CellDesigner/C2/Overview-of-CellDesigner/Oriya
From Script | Spoken-Tutorial
|
|
00:01 | ବନ୍ଧୁଗଣ, CellDesignerର ସାଧାରଣ ସମୀକ୍ଷା ଉପରେ ଥିବା Spoken Tutorialକୁ ସ୍ଵାଗତ |
00:08 | ଏହି ଟ୍ୟୁଟୋରିଆଲରେ ଆମେ, CellDesignerର ସିରିଜ୍ ତଥା ଏହି ସିରିଜର ଅଧୀନରେ ଉପଲବ୍ଧ ଥିବା ବିଭିନ୍ନ tutorialsକୁ ଶିଖିବା |
00:21 | ଏହି series ପାଇଁ ମୁଁ Version 4.3କୁ ବ୍ୟବହାର କରୁଛି |
00:27 | ଏହି ଟ୍ୟୁଟୋରିଆଲ୍ ସିରିଜ୍ ନିର୍ମାଣ କରିବା ସମୟରେ ଉପଲବ୍ଧ ଥିବା ଏହା ସବୁଠାରୁ ଅଦ୍ୟତନ ଭର୍ସନ୍ ଥିଲା |
00:36 | ଏହି ଟ୍ୟୁଟୋରିଆଲଗୁଡିକୁ ଅଭ୍ୟାସ କରିବା ପାଇଁ Version 4.3 ଏବଂ ଊର୍ଦ୍ଧ୍ଵର ସୁପାରିଶ୍ କରାଯାଉଛି |
00:45 | ଯଦି ଆପଣ CellDesignerକୁ ପ୍ରଥମ ଥର ପାଇଁ ବ୍ୟବହାର କରୁଥା’ନ୍ତି ତେବେ ଦୟାକରି Startup Guide Version 4.3କୁ ଅଧ୍ୟୟନ କରନ୍ତୁ |
00:56 | ଟୂଲ୍ ବାରକୁ ବ୍ୟବହାର କରିବା ପାଇଁ ଏହା କ୍ରମାନୁସାରେ ନିର୍ଦ୍ଦେଶବଳୀଗୁଡିକୁ ଧାରଣ କରିଥାଏ |
01:03 | ଗାଇଡ୍ ପାଇଁ link, ଏଠାରେ ପ୍ରଦର୍ଶିତ ହେବା ଭଳି ଅଟେ |
01:08 | ବର୍ତ୍ତମାନ ଏହି ସିରିଜରେ ଥିବା ପ୍ରତ୍ୟେକ tutorialଗୁଡିକୁ ସଂକ୍ଷେପରେ ଅଭ୍ୟାସ କରିବା |
01:16 | ଏହି ସିରିଜର ଅଦ୍ୟତମ tutorial, ଗୋଟିଏ Windows machineରେ CellDesignerର ଇନଷ୍ଟଲେଶନକୁ ବର୍ଣ୍ଣନା କରୁଛି |
01:27 | ଏଠାରେ ଟ୍ୟୁଟୋରିଆଲର ଗୋଟିଏ ଝଲକ ଅଛି |
01:43 | ପରବର୍ତ୍ତୀ tutorial, ମେନୁ ଓ ଟୂଲବାରଗୁଡିକୁ ବୁଝିବାରେ ଆମକୁ ସାହାଯ୍ୟ କରିବ |
01:52 | CellDesignerରେ ଥିବା CellDesigner ଓ Componentଗୁଡିକର କ୍ଷେତ୍ର |
01:59 | ଏହି ଟ୍ୟୁଟୋରିଆଲକୁ Windows OSରେ ରେକର୍ଡ କରାଯାଇଛି |
02:05 | ଯାହାହେଉ ଏଠାରେ ବର୍ଣ୍ଣିତ ହୋଇଥିବା ସମସ୍ତ ଫିଚରଗୁଡିକ, Linux OSରେ ମଧ୍ୟ ସମାନ ଭାବେ କାର୍ଯ୍ୟ କରିବେ |
02:17 | Linuxର ବ୍ୟବହାରକର୍ତ୍ତାମାନେ ଏହି tutorialକୁ କଦାପି ଛାଡିଯିବେ ନାହିଁ |
02:23 | ଚାଲନ୍ତୁ ଏହି tutorialକୁ ଆଲୋଚନା କରିବା |
02:40 | ପରବର୍ତ୍ତୀ tutorial, Installation of CellDesigner on Linux ଉପରେ ଆଧାରିତ ଅଟେ |
02:47 | ଏଠାରେ tutorialର ଗୋଟିଏ ଝଲକ ଅଛି |
03:00 | ପରବର୍ତ୍ତୀ ଟ୍ୟୁଟୋରିଆଲ୍ Create and Edit Components ଉପରେ ଆଧାରିତ ଅଟେ |
03:07 | ଏହା ସେଭ୍ ହୋଇଥିବା .xml fileକୁ କିପରି ଖୋଲଯାଏ, ଜାଣିବାରେ ସାହାଯ୍ୟ କରିବ |
03:17 | ଗୋଟିଏ Compartmentରେ ଥିବା ବୋର୍ଡରର ଆକାର, ଗଠନ, ରଙ୍ଗ ତଥା ମୋଟେଇକୁ ପରିବର୍ତ୍ତନ କରନ୍ତୁ |
03:26 | CellDesignerରେ multiple files ସୃଷ୍ଟି କରନ୍ତୁ |
03:30 | ଗୋଟିଏ Speciesର start-point ଓ end-point ବିଷୟରେ ଶିଖିବା |
