LaTeX/C2/Mathematical-Typesetting/Oriya
From Script | Spoken-Tutorial
Time | Narration |
00:01 | ବନ୍ଧୁଗଣ, Mathematical Typesetting in LaTeX ଉପରେ ଥିବା ସ୍ପୋକନ୍ ଟ୍ୟୁଟୋରିଆଲକୁ ସ୍ଵାଗତ |
00:06 | ଏହା, Kannan Moudgalya ଙ୍କ ଦ୍ଵାରା ପ୍ରସ୍ତୁତ କରାଯାଇଛି |
00:08 | ମନେପକାଇଦେଉଛି: ଏହାକୁ LaTeX କୁହଯାଏ, latex ନୁହେଁ |
00:15 | ଏହି ଟ୍ୟୁଟୋରିଆଲରେ ଆମେ, LaTeXରେ କିପରି ଗାଣିତିକ ଚିହ୍ନଗୁଡିକୁ ସୃଷ୍ଟି କରାଯାଏ, ଶିଖିବା |
00:20 | ନିର୍ଦ୍ଦିଷ୍ଟ ଭାବେ, କିପରି ଗାଣିତିକ ମୋଡରେ ପ୍ରବେଶ କରିବା ଓ ବାହାର ହେବା. spaceଗୁଡିକର ଭୂମିକା ଏବଂ ସେମାନଙ୍କୁ ସୃଷ୍ଟି କରିବା, |
00:29 | ଗାଣିତିକ ଚିହ୍ନଗୁଡିକ |
00:31 | ଶେଷରେ, A M S math package ଏବଂ matrices ସୃଷ୍ଟି କରିବା ପାଇଁ ଏହାର ବ୍ୟବହାର |
00:37 | ମୁଁ ଏହି ଟ୍ୟୁଟୋରିଆଲକୁ, 10,000ରୁ କମ୍ ଟଙ୍କା ଲାପଟପରେ ନିର୍ମାଣ କରୁଛି |
00:43 | ମୁଁ Ubuntu Linux, TeXworks ଓ LaTeXକୁ ବ୍ୟବହାର କରୁଛି |
00:47 | ପ୍ରାକଆବଶ୍ୟକତାଗୁଡିକ ହେଉଛି- LaTeX ଉପରେ ଥିବା ମୌଳିକ ସ୍ପୋକନ୍ ଟ୍ୟୁଟୋରିଆଲଗୁଡିକ, |
00:53 | side-by-side ଟ୍ୟୁଟୋରିଆଲ୍ ଉପରେ ଜ୍ଞାନ ଥିବା ଆବଶ୍ୟକ |
00:56 | ଏହି ସବୁ ଆମ ୱେବସାଇଟରେ ଉପଲବ୍ଧ ଅଛି |
01:00 | ଫାଇଲ୍ maths.texକୁ ବ୍ୟବହାର କରନ୍ତୁ |
01:04 | ଆମ ୱେବ ପେଜରେ ଏହା ଗୋଟିଏ କୋଡ୍ ଫାଇଲ୍ ଭାବେ ଉପଲବ୍ଧ ଅଛି ଯେଉଁଠାରେ ଏହି ଟ୍ୟୁଟୋରିଆଲକୁ ପ୍ରାପ୍ତ କଲେ |
01:11 | ସମାନ ସ୍ଥାନରୁ, TeX user group, Indiaରୁ ଏହି pdf ଫାଇଲକୁ ପ୍ରାପ୍ତ କରନ୍ତୁ |
01:17 | ଆସାଇନମେଣ୍ଟଗୁଡିକର ସମାଧାନ କରିବା ସମୟରେ ଏହାକୁ ବ୍ୟବହାର କରନ୍ତୁ |
01:20 | TeXworks ୱିଣ୍ଡୋକୁ ଯା’ନ୍ତୁ |
