Linux/C2/File-Attributes/Oriya
From Script | Spoken-Tutorial
Time | Narration |
00:00 | ଲିନକ୍ସ୍ ଫାଇଲ୍ ଆଟ୍ରିବ୍ୟୁଟ୍ ଉପରେ ସ୍ପୋକେନ୍ ଟ୍ୟୁଟୋରିଆଲ୍ କୁ ସ୍ୱାଗତ | |
00:05 | example1, example2, example3, example4, example5, ଓ testchown ନାମକ ଖାଲି ଫାଇଲ୍ ସୃଷ୍ଟି କରିବା ହେଉଛି ଏହି ଟ୍ୟୁଟୋରିଆଲ୍ ର ପ୍ରାକ୍ ଆବଶ୍ୟକତା | |
00:18 | test_chown ଓ directory1 ନାମକ ଦୁଇଟି ଖାଲି ଡାଇରେକ୍ଟୋରୀ କ୍ରିଏଟ୍ କରନ୍ତୁ | |
00:25 | ଫାଇଲ୍ ଆଟ୍ରିବ୍ୟୁଟ୍ ହେଉଛି ମେଟାଡାଟା, ଯାହା କମ୍ପ୍ୟୁଟର୍ ଫାଇଲ୍ ସହିତ ଜଡିତ ଥାଏ କିମ୍ୱା ଏହାକୁ ବ୍ୟାଖ୍ୟା କରେ | |
00:33 | ଫାଇଲ୍ ଆଟ୍ରିବ୍ୟୁଟ୍ ହେଉଛି ବିଶେଷତା, ଯାହା ଏକ ଫାଇଲ୍ କୁ ବ୍ୟାଖ୍ୟା କରେ, ଯେପରି ଓନର୍,ଫାଇଲ୍ ପ୍ରକାର, ଆକ୍ସେସ୍ ଅନୁମତି, ଇତ୍ୟାଦି | |
00:45 | c-h ଓନ୍ କମାଣ୍ଡ୍ ଟି ଫାଇଲ୍ ବା ଡାଇରେକ୍ଟୋରୀର ଓନର୍ ସିପ୍ ବଦଳାଇବା ପାଇଁ ବ୍ୟବହୃତ ହୁଏ | ଏହା ଏକ ଆଡମିନ୍ କମାଣ୍ଡ୍ ଅଟେ, କେବଳ ରୁଟ୍ ୟୁଜର୍ ଫାଇଲ୍ ଓ ଡାଇରେକ୍ଟୋରୀର ଓନର୍ ବଦଳାଇପାରେ | |
01:00 | chown କମାଣ୍ଡ୍ ର ସିଣ୍ଟାକ୍ସ୍ ହେଉଛି chown ସ୍ପେସ୍ ଅପ୍ସନ୍ସ୍ ସ୍ପେସ୍ ଓନର୍ ନେମ୍ ସ୍ପେସ୍ ଫାଇଲ୍ ନେମ୍ କିମ୍ୱା ଡାଇରେକ୍ଟୋରୀ ନେମ୍ |
01:13 | chown କମାଣ୍ଡ୍ ସହିତ ଆମେ ନିମ୍ନ ଅପ୍ସନ୍ ଦେଇପାରିବା | |
01:18 | -R : ଆମେ ବର୍ତ୍ତମାନ ଯେଉଁ ଡାଇରେକ୍ଟୋରୀରେ ଅଛେ, ତାହାର ସବ୍ ଡାଇରେକ୍ଟୋରୀରେ ଥିବା ଫାଇଲ୍ ଗୁଡିକର ପର୍ମିସନ୍ ବଦଳାଇବା ପାଇଁ | |
01:28 | -c : ପ୍ରତି ଫାଇଲ୍ ପାଇଁ ପର୍ମିସନ୍ ବଦଳାଏ | |
01:33 | -f : ଏରର୍ ମେସେଜ୍ ଦେଖାଇବାରୁ ch ownକୁ ପ୍ରତିରୋଧ କରେ | |
