C-and-Cpp/C2/Nested-If-And-Switch-Statement/Oriya

From Script | Spoken-Tutorial
Jump to: navigation, search
Time Narration
00:01 C ଓ C++ ରେ Nested ifSwitch ଷ୍ଟେଟମେଣ୍ଟ ଉପରେ ସ୍ପୋକନ୍ ଟ୍ୟୁଟୋରିଆଲ୍ କୁ ସ୍ୱାଗତ
00:07 ଏହି ଟ୍ୟୁଟୋରିଆଲ୍ ରେ ଆମେ ଶିଖିବା,
00:09 nested if ଷ୍ଟେଟମେଣ୍ଟ ଓ
00:12 switch ଷ୍ଟେଟମେଣ୍ଟ କିପରି ବ୍ୟବହାର କରାଯାଏ,କିଛି ଉଦାହରଣ ସାହାଯ୍ୟରେ ଆମେ ଏହାକୁ କରିବା
00:17 ଏହି ଟ୍ୟୁଟୋରିଆଲ୍ ରେକର୍ଡ କରିବାକୁ, ମୁଁ ବ୍ୟବହାର କରୁଛି
00:20 ଉବୁଣ୍ଟୁ ଅପରେଟିଙ୍ଗ ସିଷ୍ଟମ୍ ଭର୍ସନ୍ 11.10
00:24 ଉବୁଣ୍ଟୁରେ gcc ଓ g++ କମ୍ପାଇଲର୍ ଭର୍ସନ୍ 4.6.1
00:30 ପ୍ରଥମେ nested ifswitch ଷ୍ଟେଟମେଣ୍ଟ କିପରି ଲେଖାଯାଏ ଏକ ଉଦାହରଣ ସାହାଯ୍ୟରେ ଶିଖିବା
00:36 ମୁଁ ପ୍ରୋଗ୍ରାମ୍ ଲେଖିସାରିଛି
00:39 ଆସନ୍ତୁ ଦେଖିବା,ଏହି ପ୍ରୋଗ୍ରାମ୍ ରେ ଇଣ୍ଟିଜର୍ ର ରେଞ୍ଜ ଚେକ୍ କରିବା ଶିଖିବା
00:45 ଦେଖନ୍ତୁ, ଆମ ଫାଇଲ୍ ନାମ ହେଉଛି nested-if.c
00:50 ମୁଁ କୋଡ୍ ବର୍ଣ୍ଣନା କରୁଛି
00:52 ଏହା ହେଉଛି ହେଡର୍ ଫାଇଲ୍
00:54 ଏହା ହେଉଛି main() ଫଙ୍କସନ
00:56 main() ଫଙ୍କସନ ଭିତରେ ଆମେ ଦୁଇଟି ଇଣ୍ଟିଜର ଭେରିଏବଲ୍ 'x ଓ y' ଘୋଷିତ କରିଛେ
01:02 ଏଠାରେ ଆମେ 0 ରୁ 39 ମଧ୍ୟରେ ଗୋଟିଏ ନମ୍ବର ଏଣ୍ଟର କରିବାକୁ ୟୁଜର୍ ଙ୍କୁ କହିଥାଉ
01:08 ଆମେ ୟୁଜର୍ ଠାରୁ ଇନପୁଟ ଭାବେ yର ଭାଲ୍ୟୁ ନେଉ
01:12 ଏହା ହେଉଛି if କଣ୍ଡିସନ
01:14 ଏଠାରେ, y/10=0 କି ନୁହେଁ ଆମେ ଯାଞ୍ଚ କରିବା
01:19 ଯଦି କଣ୍ଡିସନ ଟ୍ରୁ, ତେବେ,ଆମେ "you have entered the number in the range of 0-9" ପ୍ରିଣ୍ଟ କରିବା
01:25 ଏହା ହେଉଛି else-if କଣ୍ଡିସନ
01:28 ଏଠାରେ ଆମେ “y/10 = 1” ବୋଲି ଯାଞ୍ଚ କରିବା
01:32 ଯଦି କଣ୍ଡିସନ ଟ୍ରୁ, ତେବେ
01:34 ଆମେ "you have entered a number in the range of 10-19" ପ୍ରିଣ୍ଟ କରିବା
01:39 ଏହି else if କଣ୍ଡିସନ୍ ରେ, ସେହି ସଂଖ୍ୟା 20 ରୁ 29 ଭିତରେ ଅଛି କି ନାହିଁ ଯାଞ୍ଚ କରିବା
01:45 ଓ ଏଠାରେ ଆମେ ସଂଖ୍ୟା 30 ରୁ 39 ରେଞ୍ଜ ଭିତରେ ଥିବାର ଦେଖିବା
01:51 ଏହା ହେଉଛି else କଣ୍ଡିସନ
01:53 ଯଦି ଉପରୋକ୍ତ ସମସ୍ତ କଣ୍ଡିସନ ଫଲ୍ସ, ତେବେ
01:55 ଆମେ "number not in range" ପ୍ରିଣ୍ଟ କରିବା
