Inkscape/C2/Text-Manipulation/Oriya
From Script | Spoken-Tutorial
Time | Narration |
00:01 | Inkscape ବ୍ୟବହାର କରି Text Manipulation ଉପରେ ସ୍ପୋକନ୍ ଟ୍ୟୁଟୋରିଆଲ୍ କୁ ସ୍ୱାଗତ |
00:06 | ଏହି ଟ୍ୟୁଟୋରିଆଲରେ ଆମେ ଶିଖିବା |
00:09 | ପାଥ୍ ଉପରେ ଟେକ୍ସଟ୍ ଲେଖିବା |
00:11 | ଶେପ୍ ଉପରେ ଟେକ୍ସଟ୍ ଲେଖିବା |
00:13 | ଟେକ୍ସଟ୍ ମଧ୍ୟରେ ଇମେଜ୍ |
00:15 | ପର୍ସପେକ୍ଟଟିଭ୍ ରେ ଟେକ୍ଟ |
00:17 | କଟ୍- ଆଉଟ୍ ଟେକ୍ସଟ୍ |
00:19 | ଏହି ଟ୍ୟୁଟୋରିଆଲ୍ କୁ ରେକର୍ଡ କରିବା ପାଇଁ, ମୁଁ ବ୍ୟବହାର କରୁଛି |
00:22 | ଉବୁଣ୍ଟୁ ଲିନକ୍ସ 12.04 OS |
00:25 | Inkscape ଭର୍ସନ୍ 0.48.4 |
00:28 | ଏବେ Inkscape ଖୋଲନ୍ତୁ |
00:31 | ପ୍ରଥମେ ଆମେ, ପାଥ୍ ଉପରେ ଟେକ୍ସଟ୍ ଲେଖିବା ବିଷୟରେ ଶିଖିବା. Text tool ଉପରେ କ୍ଲିକ୍ କରନ୍ତୁ |
00:36 | କାନଭାସ୍ ଉପରେ Spoken Tutorial is an Audio-Video tutorial ସେଣ୍ଟେନ୍ସ ଟାଇପ୍ କରନ୍ତୁ |
00:43 | ଫଣ୍ଟ୍ ସାଇଜ୍ କୁ 20 କରନ୍ତୁ |
00:46 | ମନେପକାନ୍ତୁ, ପୂର୍ବ ଟ୍ୟୁଟୋରିଆଲ୍ ରେ ଆମେ Bezier tool ବ୍ୟବହାର କରି ପାଥ୍ ତିଆରି କରିବା ଶିଖିଥିଲେ |
00:51 | ଏହା ଉପରେ କ୍ଲିକ୍ କରନ୍ତୁ |
00:53 | କାନଭାସ୍ ଉପରେ କ୍ଲିକ୍ କରି, ଟେକ୍ସଟ୍ ତଳେ ଏକ tilde ଆକୃତିର ପାଥ୍ ତିଆରି କରନ୍ତୁ |
00:59 | ଟେକ୍ସଟ୍ ଓ ପାଥ୍ ଉଭୟକୁ ଚୟନ କରନ୍ତୁ |
01:03 | Text menu କୁ ଯାଇ Put on Path ବିକଳ୍ପ ଉପରେ କ୍ଲିକ୍ କରନ୍ତୁ |
01:08 | ଦେଖନ୍ତୁ, ଆମର ଟେକ୍ସଟ୍ ପାଥ୍ ଉପରକୁ ଆସିଗଲା |
01:12 | ସବୁକୁ ଅଚୟନିତ କରିବା ପାଇଁ କାନଭାସ୍ ଉପରେ ଯେକୌଣସି ସ୍ଥାନରେ କ୍ଲିକ୍ କରନ୍ତୁ |
01:16 | Text tool ଚୟନ କରି, ଟେକ୍ସଟ୍ ର ପ୍ରାରମ୍ଭିକ ସ୍ଥାନରେ କ୍ଲିକ୍ କରନ୍ତୁ |
01:21 | ପାଥ୍ ରେ ଟେକ୍ସଟ୍ କୁ ବ୍ୟବସ୍ଥିତ କରିବାପାଇଁ space bar ଦବାଇ କିଛି ସ୍ପେସ୍ ଦିଅନ୍ତୁ |
