FrontAccounting-2.4.7/C2/Place-Sales-Order-in-FrontAccounting/Oriya
From Script | Spoken-Tutorial
Time | Narration |
00:01 | Place Sales Order in FrontAccounting ଉପରେ ଥିବା ସ୍ପୋକନ୍ ଟ୍ୟୁଟୋରିଆଲକୁ ସ୍ଵାଗତ |
00:07 | ଏହି ଟ୍ୟୁଟୋରିଆଲରେ ଆମେ ଶିଖିବା:
Sales Quotation Entry |
00:13 | Sales Order Entry |
00:15 | Make Delivery ଓ
Sales Order Inquiry |
00:20 | ଏହି ଟ୍ୟୁଟୋରିଆଲ୍ ରେକର୍ଡ କରିବା ପାଇଁ ମୁଁ ବ୍ୟବହାର କରୁଛି,
Ubuntu Linux OS ଭର୍ସନ୍ 16.04 |
00:28 | FrontAccounting ଭର୍ସନ୍ 2.4.7 |
00:32 | ଏହି ଟ୍ୟୁଟୋରିଆଲ୍ ଅଭ୍ୟାସ କରିବା ପାଇଁ ଆପଣଙ୍କର ହାୟର୍ ସେକେଣ୍ଡରୀ କମର୍ସ ଆଣ୍ଡ ଆକାଉଣ୍ଟିଙ୍ଗ ଏବଂ
ପ୍ରିନସିପଲ୍ସ ଅଫ୍ ବୁକ୍ କିପିଙ୍ଗ ଉପରେ ଜ୍ଞାନ ଥିବା ଆବଶ୍ୟକ |
00:42 | ଏବଂ ପୂର୍ବରୁ ଆପଣ FrontAccountingରେ ଗୋଟିଏ ସଂସ୍ଥା କିମ୍ବା Company ସେଟ୍-ଅପ୍ କରିଥିବା ଆବଶ୍ୟକ |
00:48 | ଯଦି ନାହିଁ, ତେବେ ପ୍ରାସଂଗିକ FrontAccounting ଟ୍ୟୁଟୋରିଆଲ୍ ପାଇଁ ଏହି ୱେବସାଇଟ୍କୁ ଯାଆନ୍ତୁ |
00:54 | FrontAccounting ଇଣ୍ଟରଫେସ୍ ରେ କାମ ଆରମ୍ଭ କରିବା ପୂର୍ବରୁ XAMPP servicesକୁ ଚାଲୁ କରନ୍ତୁ |
01:00 | ବର୍ତ୍ତମାନ FrontAccounting ଇଣ୍ଟରଫେସ୍କୁ ଖୋଲନ୍ତୁ |
01:04 | ଗୋଟିଏ browser ଖୋଲନ୍ତୁ. localhost/account ଟାଇପ୍ କରିବା ପରେ Enter ଦାବନ୍ତୁ |
01:13 | login ପେଜ୍ ଦୃଶ୍ୟମାନ ହେବ |
01:16 | ୟୁଜର୍ ନେମ୍ ପାଇଁ admin ଏବଂ password ଟାଇପ୍ କରନ୍ତୁ. |
01:21 | ତା’ପରେ Login ବଟନ୍ରେ କ୍ଲିକ୍ କରନ୍ତୁ |
01:24 | FrontAccounting ଇଣ୍ଟରଫେସ୍ ଖୋଲିଯିବ |
01:27 | ସେଲ୍ସ ପାଇଁ ଆବଶ୍ୟକ ସମସ୍ତ ପଦାଙ୍କଗୁଡ଼ିକ ସମ୍ପୂର୍ଣ୍ଣ ହୋଇସାରିଛି |
01:31 | ବର୍ତ୍ତମାନେ ଆମେ ଗୋଟିଏ Sales Quotation Entry କରିବା ପାଇଁ ପ୍ରସ୍ତୁତ |
01:35 | Sales ଟାବ୍ରେ କ୍ଲିକ୍ କରନ୍ତୁ