01:24 | ଫାଇଲ୍ maths.texକୁ ଖୋଲା ସରିଛି |
01:27 | ଦୟାକରି ଏହି ଫାଇଲକୁ ଡାଉନଲୋଡ୍ କରନ୍ତୁ ଏବଂ ମୋ’ ସହିତ ଅଭ୍ୟାସ କରନ୍ତୁ |
01:32 | କମାଣ୍ଡଗୁଡିକୁ ଦେଖିସାରିଛେ ଯାହା ଏହି ଫାଇଲର ଉପରେ ଅବସ୍ଥିତ ଅଛନ୍ତି |
01:36 | ଏହି କମାଣ୍ଡ paragraph indentକୁ ବାହାର କରିଦେବ |
01:42 | ଏହି ଷ୍ଟେଟମେଣ୍ଟର ପ୍ରଭାବକୁ ଗୋଟିଏ ଆସାଇନମେଣ୍ଟ ମାଧ୍ୟମରେ ଅଧ୍ୟୟନ କରିବା |
01:47 | ଚାଲନ୍ତୁ ଗ୍ରୀକ୍ ଚିହ୍ନଗୁଡିକରୁ ଆରମ୍ଭ କରିବା ଯେଉଁଗୁଡିକ ଗଣିତରେ ବ୍ୟବହାର କରାଯାଏ |
01:52 | LaTeXରେ ଗାଣିତିକ ମୋଡରେ ପ୍ରବେଶ କରିବା ପାଇଁ dollar ଚିହ୍ନକୁ ବ୍ୟବହାର କରନ୍ତୁ |
01:57 | ଚାଲନ୍ତୁ alphaରୁ ଆରମ୍ଭ କରିବା. dollar back slash alpha dollar, ଲେଖନ୍ତୁ |
02:06 | କମ୍ପାଇଲ୍ କରନ୍ତୁ ଏବଂ ଦେଖନ୍ତୁ ଯେ ଗ୍ରୀକ୍ ଲେଟର୍ alphaକୁ pdfରେ ପ୍ରାପ୍ତ କରିଛନ୍ତି |
02:15 | ପ୍ରଥମ ଡଲାର୍, ଗାଣିତିକ ମୋଡରେ ପ୍ରବେଶ କରିବାକୁ ସୂଚିତ କରିଥାଏ |
02:20 | ଦ୍ଵିତୀୟ ଡଲାର୍, ଏହି ମୋଡରୁ ବାହାର ହେବାକୁ ସୂଚିତ କରିଥାଏ |
02:24 | ବର୍ତ୍ତମାନ ଠାରୁ, ନିର୍ଦ୍ଦିଷ୍ଟ ଭାବେ ଡଲାର୍ କିମ୍ବା ବ୍ୟାକ୍ ସ୍ଲାଶକୁ ଉଲ୍ଲେଖ କରାଯିବ ନାହିଁ |
02:30 | କିନ୍ତୁ ଯାହା ସ୍କ୍ରୀନରେ ପ୍ରଦର୍ଶିତ ହେବ ଅବିକଳ ସେହି କାର୍ଯ୍ୟ କରିବେ |
02:34 | ସେହିପରି, beta, gamma ଓ deltaକୁ ଲେଖନ୍ତୁ. କମ୍ପାଇଲ୍ କରନ୍ତୁ |
02:50 | ମୁଁ tex ଫାଇଲକୁ ସେଭ୍ କଲି ନାହିଁ, ଯେହେତୁ ଏହାକୁ TeXworks ଅଟୋମାଟିକଲୀ କରିଛି |
02:56 | ଏଗୁଡିକୁ ଡିଲିଟ୍ କରନ୍ତୁ |
03:00 | ଏହାପରେ, ଗାଣିତିକ ଏକ୍ସପ୍ରେଶନଗୁଡିକରେ spaceର କନସେପ୍ଟକୁ ଆଲୋଚନା କରିବା |
03:05 | alpha aକୁ କିପରି ସୃଷ୍ଟି କରିବା, ଯାହା alpha ଓ aର ପ୍ରଡକ୍ଟ ଅଟେ? |
03:12 | alpha aକୁ ଚେଷ୍ଟା କରନ୍ତୁ |