01:28 | ଏବେ ପାଥ୍ କୁ ଚୟନ କରି Node tool ରେ କ୍ଲିକ୍ କରନ୍ତୁ |
01:35 | Handles ବ୍ୟବହାର କରି ପାଥ୍ କୁ ରିସାଇଜ୍ କରନ୍ତୁ |
01:39 | ଦେଖନ୍ତୁ, ପାଥ୍ ର ରିସାଇଜିଙ୍ଗ୍ ଅନୁସାରେ ଟେକ୍ସଟ୍ ରୂପାନ୍ତରିତ ହେଉଛି |
01:45 | ପାଥ୍ ରୁ ଟେକ୍ସଟ୍ କୁ ହଟେଇବା ପାଇଁ ଟେକ୍ସଟ୍ କୁ ଚୟନ କରନ୍ତୁ |
01:49 | Text menu କୁ ଯାଆନ୍ତୁ |
01:51 | Remove from Path ରେ କ୍ଲିକ୍ କରନ୍ତୁ |
01:54 | ଦେଖନ୍ତୁ ପାଥ୍ ଏବେ ହଟିଗଲାଣି |
01:57 | ଏହି ପ୍ରକ୍ରିୟାକୁ ଅନ୍- ଡୁ କରିବାପାଇଁ Ctrl + Z ଦବାନ୍ତୁ |
02:01 | ଆକୃତିରେ ଟେକ୍ସଟ୍ ସମ୍ମିଳିତ କରିବା ବିଷୟରେ ଏହାପରେ ଆମେ ଶିଖିବା |
02:05 | Polygon tool ବ୍ୟବହାର କରି, ଷଡଭୁଜ ବନାନ୍ତୁ |
02:09 | ଏବେ ଆମେ ଷଡଭୁଜ ମଧ୍ୟରେ କିଛି ଟେକ୍ସଟ୍ ଆଡ୍ କରିବା |
02:14 | ମୁଁ ପୂର୍ବରୁ ସେଭ୍ କରିଥିବା LibreOffice Writer ଫାଇଲ୍ ରୁ କିଛି ଟେକ୍ସଟ୍ କପୀ କରିବି |
02:19 | ଟେକ୍ସଟ୍ କୁ ଚୟନ କରିବାପାଇଁ Ctrl + A ଏବଂ ତାହାକୁ କପୀ କରିବାପାଇଁ Ctrl + C ଦବାନ୍ତୁ |
02:25 | ଏବେ, Inkscape କୁ ଫେରିଆସନ୍ତୁ |
02:27 | Text tool ଉପରେ କ୍ଲିକ୍ କରନ୍ତୁ |
02:30 | ଷଡଭୁଜ ତଳେ ଟେକ୍ସଟ୍ କୁ ପେଷ୍ଟ୍ କରିବାପାଇଁ Ctrl + V ଦବାନ୍ତୁ |
02:35 | ଟେକ୍ସଟ୍ ଓ ଷଡଭୁଜ ଉଭୟକୁ ଚୟନ କରନ୍ତୁ |
02:39 | Text menu କୁ ଯାଆନ୍ତୁ |
02:41 | 'Flow into Frame ରେ କ୍ଲିକ୍ କରନ୍ତୁ |
02:45 | ଏବେ ଆମ ଟେକ୍ସଟ୍ ଷଡଭୁଜରେ ଆଡ୍ ହୋଇଗଲା |
02:49 | ପୂରା ଟେକ୍ସଟ୍ କୁ ଦୃଶ୍ୟମାନ କରିବାପାଇଁ ଫଣ୍ଟ୍ ସାଇଜ୍ କୁ କମାଇ 10 କରନ୍ତୁ |
02:54 | Flow କୁ କାଢିବାପାଇଁ , Text menu କୁ ଯାଇ Unflow ରେ କ୍ଲିକ୍ କରନ୍ତୁ |
03:00 | ଦେଖନ୍ତୁ ଟେକ୍ସଟ୍ ଗାଏବ୍ ହୋଇଗଲା. ଏହି ଆକ୍ସନକୁ ଅନ୍-ଡୁ କରିବାପାଇଁ Ctrl + Z ଦବାନ୍ତୁ |
03:07 | ଏବେ ଆମେ ଇମେଜ୍ ଉପରେ ଟେକ୍ସଟ୍ ଲେଖାଯିବା ବିଷୟରେ ଶିଖିବା |
