C-and-Cpp/C4/Working-With-Structures/Oriya
From Script | Spoken-Tutorial
Time | Narration |
00:01 | C ଓ C++ରେ Structures ଉପରେ ସ୍ପୋକନ ଟ୍ୟୁଟୋରିଆଲକୁ ସ୍ୱାଗତ |
00:06 | ଏହି ଟ୍ୟୁଟୋରିଆଲରେ ଆମେ ଶିଖିବା, |
00:08 | Structures କ’ଣ |
00:10 | Structuresର ଘୋଷଣା |
00:13 | ଆମେ ଏହାକୁ ଉଦାହରଣ ମାଧ୍ୟମରେ କରିବା |
00:15 | ଏହି ଟ୍ୟୁଟୋରିଆଲ ରେକର୍ଡ କରିବା ପାଇଁ ମୁଁ ବ୍ୟବହାର କରୁଛି |
00:18 | “ଉବୁଣ୍ଟୁ ଅପରେଟିଂ ସିଷ୍ଟମ” ଭର୍ସନ “୧୧.୦୪” |
00:22 | gcc ଏବଂ g++ Compiler ଭର୍ସନ ୪.୬.୧ |
00:28 | Structureର ପରିଚୟରୁ ଆରମ୍ଭ କରିବା |
00:31 | ଯେତେବେଳେ ଏକ ନାମ ଅଧିନରେ ଗୋଟିଏ କିମ୍ବା ଅଧିକ ଭେରିଏବଲ୍ସ ଗ୍ରୁପ ହୁଅନ୍ତି, ଏହାକୁ structure କୁହାଯାଏ |
00:37 | ବିଭିନ୍ନ ଡାଟାକୁ ଗୋଟିଏ ଅବଜେକ୍ଟରେ ଗ୍ରୁପ୍ କରିବା ପାଇଁ ଷ୍ଟ୍ରକଚର ବ୍ୟବହୃତ ହୁଏ |
00:42 | ଏହାକୁ “କମ୍ପାଉଣ୍ଡ ଡାଟା-ଟାଇପ” କୁହାଯାଏ |
00:45 | ଏହା ସମ୍ପର୍କିତ ତଥ୍ୟକୁ ଏକତ୍ର କରିବା ପାଇଁ ବ୍ୟବହାର କରାଯାଏ |
00:49 | ବର୍ତ୍ତମାନ ଏକ “structure” ଘୋଷଣା ପାଇଁ ସିଣ୍ଟାକ୍ସ ଦେଖିବା |
00:52 | ଏଠାରେ ଗୋଟିଏ structure ଘୋଷିତ ହୋଇଛି ବୋଲି struct କିୱାର୍ଡ କମ୍ପାଇଲରକୁ କୁହେ |
00:59 | “Structure”ର ନାମ ହେଉଛି strcut_name |
01:02 | ଯେପରି struct employee; |
01:04 | ଆପଣ ଯେକୌଣସି ନାମ ଦେଇପାରିବେ |
01:07 | ଏବେ ଆମେ ଦେଖିବା ଗୋଟିଏ “Structure” ଭେରିଏବଲ୍ କେମିତି ଘୋଷିତ ହୁଏ |
01:10 | ଏଥିପାଇଁ ସିଣ୍ଟାକ୍ସ ହେଉଛି: |
01:13 | struct struct_name and struct_var; |
01:17 | struc_name ଟାଇପ୍ର ଭେରିଏବଲ୍ ହେଉଛି struct_var |
01:21 | ଉଦାହରଣ, struct employee addr; |
01:26 | employee. ଟାଇପ୍ ର “ଭେରିଏବଲ୍” ହେଉଛି addr |
01:30 | ଆସନ୍ତୁ ଆମ ଉଦାହରଣ ଦେଖିବା |
01:33 | ମୁଁ ଏଡିଟର୍ରେ ପ୍ରୋଗ୍ରାମ୍ ଟାଇପ୍ କରିସାରିଛି. ମୁଁ ଏହାକୁ ଖୋଲୁଛି |
