍ୟବହାର କରନ୍ତୁ ନାହିଁ
03:05 ଏହା, ୟୁଜର୍ ଡିଫାଇଣ୍ଡ ଓ ସିଷ୍ଟମ୍ ଭେରିଏବଲ୍ସ ମଧ୍ୟରେ ପ୍ରଭେଦ କରିବାକୁ ସହଜ କରିଥାଏ
03:12 Terminalକୁ ଫେରିଆସନ୍ତୁ
03:14 ଟାଇପ୍ କରନ୍ତୁ: username ଇକ୍ୱାଲ୍ ଟୁ ଚିହ୍ନ sunita
03:20 ଦୟାକରି ଧ୍ୟାନଦିଅନ୍ତୁ ଯେ, username ଇକ୍ୱାଲ୍ ଟୁ ଚିହ୍ନ ଓ sunita ମଧ୍ୟରେ କୌଣସି ଖାଲି ସ୍ଥାନ ରହିବା ଉଚିତ ନୁହେଁ
03:29 ଏବେ Enter ଦାବନ୍ତୁ
03:30 ଭେରିଏବଲ୍ usernameର ଭାଲ୍ୟୁ ପ୍ରଦର୍ଶିତ କରିବା ପାଇଁ,
03:33 ଟାଇପ୍ କରନ୍ତୁ: echo ସ୍ପେସ୍ ଡବଲ୍ କ୍ୱୋଟ୍ସ ମଧ୍ୟରେ ଡଲାର୍ ଚିହ୍ନ username
03:40 ଏଣ୍ଟର୍ ଦାବନ୍ତୁ
03:42 ଏହା, ଟର୍ମିନଲ୍ ରେ sunita ପ୍ରଦର୍ଶନ କରିବ
03:46 ଭେରିଏବଲ୍ ର ଭାଲ୍ୟୁକୁ ଅନ୍-ସେଟ୍ କରିହେବ
03:50 Slidesକୁ ଫେରିଯାଆନ୍ତୁ.
03:52 Unset - Unset କମାଣ୍ଡ ବ୍ୟବହାର କରି ଭେରିଏବଲ୍ ର ଭାଲ୍ୟୁକୁ ଅନ୍-ସେଟ୍ କରିହେବ
03:59 ଏହା ପାଇଁ ସିଣ୍ଟାକ୍ସ ହେଉଛି - unset variablename
04:03 ପୂର୍ବ ଉଦାହରଣ ବ୍ୟବହାର କରନ୍ତୁ, ଯେଉଁଥିରେ username ଆମ ଭେରିଏବଲ୍ ଅଟେ
04:08 Terminal କୁ ଯାଆନ୍ତୁ. ଏବେ ଟାଇପ୍ କରନ୍ତୁ: unset ସ୍ପେସ୍ username ଓ ଏଣ୍ଟର୍ ଦାବନ୍ତୁ
04:18 ଚାଲନ୍ତୁ ଦେଖିବା . ଟାଇପ୍ କରନ୍ତୁ: echo ସ୍ପେସ୍ ଡବଲ୍ କ୍ୱୋଟ୍ସ ମଧ୍ୟରେ ଡଲାର୍ ଚିହ୍ନ username ଓ ଏଣ୍ଟର୍ ଦାବନ୍ତୁ
04:28 ଟର୍ମିନଲ୍ ରେ କିଛି ପ୍ରଦର୍ଶିତ ହେବନାହିଁ
04:30 ଏହାର ଅର୍ଥ ହେଉଛି, Variable usernameର ଭାଲ୍ୟୁକୁ କାଢ଼ିଦିଆଯାଇଛି
04:36 ଏବେ, Slideକୁ ଫେରିଆସନ୍ତୁ
04:39 Global ଓ Local Variables:
04:42 Shell Scriptରେ, ୟୁଜର୍ ଡିଫାଇଣ୍ଡ ଭେରିଏବଲ୍ସକୁ globally କିମ୍ୱା locally ଭାବରେ ଘୋଷିତ କରିହେବ
04:49 ଡିଫଲ୍ଟ ଭାବରେ, ସମସ୍ତ ଭେରିଏବଲ୍ସ, global ଅଟେ
04:52 ଏହାର ଅର୍ଥ, Function ଭିତରେ ଓ ବାହାରେ ସେଗୁଡ଼ିକର ଭାଲ୍ୟୁ ସମାନ ରହିବ
04:59 ଚାଲନ୍ତୁ ଦେଖିବା, ଭେରିଏବଲ୍ସକୁ କିପରି globally ଓ locally ଘୋଷିତ କରାଯାଏ
05:04 Terminal କୁ ଯାଆନ୍ତୁ. ଟାଇପ୍ କରନ୍ତୁ:
05:07 gedit ସ୍ପେସ୍ g_(ଅଣ୍ଡରସ୍କୋର୍)variable.sh ସ୍ପେସ୍ & (ଆମ୍ପର୍ସାଣ୍ଡ ଚିହ୍ନ).