01:37 | ଏବେ ଆମେ କିଛି ଉଦାହରଣ ଦେଖିବା |
01:40 | ଟର୍ମିନାଲ୍ କୁ ଯାଆନ୍ତୁ | ଖାଲି ଫାଇଲ୍ ଓ ଫୋଲ୍ଡର୍ ତିଆରି କରିଥିବା ଡାଇରେକ୍ଟୋରୀକୁ ଯିବା | ସେଥିପାଇଁ cd ସ୍ପେସ୍ ଡେସ୍କଟପ୍ ସ୍ଲାସ୍ ଫାଇଲ୍ ଆଟ୍ରିବ୍ୟୁଟ୍ ଟାଇପ୍ କରି ଏଣ୍ଟର୍ ଦାବନ୍ତୁ | |
01:56 | ଏବେ $ ls ସ୍ପେସ୍ -l ସ୍ପେସ୍ t-e-s-t-c-h-o-w-n (testchown)ଟାଇପ୍ କରି ଏଣ୍ଟର୍ ଦାବନ୍ତୁ | |
02:11 | ଏଠାରେ 'testchown' ଫାଇଲ୍ ର ଓନର୍ ସାହିଦ୍ ବୋଲି ଆମେ ଦେଖିପାରୁଛେ | |
02:18 | ଫାଇଲ୍ ର ଓନର୍ ବଦଳାଇବାକୁ $ sudo ସ୍ପେସ୍ c-h own ସ୍ପେସ୍ a-n-u-s-h-a anusha ସ୍ପେସ୍ testchown ଅର୍ଥାତ୍ t-e-s-t-c-h-o-w-n ଟାଇପ୍ କରି ଏଣ୍ଟର୍ ଦାବନ୍ତୁ |
02:36 | (Sudo)ସୁଡୋ ପାଶୱର୍ଡ୍ ଏଣ୍ଟର୍ କରି ପୁଣି ଏଣ୍ଟର୍ ଦାବନ୍ତୁ | ଏଣ୍ଟର୍ ଦାବନ୍ତୁ | |
02:44 | ଏବେ $ ls ସ୍ପେସ୍ -l ସ୍ପେସ୍ t-e-s-t-c-h-o-w-n ଟାଇପ୍ କରି ଏଣ୍ଟର୍ ଦାବନ୍ତୁ ଅନୁଶା ଏହି ଫାଇଲ୍ ର ନୂଆ ଓନର୍ ବୋଲି ଆମେ ଦେଖିପାରିବା | |
03:03 | ଡାଇରେକ୍ଟୋରୀର ଓନର୍ କିପରି ବଦଳାଯିବ, ଏବେ ତାହା ଦେଖିବା | |
03:07 | $ ls –l କମାଣ୍ଡ୍ ଟାଇପ୍ କରି ଏଣ୍ଟର୍ ଦାବନ୍ତୁ
'test_chown' ଡାଇରେକ୍ଟୋରୀର ଓନର୍ ସାହିଦ୍ ବୋଲି ଆମେ ଦେଖିପାରିବା | |
03:21 | ଡାଇରେକ୍ଟୋରୀର ଓନର୍ ବଦଳାଇବାକୁ କମାଣ୍ଡ୍ ଟାଇପ୍ କରନ୍ତୁ |
03:26 | $ ସୁଡୋ ସ୍ପେସ୍ chown ସ୍ପେସ୍ ମାଇନସ୍ କ୍ୟାପିଟାଲ୍ R ସ୍ପେସ୍ a-n-u-s-h-a anusha ସ୍ପେସ୍ ଡାଇରେକ୍ଟୋରୀ ନାମ test_chown ଟାଇପ୍ କରି ଏଣ୍ଟର୍ ଦାବନ୍ତୁ | |
03:44 | ଆବଶ୍ୟକ ହେଲେ ସୁଡୋ ପାଶ୍-ୱର୍ଡ୍ ଟାଇପ୍ କରି ପୁଣି ଏଣ୍ଟର୍ ଦାବନ୍ତୁ | |
