Advanced-Cpp/C2/Classes-And-Objects/Oriya
From Script | Spoken-Tutorial
Time | Narration |
00:01 | ବନ୍ଧୁଗଣ, Classes and Objects in C++ ଉପରେ ସ୍ପୋକନ୍ ଟ୍ୟୁଟୋରିଆଲକୁ ସ୍ଵାଗତ |
00:07 | ଏହି ଟ୍ୟୁଟୋରିଆଲରେ ଆମେ: |
00:09 | Classes |
00:11 | Objects, Encapsulation ଓ |
00:14 | ଡେଟା abstractionକୁ ଶିଖିବା |
00:16 | ଏହାକୁ ଗୋଟିଏ ଉଦାହରଣ ସାହାଯ୍ୟରେ କରନ୍ତୁ |
00:20 | ଏହି ଟ୍ୟୁଟୋରିଆଲକୁ ରେକର୍ଡ କରିବା ପାଇଁ ମୁଁ ବ୍ୟବହାର କରୁଛି: |
00:23 | Ubuntu OS ଭର୍ସନ୍ 11.10 |
00:28 | g++ କମ୍ପାଇଲର୍ ଭର୍ସନ୍ 4.6.1 |
00:32 | ଚାଲନ୍ତୁ classଗୁଡିକର ପରିଚୟ ସହିତ ଆରମ୍ଭ କରିବା |
00:36 | କୀୱର୍ଡ classକୁ ବ୍ୟବହାର କରାଯାଇ ଗୋଟିଏ Classର ସୃଷ୍ଟି କରାଯାଏ |
00:39 | ଏହା ଡେଟା ଓ ଫଙ୍କଶନଗୁଡିକୁ ଧାରଣ କରେ |
00:42 | Class, କୋଡ୍ ଓ ଡେଟାକୁ ଲିଙ୍କ କରିଥାଏ |
00:45 | classର ଡେଟା ଓ ଫଙ୍କଶନଗୁଡିକୁ, କ୍ଲାସର ମେମ୍ବର ବୋଲି କୁହାଯାଏ |
00:51 | objectକୁ ଚାଲନ୍ତୁ ଯିବା |
00:53 | Objectଗୁଡିକ ଭେରିଏବଲ୍ ଅଟନ୍ତି |
00:55 | ସେଗୁଡିକ ଗୋଟିଏ classର କପୀ ଅଟନ୍ତି |
00:58 | ସେଗୁଡିକ ପ୍ରତ୍ୟେକଙ୍କର properties ଓ behavior ଥାଏ |
01:01 | Properties, ଡେଟା ଏଲିମେଣ୍ଟଗୁଡିକ ମାଧ୍ୟମରେ ଏବଂ |
01:06 | behavior, ମେମ୍ବର ଫଙ୍କଶନଗୁଡିକ ମାଧ୍ୟମରେ ଯାହାକୁ methods କୁହାଯାଏ, ପରିଭାଷିତ ହୁଅନ୍ତି |
01:10 | ବର୍ତ୍ତମାନ ଗୋଟିଏ କ୍ଲାସ୍ ପାଇଁ ଥିବା syntaxକୁ ଦେଖିବା |
01:14 | ଏଠାରେ, ଗୋଟିଏ କ୍ଲାସକୁ ପରିଭାଷିତ କରିବା ପାଇଁ କୀୱର୍ଡ classର ବ୍ୟବହାର କରାଯାଏ |
01:18 | Class-name ହେଉଛି କ୍ଲାସର ନାମ |
01:21 | public, private ଓ protected, access specifier ଅଟନ୍ତି |
01:26 | ଏବଂ ଏଠାରେ ଡେଟା ମେମ୍ବରମାନଙ୍କୁ ଏବଂ ମେମ୍ବର୍ ଫଙ୍କଶନଗୁଡିକୁ ଯେପରି public, private ଓ protectedକୁ ପରିଭାଷିତ କରାଯାଇଛି |
01:34 | ଏହିପରି ଭାବେ classକୁ ବନ୍ଦ କରନ୍ତୁ |
01:37 | ବର୍ତ୍ତମାନ ଚାଲନ୍ତୁ ଗୋଟିଏ ଉଦାହରଣକୁ ଦେଖିବା |
