Blender/C2/Types-of-Windows-Outliner/Oriya
From Script | Spoken-Tutorial
Time | Narration |
00:03 | ବନ୍ଧୁଗଣ, Blender tutorialsର ସିରିଜକୁ ସ୍ଵାଗତ୍ |
00:07 | ଏହି ଟ୍ୟୁଟୋରିଆଲ୍ Blender 2.59ରେ Outliner window ଉପରେ ପର୍ଯ୍ୟବସିତ ଅଟେ |
00:16 | ଏହି ସ୍କ୍ରିପ୍ଟ Sneha Deorukhkar ଓ Bhanu Prakash ଙ୍କ ଦ୍ଵାରା ପ୍ରସ୍ତୁତ କରାଯାଇଛି ଏବଂ Monisha Banerjeeଙ୍କ ଦ୍ଵାରା ସଂଶୋଧିତ କରାଯାଇଛି |
00:28 | ଏହି ଟ୍ୟୁଟୋରିଆଲକୁ ଦେଖିସାରିଲା ପରେ, ଆମେ ଶିଖିବା: |
00:33 | Outliner window କ’ଣ ଅଟେ; |
00:36 | Outliner windowରେ Eye, arrow ଓ camera icons ସବୁ କ’ଣ ଅଟନ୍ତି ଏବଂ |
00:43 | Outliner ୱିଣ୍ଡୋରେ display menu କ’ଣ ଅଟେ |
00:49 | Blender interfaceର ମୌଳିକ ଉପା୍ଦାନଗୁଡିକୁ ଆପଣ ଶିଖିଥିବେ ବୋଲି ମୁଁ ଆଶା କରୁଛି |
00:54 | ଯଦି ନୁହେଁ ତେବେ, ଦୟାକରି ଆମର Basic Description of the Blender Interface ଉପରେ ଥିବା ଟ୍ୟୁଟୋରିଆଲକୁ ଦେଖନ୍ତୁ |
01:03 | ବ୍ଲେଣ୍ଡରରେ Outliner ହେଉଛି ଗୋଟିଏ ଡେଟା ତାଲିକାର ଫ୍ଲୋଚାର୍ଟ୍ |
01:09 | ଡିଫଲ୍ଟ ଭାବେ, ଏହା Blender Interfaceର ଉପରିସ୍ଥ ଡାହାଣ ପଟ କୋଣରେ ଉପସ୍ଥିତ ରହେ |
01:15 | ଚାଲନ୍ତୁ Outliner ୱିଣ୍ଡୋକୁ resize କରିବା |
01:20 | ନିମ୍ନ ଧାରରେ ଲେଫ୍ଟ କ୍ଲିକ୍ କରନ୍ତୁ ଏବଂ ତଳକୁ ଡ୍ରାଗ୍ କରନ୍ତୁ |
01:26 | ବାମ ଧାର ଉପରେ ଲେଫ୍ଟ କ୍ଲିକ୍ କରନ୍ତୁ ଏବଂ ଏହାକୁ ବାମ ପଟକୁ ଡ୍ରାଗ୍ କରନ୍ତୁ |
01:36 | ବର୍ତ୍ତମାନ ଆମେ Outliner windowରେ ଥିବା ଅପଶନଗୁଡିକୁ ଅଧିକ ପ୍ରାଞ୍ଜଳ ଭାବେ ଦେଖିପାରିବା |
01:41 | Blender ୱିଣ୍ଡୋକୁ କିପରି ରିସାଇଜ୍ କରାଯାଏ ଶିଖିବା ପାଇଁ ନିମ୍ନରେ ଥିବା ଟ୍ୟୁଟୋରିଆଲକୁ ଦେଖନ୍ତୁ- |