03:17 | କମ୍ପାଇଲ୍ କରନ୍ତୁ |
03:21 | LaTeX ଅଭିଯୋଗ କରେ ଯେ alpha a ଗୋଟିଏ ଅପରିଭାଷିତ କଣ୍ଟ୍ରୋଲ୍ sequence ଅଟେ |
03:27 | ଏହି କମାଣ୍ଡକୁ ସେ ବୁଝିପାରୁନାହିଁ ବୋଲି କହିଥାଏ. ଏହାକୁ ବନ୍ଦ କରନ୍ତୁ |
03:34 | ପ୍ରତ୍ୟେକ କମାଣ୍ଡ ପରେ LaTeX ଏହାକୁ ଗୋଟିଏ space ସାହାଯ୍ୟରେ ନିୟନ୍ତ୍ରଣ କରିଥାଏ |
03:39 | alpha ପରେ ଗୋଟିଏ ସ୍ପେସ୍ ଦିଅନ୍ତୁ |
03:44 | କମ୍ପାଇଲେଶନକୁ ବନ୍ଦ କରିଦିଅନ୍ତୁ. କମ୍ପାଇଲ୍ କରନ୍ତୁ; ଏହା ସମସ୍ୟାର ସମାଧାନ କରିଦେଇଛି |
03:52 | ଯେହେତୁ ଏହା ଗୋଟିଏ କମାଣ୍ଡକୁ ବାହାର କରିବା ପାଇଁ ବ୍ୟବହୃତ ହୁଏ, ସ୍ପେସ୍ pdfରେ ଦୃଶ୍ୟମାନ ହେବ ନାହିଁ |
03:57 | ଯଦି ଆପଣ ଆଉଟପୁଟରେ spacesକୁ ପ୍ରବେଶ କରିବାକୁ ଚାହାଁନ୍ତି, ତେବେ କ’ଣ କରିବେ? |
04:03 | ବର୍ତ୍ତମାନ ଯାହା ଆମେ କରିବା, LaTeXକୁ ନିର୍ଦ୍ଦିଷ୍ଟ ଭାବେ କହିବାକୁ ହେବ |
04:07 | ଗୋଟିଏ ନୁତନ ଲାଇନ୍ ଆରମ୍ଭ କରିବା ପାଇଁ LaTeXକୁ ନିର୍ଦ୍ଦେଶ ଦିଅନ୍ତୁ |
04:11 | alpha backslash ସ୍ପେସ୍ a, ଲେଖନ୍ତୁ |
04:17 | ଏହାକୁ କମ୍ପାଇଲ୍ କରନ୍ତୁ |
04:20 | ଏହା ଗୋଟିଏ space କରିଛି |
04:23 | ଯଦି ଆପଣ ଅଧିକ space ଅବଶ୍ୟକ କରନ୍ତି, ବର୍ତ୍ତମାନ କଲା ଭଳିquadକୁ ବ୍ୟବହାର କରନ୍ତୁ |
04:31 | ଏହାକୁ କମ୍ପାଇଲ୍ କରନ୍ତୁ |
04:34 | ଆପଣ ଦେଖିପାରିବେ ଯେ, quad ଗୋଟିଏ ବିଶାଳ spaceକୁ ଛାଡିଦେଇଛି |
04:40 | ବର୍ତ୍ତମାନ ଚାଲନ୍ତୁ ଅନ୍ୟ ଏକ ବିଷୟକୁ ଆଲୋଚନା କରିବା |
04:43 | ଶେଷ ଦୁଇଟି ଲାଇନକୁ ଡିଲିଟ୍ କରିବା ସହ କମ୍ପାଇଲ୍ କରନ୍ତୁ |
04:50 | ଯେତେବେଳେ ଟେକ୍ସଟରୁ ଗାଣିତିକ ମୋଡକୁ ଯା’ନ୍ତି, ଫଣ୍ଟରେ କ’ଣ ପରିବର୍ତ୍ତନ ହୁଏ? |
04:56 | ଏହାକୁ ବୁଝିବା ପାଇଁ, Product of alpha and a isକୁ ଲେଖନ୍ତୁ |