03:11 | ପ୍ରଥମେ File କୁ ଯାଇ, Import ରେ କ୍ଲିକ୍ କରି ଗୋଟିଏ ଇମେଜ୍ ଇମ୍ପୋର୍ଟ କରନ୍ତୁ |
03:19 | ମୁଁ Pictures ଫୋଲ୍ଡର୍ ରେ ଗୋଟିଏ ଇମେଜ୍ ସେଭ୍ କରିଛି |
03:25 | ସେହି ଇମେଜ୍ ଏବେ କାନଭାସ୍ ଉପରେ ଅଛି |
03:29 | ଏହାକୁ ଚୟନ କରି 'Object ମେନ୍ୟୁକୁ ଯଆନ୍ତୁ |
03:33 | Pattern' ଓ 'Object to Pattern ରେ କ୍ଲିକ୍ କରନ୍ତୁ |
03:38 | Text tool ପ୍ରୟୋଗ କରି, ଇମେଜ୍ ତଳେ 'SPOKEN TUTORIAL ଟାଇପ୍ କରନ୍ତୁ |
03:44 | ଟେକ୍ସଟ୍ କୁ ବୋଲ୍ଡ କରନ୍ତୁ |
03:47 | Object menu' କୁ ଯାଇ, Fill and Stroke ବିକଳ୍ପ ଉପରେ କ୍ଲିକ୍ କରନ୍ତୁ |
03:52 | Fill ଟ୍ୟାବ୍ ତଳେ ଥିବା Pattern ଉପରେ କ୍ଲିକ୍ କରନ୍ତୁ, ଏବେ ଟେକ୍ସଟ୍ ଉପରେ ଇମେଜ୍ ପ୍ରସ୍ତୁତ |
04:01 | ଇମେଜ୍ କୁ ବ୍ୟବସ୍ଥିତ କରିବାପାଇଁ, Node tool ରେ କ୍ଲିକ୍ କରନ୍ତୁ |
04:04 | ଆମେ ଇମେଜ୍ ଉପରେ ଏକ square handle' ଓ ଏକ 'circular handle' ଦେଖିପାରୁଛେ |
04:08 | ଟେକ୍ସଟ୍ ଉପରେ ଇମେଜ୍ କୁ ବୁଲାଇବାପାଇଁ circular handle ରେ କ୍ଲିକ୍ କରନ୍ତୁ |
04:13 | ଏହାକୁ ରିସାଇଜ୍ କରିବାପାଇଁ square handle ରେ କ୍ଲିକ୍ କରନ୍ତୁ |
04:17 | ଏହାପରେ ଆମେ, ପର୍ସପେକ୍ଟିଭ୍ ରେ ଟେକ୍ସଟ୍ ଲେଖିବା ବିଷୟରେ ଶିଖିବା |
04:21 | କାନଭାସ୍ ରେ SPOKEN ଟାଇପ୍ କରନ୍ତୁ |
04:24 | Path menu କୁ ଯାଇ, Object to Path ରେ କ୍ଲିକ୍ କରନ୍ତୁ |
04:30 | ଏହାପରେ Bezier curve ଚୟନ କରି ପାଥ୍ ତିଆରି କରିବା |
04:34 | ବାମପଟ ତଳୁ ପାଥ୍ ତିଆରି ଆରମ୍ଭ କରିବା |
04:38 | ବାମପଟେ ବଡ ସାଇଜ୍ ଓ ଡାହାଣପଟେ ଛୋଟ ସାଇଜ୍ ସହିତ ପର୍ସପେକ୍ଟଟିଭ୍ ରେ ଏକ ଆୟତ ତିଆରି କରିବା |
04:46 | ପ୍ରଥମେ ଟେକ୍ସଟ୍ ଓ ତା’ ପରେ ଆୟତାକାର ପାଥ୍ ଚୟନ କରନ୍ତୁ |
04:50 | Extensions କୁ ଯାଇ Modify Path' ଓ ତା’ପରେ 'Perspective ରେ କ୍ଲିକ୍ କରନ୍ତୁ |