03:49 | ଆମ ସୁବିଧା ଅନୁସାରେ Clt+L ଦାବି ମୁଁ ସ୍କ୍ରୀନ୍ କ୍ଲିଅର୍ କରିବି | ଏବେ $ ls ସ୍ପେସ୍ -l ଟାଇପ୍ କରି ଏଣ୍ଟର୍ ଦାଵନ୍ତୁ | ଏହି ଡାଇରେକ୍ଟୋରୀର ନୂଆ ଓନର୍ ଅନୁଶା ବୋଲି ଆମେ ଦେଖିପାରିବା | |
04:06 | chmod କମାଣ୍ଡ୍ ଟି ଗୋଟିଏ କିମ୍ୱା ଏକାଧିକ ଫାଇଲ୍ ର ଆକ୍ସେସ୍ ମୋଡ୍ ବା ପର୍ମିସନ୍ ବଦଳାଇବାରେ ବ୍ୟବହୃତ ହୁଏ | |
04:13 | Chmod କମାଣ୍ଡ୍ ପାଇଁ ସିଣ୍ଟାକ୍ସ୍ ହେଉଛି chmod ସ୍ପେସ୍ [ଅପ୍ସନ୍] ସ୍ପେସ୍ ମୋଡ୍ ସ୍ପେସ୍ ଫାଇଲ୍ ନାମ
Chmod କମାଣ୍ଡ୍ ସହିତ ଆମେ ନିମ୍ନ ଅପ୍ସନ୍ସ ଦେଇପାରିବା | |
04:29 | -c : ବଦଳିଥିବା ଫାଇଲ୍ ଗୁଡିକ ବିଷୟରେ ଥିବା ସୂଚନା ପ୍ରିଣ୍ଟ୍ କରେ | |
04:34 | -f : chmod ବଦଳାଇ ପାରୁନଥିବା ଫାଇଲ୍ ଗୁଡିକର ୟୁଜର୍ ଙ୍କୁ ନୋଟିଫାଏ କରେନି | |
04:41 | ଏଠାରେ ନିମ୍ନ ପ୍ରକାରର ଆକ୍ସେସ୍ ବା ପର୍ମିସନ୍ ଅଛି |
04:44 | r : ରିଡ୍
w : ରାଇଟ୍ x : ଏକଜେକ୍ୟୁଟ୍ s : ୟୁଜର୍ (କିମ୍ୱା ଗ୍ରୁପ୍) ID ସେଟ୍ କରେ |
04:54 | ବିକଳ୍ପ ଭାବରେ, ତିନି ଅଙ୍କବିଶିଷ୍ଟ ଓକ୍ଟାଲ୍ ସଂଖ୍ୟା ଦ୍ୱାରା ଆମେ ପର୍ମିସନ୍ ନିର୍ଦ୍ଦିଷ୍ଟ କରିପାରିବା | |
05:00 | ପ୍ରଥମ ଅଙ୍କଟି ଓନର୍ ପର୍ମିସନ୍ ପାଇଁ, ଦ୍ୱିତୀୟଟି ଗ୍ରୁପ୍ ପର୍ମିସନ୍ ପାଇଁ ଓ ତୃତୀୟଟି ଅନ୍ୟମାନଙ୍କ ପର୍ମିସନ୍ କୁ ବୁଝାଏ | |
05:09 | ନିମ୍ନ ଓକ୍ଟାଲ୍ ମୂଲ୍ୟ ଯୋଗ କରି ପର୍ମିସନ୍ସ ଗଣନା କରାଯାଏ:
4 ହେଉଛି ରିଡ୍ 2ହେଉଛି ରାଇଟ୍ 1 ହେଉଛି ଏକଜେକ୍ୟୁଟ୍ |
05:20 | ଏବେ ଆମେ chmodର କିଛି ଉଦାହରଣ ଦେଖିବା | ଟର୍ମିନାଲ୍ କୁ ଯାଇ example1 ଫାଇଲ୍ ରେ ଏକଜେକ୍ୟୁଟ୍-ବାଏ-ୟୁଜର୍ ପର୍ମିସନ୍ ଯୋଡିବାକୁ କମାଣ୍ଡ୍ ଏଣ୍ଟର୍ କରନ୍ତୁ | |
