Difference between revisions of "BASH/C2/Arithmetic-Comparison/Oriya"

From Script | Spoken-Tutorial
Jump to: navigation, search
(Created page with "{| border=1 |'''Time''' |'''Narration''' |- |00:01 | Bashରେ Arithmetic Comparison ଉପରେ ସ୍ପୋକନ୍ ଟ୍ୟୁଟୋରିଆଲ୍ କୁ ସ୍...")
 
Line 21: Line 21:
 
|-
 
|-
 
|00:12
 
|00:12
| -lt (ଲେସର୍ ଦ୍ୟାନ୍)
+
| -lt (ଲେସର୍ ଦ୍ୟାନ୍) -le (ଲେସ୍ ଦ୍ୟାନ୍ ଇକ୍ୱାଲ୍ ଟୁ)
 
+
|-
+
|00:13
+
| -le (ଲେସ୍ ଦ୍ୟାନ୍ ଇକ୍ୱାଲ୍ ଟୁ)
+
  
 
|-
 
|-
 
|00:15
 
|00:15
| -gt (ଗ୍ରେଟର୍ ଦ୍ୟାନ୍) ଓ
+
| -gt (ଗ୍ରେଟର୍ ଦ୍ୟାନ୍) ଓ -ge (ଗ୍ରେଟର୍ ଦ୍ୟାନ୍ ଇକ୍ୱାଲ୍ ଟୁ) କମାଣ୍ଡସ୍
 
+
|-
+
|00:16
+
| -ge (ଗ୍ରେଟର୍ ଦ୍ୟାନ୍ ଇକ୍ୱାଲ୍ ଟୁ) କମାଣ୍ଡସ୍
+
  
 
|-
 
|-
Line 405: Line 397:
 
|06:51
 
|06:51
 
| ଏହି ଟ୍ୟୁଟୋରିଆଲ୍ ରେ ଆମେ ନିମ୍ନଲିଖିତ ଶିଖିଲେ,
 
| ଏହି ଟ୍ୟୁଟୋରିଆଲ୍ ରେ ଆମେ ନିମ୍ନଲିଖିତ ଶିଖିଲେ,
* ଇକ୍ୱାଲ୍ ଟୁ
+
ଇକ୍ୱାଲ୍ ଟୁ
* ନଟ୍ ଇକ୍ୱାଲ୍ ଟୁ
+
ନଟ୍ ଇକ୍ୱାଲ୍ ଟୁ
* ଲେସ୍ ଦ୍ୟାନ୍
+
ଲେସ୍ ଦ୍ୟାନ୍
* ଲେସ୍ ଦ୍ୟାନ୍ ଇକ୍ୱାଲ୍ ଟୁ
+
ଲେସ୍ ଦ୍ୟାନ୍ ଇକ୍ୱାଲ୍ ଟୁ
* ଗ୍ରେଟର୍ ଦ୍ୟାନ୍ ଓ
+
ଗ୍ରେଟର୍ ଦ୍ୟାନ୍ ଓ
 
