LaTeX/C2/Letter-Writing/Oriya
From Script | Spoken-Tutorial
Time | Narration |
00:00 | ବନ୍ଧୁଗଣ, how to write letters using latex ଉପରେ ଥିବା ସ୍ପୋକନ୍ ଟ୍ୟୁଟୋରିଆଲକୁ ସ୍ଵାଗତ |
00:06 | ଏଠାରେ ଥିବା ତିନୋଟି ୱିଣ୍ଡୋକୁ ଦେଖନ୍ତୁ |
00:08 | ଏଗୁଡିକ latex ମାଧ୍ୟମରେ typesettingର ତିନୋଟି ସ୍ଵତନ୍ତ୍ର ଅବସ୍ଥାର ଅନୁରୂପ ଅଟେ: |
00:13 | source ଫାଇଲର ସୃଷ୍ଟି, pdf ଫାଇଲ୍ ସୃଷ୍ଟି କରିବା ପାଇଁ କମ୍ପାଇଲେଶନ୍ କରିବା ଏବଂ ଏହାକୁ ଗୋଟିଏ pdf reader ସାହାଯ୍ୟରେ ଦେଖିବା |
00:22 | ମୁଁ Mac OSXରେ ଫ୍ରୀ pdf ରିଡର୍ Skimକୁ ବ୍ୟବହାର କରୁଛି କାରଣ ପ୍ରତ୍ୟେକ କମ୍ପାଇଲେଶନ୍ ପରେ ଅଦ୍ୟତମ pdf ଫାଇଲକୁ ଏହା ଅଟୋମାଟିକଲୀ ଲୋଡ୍ କରିଦେବ |
00:34 | Linuxରେ pdf ବ୍ରାଉଜର୍ ଅଛି ଏବଂ ୱିଣ୍ଡୋରେ ମଧ୍ୟ ଏହି କ୍ଷମତା ଅଛି |
00:42 | ଚାଲନ୍ତୁ source ଫାଇଲକୁ ଦେଖିବା ଏବଂ ପ୍ରତ୍ୟେକ commandର କାର୍ଯ୍ୟକୁ ଦେଖନ୍ତୁ |
00:47 | ପ୍ରଥମ ଲାଇନ୍ ସୁଚିତ କରେ ଯେ ଏହା letter document କ୍ଲାସର ଅନ୍ତର୍ଭୁକ୍ତ ଅଟେ |
00:54 | ଟେକ୍ସଟର ଆକାର 12 point ଅଟେ |
00:57 | ଲେଟରର ପ୍ରଥମ କମ୍ପୋନେଣ୍ଟ ହେଉଛି, from address. ଏହା ଏଠାରେ braces ମଧ୍ୟରେ ଦୃଶ୍ୟମାନ ହେଉଛି |
01:07 | ଏହାର ପରିଣାମ, ଆଉଟପୁଟ୍ ଫାଇଲର ଉପର ଡାହାଣ ପଟ କୋଣରେ ଦୃଶ୍ୟମାନ ହେଉଛି |
01:14 | ଦୁଇଟି କ୍ରମିକ ସ୍ଲାଶ୍ ଗୋଟିଏ ନୁତନ ଲାଇନକୁ ଆରମ୍ଭ କରିବ |
01:19 | ଯଦି ଏଠାରୁ ଡବଲ୍ ସ୍ଲାଶକୁ ବାହାର କରିଦିଆଯାଏ – |
01:25 | save କରନ୍ତୁ, pdflatexକୁ ବ୍ୟବହାର କରି କମ୍ପାଇଲ୍ କରନ୍ତୁ – |
01:37 | ଏହି ଦୁଇଟି ଲାଇନ୍ ଏକତ୍ର ହୋଇ ଗୋଟିଏ ଲାଇନ ହେବାର ଆପଣ ଦେଖିପାରୁଥିବେ |
01:43 | ଏହା ପୂର୍ବେ ଡବଲ୍ ସ୍ଲାଶ୍ ସାହାଯ୍ୟରେ, ଲାଇନକୁ ଭାଙ୍ଗିବା ପାଇଁ latexକୁ ନିର୍ଦ୍ଦେଶ ଦିଆଯାଇଥିଲା |
01:49 | ବର୍ତ୍ତମାନ ଏଠାରେ ସେହି ରିଭର୍ସ ସ୍ଲାଶଗୁଡିକ ନାହାଁନ୍ତି, ତେଣୁ latex ଜାଣେ ନାହିଁ ଯେ ଲାଇନକୁ ସେଠାରେ ଭାଙ୍ଗିବାକୁ ପଡିବ |