05:30 | ତାହାପୂର୍ବରୁ ମୁଁ ପୁଣିଥରେ Clt+l ଦାବି ସ୍କ୍ରୀନ୍ କ୍ଲିଅର୍ କରିବି | |
05:36 | ଏବେ ଆମେ $ chmod ସ୍ପେସ୍ u+x ସ୍ପେସ୍ example1 ଟାଇପ୍ କରି ଏଣ୍ଟର୍ ଦାବିବା | |
05:49 | ଏବେ $ ls ସ୍ପେସ୍ example1 ଟାଇପ୍ କରି ପରବର୍ତ୍ତନଗୁଡିକ ଦେଖିବା ପାଇଁ ଏଣ୍ଟର୍ ଦାବିବା | |
06:01 | example1 ପାଇଁ ଓନର୍ ଦ୍ୱାରା ରିଡ୍/ରାଇଟ୍/ଏକଜେକ୍ୟୁଟ୍ ପର୍ମିସନ୍, ଗ୍ରୁପ୍ ଦ୍ୱାରା ରିଡ୍/ଏକଜେକ୍ୟୁଟ୍ ପର୍ମିସନ୍ ଓ ଅନ୍ୟମାନଙ୍କ ଦ୍ୱାରା କେବଳ ଏକଜେକ୍ୟୁଟ୍ ପର୍ମିସନ୍ ଦେବାର ଆପଣ ଦେଖିପାରିବେ |
06:15 | ଏବେ $ chmod ସ୍ପେସ୍ 751 ସ୍ପେସ୍ example1 ଟାଇପ୍ କରି ଏଣ୍ଟର୍ ଦାବନ୍ତୁ | |
06:26 | ବର୍ତ୍ତମାନ, $ ls ସ୍ପେସ୍ -l ସ୍ପେସ୍ example1 ଟାଇପ୍ କରି ଏଣ୍ଟର୍ ଦାବନ୍ତୁ | |
06:35 | ଉପରୋକ୍ତ କମାଣ୍ଡ୍ ଟି example1 ପାଇଁ ଓନର୍ ଦ୍ୱାରା ରିଡ୍/ରାଇଟ୍/ଏକଜେକ୍ୟୁଟ୍ ପର୍ମିସନ୍, ଗ୍ରୁପ୍ ଦ୍ୱାରା ରିଡ୍/ଏକଜେକ୍ୟୁଟ୍ ପର୍ମିସନ୍ ଓ ଅନ୍ୟମାନଙ୍କ ଦ୍ୱାରା କେବଳ ଏକଜେକ୍ୟୁଟ୍ ଦେଇଥିବାର ଆମେ ଦେଖିପାରୁଛେ | |
06:52 | ସମସ୍ତଙ୍କ ପାଇଁ example1 ଫାଇଲ୍ ରେ କେବଳ ରିଡ୍ କରିବାର ପର୍ମିସନ୍ ଦେବା ପାଇଁ $ chmod ସ୍ପେସ୍ =r ସ୍ପେସ୍ example1 କମାଣ୍ଡ୍ ଟାଇପ୍ କରି ଏଣ୍ଟର୍ ଦାବନ୍ତୁ | |
07:08 | ଏବେ $ ls ସ୍ପେସ୍ -l ସ୍ପେସ୍ example1 କମାଣ୍ଡ୍ ଟାଇପ୍ କରି ଏଣ୍ଟର୍ ଦାବନ୍ତୁ | |
07:19 | example1 ଫାଇଲ୍ ରେ ସମସ୍ତଙ୍କ ପାଇଁ କେବଳ ରିଡ୍ କରିବାର ପର୍ମିସନ୍ ଦିଆହୋଇଥିବାର ଆମେ ଦେଖିପାରୁଛେ | |
07:30 | ରିକର୍ସିଭ୍ ଭାବରେ ପର୍ମିସନ୍ ବଦଳାଇ ସମସ୍ତଙ୍କ ପାଇଁ ରିଡ୍ ଓ ଏକଜେକ୍ୟୁଟ୍ ଆକ୍ସେସ୍ ଓ directory1 ନାମକ ଡାଇରେକ୍ଟୋରୀର ଓନର୍ ପାଇଁ ରାଇଟ୍ ଆକ୍ସେସ୍ ଦେବାକୁ ଏହି କମାଣ୍ଡ୍ ଟାଇପ କରନ୍ତୁ |
