FrontAccounting-2.4.7/C2/Purchase-and-Reports-in-FrontAccounting/Oriya
From Script | Spoken-Tutorial
| |
|
| 00:01 | Purchases and Reports in FrontAccounting ଉପରେ ଥିବା ସ୍ପୋକନ୍ ଟ୍ୟୁଟୋରିଆଲକୁ ସ୍ଵାଗତ |
| 00:08 | ଏହି ଟ୍ୟୁଟୋରିଆଲରେ ଆମେ ଶିଖିବା :
Suppliers ଯୋଡ଼ିବା |
| 00:13 | ଗୋଟିଏ Purchase Order Entry ତିଆରି କରିବା |
| 00:15 | Suppliers invoice ତିଆରି କରିବା ଏବଂ transactions ଅନୁସାରେ ବିଭିନ୍ନ reports ପ୍ରସ୍ତୁତ କରିବା |
| 00:24 | ଏହି ଟ୍ୟୁଟୋରିଆଲ୍ ରେକର୍ଡ କରିବା ପାଇଁ ମୁଁ ବ୍ୟବହାର କରୁଛି,
Ubuntu Linux OS ଭର୍ସନ୍ 16.04 |
| 00:32 | ଏବଂ FrontAccounting ଭର୍ସନ୍ 2.4.7 |
| 00:37 | ଏହି ଟ୍ୟୁଟୋରିଆଲ୍ ଅଭ୍ୟାସ କରିବା ପାଇଁ ଆପଣଙ୍କର ହାୟର୍ ସେକେଣ୍ଡରୀ କମର୍ସ ଆଣ୍ଡ ଆକାଉଣ୍ଟିଙ୍ଗ ଏବଂ
ପ୍ରିନସିପଲ୍ସ ଅଫ୍ ବୁକ୍ କିପିଙ୍ଗ ଉପରେ ଜ୍ଞାନ ଥିବା ଆବଶ୍ୟକ |
| 00:47 | ଏବଂ ପୂର୍ବରୁ ଆପଣ FrontAccountingରେ ଗୋଟିଏ ସଂସ୍ଥା କିମ୍ବା Company ସେଟ୍-ଅପ୍ କରିଥିବା ଆବଶ୍ୟକ |
| 00:53 | ଯଦି ନାହିଁ, ତେବେ ପ୍ରାସଂଗିକ FrontAccounting ଟ୍ୟୁଟୋରିଆଲ୍ ପାଇଁ ଏହି ୱେବସାଇଟ୍କୁ ଯାଆନ୍ତୁ |
| 00:59 | FrontAccounting ଇଣ୍ଟରଫେସ୍ରେ କାମ ଆରମ୍ଭ କରିବା ପୂର୍ବରୁ XAMPP servicesକୁ ଚାଲୁ କରନ୍ତୁ |
| 01:05 | ଚାଲନ୍ତୁ Purchaseର ଅର୍ଥକୁ ବୁଝିବା |
| 01:09 | ଜଣେ ବ୍ୟକ୍ତି କିମ୍ବା ବ୍ୟବସାୟ ଦ୍ଵାରା କ୍ରୟ କରାଯାଇଥିବା ଗୋଟିଏ ଦ୍ରବ୍ୟ କିମ୍ବା ସେବାକୁ Purchase କୁହଯାଏ |
| 01:17 | ଗୋଟିଏ ବ୍ୟବସାୟରେ ଲକ୍ଷ୍ୟ ହାସଲ କରିବା ପାଇଁ ଦ୍ରବ୍ୟ ସଂଗ୍ରହ କରାଯାଏ |
| 01:24 | ବର୍ତ୍ତମାନ FrontAccounting ଇଣ୍ଟରଫେସ୍କୁ ଖୋଲନ୍ତୁ |
| 01:28 | ଗୋଟିଏ browser ଖୋଲନ୍ତୁ, localhost/account ଟାଇପ୍ କରିବା ପରେ Enter ଦାବନ୍ତୁ |
| 01:36 | login ପେଜ୍ ଦୃଶ୍ୟମାନ ହେବ |
| 01:39 | ୟୁଜର୍ ନେମ୍ ପାଇଁ admin ଏବଂ password ଟାଇପ୍ କରନ୍ତୁ.