05:04 | କମ୍ପାଇଲ୍ କରନ୍ତୁ |
05:07 | ଆପଣ ଦେଖିପାରିବେ ଯେ ଏହି ଦୁଇଟିର a ଭିନ୍ନ ଅଟେ |
05:14 | ଏହି aକୁ ଲେଖିବା ଦ୍ଵାରା ଏହାର ସମାଧାନ ହୋଇଛି, dollar ଚିହ୍ନଗୁଡିକରେ ମଧ୍ୟ |
05:25 | ଏହାକୁ କମ୍ପାଇଲ୍ କରନ୍ତୁ |
05:27 | ବର୍ତ୍ତମାନ ଏହି ଦୁଇଟି a ର ଫଣ୍ଟ ଏକାପ୍ରକାରର ଅଟନ୍ତି |
05:32 | ଭେରିଏବଲଗୁଡିକର ଫଣ୍ଟକୁ ସମାନ ନ’ରଖିବା, ଗୋଟିଏ ସାଧାରଣ ତୃଟି ଅଟେ |
05:37 | ଏଗୁଡିକୁ ସମାଧାନ କରନ୍ତୁ |
05:40 | କମ୍ପାଇଲ୍ କରନ୍ତୁ |
05:43 | ବର୍ତ୍ତମାନ ମାଇନସ୍ ଚିହ୍ନଗୁଡିକୁ ସୃଷ୍ଟି କରିବା ନିୟମକୁ ଆଲୋଚନା କରିବା |
05:48 | ଧରିନିଅନ୍ତୁ, minus alphaକୁ ସୃଷ୍ଟି କରିବାକୁ ଚାହାଁନ୍ତି ଏବଂ କମ୍ପାଇଲ୍ କରନ୍ତୁ |
05:58 | କମ୍ପାଇଲ୍ କରନ୍ତୁ |
06:01 | ଧ୍ୟାନଦିଅନ୍ତୁ ଯେ ଏଠାରେ ମାଇନସ୍ ଚିହ୍ନ ଗୋଟିଏ ଛୋଟ ଡ୍ୟାଶ୍ ଭାବେ ଦୃଶ୍ୟମାନ ହେବ |
06:07 | ଡଲାର୍ ଚିହ୍ନ ଭିତରେ, ମାଇନସ୍ ଚିହ୍ନକୁ ମଧ୍ୟ କପୀ କରନ୍ତୁ |
06:15 | ପୁନର୍ବାର କମ୍ପାଇଲ୍ କରନ୍ତୁ |
06:18 | ବର୍ତ୍ତମାନ ମାଇନସ୍ ଚିହ୍ନରେ ଦେଖାଯାଉଥିବା ପାର୍ଥକ୍ୟକୁ ଦେଖନ୍ତୁ. ଦ୍ଵିତୀୟଟି ଆମର ଆବଶ୍ୟକ ଅଟେ, ଡାଶ୍ ବ୍ୟବହୃତ ହେବ ନାହିଁ |
06:27 | ଶିକ୍ଷାର୍ଥୀଙ୍କ ଦ୍ଵାରା, ଡଲାର୍ ମଧ୍ୟରେ ମାଇନସ୍ ଚିହ୍ନ ନ’ରଖିବା ଗୋଟିଏ ସାଧାରଣ ତୃଟି ଅଟେ |
06:33 | ଏହି ସମସ୍ତଙ୍କୁ ଡିଲିଟ୍ କରନ୍ତୁ |
06:36 | ତା’ପରେ ଚାଲନ୍ତୁ frac କମାଣ୍ଡକୁ ଆଲୋଚନା କରିବା ଯାହା ଫ୍ରାକ୍ସନଗୁଡିକୁ ସୃଷ୍ଟି କରିବାରେ ବ୍ୟବହୃତ ହୁଏ |
06:43 | frac a b. କମ୍ପାଇଲ୍ କରନ୍ତୁ |
06:50 | ଏହା a by b ସୃଷ୍ଟି କରିବ. କମାଣ୍ଡ frac, ଗୋଟିଏ ସ୍ପେସ୍ ଦ୍ଵାରା ଟର୍ମିନେଟ୍ ହୋଇଛି. ଏହା ଦୁଇଟି ଆର୍ଗୁମେଣ୍ଟକୁ ଖୋଜିଥାଏ |
07:00 | ପ୍ରଥମ କ୍ୟାରେକ୍ଟର୍ aକୁ, ପ୍ରଥମ argument ଭାବେ ନିଆଯାଏ. ଏହା ନ୍ୟୁମରେଟରରେ ପରିଣତ ହୁଏ |