07:44 | $ chmod ସ୍ପେସ୍ ମାଇନସ୍ କ୍ୟାପିଟାଲ୍ R ସ୍ପେସ୍ 755 ସ୍ପେସ୍ directory1 ଟାଇପ୍ କରି ଏଣ୍ଟର୍ ଦାବନ୍ତୁ | |
08:00 | ଏବେ, $ ls ସ୍ପେସ୍ –l ଟାଇପ୍ କରି ପରିବର୍ତ୍ତନଗୁଡିକ ଦେଖିବାକୁ ଏଣ୍ଟର୍ ଦାବନ୍ତୁ | |
08:09 | example2 ଫାଇଲ୍ ଉପରେ ୟୁଜର୍ ଙ୍କୁ ଏକଜେକ୍ୟୁଟ୍ ପର୍ମିସନ୍ ଦେବାକୁ $ chmod ସ୍ପେସ୍ u+x ସ୍ପେସ୍ example2 ଟାଇପ୍ କରି ଏଣ୍ଟର୍ ଦାବନ୍ତୁ | |
08:27 | ବର୍ତ୍ତମାନ $ ls ସ୍ପେସ୍ -l ସ୍ପେସ୍ example2 ଟାଇପ୍ କରି ଏଣ୍ଟର୍ ଦାବନ୍ତୁ | |
08:40 | example2 ଉପରେ ୟୁଜର୍ ଙ୍କୁ ଏକଜେକ୍ୟୁଟ୍ ପର୍ମିସନ୍ ଦିଆହୋଇଥିବାର ଆମେ ଦେଖିପାରୁଛେ | |
08:50 | ଗ୍ରୁପ୍ କୁ example3 ଫାଇଲ୍ ପାଇଁ ରାଇଟ୍ ପର୍ମିସନ୍ ଆଡ୍ କରିବାକୁ $ chmod ସ୍ପେସ୍ g+w ସ୍ପେସ୍ example3 କମାଣ୍ଡ୍ ଟାଇପ୍ କରି ଏଣ୍ଟର୍ ଦାବନ୍ତୁ | |
09:10 | ଏବଂ ଏବେ $ ls ସ୍ପେସ୍ -l ସ୍ପେସ୍ example3 ଟାଇପ୍ କରି ଏଣ୍ଟର୍ ଦାବନ୍ତୁ |
09:23 | ଗ୍ରୁପ୍ ସହିତ ରାଇଟ୍ ପର୍ମିସନ୍ ଯୋଗ ହୋଇଥିବାର ଆମେ ଦେଖିପାରୁଛେ | |
09:30 | ସବୁଗୁଡ଼ିକ ପାଇଁ ରାଇଟ୍ ପର୍ମିସନ୍ ରିମୁଭ୍ କରିବାକୁ $ chmod ସ୍ପେସ୍ a-w ସ୍ପେସ୍ example3 କମାଣ୍ଡ୍ ଟାଇପ୍ କରି ଏଣ୍ଟର୍ ଦାବନ୍ତୁ | |
09:45 | ବର୍ତ୍ତମାନ $ ls ସ୍ପେସ୍ -l ସ୍ପେସ୍ example3 ଟାଇପ୍ କରି ଏଣ୍ଟର୍ ଦାବନ୍ତୁ |
09:55 | ସବୁଗୁଡିକ ପାଇଁ ରାଇଟ୍ ପର୍ମିସନ୍ ରିମୁଭ୍ ହୋଇଯାଇଥିବାର ଆମେ ଦେଖିପାରୁଛେ | |
10:02 | ଗୋଟିଏ କିମ୍ୱା ଏକାଧିକ ଫାଇଲ୍ ର ଗ୍ରୁପ୍ ବଦଳାଇ ନୂଆ ଗ୍ରୁପ୍ କରିବାକୁ chgrp କମାଣ୍ଡ୍ ବ୍ୟବହୃତ ହୁଏ | |
