Netbeans/C2/Introduction-to-Netbeans/Oriya
From Script | Spoken-Tutorial
Time | Narration |
00:01 | ବନ୍ଧୁଗଣ, Introduction to Netbeans IDE ଉପରେ ଟ୍ୟୁଟୋରିଆଲକୁ ସ୍ଵାଗତ |
00:06 | ଏହି ଟ୍ୟୁଟୋରିଆଲରେ, ଆପଣ Netbeansରେ କାମ ଆରମ୍ଭ କରିବା ପାଇଁ ଆବଶ୍ୟକ ମୌଳିକତା ଉପରେ ପରିଚିତ ହେବେ |
00:13 | Netbeans ଗୋଟିଏ ଫ୍ରୀ ଓ ଓପନ୍ ସୋର୍ସ, Integrated Developement Environment ଅଟେ ଯାହା www.netbeans.org ରେ ଉପଲବ୍ଧ |
00:23 | ଏହା ବିଭିନ୍ନ କମ୍ପୋନେଣ୍ଟଗୁଡିକୁ integration କରିବା ପାଇଁ ଅନୁମତି ଦେଇଥାଏ |
00:27 | ବିଭିନ୍ନ ସ୍କ୍ରିପ୍ଟିଙ୍ଗ ଲାଙ୍ଗୁୟେଜ୍ ଓ ଆଧୁନିକ text editorଗୁଡିକୁ ସମର୍ଥନ କରେ |
00:31 | ଏହା ପ୍ରୋଜେକ୍ଟ ଡିଜାଇନ୍ ଓ ସୃଷ୍ଟି କରିବା ପାଇଁ ଗୋଟିଏ GUIକୁ ଉପଲବ୍ଧ କରିବା ସହିତ ଡେଟାବେସଗୁଡିକୁ ମଧ୍ୟ ସମର୍ଥନ କରିଥାଏ |
00:39 | ଏହି ଟ୍ୟୁଟୋରିଆଲକୁ ସମାପ୍ତ କରିବା ପାଇଁ, Java programming ଲାଙ୍ଗୁୟେଜ୍ ଉପରେ ମୌଳିକ ଜ୍ଞାନ ଥିବା ଜରୁରୀ ଅଟେ |
00:47 | Standard programming ଟର୍ମିନୋଲୋଜୀଗୁଡିକୁ ଏହି ଟ୍ୟୁଟୋରିଆଲରେ ବ୍ୟବହାର କରାଯାଇଛି |
00:52 | Netbeansକୁ ଆରମ୍ଭ କରିବା ପାଇଁ- |
00:55 | ମୁଁ Linux operating system Ubuntu, ଭର୍ସନ୍ 11.04 |
01:00 | ଏବଂ Netbeans IDE ଭର୍ସନ୍ 7.1.1କୁ ବ୍ୟବହାର କରୁଛି |
01:05 | ଏହି ଟ୍ୟୁଟୋରିଆଲରେ: * Netbeansର ଇନଷ୍ଟେଲେଶନ୍ ପ୍ରକ୍ରିୟାକୁ ଦେଖିବା, |
01:11 | Netbeansର ଇଣ୍ଟରଫେସ୍ ସହିତ ସୁପରିଚିତ ହେବା ସହିତ |
01:16 | ଗୋଟିଏ Java ପ୍ରୋଜେକ୍ଟର ନମୂନା ସୃଷ୍ଟି କରନ୍ତୁ |
01:19 | ପ୍ରଥମେ ଚାଲନ୍ତୁ IDEର ଇନଷ୍ଟଲେଶନକୁ ଦେଖିବା |
01:22 | Netbeansକୁ netbeans.orgରୁ ଡାଉନଲୋଡ୍ କରିପାରିବେ |
01:27 | ଏହା ଅଫିସିଆଲ୍ ମୁଖ୍ୟ ସାଇଟ୍ ଅଟେ |
01:31 | ସାଇଟର ମୁଖ୍ୟ ପେଜରେ ଥିବା Download ଲିଙ୍କ ଉପରେ କ୍ଲିକ୍ କରନ୍ତୁ |
01:36 | ଲୋଡ୍ ହୋଇଥିବା ପରବର୍ତ୍ତି ପେଜରେ, |
