PERL/C2/while-do-while-loops/Oriya

From Script | Spoken-Tutorial
Jump to: navigation, search
Time Narration
00:01 Perlରେ whiledo-while ଲୁପ୍ ଉପରେ ସ୍ପୋକନ୍ ଟ୍ୟୁଟୋରିଆଲ୍ କୁ ସ୍ୱାଗତ
00:06 ଏହି ଟ୍ୟୁଟୋରିଆଲ୍ ରେ ଆମେ ଶିଖିବା;
00:09 Perlରେ while loop
00:11 Perlରେ do-while loop,ମୁଁ Ubuntu Linux12.04 ଅପରେଟିଙ୍ଗ ସିଷ୍ଟମ୍ ଓ Perl 5.14.2 ବ୍ୟବହାର କରୁଛି
00:20 gedit Text Editor ମଧ୍ୟ ବ୍ୟବହାର କରିବି
00:24 ଆପଣ ଯେକୌଣସି ଟେକ୍ସଟ୍ ଏଡିଟର୍ ବ୍ୟବହାର କରିପାରିବେ
00:28 Perlରେ VariablesComments ଉପରେ ଆପଣଙ୍କର ମୌଳିକ ଧାରଣା ଥିବା ଆବଶ୍ୟକ
00:33 Perlରେ forforeach loops ଉପରେ ଧାରଣ ଥିଲେ ଆହୁରି ଭଲ
00:38 ଦୟାକରି ସ୍ପୋକନ୍ ଟ୍ୟୁଟୋରିଆଲ୍ ୱେବ୍ସାଇଟ୍ ରେ ଥିବା ସେହି ସମ୍ପର୍କିତ ସ୍ପୋକନ୍ ଟ୍ୟୁଟୋରିଆଲ୍ସ ଦେଖନ୍ତୁ
00:43 Perlରେ while loop
00:45 କଣ୍ଡିସନ୍ ଟ୍ରୁ ହୋଇଥିବାବେଳେ while loop ଏକ କୋଡ୍ ବ୍ଲକ୍ କୁ ଏକଜେକ୍ୟୁଟ୍ କରେ
00:50 while loopର ସିଣ୍ଟାକ୍ସ ହେଉଛି-
00:53 while space open bracket condition close bracket
00:58 କର୍ଲୀ ବ୍ରାକେଟ୍ ଖୋଲନ୍ତୁ
01:00 କଣ୍ଡିସନ୍ ଟ୍ରୁ ହୋଇଥିଲେ ଏକଜେକ୍ୟୁଟ୍ ହେବାକୁଥିବା କୋଡ୍ ର ଭାଗ
01:04 କର୍ଲୀ ବ୍ରାକେଟ୍ ବନ୍ଦ କରନ୍ତୁ
01:07 ଯଦି କଣ୍ଡିସନ୍ ସନ୍ତୁଷ୍ଟ ନହୁଏ ତେବେ କ’ଣ ହେବ? ତେବେ while loop, ଥରେ ହେଲେବି, ତାହା ମଧ୍ୟରେ ଥିବା କୋଡ୍ ଏକଜେକ୍ୟୁଟ୍ ନକରି ପ୍ରସ୍ଥାନ କରିବ
01:16 ଏବେ, while loopର ଏକ ଉଦାହରଣ ଦେଖିବା
01:19 ଟର୍ମିନାଲ୍ ଖୋଲନ୍ତୁ ଓ ଟାଇପ୍ କରନ୍ତୁ
01:22 gedit whileLoop dot pl space ampersand
01:29 ଓ ଏଣ୍ଟର ଦାବନ୍ତୁ
01:31 ଏହା geditରେ whileLoop.pl ଫାଇଲ୍ ଖୋଲିବ
01:34 ଏବେ ନିମ୍ନ କୋଡ୍ ଟାଇପ୍ କରନ୍ତୁ
01:37 hash exclamation mark slash u s r slash bin slash perl
