LibreOffice-Suite-Draw/C2/Insert-text-in-drawings/Oriya
From Script | Spoken-Tutorial
Time | Narration |
00:01 | LibreOffice Draw ରେ ଡ୍ରଇଙ୍ଗ୍ସରେ ଟେକ୍ସଟ୍ ଇନ୍ସର୍ଟ କରିବା ଉପରେ ସ୍ପୋକନ୍ ଟ୍ୟୁଟୋରିଆଲ୍ କୁ ସ୍ୱାଗତ |
00:07 | ଏହି ଟ୍ୟୁଟୋରିଆଲ୍ରେ ଆମେ ଶିଖିବା : |
00:10 | ଡ୍ରଇଙ୍ଗ୍ ରେ ଟେକ୍ସଟ୍ ସହିତ କାମ କରିବା |
00:12 | ଡ୍ରଇଙ୍ଗ୍ରେ ଟେକ୍ସଟ୍ ଫର୍ମାଟ୍ କରିବା ଏବଂ |
00:15 | ଟେକ୍ସଟ୍ ବକ୍ସ ସହିତ କାମ କରିବା |
00:17 | ଆମେ ଆହୁରି ମଧ୍ୟ ଶିଖିବା : |
00:19 | indents, space ସେଟ୍ କରିବା ଏବଂ ଟେକ୍ସଟ୍ ଆଲାଇନ୍ କରିବା |
00:22 | Lines ଏବଂ Arrows ରେ ଟେକ୍ସଟ୍ ଯୋଗ କରିବା |
00:26 | Callouts ମଧ୍ୟରେ ଟେକ୍ସଟ୍ ରଖିବା |
00:29 | ଦୁଇଟି ଉପାୟରେ ଟେକ୍ସଟ୍ ଆଡ୍ ହୋଇପାରିବ : |
00:31 | lines ଏବଂ arrows ସମେତ |
00:35 | ସିଧାସଳଖ ତିଆରି ହୋଇଥିବା ଅବଜେକ୍ଟ ଭିତରେ ରଖାଯାଇପାରିବ |
00:37 | ଏହାକୁ ସ୍ୱତନ୍ତ୍ର ଡ୍ର’ ଅବ୍ଜେକ୍ଟ ଭାବେ ଏକ ଟେକ୍ସଟ୍ ବକ୍ସ ଭିତରେ ରଖାଯାଇପାରିବ |
00:42 | ଆମେ ବ୍ୟବହାର କରୁଛୁ |
00:44 | ଉବୁଣ୍ଟୁ ଲିନକ୍ସ ଭର୍ସନ୍ 10.04 ଏବଂ ଲିବର୍ ଅଫିସ୍ ସୁଟ୍ ଭର୍ସନ୍ 3.3.4 |
00:52 | “Water Cycle” ଡ୍ର’ ଫାଇଲ୍ ଖୋଲନ୍ତୁ ଏବଂ ସେଥିରେ କିଛି ଟେକ୍ସଟ୍ ଯୋଗ କରନ୍ତୁ |
00:57 | ସୂର୍ଯ୍ୟ ପାଖରେ ଥିବା ଦୁଇଟି ଧଳା ବାଦଲରେ, “Cloud Formation” ଟେକ୍ସଟ୍ ଯୋଗ କରିବା |
01:04 | ଧଳା ବାଦଲ ଗ୍ରୁପ୍ ସିଲେକ୍ଟ କରନ୍ତୁ |
01:06 | ଗ୍ରୁପ୍ ଭିତରେ ପଶିବା ପାଇଁ, ଏହା ଉପରେ ଡବଲ୍ କ୍ଲିକ୍ କରନ୍ତୁ |
01:10 | ଉପର ବାଦଲ ସିଲେକ୍ଟ କରନ୍ତୁ |
01:13 | ଡ୍ରଇଙ୍ଗ୍ ଟୁଲବାର୍ ରୁ Text ଟୁଲ୍ ସିଲେକ୍ଟ କରନ୍ତୁ |
01:17 | କର୍ସର୍ ଏକ ଛୋଟ vertical blinking line ରେ ପରିବର୍ତ୍ତନ ହୋଇଥିବାର ଦେଖିପାରୁଛନ୍ତି କି? |
01:23 | ଏହା ହେଉଛି ଟେକ୍ସଟ୍ କର୍ସର୍ |