05:16 gedit ହେଉଛି Text Editor ଓ g_ (ଅଣ୍ଡରସ୍କୋର୍) variable.sh ହେଉଛି ଆମର ଫାଇଲ୍ ନାମ
05:23 ଏବଂ Prompt କୁ ଖାଲି କରିବା ପାଇଁ & (ଆମ୍ପର୍ସାଣ୍ଡ) ବ୍ୟବହାର କରାଯାଏ
05:28 ଏଣ୍ଟର୍ ଦାବନ୍ତୁ
05:30 ଆପଣଙ୍କର g_(ଅଣ୍ଡରସ୍କୋର୍)variable.sh ଫାଇଲରେ, ଏଠାରେ ପ୍ରଦର୍ଶିତ Code ଟାଇପ୍ କରନ୍ତୁ
05:35 ମୁଁ ଏବେ କୋଡ୍ ବର୍ଣ୍ଣନା କରୁଛି
05:38 ହାଶ୍ ଓ ଏକ୍ସକ୍ଲାମେଶନ୍ ଚିହ୍ନ ସହିତ ପ୍ରଥମ ଲାଇନ୍ ହେଉଛି ଏକ Shebang କିମ୍ୱା ଏକ Bang ଲାଇନ୍
05:44 username=sunita ହେଉଛି ଏକ ଯୁଜର୍ ଡିଫାଇଣ୍ଡ ଭେରିଏବଲ୍ ଏବଂ ଏହାକୁ Globally ଘୋଷିତ କରାଯାଇଛି
05:51 ଫଙ୍କଶନ୍ ବାହାରେ ଷ୍ଟ୍ରିଙ୍ଗ୍ କୁ echo ପ୍ରଦର୍ଶିତ କରିବ: ଏବଂ
05:55 ଭେରିଏବଲ୍ usernameର ଭାଲ୍ୟୁକୁ ଡଲାର୍ username ପ୍ରିଣ୍ଟ କରିବ
06:00 ଏହିଭଳି ଭାବେ ଆମେ, BASH ସ୍କ୍ରିପ୍ଟରେ ଏକ Function ପରିଭାଷିତ କଲେ
06:04 ଆମେ ସେଗୁଡ଼ିକ ବିଷୟରେ ଭବିଷ୍ୟତ ଟ୍ୟୁଟୋରିଆଲ୍ସରେ ସବିଶେଷ ଆଲୋଚନା କରିବା
06:09 ଏହା ହେଉଛି Functionର ବଡୀ
06:12 ଏଠାରେ, usernameର ଭାଲ୍ୟୁ ସହିତ ଆଉ ଗୋଟିଏ ମେସେଜ୍ Inside Function ପ୍ରଦର୍ଶିତ ହେବ
06:19 ଏଠାରେ ଆମେ Function କଲ୍ କରିବା
06:21 ଏହା ହେଉଛି ଆମର କୋଡ୍. ଏହାକୁ ନିଷ୍ପାଦନ କରନ୍ତୁ
06:23 Terminalକୁ ଫେରିଆସନ୍ତୁ
06:26 ଏବେ Prompt ଖାଲି କରିଦିଅନ୍ତୁ
06:28 ପ୍ରଥମେ, ଆମେ ଫାଇଲ୍ କୁ ନିଷ୍ପାଦନଯୋଗ୍ୟ କରିବା
06:31 ଟାଇପ୍ କରନ୍ତୁ: chmod ସ୍ପେସ୍ ପ୍ଲସ୍ x ସ୍ପେସ୍ g_(ଅଣ୍ଡରସ୍କୋର୍)variable.sh, Enter ଦାବନ୍ତୁ
06:39 ଏବେ ଟାଇପ୍ କରନ୍ତୁ: ଡଟ୍ ସ୍ଲାଶ୍ g_(ଅଣ୍ଡରସ୍କୋର୍)variable.sh
06:45 ଏଣ୍ଟର୍ ଦାବନ୍ତୁ
06:47 ଆଉଟପୁଟକୁ ଦେଖନ୍ତୁ
06:48 ଫଙ୍କଶନ୍ ବାହାରେ, username, ଭାଲ୍ୟୁ sunita ନିଏ
06:53 ଫଙ୍କଶନ୍ ଭିତରେ ମଧ୍ୟ, username, ସେହି ସମାନ ଭାଲ୍ୟୁ sunita ନିଏ
06:59 ଏହାର କାରଣ ହେଉଛି, ଫଙ୍କଶନ୍ ବାହାରେ usernameକୁ Globally ଘୋଷିତ କରାଯାଇଥିଲା
07:04 ଏହାପରେ ଚାଲନ୍ତୁ, ଏକ ଭେରିଏବଲକୁ Locally ଘୋଷିତ କରିବା ବିଷୟରେ ଶିଖିବା
07:09 ଟାଇପ୍ କରନ୍ତୁ: gedit ସ୍ପେସ୍ l_(ଅଣ୍ଡରସ୍କୋର୍)variable.sh ସ୍ପେସ୍ & (ଆମ୍ପର୍ସାଣ୍ଡ ଚିହ୍ନ).