01:56 | ପୁନର୍ବାର ସ୍ଲାଶଗୁଡିକୁ ରଖନ୍ତୁ |
02:04 | Save, Compile କରନ୍ତୁ |
02:08 | ଏହା ବୁଝିବା ଆବଶ୍ୟକ ଯେ ପ୍ରତ୍ୟେକ ପରିବର୍ତ୍ତନ ପରେ କମ୍ପାଇଲେଶନ୍ କରିବା ପୂର୍ବରୁ save କରିବା ଆବଶ୍ୟକ ଅଟେ |
02:15 | ଗୋଟିଏ ଶୁନ୍ୟ ଆଡ୍ରେସକୁ ପ୍ରଦାନ କରିବା ଦ୍ଵାରା କ’ଣ ହୁଏ ଚାଲନ୍ତୁ ଦେଖିବା |
02:21 | ଏଠାକୁ ଆସନ୍ତୁ, |
02:24 | ଏହାକୁ ଚିହ୍ନଟ କରନ୍ତୁ, |
02:27 | ଲାଇନର ଶେଷକୁ ଯା’ନ୍ତୁ, ଏହାକୁ ଡିଲିଟ୍ କରନ୍ତୁ, ସେଭ୍ ଓ କମ୍ପାଇଲ୍ କରନ୍ତୁ |
02:37 | ଏହିଠାରୁ ଫ୍ରମ୍ ଆଡ୍ରେସ୍ ଅନ୍ତର୍ଧ୍ୟାନ ହୋଇଯିବାର ଆପଣ ଦେଖିପାରିବେ |
02:44 | ଧ୍ୟାନଦିଅନ୍ତୁ ଯେ ଆଜିର ତାରିଖ American ଷ୍ଟାଇଲରେ ଆଟୋମାଟିକଲୀ ଦୃଶ୍ୟମାନ ହେବ: month, date ଏବଂ ତା’ପରେ year |
02:54 | ଏହାକୁ କମାଣ୍ଡ slash date slash today ମାଧ୍ୟମରେ ପ୍ରାପ୍ତ କରନ୍ତୁ |
03:02 | ବର୍ତ୍ତମାନ କଲା ଭଳି, ଗୋଟିଏ ଶୁନ୍ୟ ତାଲିକା ସହିତ ଡେଟର ଅଟୋମାଟିକ୍ ଦୃଶ୍ୟମାନତାକୁ ପ୍ରତିହତ କରିପାରିବେ |
03:12 | Save କରନ୍ତୁ |
03:17 | Compile କରନ୍ତୁ, ଡେଟ୍ ଚାଲିଯାଇଛି |
03:20 | ଧରିନିଅନ୍ତୁ ଆପଣ ନିଜର ତାରିଖ ପକାଇବାକୁ ଚାହାଁନ୍ତି, ପ୍ରଥମେ ନିମ୍ନରେ ପ୍ରଦର୍ଶନ ହେଲା ଭଳି ଏଥିରେ ଗୋଟିଏ ଡେଟ୍ ପ୍ରବେଶ କରନ୍ତୁ |
03:30 | 9th July 2007, Save ଓ Compile କରନ୍ତୁ |
03:40 | ଡେଟ୍ ପ୍ରାପ୍ତ କଲେ |
03:43 | ଏହି ଡେଟରେ ପ୍ରଥମଥର ପାଇଁ ଏହି ଟ୍ୟୁଟୋରିଆଲକୁ ସୃଷ୍ଟି କରାଯାଇଥିଲା |
03:47 | ଏହାକୁ କମ୍ପାଇଲ୍ କରିବା ଦ୍ଵାରା, ଆଉଟପୁଟ୍ ଫାଇଲରେ Indian ଫର୍ମାଟଗୁଡିକ ଦୃଶ୍ୟମାନ ହେବାର ଆପଣ ଦେଖିପାରିବେ |
03:53 | ଆଡ୍ରେସକୁ ପଛରେ ରଖନ୍ତୁ |
04:02 | ରିକମ୍ପାଇଲ୍ କରିବା ଦ୍ଵାରା ଡକୁମେଣ୍ଟ ପୂର୍ବ ଅବସ୍ଥାକୁ ଫେରିଆସିଛି |
04:08 | signature କମାଣ୍ଡର ଆର୍ଗୁମେଣ୍ଟ, ଲେଟରର ନିମ୍ନ ଭାଗରେ ଦୃଶ୍ୟମାନ ହେବ |