01:25 | “Cloud Formation” ଟେକ୍ସଟ୍ ଟାଇପ୍ କରନ୍ତୁ |
01:29 | ଏବେ ପେଜ୍ର ଯେକୌଣସି ସ୍ଥାନରେ କ୍ଲିକ୍ କରନ୍ତୁ |
01:33 | ଅନ୍ୟ ଧଳା ବାଦଲରେ ମଧ୍ୟ ସମାନ ଟେକ୍ସଟ୍ ଏଣ୍ଟର୍ କରନ୍ତୁ |
01:37 | ଗ୍ରୁପ୍ରୁ ବାହାରିବା ପାଇଁ, ପେଜ୍ର ଯେକୌଣସି ସ୍ଥାନରେ ଡବଲ୍ କ୍ଲିକ୍ କରନ୍ତୁ |
01:42 | ଏବେ ସମାନ ଢଙ୍ଗରେ ସୂର୍ଯ୍ୟଙ୍କ ନାମ ଦିଅନ୍ତୁ |
01:45 | ଅବ୍ଜେକ୍ଟ ଭିତରେ ଟେକ୍ସଟ୍ ଏଣ୍ଟର୍ କରିବା, ଏହାଠାରୁ ସହଜ ହୋଇପାରିବ ନାହିଁ ! |
01:50 | ଏହାପରେ gray ବାଦଲ ଗ୍ରୁପ୍କୁ ସିଲେକ୍ଟ କରନ୍ତୁ |
01:53 | ପୂର୍ବ ଭଳି, ଗ୍ରୁପ୍ରେ ପଶିବା ପାଇଁ ଏହା ଉପରେ ଡବଲ୍ କ୍ଲିକ୍ କରନ୍ତୁ |
01:57 | ପ୍ରତ୍ୟେକ ବାଦଲରେ “Rain Cloud” ଟାଇପ୍ କରନ୍ତୁ |
02:02 | gray ବାଦଲ ଭିତରେ ଥିବା ଟେକ୍ସଟ୍ କଳା ରଙ୍ଗର ହୋଇଥିବାରୁ ଦୃଶ୍ୟମାନ ହେଉନାହିଁ |
02:07 | ତେଣୁ ଟେକ୍ସଟ୍ ର କଲର୍ ବଦଳାଇ ଧଳା କରନ୍ତୁ |
02:11 | ଟେକ୍ସଟ୍ ସିଲେକ୍ଟ କରନ୍ତୁ ଏବଂ context menu ପାଇଁ ରାଇଟ୍ କ୍ଲିକ୍ କରି “Character” ସିଲେକ୍ଟ କରନ୍ତୁ |
02:17 | “Character” ଡାୟଲଗ୍ ବକ୍ସ ପ୍ରଦର୍ଶିତ ହେବ |
02:20 | “Font Effects” ଟ୍ୟାବ୍ କ୍ଲିକ୍ କରନ୍ତୁ |
02:23 | “Font color” field ରେ ତଳକୁ scroll କରି “White” ସିଲେକ୍ଟ କରନ୍ତୁ |
02:28 | OK କ୍ଲିକ୍ କରନ୍ତୁ |
02:30 | font color ଧଳା ହୋଇଯିବ |
02:33 | ସମାନ ଢଙ୍ଗରେ, ଆସନ୍ତୁ ଦ୍ୱିତୀୟ ବାଦଲର ଟେକ୍ସଟ୍ କଲର୍ ପରିବର୍ତ୍ତନ କରିବା |
02:38 | ଟେକ୍ସଟ୍ ସିଲେକ୍ଟ କରନ୍ତୁ ଏବଂ ରାଇଟ୍ କ୍ଲିକ୍ କରି “Character” ସିଲେକ୍ଟ କରନ୍ତୁ |
02:43 | “Font color” ରେ “White” ବାଛନ୍ତୁ |
02:46 | ଗ୍ରୁପ୍ରୁ ବାହାରିବା ପାଇଁ, ପେଜ୍ର ଯେକୌଣସି ସ୍ଥାନରେ ଡବଲ୍ କ୍ଲିକ୍ କରନ୍ତୁ |
02:50 | ସମାନ ଭାବେ, ତ୍ରିଭୂଜରେ “Clouds” ଟାଇପ୍ କରନ୍ତୁ, ଯାହା ପାହାଡ଼କୁ ଚିତ୍ରଣ କରେ |