10:10 | ନୂତନ ଗ୍ରୁପ୍ ଟି /etc/group ରେ ଥିବା ଏକ ଗ୍ରୁପ୍ ID ସଂଖ୍ୟା ବା ଏକ ଗ୍ରୁପ୍ ନାମ ହୋଇପାରେ | |
10:20 | ଫାଇଲ୍ ର ଓନର୍ କିମ୍ୱା ବିଶେଷାଧିକାର ପ୍ରାପ୍ତ ୟୁଜର୍ ହିଁ ଗ୍ରୁପ୍ ବଦଳାଇ ପାରନ୍ତି | |
10:26 | chgrp କମାଣ୍ଡ୍ ପାଇଁ ସିଣ୍ଟାକ୍ସ୍ ହେଉଛି chgrp ସ୍ପେସ୍ [options] ସ୍ପେସ୍ newgroup ସ୍ପେସ୍ files. |
10:36 | ଟର୍ମିନାଲ୍ କୁ ଯିବା | ଏବେ chgrp କମାଣ୍ଡ୍ ର କିଛି ଉଦାହରଣ ଦେଖିବା | $ ls ସ୍ପେସ୍ -l ସ୍ପେସ୍ example4 କମାଣ୍ଡ୍ ଟାଇପ୍ କରି ଏଣ୍ଟର୍ ଦାବନ୍ତୁ | |
10:57 | ଏଠାରେ ଗ୍ରୁପ୍ ପର୍ମିସନ୍ ଟି shahid ଙ୍କ ପାଇଁ ଥିବାର ଆମେ ଦେଖିପାରୁଛେ | |
11:03 | ଗ୍ରୁପ୍ ପର୍ମିସନ୍ ବଦଳାଇବାକୁ $ sudo ସ୍ପେସ୍ chgrp ସ୍ପେସ୍ rohit ସ୍ପେସ୍ example4 କମାଣ୍ଡ୍ ଟାଇପ୍ କରି |
11:20 | ଏଣ୍ଟର୍ ଦାବନ୍ତୁଆବଶ୍ୟକ ହେଲେ ସୁଡୋ ପାଶୱର୍ଡ ଏଣ୍ଟର୍ କରନ୍ତୁ | |
11:27 | ଏବେ $ ls ସ୍ପେସ୍ -l ସ୍ପେସ୍ example4 ଟାଇପ୍ କରି ଏଣ୍ଟର୍ ଦାବନ୍ତୁ | |
11:38 | ଗ୍ରୁପ୍ ଟି shahid ରୁ rohitକୁ ବଦଳି ଯାଇଥିବାର ଆମେ ଦେଖିପାରୁଛେ | |
11:46 | ଆଇନୋଡ୍ ହେଉଛି ଡିଭାଇସ୍ କୁ ଆସାଇନ୍ କରାଯାଇଥିବା ଏକ ସ୍ୱତନ୍ତ୍ର ସଂଖ୍ୟା | |
11:51 | ଏକ ନିୟମିତ ଫାଇଲ୍ ବା ଡାଇରେକ୍ଟୋରୀ ବିଷୟରେ ମୌଳିକ ସୂଚନା ଆଇନୋଡ୍ ଷ୍ଟୋର୍ କରିଥାଏ | |
11:57 | ଆଇନୋଡ୍ ସହିତ ସବୁ ଫାଇଲ୍ ଗୁଡିକ ହାର୍ଡ୍ ଲିଙ୍କ୍ ହୋଇଥାଏ | |
12:00 | ଏକ ପ୍ରୋଗ୍ରାମ୍ ନାମ ଦ୍ୱାରା ଏକ ଫାଇଲ୍ କୁ ରେଫର୍ କରିବାବେଳେ, ତତ୍ ସମ୍ବନ୍ଧିତ ଆଇନୋଡ୍ ଖୋଜିବା ପାଇଁ ସିଷ୍ଟମ୍ ଟି ବାସ୍ତବରେ ଫାଇଲ୍ ନାମ ବ୍ୟବହାର କରେ | |
12:12 | ଏକ ଫାଇଲ୍ ର ଆଇନୋଡ୍ ସଂଖ୍ୟା ଦେଖିବାକୁ ls ସ୍ପେସ୍ –i କମାଣ୍ଡ୍ ବ୍ୟବହାର କରିପାରିବା | |