01:58 ଓ ଏହା ହେଉଛି return ଷ୍ଟେଟମେଣ୍ଟ
02:01 ଏବେ ପ୍ରୋଗ୍ରାମ ଏକଜେକ୍ୟୁଟ କରିବା
02:03 କୀ’ ବୋର୍ଡରେ ଏକକାଳୀନ Ctrl+AltT ଦବାଇ ଟର୍ମିନାଲ୍ ୱିଣ୍ଡୋ ଖୋଲନ୍ତୁ
02:12 ଏକଜେକ୍ୟୁଟ କରିବା ପାଇଁ gcc space nested-if.c space hyphen o space nested ଟାଇପ କରନ୍ତୁ. ଏଣ୍ଟର ଦାବନ୍ତୁ
02:23 ଟାଇପ କରନ୍ତୁ ଡଟ୍ ସ୍ଲାସ ନେଷ୍ଟେଡ୍ (./nested). ଏଣ୍ଟର ଦାବନ୍ତୁ
02:28 Enter a number between 0 to 39 ଡିସପ୍ଲେ ହେବ
02:32 ମୁଁ 12 ଏଣ୍ଟର କରିବି
02:34 ଆଉଟପୁଟ ଏହିପରି ଡିସପ୍ଲେ ହେବ:, you have entered the number in the range of 10-19
02:40 ଆଉ ଏକ ନମ୍ବର ଏଣ୍ଟର କରିବା
02:42 ପୁଣିଥରେ ଏକଜେକ୍ୟୁଟ କରିବା, ଅପ୍ ଏରୋ କୀ ଦାବନ୍ତୁ. ଏଣ୍ଟର ଦାବନ୍ତୁ
02:48 ଏଥର ମୁଁ 5 ଦେବି
02:50 ଆଉଟପୁଟ ଏହିପରି ଡିସପ୍ଲେ ହେବ:
02:52 you have entered the number in the range of 0-9
02:56 କଣ୍ଡିସନାଲ୍ ଏକଜେକ୍ୟୁସନ ଭିନ୍ନ ମାର୍ଗରେ ମଧ୍ୟ କରାଯାଇପାରେ
03:00 switch ଷ୍ଟେଟମେଣ୍ଟ ବ୍ୟବହାର କରି
03:02 ଏହା କିପରି କରାଯାଏ, ଦେଖିବା
03:05 ଏହି ପ୍ରୋଗ୍ରାମକୁ switch ବ୍ୟବହାର କରି ଦେଖିବା
03:08 ମୁଁ ପ୍ରୋଗ୍ରାମ ଖୋଲିସାରିଛି
03:10 ଟେକ୍ସଟ୍ ଏଡିଟର୍ କୁ ଫେରିଆସନ୍ତୁ
03:13 ମୁଁ ଏହାକୁ ପୂର୍ବ ପ୍ରୋଗ୍ରାମରେ ବୁଝାଇସାରିଛି
03:16 ତେଣୁ, ମୁଁ switch ଷ୍ଟେଟମେଣ୍ଟକୁ ଯିବି
03:20 ଏଠାରେ ଇନପୁଟ୍ ବିଭାଜିତ କରିବା, ଅର୍ଥାତ୍, y by 10 ଓ ପରିଣାମ ଭେରିଏବଲ୍ xରେ ଷ୍ଟୋର୍ ହେବ
03:28 ଏହାର ଅର୍ଥ ଭାଗଫଳ x ରେ ଷ୍ଟୋର୍ ହୋଇଯିବ
03:32 ଭାଗଫଳ ସାହାଯ୍ୟରେ ଆମେ ସଂଖ୍ୟାର ରେଞ୍ଜ ଚିହ୍ନଟ କରିପାରିବା
03:36 ଏଠାରେ, ଆମେ ସ୍ୱିଚ୍ କମାଣ୍ଡକୁ କହିବା ଯେ, ଯାଞ୍ଚ କରାଯିବାକୁ ଥିବା ଭେରିଏବଲ୍ x ଅଟେ
03:41 ଏହା ହେଉଛି case 0. ଯଦି case 0 ସନ୍ତୋଷଜନକ,
03:45 ତେବେ ଆମେ you have entered the number in the range of 0-9 ପ୍ରିଣ୍ଟ କରିବା
03:51 ଯଦି କେସ୍ ସନ୍ତୋଷଜନକ, ତେବେ ଲୁପ୍ରୁ ବାହାରିବା ପାଇଁ break ଆଡ୍ କରିବା
03:55 ପ୍ରତ୍ୟେକଥର ଲୁପ୍ break କରିବା ଆବଶ୍ୟକ
03:58 ଏହାର କାରଣ ହେଉଛି, ଗୋଟିଏ ସମୟରେ କେବଳ ଗୋଟିଏ କଣ୍ଡିସନ ଟ୍ରୁ ହୋଇପାରେ
04:03 ଏହା ହେଉଛି “case 1”. “case 1”ର ଅର୍ଥ “ଯଦି x ର ଭାଲ୍ୟୁ 1” ଅଟେ.