01:45 ଏଣ୍ଟର ଦାବନ୍ତୁ
01:47 dollar i is equal to zero semicolon
01:52 ଏଣ୍ଟର ଦାବନ୍ତୁ
01:54 while open bracket dollar i less than or equal to four close bracket space
02:04 କର୍ଲୀ ବ୍ରାକେଟ୍ ଖୋଲି ଏଣ୍ଟର ଦାବନ୍ତୁ ଓ ଟାଇପ୍ କରନ୍ତୁ
02:08 print ସ୍ପେସ୍ ଡବଲ୍ କୋଟ୍ Value of i colon, dollar i slash n ଡବଲ୍ କୋଟ୍ ବନ୍ଦ କରନ୍ତୁ ସେମିକଲୋନ୍
02:20 ଏଣ୍ଟର ଦାବନ୍ତୁ
02:22 dollar i plus plus semicolon
02:27 ଏଣ୍ଟର ଦାବନ୍ତୁ ଓ,କର୍ଲୀ ବ୍ରାକେଟ୍ ବନ୍ଦ କରନ୍ତୁ
02:31 ମୁଁ ଏବେ while loop ବର୍ଣ୍ଣନା କରୁଛି
02:33 ଆମେ ଭେରିଏବଲ୍ i 0 କୁ ଇନିଶିଆଲାଇଜ୍‍ କରିଛେ
02:38 ଏବେ $i less than or equal to 4 ଭାବରେ while loop ପାଇଁ କଣ୍ଡିସନ୍ ସ୍ପେସିଫାଏ କରିଛେ
02:46 ଯଦି କଣ୍ଡିସନ୍ ଟ୍ରୁ, ତେବେ while loop ଭିତରେ ଥିବା କୋଡ୍ ଏକଜେକ୍ୟୁଟ୍ ହେବ
02:52 ଏହାର ଅର୍ଥ, while loop ପ୍ରଥମ ଥର ଟର୍ମିନାଲ୍ ଉପରେ 'Value of i: 0' ପ୍ରିଣ୍ଟ କରିବ
03:01 ତାହାପରେ $i++ ଭେରିଏବଲ୍ i ର ଭାଲ୍ୟୁ 1 ଦ୍ୱାରା ବୃଦ୍ଧି କରିବ
03:08 ଏବେ ପୁନର୍ବାର, ଲୁପ୍ କଣ୍ଡିସନ୍ $i<=4 ମୂଲ୍ୟାଙ୍କିତ ହେବ
03:16 ଓ ଥରେ iର ଭାଲ୍ୟୁ 5 ହୋଇଗଲେ ଲୁପ୍ ପ୍ରସ୍ଥାନ କରିବ
03:22 ଏହି ମାମଲାରେ i equal to 0, 1, 2, 3, 4 ପାଇଁ while loop ଏକଜେକ୍ୟୁଟ୍ ହେବ
03:32 ଫାଇଲ୍ ସେଭ୍ କରିବା ପାଇଁ ctrl+s ଦାବନ୍ତୁ
03:35 ଏବେ ଟର୍ମିନାଲ୍ କୁ ଫେରିଆସନ୍ତୁ
03:37 ଯେକୌଣସି ପ୍ରକାରର କମ୍ପାଇଲେସନ୍ କିମ୍ବା ସିଣ୍ଟାକ୍ସ ଏରର୍ ଯାଞ୍ଚ କରିବା ପାଇଁ ଟାଇପ୍ କରନ୍ତୁ-
03:42 perl hyphen c whileLoop dot pl
03:47 ଓ ଏଣ୍ଟର ଦାବନ୍ତୁ
03:49 ନିମ୍ନ ଧାଡ଼ିଟି ଟର୍ମିନାଲ୍ ରେ ଡିସପ୍ଲେ ହେବ
03:52 whileLoop.pl syntax OK
03:56 କୌଣସି ପ୍ରକାରର କମ୍ପାଇଲେସନ୍ କିମ୍ବା ସିଣ୍ଟାକ୍ସ ଏରର୍ ନାହିଁ, ତେଣୁ Perl ସ୍କ୍ରିପ୍ଟ ଏକଜେକ୍ୟୁଟ୍ କରିବା ପାଇଁ ଟାଇପ୍ କରନ୍ତୁ-