12:19 | $ ls ସ୍ପେସ୍ -i ସ୍ପେସ୍ example5 କମାଣ୍ଡ୍ ଟାଇପ୍ କରି ଏଣ୍ଟର୍ ଦାବନ୍ତୁ |
12:29 | ଫାଇଲ୍ ପୂର୍ବରୁ ଲିଖିତ ସଂଖ୍ୟା ହେଉଛି ଫାଇଲ୍ ର ଆଇନୋଡ୍ ସଂଖ୍ୟା | |
12:35 | ଆଇନୋଡ୍ ଗୁଡିକ ଗୋଟିଏ ସମୟରେ ଏକ ନିର୍ଦ୍ଦିଷ୍ଟ ଡିରେକ୍ଟୋରୀ ସହିତ ଜଡିତ ଥାଆନ୍ତି | |
12:41 | ହାର୍ଡ୍ ଲିଙ୍କ୍ ଗୁଡିକ ଏକ ସିଙ୍ଗଲ୍ ଆଇନୋଡ୍ ସହିତ ଏକାଧିକ ଡାଇରେକ୍ଟୋରୀ ସହିତ ଜଡିତ ଥାଆନ୍ତି |ଲିଙ୍କ୍ ତିଆରି କରିବାର କମାଣ୍ଡ୍ ହେଉଛି ln |
12:52 | ହାର୍ଡ୍ ଲିଙ୍କ୍ ତିଆରି କରିବା ପାଇଁ ln କମାଣ୍ଡ୍ ର ସିଣ୍ଟାକ୍ସ୍ ହେଉଛି |
12:57 | ln ସ୍ପେସ୍ ସୋର୍ସ୍ ସ୍ପେସ୍ ଲିଙ୍କ୍ ଯେଉଁଠାରେ ସୋର୍ସ୍ ହେଉଛି ଏକ ବିଦ୍ୟମାନ ଫାଇଲ୍ ଓ ଲିଙ୍କ୍ ହେଉଛି ତିଆରି କରିବାକୁ ଥିବା ଫାଇଲ୍ | |
13:06 | ଏବେ ଆମେ ହାର୍ଡ୍ ଲିଙ୍କ୍ ର କିଛି ଉଦାହରଣ ଦେଖିବା |
13:10 | ମୁଁ ସ୍କ୍ରୀନ୍ ଟିକୁ ପୁଣି କ୍ଲିଅର୍ କରିଦେଉଛି | ଏବେ, $ ln ସ୍ପେସ୍ example1 ସ୍ପେସ୍ exampleln କମାଣ୍ଡ୍ ଟାଇପ୍ କରି ଏଣ୍ଟର୍ ଦାବନ୍ତୁ | |
13:25 | ଉଭୟ ଫାଇଲ୍ ର ଆଇନୋଡ୍ ସଂଖ୍ୟା ଦେଖାଇବାକୁ $ ls ସ୍ପେସ୍ -i ସ୍ପେସ୍ example1 ସ୍ପେସ୍ exampleln କମାଣ୍ଡ୍ ଟାଇପ୍ କରି ଏଣ୍ଟର୍ ଦାବନ୍ତୁ | |
13:41 | ଏଠାରେ ଉଭୟ ଫାଇଲ୍ ର ଆଇନୋଡ୍ ସଂଖ୍ୟା ସମାନ ବୋଲି ଆମେ ଦେଖିପାରୁଛେ, exampleln ହେଉଛି example1 ଫାଇଲ୍ ପାଇଁ ହାର୍ଡ୍ ଲିଙ୍କ୍ | |
13:54 | ସଫ୍ଟ୍ ଲିଙ୍କ୍ ସିମ୍ବୋଲିକ୍ ଲିଙ୍କ୍ ହେଉଛି ଏକ ସ୍ୱତନ୍ତ୍ର ପ୍ରକାରର ଫାଇଲ୍ ଯାହା ଅନ୍ୟ ଫାଇଲ୍ ବା ଡାଇରେକ୍ଟୋରୀ ପାଇଁ ଆବ୍ସୋଲ୍ୟୁଟ୍ ବା ରିଲେଟିଭ୍ ପାଥ୍ ରୂପରେ ଏକ ରେଫରେନ୍ସ୍ ରଖିଥାଏ | |