04:08 ଆମେ ପ୍ରିଣ୍ଟ କରିବା you have entered a number in the range of 10-19
04:12 ଏହା ହେଉଛି “case 2”
04:14 ଏଠାରେ ଆମେ you have entered a number in the range of 20-29 ପ୍ରିଣ୍ଟ କରିବା
04:20 ଓ ଏହା ହେଉଛି case 3. ଏଠାରେ ସଂଖ୍ୟାଟି 30 ରୁ 39 ମଧ୍ୟରେ ଅଛି କି ନହିଁ ଯାଞ୍ଚ କରିବା
04:26 ଏହା ଡିଫଲ୍ଟ କେସ୍ ଅଟେ. ଯଦି ଉପରୋକ୍ତ କେସ୍‍ ଗୁଡ଼ିକ ସନ୍ତୋଷଜନକ ନୁହେଁ, ତେବେ କ’ଣ କରାଯିବା ଆବଶ୍ୟକ ଡିଫଲ୍ଟ କେସ୍ ନିର୍ଦ୍ଦିଷ୍ଟ କରେ
04:36 ଏଠାରେ ଆମେ ପ୍ରିଣ୍ଟ କରିବା "number not in range"
04:39 ଓ ଏହା ହେଉଛି return ଷ୍ଟେଟମେଣ୍ଟ
04:41 ପ୍ରୋଗ୍ରାମ୍ ଏକଜେକ୍ୟୁଟ୍ କରିବା
04:43 ଟର୍ମିନାଲ୍ କୁ ଫେରିଆସନ୍ତୁ
04:46 gcc space switch.c space -o space switch ଟାଇପ୍ କରନ୍ତୁ. ଏଣ୍ଟର ଦାବନ୍ତୁ
04:55 ଟାଇପ୍ କରନ୍ତୁ ./switch (ଡଟ୍ ସ୍ଲାସ୍ ସ୍ୱିଚ୍). ଏଣ୍ଟର ଦାବନ୍ତୁ
05:00 0 ରୁ 39 ମଧ୍ୟରେ ଏକ ସଂଖ୍ୟା ଏଣ୍ଟର କରନ୍ତୁ. ମୁଁ 35 ଏଣ୍ଟର କରିବି
05:06 ଆଉଟପୁଟ୍ ଏହିପରି ପ୍ରଦର୍ଶିତ ହେବ: “you have entered the number in the range of 30 to 39”
05:10 ଏବେ C++ରେ ପ୍ରୋଗ୍ରାମ କିପରି ଏକଜେକ୍ୟୁଟ୍ କରାଯାଏ, ଦେଖିବା
05:16 ଟେକ୍ସଟ୍ ଏଡିଟର୍କୁ ଫେରିଆସନ୍ତୁ
05:18 ଦେଖନ୍ତୁ, ଆମ ଫାଇଲ ନାମ ହେଉଛି nested-if.cpp
05:23 ଏଠାରେ ଲଜିକ୍ ଓ ଇମ୍ପ୍ଲିମେଣ୍ଟେସନ୍ ସମାନ ଅଟେ
05:27 ଏଠାରେ କିଛି ପରିବର୍ତ୍ତନ ଅଛି, ଯେପରି:
05:30 "stdio.h" ସ୍ଥାନରେ "iostream" ଭାବେ ହେଡର୍ ଫାଇଲ୍
05:35 ଏଠାରେ ଆମେ using ଷ୍ଟେଟମେଣ୍ଟ ଅନ୍ତର୍ଭୁକ୍ତ କରିଛେ
05:39 Using namespace std
05:41 ଏବଂ printfscanf ସ୍ଥାନରେ coutcin ଫଙ୍କସନ
05:46 ଆପଣ ଦେଖିପାରିବେ ଯେ, ବାକି କୋଡ୍ C ପ୍ରୋଗ୍ରାମ୍ ସହ ସମାନ ଅଟେ
05:51 କୋଡ୍ ଏକଜେକ୍ୟୁଟ୍ କରିବା
05:53 ଟର୍ମିନାଲ୍ କୁ ଫେରିଆସନ୍ତୁ