01:37 | ଧ୍ୟାନ ଦିଅନ୍ତୁ, ଆମ ଫାଇଲ ନାମ ହେଉଛି structure.c. |
01:41 | ଏହି ପ୍ରୋଗ୍ରାମରେ ଆମେ Structure ବ୍ୟବହାର କରି ତିନୋଟି ବିଷୟର ସମୁଦାୟ ଅଙ୍କ ହିସାବ କରିବା |
01:48 | ଏବେ ମୁଁ କୋଡ୍ ବର୍ଣ୍ଣନା କରୁଛି |
01:51 | ଏହା ହେଉଛି ଆମ ହେଡର୍ ଫାଇଲ୍ |
01:53 | ଏଠାରେ student ଭାବେ ଗୋଟିଏ “structure” ଘୋଷିତ ହୋଇଛି |
01:57 | ଏହାପରେ ଆମେ English, maths ଓ science ଭାବେ ତିନୋଟି ଇଣ୍ଟିଜର ଭେରିଏବଲ୍ସ ଘୋଷଣା କରିଛୁ |
02:03 | Structure ଅଧିନରେ ବର୍ଣ୍ଣିତ ହୋଇଥିବା ଭେରିଏବଲ୍ସକୁ Structureର ସଦସ୍ୟ କୁହାଯାଏ |
02:09 | ଏହା ହେଉଛି ଆମର ମେନ୍() ଫଙ୍କସନ୍ |
02:11 | ଏଠାରେ ଆମେ ଏକ “ଇଣ୍ଟିଜର” ଭେରିଏବଲ୍ 'total' ଘୋଷିତ କରିଛୁ |
02:16 | ଏବେ ଆମେ structure ଭେରିଏବଲ୍ stud ଘୋଷିତ କରିଛୁ, ଯାହା ଷ୍ଟୁଡେଣ୍ଟ ଟାଇପ୍ ର ଭେରିଏବଲ୍ ଅଟେ, ଏହା structure ମେମ୍ବର୍ସ ଆକ୍ସେସ୍ ଓ ମୋଡିଫାଏ କରିବା ପାଇଁ ବ୍ୟବହୃତ ହୋଇଥାଏ |
02:28 | ଏଠାରେ ଆମେ ମେମ୍ବର୍ସକୁ ୭୫, ୭୦ ଓ ୬୫ ଭାଲ୍ୟୁ ଦେଇ |
02:31 | ସେଗୁଡ଼ିକୁ ମୋଡିଫାଏ କରିଛୁ |
02:37 | ଏଠାରେ ଆମେ ତିନୋଟି ସବଜେକ୍ଟର ସମୁଦାୟ ହିସାବ କରିବା |
02:41 | ତାହାପରେ ଆମେ ରେଜଲ୍ଟ ପ୍ରିଣ୍ଟ କରିବା |
02:44 | ଏହା ହେଉଛି ଆମର “ରିଟର୍ନ” ଷ୍ଟେଟମେଣ୍ଟ୍ |
02:46 | “ସେଭ୍” କ୍ଲିକ୍ କରନ୍ତୁ |
02:48 | ପ୍ରୋଗ୍ରାମ୍ ଏକଜେକ୍ୟୁଟ୍ କରିବା |
02:50 | ଏକକାଳୀନ Ctrl, Alt ଏବଂ T କୀ ଦବାଇ |
02:54 | ଟର୍ମିନାଲ୍ ୱିଣ୍ଡୋ ଖୋଲନ୍ତୁ- |
02:59 | କମ୍ପାଇଲ କରିବା ପାଇଁ ଟାଇପ୍ କରନ୍ତୁ gcc ସ୍ପେସ୍ structure.c ସ୍ପେସ୍ ହାଇଫେନ୍ o ସ୍ପେସ୍ struct ଓ “ଏଣ୍ଟର୍” ଦାବନ୍ତୁ |
03:12 | ଏକଜେକ୍ୟୁଟ୍ ପାଇଁ (ଡଟ୍ ସ୍ଲାସ) ./struct ଟାଇପ୍ କରି ଏଣ୍ଟର ଦାବନ୍ତୁ |
03:17 | ଆଉଟପୁଟ୍ ଏହିପରି ଡିସ୍ପ୍ଲେ ହେବ: |
03:20 | Total is 210 |
03:22 | ଏବେ ଆମେ ସମାନ ପ୍ରୋଗ୍ରାମକୁ C++ରେ ଏକଜେକ୍ୟୁଟ୍ କରିବା |