01:47 | ବ୍ଲେଣ୍ଡରରେ କିପରି ୱିଣ୍ଡୋର ପ୍ରକାରକୁ ପରିବର୍ତ୍ତନ କରିବା |
01:59 | Viewରେ ଲେଫ୍ଟ କ୍ଲିକ୍ କରନ୍ତୁ |
02:03 | ଏଠାରେ ନିମ୍ନଲିଖିତ ଅପଶନଗୁଡିକ ଅଛନ୍ତି ଯେପରି- |
02:06 | Show Restriction Columns, |
02:09 | Show Active, |
02:11 | Show or Hide One level, |
02:14 | Show Hierarchy, |
02:17 | Duplicate area into New window ଓ Toggle full screen |
02:25 | Show Restriction Columnsକୁ ଡିଆକ୍ଟିଭେଟ୍ କରନ୍ତୁ |
02:30 | ଏହା outliner ୱିଣ୍ଡୋର ପୁରା ଡାହାଣପଟ କୋଣରେ ଉପସ୍ଥିତ ଥିବା ସମସ୍ତ viewable, selectable ଓ renderable ଅପଶନଗୁଡିକୁ ଲୁଚାଇଦେବ |
02:42 | ପୁନର୍ବାର Viewରେ ଲେଫ୍ଟ କ୍ଲିକ୍ କରନ୍ତୁ |
02:46 | viewable, selectable ଓ renderable ଅପଶନଗୁଡିକୁ ଦୃଶ୍ୟମାନ କରିବା ପାଇଁ Show Restriction Columnsକୁ ଆକ୍ଟିଭେଟ୍ କରନ୍ତୁ |
02:56 | Outliner windowସ୍ଥିତ Cubeର ବାମପଟେ ଥିବା plus ଚିହ୍ନ ଉପରେ ଲେଫ୍ଟ କ୍ଲିକ୍ କରନ୍ତୁ |
03:03 | ଗୋଟିଏ cascade ତାଲିକା ଦେଖା ଦେବ |
03:05 | ଏହା ଚୟନିତ ଅବଜେକ୍ଟର ପ୍ରପର୍ଟୀଗୁଡିକର ଗୋଟିଏ ତାଲିକା ପ୍ରଦର୍ଶନ କରିବ |
03:11 | ଆମେ ପରବର୍ତ୍ତି ଟ୍ୟୁଟୋରିଆଲଗୁଡିକରେ ଏଗୁଡିକ ଉପରେ ସବିଶେଷ ଆଲୋଚନା କରିବା |
03:16 | 3D viewରେ Eye, ଆପଣଙ୍କ ଅବଜେକ୍ଟକୁ ଦୃଶ୍ୟ କିମ୍ବା ଅଦୃଶ୍ୟ କରିଥାଏ . |
03:24 | ଉଦାହରଣସ୍ଵରୂପ, cube ପାଇଁ eye ଉପରେ ଲେଫ୍ଟ କ୍ଲିକ୍ କରନ୍ତୁ |
03:29 | cube ଆଉ 3D viewରେ ଦୃଶ୍ୟମାନ ହେବ ନାହିଁ |
03:35 | ପୁନର୍ବାର cube ପାଇଁ eye ଉପରେ ଲେଫ୍ଟ କ୍ଲିକ୍ କରନ୍ତୁ |
03:41 | ବର୍ତ୍ତମାନ, 3D-viewରେ cube ଦୃଶ୍ୟମାନ ହେବ |
03:48 | Arrow, 3D-viewରେ ଆପଣଙ୍କ ଅବଜେକ୍ଟକୁ ଚୟନିତ କିମ୍ବା ଅଚୟନିତ କରିଥାଏ |
03:56 | ଉଦାହରଣସ୍ଵରୂପ, cube ପାଇଁ arrow ଉପରେ ଲେଫ୍ଟ କ୍ଲିକ୍ କରନ୍ତୁ |