01:39 | editor ଉପରେ କୋଡକୁ ଟାଇପ୍ କରାଯାଇସାରିଛି |
01:42 | ଏହାକୁ ଖୋଲନ୍ତୁ |
01:44 | ଧ୍ୟାନଦିଅନ୍ତୁ ଯେ ଫାଇଲ୍ ନାମ class ହାଇଫେନ୍ obj ଡଟ୍ cpp ଅଟେ |
01:50 | ଏହି ଉଦାହରଣରେ, classକୁ ବ୍ୟବହାର କରି ଗୋଟିଏ ବର୍ଗକ୍ଷେତ୍ରର କ୍ଷେତ୍ରଫଳକୁ ଗଣନା କରନ୍ତୁ |
01:56 | ବର୍ତ୍ତମାନ କୋଡକୁ ବର୍ଣ୍ଣନା କରନ୍ତୁ |
01:58 | iostream, ଯାହା ହେଉଛି ହେଡର୍ ଫାଇଲ୍ |
02:02 | ଏଠାରେ std namespaceକୁ ବ୍ୟବହାର କରନ୍ତୁ |
02:06 | square ନାମକ ଗୋଟିଏ classର ଘୋଷଣା କରାଯାଇଛି |
02:10 | ଏଠାରେ, କୌଣସି access specifierର ଘୋଷଣା କରାଯାଇ ନାହିଁ |
02:14 | ତେଣୁ, ଡିଫଲ୍ଟ ଭାବେ ଏହା private ଅଟେ |
02:17 | ତେଣୁ ଭେରିଏବଲ୍ x, square କ୍ଲାସର ଗୋଟିଏ privateମେମ୍ବର୍ ଅଟେ |
02:22 | ଏହା public specifier ଅଟେ |
02:25 | ଫଙ୍କଶନ୍ area, ଗୋଟିଏ public ଫଙ୍କଶନ୍ ଅଟେ |
02:28 | ଏବଂ ଏହିପରି କ୍ଲାସକୁ ବନ୍ଦ କରନ୍ତୁ |
02:31 | ବର୍ତ୍ତମାନ, access specifiers ବିଷୟରେ ଅଧିକ ଜାଣିବା ପାଇଁ slideକୁ ଫେରିଆସନ୍ତୁ |
02:36 | Public specifier- |
02:39 | public ସ୍ପେସିଫାୟର୍ ଡେଟାଗୁଡିକୁ classର ବାହାରେ ଆକ୍ସେସ୍ କରିବା ପାଇଁ ଅନୁମତି ଦେଇଥାଏ |
02:44 | ଗୋଟିଏ public ମେମ୍ବରକୁ, ପ୍ରୋଗ୍ରାମର ଯେକୌଣସି ସ୍ଥାନରେ ବ୍ୟବହାର କରାଯାଇପାରିବ |
02:49 | Private specifier- |
02:51 | private ଭାବେ ଘୋଷଣା କରାଯାଇଥିବା ମେମ୍ବରକୁ, classର ବାହାରେ ଆକ୍ସେସ୍ କିମ୍ବା ବ୍ୟବହାର କରିପାରିବେ ନାହିଁ |
02:57 | private ମେମ୍ବରମାନଙ୍କୁ କେବଳ classର ମେମ୍ବରମାନଙ୍କ ଦ୍ଵାରା ବ୍ୟବହାର କରାଯାଇପାରିବ |
03:03 | Protected specifier- |
03:05 | protected ମେମ୍ବରମାନଙ୍କୁ classର ବାହାରେ ଆକ୍ସେସ୍ କରିପାରିବେ ନାହିଁ |
03:10 | ସେଗୁଡିକୁ କେବଳ ଗୋଟିଏ derived, class ଦ୍ଵାରା ଆକ୍ସେସ୍ କରିପାରିବେ |
03:13 | ପ୍ରୋଗ୍ରାମକୁ ଫେରିଆସନ୍ତୁ |
03:16 | ଏଠାରେ, ଏହି ଷ୍ଟେଟମେଣ୍ଟ ମଧ୍ୟରେ classର ନାମ, |
03:21 | scope resolution operator ଏବଂ ଫଙ୍କଶନ୍ ନାମ ଅଛି |