03:26 | ଆମ ପ୍ରୋଗ୍ରାମକୁ ଫେରିଯିବା |
03:28 | ମୁଁ ସମାନ କୋଡକୁ ଏଡିଟ୍ କରିବି |
03:30 | ପ୍ରଥମେ କୀ’ବୋର୍ଡରେ ଏକକାଳୀନ Shift, Ctrl ଓ S କୀ ଦାବନ୍ତୁ |
03:37 | ଏବେ .cpp ଏକ୍ସଟେନ୍ସନ୍ ସହିତ ଫାଇଲ୍ ସେଭ୍ କରନ୍ତୁ |
03:41 | ଓ ସେଭ୍ ରେ କ୍ଲିକ୍ କରନ୍ତୁ |
03:43 | iostream ଭାବେ ହେଡର ଫାଇଲକୁ ଚେଞ୍ଜ କରନ୍ତୁ |
03:47 | ବର୍ତ୍ତମାନ using ଷ୍ଟେଟମେଣ୍ଟ୍ ମିଶାନ୍ତୁ |
03:53 | ଓ “ସେଭ୍” କ୍ଲିକ୍ କରନ୍ତୁ |
03:56 | C ଭଳି C++ ରେ Structure ଡିକ୍ଲାରେସନ୍ ସମାନ ଅଟେ |
04:01 | ତେଣୁ, ଏଠାରେ କିଛି ବଦଳାଇବାର ଆବଶ୍ୟକତା ନାହିଁ |
04:05 | ପରିଶେଷରେ ଆମେ printf ଷ୍ଟେଟମେଣ୍ଟ ବଦଳରେ cout ଷ୍ଟେଟମେଣ୍ଟ ରଖିବା |
04:12 | ଫର୍ମାଟ ସ୍ପେସିଫାୟର ଏବଂ (ବ୍ୟାକସ୍ଲାସ ଏନ) \n ଡିଲିଟ୍ କରନ୍ତୁ |
04:15 | ବର୍ତ୍ତମାନ କମା ଡିଲିଟ୍ କରନ୍ତୁ |
04:17 | ଦୁଇଟି ଓପନିଙ୍ଗ ଆଙ୍ଗେଲ ବ୍ରାକେଟ୍ ଟାଇପ୍ କରନ୍ତୁ |
04:20 | ଏଠାରେ କ୍ଲୋଜିଂ ବ୍ରାକେଟ ଡିଲିଟ୍ କରନ୍ତୁ |
04:22 | ଏବଂ ଦୁଇଟି ଓପନିଙ୍ଗ ଆଙ୍ଗେଲ ବ୍ରାକେଟ୍ ଟାଇପ୍ କରନ୍ତୁ |
04:25 | ଡବଲ କ୍ୱୋଟ୍ସ ଭିତରେ \n (ବ୍ୟାକ୍ସ୍ଲାସ ଏନ୍) ଟାଇପ୍ କରନ୍ତୁ |
04:29 | ଏବେ “ସେଭ” କ୍ଲିକ୍ କରନ୍ତୁ |
04:31 | ପ୍ରୋଗ୍ରାମ୍ ଏକଜେକ୍ୟୁଟ୍ କରିବା |
04:33 | ଟର୍ମିନାଲକୁ ଫେରିଯିବା |
04:35 | କମ୍ପାଇଲ୍ କରିବା ପାଇଁ g++ ସ୍ପେସ୍ structure.cpp ସ୍ପେସ୍ ହାଇଫେନ୍ o ସ୍ପେସ୍ struct1 ଟାଇପ୍ କରନ୍ତୁ |
04:46 | ଏଠାରେ ଆମ ପାଖରେ struct1 ଅଛି, କାରଣ ଆମେ structure.c ଫାଇଲ ପାଇଁ ଆଉଟପୁଟ୍ ପାରାମିଟର structକୁ ଓଭରରାଇଟ କରିବାକୁ ଚାହୁଁନେ |
04:55 | ଏବେ ଏଣ୍ଟର ଦାବନ୍ତୁ |
04:57 | ଏକଜେକ୍ୟୁଟ୍ କରିବା ପାଇଁ (ଡଟ୍ ସ୍ଲାସ) ./struct1 ଟାଇପ୍ କରି “ଏଣ୍ଟର” ଦାବନ୍ତୁ |
05:03 | ଆଉଟପୁଟ୍ ଏହିପରି ଡିସ୍ପ୍ଲେ ହେବ: |
05:05 | Total is 210 |
05:08 | ଦେଖନ୍ତୁ, ଆଉଟପୁଟ୍, C କୋଡ୍ ଭଳି ସମାନ ଅଟେ |