ଗ୍ରେଟର୍ ଦ୍ୟାନ୍ ଇକ୍ୱାଲ୍ ଟୁ କମାଣ୍ଡସ୍
 
ଗ୍ରେଟର୍ ଦ୍ୟାନ୍ ଇକ୍ୱାଲ୍ ଟୁ କମାଣ୍ଡସ୍
  

Revision as of 16:11, 21 April 2017

Time Narration
00:01 Bashରେ Arithmetic Comparison ଉପରେ ସ୍ପୋକନ୍ ଟ୍ୟୁଟୋରିଆଲ୍ କୁ ସ୍ୱାଗତ
00:07 ଏହି ଟ୍ୟୁଟୋରିଆଲରେ ଆମେ ଶିଖିବା,
00:09 -eq (ଇକ୍ୱାଲ୍ ଟୁ)
00:10 -ne (ନଟ୍ ଇକ୍ୱାଲ୍ ଟୁ)
00:12 -lt (ଲେସର୍ ଦ୍ୟାନ୍) -le (ଲେସ୍ ଦ୍ୟାନ୍ ଇକ୍ୱାଲ୍ ଟୁ)
00:15 -gt (ଗ୍ରେଟର୍ ଦ୍ୟାନ୍) ଓ -ge (ଗ୍ରେଟର୍ ଦ୍ୟାନ୍ ଇକ୍ୱାଲ୍ ଟୁ) କମାଣ୍ଡସ୍
00:19 ଏହାକୁ କିଛି ଉଦାହରଣ ସାହାଯ୍ୟରେ କରିବା
00:23 ଏହି ଟ୍ୟୁଟୋରିଆଲ୍ ରେକର୍ଡ କରିବାକୁ ମୁଁ ବ୍ୟବହାର କରୁଛି
00:26 ଉବୁଣ୍ଟୁ ଲିନକ୍ସ 12.04 OS ଓ
00:30 GNU Bash ଭର୍ସନ୍ 4.1.10
00:34 ଅଭ୍ୟାସ ପାଇଁ GNU Bash ଭର୍ସନ୍ 4 କିମ୍ୱା ଊର୍ଦ୍ଧ୍ୱର ସୁପାରିସ କରାଯାଉଛି
00:39 ମୋ ପାଖରେ ପୂର୍ବରୁ Arithmetic Operatorsର ଏକ କାର୍ଯ୍ୟକାରୀ ଉଦାହରଣ ଅଛି
00:43 ମୁଁ ତାକୁ ଖୋଲୁଛି
00:45 ମୁଁ ତାହାର ନାମ example1.sh ଦେଇଛି
00:50 ଆପଣଙ୍କ ପସନ୍ଦର ଯେକୌଣସି Editorରେ ଗୋଟିଏ ଫାଇଲ୍ ଖୋଲନ୍ତୁ ଓ ପ୍ରଦର୍ଶିତ କୋଡ୍ କୁ ଟାଇପ୍ କରନ୍ତୁ
00:56 ଏହା କିପରି କରିବାକୁ ହୁଏ, ଏବେ ସୁଦ୍ଧା ଆପଣ ଜାଣିସାରିଥିବେ
01:00 ଏହି ପ୍ରୋଗ୍ରାମରେ, ଫାଇଲଟି ଖାଲି ଅଛି କି ନାହିଁ, ତାହା ଆମେ ଦେଖିବା
01:06 ମୁଁ ଏବେ କୋଡ୍ ବର୍ଣ୍ଣନା କରୁଛି
01:08 ଏହା ହେଉଛି shebang ଲାଇନ୍
01:10 ସର୍ବପ୍ରଥମେ, Consolରେ, Enter Filename ପ୍ରିଣ୍ଟ ହେବ
01:15 read କମାଣ୍ଡ, ଷ୍ଟାଣ୍ଡାର୍ଡ ଇନପୁଟରୁ ଡେଟାର ଗୋଟିଏ ଲାଇନ୍ ପଢେ
01:20 ଏହି କମାଣ୍ଡ, Backticks ମଧ୍ୟରେ ଆବଦ୍ଧ ହୋଇଥାଏ
01:24 Backtickର ବହୁତ ବିଶେଷ ଅର୍ଥ ଅଛି