04:17 | ଡକୁମେଣ୍ଟକୁ ଏବଂ ତା’ପରେ ଲେଟରକୁ ଆରମ୍ଭ କରନ୍ତୁ |
04:22 | to address ପ୍ରଥମେ ଆସିବ. ଏହା ଆଉଟପୁଟର ଉପର ବାମପଟ କୋଣରେ ଦୃଶ୍ୟମାନ ହେବ |
04:30 | ମୁଁ ଏହାକୁ Mr. N. K. Sinhaଙ୍କୁ ଆଡ୍ରେସ୍ କରିଛି |
04:34 | କମାଣ୍ଡ slash opening ପ୍ରାପ୍ତକର୍ତାଙ୍କୁ ଆଡ୍ରେସ୍ କରିବା ପାଇଁ ବ୍ୟବହାର କରାଯାଇଛି |
04:40 | ସମସ୍ତ latex କମାଣ୍ଡଗୁଡିକ ଗୋଟିଏ ରିଭର୍ସ ସ୍ଲାଶ୍ ସହିତ ଆରମ୍ଭ ହେବାର ଆପଣ ଅନୁମାନ କରିସାରିଥିବେ |
04:48 | ତା’ପରେ ଲେଟରର ଟେକ୍ସଟ ଆସିଥାଏ |
04:53 | ବର୍ତ୍ତମାନ ପ୍ରଦର୍ଶିତ ହେବା ଭଳି latexରେ ଗୋଟିଏ ନୁତନ ପାରାଗ୍ରାଫ୍ ଏକ ଶୁନ୍ୟ ଲାଇନ୍ ମାଧ୍ୟମରେ ଆରମ୍ଭ ହୁଏ |
05:00 | ଏଠାକୁ ଆସନ୍ତୁ. ବର୍ତ୍ତମାନ ଏଠାରେ ଏହି ବାକ୍ୟ we areରେ ଆରମ୍ଭ ହେଉଛି |
05:07 | ଏହାକୁ ଖୋଲନ୍ତୁ. ଏହାକୁ ପରବର୍ତ୍ତି ଲାଇନକୁ ନିଅନ୍ତୁ |
05:12 | ଗୋଟିଏ ଶୁନ୍ୟ ଲାଇନ୍ ଛାଡିଦିଅନ୍ତୁ. ଏହାକୁ save କରନ୍ତୁ |
05:17 | ଏହାକୁ କମ୍ପାଇଲ୍ କରନ୍ତୁ |
05:19 | ଏହା ଗୋଟିଏ ନୁତନ ପାରାଗ୍ରାଫକୁ ଚାଲିଯାଇଥିବାର, ଲକ୍ଷ୍ୟ କରନ୍ତୁ |
05:25 | ଗୋଟିଏ ନୁତନ ପାରାଗ୍ରାଫ୍ ସହିତ, ଲେଟରଟି ଦୁଇଟି ପେଜକୁ ଚାଲିଗଲା |
05:29 | ଯଦି font sizeକୁ 10କୁ ହ୍ରାସ କରାଯାଇ ପାରିବ ତେବେ ଲେଟରଟି ଗୋଟିଏ ପେଜକୁ ଆସିଯାଇ ପାରିବ |
05:37 | ବର୍ତ୍ତମାନ ତାହାକୁ କରନ୍ତୁ |
05:42 | Save କରନ୍ତୁ |
05:48 | Compile କରନ୍ତୁ, ସମଗ୍ର ଲେଟରଟି ଗୋଟିଏ ପେଜକୁ ଆସିଯାଇଥିବାର ଲକ୍ଷ୍ୟ କରନ୍ତୁ |
05:54 | ପୁନର୍ବାର ଏହାକୁ 12 ptରେ ରଖନ୍ତୁ |
06:00 | ବର୍ତ୍ତମାନ ଏହି ପାରାଗ୍ରାଫ୍ ବିଟକୁ ମଧ୍ୟ ବାହାର କରିଦିଅନ୍ତୁ |
06:06 | ଏବଂ ଏହାକୁ କମ୍ପାଇଲ୍ କରନ୍ତୁ |
06:12 | ଠିକ୍ ଅଛି |
06:14 | ବର୍ତ୍ତମାନ ମୁଁ ଆଇଟମାଇଜ୍ ପରିବେଶକୁ ବର୍ଣ୍ଣନା କରିବାକୁ ଚାହୁଁଛି ଯାହା ଗୋଟିଏ begin ଓ end itemize କମାଣ୍ଡର ଯୁଗଳ ସହିତ ସୃଷ୍ଟି କରାଯାଇଛି |
06:29 | ପ୍ରତ୍ୟେକ ଟେକ୍ସଟର ଅଂଶ ଯାହା ଗୋଟିଏ slash item ଦ୍ଵାରା ଆରମ୍ଭ, ଏକ ବୁଲେଟ୍ ଫର୍ମରେ ଦୃଶ୍ୟମାନ ହେବ |