02:58 | Character ପାଇଁ ଟେକ୍ସଟ୍ ଫର୍ମାଟ୍ କରିପାରିବେ,ତାହା font styles ପରିବର୍ତ୍ତନ କରି font କୁ special effects ଦେବ |
03:05 | Paragraph ପାଇଁ ମଧ୍ୟ ଟେକ୍ସଟ୍ ଫର୍ମାଟ୍ କରିପାରିବେ, ଯେପରି ଟେକ୍ସଟ୍ ଆଲାଇନ୍, indents କିମ୍ବା spacing ସେଟ୍ ଏବଂ tab positions ସେଟ୍ କରିବା |
03:13 | ନହେଲେ ଏହି ଡାୟଲଗ୍ ବକ୍ସଗୁଡ଼ିକୁ ପାଇପାରିବେ- |
03:16 | Context menu ରୁ କିମ୍ବା |
03:18 | Main menu ରୁ |
03:21 | Main menu ରୁ Character ଡାୟଲଗ୍ ବକ୍ସ ଆକ୍ସେସ୍ କରିବା ପାଇଁ Format କ୍ଲିକ୍ କରି Character ସିଲେକ୍ଟ କରନ୍ତୁ |
03:28 | Main menu ରୁ Paragraph ଡାୟଲଗ୍ ବକ୍ସ ଆକ୍ସେସ୍ କରିବା ପାଇଁ Format କ୍ଲିକ୍ କରି Paragraph ସିଲେକ୍ଟ କରନ୍ତୁ |
03:36 | ଆୟତକ୍ଷେତ୍ର ଭିତରେ, କେଉଁଠି ଭୂତଳ ଜଳ ଜମି ରହିଛି, ଦେଖାଇବା ପାଇଁ ଏକ ମୋଟା କଳା ଲାଇନ୍ ଟାଣନ୍ତୁ |
03:43 | Drawing ଟୁଲ୍ ବାର୍ରୁ “Line” ସିଲେକ୍ଟ କରନ୍ତୁ |
03:46 | ପେଜ୍କୁ କର୍ସର୍ ଆଣନ୍ତୁ, ମାଉସ୍ର ବାମ ବଟନ୍ ଦାବି ବାମରୁ ଡାହଣକୁ ଡ୍ରାଗ୍ କରନ୍ତୁ |
03:54 | ଏକ horizontal line ଟାଣନ୍ତୁ, ଯାହା ଆୟତକ୍ଷେତ୍ରକୁ ସମାନ ଦୁଇ ଭାଗରେ ବିଭକ୍ତ କରିବ |
04:01 | ଭୂମି, ଦୁଇ ଭାଗରେ ବିଭକ୍ତ ହୋଇଗଲା ! |
04:04 | ଏବେ ଲାଇନ୍ କୁ ଓସାରିଆ କରନ୍ତୁ |
04:07 | Line ସିଲେକ୍ଟ କରି context menu ପାଇଁ ରାଇଟ୍ କ୍ଲିକ୍ କରନ୍ତୁ |
04:11 | “Line” କ୍ଲିକ୍ କରନ୍ତୁ, “Line” ଡାୟଲଗ୍ ବକ୍ସ ପ୍ରଦର୍ଶିତ ହେବ |
04:16 | “Style” ଫିଲ୍ଡରେ drop down box କ୍ଲିକ୍ କରନ୍ତୁ |
04:20 | “Ultrafine 2 Dots 3 Dashes” ସିଲେକ୍ଟ କରନ୍ତୁ |
04:24 | Width fieldରେ ଭାଲ୍ୟୁ ପଏଣ୍ଟ 70 ଏଣ୍ଟର୍ କରନ୍ତୁ |
04:29 | OK କ୍ଲିକ୍ କରନ୍ତୁ |
04:31 | ଲାଇନ୍ଟି ଓସାରିଆ ହୋଇଗଲା ! |
04:34 | ଆୟତକ୍ଷେତ୍ର ଭିତରେ “Ground water table” ଇନ୍ସର୍ଟ କରନ୍ତୁ |
04:39 | ପ୍ରଥମେ ଟେକ୍ସଟ୍ ଟୁଲ୍ ସିଲେକ୍ଟ କରନ୍ତୁ |