14:07 | ସଫ୍ଟ୍ ଲିଙ୍କ୍ ତିଆରି କରିବାକୁ ln କମାଣ୍ଡ୍ ର ସିଣ୍ଟାକ୍ସ ହେଉଛି |
14:12 | ln ସ୍ପେସ୍ -s ସ୍ପେସ୍ {ଟାର୍ଗେଟ୍-ଫାଇଲ୍ ନାମ} ସ୍ପେସ୍ {ସିମ୍ବୋଲିକ୍-ଫାଇଲ୍ ନାମ} |
14:19 | ଏବେ ସଫ୍ଟ୍ ଲିଙ୍କ୍ ର କିଛି ଉଦାହରଣ ଦେଖିବା |
14:25 | ସଫ୍ଟ୍ ଲିଙ୍କ୍ ତିଆରି କରିବାକୁ $ ln ସ୍ପେସ୍ -s ସ୍ପେସ୍ example1 ସ୍ପେସ୍ examplesoft କମାଣ୍ଡ୍ ଟାଇପ୍ କରି |
14:40 | ଏଣ୍ଟର୍ ଦାବନ୍ତୁ |
14:43 | ଏବେ ଉଭୟ ଫାଇଲ୍ ର ତାଲିକା ଓ ଆଇନୋଡ୍ ସଂଖ୍ୟା ପ୍ରଦର୍ଶିତ କରିବାକୁ $ ls ସ୍ପେସ୍ -li ସ୍ପେସ୍ example1 ସ୍ପେସ୍ examplesoft କମାଣ୍ଡ୍ ଟାଇପ୍ କରି |
15:01 | ଏଣ୍ଟର୍ ଦାବନ୍ତୁ |
15:03 | ଉଭୟ ଫାଇଲ୍ ର ଆଇନୋଡ୍ ସଂଖ୍ୟା ଭିନ୍ନ ଥିବାର ଆମେ ଦେଖିପାରୁଛେ ଓ examplesoft ହେଉଛି example1ର ଏକ ସଫ୍ଟ ଲିଙ୍କ୍ |
15:16 | ଏହି ଟ୍ୟୁଟୋରିଆଲ୍ ରେ ଆମେ ପର୍ମିସନ୍, ଓନର୍ ଶିପ୍ ଓ ଫାଇଲ୍ ର ଗ୍ରୁପ୍ ବଦଳାଇବା ଭଳି ଲିନକ୍ସ୍ ଫାଇଲ୍ସ ଆଟ୍ରିବ୍ୟୁଟ୍ସ ବିଷୟରେ ଶିଖିଲେ | |
15:26 | ଗୋଟିଏ ଫାଇଲ୍ ର ଆଇନୋଡ୍, ସଫ୍ଟ ଓ ହାର୍ଡ୍ ଲିଙ୍କ୍ ମଧ୍ୟ ଜାଣିଲେ | |
15:31 | ଏହା ଟ୍ୟୁଟୋରିଆଲ୍ ର ସମାପ୍ତିକୁ ଆଣେ | |
15:35 | ସ୍ପୋକେନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ୍, ଟକ୍ ଟୁ ଏ ଟିଚର୍ ପ୍ରୋଜେକ୍ଟର ଏକ ଅଂଶ, ଯାହା ଭାରତ ସରକାରଙ୍କ MHRDର ICT ମାଧ୍ୟମରେ ରାଷ୍ଟ୍ରୀୟ ସାକ୍ଷରତା ମିଶନ୍ ଦ୍ୱାରା ସମର୍ଥିତ | |
15:44 | ଏହି ବିଷୟରେ ଅଧିକ ବିବରଣୀ ନିମ୍ନ ଲିଙ୍କ୍ ରେ ଉପଲବ୍ଧ | |
15:50 | ଆଇଆଇଟି ମୁମ୍ୱଇ ତରଫରୁ ମୁଁ ପ୍ରଦୀପ ଚନ୍ଦ୍ର ମହାପାତ୍ର ଆପଣଙ୍କଠାରୁ ବିଦାୟ ନେଉଛି |ଆମ ସହିତ ଜଡ଼ିତ ହୋଇଥିବାରୁ ଧନ୍ୟବାଦ | |