03:25 | ଏହି ଅପରେଟରକୁ ନିଶ୍ଚିତଭାବେ ବ୍ୟବହାର କରନ୍ତୁ |
03:27 | ଏହା ନିର୍ଦ୍ଦିଷ୍ଟ କରେ ଯେ ଫଙ୍କଶନ୍ area, ଗୋଟିଏ global ଫଙ୍କଶନ୍ ନୁହେଁ |
03:33 | ଏହା square କ୍ଲାସର ଗୋଟିଏ ମେମ୍ବର୍ ଫଙ୍କଶନ୍ ଅଟେ |
03:36 | ଏଠାରେ, int a ଭାବେ ଗୋଟିଏ argumentକୁ ପାସ୍ କରାଯାଇଛି |
03:40 | ବର୍ତ୍ତମାନ, scope resolution operator ବିଷୟରେ ଅଧିକ ଜାଣିବା ପାଇଁ, slideକୁ ଫେରିଆସନ୍ତୁ |
03:46 | ଏହାକୁ ଲୁକ୍କାୟିତ ଡେଟାକୁ ଆକ୍ସେସ୍ କରିବା ପାଇଁ ବ୍ୟବହାର କରନ୍ତୁ |
03:49 | ସମାନ ନାମ ଥିବା variable କିମ୍ବା functionକୁ ଆକ୍ସେସ୍ କରିବା ପାଇଁ, scope resolution operatorର ବ୍ୟବହାର କରନ୍ତୁ |
03:56 | local ଭେରିଅଏବଲ୍ ଓ global ଭେରିଏବଲର ସମାନ ନାମ ଥିବାର ଅନୁମାନ କରନ୍ତୁ |
04:01 | local ଭେରିଏବଲକୁ ଅଗ୍ରାଧିକାର ମିଳିବ |
04:05 | scope resolution operatorକୁ ବ୍ୟବହାର କରି global ଭେରିଅଏବଲକୁ ଆକ୍ସେସ୍ କରନ୍ତୁ |
04:10 | ବର୍ତ୍ତମାନ ପ୍ରୋଗ୍ରାମକୁ ଫେରିଆସନ୍ତୁ |
04:12 | ଏଠାରେ aର ଭେଲ୍ୟୁ, xରେ ଷ୍ଟୋର୍ ହୋଇଛି |
04:17 | ତା’ପରେ ବର୍ଗକ୍ଷେତ୍ରର area ପ୍ରାପ୍ତ କରନ୍ତୁ |
04:20 | ଏଠାରେ x ଗୋଟିଏ private ମେମ୍ବର୍ ଅଟେ |
04:22 | private parameterକୁ ଆକ୍ସେସ୍ କରିବା ପାଇଁ, public ମେମ୍ବର୍ aକୁ ବ୍ୟବହାର କରନ୍ତୁ |
04:27 | privateମେମ୍ବରଗୁଡିକ ସର୍ବଦା ଲୁକ୍କାୟିତ ଭାବେ ଥା’ନ୍ତି |
04:30 | ଏହା main ଫଙ୍କଶନ୍ ଅଟେ |
04:33 | ଏଠାରେ sqr, square କ୍ଲାସର ଅବଜେକ୍ଟ ଅଟେ |
04:37 | ଏହିପରି ଗୋଟିଏ objectର ସୃଷ୍ଟି କରାଯାଏ |
04:40 | class-name ପଛକୁ object-name ରହିଥାଏ |
04:43 | ଏଠାରେ ଅବଜେକ୍ଟ sqr ଏବଂ ଗୋଟିଏ .(ଡଟ୍) ଅପରେଟରକୁ ବ୍ୟବହାର କରି, ଫଙ୍କଶନ୍ areaକୁ କଲ୍ କରନ୍ତୁ |
04:50 | ତା’ପରେ 4 ଭାବେ ଗୋଟିଏ argumentକୁ ପାସ୍ କରନ୍ତୁ |
04:53 | xର ଭାଲ୍ୟୁକୁ 4 ଭାବେ ସେଟ୍ କରନ୍ତୁ |
04:57 | ଏହା return ଷ୍ଟେଟମେଣ୍ଟ ଅଟେ. ବର୍ତ୍ତମାନ Save ଉପରେ କ୍ଲିକ୍ କରନ୍ତୁ |
05:00 | ପ୍ରୋଗ୍ରାମକୁ ନିଷ୍ପାଦନ କରନ୍ତୁ |