04:57 | ଦେଖନ୍ତୁ, ଟେକ୍ସଟ୍ ଏବେ ପର୍ସପେକ୍ଟଟିଭ୍ ରେ ଦେଖାଯାଉଛି |
05:01 | ଧ୍ୟାନଦିଅନ୍ତୁ ଯେ, ଟେକ୍ସଟ୍, ପାଥ୍ ର ପ୍ରାରମ୍ଭିକ ପଏଣ୍ଟ ଓ ଦିଗ ନେଇଥାଏ |
05:07 | ଏହାପରେ, ଅନ୍ୟଏକ ପର୍ସପେକ୍ଟଟିଭ୍ ରେ ଟେକ୍ସଟ୍ ତିଆରି କରିବା |
05:11 | କାନଭାସ୍ ରେ TUTORIAL ଟାଇପ୍ କରନ୍ତୁ |
05:15 | Path menu' କୁ ଯାଇ 'Object to Path' ଉପରେ କ୍ଲିକ୍ କରନ୍ତୁ |
05:19 | Bezier tool ପ୍ରୟୋଗ କରି ସେହିପରି ଏକ ପର୍ସପେକ୍ଟଟିଭ୍ ଆୟତାକାର ପାଥ୍ ବନାନ୍ତୁ |
05:24 | ଏଥର ଉପର ବାମପଟ କୋଣରୁ ଆରମ୍ଭ କରି କ୍ଲକୱାଇଜ୍ ଦିଗରେ ବଢାଇବା |
05:30 | ପ୍ରଥମେ ଟେକ୍ସଟ୍ ଓ ପରେ ପାଥ୍ ଚୟନ କରନ୍ତୁ |
05:34 | Extensions', 'Modify Path' ଓ ତା’ ପରେ 'Perspective କୁ ଯାଆନ୍ତୁ |
05:42 | ଦେଖନ୍ତୁ, ଟେକ୍ସଟ୍ ଏବେ ଉପରୁ ତଳଆଡ଼କୁ ଦେଖାଦେଉଛି |
05:46 | ଏହାର କାରଣ ହେଉଛି, ପାଥ୍ ର ପ୍ରାରମ୍ଭିକ ପଏଣ୍ଟକୁ ଭିତ୍ତିକରି ଟେକ୍ସଟ୍ ଆଲାଇନ୍ କରାଯାଇଛି |
05:51 | ଶେଷରେ ଆମେ, cut-out text ବିଷୟରେ ଶିଖିବା |
05:55 | ଏକ ଆୟତ ବନାଇ, ତାହା ଉପରେ INKSCAPE ଟାଇପ୍ କରନ୍ତୁ |
06:01 | ଉଭୟକୁ ସିଲେକ୍ଟ କରି, Path menu କୁ ଯାଆନ୍ତୁ ଓ Difference ଚୟନ କରନ୍ତୁ |
06:08 | ଦେଖନ୍ତୁ କାନଭାସ୍ ଉପରେ କ’ଣ ହେଉଛି |
06:11 | ଆମେ cut-out text ବନାଇବାର ଅନ୍ୟଏକ ମେଥଡ୍ ଶିଖିବା |
06:15 | ପୂର୍ନବାର, INKSCAPE ଶଦ୍ଦ ଟାଇପ୍ କରନ୍ତୁ |
06:17 | Object menu କୁ ଯାଇ, Fill and Stroke' ରେ କ୍ଲିକ୍ କରନ୍ତୁ |
06:21 | Stroke paint ଟ୍ୟାବ୍ ଉପରେ କ୍ଲିକ୍ କରି, Flat color ରେ କ୍ଲିକ୍ କରନ୍ତୁ |
06:25 | Stroke style ଟ୍ୟାବ୍ କୁ ଯାଆନ୍ତୁ ଓ ୱିଡଥ୍ ପାରାମିଟରକୁ 2 କରନ୍ତୁ |
06:30 | Fill tab କୁ ଯାଇ, No paint ରେ କ୍ଲିକ୍ କରନ୍ତୁ |
06:35 | ଦେଖନ୍ତୁ, ଟେକ୍ସଟ୍ ଉପରେ ଏକ କଟ୍ ଆଉଟ୍ ଆକୃତି ବନି ଯାଇଛି |
06:38 | ଏବେ ସାରାଂଶିତ କରିବା |