Transactions ପ୍ୟାନେଲ୍ରେ ଥିବା Sales Quotation Entry ଲିଙ୍କରେ କ୍ଲିକ୍ କରନ୍ତୁ |
01:43 | ଡ୍ରପ୍-ଡାଉନ୍ ବକ୍ସରେ Customerଙ୍କ ନାମ ଏବଂ ଅନ୍ୟାନ୍ୟ ସମ୍ପର୍କିତ ସୂଚନା ଦେଖିବାକୁ ମିଳିବ |
01:50 | କାରଣ, ଆମେ ପୂର୍ବରୁ Add and Manage Customersରେ ବିବରଣୀଗୁଡ଼ିକୁ ଅପଡେଟ୍ କରିସାରିଥିଲେ |
01:57 | Customer ‘Amit’ଙ୍କ ପାଇଁ ଗୋଟିଏ ନୂଆ sales quotation entry ପ୍ରସ୍ତୁତ କରନ୍ତୁ |
02:03 | ଧ୍ୟାନ ଦିଅନ୍ତୁ ଯେ, Reference ସଂଖ୍ୟା auto generated ଅଟେ |
02:07 | ଅନ୍ୟ ସମସ୍ତ ଫିଲ୍ଡର ଏଣ୍ଟ୍ରୀଗୁଡ଼ିକୁ ପରିବର୍ତ୍ତନ କରନ୍ତୁ ନାହିଁ |
02:11 | Sales Quotation Items ପ୍ୟାନେଲ୍ରେ ଥିବା ଡ୍ରପ୍-ଡାଉନ୍ ମେନୁରେ Item Description ଉପରେ କ୍ଲିକ୍ କରନ୍ତୁ.
Item ପାଇଁ Dell laptopକୁ ଚୟନ କରନ୍ତୁ |
02:22 | Dell laptop ପାଇଁ Item Code ଓ sales price ଏଠାରେ ଦୃଶ୍ୟମାନ ହେବ |
02:28 | ଏହାର କାରଣ, ଆମେ ପୂର୍ବ ଟ୍ୟୁଟୋରିଆଲରେ ଏହା ପ୍ରସ୍ତୁତ କରିସାରିଛେ |
02:33 | Quantity ଫିଲ୍ଡରେ quantity ପାଇଁ 1 ଟାଇପ୍ କରନ୍ତୁ |
02:38 | ଯଦି ଆପଣ customerଙ୍କୁ discount ଦେବାକୁ ଚାହାନ୍ତି, ତେବେ customer ଫିଲ୍ଡରେ ପର୍ସେଣ୍ଟେଜ୍ ଟାଇପ୍ କରନ୍ତୁ |
02:45 | ମୁଁ ମୋ customerଙ୍କୁ 0.10 % discount ଦେବି |
02:51 | ବର୍ତ୍ତମାନ entryକୁ ସେଭ୍ କରିବା ପାଇଁ ଧାଡ଼ିର ଡାହାଣ କଡ଼ରେ ଥିବା Add Item ବଟନ୍ରେ କ୍ଲିକ୍ କରନ୍ତୁ |
02:58 | ଧ୍ୟାନ ଦିଅନ୍ତୁ ଯେ, ଏହି Sales Orderର Amount Totalରେ 12% GST ସଂଯୁକ୍ତ ଅଛି |
03:06 | Customerଙ୍କୁ itemsର shipment ପାଇଁ ଲାଗୁଥିବା ଚାର୍ଜକୁ ଯୋଡ଼ିବା ପାଇଁ Shipping Charge ଫିଲ୍ଡ ଅଛି |
03:13 | ତେଣୁ, Shipping Charge ଫିଲ୍ଡରେ ମୁଁ Rs.200 ଟାଇପ୍ କରିବି |
03:19 | ପ୍ୟାନେଲ୍ର ନିମ୍ନ ଭାଗରେ ଥିବା Update ବଟନ୍ ରେ କ୍ଲିକ୍ କରନ୍ତୁ |
03:23 | Subtotal ଓ Amount Totalରେ ହେଉଥିବା ପରିବର୍ତ୍ତନକୁ ଆମେ ଦେଖିପାରିବା |
03:28 | ତଲକୁ ସ୍କ୍ରୋଲ୍ କରନ୍ତୁ.