04:02 | 3D-viewରେ cube ଉପରେ ରାଇଟ୍ କ୍ଲିକ୍ କରନ୍ତୁ. cube ଚୟନ ହୋଇପାରିବ ନାହିଁ |
04:10 | ପୁନର୍ବାର, Outliner windowରେ cube ପାଇଁ arrow ଉପରେ ଲେଫ୍ଟ କ୍ଲିକ୍ କରନ୍ତୁ |
04:17 | 3D-viewରେ cube ଉପରେ ରାଇଟ୍ କ୍ଲିକ୍ କରନ୍ତୁ |
04:21 | ବର୍ତ୍ତମାନ cubeକୁ ଚୟନ କରିହେବ |
04:28 | Camera ଆପଣଙ୍କ ଅବଜେକ୍ଟକୁ renderable କିମ୍ବା non-renderable କରିଥାଏ |
04:34 | cube ପାଇଁ Camera ଉପରେ ଲେଫ୍ଟ କ୍ଲିକ୍ କରନ୍ତୁ |
04:38 | ଦୃଶ୍ୟକୁ ରେଣ୍ଡର୍ କରିବା ପାଇଁ, ଆପଣଙ୍କ କୀବୋର୍ଡରେ f12 ଦାବନ୍ତୁ |
04:46 | ରେଣ୍ଡରରେ cube ଦୃଶ୍ୟମାନ ହେବ ନାହିଁ |
04:51 | 3D-viewକୁ ଫେରିଯିବା ପାଇଁ ଆପଣଙ୍କ କୀବୋର୍ଡରେ Esc ଦାବନ୍ତୁ |
04:56 | ପୁନର୍ବାର, Outliner ୱିଣ୍ଡୋରେ cube ପାଇଁ Cameraରେ ଲେଫ୍ଟ କ୍ଲିକ୍ କରନ୍ତୁ |
05:03 | ଦୃଶ୍ୟକୁ ରେଣ୍ଡର୍ କରିବା ପାଇଁ f12 ଦାବନ୍ତୁ |
05:09 | ବର୍ତ୍ତମାନ ଦୃଶ୍ୟଟିକୁ ରେଣ୍ଡରରେ ଦେଖିହେବ |
05:15 | 3D-viewକୁ ଫେରିଯିବା ପାଇଁ Esc ଦାବନ୍ତୁ |
05:21 | Outliner windowରେ ଥିବା Search ବାର୍ ଉପରେ ଲେଫ୍ଟ କ୍ଲିକ୍ କରନ୍ତୁ |
05:28 | ଯଦି ଆପଣଙ୍କ ଦୃଶ୍ୟରେ ମଲ୍ଟିପଲ୍ ଅବଜେକ୍ଟ ଥା’ନ୍ତି ତେବେ ଏହି ସର୍ଚ୍ ଟୁଲ୍ ସମଗୋଷ୍ଠି ଅବଜେକ୍ଟଗୁଡିକୁ କିମ୍ବା ଦୃଶ୍ୟର ଗୋଟିଏ ନିର୍ଦ୍ଦିଷ୍ଟ ଅବଜେକ୍ଟକୁ ଫିଲଟର୍ କରିବାରେ ସାହାଯ୍ୟ କରିଥାଏ |
05:40 | Outliner windowର ଉପରିସ୍ଥ ବାମ କୋଣରେ ଥିବା Scene, Blender sceneର ସମସ୍ତ ଅବଜେକ୍ଟଗୁଡିକୁ ଏବଂ ସେମାନଙ୍କ ସମ୍ବନ୍ଧିତ ଉପାଦାନଗୁଡିକୁ ତାଲିକାଭୁକ୍ତ କରିଥାଏ |
05:51 | All Scenes ଉପରେ ଲେଫ୍ଟ କ୍ଲିକ୍ କରନ୍ତୁ |
05:55 | ଏହି ଡ୍ରପ୍-ଡାଉନ୍ ତାଲିକା display menu ଅଟେ |
05:59 | ଏହା Outliner panel ପାଇଁ ଡିଷ୍ପ୍ଲେ ଅପଶନଗୁଡିକୁ ଧାରଣ କରିଥାଏ |