07:07 | ଦ୍ଵିତୀୟ କ୍ୟାରେକ୍ଟର୍ bକୁ, ଦ୍ଵିତୀୟ argument ଭାବେ ନିଆଯାଏ; ଏହା ଡିନୋମିନେଟରରେ ପରିଣତ ହୁଏ |
07:13 | a ଓ bର ଆକାର ଅଟୋମାଟିକଲୀ ହ୍ରାସ ହେବାର ଲକ୍ଷ୍ୟ କରନ୍ତୁ |
07:20 | ଲମ୍ବା କ୍ୟାରେକ୍ଟରଗୁଡିକ ପାଇଁ ଆମେ କ’ଣ କରିବା? |
07:24 | ab by cdକୁ ସୃଷ୍ଟି କରିବାକୁ ଚାହିଁଲେ କ’ଣ କରିବେ? ଏହାକୁ ଚେଷ୍ଟା କରନ୍ତୁ |
07:31 | LaTeXରେ, ଏକରୁ ଅଧିକ କ୍ୟାରେକ୍ଟର୍ ବିଶିଷ୍ଟ argumentଗୁଡିକ braces ଦ୍ଵାରା ଆବଦ୍ଧ ହୋଇଥା’ନ୍ତି |
07:37 | ଉଦାହରଣସ୍ଵରୂପ, ଏଠାରେ bracesକୁ ରଖନ୍ତୁ |
07:41 | ଯେତେବେଳେ ଏହାକୁ କମ୍ପାଇଲ୍ କରିବେ, ଆବଶ୍ୟକ ଆଉଟପୁଟ୍ ପ୍ରାପ୍ତ ହେବ |
07:47 | braces ମଧ୍ୟରେ ଥିବା ସମସ୍ତ ଏଣ୍ଟ୍ରୀଗୁଡିକୁ, ଗୋଟିଏ ସିଙ୍ଗଲ୍ argument ଭାବେ ଗ୍ରହଣ କରାଯାଏ |
07:52 | ପରିଣାମସ୍ଵରୂପ, ଜଣେ କୌଣସି ଏକ ଜଟିଳ ଏକ୍ସପ୍ରେସନକୁ braces ମଧ୍ୟରେ ପ୍ରବେଶ କରାଇପାରିବେ. ଏହି ସବୁକୁ ଡିଲିଟ୍ କରିଦିଅନ୍ତୁ |
08:01 | ବର୍ତ୍ତମାନ ଚାଲନ୍ତୁ subscripts ଓ superscriptsକୁ ଦେଖିବା |
08:05 | x ଅଣ୍ଡରସ୍କୋର୍ a, x sub aକୁ ସୃଷ୍ଟି କରିବ |
08:14 | aର ଆକାର ଅଟୋମାଟିକଲୀ ହ୍ରାସ ହେବା ସହିତ ଗୋଟିଏ ଉପଯୁକ୍ତ ଲେବଲକୁ ଆସିଯିବ |
08:19 | ଯଦି abକୁ subscript ଭାବେ ରଖିବାକୁ ଚାହାଁନ୍ତି ତେବେ କ’ଣ କରିବେ? bracesକୁ ବ୍ୟବହାର କରନ୍ତୁ. ଏହାକୁ ନିଜେ ଚେଷ୍ଟା କରନ୍ତୁ |
08:28 | Superscriptsଗୁଡିକ caret କିମ୍ବା up arrow ଚିହ୍ନ ଦ୍ଵାରା ସୃଷ୍ଟି ହୋଇଥାଏ |
08:33 | ଉଦାହରଣସ୍ଵରୂପ, ଯଦି ଆପଣ x ଟୁ ଦି ପାୱର୍ 3କୁ ସୃଷ୍ଟି କରିବାକୁ ଚାହାଁନ୍ତି ତେବେ, ଲେଖନ୍ତୁ: x up arrow 3 |
08:43 | ଆପଣ subscripts ଓ superscriptsକୁ ଏକସଙ୍ଗରେ ମଧ୍ୟ ରଖିପାରିବେ |
