Linux-AWK/C2/Overview-of-Linux-AWK/Oriya
| Time | Narration |
| 00:01 | ବନ୍ଧୁଗଣ, Overview of Linux AWK Commands ଉପରେ ଏହି ସ୍ପୋକନ୍ ଟ୍ୟୁଟୋରିଆଲକୁ ସ୍ୱାଗତ |
| 00:08 | ଏହି ଟ୍ୟୁଟୋରିଆଲରେ ଆମେ, Linux AWK ଏବଂ ସେହି ଶୃଙ୍ଖଳାରେ କଭର୍ କରାଯାଇଥିବା ଟ୍ୟୁଟୋରିଲଗୁଡ଼ିକ ବିଷୟରେ ଶିଖିବା |
| 00:17 | ଏହି ଟ୍ୟୁଟୋରିଆଲ୍ ରେକର୍ଡ କରିବାକୁ ମୁଁ Ubuntu Linux 16.04 OS ବ୍ୟବହାର କରୁଛି |
| 00:24 | ଗୋଟିଏ ଫାଇଲ୍ରୁ ଡେଟା ଖୋଜିବା ଓ ଏକ୍ସଟ୍ରାକ୍ଟ କରିବା ପାଇଁ AWK ବ୍ୟବହୃତ ହୋଇଥାଏ |
| 00:30 | AWK ବ୍ୟବହାର କରି ଆମେ ଡେଟା ମାନିପୁଲେଟ୍ କରି ରିପୋର୍ଟ ଜେନେରେଟ୍ ମଧ୍ୟ କରିପାରିବା |
| 00:36 | ଯେକୌଣସି ପ୍ରୋଗ୍ରାମିଙ୍ଗ୍ ଲାଙ୍ଗୁଏଜ୍ ଭଳି, AWKରେ ମଧ୍ୟ "ଭେରିଏବଲ୍ସ”
"ଅପରେଟର୍ସ” |
| 00:41 | “କଣ୍ଡିଶନଲ୍ ଷ୍ଟେଟମେଣ୍ଟସ୍”
“ଲୂପ୍ସ” |
| 00:45 | “ସିଙ୍ଗଲ୍ ଓ ମଲ୍ଟି ଡାଇମେନ୍ସନଲ୍ ଆରେ”
“ବିଲ୍ଟ-ଇନ୍ ଫଙ୍କଶନ୍ସ” ଓ “ୟୁଜର୍ ଡିଫାଇଣ୍ଡ ଫଙ୍କଶନ୍ସ” ଅଛି |
| 00:52 | ଖୋଜିବା ପ୍ରକ୍ରିୟା ସମୟରେ - ଗୋଟିଏ ଫାଇଲ୍ ସହିତ ରେକର୍ଡଗୁଡ଼ିକର ଏକ ଶୃଙ୍ଖଳା ଭାବରେ ବ୍ୟବହାର କରାଯିବ |
| 00:58 | ପ୍ରତ୍ୟେକ ଲାଇନ୍କୁ ବହୁବିଧ ଫିଲ୍ଡ ସହ ଏକ ସିଙ୍ଗଲ୍ ରେକର୍ଡ ଭାବେ ବିଚାର କରାଯିବ |
| 01:04 | ତା’ପରେ, ପ୍ରଦତ୍ତ ପାଟର୍ନ ପାଇଁ AWK ଖୋଜିବ ଏବଂ ଇଚ୍ଛିତ କାର୍ଯ୍ୟ କରିବ |
| 01:11 | ଏବେ ଆମେ, ଏହି ଶୃଙ୍ଖଳାରେ ସଂକ୍ଷିପ୍ତ ଭାବେ କିଛି ପୃଥକ୍ AWK ଟ୍ୟୁଟୋରିଆଲ୍ ଦେଇ ଯିବା |
| 01:18 | “Basics of AWK”
ଏହି ଟ୍ୟୁଟୋରିଆଲ୍, AWKରେ ଥିବା କିଛି ମୌଳିକ କାର୍ଯ୍ୟ ବର୍ଣ୍ଣନା କରିଥାଏ, ଯେପରି |
| 01:25 | ପ୍ରୋସେସ୍ କରାଯାଇଥିବା ଆଉଟପୁଟ୍କୁ କିପରି ପ୍ରିଣ୍ଟ କରିବା ଏବଂ ରେଗୁଲର୍ ଏକ୍ସପ୍ରେସନ୍ କିପରି ବ୍ୟବହାର କରିବା |