06:04 | Current Scene ଉପରେ ଲେଫ୍ଟ କ୍ଲିକ୍ କରନ୍ତୁ |
06:08 | ସାମ୍ପ୍ରତିକ ଦୃଶ୍ୟରେ ଅବସ୍ଥିତ ଥିବା ସମସ୍ତ ଅବଜେକ୍ଟଗୁଡିକ Outliner windowରେ ତାଲିକାଭୁକ୍ତ ହୋଇଥିବାର ଆପଣ ଦେଖିପାରିବେ |
06:18 | display ମେନୁକୁ ଖୋଲିବା ପାଇଁ Current Scene ଉପରେ ଲେଫ୍ଟ କ୍ଲିକ୍ କରନ୍ତୁ |
06:26 | Visible Layers ଉପରେ ଲେଫ୍ଟ କ୍ଲିକ୍ କରନ୍ତୁ |
06:30 | ଆକ୍ଟିଭ୍ layer କିମ୍ବା layersରେ ଉପସ୍ଥିତ ଥିବା ସମସ୍ତ ଅବଜେକ୍ଟ Outliner windowରେ ତାଲିକାଭୁକ୍ତ ହେବେ |
06:38 | ଆମେ ପରବର୍ତ୍ତି ଟ୍ୟୁଟୋରିଆଲରେ Layers ବିଷୟରେ ସବିଶେଷ ଶିଖିବା |
06:44 | display ମେନୁକୁ ଖୋଲିବା ପାଇଁ Visible Layers ଉପରେ ଲେଫ୍ଟ କ୍ଲିକ୍ କରନ୍ତୁ |
06:52 | Selected ଉପରେ ଲେଫ୍ଟ କ୍ଲିକ୍ କରନ୍ତୁ |
06:55 | Outliner କେବଳ 3D-viewରେ ଚୟନିତ ହୋଇଥିବା ଅବଜେକ୍ଟଗୁଡିକୁ ତାଲିକାଭୁକ୍ତ କରିବ |
07:04 | display ମେନୁକୁ ଖୋଲିବା ପାଇଁ Selected ଉପରେ ଲେଫ୍ଟ କ୍ଲିକ୍ କରନ୍ତୁ |
07:09 | Active ଉପରେ ଲେଫ୍ଟ କ୍ଲିକ୍ କରନ୍ତୁ |
07:12 | Outliner କେବଳ, 3D-viewରେ ସାମ୍ପ୍ରତିକ ଚୟନିତ ଅବଜେକ୍ଟକୁ ତାଲିକାଭୁକ୍ତ କରିଥାଏ |
07:22 | display menuକୁ ଖୋଲିବା ପାଇଁ Active ଉପରେ ଲେଫ୍ଟ କ୍ଲିକ୍ କରନ୍ତୁ |
07:28 | Same Types ଉପରେ ଲେଫ୍ଟ କ୍ଲିକ୍ କରନ୍ତୁ |
07:31 | ନାମ ଅନୁସାରେ, Outliner windowରେ ସମାନ ଶ୍ରେଣୀ ଅନ୍ତର୍ଗତ ସମସ୍ତ ଅବଜେକ୍ଟକୁ Same Type ଅପଶନ୍ ତାଲିକାଭୁକ୍ତ କରିଥାଏ |
07:41 | ଉଦାହରଣସ୍ଵରୂପ, cube ଡିଫଲ୍ଟ ଭାବେ 3D-viewରେ ଚୟନିତ ହୋଇଥାଏ |
07:47 | ତେଣୁ, Outliner ଦୃଶ୍ୟରେ ଥିବା ସମସ୍ତ mesh objectsକୁ ତଲିକାଭୁକ୍ତ କରିଥାଏ |
07:51 | ଏହି କ୍ଷେତ୍ରରେ, ଦୃଶ୍ୟରେ କେବଳ cube ହେଉଛି mesh object |