01:39 | ଶେଷ କଲମରେ ଥିବା Download ଲିଙ୍କ ଉପରେ କ୍ଲିକ୍ କରନ୍ତୁ ଯାହା ସମର୍ଥିତ ସମଗ୍ର ଟେକ୍ନୋଲୋଜୀଗୁଡିକୁ, Glassfish Server ସହିତ ଡାଉନଲୋଡ୍ କରିବ ଯାହା IDE ପାଇଁ ଆବଶ୍ୟକ ଅଟେ |
01:53 | Netbeansର ଇନଷ୍ଟଲେଶନ୍ ସହିତ Java Development Kit (JDK)କୁ ମଧ୍ୟ ଇନଷ୍ଟଲେଶନ୍ କରିବା ଆବଶ୍ୟକ ଅଟେ ଯାହାକୁ java.sun.comରୁ ଡାଉନଲୋଡ୍ କରିପାରିବେ |
02:05 | ଏଠାରେ Get Java ଲିଙ୍କ ଉପରେ କ୍ଲିକ୍ କରନ୍ତୁ ଏବଂ ଉଭୟ Netbeans ଓ JDK ବଣ୍ଡଲକୁ ଡାଉନଲୋଡ୍ କରିବା ପାଇଁ ଲିଙ୍କକୁ ଚୟନ କରନ୍ତୁ |
02:15 | ପରବର୍ତ୍ତି ପେଜରେ ଲୋଡ୍ ହୋଇଥିବା, |
02:19 | ଆପଣଙ୍କ operating system ପାଇଁ ଉପଯୋଗୀ setup ଫାଇଲକୁ ଚୟନ କରନ୍ତୁ |
02:24 | Ubuntuରେ, ସେଟ୍-ଅପ୍ ଫାଇଲ୍ ଗୋଟିଏ .sh(dot sh) ଫାଇଲ୍ ଭାବେ ଡାଉନଲୋଡ୍ ହେବ |
02:29 | ଯାହା ଗୋଟିଏ shell script ଫାଇଲ୍ ଭଳି ଅଟେ |
02:33 | Terminalକୁ ଯାଇ ଏହି ଫାଇଲକୁ Run କରନ୍ତୁ |
02:38 | window କିମ୍ବା ଡାଇରେକ୍ଟୋରୀରେ ନାଭିଗେଟ୍ କରନ୍ତୁ ଯାହା ଡାଉନଲୋଡ୍ ହୋଇଥିବା ସେଟପ୍ ଫାଇଲକୁ ଧାରଣ କରିଥାଏ ଏବଂ ପ୍ରମ୍ପ୍ଟରେ, |
02:46 | sh ଟାଇପ୍ କରନ୍ତୁ ପଛକୁ ଡାଉନଲୋଡ୍ ଫାଇଲର ନାମକୁ ରଖିବା ସହିତ Enter ଦାବନ୍ତୁ |
02:54 | ଏହା installerକୁ ଆରମ୍ଭ କରିଦେବ ଯାହା କିଛି ସମୟ ନେବ |
03:04 | installer, screen ଉପରେ ଦୃଶ୍ୟମାନ ହେବ |
03:06 | ସିଷ୍ଟମରେ IDEକୁ ଇନଷ୍ଟଲ୍ କରିବା ପାଇଁ ସ୍କ୍ରୀନ୍ ଉପରେ ଥିବା ନିର୍ଦ୍ଦେଶାବଳୀଗୁଡିକର ଅନୁସରଣ କରିପାରନ୍ତି |
03:13 | ବର୍ତ୍ତମାନ installerକୁ ବାହାର କରିଦିଅନ୍ତୁ |
03:17 | ବର୍ତ୍ତମାନ Netbeans windowକୁ ଦେଖନ୍ତୁ |
03:21 | ଆପଣଙ୍କ Ubuntu Operating Systemରେ Netbeansକୁ ଖୋଲିବା କିମ୍ବା ଲଞ୍ଜ କରିବା ପାଇଁ - |
03:25 | ମେନୁ ଆଇଟମରେ ଥିବା Applications >> Programmingକୁ ଯିବା ସହିତ Netbeans IDE ଆଇକନ୍ ଉପରେ କ୍ଲିକ୍ କରନ୍ତୁ |
03:34 | ଯେତେବେଳେ ପ୍ରଥମଥର ପାଇଁ IDEକୁ ଲଞ୍ଚ କରିବେ, ଏହା Netbeans start pageକୁ ଖୋଲିବ |
03:41 | IDE window ଧାରଣ କରିଥାଏ- |
03:43 | ମେନୁବାରରେ ଥିବା ମେନୁଗୁଡିକୁ, |