08:48 | x sub a superscript bକୁ ଏହି ଭାବେ ରଖିବା ସହ କମ୍ପାଇଲ୍ କରନ୍ତୁ |
08:58 | ପୁନର୍ବାର, bracesକୁ ବ୍ୟବହାର କରି, ଜଟିଳ subscripts ଓ superscriptsକୁ ସୃଷ୍ଟି କରାଯାଇପାରିବ. ଏହାକୁ ଡିଲିଟ୍ କରନ୍ତୁ |
09:08 | ଠିକ୍ ଅଛି..ତା’ପରେ Matricesକୁ ଆଲୋଚନା କରିବା |
09:12 | a m s math ପ୍ୟାକେଜରେ ମେଟ୍ରିକ୍ସର କିଛି ଡେଫିନିଶନଗୁଡିକ ଅଛି ଯାହା ମୋ’ର ପସନ୍ଦ ଅଟେ |
09:19 | usepackage କମାଣ୍ଡ ମାଧ୍ୟମରେ ଏହାକୁ ସଯୁଂକ୍ତ କରନ୍ତୁ |
09:26 | ampersand ଯାହା and ଚିହ୍ନକୁ ସୂଚିତ କରେ, କଲମଗୁଡିକୁ ଅଲଗା କରିବା ପାଇଁ ବ୍ୟବହୃତ ହୁଏ |
09:31 | ବର୍ତ୍ତମାନ ଗୋଟିଏ ମେଟ୍ରିକ୍ସକୁ ସୃଷ୍ଟି କରନ୍ତୁ |
09:34 | begin matrix, a ଓ b, end matrixକୁ ଲେଖନ୍ତୁ. ଡଲାର୍ ଚିହ୍ନଗୁଡିକୁ ଭୁଲନ୍ତୁ ନାହିଁ |
09:44 | କମ୍ପାଇଲ୍ କରନ୍ତୁ ଏବଂ ଆଶାନୁରୂପ ମେଟ୍ରିକ୍ସକୁ ଦେଖନ୍ତୁ |
09:49 | ବର୍ତ୍ତମାନ ଧରିନିଅନ୍ତୁ, ଏଥିରେ ଆପଣ ଦ୍ଵିତୀୟ ରୋ’କୁ ଯୋଗ କରିବାକୁ ଚାହାଁନ୍ତି, ଦୁଇଟି back slashesକୁ ରଖନ୍ତୁ, ଅର୍ଥାତ୍ ପରବର୍ତ୍ତି ଲାଇନକୁ ଯା’ନ୍ତୁ |
09:59 | ଧରିନିଅନ୍ତୁ ଯେ ଦ୍ଵିତୀୟ ରୋ’ରେ c, d, e ନାମକ ତିନୋଟିକୁ ପ୍ରବେଶ କରିବାକୁ ଚାହାଁନ୍ତି. ଏହାକୁ କମ୍ପାଇଲ୍ କରିବା ସହ ବର୍ତ୍ତମାନ ସଂଯୁକ୍ତ ହୋଇଥିବା ଦ୍ଵିତୀୟ ରୋ’କୁ ଦେଖନ୍ତୁ |
10:11 | begin ଓ endରେ, ମେଟ୍ରିକ୍ସ, pmatrixକୁ ପରିବର୍ତ୍ତନ ହେବାର ଅନୁମାନ କରନ୍ତୁ |
10:17 | କମ୍ପାଇଲ୍ କରିବା ସହ ଏହା ପ୍ରାପ୍ତ କରିବେ |
10:21 | ବର୍ତ୍ତମାନ ଏହା ଆପଣଙ୍କର ଅନୁଧ୍ୟାନ କରିବା ସମୟ ଅଟେ. ବର୍ତ୍ତମାନ ସ୍ଲାଇଡକୁ ଫେରିଆସନ୍ତୁ |
10:28 | ଏହି ଟ୍ୟୁଟୋରିଆଲରେ ଯାହା ଶିଖିଲେ, ସାରାଂଶିତ କରନ୍ତୁ |