ତା’ପରେ Login ବଟନ୍ରେ କ୍ଲିକ୍ କରନ୍ତୁ |
| 01:47 | FrontAccounting ଇଣ୍ଟରଫେସ୍ ଖୋଲିଯିବ
Purchases ଟାବ୍ରେ କ୍ଲିକ୍ କରନ୍ତୁ |
| 01:53 | FrontAccountingରେ Purchases ପାଇଁ ଥିବା ପ୍ରଣାଳୀକୁ ଚାଲନ୍ତୁ ଦେଖିବା |
| 01:58 | ଗୋଟିଏ Purchase Entry ପାଇଁ ନିମ୍ନଲିଖିତ ପଦାଙ୍କଗୁଡ଼ିକ ଅଛି:
Suppliers ଯୋଡ଼ିବା |
| 02:04 | ଗୋଟିଏ Purchase Order Entry ତିଆରି କରିବା |
| 02:07 | ଗୋଟିଏ Supplier ଓ Suppliers invoiceରୁ Receivable note ପ୍ରାପ୍ତ କରିବା |
| 02:13 | କିନ୍ତୁ ପ୍ରଥମେ ଚାଲନ୍ତୁ Supplierର ଅର୍ଥକୁ ବୁଝିବା |
| 02:18 | ଦ୍ରବ୍ୟ କିମ୍ବା ସେବା ଯୋଗାଉଥିବା ଜଣେ ବ୍ୟକ୍ତି କିମ୍ବା ବ୍ୟବସାୟକୁ Supplier କୁହାଯାଏ |
| 02:24 | FrontAccounting ଇଣ୍ଟରଫେସ୍କୁ ଫେରିଆସନ୍ତୁ |
| 02:27 | Maintenance ପ୍ୟାନେଲ୍ରେ ଥିବା Suppliers ଲିଙ୍କରେ କ୍ଲିକ୍ କରନ୍ତୁ |
| 02:32 | ଗୋଟିଏ Supplier ସମ୍ବନ୍ଧୀତ ସମସ୍ତ ଜରୁରୀ ତଥ୍ୟକୁ ଏଠାରେ ପୂରଣ କରିବା ଆବଶ୍ୟକ.
ଏଠାରେ ପ୍ରଦର୍ଶିତ ହେବା ଭଳି ମୁଁ ଆବଶ୍ୟକୀୟ ବିବରଣୀକୁ ପୂରଣ କରିଛି |
| 02:42 | ତଳକୁ ସ୍କ୍ରୋଲ୍ କରନ୍ତୁ.
ୱିଣ୍ଡୋର ନିମ୍ନ ଭାଗରେ ଥିବା Add New Supplier Details ବଟନ୍ରେ କ୍ଲିକ୍ କରନ୍ତୁ |
| 02:50 | ସେଭ୍ ହୋଇଥିବା entry ପାଇଁ ଆମେ କନଫର୍ମେଶନ୍ ମେସେଜ୍କୁ ଦେଖିପାରିବା |
| 02:55 | ନୂଆ Purchase Order Entry ପାଇଁ ଆମକୁ ଏହି ପରିବର୍ତ୍ତନଗୁଡ଼ିକୁ ଲାଗୁ କରିବାକୁ ହେବ |
| 03:00 | ତଳକୁ ସ୍କ୍ରୋଲ୍ କରନ୍ତୁ ଏବଂ ୱିଣ୍ଡୋର ନିମ୍ନ ଭାଗରେ ଥିବା Update Supplier ବଟନ୍ରେ କ୍ଲିକ୍ କରନ୍ତୁ |
| 03:06 | supplier ଅପଡେଟ୍ ହୋଇଯାଇଛି ବୋଲି ସଫଳ ବାର୍ତ୍ତାରୁ ସୂଚନା ମିଳିବ |
| 03:11 | ତଲକୁ ସ୍କ୍ରୋଲ୍ କରନ୍ତୁ, ୱିଣ୍ଡୋର ନିମ୍ନ ଭାଗରେ ଥିବା Back ଲିଙ୍କରେ କ୍ଲିକ୍ କରନ୍ତୁ |
| 03:17 | ଚାଲନ୍ତୁ ଗୋଟିଏ Purchase Order Entry କରିବା.