04:42 | ଡ୍ରଇଙ୍ଗ୍ ଟୁଲ୍ ବାର୍ ଉପରେ ଏହା ହେଉଛି capital “T” ଅପ୍ସନ୍ |
04:46 | ଡ୍ର’ ପେଜ୍କୁ ଆସନ୍ତୁ |
04:49 | ଏବେ କର୍ସର୍ ତଳେ ଏକ ଛୋଟ କ୍ୟାପିଟାଲ୍ I ସହିତ ତାହା ଏକ Plus signରେ ପରିବର୍ତ୍ତିତ ହୋଇଗଲା |
04:55 | ଆୟତକ୍ଷେତ୍ର ଭିତରେ କ୍ଲିକ୍ କରନ୍ତୁ |
04:57 | ଦେଖନ୍ତୁ, ଏକ ଟେକ୍ସଟ୍ ବକ୍ସ ପ୍ରଦର୍ଶିତ ହୁଏ |
05:01 | ଏଠାରେ “Ground water table” ଟାଇପ୍ କରନ୍ତୁ |
05:05 | ଟେକ୍ସଟ୍-ବକ୍ସ ର ସେଣ୍ଟର୍ରେ ଟେକ୍ସଟ୍ ଆଲାଇନ୍ କରିବା ପାଇଁ, ଟେକ୍ସଟ୍- ବକ୍ସ ଭିତରେ କର୍ସର୍ ରଖନ୍ତୁ |
05:12 | ଉପରେ ଥିବା Standard ଟୁଲ୍ବାର୍ରେ “Centered” ଆଇକନ୍ ଉପରେ କ୍ଲିକ୍ କରନ୍ତୁ |
05:19 | ସମାନ ଭାବେ, ତ୍ରିଭୂଜ ଭିତରେ |
05:22 | “Rain water flows from land into rivers and sea” ଟେକ୍ସଟ୍ ଆଡ୍ କରନ୍ତୁ |
05:30 | ଟ୍ୟୁଟୋରିଆଲ୍କୁ ବିରତି ଦେଇ ଏହି ଆସାଇନମେଣ୍ଟ କରନ୍ତୁ |
05:33 | ଏକ ବର୍ଗକ୍ଷେତ୍ର ଆଙ୍କନ୍ତୁ |
05:35 | ଟେକ୍ସଟ୍ This is a square |
05:38 | A square has four equal sides and four equal angles. Each angle in a square is ninety degrees |
05:46 | The square is a quadrilateral ଇନ୍ସର୍ଟ କରନ୍ତୁ |
05:50 | ଟେକ୍ସଟ୍ ଡାୟଲଗ୍ ବକ୍ସ ଭିତରେ ଥିବା ଅପ୍ସନ୍ ବ୍ୟବହାର କରି, ଏହି ଟେକ୍ସଟ୍ କୁ ଫର୍ମାଟ୍ କରନ୍ତୁ |
05:54 | ଟେକ୍ସଟ୍ ରେ font, size, style ଏବଂ alignment ଅପ୍ସନ୍ସ ଲାଗୁ କରନ୍ତୁ |
06:00 | ଏବେ ଡାଇଗ୍ରାମ୍ ଭିତରେ ଆରୋଗୁଡ଼ିକୁ ଆରେଞ୍ଜ କରନ୍ତୁ |
06:03 | ଏହି ଆରୋଗୁଡ଼ିକ ଭୂମି, ଉଦ୍ଭିଦ ଏବଂ ଜଳାଶୟରୁ ବାଦଲ ଆଡ଼କୁ ଜଳର ବାଷ୍ପିକରଣ ହେଉଥିବା ଦେଖାଇବ |
06:12 | ପୂରା ବାମ ପାର୍ଶ୍ୱରେ ଥିବା ଆରୋକୁ ସିଲେକ୍ଟ କରନ୍ତୁ |
06:14 | କ୍ଲିକ୍ କରି ପାହାଡ଼ ଆଡ଼କୁ ଡ୍ରାଗ୍ କରନ୍ତୁ |
06:18 | ମଝି ଆରୋକୁ ସିଲେକ୍ଟ କରନ୍ତୁ |