03:46 | toolbarଗୁଡିକୁ ଏବଂ |
03:48 | workspaceଗୁଡିକ ଯେପରି, file system window, |
03:52 | run time ୱିଣ୍ଡୋ ଏବଂ output ୱିଣ୍ଡୋ |
03:57 | main menu, Netbeansରେ ବ୍ୟବହାର କରିବାକୁ ଚାହୁଁଥିବା ଆଧିକାଂଶ commandଗୁଡିକୁ ଉପଲବ୍ଧ କରାଇଥାଏ, ଯେପରି- |
04:03 | ପ୍ରୋଜେକ୍ଟଗୁଡିକୁ creating, editing, compiling, running ଓ debugging କରିବା ପାଇଁ |
04:10 | tool bar ଯାହା ମେନୁ ବାରର ନିମ୍ନରେ ଅବସ୍ଥିତ ଅଟେ, ମେନୁ ବାର୍ ଉପରେ ବାରମ୍ବାର ବ୍ୟବହୃତ ହେଉଥିବା ବିଭିନ୍ନ କମାଣ୍ଡଗୁଡିକର ବଟନକୁ ଉପଲବ୍ଧ କରାଇଥାଏ |
04:18 | Workspace ଗୋଟିଏ ୱିଣ୍ଡୋଗୁଡିକର ସଂଗ୍ରହ ଅଟେ ଯାହା କିଛି ନିର୍ଦ୍ଦିଷ୍ଟ ପ୍ରକାରର କାର୍ଯ୍ୟଗୁଡିକୁ କରିବା ପାଇଁ ବ୍ୟବହୃତ ହୋଇଥାଏ |
04:23 | ଯେପରି workspace ୱିଣ୍ଡୋରେ ଏଡିଟିଙ୍ଗ କରିବା ପାଇଁ, execution, output କିମ୍ବା debugging-ଯାହା workspaceର ନିମ୍ନଭାଗରେ ଅବସ୍ଥିତ ଅଟେ |
04:35 | ତା’ପରେ Java Projectର ଗୋଟିଏ ନମୂନାକୁ ସୃଷ୍ଟି କରନ୍ତୁ |
04:40 | ଗୋଟିଏ java project ସୃଷ୍ଟି କରିବା ପାଇଁ, File ମେନୁକୁ ଯା’ନ୍ତୁ, New Project ଉପରେ କ୍ଲିକ୍ କରନ୍ତୁ |
04:47 | Categories ଅଧିନରେ ଥିବା New projectର Wizard boxରେ, |
04:51 | Java ଚୟନ କରନ୍ତୁ. Projects ଅଧିନରେ, Java Applicationsକୁ ଚୟନ କରିବା ସହିତ Next ଉପରେ କ୍ଲିକ୍ କରନ୍ତୁ |
04:58 | ୱିଜାର୍ଡର Name and Location ପେଜରେ, |
05:02 | Project Nameକୁ KeyboardReader ଭାବେ ପ୍ରଦାନ କରନ୍ତୁ |
05:08 | ଚୟନ ହୋଇଥିବା Set as Main Project ଚେକ୍ ବକ୍ସକୁ ସେଟ୍ କରନ୍ତୁ ଏବଂ |
05:12 | Finishରେ କ୍ଲିକ୍ କରନ୍ତୁ |
05:15 | ପ୍ରୋଜେକ୍ଟଟି IDEରେ ସୃଷ୍ଟି ଓ ଖୋଲା ହୋଇଛି |
05:20 | ପ୍ରୋଜେକ୍ଟ ଥରେ ସୃଷ୍ଟି ହେଲାପରେ, IDE ୱିଣ୍ଡୋର ବାମ ପଟେ ଥିବା Projects ୱିଣ୍ଡୋଗୁଡିକୁ ଦେଖିବା ସମ୍ଭବ ହେବ |
05:27 | ଯାହା ପ୍ରୋଜେକ୍ଟର କମ୍ପୋନେଣ୍ଟଗୁଡିକର ଗୋଟିଏ tree viewକୁ ଧାରଣ କରିଥାଏ, କୋଡ୍ ନିର୍ଭର କରୁଥିବା source files, Libraries ମଧ୍ୟ ସଂଯୁକ୍ତ ଥାଏ |