ସିଷ୍ଟମ୍ରେ ସମସ୍ତ Purchase Ordersଜୁ ରେଜିଷ୍ଟର୍ କରିବା ପାଇଁ ଏହାର ବ୍ୟବହାର କରାଯାଇଛି |
| 03:25 | Transactions ପ୍ୟାନେଲ୍ରେ ଥିବା Purchase Order Entry ଲିଙ୍କରେ କ୍ଲିକ୍ କରନ୍ତୁ |
| 03:30 | Supplier ନେମ୍ ସହିତ ଅନ୍ୟାନ୍ୟ ସମ୍ପର୍କିତ ସୂଚନାର ବିବରଣୀଗୁଡ଼ିକୁ ଆମେ ଦେଖିପାରିବା |
| 03:36 | ଏହାର କାରଣ, ଆମେ ପୂର୍ବରୁ supplier ବିବରଣୀକୁ ଅପଡେଟ୍ କରିସାରିଛେ |
| 03:42 | Supplier’s reference ପ୍ରଦାନ କରିବା ବାଧ୍ୟତାମୂଳକ ଅଟେ |
| 03:46 | ତେଣୁ, Supplier’s reference ପାଇଁ ମୁଁ S001 ଟାଇପ୍ କରିବି |
| 03:53 | Item Description ଡ୍ରପ୍-ଡାଉନ୍ ମେନୁରେ Item ପାଇଁ Dell laptop ଚୟନ କରନ୍ତୁ |
| 04:00 | Quantity ଫିଲ୍ଡରେ ପରିମାଣ ପାଇଁ 2 ଟାଇପ୍ କରନ୍ତୁ |
| 04:05 | ଏହିପରି Required Delivery Dateକୁ ଚୟନ କରନ୍ତୁ |
| 04:09 | ଡିଫଲ୍ଟ ଭାବେ ଅର୍ଡର୍ ତାରିଖର 10 ଦିନ ପରେ ଏହାର ତାରିଖ ଦିଆଯିବ.
ମୁଁ ଏହାକୁ ସମାନ ରଖିବି |
| 04:15 | ବର୍ତ୍ତମାନ, Price before Tax ଫିଲ୍ଡରେ ମୁଁ Price ପାଇଁ 48,000 ଟାଇପ୍ କରିବି |
| 04:22 | entryକୁ ସେଭ୍ କରିବା ପାଇଁ ଧାଡ଼ିର ଡାହାଣ କଡ଼ରେ ଥିବା Add Item ବଟନ୍ରେ କ୍ଲିକ୍ କରନ୍ତୁ |
| 04:28 | GST ସଞ୍ଜୁକ୍ତ ଥିବା Amount Totalକୁ ଆମେ ଦେଖିବା |
| 04:32 | ବର୍ତ୍ତମାନ ୱିଣ୍ଡୋର ନିମ୍ନ ଭାଗରେ ଥିବା Place Order ବଟନ୍ରେ କ୍ଲିକ୍ କରନ୍ତୁ |