04:02 perl whileLoop dot pl
04:06 ଓ ଏଣ୍ଟର ଦାବନ୍ତୁ
04:09 ଟର୍ମିନାଲ୍ ରେ ନିମ୍ନ ଆଉଟପୁଟ୍ ପ୍ରଦର୍ଶିତ ହେବ
04:14 ଏବେ do-while loop ଦେଖିବା
04:20 do…while ଷ୍ଟେଟମେଣ୍ଟ ସବୁବେଳେ କୋଡ୍ ଭାଗକୁ ଅତି କମ୍ରେ ଥରେ ଏକଜେକ୍ୟୁଟ୍ କରିବ
04:25 ଏହାପରେ କଣ୍ଡିସନ୍ ଚେକ୍ କରିବ ଓ ଲୁପ୍ ପୁନରାବୃତ୍ତି କରିବ, ଯଦି କଣ୍ଡିସନ୍ ଟ୍ରୁ ହୋଇଥିବ
04:30 do-while loop ପାଇଁ ସିଣ୍ଟାକ୍ସ ହେଉଛି -
04:34 do ସ୍ପେସ୍
04:36 ଓପନ୍ କର୍ଲୀ ବ୍ରାକେଟ୍
04:38 କଣ୍ଡିସନ୍ ଟ୍ରୁ ହୋଇଥିଲେ ଏକଜେକ୍ୟୁଟ୍ ହେବାକୁ ଥିବା କୋଡ୍ ର ଭାଗ
04:42 କର୍ଲୀ ବ୍ରାକେଟ୍ ବନ୍ଦ କରି ସ୍ପେସ୍ ଦିଅନ୍ତୁ
04:45 while ସ୍ପେସ୍ ବ୍ରାକେଟ୍ ଭିତରେ condition ଓ ଏହାପରେ ସେମିକଲୋନ୍
04:50 ଟର୍ମିନାଲ୍ ଖୋଲନ୍ତୁ ଓ ଟାଇପ୍ କରନ୍ତୁ
04:54 gedit doWhileLoop dot pl space ampersand
05:03 ଓ ଏଣ୍ଟର ଦାବନ୍ତୁ
05:05 ଏହା geditରେ doWhileLoop.pl ଫାଇଲ୍ ଖୋଲିବ
05:09 ନିମ୍ନ କୋଡ୍ ର ଭାଗକୁ ଟାଇପ୍ କରନ୍ତୁ
05:11 hash exclamation mark slash u s r slash bin slash perl ଓ ଏଣ୍ଟର ଦାବନ୍ତୁ
05:21 dollar i equals to zero semicolon ଏଣ୍ଟର୍ ଦାବନ୍ତୁ
05:27 do ସ୍ପେସ୍
05:29 ଓପନ୍ କର୍ଲୀ ବ୍ରାକେଟ୍ ଏଣ୍ଟର ଦାବନ୍ତୁ
05:33 print ସ୍ପେସ୍ ଡବଲ୍ କୋଟ୍ Value of i colon space dollar i slash n ଡବଲ୍ କୋଟ୍ ବନ୍ଦ କରନ୍ତୁ ସେମିକଲୋନ୍ ଟାଇପ୍ କରି
05:46 ଏଣ୍ଟର ଦାବନ୍ତୁ
05:48 dollar i plus plus semicolon
05:52 ଏଣ୍ଟର ଦାବନ୍ତୁ
05:54 କର୍ଲୀ ବ୍ରାକେଟ୍ ବନ୍ଦ କରନ୍ତୁ
05:56 ସ୍ପେସ୍ while space ବ୍ରାକେଟ୍ ଖୋଲନ୍ତୁ dollar i less than or equal to four ଟାଇପ୍ କରି
06:06 ବ୍ରାକେଟ୍ ବନ୍ଦ କରନ୍ତୁ ସେମିକଲୋନ୍
06:10 ଏଠାରେ do-while loop ସବିଶେଷ ବର୍ଣ୍ଣନା କରାଯାଇଛି