| 01:31 | ଚାଲନ୍ତୁ, ଏହି ଟ୍ୟୁଟୋରିଆଲ୍ ଉପରେ ଏକ ନଜର ପକାଇବା |
| ------------Add the audio (Basic of AWK from 04:09 to 04:15)--------------- | |
| 01:43 | "ଭେରିଏବଲ୍ସ ଓ ଅପରେଟର୍ସ”
ଏଠାରେ ଆମେ ଶିଖିବା "ୟୁଜର୍ ଡିଫାଇଣ୍ଡ୍ ଭେରିଏବଲ୍ସ"କୁ କିପରି ବ୍ୟବହାର କରାଯାଏ |
| 01:51 | “ଭେରିଏବଲ୍”କୁ ଆରମ୍ଭ କରିବା
“ଅପରେଟର୍ସ” |
| 01:55 | "ଷ୍ଟ୍ରିଙ୍ଗ୍ କନ୍କାଟିନେଶନ୍” ଓ “ଅପରେଟର୍” ମେଳ କରିବା
AWKରେ “BEGIN” ଓ “END” ଷ୍ଟେଟମେଣ୍ଟ୍ |
| 02:03 | ଚାଲନ୍ତୁ, ଏହି ଟ୍ୟୁଟୋରିଆଲ୍ ଉପରେ ଏକ ନଜର ପକାଇବା |
| ----------Add the audio (Variables and Operators - 03:50 to 03:59 )------------- | |
| 02:16 | "ବିଲ୍ଟ-ଇନ୍ ଭେରିଏବଲ୍ସ” |
| 02:18 | ଏହି ଟ୍ୟୁଟୋରିଆଲ୍, AWKରେ ଥିବା ନିମ୍ନଲିଖିତ “ବିଲ୍ଟ-ଇନ୍ ଭେରିଏବଲ୍ସ” ବିଷୟରେ ବର୍ଣ୍ଣନା କରିଥାଏ, ଯେପରି: |
| 02:24 | RS, FS
ORS, OFS NR, NF ARGV, ARGC |
| 02:34 | AWK ସ୍କ୍ରିପ୍ଟ କିପରି ଲେଖାଯାଏ, ତାହା ମଧ୍ୟ ଟ୍ୟୁଟୋରିଆଲ୍ ଆମକୁ ଶିଖାଇଥାଏ |
| 02:39 | ଏହି ଟ୍ୟୁଟୋରିଆଲର ଏକ ଝଲକ ଏଠାରେ ଦିଆଗଲା |
| ---------------Add the audio (Built-In variables -11:49 to 11:59 )------------ | |
| 02:53 | “କଣ୍ଡିଶନଲ୍ ଷ୍ଟେଟମେଣ୍ଟସ୍”
ଏହି ଟ୍ୟୁଟୋରିଆଲରେ ଆମେ, “କଣ୍ଡିଶନଲ୍ ଷ୍ଟେଟମେଣ୍ଟସ୍” କିପରି ବ୍ୟବହାର କରାଯାଏ, ତାହା ଶିଖିବା, ଯେପରି: AWKରେ If, else, else if |
| 03:04 | ଚାଲନ୍ତୁ, ଏହି ଟ୍ୟୁଟୋରିଆଲ୍ ଉପରେ ଏକ ନଜର ପକାଇବା |
| ---------------Add the audio (Conditional statements -02:50 to 03:02 )------------ | |