07:58 | ଆମେ ବ୍ଲେଣ୍ଡରର ଅଧିକ ବିକଷିତ Animation ଉପରେ ଥିବା ଟ୍ୟୁଟୋରିଆଲଗୁଡିକରେ mesh objects ଉପରେ ସବିଶେଷ ଶିଖିବା |
08:08 | display menuକୁ ଖୋଲିବା ପାଇଁ Same Types ଉପରେ ଲେଫ୍ଟ କ୍ଲିକ୍ କରନ୍ତୁ |
08:14 | ଦୃଶ୍ୟରେ ଏକତ୍ରିତ ସମସ୍ତ ଅବଜେକ୍ଟଗୁଡିକୁ Groups ତାଲିକାଭୁକ୍ତ କରିବ |
08:20 | ଏଠାରେ ଅନ୍ୟ କିଛି ଅପଶନ୍ ଅଛି ଯାହାକୁ ଆମେ ପରବର୍ତ୍ତି ଟ୍ୟୁଟୋରିଆଲଗୁଡିକରେ ଆଲୋଚନା କରିବା |
08:27 | ଏହା outliner windowର breakdown ଅଟେ |
08:32 | ଗୋଟିଏ ମଲ୍ଟିପଲ୍ ଅବଜେକ୍ଟ ଥିବା ସୁଦିର୍ଘ ଦୃଶ୍ୟ ଉପରେ କାମ କଲାବେଳେ, ଦୃଶ୍ୟର ପ୍ରତ୍ୟେକ ଅବଜେକ୍ଟ ଉପରେ ଟ୍ରାକ୍ ରଖିବା ପାଇଁ Outliner window ଗୋଟିଏ ଅତ୍ୟନ୍ତ ଉପଯୋଗୀ ଟୂଲ୍ ଭାବେ କାର୍ଯ୍ୟ କରିଥାଏ |
08:45 | ବର୍ତ୍ତମାନ Outlinerରେ ଚୟନିତ ତାଲିକା ମଧ୍ୟରେ ଗୋଟିଏ ନୂଆ ଫାଇଲ୍ ସୃଷ୍ଟି କରନ୍ତୁ ଏବଂ cubeକୁ ରେଣ୍ଡର୍ ଅନୁପଯୋଗୀ କରନ୍ତୁ |
08:58 | ଏହି ଟ୍ୟୁଟୋରିଆଲ୍ Project Oscar ଦ୍ଵାରା ପ୍ରସ୍ତୁତ ଏବଂ ICT ମାଧ୍ୟମରେ ରାଷ୍ଟ୍ରୀୟ ସାକ୍ଷରତା ମିଶନ୍ ଦ୍ୱାରା ସମର୍ଥିତ |
09:07 | ଏହା ଉପରେ ଅଧିକ ବିବରଣୀ ନିମ୍ନ ଲିଙ୍କ - |
09:12 | oscar.iitb.ac.in ଏବଂ spoken-tutorial.org/NMEICT-Introରେ ଉପଲବ୍ଧ |
09:28 | ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ |
09:30 | ସ୍ପୋକନ୍ ଟ୍ୟୁଟୋରିଆଲ୍ସ ବ୍ୟବହାର କରି କର୍ମଶାଳାମାନ ଚଲାନ୍ତି |
09:34 | ଅନଲାଇନ୍ ଟେଷ୍ଟ ପାସ୍ କରୁଥିବା ବ୍ୟକ୍ତିମାନଙ୍କୁ ପ୍ରମାଣପତ୍ର ମଧ୍ୟ ଦିଅନ୍ତି |
09:38 | ଅଧିକ ବିବରଣୀ ପାଇଁ ଦୟାକରି contact@spoken-tutorial.org ରେ ଆମକୁ ଲେଖନ୍ତୁ |
09:45 | ଆଇଆଇଟି ବମ୍ୱେ ତରଫରୁ, ପ୍ରଦୀପ ମହାପାତ୍ରଙ୍କ ସହ ମୁଁ ପ୍ରଭାସ ତ୍ରିପାଠୀ ଆପଣଙ୍କଠାରୁ ବିଦାୟ ନେଉଛି. ଆମ ସହିତ ଜଡ଼ିତ ହୋଇଥିବାରୁ ଧନ୍ୟବାଦ |