05:56 ଟାଇପ୍ କରନ୍ତୁ g++ space nested-if.cpp space -o space nested1. ଏଣ୍ଟର ଦାବନ୍ତୁ
06:07 ./nested1 ଟାଇପ୍ କରନ୍ତୁ. ଏଣ୍ଟର ଦାବନ୍ତୁ
06:11 0 ରୁ 39 ମଧ୍ୟରେ ଏକ ନମ୍ବର ଏଣ୍ଟର କରନ୍ତୁ, ମୁଁ 40 ଏଣ୍ଟର କରିବି
06:16 ଆଉଟପୁଟ ଡିସପ୍ଲେ ହେବ: “number not in range”
06:20 ଏବେ, C++ରେ switch ପ୍ରୋଗ୍ରାମ ଦେଖିବା
06:24 ଟେକ୍ସଟ୍ ଏଡିଟର୍ କୁ ଫେରିଆସନ୍ତୁ
06:27 ଏଠାରେ ମଧ୍ୟ ଲଜିକ୍ ଓ ଇମ୍ପିମେଣ୍ଟେସନ୍ ସମାନ ଅଟେ
06:31 ଦେଖନ୍ତୁ, ହେଡର୍ ଫାଇଲ୍ ହେଉଛି iostream
06:34 ଏଠାରେ using ଷ୍ଟେଟମେଣ୍ଟ ଅଛି
06:37 ଓ ଆମେ coutcin ଫଙ୍କସନ ପରିବର୍ତ୍ତିତ କରିଛେ
06:41 ବାକି କୋଡ୍ switch.c ପ୍ରୋଗ୍ରାମ୍ ଭଳି ସମାନ ଅଟେ
06:45 ଏକଜେକ୍ୟୁଟ କରିବା,ଟର୍ମିନାଲ୍ କୁ ଫେରିଆସନ୍ତୁ
06:48 ଟାଇପ୍ କରନ୍ତୁ g++ space switch.cpp space -o space switch1. ଏଣ୍ଟର ଦାବନ୍ତୁ
06:58 ./switch1 ଟାଇପ୍ କରନ୍ତୁ. ଏଣ୍ଟର ଦାବନ୍ତୁ
07:02 0 ରୁ 39 ମଧ୍ୟରେ ଏକ ନମ୍ବର ଏଣ୍ଟର କରନ୍ତୁ
07:05 ମୁଁ 25 ଏଣ୍ଟର କରିବି
07:09 ଆଉଟପୁଟ ଏହିପରି ପ୍ରଦର୍ଶିତ ହେବ:
07:11 “you have entered the number in the range of 20-29”
07:15 ବର୍ତ୍ତମାନ ସ୍ଲାଇଡ୍ସକୁ ଫେରିଆସନ୍ତୁ
07:18 switch ଓ nested-if ଷ୍ଟେଟମେଣ୍ଟ ମଧ୍ୟରେ ତୁଳନା କରିବା
07:23 ଏକ୍ସପ୍ରେସନ୍ ର ରେଜଲ୍ଟ ଅନୁସାରେ switch ଷ୍ଟେଟମେଣ୍ଟ ମୂଲ୍ୟାଙ୍କିତ ହେବ
07:28 ଯଦି ଏକ୍ସପ୍ରେସନ୍ ର ରେଜଲ୍ଟ ଟ୍ରୁ ହେବ, ତେବେ ହିଁ nested-if ଷ୍ଟେଟମେଣ୍ଟ ରନ୍ କରିବ
07:34 switchରେ, ଭେରିଏବଲ୍ ର ବିଭିନ୍ନ ଭାଲ୍ୟୁକୁ cases ଭାବେ ବ୍ୟବହାର କରୁ
07:39 nested-if ରେ, ଭେରିଏବଲ୍ ର ପ୍ରତ୍ୟେକ ଭାଲ୍ୟୁ ପାଇଁ କଣ୍ଡିସନାଲ୍ ଷ୍ଟେଟମେଣ୍ଟ ଲେଖିବାକୁ ପଡ଼େ
07:45 Switch ଷ୍ଟେଟମେଣ୍ଟ କେବଳ ଇଣ୍ଟିଜର୍ ଭାଲ୍ୟୁଗୁଡ଼ିକୁ ଯାଞ୍ଚ କରିପାରେ
07:50 Nested if, ଉଭୟ ଇଣ୍ଟିଜର୍ ଓ ଫ୍ରାକ୍ସନାଲ୍ ଭାଲ୍ୟୁଗୁଡ଼ିକୁ ଯାଞ୍ଚ କରିପାରେ