05:12 | ଏବେ ସ୍ଲାଇଡ୍ସକୁ ଫେରିଯିବା |
05:14 | ସଂକ୍ଷିପ୍ତରେ, ଏହି ଟ୍ୟୁଟୋରିଆଲରେ ଆମେ ଶିଖିଲେ, |
05:18 | Structure,Structure ପାଇଁ ସିଣ୍ଟାକ୍ସ |
05:20 | ଯେପରି struct struct_name; |
05:23 | Structureର ମେମ୍ବର୍ସ ଆକ୍ସେସ୍ କରିବା |
05:25 | ଯେପରି: stud.maths = 75; |
05:30 | ଏବଂ structure ଭେରିଏବଲ୍ସ ମିଶାଇବା |
05:33 | ଯେପରି: total = stud.eng + stud.maths + stud.science; |
05:40 | ଏକ ଆସାଇନମେଣ୍ଟ ଭାବେ,ଜଣେ ଏମ୍ପ୍ଲଇର ରେକର୍ଡ ପ୍ରଦର୍ଶନ ପାଇଁ ଗୋଟିଏ ପ୍ରୋଗ୍ରାମ୍ ଲେଖନ୍ତୁ |
05:44 | ଯଥା- ନାମ, ଠିକଣା, ପଦବୀ ଏବଂ ଦରମା |
05:49 | ନିମ୍ନ ଲିଙ୍କରେ ଉପଲବ୍ଧ ଭିଡିଓକୁ ଦେଖନ୍ତୁ |
05:52 | ଏହା ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟକୁ ସାରାଂଶିତ କରେ |
05:54 | ଯଦି ଆପଣଙ୍କର ଭଲ ବ୍ୟାଣ୍ଡୱିଡଥ୍ ନାହିଁ, ଏହାକୁ ଡାଉନଲୋଡ୍ କରି ଦେଖିପାରିବେ |
05:59 | ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ ଟିମ୍: |
06:01 | ସ୍ପୋକନ ଟ୍ୟୁଟୋରିଆଲ୍ସ ବ୍ୟବହାର କରି କର୍ମଶାଳାମାନ ଚଲାନ୍ତି |
06:04 | ଅନଲାଇନ୍ ଟେଷ୍ଟ ପାସ୍ କରୁଥିବା ବ୍ୟକ୍ତିଙ୍କୁ ପ୍ରମାଣପତ୍ର ଦିଅନ୍ତି |
06:08 | ଅଧିକ ବିବରଣୀ ପାଇଁ, ଦୟାକରି କଣ୍ଟାକ୍ଟ ଆଟ୍ ସ୍ପୋକନ୍ ହାଇଫେନ୍ ଟ୍ୟୁଟୋରିଆଲ୍ ଡଟ୍ ଓଆର୍ଜିକୁ ଲେଖନ୍ତୁ (contact@spoken-tutorial.org) |
06:15 | ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ ଟକ୍ ଟୁ ଏ ଟିଚର୍ ପ୍ରୋଜେକ୍ଟର ଏକ ଅଂଶ |
06:18 | ଏହା ଭାରତ ସରକାରଙ୍କ MHRDର ICT ମାଧ୍ୟମରେ ରାଷ୍ଟ୍ରୀୟ ସାକ୍ଷରତା ମିଶନ୍ ଦ୍ୱାରା ସମର୍ଥିତ |
06:25 | ଏହି ମିଶନ୍ ଉପରେ ଅଧିକ ବିବରଣୀ ନିମ୍ନ ଲିଙ୍କରେ ଉପଲବ୍ଧ |
06:29 | ଆଇଆଇଟି ବମ୍ୱେ ତରଫରୁ ମୁଁ ପ୍ରଦୀପ ଚନ୍ଦ୍ର ମହାପାତ୍ର ଆପଣଙ୍କଠାରୁ ବିଦାୟ ନେଉଛି |
06:33 | ଆମ ସହିତ ଜଡ଼ିତ ହୋଇଥିବାରୁ, ଧନ୍ୟବାଦ |