06:13 ଆମେ ଭେରିଏବଲ୍ i 0 କୁ ଇନିସିଆଲାଇଜ୍ କରିଛେ
06:18 ପ୍ରଥମ ଥର ଟର୍ମିନାଲ୍ ରେ କଣ୍ଡିସନ୍ ପାଇଁ ଯାଞ୍ଚ ନକରି do-while loop ଆଉଟପୁଟ୍ ଭାବେ 'Value of i colon 0' ପ୍ରିଣ୍ଟ କରିବ
06:28 ପ୍ରତ୍ୟେକ ଥର ଲୁପ୍ ଏକଜେକ୍ୟୁଟ୍ ହେବାବେଳେ $i++ i ଭେରିଏବଲ୍ ର ଭାଲ୍ୟୁ 1 ଦ୍ୱାରା ବୃଦ୍ଧି କରିବ
06:36 ଦ୍ୱିତୀୟ ଥର କଣ୍ଡିସନ୍ $i less than or equal to 4 ଚେକ୍ ହେବ
06:43 ଯଦି କଣ୍ଡିସନ୍ ଟ୍ରୁ, ତେବେ ଲୁପ୍ ପୁଣିଥରେ ଏକଜେକ୍ୟୁଟ୍ ହେବ
06:48 ଆମ ମାମଲାରେ, ଦ୍ୱିତୀୟ ଥର ଟର୍ମିନାଲ୍ ରେ ଆଉଟପୁଟ୍ ଭାବେ 'Value of i colon 1' ପ୍ରଦର୍ଶିତ ହେବ
06:57 କଣ୍ଡିସନ୍ ଫଲ୍ସ ହେବା ପର୍ଯ୍ୟନ୍ତ, ଅର୍ଥାତ୍‍ ଭେରିଏବଲ୍ i 5 ହେବା ପର୍ଯ୍ୟନ୍ତ ଲୁପ୍ ଏକଜେକ୍ୟୁଟ୍ ହେବ
07:05 ଫାଇଲ୍ ସେଭ୍ କରିବା ପାଇଁ ctrl+s ଦାବନ୍ତୁ
07:09 ଏବେ ଟର୍ମିନାଲ୍ କୁ ଫେରିଆସନ୍ତୁ ଓ କୌଣସି ପ୍ରକାରର କମ୍ପାଇଲେସନ୍ କିମ୍ବା ସିଣ୍ଟାକ୍ସ ଏରର୍ ଯାଞ୍ଚ କରିବା ପାଇଁ ଟାଇପ୍ କରନ୍ତୁ-
07:16 perl hyphen c doWhileLoop dot pl
07:21 ଓ ଏଣ୍ଟର ଦାବନ୍ତୁ
07:23 ନିମ୍ନ ଧାଡ଼ିଟି ଟର୍ମିନାଲ୍ ରେ ପ୍ରଦର୍ଶିତ ହେବ
07:26 doWhileLoop.pl syntax OK
07:30 ଯେହେତୁ ସେପରି କୌଣସି କମ୍ପାଇଲେସନ୍ କିମ୍ବା ସିଣ୍ଟାକ୍ସ ଏରର୍ ନାହିଁ, ଆମେ ଏବେ Perl ସ୍କ୍ରିପ୍ଟ ଏକଜେକ୍ୟୁଟ୍ କରିବା
07:36 ଟାଇପ୍ କରନ୍ତୁ perl doWhileLoop dot pl
07:41 ଓ ଏଣ୍ଟର ଦାବନ୍ତୁ
07:43 ନିମ୍ନ ଆଉଟପୁଟ୍ ଟର୍ମିନାଲ୍ ରେ ପ୍ରଦର୍ଶିତ ହେବ
07:48 ଏବେ whiledo-while loops ମଧ୍ୟରେ ପ୍ରକୃତ ପାର୍ଥକ୍ୟ ଦେଖିବା
07:53 ଟର୍ମିନାଲ୍ ଖୋଲନ୍ତୁ, ଟାଇପ୍ କରନ୍ତୁ
07:55 gedit loop dot pl space ampersand
08:01 ଓ ଏଣ୍ଟର ଦାବନ୍ତୁ
08:03 ଏହା geditରେ loop dot pl ଫାଇଲ୍ ଖୋଲିବ
08:07 ଏବେ ପ୍ରଦର୍ଶିତ କୋଡ୍ ର ଭାଗକୁ ଟାଇପ୍ କରନ୍ତୁ
08:12 ଆମେ count ଭେରିଏବଲ୍ ଡିକ୍ଲେର୍ କରିଛେ ଓ ଏହାକୁ 0 ରେ ଇନିଶିଆଲାଇଜ୍‍ କରିଛେ