03:37 | Species ଓ Reactionର ଆଇଣ୍ଡେଟିଟୀକୁ ପରିବର୍ତ୍ତନ କରନ୍ତୁ |
03:41 | ଏହି tutorialକୁ ପ୍ଲେ କରନ୍ତୁ |
03:52 | ପରବର୍ତ୍ତୀ tutorial, Macrosକୁ କିପରି ବ୍ୟବହାର କରାଯାଏ ତାହା ବର୍ଣ୍ଣନା କରିବ |
03:59 | ସମସ୍ତ componentଗୁଡିକୁ draw areaର ଅନ୍ୟ ପାର୍ଶ୍ଵକୁ ସ୍ଥାନାନ୍ତର କରନ୍ତୁ |
04:04 | ଗୋଟିଏ Reaction lineକୁ ଏଲାଇନ୍ କରନ୍ତୁ ଏବଂ ଗୋଟିଏ Reaction lineକୁ ପ୍ରସାରିତ କରିବା ସହିତ CellDesignerକୁ ବ୍ୟବହାର କରି ଏକ Process diagramର ନିର୍ମାଣ କରନ୍ତୁ |
04:16 | ଚାଲନ୍ତୁ ଏହି tutorialକୁ ଆଲୋଚନା କରିବା |
04:30 | ପରବର୍ତ୍ତୀ ଟ୍ୟୁଟୋରିଆଲ୍ Customizing Diagram Layout, ଗୋଟିଏ Reaction lineର ରଙ୍ଗ, ଗଠନ ଓ ପ୍ରସ୍ଥକୁ କିପରି ପରିବର୍ତ୍ତନ କରାଯିବ, ତାହା ବର୍ଣ୍ଣନା କରିବ |
04:44 | ଗୋଟିଏ Reaction lineରେ Anchor pointଗୁଡିକୁ ସଂଯୁକ୍ତ କରନ୍ତୁ. Componentଗୁଡିକୁ ଏଲାଇନ୍ କରନ୍ତୁ |
04:50 | Reaction idଗୁଡିକୁ Show/hide କରିବା ସହିତ Componentଗୁଡିକରେ ନୋଟଗୁଡିକୁ ସଂଯୁକ୍ତ କରନ୍ତୁ |
04:57 | Edit Protein, Edit information ଓ diagramର ଗୋଟିଏ bird’s eye view ପ୍ରାପ୍ତ କରନ୍ତୁ |
05:06 | ଏଠାରେ tutorialର ଗୋଟିଏ ଝଲକ ଅଛି |
05:18 | ସଂକ୍ଷିପ୍ତରେ |
05:20 | ଏହି ଟ୍ୟୁଟୋରିଆଲରେ ଆମେ CellDesigner ସିରିଜର Overview କରିବା ଶିଖିଲେ |
05:29 | ଉଲ୍ଲେଖ ଥିବା ପ୍ରତ୍ୟେକ ବିଷୟ ଉପରେ ଆଧାରିତ ସମ୍ପୂର୍ଣ ଟ୍ୟୁଟୋରିଆଲଗୁଡିକ ପାଇଁ ଦୟାକରି http://spoken-tutorial.orgକୁ ରେଫର୍ କରନ୍ତୁ |
05:39 | ନିମ୍ନ ଲିଙ୍କରେ ଉପଲବ୍ଧ ଥିବା ଭିଡିଓକୁ ଦେଖନ୍ତୁ. ଏହା ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟକୁ ସାରାଂଶିତ କରେ. ଯଦି ଆପଣଙ୍କର ଭଲ ବ୍ୟାଣ୍ଡୱିଡଥ୍ ନାହିଁ, ଏହାକୁ ଡାଉନଲୋଡ୍ କରିଦେଖିପାରିବେ |
05:52 | ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ ଟିମ୍: ସ୍ପୋକନ୍ ଟ୍ୟୁଟୋରିଆଲ୍ସ ବ୍ୟବହାର କରି କର୍ମଶାଳାମାନ ଚଲାନ୍ତି.* ଅନଲାଇନ୍ ଟେଷ୍ଟ ପାସ୍ କରୁଥିବା ବ୍ୟକ୍ତିମାନଙ୍କୁ ପ୍ରମାଣପତ୍ର ଦିଅନ୍ତି. ଅଧିକ ବିବରଣୀ ପାଇଁ ଦୟାକରି contact@spoken-tutorial.orgକୁ ଲେଖନ୍ତୁ |
06:10 | ସ୍ପୋକନ୍ ଟ୍ୟୁଟୋରିଆଲ ପ୍ରୋଜେକ୍ଟ, ଟକ୍ ଟୁ ଏ ଟିଚର୍ ପ୍ରୋଜେକ୍ଟର ଏକ ଅଂଶ. ଏହା ଭାରତ ସରକାରଙ୍କ MHRDର ICT ମାଧ୍ୟମରେ ରାଷ୍ଟ୍ରୀୟ ସାକ୍ଷରତା ମିଶନ୍ ଦ୍ୱାରା ଅନୁଦାନ ପ୍ରାପ୍ତ. ଏହି ମିଶନ୍ ଉପରେ ଅଧିକ ବିବରଣୀ (spoken-tutorial.org/NMEICT-Intro)ରେ ଉପଲବ୍ଧ |
06:27 | ଆଇଆଇଟି ବମ୍ୱେ ତରଫରୁ, ପ୍ରଦୀପ ଚନ୍ଦ୍ର ମହାପାତ୍ରଙ୍କ ସହ ମୁଁ ପ୍ରଭାସ ତ୍ରିପାଠୀ ଆପଣଙ୍କଠାରୁ ବିଦାୟ ନେଉଛି. ଆମ ସହିତ ଜଡ଼ିତ ହୋଇଥିବାରୁ ଧନ୍ୟବାଦ |