06:40 | ଏହି ଟ୍ୟୁଟୋରିଆଲ୍ ରେ ଆମେ ନିମ୍ନଲିଖିତ ଶିଖିଲେ |
06:42 | ପାଥ୍ ଉପରେ ଟେକ୍ସଟ୍ ଲେଖିବା |
06:44 | ଆକୃତି ଉପରେ ଟେକ୍ସଟ୍ ଲେଖିବା |
06:46 | ଟେକ୍ସଟ୍ ଭିତରେ ଇମେଜ୍ |
06:48 | ପର୍ସପେକ୍ଟଟିଭ୍ ରେ ଟେକ୍ସଟ୍ ,ଓ କଟ- ଆଉଟ ଟେକ୍ସଟ୍ |
06:51 | ଆପଣଙ୍କ ପାଇଁ ଆସାଇନମେଣ୍ଟ୍ |
06:54 | ୱେଭୀ ପାଥ୍ ଉପରେ ଟେକ୍ସଟ୍ Learn FOSS using Spoken Tutorial ଲେଖନ୍ତୁ |
06:59 | Bezier tool ପ୍ରୟୋଗ କରି ଏକ Trapezoid ବନାନ୍ତୁ |
07:02 | କୋଡ୍ ଫାଇଲ୍ ରୁ ଟେକ୍ସଟ୍ କୁ କପୀ କରି, Trapezoid ଭିତରେ ପେଷ୍ଟ୍ କରନ୍ତୁ |
07:07 | କଲରଫୁଲ୍ ଇମେଜ୍ ଉପରେ ଟେକ୍ସଟ୍ INKSCAPE କୁ ସମ୍ମିଳିତ କରନ୍ତୁ |
07:10 | ପର୍ସପେକ୍ଟଟିଭ୍ ରେ ଟେକ୍ସଟ୍ INKSCAPE ଲେଖନ୍ତୁ |
07:13 | SPOKEN TUTORIAL ପାଇଁ କଟ୍- ଆଉଟ୍ ଟେକ୍ସଟ୍ ବନାନ୍ତୁ |
07:17 | ସମ୍ପୂର୍ଣ୍ଣ କରାଯାଇଥିବା ଆସାଇନମେଣ୍ଟ୍ ଏହିଭଳି ଦେଖାଯାଏ |
07:21 | ନିମ୍ନ ଲିଙ୍କରେ ଉପଲବ୍ଧ ଭିଡିଓ ସ୍ପୋକନ୍ ଟ୍ୟୁଟୋରିଆଲ୍ କୁ ସାରାଶିଂତ କରେ. ଯଦି ଭଲ ବ୍ୟାଣ୍ଡୱିଡଥ୍ ନାହିଁ, ତେବେ ଏହାକୁ ଡାଉନଲୋଡ୍ କରି ଦେଖିପାରିବେ. |
07:27 | ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ ଟିମ୍ ସ୍ପୋକନ୍ ଟ୍ୟୁଟୋରିଆଲ୍ସର ବ୍ୟବହାର କରି କର୍ମଶାଳା ମଧ୍ୟ ଚଲାନ୍ତି ତଥା ଅନଲାଇନ୍ ଟେଷ୍ଟରେ ପାସ୍ କରୁଥିବା ବ୍ୟକ୍ତିଙ୍କୁ ପ୍ରମାଣପତ୍ର ମଧ୍ୟ ଦିଅନ୍ତି |
07:34 | ଅଧିକ ବିବରଣୀ ପାଇଁ ଦୟାକରି ଆମକୁ ଲେଖନ୍ତୁ. |
07:36 | ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ ଭାରତ ସରକାରଙ୍କ MHRDର ICT ମାଧ୍ୟମରେ ରାଷ୍ଟ୍ରୀୟ ସାକ୍ଷରତା ମିଶନ୍ ଦ୍ୱାରା ସମର୍ଥିତ |
07:42 | ଏହି ମିଶନ୍ ଉପରେ ଅଧିକ ସୂଚନା ନିମ୍ନ ଲିଙ୍କରେ ଉପଲବ୍ଧ |
07:47 | ଆଇଆଇଟି ବମ୍ୱେ ତରଫରୁ ମୁଁ ପ୍ରଦୀପ ଚନ୍ଦ୍ର ମହାପାତ୍ର ଆପଣଙ୍କଠାରୁ ବିଦାୟ ନେଉଛି ଆମସହିତ ଜଡ଼ିତ ହୋଇଥିବାରୁ ଧନ୍ୟବାଦ |