ୱିଣ୍ଡୋର ନିମ୍ନ ଭାଗରେ ଥିବା Place Quotation ବଟନ୍ରେ କ୍ଲିକ୍ କରନ୍ତୁ |
03:35 | quotationକୁ ବର୍ତ୍ତମାନ ପ୍ଲେସ୍ କରାଯାଇଛି ବୋଲି ସଫଳ ବାର୍ତ୍ତାରେ ପ୍ରଦର୍ଶିତ ହେଉଛି |
03:40 | ତା’ପରେ ଏହି quotation ଅନୁସାରେ ଗୋଟିଏ order, place କରାଯିବା ଆବଶ୍ୟକ |
03:46 | ତେଣୁ, Make Sales Order Against This Quotation ଲିଙ୍କରେ କ୍ଲିକ୍ କରନ୍ତୁ |
03:52 | Sales Order Entry ପାଇଁ ଗୋଟିଏ ୱିଣ୍ଡୋ ଖୋଲିବ |
03:56 | ଏଠାରେ itemର ସମ୍ପୂର୍ଣ୍ଣ ବିବରଣୀ ଦେଖିପାରିବେ |
04:00 | ତଳକୁ ସ୍କ୍ରୋଲ୍ କରନ୍ତୁ ଏବଂ ୱିଣ୍ଡୋର ନିମ୍ନ ଭାଗରେ ଥିବା Place Order ବଟନ୍ରେ କ୍ଲିକ୍ କରନ୍ତୁ |
04:06 | ଆମେ ସଫଳତାର ସହ order ପ୍ଲେସ୍ କରିସାରିଛେ ବୋଲି କନଫର୍ମେଶନ୍ ବାର୍ତ୍ତା ଦ୍ଵାରା ସୂଚିତ ହେଉଛି |
04:12 | ପରବର୍ତ୍ତୀ ପଦାଙ୍କ ହେଉଛି, ଡେଲିଭରୀ କରିବା |
04:15 | ତେଣୁ, Make Delivery Against This Order ଲିଙ୍କରେ କ୍ଲିକ୍ କରନ୍ତୁ |
04:21 | Deliver Items for a Sales Order ନାମକ ଗୋଟିଏ ୱିଣ୍ଡୋ ଖୋଲିଯିବ |
04:27 | ଡେଲିଭର୍ ହେବାକୁ ଥିବା itemsର ବିବରଣୀ ଏଥିରେ ପ୍ରଦର୍ଶିତ ହେବ |
04:32 | ୱିଣ୍ଡୋର ନିମ୍ନ ଭାଗରେ ଥିବା Process Dispatch ବଟନ୍ରେ କ୍ଲିକ୍ କରନ୍ତୁ |
04:37 | delivery ପାଇଁ ଏଣ୍ଟ୍ରୀକୁ ସୁନିଶ୍ଚିତ କରୁଥିବା ଗୋଟିଏ କନଫର୍ମେଶନ୍ ବାର୍ତ୍ତା ଦୃଶ୍ୟମାନ ହେବ |
04:43 | ନିମ୍ନଲିଖିତ ବିକଳ୍ପଗୁଡ଼ିକୁ ନିଜକୁ ନିଜେ ଖୋଜି ଜାଣନ୍ତୁ |
04:47 | Sales ଟାବ୍ରେ କ୍ଲିକ୍ କରନ୍ତୁ |
04:50 | ବର୍ତ୍ତମାନ ସମ୍ପୂର୍ଣ୍ଣ ହୋଇଥିବା ଗୋଟିଏ Sales Entryର statusକୁ ଯାଞ୍ଚ କରନ୍ତୁ |
04:55 | Inquiries and Reports ପ୍ୟାନେଲ୍ ଅଧିନରେ ଥିବା Sales Order Inquiry ଲିଙ୍କରେ କ୍ଲିକ୍ କରନ୍ତୁ |
05:01 | ଏଠାରେ ପ୍ରଦତ୍ତ ଟେଵ୍ବଲ୍ରେ ଏହି entryର ବିବରଣୀକୁ ଆମେ ଦେଖିପାରିବା |
05:06 | ୱିଣ୍ଡୋର ନିମ୍ନ ଭାଗରେ ଥିବା Back ଲିଙ୍କରେ କ୍ଲିକ୍ କରନ୍ତୁ |
05:10 | ତା’ପରେ ଚାଲନ୍ତୁ customer payment ବିଷୟରେ ଜାଣିବା |
05:14 | Transactions ପ୍ୟାନେଲ୍ ର ଡାହାଣ କଡ଼ରେ ଥିବା Customer Payments ଲିଙ୍କରେ କ୍ଲିକ୍ କରନ୍ତୁ |
05:20 | customer Amitର Rs.53147 ଦେୟ ଅଛି.