06:21 | କ୍ଲିକ୍ କରି ଗଛ ଆଡ଼କୁ ଡ୍ରାଗ୍ କରନ୍ତୁ |
06:25 | ତୃତୀୟ ଆରୋ, ପାଣିରୁ ବାଦଲ ଆଡ଼କୁ ଜଳର ବାଷ୍ପିକରଣ ଦେଖାଏ |
06:31 | ପାହାଡ଼ରୁ ପାଣି ଗଡ଼ୁଥିବା ଦେଖାଇବାକୁ ଏକ ରେଖା ଆଙ୍କିବା ପାଇଁ Curve ଅପ୍ସନ୍ ବ୍ୟବହାର କରନ୍ତୁ |
06:37 | ଡ୍ରଇଙ୍ଗ୍ ଟୁଲ୍ ବାର୍ ରୁ “Curve” କ୍ଲିକ୍ କରି “Freeform Line” ସିଲେକ୍ଟ କରନ୍ତୁ |
06:43 | ଡ୍ର’ ପେଜ୍ ରେ, ପାହାଡ଼ ପାଖରେ କର୍ସର୍ ରଖନ୍ତୁ |
06:47 | ମାଉସ୍ର ବାମ ବଟନ୍ ଦାବି ତଳକୁ ଡ୍ରାଗ୍ କରନ୍ତୁ |
06:51 | ଏକ curved line ଆଙ୍କିହୋଇଗଲା ! |
06:53 | ଏବେ ପ୍ରତ୍ୟେକ ଆରୋର ବିବରଣ ଯୋଡ଼ିବା |
06:58 | ଡାହାଣରୁ ପ୍ରଥମ ଆରୋ ସିଲେକ୍ଟ କରି “Evaporation from rivers and seas” ଟାଇପ୍ କରନ୍ତୁ |
07:06 | ପେଜ୍ର ଯେକୌଣସି ସ୍ଥାନରେ କ୍ଲିକ୍ କରନ୍ତୁ |
07:08 | Line ଉପରେ ଟେକ୍ସଟ୍ ଦେଖାଯିବ |
07:12 | ଧ୍ୟାନଦିଅନ୍ତୁ ଯେ, ଠିକ୍ ଲାଇନ୍ ଉପରେ ଟେକ୍ସଟ୍ ରହିଥିବାରୁ ଏହା ସ୍ପଷ୍ଟ ଦେଖାଯାଉନି |
07:18 | ଲାଇନ୍ ଉପରକୁ ଟେକ୍ସଟ୍ ନେବା ପାଇଁ, ଲାଇନ୍ ଉପରେ କ୍ଲିକ୍ କରନ୍ତୁ |
07:22 | ଟେକ୍ସଟ୍, horizontally ରହିଛି |
07:25 | ଟେକ୍ସଟ୍ ର ଶେଷ ଭାଗରେ କର୍ସର୍ ରଖି “Enter” କୀ ଦାବନ୍ତୁ |
07:30 | ପେଜ୍ରେ କ୍ଲିକ୍ କରନ୍ତୁ |
07:32 | ଟେକ୍ସଟ୍ ଆଲାଇନ୍ ହୋଇଯିବ |
07:35 | context menu ରୁ ଅପ୍ସନ୍ ବ୍ୟବହାର କରି, ଲାଇନ୍ ଏବଂ ଆରୋ ଉପରେ ଟାଇପ୍ କରାଯାଇଥିବା ଟେକ୍ସଟ୍ ମଧ୍ୟ ଫର୍ମାଟ୍ କରାଯାଇପାରିବ |
07:41 | context menu ବ୍ୟବହାର କରି font size ଫର୍ମାଟ୍ କରନ୍ତୁ |
07:45 | ଟେକ୍ସଟ୍ ଉପରେ କ୍ଲିକ୍ କରନ୍ତୁ |
07:47 | “Evaporation from rivers and seas” |
07:50 | ଏବେ ଟେକ୍ସଟ୍, horizontal ଅଟେ |
07:53 | ଟେକ୍ସଟ୍ ସିଲେକ୍ଟ କରି, context menu ପାଇଁ ରାଇଟ୍ କ୍ଲିକ୍ କରନ୍ତୁ |
07:58 | Size ସିଲେକ୍ଟ କରି 22 କ୍ଲିକ୍ କରନ୍ତୁ |