08:19 count ଭେରିଏବଲ୍ ଜିରୋଠାରୁ ବଡ଼ କି ନୁହେଁ, ଆମେ while loop କଣ୍ଡିସନ୍ ରେ ଯାଞ୍ଚ କରୁଛେ
08:29 କଣ୍ଡିସନ୍ ଟ୍ରୁ ନୁହେଁ. ତେଣୁ, while loop କୋଡ୍ ଥରେ ହେଲେ ବି ଏକଜେକ୍ୟୁଟ୍ ହେବନାହିଁ
08:36 do...while loopରେ ଆମେ ପ୍ରଥମେ କୋଡ୍ ଏକଜେକ୍ୟୁଟ୍ କରୁଛେ ଓ ପରେ କଣ୍ଡିସନ୍ ଯାଞ୍ଚ କରୁଛେ
08:44 ତେଣୁ, କୋଡ୍ ଅତି କମ୍ ରେ ଥରେ ଏକଜେକ୍ୟୁଟ୍ ହେବ
08:49 ଏହାପରେ count ଭେରିଏବଲ୍ ଜିରୋଠାରୁ ବଡ଼ କି ନୁହେଁ, କଣ୍ଡିସନ୍ ଯାଞ୍ଚ ହୋଇଛି
08:57 କଣ୍ଡିସନ୍ ଟ୍ରୁ ନୁହେଁ. ତେଣୁ, ଲୁପ୍ ପ୍ରସ୍ଥାନ କରିବ
09:02 ଏବେ, ଫାଇଲ୍ ସେଭ୍ କରିବା ପାଇଁ ctrl+s ଦାବନ୍ତୁ
09:05 ଏବେ, ଟର୍ମିନାଲ୍ କୁ ଫେରିଆସନ୍ତୁ ଓ କୌଣସି ପ୍ରକାରର କମ୍ପାଇଲେସନ୍ କିମ୍ବା ସିଣ୍ଟାକ୍ସ ଏରର୍ ଯାଞ୍ଚ କରିବା ପାଇଁ ଟାଇପ୍ କରନ୍ତୁ-
09:12 perl hyphen c loop dot pl
09:16 ଓ ଏଣ୍ଟର ଦାବନ୍ତୁ
09:19 ନିମ୍ନ ଧାଡ଼ିଟି ଟର୍ମିନାଲ୍ ରେ ପ୍ରଦର୍ଶିତ ହେବ
09:22 loop dot pl syntax OK
09:26 ଯେହେତୁ କୌଣସି ପ୍ରକାରର କମ୍ପାଇଲେସନ୍ କିମ୍ବା ସିଣ୍ଟାକ୍ସ ଏରର୍ ନାହିଁ, ଆମେ ଏବେ Perl ସ୍କ୍ରିପ୍ଟ ଏକଜେକ୍ୟୁଟ୍ କରିବା
09:31 perl loop dot pl ଟାଇପ୍ କରନ୍ତୁ
09:36 ଓ ଏଣ୍ଟର ଦାବନ୍ତୁ
09:38 ଟର୍ମିନାଲ୍ ରେ ନିମ୍ନ ଆଉଟପୁଟ୍ ଡିସପ୍ଲେ ହେବ
09:43 I am in do-while loop
09:46 ଦେଖନ୍ତୁ, 'I am in while loop' ପ୍ରଦର୍ଶିତ କରୁଥିବା ଏଠାରେ କୌଣସି ଆଉଟପୁଟ୍ ମେସେଜ୍ ନାହିଁ
09:52 ଏହି ମେସେଜ୍ ଆମେ while loop ଭିତରେ ପ୍ରିଣ୍ଟ କରିଥିଲେ
09:59 ଏହା ସୂଚିତ କରେ ଯେ,
10:01 କଣ୍ଡିସନ୍ ମୂଲ୍ୟାଙ୍କିତ ହେବା ପୂର୍ବରୁ do-while loop ଅତି କମ୍ରେ ଥରେ ଏକଜେକ୍ୟୁଟ୍ ହୁଏ
10:07 ଯେଉଁଠାରେକି while loop ଥରେ ହେଲେ ଏକଜେକ୍ୟୁଟ୍ ହେବନାହିଁ, ଯେତେବେଳେ ନିର୍ଦ୍ଦିଷ୍ଟ ହୋଇଥିବା କଣ୍ଡିସନ୍ ଫଲ୍ସ ହୋଇଥିବ
10:15 ମୁଁ ଆଶାକରେ ଆପଣ ପାର୍ଥକ୍ୟ ବୁଝିପାରିଥିବେ