| 04:37 | Purchase Order ପ୍ଲେସ୍ କରାଯାଇଛି ବୋଲି ସଫଳ ବାର୍ତ୍ତାରେ ପ୍ରଦର୍ଶିତ ହେବ |
| 04:42 | ବର୍ତ୍ତମାନ Purchase Order ଅନୁସାରେ ଆମେ items ପ୍ରାପ୍ତ କରିବା ଆବଶ୍ୟକ |
| 04:47 | ୱିଣ୍ଡୋରେ ଥିବା Receive Items on this Purchase Order ଲିଙ୍କରେ କ୍ଲିକ୍ କରନ୍ତୁ |
| 04:53 | ଆମେ ଆମର Purchase Order ଦ୍ଵାରା ପ୍ରାପ୍ତ କରିଥିବା itemsର ସମ୍ପୂର୍ଣ୍ଣ ବିବରଣୀକୁ ଦେଖିପାରିବା |
| 04:58 | ୱିଣ୍ଡୋର ନିମ୍ନ ଭାଗରେ ଥିବା Process Receive Items ବଟନ୍ରେ କ୍ଲିକ୍ କରନ୍ତୁ |
| 05:03 | Purchase Order delivery ପ୍ରୋସେସ୍ ହୋଇଯାଇଛି ବୋଲି ଗୋଟିଏ ମେସେଜ୍ ପ୍ରାପ୍ତ ହେବ |
| 05:08 | ତା’ର ନିମ୍ନରେ କିଛି ବିକଳ୍ପ ଥିବା ଆମେ ଦେଖିବାକୁ ପାଇବା |
| 05:12 | ଆପଣ ସେଗୁଡ଼ିକୁ ପରେ ଜାଣିବା ପାଇଁ ଚେଷ୍ଟା କରିପାରନ୍ତି |
| 05:16 | ଏହାପରେ ଆମେ ଗୋଟିଏ Purchase invoice ପାଇବା ଆବଶ୍ୟକ |
| 05:21 | ତେଣୁ, Entry purchase invoice for this receival ଲିଙ୍କରେ କ୍ଲିକ୍ କରନ୍ତୁ |
| 05:27 | Supplier invoiceକୁ ଏଣ୍ଟର୍ କରିବା ପାଇଁ ଆମେ ଏଠାରେ ବିବରଣୀଗୁଡ଼ିକୁ ପାଇବା |
| 05:32 | Supplier’s reference ପାଇଁ S001 ଟାଇପ୍ କରନ୍ତୁ |
| 05:37 | ଯଦି supplier reference ପ୍ରଦାନ କରା ନଯାଏ, ତେବେ ଗୋଟିଏ ଏରର୍ ଦେଖାଦେବ |
| 05:42 | ଧାଡ଼ିର ଡାହାଣ କଡ଼ରେ ଥିବା Add ବଟନ୍ରେ କ୍ଲିକ୍ କରନ୍ତୁ.