08:02 | font ସାଇଜ୍ ପରିବର୍ତ୍ତନ ହୋଇଗଲା |
08:05 | ଏବେ ଅନ୍ୟ ସମସ୍ତ ଆରୋ ପାଇଁ ନିମ୍ନ ଟେକ୍ସଟ୍ ଟାଇପ୍ କରନ୍ତୁ |
08:09 | Evaporation from soil |
08:12 | Evaporation from vegetation |
08:17 | Run off water from the clouds |
08:22 | Grey ବାଦଲ ରୁ ବର୍ଷା ପଡ଼ୁଥିବା ଦେଖାନ୍ତୁ |
08:26 | ବର୍ଷା ଦେଖାଇବା ପାଇଁ ଆମେ dotted arrows ଆଙ୍କିବା, ଯାହା ବାଦଲରୁ ତଳ ଆଡ଼କୁ ସୂଚାଉଥିବ |
08:32 | ଡ୍ରଇଙ୍ଗ୍ ଟୁଲ୍ ବାର୍ ରୁ “Line Ends with Arrow” ସିଲେକ୍ଟ କରନ୍ତୁ |
08:37 | ଏହାପରେ ବାମରୁ ପ୍ରଥମ grey ବାଦଲ ଉପରେ କର୍ସର୍ ରଖନ୍ତୁ |
08:42 | ମାଉସ୍ର ବାମ ବଟନ୍ ଦାବି ତଳକୁ ଡ୍ରାଗ୍ କରନ୍ତୁ |
08:46 | Context menu ପାଇଁ ରାଇଟ୍ କ୍ଲିକ୍ କରି “Line” କ୍ଲିକ୍ କରନ୍ତୁ |
08:50 | Line ଡାୟଲଗ୍ ବକ୍ସ ଦେଖାଯିବ |
08:53 | “Line” ଡ୍ରପ୍-ଡାଉନ୍ ତାଲିକା ଉପରେ କ୍ଲିକ୍ କରନ୍ତୁ |
08:56 | ଏବଂ 2 dots 1 dash' ସିଲେକ୍ଟ କରନ୍ତୁ |
08:58 | OK କ୍ଲିକ୍ କରନ୍ତୁ |
09:00 | ଆମେ ଏକ dotted arrow ଆଙ୍କିଦେଲେ |
09:02 | ଏହି ବାଦଲ ପାଇଁ ଆଉ ଦୁଇଟି ଆରୋ, କପି ଏବଂ ପେଷ୍ଟ କରିବା |
09:06 | ଏବେ, ଅନ୍ୟ ବାଦଲ ପାଇଁ ଦୁଇଟି ଆରୋ କପି ଏବଂ ପେଷ୍ଟ କରନ୍ତୁ |
09:12 | ଏବେ dotted arrows ରେ “Rain” ଟାଇପ୍ କରନ୍ତୁ |
09:21 | Water ଅବ୍ଜେକ୍ଟ ଠିକ୍ ଉପରକୁ, ଏକ ଟେକ୍ସଟ୍ ବକ୍ସରେ “Evaporation to form the Clouds” ଟାଇପ୍ କରନ୍ତୁ |
09:28 | 'Drawing ଟୁଲ୍ ବାର୍ ର ଟେକ୍ସଟ୍ ଟୁଲ୍ ସିଲେକ୍ଟ କରି ଏକ ଟେକ୍ସଟ୍ ବକ୍ସ ଡ୍ର’ କରନ୍ତୁ |
09:35 | ଏହା ଭିତରେ “Evaporation to form the Clouds” ଟାଇପ୍ କରନ୍ତୁ |
09:41 | Drawing ଟୁଲ୍ ବାର୍ ରୁ "ଟେକ୍ସଟ୍ ଟୁଲ୍" ସିଲେକ୍ଟ କରନ୍ତୁ |
09:44 | ଏବଂ grey ବାଦଲ ପାଖରେ ଏକ ଟେକ୍ସଟ୍ ବକ୍ସ ଡ୍ର’ କରନ୍ତୁ |
09:48 | ଏହା ଭିତରେ “Condensation to form rain” ଟାଇପ୍ କରନ୍ତୁ |