05:36 | ଖୋଲାଥିବା KeyboardReader.java ନାମକ ଗୋଟିଏ ଫାଇଲ୍ ସହିତ, ଡାହାଣ ପଟେ Source Editor ଉପସ୍ଥିତ ଅଛି |
05:43 | ବର୍ତ୍ତମାନ, main classରେ, ଗୋଟିଏ java codeର ନମୂନାକୁ ପ୍ରବେଶ କରନ୍ତୁ |
05:49 | ଏହି କୋଡ୍ କୀବୋର୍ଡର inputକୁ ପଢିବ ଏବଂ ଗୋଟିଏ output ପ୍ରଦାନ କରିବ ଯାହା ଇନପୁଟ୍ ଗୋଟିଏ whole ନମ୍ବର୍ କିମ୍ବା ଏକ floating point numberକୁ ନିର୍ଦ୍ଦେଶିତ କରିଥାଏ |
05:58 | ବର୍ତ୍ତମାନ କ୍ଲିପବୋର୍ଡ ଉପରୁ ଏହି କୋଡକୁ କପୀ କରନ୍ତୁ ଏବଂ IDE workspaceରେ ବିଦ୍ୟମାନ ଥିବା କୋଡ୍ ଉପରେ ଏହାକୁ ପେଷ୍ଟ କରନ୍ତୁ |
06:11 | ପ୍ରୋଜେକ୍ଟକୁ run କରିବା ହେଉଛି ପରବର୍ତ୍ତି ସୋପାନ |
06:14 | ଯେକୌଣସି ପ୍ରୋଜେକ୍ଟକୁ Netbeans IDE ଉପରେ run କରିବା ପାଇଁ ତିନୋଟି ମେଥଡ୍ ଅଛି |
06:20 | ପ୍ରଥମ ମେଥଡ୍ ହେଉଛି- Projects windowରେ ଥିବା project node ଉପରେ କ୍ଲିକ୍ କରିବା ସହିତ କଣ୍ଟେକ୍ସଚୁଆଲ୍ ମେନୁରୁ Runକୁ ଚୟନ କରିବା |
06:29 | କିମ୍ବା, ଆପଣ ଟୂଲ୍ ବାରକୁ ଯାଇ Run Project ବଟନ୍ ଉପରେ କ୍ଲିକ୍ କରିପାରିବେ |
06:34 | କିମ୍ବା, ପ୍ରୋଜେକ୍ଟକୁ ରନ୍ କରିବା ପାଇଁ କୀବୋର୍ଡ ଉପରେ ଥିବା F6 କୀକୁ ଦାବନ୍ତୁ |
06:40 | Project node ଉପରେ ରାଇଟ୍ କ୍ଲିକ୍ କରିବା ସହ Run ଅପଶନକୁ ଚୟନ କରନ୍ତୁ |
06:45 | ଯେତେବେଳେ ଗୋଟିଏ Java applicationକୁ ରନ୍ କରିବେ, IDE, application କୋଡକୁ build ଓ compiles କରିଥାଏ ଏବଂ output windowରେ ପ୍ରୋଗ୍ରାମକୁ ରନ୍ କରିଥାଏ ଯାହା Workspaceର ନିମ୍ନଭାଗରେ ଦୃଶ୍ୟମାନ ହୋଇଥାଏ |
06:57 | ବର୍ତ୍ତମାନ IDE, ଆପଣଙ୍କୁ Enter any Number ପାଇଁ ପ୍ରମ୍ପ୍ଟ କରୁଅଛି |
07:01 | ଗୋଟେ ରାଣ୍ଡମ୍ ନମ୍ବରକୁ ପ୍ରବେଶ କରିବା ସହିତ Enter ଦାବନ୍ତୁ |
07:06 | ଏହା ଯଦି ଇନପୁଟ୍ ଗୋଟିଏ whole ନମ୍ବର୍ କିମ୍ବା ଗୋଟିଏ floating point ନମ୍ବର୍ ହେବ ବୋଲି କହିବ |
07:11 | ବର୍ତ୍ତମାନ ଆସାଇନମେଣ୍ଟ- |
07:15 | KeyboardInputReader ପ୍ରୋଜେକ୍ଟର ଗୋଟିଏ ଏକ୍ସଟେନଶନ୍ ଭାବେ, |