| 03:21 | “Loops” - ଏଠାରେ ଆମେ, AWKରେ ଥିବା “କଣ୍ଡିଶନଲ୍ ଲୂପ୍ସ” ବିଷୟରେ ଆଲୋଚନା କରିବା, ଯେପରି For, While ଓ Do-While Loop |
| 03:31 | AWK ବ୍ୟବହାର କରି ଆମେ “ସର୍ଚ୍ଚ ପାଟର୍ନ” ମଧ୍ୟ ଶିଖିବା |
| 03:35 | ଗୋଟିଏ କିମ୍ୱା ଏକାଧିକ ଫାଇଲ୍ରୁ ଡେଟା ପ୍ରୋସେସ୍ କରିବା |
| 03:40 | ଚାଲନ୍ତୁ, ଏହି ଟ୍ୟୁଟୋରିଆଲ୍ ଉପରେ ଏକ ନଜର ପକାଇବା |
| ---------------Add the audio (Loops in awk -04:06 to 04:14 )------------ | |
| 03:53 | "ବେସିକ୍ସ ଅଫ୍ ସିଙ୍ଗଲ୍ ଡାଇମେନ୍ସନଲ୍ ଆରେ” ଟ୍ୟୁଟୋରିଆଲ୍
“ଆରେ ଏଲେମେଣ୍ଟସ୍” ଆସାଇନ୍ କରିବା ବିଷୟରେ ବର୍ଣ୍ଣନା କରିଥାଏ |
| 03:59 | ଗୋଟିଏ “ଆରେ”ର “ଏଲେମେଣ୍ଟସ୍” ଦେଖିବା
“AWK ଆରେ” ଇଣ୍ଡେକ୍ସ କରିବା |
| 04:04 | “ଆସୋସିଏଟିଭ୍ ଆରେ”ର ଲାଭ |
| 04:07 | ଏକ ନିର୍ଦ୍ଦିଷ୍ଟ ଇଣ୍ଡେକ୍ସଠାରେ ଏକ “ଆରେ”ରେ କୌଣସି “ଏଲେମେଣ୍ଟ” ବିଦ୍ୟମାନ ଅଛି କି ନାହିଁ ଯାଞ୍ଚ କରିବା |
| 04:14 | ଏହି ଟ୍ୟୁଟୋରିଆଲର ଏକ ଝଲକ ଏଠାରେ ଦିଆଗଲା |
| ---------------Add the audio (Basics of Single Dimensional Array - 03:10 to 03:22 )------------ | |
| 04:30 | “ସିଙ୍ଗଲ୍ ଡାଇମେନ୍ସନଲ୍ ଆରେ” ଉପରେ ଏହି ଉନ୍ନତ ସ୍ତରର ଟ୍ୟୁଟୋରିଆଲ୍ ବର୍ଣ୍ଣନା କରେ -
ଫାଇଲ୍ ସହିତ AWK ଆରେ ବ୍ୟବହାର କରିବା ଗୋଟିଏ “ଆରେ”ର “ଏଲେମେଣ୍ଟସ୍” ସ୍କାନ୍ କରିବା |
| 04:41 | For Loopର ନୂଆ ଭେରିଏଶନ୍
ଏକ "ଆରେ ଏଲେମେଣ୍ଟ୍” ଡିଲିଟ୍ କରିବା |
| 04:47 | ସମଗ୍ର "ଆରେ” ଡିଲିଟ୍ କରିବା |
| 04:50 | ARGC ଓ ARGVର ଭାଲ୍ୟୁ |
| 04:54 | ଚାଲନ୍ତୁ, ଏହି ଟ୍ୟୁଟୋରିଆଲ୍ ଉପରେ ଏକ ନଜର ପକାଇବା |
| ---------------Add the audio (More on Single Dimensional Array in awk from 04:59 to 05:09)------------ | |