ତଳକୁ ସ୍କ୍ରୋଲ୍ କରନ୍ତୁ |
| 05:47 | GST ସଂଯୁକ୍ତ ଥିବା invoice ବିବରଣୀକୁ ଆମେ ଦେଖିପାରିବା |
| 05:52 | ୱିଣ୍ଡୋର ନିମ୍ନ ଭାଗରେ ଥିବା Enter Invoice ବଟନ୍ରେ କ୍ଲିକ୍ କରନ୍ତୁ |
| 05:56 | Supplier invoice ସଫଳତାର ସହ ପ୍ରୋସେସ୍ ହୋଇଛି ବୋଲି ଗୋଟିଏ ମେସେଜ୍ ଦୃଶ୍ୟମାନ ହେବ |
| 06:02 | ତା’ପରେ invoice ଅନୁସାରେ Supplierଙ୍କୁ ଦେୟ ଦେବା ଆବଶ୍ୟକ |
| 06:08 | Entry supplier payment for this invoice ଲିଙ୍କରେ କ୍ଲିକ୍ କରନ୍ତୁ |
| 06:13 | Supplier Invoiceର ବିବରଣୀକୁ ଆମେ ଦେଖିପାରିବା, ଯେଉଁଥିରେ Supplierଙ୍କୁ ଦେବାକୁ ଥିବା ଦେୟ ବିଷୟରେ ଉଲ୍ଲେଖ ଅଛି |
| 06:19 | Supplierଙ୍କୁ ଦେବା ପାଇଁ କିଛି Bank Balance ମଧ୍ୟ ଥିବା ଆବଶ୍ୟକ |
| 06:24 | Memo ଫିଲ୍ଡରେ Being payment made to the supplier - S001 ଟାଇପ୍ କରନ୍ତୁ |
| 06:31 | ତା’ପରେ ୱିଣ୍ଡୋର ନିମ୍ନ ଭାଗରେ ଥିବା Enter Payment ବଟନ୍ରେ କ୍ଲିକ୍ କରନ୍ତୁ |
| 06:36 | ଆମେ ସଫଳତାର ସହ Payment କରିସାରିଛେ ବୋଲି ଗୋଟିଏ କନଫର୍ମେଶନ୍ ବାର୍ତ୍ତା ଦୃଶ୍ୟମାନ ହେବ |
| 06:41 | ତା’ର ନିମ୍ନରେ କିଛି ବିକଳ୍ପ ଥିବା ଆମେ ଦେଖିବାକୁ ପାଇବା.
ଆପଣ ସେଗୁଡ଼ିକୁ ପରେ ଜାଣିବା ପାଇଁ ଚେଷ୍ଟା କରିପାରନ୍ତି |
| 06:48 | View the GL journal Entries for this Payment ଲିଙ୍କରେ କ୍ଲିକ୍ କରନ୍ତୁ |
| 06:55 | ୱିଣ୍ଡୋର ନିମ୍ନ ଭାଗରେ ଥିବା close ଲିଙ୍କରେ କ୍ଲିକ୍ କରନ୍ତୁ |
| 06:59 | ଗୋଟିଏ ଆସାଇନମେଣ୍ଟ ଭାବେ ନିମ୍ନଲିଖିତ କରନ୍ତୁ:
Suppliers ବିକଳ୍ପକୁ ବ୍ୟବହାର କରି Purchases ପାଇଁ ଗୋଟିଏ ନୂଆ Supplier ଯୋଡ଼ନ୍ତୁ |
| 07:07 | ଗୋଟିଏ ନୂଆ Purchase Order Entry କରନ୍ତୁ |
| 07:10 | ଗୋଟିଏ Supplier payment for this invoice ପ୍ରସ୍ତୁତ କରନ୍ତୁ |
| 07:14 | ଏବଂ ସମ୍ପୂର୍ଣ୍ଣ ବିବରଣୀ ପାଇଁ ଏହି ଟ୍ୟୁଟୋରିଆଲର Assignment ଲିଙ୍କକୁ ରେଫର୍ କରନ୍ତୁ |
| 07:20 | ଏପର୍ଯ୍ୟନ୍ତ ଆମେ ଆମ କମ୍ପାନୀ ପାଇଁ Sales ଓ Purchases ସମ୍ବନ୍ଧୀତ ସାମାନ୍ୟ transactions କରିଛେ |
| 07:27 | ବର୍ତ୍ତମାନ ଏହି transactions ସମ୍ବନ୍ଧୀତ ବିଭିନ୍ନ reportsକୁ ଚାଲନ୍ତୁ ଦେଖିବା |