10:31 | spaceକୁ ବ୍ୟବହାର କରି ଗାଣିତିକ ମୋଡରେ ପ୍ରବେଶ କରିବା ଓ ବାହାର ହେବା ଏବଂ ସେମାନଙ୍କୁ ସୃଷ୍ଟି କରିବା |
10:37 | Fractions, subscripts ଓ superscripts. braces ମଧ୍ୟରେ ଗୋଟିଏ argumentକୁ ପରିଭାଷିତ କରିବା |
10:44 | matrices ସୃଷ୍ଟି କରିବା ପାଇଁ ଥିବା amsmath ପ୍ୟାକେଜ୍ |
10:48 | କିଛି ଆସାଇନମେଣ୍ଟ ଦେଉଛି |
10:51 | ଆସାଇନମେଣ୍ଟ spaces – ଛୋଟ ଓ ବଡ ଉପରେ ପର୍ଯ୍ୟବସିତ ଅଟେ, ଦୟାକରି ଭିଡିଓକୁ pause କରନ୍ତୁ, ସ୍ଲାଇଡକୁ ପଢନ୍ତୁ ଏବଂ ଆସାଇନମେଣ୍ଟ କରନ୍ତୁ |
11:01 | ଏହି ଆସାଇନମେଣ୍ଟ braces ବ୍ୟବହାର କରି ଫ୍ରାକ୍ସନ୍ ଉପରେ ପର୍ଯ୍ୟବସିତ ଅଟେ |
11:06 | ଏହି ଆସାଇନମେଣ୍ଟ subscripts ଓ superscripts ଉପରେ ପର୍ଯ୍ୟବସିତ ଅଟେ |
11:11 | ଏହି ଆସାଇନମେଣ୍ଟ ମାଧ୍ୟମରେ, ଆମେ ମେଟ୍ରିକ୍ସକୁ ସୃଷ୍ଟି କରିବା ପାଇଁ କିଛି ଅଧିକ ମେଥଡ୍ ଶିଖିବା |
11:17 | ଏହି ଆସାଇନମେଣ୍ଟ ଅଧିକ ଗାଣିତିକ ଚିହ୍ନଗୁଡିକୁ ସୃଷ୍ଟି କରିବା ଉପରେ ପର୍ଯ୍ୟବସିତ ଅଟେ |
11:21 | ଏହା TUG India LaTeX ଗାଇଡ୍ ଉପରେ ଆଧାରିତ ଅଟେ. ବର୍ତ୍ତମାନ ସେହି ଡକୁମେଣ୍ଟକୁ ଦେଖନ୍ତୁ |
11:29 | ଏହି ଡକୁମେଣ୍ଟକୁ ଆମ ୱେବ ପେଜରୁ ଡାଉନଲୋଡ୍ କରିବା ପାଇଁ କହି ସାରିଛି |
11:34 | ଏହି ଡକୁମେଣ୍ଟରେ ପ୍ରଦତ୍ତ କିଛି ଚିହ୍ନଗୁଡିକୁ ପୁନଃ ସୃଷ୍ଟି କରନ୍ତୁ |
11:39 | ପରବର୍ତ୍ତି ଆସାଇନମେଣ୍ଟ ମାଧ୍ୟମରେ ଅଧିକ ଚିହ୍ନଗୁଡିକୁ ଚେଷ୍ଟା କରନ୍ତୁ |
11:43 | ଏହି ଆସାଇନମେଣ୍ଟ TUG India ଡକୁମେଣ୍ଟ ଉପରେ ମଧ୍ୟ ପର୍ଯ୍ୟବସିତ ଅଟେ |
11:48 | ଏହି ଆସାଇନମେଣ୍ଟରେ ପାରାଗ୍ରାଫ ଇଣ୍ଡେଣ୍ଟ ଉପରେ ପ୍ରୟୋଗ କରନ୍ତୁ |
11:53 | ଏହା ଆମକୁ ଏହି ଟ୍ୟୁଟୋରିଆଲର ସମାପ୍ତିକୁ ଆଣେ |
11:56 | ଏହି ଭିଡିଓ ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟକୁ ସାରାଂଶିତ କରେ |