07:18 ଏଣ୍ଟର୍ ଦାବନ୍ତୁ
07:20 ଆପଣଙ୍କର l_(ଅଣ୍ଡରସ୍କୋର୍)variable.sh ଫାଇଲରେ, ଏଠାରେ ପ୍ରଦର୍ଶିତ Code ଟାଇପ୍ କରନ୍ତୁ
07:25 ମୁଁ ଏବେ କୋଡ୍ ବର୍ଣ୍ଣନା କରୁଛି
07:28 ଫଙ୍କଶନ୍ ଭିତରେ କୋଡ୍ ର ଅତିରିକ୍ତ ଲାଇନ୍ ବ୍ୟତୀତ ପୂର୍ବପରି କୋଡ୍ ଟି ସମାନ ଅଟେ
07:36 ଫଙ୍କଶନ୍ ବ୍ଲକ୍ ଭିତରେ, local ସ୍ପେସ୍ username ଇକ୍ୱାଲ୍ସ ଟୁ jack ଲାଇନ୍ ଅଛି
07:41 ଏହା, ଭେରିଏବଲ୍ username ପାଇଁ ଏକ ନୂଆ ଭାଲ୍ୟୁ locally ଆସାଇନ୍ କରେ
07:48 Terminal କୁ ଯାଆନ୍ତୁ.
07:50 ଏବେ ଫାଇଲକୁ ନିଷ୍ପାଦନଯୋଗ୍ୟ କରନ୍ତୁ
07:52 ଟାଇପ୍ କରନ୍ତୁ - chmod ସ୍ପେସ୍ ପ୍ଲସ୍ x ସ୍ପେସ୍ l_variable.sh
08:00 ଏଣ୍ଟର୍ ଦାବନ୍ତୁ
08:02 ଟାଇପ୍ କରନ୍ତୁ: ଡଟ୍ ସ୍ଲାଶ୍ l_variable.sh
08:07 ଏଣ୍ଟର୍ ଦାବନ୍ତୁ
08:08 ଆଉଟପୁଟ୍ ପ୍ରଦର୍ଶିତ ହେଲା
08:10 ଫଙ୍କଶନ୍ ବାହାରେ, username, ଭାଲ୍ୟୁ sunita ନିଏ
08:15 ଯେତେବେଳେକି, ଫଙ୍କଶନ୍ ଭିତରେ, username, ଭାଲ୍ୟୁ jack ନିଏ
08:20 ଏହାର କାରଣ ହେଉଛି, ଫଙ୍କଶନ୍ ଭିତରେ, usernameକୁ ଏହି ଭାଲ୍ୟୁ loclly ଆସାଇନ୍ କରାଯାଇଛି
08:26 ଏବେ ଚାଲନ୍ତୁ, କୀବୋର୍ଡ ମାଧ୍ୟମରେ user input କିପରି ପ୍ରାପ୍ତ କରାଯାଏ, ଦେଖିବା
08:31 କୀବୋର୍ଡରୁ input ଗ୍ରହଣ କରିବା ପାଇଁ Read କମାଣ୍ଡ ବ୍ୟବହାର କରାଯାଏ
08:36 ଏକ ୟୁଜର୍ ଡିଫାଇଣ୍ଡ ଭେରିଏବଲ୍ ପାଇଁ ଗୋଟିଏ input value ଆସାଇନ୍ କରିବାକୁ ମଧ୍ୟ ଏହାର ବ୍ୟବହାର କରାଯାଏ
08:41 read କମାଣ୍ଡର ସିଣ୍ଟାକ୍ସ ହେଉଛି -
08:44 read ସ୍ପେସ୍ ହାଇଫେନ୍ p ସ୍ପେସ୍ ଡବଲ୍ କ୍ୱୋଟ୍ସ ମଧ୍ୟରେ PROMPT
08:50 ଦୟାକରି ଧ୍ୟାନଦିଅନ୍ତୁ ଯେ, PROMPT ହେଉଛି କେବଳମାତ୍ର ଗୋଟିଏ String, ଯାହା ୟୁଜର୍ ଇନପୁଟ୍ ପାଇଁ ଅପେକ୍ଷା କରେ
08:55 ତାହାକୁ ଆପଣ ନିଜସ୍ୱ String ସହ ପ୍ରତିବଦଳ କରିପାରିବେ
08:58 ଏବେ, Terminal କୁ ଯାଆନ୍ତୁ.