| 05:08 | “ମଲ୍ଟି ଡାଇମେନ୍ସନଲ୍ ଆରେ ଇନ୍ AWK” ବର୍ଣ୍ଣନା କରେ |
| 05:12 | ମଲ୍ଟିପଲ୍ ଇଣ୍ଡାଇସେସ୍ର ଏକ ଶୃଙ୍ଖଳା ଦ୍ୱାରା ଗୋଟିଏ “ଏଲେମେଣ୍ଟ”କୁ ଚିହ୍ନଟ କରିବା |
| 05:17 | ଗୋଟିଏ ଏକକ "ଷ୍ଟ୍ରିଙ୍ଗ୍"ରେ ଶ୍ରେଣୀବଦ୍ଧ କରିବା |
| 05:20 | AWKରେ 2 by 2 "ମଲ୍ଟି ଡାଇମେନ୍ସନଲ୍ ଆରେ” ତିଆରି କରିବା |
| 05:24 | ଏକ 2 by 2 "ମେଟ୍ରିକ୍ସ"ର "ଟ୍ରାନ୍ସପୋଜ୍” ତିଆରି କରିବା |
| 05:28 | "ମଲ୍ଟି ଡାଇମେନ୍ସନଲ୍ ଆରେ” ସ୍କାନ୍ କରିବା |
| 05:31 | Slipt Function ସହିତ For Loopକୁ ମିଶାଇବା |
| 05:35 | ଚାଲନ୍ତୁ, ଏହି ଟ୍ୟୁଟୋରିଆଲ୍ ଉପରେ ଏକ ନଜର ପକାଇବା |
| ---------------Add the audio (multidimensional array - 06:24 to 06:33 ) ------------ | |
| 05:48 | “ବିଲ୍ଟ-ଇନ୍ ଫଙ୍କଶନ୍ସ”.
ଏଥିରେ ଆମେ, “AWK ବିଲ୍ଟ-ଇନ୍ ଫଙ୍କଶନ୍ସ” ବିଷୟରେ ଶିଖିବା, ଯେପରି: “ଆରିଥମେଟିକ୍ ଫଙ୍କଶନ୍ସ” |
| 05:57 | “ରାଣ୍ଡମ୍ ଫଙ୍କଶନ୍ସ”
“ଷ୍ଟ୍ରିଙ୍ଗ୍ ଫଙ୍କଶନ୍ସ” |
| 06:01 | “ଇନପୁଟ୍ ଓ ଆଉଟପୁଟ୍ ଫଙ୍କଶନ୍ସ” ତଥା “ଟାଇମ୍ ଷ୍ଟାମ୍ପ୍ ଫଙ୍କଶନ୍ସ” |
| 06:07 | ଏହି ଟ୍ୟୁଟୋରିଆଲର ଏକ ଝଲକ ଏଠାରେ ଦିଆଗଲା |
| ---------------Add the audio (Built-in Functions - from 10:01 to 10:14)------------ | |
| 06:23 | "ୟୁଜର୍ ଡିଫାଇଣ୍ଡ ଫଙ୍କଶନ୍ସ” ଟ୍ୟୁଟୋରିଆଲରେ ଆମେ ଶିଖିବା -
ଆମର ନିଜସ୍ୱ “ଫଙ୍କଶନ୍” |
| 06:30 | “ଫଙ୍କଶନ୍ କଲ୍”
“ରିଟର୍ନ ଷ୍ଟେଟମେଣ୍ଟ” ଓ “ରିଭର୍ସ ଫଙ୍କଶନ୍” କିପରି ତିଆରି କରିବା |
| 06:37 | ଏହି ଟ୍ୟୁଟୋରିଆଲର ଏକ ଝଲକ ଏଠାରେ ଦିଆଗଲା |
| ---------------Add the audio (User defined functions -03:28 to 03:41 )------------ | |
| 06:54 | ଏଥିସହିତ ଆମେ ଏହି ଟ୍ୟୁଟୋରିଆଲର ସମାପ୍ତିକୁ ଆସିଲେ.