09:53 | ପ୍ରଥମେ ଟେକ୍ସଟ୍ ବକ୍ସ border ଉପରେ କ୍ଲିକ୍ କରି, ଟେକ୍ସଟ୍ ବକ୍ସ ଘୁଞ୍ଚାନ୍ତୁ |
09:57 | ଏବେ ଡ୍ରାଗ୍ କରି ଏହାକୁ ବାଞ୍ଛିତ ସ୍ଥାନରେ ରଖନ୍ତୁ |
10:02 | ପୂର୍ବ ସୋପାନ ଅନୁସରଣ କରି “WaterCycle Diagram” ଶୀର୍ଷକ ଦିଅନ୍ତୁ |
10:07 | ଟେକ୍ସଟ୍ ବକ୍ସ ବ୍ୟବହାର କରି, ଟେକ୍ସଟ୍ କୁ Bold କରନ୍ତୁ |
10:16 | ଆମେ Water Cycle diagram ଆଙ୍କିବା ସମ୍ପୂର୍ଣ୍ଣ କରିଛେ ! |
10:20 | ଏବେ, Callouts ବିଷୟରେ ଶିଖିବା |
10:22 | Callouts କ’ଣ ? |
10:24 | ସେଗୁଡ଼ିକ ହେଉଛି ସ୍ୱତନ୍ତ୍ର ଟେକ୍ସଟ୍ ବକ୍ସମାନ, ଯାହା ଡ୍ର’ ପେଜ୍ ଭିତରେ |
10:29 | ଏକ ଅବଜେକ୍ଟ କିମ୍ବା ଏକ ସ୍ଥାନକୁ ଆପଣଙ୍କ ଦୃଷ୍ଟି ଆକର୍ଷଣ କରେ |
10:33 | ଉଦାହରଣସ୍ୱରୂପ, ଅଧିକାଂଶ comic books ରେ |
10:36 | Callouts ଭିତରେ ଟେକ୍ସଟ୍ ଥାଏ |
10:39 | ଡ୍ର’ ଫାଇଲ୍ରେ ଏକ ନୂଆ ପେଜ୍ ଯୋଡ଼ନ୍ତୁ |
10:42 | Main ମେନୁରୁ Insert ସିଲେକ୍ଟ କରି Slide କ୍ଲିକ୍ କରନ୍ତୁ |
10:47 | ଏକ ନୂଆ ପେଜ୍ ଇନ୍ସର୍ଟ ହୋଇଗଲା |
10:50 | ଏକ Callout ଆଙ୍କିବା ପାଇଁ, Drawing ଟୁଲ ବାର୍ କୁ ଆସନ୍ତୁ |
10:54 | Callout ଆଇକନ୍ ପାଖରେ ଥିବା ଛୋଟ କଳା ତ୍ରିଭୁଜ ଉପରେ କ୍ଲିକ୍ କରନ୍ତୁ |
10:59 | ବିଭିନ୍ନ ପ୍ରକାରର Callouts ପ୍ରଦର୍ଶିତ ହେଲା |
11:01 | Rectangular Callout ଉପରେ କ୍ଲିକ୍ କରନ୍ତୁ |
11:04 | ପେଜ୍କୁ କର୍ସର୍ ଆଣନ୍ତୁ, ମାଉସ୍ର ବାମ ବଟନ୍ ଦାବି ଡ୍ରାଗ୍ କରନ୍ତୁ |
11:10 | ଏକ Callout ତିଆରି ହୋଇଗଲା |
11:12 | ଅନ୍ୟ ଅବଜେକ୍ଟରେ ଯେପରି କରିଥିଲେ, ଆପଣ ସେହିଭଳି Callout ଭିତରେ ଟେକ୍ସଟ୍ ଏଣ୍ଟର୍ କରିପାରିବେ |
11:18 | ଡବଲ୍ କ୍ଲିକ୍ କରି Callout ଭିତରେ “This is an example” ଟେକ୍ସଟ୍ ଟାଇପ୍ କରନ୍ତୁ |
11:25 | ଲିବର୍ ଅଫିସ୍ ଡ୍ର’ ଉପରେ ଏହା ଟ୍ୟୁଟୋରିଆଲ୍ର ସମାପ୍ତିକୁ ଆଣେ |
11:30 | ଏହି ଟ୍ୟୁଟୋରିଆଲ୍ରେ ଆପଣ ଶିଖିଲେ : |