| 07:33 | Banking and General Ledger ଟାବ୍ରେ କ୍ଲିକ୍ କରନ୍ତୁ |
| 07:37 | Inquiries and Reports ପ୍ୟାନେଲ୍ ଅଧିନରେ ଥିବା Banking Reports ଲିଙ୍କରେ କ୍ଲିକ୍ କରନ୍ତୁ |
| 07:43 | ଡାହାଣ କଡ଼ ପ୍ୟାନେଲ୍ରେ ଥିବା Bank statement ଲିଙ୍କରେ କ୍ଲିକ୍ କରନ୍ତୁ |
| 07:47 | ଡାହାଣ କଡ଼ ପ୍ୟାନେଲ୍ରେ ଥିବା Bank Accounts ଫିଲ୍ଡରେ Current accountକୁ ଚୟନ କରନ୍ତୁ |
| 07:52 | report ଦେଖିବା ପାଇଁ transactionsର Start Date ଓ End Dateକୁ ଚୟନ କରନ୍ତୁ |
| 07:58 | ଡାହାଣ କଡ଼ କୋଣରେ ଥିବା Display:Bank statement ବଟନ୍ରେ କ୍ଲିକ୍ କରନ୍ତୁ |
| 08:04 | ଗୋଟିଏ କନସୋଲିଡେଟେଡ୍ Bank statement report ଦୃଶ୍ୟମାନ ହେବ |
| 08:08 | ଏହି ୱିଣ୍ଡୋକୁ ବନ୍ଦ କରନ୍ତୁ |
| 08:10 | ତା’ପରେ Sales ଟାବ୍ରେ କ୍ଲିକ୍ କରନ୍ତୁ |
| 08:13 | Inquiries and Reports ପ୍ୟାନେଲ୍ରେ ଥିବା Customer and Sales Reports ଲିଙ୍କରେ କ୍ଲିକ୍ କରନ୍ତୁ |
| 08:19 | ପରବର୍ତ୍ତୀ ୱିଣ୍ଡୋରେ Report Classes ଅଧିନରେ ଥିବା General Ledger ଲିଙ୍କରେ କ୍ଲିକ୍ କରନ୍ତୁ |
| 08:26 | ତା’ପରେ ଡାହାଣ କଡ଼ ପ୍ୟାନେଲ୍ରେ ଥିବା List of Journal Entries ଲିଙ୍କରେ କ୍ଲିକ୍ କରନ୍ତୁ |
| 08:31 | report ଦେଖିବା ପାଇଁ transactionsର Start Date ଓ End Dateକୁ ଚୟନ କରନ୍ତୁ |
| 08:37 | ଉପର ଡାହାଣ କଡ଼ କୋଣରେ ଥିବା Display:List of journal entries ବଟନ୍ରେ କ୍ଲିକ୍ କରନ୍ତୁ |
| 08:44 | companyରେ ଏଣ୍ଟର୍ କରାଯାଇଥିବା ସମସ୍ତ Journal Entriesକୁ ଆପଣ ଦେଖିପାରିବା |
| 08:50 | ଏହି ୱିଣ୍ଡୋକୁ ବନ୍ଦ କରନ୍ତୁ |
| 08:52 | Report classes ଅଧିନରେ ଥିବା General Ledger ଲିଙ୍କରେ କ୍ଲିକ୍ କରନ୍ତୁ |
| 08:57 | ଡାହାଣ କଡ଼ ପ୍ୟାନେଲ୍ରେ ଥିବା Trial Balance ଲିଙ୍କରେ କ୍ଲିକ୍ କରନ୍ତୁ |
| 09:01 | report ଦେଖିବା ପାଇଁ transactionsର Start Date ଓ End Dateକୁ ଚୟନ କରନ୍ତୁ |
| 09:07 | ଉପର ଡାହାଣପଟେ ଥିବା Display:Trial balance ବଟନ୍ରେ କ୍ଲିକ୍ କରନ୍ତୁ |
| 09:12 | ଆମେ ଅନୁରୂପ reportକୁ ଦେଖିପାରିବା |