ସଂକ୍ଷିପ୍ତରେ |
| 07:00 | ଏହି ଟ୍ୟୁଟୋରିଆଲରେ ଆମେ, AWK ବିଷୟରେ ଶିଖିଲେ ଏବଂ ଏହି ଶୃଙ୍ଖଳାରେ ଥିବା ଟ୍ୟୁଟୋରିଆଲ୍ ମଧ୍ୟ ଦେଇ ଗଲେ |
| 07:08 | ନିମ୍ନ ଲିଙ୍କରେ ଉପଲବ୍ଧ ଭିଡିଓ ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟକୁ ସାରାଂଶିତ କରେ.
ଦୟାକରି ଏହାକୁ ଡାଉନଲୋଡ୍ କରି ଦେଖନ୍ତୁ |
| 07:16 | ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ ଟିମ୍, ସ୍ପୋକନ୍ ଟ୍ୟୁଟୋରିଆଲ୍ସ ବ୍ୟବହାର କରି କର୍ମଶାଳାମାନ ଚଲାନ୍ତି ଏବଂ ପ୍ରମାଣପତ୍ର ଦିଅନ୍ତି.
ଅଧିକ ବିବରଣୀ ପାଇଁ ଦୟାକରି ଆମକୁ ଲେଖନ୍ତୁ |
| 07:26 | ଏହି ସ୍ପୋକନ୍ ଟ୍ୟୁଟୋରିଆଲ୍ ପାଇଁ ଆପଣଙ୍କର କୌଣସି ପ୍ରଶ୍ନ ଅଛି କି?
ଦୟାକରି ସାଇଟ୍କୁ ଯାଆନ୍ତୁ. |
| 07:31 | ଯେଉଁଠାରେ ଆପଣଙ୍କର ପ୍ରଶ୍ନ ଅଛି, ସେହି ମିନିଟ୍ ଓ ସେକେଣ୍ଡ୍ ବାଛନ୍ତୁ.
ସଂକ୍ଷିପ୍ତରେ ନିଜ ପ୍ରଶ୍ନକୁ ବର୍ଣ୍ଣନା କରନ୍ତୁ |
| 07:38 | ଆମ ଟିମ୍ରୁ କେହିଜଣେ ତାହାର ଉତ୍ତର ଦେବେ. |
| 07:42 | ଏହି ଟ୍ୟୁଟୋରିଆଲ୍ ଉପରେ ନିର୍ଦ୍ଦିଷ୍ଟ ପ୍ରଶ୍ନୋତ୍ତର ପାଇଁ Spoken Tutorial Forum ରହିଛି. |
| 07:47 | ଦୟାକରି ସେଥିରେ କୌଣସି ଅସମ୍ପର୍କିତ ଓ ସାଧାରଣ ପ୍ରଶ୍ନ ପଚାରନ୍ତୁ ନାହିଁ |
| 07:52 | ଏହା, କ୍ଲଟର୍ ହ୍ରାସ କରିବାରେ ସାହାଯ୍ୟ କରିବ.
ଅଳ୍ପ କ୍ଲଟର୍ ସାହାଯ୍ୟରେ ଆମେ, ଏହିସବୁ ଆଲୋଚନାକୁ ଶିକ୍ଷଣୀୟ ସାମଗ୍ରୀ ଭାବରେ ବ୍ୟବହାର କରିପାରିବା |
| 08:01 | ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ, ଭାରତ ସରକାରଙ୍କ MHRDର NMEICT ଦ୍ୱାରା ଅନୁଦାନ ପ୍ରାପ୍ତ.
ଏହି ମିଶନ୍ ଉପରେ ଅଧିକ ବିବରଣୀ ନିମ୍ନ ଲିଙ୍କରେ ଉପଲବ୍ଧ |
| 08:12 | ଆଇଆଇଟି ବମ୍ୱେ ତରଫରୁ ମୁଁ ପ୍ରଦୀପ ଚନ୍ଦ୍ର ମହାପାତ୍ର ଆପଣଙ୍କଠାରୁ ବିଦାୟ ନେଉଛି. ଆମ ସହିତ ଜଡ଼ିତ ହୋଇଥିବାରୁ, ଧନ୍ୟବାଦ |