10:18 whiledo-while loops ବିଷୟରେ ଏତିକି
10:22 ସଂକ୍ଷିପ୍ତରେ
10:24 ଏହି ଟ୍ୟୁଟୋରିଆଲ୍ ରେ ଆମେ ଶିଖିଲେ-
10:26 ସାମ୍ପଲ୍‍ ପ୍ରୋଗ୍ରାମ୍ ବ୍ୟବହାର କରି
10:29 Perlରେ while loopdo-while loop
10:31 ଏକ ଆସାଇନ୍ମେଣ୍ଟ ଭାବେ-
10:33 ଭେରିଏବଲ୍ ର ଗଣତି 10କୁ ପହଞ୍ଚିବା ପର୍ଯ୍ୟନ୍ତ
10:35 while loopdo-while loops ବ୍ୟବହାର କରି
10:38 'Hello Perl' ପ୍ରିଣ୍ଟ କରନ୍ତୁ
10:41 ନିମ୍ନ ଲିଙ୍କ୍ ରେ ଉପଲବ୍ଧ ଭିଡିଓକୁ ଦେଖନ୍ତୁ
10:45 ଏହା ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟକୁ ସାରାଂଶିତ କରେ
10:49 ଯଦି ଆପଣଙ୍କର ଭଲ ବ୍ୟାଣ୍ଡୱିଡଥ୍ ନାହିଁ, ଏହାକୁ ଡାଉନଲୋଡ୍ କରି ଦେଖିପାରିବେ
10:53 ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ ଟିମ୍:
10:56 ସ୍ପୋକନ ଟ୍ୟୁଟୋରିଆଲ୍ସ ବ୍ୟବହାର କରି କର୍ମଶାଳାମାନ ଚଲାନ୍ତି
11:00 ଅନଲାଇନ୍ ଟେଷ୍ଟ ପାସ୍ କରୁଥିବା ବ୍ୟକ୍ତିଙ୍କୁ ପ୍ରମାଣପତ୍ର ଦିଅନ୍ତି
11:04 ଅଧିକ ବିବରଣୀ ପାଇଁ, ଦୟାକରି କଣ୍ଟାକ୍ଟ ଆଟ୍ ସ୍ପୋକନ୍ ହାଇଫେନ୍ ଟ୍ୟୁଟୋରିଆଲ୍ ଡଟ୍ ଓଆରଜିକୁ ଲେଖନ୍ତୁ (contact@spoken-tutorial.org)
11:12 ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ, ଟକ୍ ଟୁ ଏ ଟିଚର୍ ପ୍ରୋଜେକ୍ଟର ଏକ ଅଂଶ
11:17 ଏହା ଭାରତ ସରକାରଙ୍କ MHRDର ICT ମାଧ୍ୟମରେ ରାଷ୍ଟ୍ରୀୟ ସାକ୍ଷରତା ମିଶନ୍‍ ଦ୍ୱାରା ସମର୍ଥିତ
11:24 ଏହି ମିଶନ୍ ଉପରେ ଅଧିକ ବିବରଣୀ ସ୍ପୋକନ୍ ହାଇଫେନ୍ ଟ୍ୟୁଟୋରିଆଲ ଡଟ୍ ଓଆରଜି ସ୍ଲାସ୍ NMEICT ହାଇଫେନ୍ ଇଣ୍ଟ୍ରୋରେ ଉପଲବ୍ଧ (spoken-tutorial.org/NMEICT-Intro)
11:36 ଆଶା କରୁଛି, ଆପଣ ଏହି Perl ଟ୍ୟୁଟୋରିଆଲ୍ ଉପଭୋଗ କରିଥିବେ
11:38 ଆଇଆଇଟି ବମ୍ୱେ ତରଫରୁ ମୁଁ ପ୍ରଦୀପ ଚନ୍ଦ୍ର ମହାପାତ୍ର ଆପଣଙ୍କଠାରୁ ବିଦାୟ ନେଉଛି
11:40 ଆମ ସହିତ ଜଡ଼ିତ ହୋଇଥିବାରୁ, ଧନ୍ୟବାଦ

Contributors and Content Editors

PoojaMoolya, Pradeep