11:33 | ଡ୍ରଇଙ୍ଗ୍ ରେ ଟେକ୍ସଟ୍ ସହ କାମ କରିବା |
11:35 | ଡ୍ରଇଙ୍ଗ୍ ରେ ଟେକ୍ସଟ୍ ଫର୍ମାଟ୍ କରିବା |
11:38 | ଟେକ୍ସଟ୍ ବକ୍ସ ସହିତ କାମ କରିବା |
11:40 | Indenting, spacing ଏବଂ ଟେକ୍ସଟ୍ align କରିବା |
11:44 | Lines ଏବଂ Arrows ରେ ଟେକ୍ସଟ୍ ଆଡ୍ କରିବା |
11:46 | Callouts ଭିତରେ ଟେକ୍ସଟ୍ ରଖିବା |
11:50 | ଏକ ଆସାଇନମେଣ୍ଟ ଭାବେ - |
11:53 | ସ୍ଲାଇଡ୍ ରେ ପ୍ରଦର୍ଶିତ ପରି ଏକ note book label ଏବଂ ଏକ invitation ତିଆରି କରନ୍ତୁ |
12:00 | ନିମ୍ନ ଲିଙ୍କ୍ରେ ଉପଲବ୍ଧ ଭିଡିଓକୁ ଦେଖନ୍ତୁ |
12:03 | ଏହା ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟକୁ ସାରାଂଶିତ କରେ |
12:06 | ଯଦି ଆପଣଙ୍କର ଭଲ ବ୍ୟାଣ୍ଡୱିଡଥ୍ ନାହିଁ, ଏହାକୁ ଡାଉନଲୋଡ୍ କରି ଦେଖିପାରିବେ |
12:11 | ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ ଟିମ୍: |
12:13 | ସ୍ପୋକନ ଟ୍ୟୁଟୋରିଆଲ୍ସ ବ୍ୟବହାର କରି କର୍ମଶାଳାମାନ ଚଲାନ୍ତି |
12:17 | ଅନ୍ଲାଇନ୍ ଟେଷ୍ଟ ପାସ୍ କରୁଥିବା ବ୍ୟକ୍ତିଙ୍କୁ ପ୍ରମାଣପତ୍ର ଦିଅନ୍ତି |
12:20 | ଅଧିକ ବିବରଣୀ ପାଇଁ, ଦୟାକରି କଣ୍ଟାକ୍ଟ ଆଟ୍ ସ୍ପୋକନ୍ ହାଇଫେନ୍ ଟ୍ୟୁଟୋରିଆଲ୍ ଡଟ୍ ଓଆର୍ଜି (spoken-tutorial.org)କୁ ଲେଖନ୍ତୁ |
12:27 | ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ ଟକ୍ ଟୁ ଏ ଟିଚର୍ ପ୍ରୋଜେକ୍ଟର ଏକ ଅଂଶ |
12:31 | ଏହା ଭାରତ ସରକାରଙ୍କ MHRDର ICT ମାଧ୍ୟମରେ ରାଷ୍ଟ୍ରୀୟ ସାକ୍ଷରତା ମିଶନ୍ ଦ୍ୱାରା ସମର୍ଥିତ |
12:39 | ଏହି ମିଶନ୍ ଉପରେ ଅଧିକ ବିବରଣୀ ସ୍ପୋକନ୍ ହାଇଫେନ୍ ଟ୍ୟୁଟୋରିଆଲ ଡଟ୍ ଓଆର୍ଜି ସ୍ଲାସ୍ NMEICT ହାଇଫେନ୍ ଇଣ୍ଟ୍ରୋ (spoken-tutorial.org/NMEICT-Intro)ରେ ଉପଲବ୍ଧ |
12:50 | ଆଇଆଇଟି ବମ୍ୱେ ତରଫରୁ ମୁଁ ପ୍ରଦୀପ ଚନ୍ଦ୍ର ମହାପାତ୍ର ଆପଣଙ୍କଠାରୁ ବିଦାୟ ନେଉଛି ଆମ ସହିତ ଜଡ଼ିତ ଥିବାରୁ, ଧନ୍ୟବାଦ |