01:27 Backtick ମଧ୍ୟରେ ଆପଣ ଯାହାବି କିଛି ଲେଖିବେ, ତାହା ମୂଲ୍ୟାଙ୍କିତ ହେବ
01:32 Cat କମାଣ୍ଡ, ଫାଇଲର ବିଷୟବସ୍ତୁ ପ୍ରଦର୍ଶନ କରିବ
01:37 ପ୍ରତ୍ୟେକ ଫାଇଲ୍ ପାଇଁ wc, ନୂଆ ଲାଇନ୍, ଶବ୍ଦ ଓ ବାଇଟ୍ କାଉଣ୍ଟ ପ୍ରିଣ୍ଟ କରିବ
01:43 - (ହାଇଫେନ୍) w, ୱର୍ଡ କାଉଣ୍ଟ ପ୍ରିଣ୍ଟ କରିବ
01:47 ଏହା ନିମ୍ନ ପ୍ରକାରେ ହେବ -
01:49 ପ୍ରଥମେ Cat କମାଣ୍ଡ, ଫାଇଲକୁ ପଢିବ
01:53 ଏହା ହେଉଛି Input ଫାଇଲ୍
01:55 ଯାହା, ତା’ପରେ wc କମାଣ୍ଡକୁ ପାଇପ୍ଡ ହେବ ବା ପଠାଯିବ
02:00 ତେଣୁ, ଏହି ଷ୍ଟେଟମେଣ୍ଟ, ପ୍ରଦତ୍ତ ଫାଇଲ୍ ରେ ଥିବା ଶବ୍ଦଗୁଡ଼ିକୁ ଗଣିବ
02:05 ପରିଣାମ, ଭେରିଏବଲ୍ xରେ ଷ୍ଟୋର୍ ହେବ
02:08 ଏହା ହେଉଛି if ଷ୍ଟେଟମେଣ୍ଟ
02:10 - (ହାଇଫେନ୍) eq କମାଣ୍ଡ, ୱର୍ଡ କାଉଣ୍ଟ ଶୂନ୍ ସହିତ ସମାନ ବୋଲି ଯାଞ୍ଚ କରେ
02:16 ଯଦି କଣ୍ଡିଶନ୍ True ହୋଇଥିବ, ତେବେ ଆମେ ଏକ ବାର୍ତ୍ତା ପ୍ରିଣ୍ଟ କରିବା File has zero words
02:22 ପ୍ରଥମ if କଣ୍ଡିଶନ୍ ର ଶେଷ ହେଉଛି fi
02:26 ଏହା ହେଉଛି ଆଉଏକ if କଣ୍ଡିଶନ୍
02:28 - (ହାଇଫେନ୍) ne କମାଣ୍ଡ, ୱର୍ଡ କାଉଣ୍ଟ ଶୂନ୍ ସହିତ ସମାନ ନୁହେଁ ବୋଲି ଯାଞ୍ଚ କରେ
02:35 ଯଦି କଣ୍ଡିଶନ୍ True ହୋଇଥିବ, ତେବେ ଆମେ ଏକ ବାର୍ତ୍ତା ପ୍ରିଣ୍ଟ କରିବା File has so-and-so words
02:40 $x (ଡଲାର୍ x) ୱର୍ଡ କାଉଣ୍ଟ ଦେବ
02:43 ଏହା ହେଉଛି ଦ୍ୱିତୀୟ if କଣ୍ଡିଶନ୍ ର ଶେଷ
02:46 ଆପଣଙ୍କର ପ୍ରୋଗ୍ରାମ୍ ଫାଇଲକୁ ସେଭ୍ କରନ୍ତୁ
02:48 ଚାଲନ୍ତୁ, ପ୍ରୋଗ୍ରାମକୁ ନିଷ୍ପାଦନ କରିବା
02:51 ଟର୍ମିନଲ୍ କୁ ଖୋଲନ୍ତୁ
02:53 ପ୍ରଥମେ, list.txt ନାମରେ ଏକ ଫାଇଲ୍ ତିଆରି କରନ୍ତୁ
02:57 ଟାଇପ୍ କରନ୍ତୁ: touch list.txt
03:01 ଏବେ, ଫାଇଲରେ ଏକ ଲାଇନ୍ ଆଡ୍ କରନ୍ତୁ
03:04 ଟାଇପ୍ କରନ୍ତୁ:

echo ଡବଲ୍ କ୍ୱୋଟ୍ସ ମଧ୍ୟରେ “How are you” ଡବଲ୍ କ୍ୱୋଟ୍ସ ପରେ ଗ୍ରେଟର୍ ଦ୍ୟାନ୍ ଚିହ୍ନ list.txt

03:13 ବର୍ତ୍ତମାନ ଆମର ଫାଇଲକୁ ନିଷ୍ପାଦନଯୋଗ୍ୟ କରିବା
03:16 ଟାଇପ୍ କରନ୍ତୁ:

chmod ପ୍ଲସ୍ x example1 ଡଟ୍ sh

03:21 ଏବେ ଟାଇପ୍ କରନ୍ତୁ: ଡଟ୍ ସ୍ଲାଶ୍ example1.sh
03:26 Enter filename: ପ୍ରଦର୍ଶିତ ହେଲା
03:28 ଟାଇପ୍ କରନ୍ତୁ: list.txt
03:31 ନିମ୍ନ ଭାବରେ ଆଉଟପୁଟ୍ ପ୍ରଦର୍ଶିତ ହେଲା: list.txt has 3 words
03:36 ଏବେ ଚାଲନ୍ତୁ, ଅପେଟର୍ସର ଆଉଏକ ସେଟ୍ ବିଷୟରେ ଶିଖିବା
03:40 ମୁଁ ଅନ୍ୟଏକ ଫାଇଲ୍ ଖୋଲୁଛି
03:43 ଏହା ହେଉଛି example2.sh
03:46 ଦୟାକରି, ଆପଣଙ୍କର Editorରେ ଗୋଟିଏ ଫାଇଲ୍ ଖୋଲି ତାହାର ନାମ example2.sh ଦିଅନ୍ତୁ
03:52 ଆପଣଙ୍କର example2.sh ଫାଇଲରେ, ଏଠାରେ ପ୍ରଦର୍ଶିତ Code ଟାଇପ୍ କରନ୍ତୁ
03:58 ମୁଁ ଏବେ କୋଡ୍ ବର୍ଣ୍ଣନା କରୁଛି
04:00 ଏହି ପ୍ରୋଗ୍ରାମ୍ ଯାଞ୍ଚ କରିବ ଯେ, ୱର୍ଡ କାଉଣ୍ଟ -
04:04 ଏକଠାରୁ ବଡ଼ କି ସାନ
04:07 ଏକ ଓ ଶହେ ମଧ୍ୟରେ ନା ଶହେ ଉପରକୁ ଅଟେ
04:11 ଏଠାରେ ଆମର shebang ଲାଇନ୍ ଅଛି
04:14 read ଷ୍ଟେଟମେଣ୍ଟ, ୟୁଜରଠାରୁ ଫାଇଲ୍ ନାମ ଭାବରେ ଇନପୁଟ୍ ନିଏ
04:19 ଏଠାରେ, - (ହାଇଫେନ୍) c କମାଣ୍ଡକୁ Byte କାଉଣ୍ଟ କରିବା ପାଇଁ ବ୍ୟବହାର କରାଯାଇଛି
04:24 if ଷ୍ଟେଟମେଣ୍ଟରେ, - (ହାଇଫେନ୍) lt କମାଣ୍ଡ, ୱର୍ଡ କାଉଣ୍ଟ ଏକଠାରୁ କମ୍ କି ନୁହେଁ ଯାଞ୍ଚ କରିଥାଏ
04:31 ଯଦି କଣ୍ଡିଶନ୍ True ହୋଇଥାଏ, ତେବେ ଆମେ No character present in the file ପ୍ରିଣ୍ଟ କରିବା
04:37 if କଣ୍ଡିଶନ୍ କୁ fi ସମାପ୍ତ କରିଥାଏ
04:40 ପରବର୍ତ୍ତୀ if ଷ୍ଟେଟମେଣ୍ଟରେ ଏକ nested if ଷ୍ଟେଟମେଣ୍ଟ ଅଛି
04:45 ପ୍ରଥମେ, - (ହାଇଫେନ୍) gt କମାଣ୍ଡ, ୱର୍ଡ କାଉଣ୍ଟ ଏକଠାରୁ ବଡ଼ କି ନୁହେଁ ଯାଞ୍ଚ କରେ
04:51 ଯଦି ହଁ, ତେବେ ଏହି echo ଷ୍ଟେଟମେଣ୍ଟ ନିଷ୍ପାଦିତ ହେବ
04:56 ଏହି if ଷ୍ଟେଟମେଣ୍ଟ ମଧ୍ୟରେ ବହୁବିଧ କଣ୍ଡିଶନ୍ସ ଅଛି
05:01 ଏଠାରେ, ଏହି ifରେ:

- (ହାଇଫେନ୍) ge କମାଣ୍ଡ, ୱର୍ଡ କାଉଣ୍ଟ ଏକଠାରୁ ବଡ଼ କିମ୍ୱା ସମାନ କି ନୁହେଁ ଯାଞ୍ଚ କରେ

05:09 - (ହାଇଫେନ୍) le କମାଣ୍ଡ, ୱର୍ଡ କାଉଣ୍ଟ ଶହେଠାରୁ ସାନ କିମ୍ୱା ସମାନ କି ନୁହେଁ ଯାଞ୍ଚ କରେ
05:17 ଯଦି ଉଭୟ କଣ୍ଡିଶନ୍ସ ସନ୍ତୁଷ୍ଟ ହୁଏ, ତେବେ ଏହା ପ୍ରିଣ୍ଟ କରେ:
05:21 Number of characters ranges between 1 and 100
05:25 ଦୟାକରି ଧ୍ୟାନଦିଅନ୍ତୁ ଯେ, ସମଗ୍ର if କଣ୍ଡିଶନ୍ କୁ ସନ୍ତୁଷ୍ଟ କରିବା ପାଇଁ ଉଭୟ କଣ୍ଡିଶନ୍ସ True ହେବା ଦରକାର
05:33 ଏହାର କାରଣ ହେଉଛି, ଆମେ, ଉଭୟ କଣ୍ଡିଶନ୍ସ ମଧ୍ୟରେ ଆମ୍ପର୍ସାଣ୍ଡ ଯୋଡ଼ିଛେ
05:39 ଏହି if ଷ୍ଟେଟମେଣ୍ଟର ଶେଷ ହେଉଛି fi
05:43 ତା’ପରେ ପରବର୍ତ୍ତୀ if ଷ୍ଟେଟମେଣ୍ଟ ମୂଲ୍ୟାଙ୍କିତ ହେବ
05:47 - (ହାଇଫେନ୍) gt କମାଣ୍ଡ, ୱର୍ଡ କାଉଣ୍ଟ ଶହେଠାରୁ ବଡ଼ କି ନୁହେଁ ଯାଞ୍ଚ କରେ
05:53 ଯଦି କଣ୍ଡିଶନ୍ ସନ୍ତୁଷ୍ଟ ହୁଏ, ତେବେ ଆମେ Number of characters is above hundred ପ୍ରିଣ୍ଟ କରିବା
06:00 if ଷ୍ଟେଟମେଣ୍ଟର ଶେଷ ହେଉଛି fi
06:04 ଏଠାରେ ଆମେ, 2ୟ if ଷ୍ଟେଟମେଣ୍ଟ ସମାପ୍ତ କଲେ
06:07 ଏବେ, Terminalକୁ ଫେରିଆସନ୍ତୁ
06:10 ଚାଲନ୍ତୁ, ପ୍ରୋଗ୍ରାମକୁ ନିଷ୍ପାଦନ କରିବା
06:13 chmod ପ୍ଲସ୍ x example2 ଡଟ୍ sh
06:18 ଡଟ୍ ସ୍ଲାଶ୍ example2 ଡଟ୍ sh
06:22 ଟାଇପ୍ କରନ୍ତୁ list.txt
06:25 list.txt has more than one character
06:31 Number of characters ranges between 1 and 100 ଭାବରେ output ପ୍ରଦର୍ଶିତ ହେଲା
06:36 ଏବେ, list.txt ଫାଇଲରେ କ୍ୟାରେକ୍ଟର୍ସ ଯୋଡ଼ନ୍ତୁ କିମ୍ୱା କାଢନ୍ତୁ
06:40 ତା’ପରେ, କେଉଁ if ଷ୍ଟେଟମେଣ୍ଟ ନିଷ୍ପାଦିତ ହେଉଛି, ଦେଖନ୍ତୁ
06:46 ଏହା ଆମକୁ ଏହି ଟ୍ୟୁଟୋରିଆଲର ସମାପ୍ତିକୁ ଆଣେ.
06:49 ସଂକ୍ଷିପ୍ତରେ,
06:51 ଏହି ଟ୍ୟୁଟୋରିଆଲ୍ ରେ ଆମେ ନିମ୍ନଲିଖିତ ଶିଖିଲେ,