07:19 | ଅନ୍ୟ ଏକ ପ୍ରୋଜେକ୍ଟକୁ ରୂପାନ୍ତର କରନ୍ତୁ ଯାହା ଗୋଟିଏ temperatures converter application ଅଟେ ଯାହା ଟେମ୍ପରେଚରର ଗୋଟିଏ ଇନପୁଟକୁ ଗ୍ରହଣ କରିଥାଏ, |
07:27 | Fahrenheitରୁ Celsiusକୁ ଏବଂ ବିପରୀତ |
07:31 | ଏବଂ ଆଉଟପୁଟ ୱିଣ୍ଡୋରେ ରୂପାନ୍ତରିତ ଟେମ୍ପରେଚରକୁ ପ୍ରଦର୍ଶନ କରିବ |
07:36 | ମୁଁ ଆସାଇନମେଣ୍ଟକୁ ନିର୍ମାଣ କରିସାରିଛି |
07:40 | ଆସାଇନମେଣ୍ଟକୁ run କରନ୍ତୁ |
07:47 | ପ୍ରୋଗ୍ରାମ୍ ଆଉଟପୁଟ୍ ୱିଣ୍ଡୋରେ ଇନପୁଟ୍ ଟେମ୍ପରେଚରକୁ ପ୍ରବେଶ କରିବା ପାଇଁ ପ୍ରମ୍ପ୍ଟ କରୁଅଛି |
07:52 | ଗୋଟିଏ ନମୂନା ଟେମ୍ପରେଚରକୁ ପ୍ରବେଶ କରନ୍ତୁ, -40, Fahrenheitରେ ଏବଂ ଏହା ରୂପାନ୍ତରିତ ଟେମ୍ପରେଚରକୁ Celsiusରେ ପ୍ରଦର୍ଶନ କରିବ |
08:07 | ସ୍କ୍ରୀନ୍ ଉପରେ ପ୍ରଦର୍ଶିତ ଲିଙ୍କରେ ଉପଲବ୍ଧ ଥିବା ଭିଡିଓକୁ ଦେଖନ୍ତୁ |
08:10 | ଏହା ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟକୁ ସାରାଂଶିତ କରେ |
08:14 | ଯଦି ଆପଣଙ୍କର ଭଲ ବ୍ୟାଣ୍ଡୱିଡଥ୍ ନାହିଁ, ଏହାକୁ ଡାଉନଲୋଡ୍ କରିଦେଖିପାରିବେ |
08:20 | ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ ଟିମ୍, ସ୍ପୋକନ୍ ଟ୍ୟୁଟୋରିଆଲ୍ସ ବ୍ୟବହାର କରି କର୍ମଶାଳାମାନ ଚଲାନ୍ତି |
08:27 | ଅନଲାଇନ୍ ଟେଷ୍ଟ ପାସ୍ କରୁଥିବା ବ୍ୟକ୍ତିମାନଙ୍କୁ ପ୍ରମାଣପତ୍ର ଦିଅନ୍ତି. |
08:31 | ଅଧିକ ବିବରଣୀ ପାଇଁ ଦୟାକରି contact@spoken-tutorial.orgକୁ ଲେଖନ୍ତୁ |
08:38 | ସ୍ପୋକନ୍ ଟ୍ୟୁଟୋରିଆଲ ପ୍ରୋଜେକ୍ଟ, ଟକ୍ ଟୁ ଏ ଟିଚର୍ ପ୍ରୋଜେକ୍ଟର ଏକ ଅଂଶ |
08:43 | ଏହା ଭାରତ ସରକାରଙ୍କ MHRDର ICT ମାଧ୍ୟମରେ ରାଷ୍ଟ୍ରୀୟ ସାକ୍ଷରତା ମିଶନ୍ ଦ୍ୱାରା ସମର୍ଥିତ |
08:49 | ଏହି ମିଶନ୍ ଉପରେ ଅଧିକ ବିବରଣୀ: spoken-tutorial.org /NMEICT-Introରେ ଉପଲବ୍ଧ. |
09:00 | ଏହି ଟ୍ୟୁଟୋରିଆଲ୍ IT for Change ଦ୍ଵାରା ସମର୍ଥିତ |
09:05 | ଆଇଆଇଟି ବମ୍ୱେ ତରଫରୁ, ପ୍ରଦୀପ ମହାପାତ୍ରଙ୍କ ସହ ମୁଁ ପ୍ରଭାସ ତ୍ରିପାଠୀ ଆପଣଙ୍କଠାରୁ ବିଦାୟ ନେଉଛି. ଆମ ସହିତ ଜଡ଼ିତ ହୋଇଥିବାରୁ ଧନ୍ୟବାଦ |