06:37 | ଏଠାରେ ବୁଲେଟଗୁଡିକ ସ୍ଥାନରେ ସଂଖ୍ୟାଗୁଡିକୁ ପ୍ରାପ୍ତ କରି ପାରିବେ କି? |
06:41 | ବର୍ତ୍ତମାନ କଲାଭଳି, ଆପଣଙ୍କୁ କେବଳ itemizeକୁ enumerateରେ ପରିବର୍ତ୍ତନ କରିବାକୁ ହେବ |
06:46 | ଏହାକୁ ବର୍ତ୍ତମାନ enumerateରେ ପରିବର୍ତ୍ତନ କରନ୍ତୁ |
06:53 | ଏହାକୁ Save କରନ୍ତୁ |
07:00 | ନିଶ୍ଚିତରୂପେ, ଯେତେଥର ପାରିବେ ସେତେଥର ସେଭ୍ କରିବା ସର୍ବଦା ଗୋଟିଏ ଭଲ ଚିନ୍ତା ଅଟେ |
07:05 | ପୁନର୍ବାର ଏହାକୁ କମ୍ପାଇଲ୍ କରନ୍ତୁ |
07:09 | ବର୍ତ୍ତମାନ ବୁଲେଟଗୁଡିକ ସଂଖ୍ୟାରେ ପରିବର୍ତ୍ତନ ହୋଇଯାଇଥିବାର ଆପଣ ଦେଖିପାରିବେ |
07:15 | ଶେଷରେ, ଏଠାରେ ଥିବା Yours sincerelyକୁ ସଂଯୋଗ କରାଯାଇଛି |
07:22 | ହସ୍ତାକ୍ଷର ବିଷୟରେ ଆଲୋଚନା ହୋଇସାରିଛି |
07:26 | ଶେଷରେ, କମାଣ୍ଡ cc ଏହି ଲେଟର୍ ପାଇଁ ଅନ୍ୟ ପ୍ରାପ୍ତକର୍ତାମାନଙ୍କୁ ଚିହ୍ନଟ କରିବାରେ ସାହାଯ୍ୟ କରିବ |
07:35 | end letter କମାଣ୍ଡ ସହିତ ଏହି ଲେଟରକୁ ସମାପ୍ତ କରନ୍ତୁ ଏବଂ ତା’ପରେ end document କମାଣ୍ଡ ସହିତ ଡକୁମେଣ୍ଟଟି ସମ୍ପୂର୍ଣ୍ଣ ହୋଇଛି |
07:44 | କଣ୍ଟେଣ୍ଟକୁ ରୂପାନ୍ତର କରିବା ପାଇଁ ଆପଣ ସ୍ଵାଧିନ ଅଟନ୍ତି ଏବଂ ସେଗୁଡିକୁ ଚେଷ୍ଟା କରନ୍ତୁ |
07:48 | କନଫିଡେଣ୍ଟ ନ’ହେବା ପର୍ଯ୍ୟନ୍ତ, କେବଳ ଗୋଟିଏ ଜିନିଷକୁ ପରିବର୍ତ୍ତନ କରନ୍ତୁ ଏବଂ ଯଥାଶୀଘ୍ର କମ୍ପାଇଲେଶନ୍ କରି ନିଶ୍ଚିତ କରନ୍ତୁ ଯେ ଯାହା ଆପଣ କରିଛନ୍ତି ତାହା ଠିକ୍ ଅଟେ |
07:58 | ଯଦିଓ ଏଠାରେ Macରେ ଲେଟର୍ ଲେଖିବା ପ୍ରଣାଳୀ ବିଷୟରେ କୁହାଯାଇଛି, ସମାନ ସୋର୍ସ ଫାଇଲ୍ Latex ସିଷ୍ଟମଗୁଡିକରେ କାମ କରିବ, Linux ଓ Windows ଅପରେଟିଙ୍ଗ ସିଷ୍ଟମଗୁଡିକରେ ମଧ୍ୟ |
08:10 | ଏହା ଆମକୁ ଏହି ଟ୍ୟୁଟୋରିଆଲର ସମାପ୍ତିକୁ ଆଣେ |
08:13 | CDEEP, ଆଇଆଇଟି ବମ୍ୱେ ତରଫରୁ, ପ୍ରଦୀପ ମହାପାତ୍ରଙ୍କ ସହ ମୁଁ ପ୍ରଭାସ ତ୍ରିପାଠୀ ଆପଣଙ୍କଠାରୁ ବିଦାୟ ନେଉଛି. ଆମ ସହିତ ଜଡ଼ିତ ହୋଇଥିବାରୁ ଧନ୍ୟବାଦ |