ଇକ୍ୱାଲ୍ ଟୁ ନଟ୍ ଇକ୍ୱାଲ୍ ଟୁ ଲେସ୍ ଦ୍ୟାନ୍ ଲେସ୍ ଦ୍ୟାନ୍ ଇକ୍ୱାଲ୍ ଟୁ ଗ୍ରେଟର୍ ଦ୍ୟାନ୍ ଓ ଗ୍ରେଟର୍ ଦ୍ୟାନ୍ ଇକ୍ୱାଲ୍ ଟୁ କମାଣ୍ଡସ୍

07:03 ଏକ ଆସାଇନମେଣ୍ଟ ଭାବେ, Not Equal To ଅପରେଟର୍ ର ବ୍ୟବହାର ପ୍ରଦର୍ଶନ କରିବା ପାଇଁ ଏକ ପ୍ରୋଗ୍ରାମ୍ ଲେଖନ୍ତୁ
07:09 {Hint: - (ହାଇଫେନ୍) ne
07:12 ନିମ୍ନ ଲିଙ୍କରେ ଥିବା ଭିଡିଓକୁ ଦେଖନ୍ତୁ, http://spoken-tutorial.org/What_is_a_Spoken_Tutorial
07:15 ଏହା ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟକୁ ସାରାଂଶିତ କରେ.
07:18 ଯଦି ଆପଣଙ୍କର ଭଲ ବ୍ୟାଣ୍ଡୱିଡଥ୍ ନାହିଁ, ଏହାକୁ ଡାଉନଲୋଡ୍ କରିଦେଖିପାରିବେ
07:23 ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ ଟିମ୍:
07:25 ସ୍ପୋକନ୍ ଟ୍ୟୁଟୋରିଆଲ୍ସ ବ୍ୟବହାର କରି କର୍ମଶାଳାମାନ ଚଲାନ୍ତି
07:28 ଅନଲାଇନ୍ ଟେଷ୍ଟ ପାସ୍ କରୁଥିବା ବ୍ୟକ୍ତିମାନଙ୍କୁ ପ୍ରମାଣପତ୍ର ଦିଅନ୍ତି.
07:32 ଅଧିକ ବିବରଣୀ ପାଇଁ ଦୟାକରି contact@spoken-tutorial.orgକୁ ଲେଖନ୍ତୁ
07:40 ସ୍ପୋକନ୍ ଟ୍ୟୁଟୋରିଆଲ ପ୍ରୋଜେକ୍ଟ, ଟକ୍ ଟୁ ଏ ଟିଚର୍ ପ୍ରୋଜେକ୍ଟର ଏକ ଅଂଶ
07:43 ଏହା ଭାରତ ସରକାରଙ୍କ MHRDର ICT ମାଧ୍ୟମରେ ରାଷ୍ଟ୍ରୀୟ ସାକ୍ଷରତା ମିଶନ୍ ଦ୍ୱାରା ସମର୍ଥିତ
07:51 ଏହି ମିଶନ୍ ଉପରେ ଅଧିକ ବିବରଣୀ ନିମ୍ନଲିଙ୍କରେ (spoken-tutorial.org/NMEICT-Intro) ଉପଲବ୍ଧ
07:56 ଆଇଆଇଟି ବମ୍ୱେ ତରଫରୁ
08:02 ମୁଁ ପ୍ରଦୀପ ଚନ୍ଦ୍ର ମହାପାତ୍ର ଆପଣଙ୍କଠାରୁ ବିଦାୟ ନେଉଛି.
08:06 ଆମ ସହିତ ଜଡ଼ିତ ହୋଇଥିବାରୁ ଧନ୍ୟବାଦ

Contributors and Content Editors

PoojaMoolya, Pradeep, Pratik kamble