07:55 ଏହା ଟ୍ୟୁଟୋରିଆଲ୍ ର ସମାପ୍ତିକୁ ଆଣେ
07:58 ସଂକ୍ଷିପ୍ତରେ
08:00 ଏହି ଟ୍ୟୁଟୋରିଆଲରେ ଆମେ ଶିଖିଲେ * 'nested if' ଷ୍ଟେଟମେଣ୍ଟ, ଯେପରି- else if( y/10 equals to 0)
08:08 switch ଷ୍ଟେଟମେଣ୍ଟ, ଯେପରି- switch(x) ଓ
08:12 nested-if ଓ switch ଷ୍ଟେଟମେଣ୍ଟ ମଧ୍ୟରେ ପାର୍ଥକ୍ୟ
08:16 ଏକ ଆସାଇନମେଣ୍ଟ ଭାବେ,କର୍ମଚାରୀର ବୟସ ୨୦ ରୁ ୬୦ ମଧ୍ୟରେ କି ନୁହେଁ, ଯାଞ୍ଚ କରିବା ପାଇଁ ଏକ ପ୍ରୋଗ୍ରାମ୍ ଲେଖନ୍ତୁ
08:23 ନିମ୍ନ ଲିଙ୍କରେ ଉପଲବ୍ଧ ଭିଡିଓକୁ ଦେଖନ୍ତୁ /What\_is\_a\_Spoken\_Tutorial
08:26 ଏହା ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟକୁ ସାରାଂଶିତ କରେ
08:29 ଯଦି ଆପଣଙ୍କର ଭଲ ବ୍ୟାଣ୍ଡୱିଡଥ୍ ନାହିଁ, ଏହାକୁ ଡାଉନଲୋଡ୍ କରି ଦେଖିପାରିବେ
08:33 ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ ଟିମ୍, ସ୍ପୋକନ ଟ୍ୟୁଟୋରିଆଲ୍ସ ବ୍ୟବହାର କରି କର୍ମଶାଳାମାନ ଚଲାନ୍ତି
08:38 ଅନଲାଇନ୍ ଟେଷ୍ଟ ପାସ୍ କରୁଥିବା ବ୍ୟକ୍ତିଙ୍କୁ ପ୍ରମାଣପତ୍ର ଦିଅନ୍ତି
08:42 ଅଧିକ ବିବରଣୀ ପାଇଁ, ଦୟାକରି କଣ୍ଟାକ୍ଟ ଆଟ୍ ସ୍ପୋକନ୍ ହାଇଫେନ୍ ଟ୍ୟୁଟୋରିଆଲ୍ ଡଟ୍ ଓଆରଜିକୁ ଲେଖନ୍ତୁ (contact @spoken-tutorial.org)
08:49 ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ ଟକ୍ ଟୁ ଏ ଟିଚର୍ ପ୍ରୋଜେକ୍ଟର ଏକ ଅଂଶ
08:52 ଏହା ଭାରତ ସରକାରଙ୍କ MHRDର ICT ମାଧ୍ୟମରେ ରାଷ୍ଟ୍ରୀୟ ସାକ୍ଷରତା ମିଶନ୍‍ ଦ୍ୱାରା ସମର୍ଥିତ
08:58 ଏହି ମିଶନ୍ ଉପରେ ଅଧିକ ବିବରଣୀ ସ୍ପୋକନ୍ ହାଇଫେନ୍ ଟ୍ୟୁଟୋରିଆଲ ଡଟ୍ ଓଆରଜି ସ୍ଲାସ୍ NMEICT ହାଇଫେନ୍ ଇଣ୍ଟ୍ରୋ ରେ ଉପଲବ୍ଧ (spoken-tutorial.org/NMEICT-Intro)
09:04 ଆଇଆଇଟି ବମ୍ୱେ ତରଫରୁ ମୁଁ ପ୍ରଦୀପ ଚନ୍ଦ୍ର ମହାପାତ୍ର ଆପଣଙ୍କଠାରୁ ବିଦାୟ ନେଉଛି ଆମ ସହିତ ଜଡ଼ିତ ହୋଇଥିବାରୁ, ଧନ୍ୟବାଦ

Contributors and Content Editors

PoojaMoolya, Pradeep