12:00 | ଯଦି ଆପଣଙ୍କର ଭଲ ବ୍ୟାଣ୍ଡୱିଡଥ୍ ନାହିଁ, ଏହାକୁ ଡାଉନଲୋଡ୍ କରିଦେଖିପାରିବେ |
12:04 | ସ୍ପୋକନ୍ ଟ୍ୟୁଟୋରିଆଲ୍ସ ବ୍ୟବହାର କରି କର୍ମଶାଳାମାନ ଚାଲନ୍ତି. ପ୍ରମାଣପତ୍ର ଦିଆଯାଏ. ଦୟାକରି ଆମକୁ ସମ୍ପର୍କ କରନ୍ତୁ |
12:11 | ଏହି ସ୍ପୋକନ୍ ଟ୍ୟୁଟୋରିଆଲକୁ ନେଇ ଆପଣଙ୍କର କିଛି ପ୍ରଶ୍ନ ଅଛି କି? ଏହି ସାଇଟକୁ ଯା’ନ୍ତୁ. ଆପଣଙ୍କର ପ୍ରଶ୍ନ ଥିବା minute ଓ secondକୁ ଚୟନ କରନ୍ତୁ |
12:20 | ଆପଣଙ୍କ ପ୍ରଶ୍ନକୁ ସଂକ୍ଷିପ୍ତରେ ବର୍ଣ୍ଣନା କରନ୍ତୁ. ଆମ ଟିମରୁ କେହି ଜଣେ ସେଗୁଡିକର ଉତ୍ତର ଦେବେ |
12:27 | ସ୍ପୋକନ୍ ଟ୍ୟୁଟୋରିଆଲ୍ ଫୋରମ୍ ଏହି ଟ୍ୟୁଟୋରିଆଲ୍ ଉପରେ ନିର୍ଦ୍ଦିଷ୍ଟ ପ୍ରଶ୍ନଗୁଡିକ ପାଇଁ ଉଦ୍ଦିଷ୍ଟ ଅଟେ. ଦୟାକରି ସେଗୁଡିକ ଉପରେ ଅସମ୍ପର୍କିତ ଓ ସାଧାରଣ ପ୍ରଶ୍ନଗୁଡିକୁ ପୋଷ୍ଟ କରନ୍ତୁ ନାହିଁ |
12:36 | ଏହା କ୍ଲଟରକୁ ହ୍ରାସ କରିବାରେ ସାହାଯ୍ୟ କରିବ. ଏହି କ୍ଲଟର୍ ସହିତ, ଆମେ ଏହି ଆଲୋଚନାଗୁଡିକୁ instructionalmaterial ଭାବେ ବ୍ୟବହାର କରିପାରିବା |
12:44 | ସ୍ପୋକନ୍ ଟ୍ୟୁଟୋରିଆଲଗୁଡିକରେ ଅଣଆଲୋଚିତ ଟପିକ୍ ପାଇଁ ଏହି ଆଡ୍ରେସରେ ଥିବା stack exchangeକୁ ଯା’ନ୍ତୁ |
12:50 | LaTeX ଉପରେ ଉତ୍ତର ପ୍ରାପ୍ତ କରିବା ପାଇଁ ଏହା ଗୋଟିଏ ଉତ୍ତମ ସ୍ଥାନ ଅଟେ |
12:53 | ଆପଣଙ୍କର, ଆମ କର୍ମଶାଳା, ପ୍ରମାଣପତ୍ର ପ୍ରଭୃତି ଉପରେ ମଧ୍ୟ ପ୍ରଶ୍ନ ଥାଇପାରେ. ଏଥିପାଇଁ, ଏହି ମେଲ୍ ଆଡ୍ରେସରେ ଆମ ସହିତ ସମ୍ପର୍କରେ ରୁହନ୍ତୁ |
13:03 | ସ୍ପୋକନ୍ ଟ୍ୟୁଟୋରିଆଲ ପ୍ରୋଜେକ୍ଟ ଭାରତ ସରକାରଙ୍କ MHRDର, NMEICT ଦ୍ଵାରା ଅନୁଦାନ ପ୍ରାପ୍ତ ଅଟେ |
13:09 | ଆଇଆଇଟି ବମ୍ୱେ ତରଫରୁ, ପ୍ରଦୀପ ମହାପାତ୍ରଙ୍କ ସହ ମୁଁ ପ୍ରଭାସ ତ୍ରିପାଠୀ ଆପଣଙ୍କଠାରୁ ବିଦାୟ ନେଉଛି. ଆମ ସହିତ ଜଡ଼ିତ ହୋଇଥିବାରୁ ଧନ୍ୟବାଦ |