09:00 ଟାଇପ୍ କରନ୍ତୁ: gedit ସ୍ପେସ୍ read.sh ସ୍ପେସ୍ & (ଆମ୍ପର୍ସାଣ୍ଡ ଚିହ୍ନ).
09:08 ଏଣ୍ଟର୍ ଦାବନ୍ତୁ
09:09 ଆପଣଙ୍କର read.sh ଫାଇଲରେ, ଏଠାରେ ପ୍ରଦର୍ଶିତ Code ଟାଇପ୍ କରନ୍ତୁ
09:14 ମୁଁ ଏବେ କୋଡ୍ ବର୍ଣ୍ଣନା କରୁଛି
09:16 ଏହି ଉଦାହରଣରେ, ୟୁଜର୍ ଦ୍ୱାରା କୀବୋର୍ଡରୁ input ଦିଆଯାଇଛି
09:21 ଏହା ହେଉଛି Bang ଲାଇନ୍
09:23 ଏଠାରେ -p, ଏକ ନୂଆ ଲାଇନ୍ ବିନା prompt ପ୍ରଦର୍ଶିତ କରେ ଏବଂ କୀବୋର୍ଡରୁ ଇନପୁଟ୍ ନିଏ
09:31 ଭେରିଏବଲ୍ usernameରେ ୟୁଜର୍ ଇନପୁଟ୍ ଷ୍ଟୋର୍ ହେବ
09:36 echo କମାଣ୍ଡ, Hello ବାର୍ତ୍ତା ଏବଂ କୀବୋର୍ଡ ମାଧ୍ୟମରେ
09:38 ୟୁଜର୍ ଦ୍ୱାରା ପ୍ରବେଶ କରାଯାଇଥିବା ନାମକୁ ପ୍ରଦର୍ଶିତ କରେ
09:43 ତେବେ ଚାଲନ୍ତୁ, ପ୍ରୋଗ୍ରାମକୁ ନିଷ୍ପାଦନ କରିବା
09:45 Terminalକୁ ଫେରିଆସନ୍ତୁ
09:49 ଟାଇପ୍ କରନ୍ତୁ: chmod ସ୍ପେସ୍ ପ୍ଲସ୍ x ସ୍ପେସ୍ read.sh
09:55 ଏଣ୍ଟର୍ ଦାବନ୍ତୁ
09:56 ଟାଇପ୍ କରନ୍ତୁ: ଡଟ୍ ସ୍ଲାଶ୍ read.sh ଓ Enter ଦାବନ୍ତୁ
10:01 ଏଠାରେ, Enter username ପ୍ରଦର୍ଶିତ ହେଲା
10:04 ମୁଁ ଏଠାରେ ashwini ଟାଇପ୍ କରି Enter ଦାବିବି
10:08 Hello Ashwini ବାର୍ତ୍ତା ପ୍ରଦର୍ଶିତ ହେଲା
10:13 ୟୁଜର୍ ଡିଫାଇଣ୍ଡ ଭେରିଏବଲ୍ username ପାଇଁ ଏକ input value ଭାବରେ ashwiniକୁ ଆସାଇନ୍ କରାଯାଇଥିଲା
10:20 ଏବେ, Slidesକୁ ଫେରିଯାଇ ସାରାଂଶିତ କରନ୍ତୁ
10:23 ଏହି ଟ୍ୟୁଟୋରିଆଲ୍ ରେ ଆମେ ନିମ୍ନଲିଖିତ ଶିଖିଲେ,
10:26 * ସିଷ୍ଟମ୍ ଭେରିଏବଲ୍ସ
10:27 * ୟୁଜର୍ ଡିଫାଇଣ୍ଡ ଭେରିଏବଲ୍ସ
10:29 * ଓ କୀବୋର୍ଡ ମାଧ୍ୟମରେ ୟୁଜର୍ ଗ୍ରହଣ କରିବା
10:33 ଏକ ଆସାଇନମେଣ୍ଟ ଭାବେ