| 09:15 | ଏହା ସମସ୍ତ General Ledger accounts ତାଲିକା ଉପରେ ଆଧାରିତ ଅଟେ |
| 09:20 | ୱିଣ୍ଡୋକୁ ବନ୍ଦ କରନ୍ତୁ |
| 09:22 | Report classes ଅଧୀନରେ ଥିବା General Ledger ଲିଙ୍କରେ କ୍ଲିକ୍ କରନ୍ତୁ |
| 09:27 | ଡାହାଣ ପ୍ୟାନେଲ୍ରେ ଥିବା Balance Sheet ଲିଙ୍କରେ କ୍ଲିକ୍ କରନ୍ତୁ |
| 09:31 | report ଦେଖିବା ପାଇଁ transactionsର Start Date ଓ End Dateକୁ ଚୟନ କରନ୍ତୁ |
| 09:37 | ଉପର ଡାହାଣ ପଟେ ଥିବା Display: Balance sheet ଲିଙ୍କରେ କ୍ଲିକ୍ କରନ୍ତୁ |
| 09:42 | ଆମେ Assets and Liabilitiesର ଅନୁରୂପ reportକୁ ଦେଖିପାରିବା |
| 09:48 | ୱିଣ୍ଡୋକୁ ବନ୍ଦ କରନ୍ତୁ |
| 09:50 | Report classes ଅଧୀନରେ ଥିବା Customer ଲିଙ୍କରେ କ୍ଲିକ୍ କରନ୍ତୁ |
| 09:55 | ଏଠାରେ ଆମେ Price listing, customer detail listing, Customer trial balanceକୁ ଦେଖିପାରିବା |
| 10:02 | ଏହି reportଗୁଡ଼ିକୁ ନିଜକୁ ନିଜେ ଖୋଜି ଦେଖନ୍ତୁ |
| 10:05 | ଏଥିସହିତ ଆମେ ଏହି ଟ୍ୟୁଟୋରିଆଲର ସମାପ୍ତିକୁ ଆସିଲେ. ସଂକ୍ଷିପ୍ତରେ - |
| 10:11 | ଏହି ଟ୍ୟୁଟୋରିଆଲରେ ଆମେ ଶିଖିଲେ
Suppliers ଯୋଡ଼ିବା |
| 10:16 | ଗୋଟିଏ Purchase Order Entry କରିବା |
| 10:19 | Suppliers invoice ତିଆରି କରିବା |
| 10:22 | ଏବଂ transactionsର ବିଭିନ୍ନ reportଗୁଡ଼ିକୁ ତିଆରି କରିବା |
| 10:26 | ନିମ୍ନ ଲିଙ୍କରେ ଥିବା ଭିଡିଓ ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟକୁ ସାରାଂଶିତ କରିଥାଏ. ଦୟାକରି ଏହାକୁ ଡାଉନଲୋଡ୍ କରି ଦେଖନ୍ତୁ |
| 10:34 | ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ ଟିମ୍ କର୍ମଶାଳାମାନ ଚଲାନ୍ତି ଏବଂ ପ୍ରମାଣପତ୍ର ଦିଅନ୍ତି. ଅଧିକ ବିବରଣୀ ପାଇଁ ଦୟାକରି ଆମକୁ ଲେଖନ୍ତୁ |
| 10:43 | ଦୟାକରି ଏହି ଫୋରମରେ ନିଜର ସମୟବଦ୍ଧ ପ୍ରଶ୍ନ ପୋଷ୍ଟ୍ କରନ୍ତୁ |
| 10:47 | ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ, ଭାରତ ସରକାରଙ୍କ MHRD ଦ୍ୱାରା ଅନୁଦାନ ପ୍ରାପ୍ତ |
| 10:53 | IIT Bombay ତରଫରୁ ପ୍ରଦୀପ ମହାପାତ୍ରଙ୍କ ସହ ମୁଁ ପ୍ରଭାସ ଆପଣଙ୍କଠାରୁ ବିଦାୟ ନେଉଛି. ଆମ ସହିତ ଜଡ଼ିତ ହୋଇଥିବାରୁ, ଧନ୍ୟବାଦ |