Amount ଫିଲ୍ଡରେ ଧନରାଶି ଏଣ୍ଟର୍ କରନ୍ତୁ |
05:31 | Amount of Discount ଫିଲ୍ଡରେ Rs.2000 ଏଣ୍ଟର୍ କରନ୍ତୁ |
05:37 | ପୁନର୍ବାର Amount ଫିଲ୍ଡରେ କ୍ଲିକ୍ କରନ୍ତୁ |
05:40 | discount ପରେ ଆମେ ଧନରାଶିରେ ହୋଇଥିବା ପରିବର୍ତ୍ତନକୁ ଦେଖିପାରିବା |
05:44 | Memo ଫିଲ୍ଡରେ ଗୋଟିଏ ବର୍ଣ୍ଣାନା ଲେଖନ୍ତୁ |
05:47 | Amount received from Amit for sale of Dell laptop ଟାଇପ୍ କରନ୍ତୁ |
05:53 | ତା’ପରେ ୱିଣ୍ଡୋର ନିମ୍ନ ଭାଗରେ ଥିବା Add payment ବଟନ୍ରେ କ୍ଲିକ୍ କରନ୍ତୁ |
05:58 | ଆମେ Customer payment has been successfully entered ନାମକ ବାର୍ତ୍ତାକୁ ଦେଖିପାରିବା |
06:04 | ଏହାର ନିମ୍ନରେ ବିଭିନ୍ନ transactions ପାଇଁ ଥିବା ବିଭିନ୍ନ linksକୁ ଆମେ ଦେଖିପାରିବା |
06:09 | paymentର ବିବରଣୀକୁ ଦେଖିବା ପାଇଁ View this customer payment ଲିଙ୍କରେ କ୍ଲିକ୍ କରନ୍ତୁ |
06:15 | ଶେଷରେ ୱିଣ୍ଡୋର ନିମ୍ନ ଭାଗରେ ଥିବା Close ଲିଙ୍କରେ କ୍ଲିକ୍ କରନ୍ତୁ |
06:20 | ଏଥିସହିତ ଆମେ ଏହି ଟ୍ୟୁଟୋରିଆଲର ସମାପ୍ତିକୁ ଆସିଲେ. ସଂକ୍ଷିପ୍ତରେ - |
06:26 | ଏହି ଟ୍ୟୁଟୋରିଆଲରେ ଆମେ
Sales Quotation Entry Sales Order Entry |
06:33 | Make Delivery ଓ Sales Order Inquiry କରିବା ଶିଖିଲେ |
06:38 | ଗୋଟିଏ ଆସାଇନମେଣ୍ଟ ଭାବେ ଗୋଟିଏ ନୂଆ Sales Quotation Entry କରନ୍ତୁ |
06:42 | ସମ୍ପୂର୍ଣ୍ଣ ବିବରଣୀ ପାଇଁ Assignment ଲିଙ୍କକୁ ରେଫର୍ କରନ୍ତୁ |
06:47 | ନିମ୍ନ ଲିଙ୍କରେ ଥିବା ଭିଡିଓ ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟକୁ ସାରାଂଶିତ କରିଥାଏ. ଦୟାକରି ଏହାକୁ ଡାଉନଲୋଡ୍ କରି ଦେଖନ୍ତୁ |
06:55 | ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ ଟିମ୍ କର୍ମଶାଳାମାନ ଚଲାନ୍ତି ଏବଂ ପ୍ରମାଣପତ୍ର ଦିଅନ୍ତି. ଅଧିକ ବିବରଣୀ ପାଇଁ ଦୟାକରି ଆମକୁ ଲେଖନ୍ତୁ |
07:05 | ଦୟାକରି ଏହି ଫୋରମରେ ନିଜର ସମୟବଦ୍ଧ ପ୍ରଶ୍ନ ପୋଷ୍ଟ୍ କରନ୍ତୁ |
07:09 | ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ, ଭାରତ ସରକାରଙ୍କ MHRD ଦ୍ୱାରା ଅନୁଦାନ ପ୍ରାପ୍ତ |
07:15 | IIT Bombay ତରଫରୁ ପ୍ରଦୀପ ମହାପାତ୍ରଙ୍କ ସହ ମୁଁ ପ୍ରଭାସ ଆପଣଙ୍କଠାରୁ ବିଦାୟ ନେଉଛି. ଆମ ସହିତ ଜଡ଼ିତ ହୋଇଥିବାରୁ, ଧନ୍ୟବାଦ |