10:34 ନିମ୍ନଲିଖିତ system variables ପାଇବା ପାଇଁ ଏକ ସରଳ Bash ପ୍ରୋଗ୍ରାମ୍ ଲେଖନ୍ତୁ
10:38 * pwd ଓ * logname
10:41 * ଏକ ସରଳ Bash ପ୍ରୋଗ୍ରାମ୍ ଲେଖନ୍ତୁ
10:43 userଠାରୁ username ପଚାରିବା ପାଇଁ
10:46 ଯଦି 10 ସେକେଣ୍ଡ ମଧ୍ୟରେ ୟୁଜର୍ କିଛି ପ୍ରବେଶ କରାନ୍ତି ନାହିଁ, ତେବେ ପ୍ରୋଗ୍ରାମରୁ ବାହାରିବା ପାଇଁ
10:51 {Hint: read -(ହାଇଫେନ୍)t 10 -(ହାଇଫେନ୍)p}
10:56 ନିମ୍ନ ଲିଙ୍କରେ ଥିବା ଭିଡିଓକୁ ଦେଖନ୍ତୁ, http://spoken-tutorial.org/What_is_a_Spoken_Tutorial
10:59 ଏହା ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟକୁ ସାରାଂଶିତ କରେ.
11:02 ଯଦି ଆପଣଙ୍କର ଭଲ ବ୍ୟାଣ୍ଡୱିଡଥ୍ ନାହିଁ, ଏହାକୁ ଡାଉନଲୋଡ୍ କରିଦେଖିପାରିବେ
11:07 ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ ଟିମ୍: ସ୍ପୋକନ୍ ଟ୍ୟୁଟୋରିଆଲ୍ସ ବ୍ୟବହାର କରି କର୍ମଶାଳାମାନ ଚଲାନ୍ତି,
  • ଅନଲାଇନ୍ ଟେଷ୍ଟ ପାସ୍ କରୁଥିବା ବ୍ୟକ୍ତିମାନଙ୍କୁ ପ୍ରମାଣପତ୍ର ଦିଅନ୍ତି
11:16 ଅଧିକ ବିବରଣୀ ପାଇଁ ଦୟାକରି contact@spoken-tutorial.orgକୁ ଲେଖନ୍ତୁ
11:23 ସ୍ପୋକନ୍ ଟ୍ୟୁଟୋରିଆଲ ପ୍ରୋଜେକ୍ଟ, ଟକ୍ ଟୁ ଏ ଟିଚର୍ ପ୍ରୋଜେକ୍ଟର ଏକ ଅଂଶ
11:27 ଏହା ଭାରତ ସରକାରଙ୍କ MHRDର ICT ମାଧ୍ୟମରେ ରାଷ୍ଟ୍ରୀୟ ସାକ୍ଷରତା ମିଶନ୍ ଦ୍ୱାରା ସମର୍ଥିତ
11:34 ଏହି ମିଶନ୍ ଉପରେ ଅଧିକ ବିବରଣୀ ନିମ୍ନ ଲିଙ୍କରେ (spoken-tutorial.org/NMEICT-Intro) ଉପଲବ୍ଧ
11:40 ଆଇଆଇଟି ବମ୍ୱେ ତରଫରୁ
11:44 ମୁଁ ପ୍ରଦୀପ ଚନ୍ଦ୍ର ମହାପାତ୍ର ଆପଣଙ୍କଠାରୁ ବିଦାୟ ନେଉଛି. ଆମ ସହିତ ଜଡ଼ିତ ହୋଇଥିବାରୁ ଧନ୍ୟବାଦ

Contributors and Content Editors

PoojaMoolya, Pradeep