05:03 | କୀବୋର୍ଡ ଉପରେ Ctrl, Alt ଓ T କୀକୁ ଏକ ସଙ୍ଗେ ଦାବି ଟର୍ମିନଲ୍ ୱିଣ୍ଡୋକୁ ଖୋଲନ୍ତୁ |
05:11 | କମ୍ପାଇଲ୍ କରିବା ପାଇଁ, ଟାଇପ୍ କରନ୍ତୁ: g++ ସ୍ପେସ୍ class ହାଇଫେନ୍ obj ଡଟ୍ cpp ସ୍ପେସ୍ ହାଇଫେନ୍ o ସ୍ପେସ୍ class |
05:20 | Enter ଦାବନ୍ତୁ |
05:22 | ଟାଇପ୍ କରନ୍ତୁ, ./class(ଡଟ୍ ସ୍ଲାଶ୍ କ୍ଲାସ୍) |
05:24 | Enter ଦାବନ୍ତୁ. ଆଉଟପୁଟ୍ ପ୍ରଦର୍ଶିତ ହେବ: |
05:28 | Area of the square is 16 |
05:30 | ବର୍ତ୍ତମାନ, ପ୍ରୋଗ୍ରାମକୁ ଫେରିଆସନ୍ତୁ |
05:35 | ବର୍ତ୍ତମାନ ପର୍ଯ୍ୟନ୍ତ ଯାହା ଆମେ ଦେଖିଲେ, |
05:37 | ଗୋଟିଏ class ମଧ୍ୟରେ ଡେଟା ଓ ଫଙ୍କଶନଗୁଡିକ ମିଶି ଏକତ୍ର ହୁଅନ୍ତି |
05:41 | class ଗୋଟିଏ ସିଙ୍ଗଲ୍ ୟୁନିଟ୍ ଅଟେ |
05:44 | ଯେଉଁଠି ବ୍ୟବହାର ହୋଇଥିବା ଡେଟା ଓ ଫଙ୍କଶନ୍ ଗ୍ରୁପ୍ ହୋଇଛି |
05:49 | ଏହି ପ୍ରଣାଳିକୁ Encapsulation କୁହାଯାଏ |
05:53 | ତା’ପରେ private ଓ public ମେମ୍ବରମାନଙ୍କ ସହିତ କ୍ଲାସକୁ ଦେଖନ୍ତୁ |
05:59 | private ଡେଟା ଲୁକ୍କାୟିତ ଭାବେ ଅଛି |
06:02 | ଏହାକୁ classର ବାହାରେ ଆକ୍ସେସ୍ କରିପାରିବେ ନାହିଁ |
06:05 | ଏହି ପ୍ରଣାଳିକୁ Data abstraction କୁହାଯାଏ |
06:09 | interface ଦୃଶ୍ୟମାନ ହେବ କିନ୍ତୁ ଇମପ୍ଲିମେଣ୍ଟେଶନ୍ ଲୁକ୍କାୟିତ ଭାବେ ରହିବ |
06:14 | ଏହା ଆମକୁ ଏହି ଟ୍ୟୁଟୋରିଆଲର ସମାପ୍ତିକୁ ଆଣେ |
06:17 | slideକୁ ଫେରିଆସନ୍ତୁ. ସଂକ୍ଷିପ୍ତରେ |
06:20 | ଏହି ଟ୍ୟୁଟୋରିଆଲରେ ଆମେ ନିମ୍ନଲିଖିତ ଶିଖିଲେ: |
06:23 | Encapsulation ଡେଟା Abstraction |
06:25 | Private ମେମ୍ବର |
06:27 | int x; |
06:29 | Public ଫଙ୍କଶନ୍ int area(int); |
06:32 | classes, class square |
06:35 | ଅବଜେକ୍ଟ ସୃଷ୍ଟି କରିବା, |
06:37 | square sqr; |
06:39 | object sqr ଡଟ୍ area()କୁ ବ୍ୟବହାର କରି ଗୋଟିଏ ଫଙ୍କଶନକୁ କଲ୍ କରିବା; |
06:43 | ଗୋଟିଏ ଆସାଇନମେଣ୍ଟ ଭାବେ: ଗୋଟିଏ ପ୍ରଦତ୍ତ ବୃତ୍ତର ପରିସୀମାକୁ ପ୍ରାପ୍ତ କରିବା ପାଇଁ ଏକ ପ୍ରୋଗ୍ରାମ୍ ଲେଖନ୍ତୁ |
06:49 | ନିମ୍ନ ଲିଙ୍କରେ ଉପଲବ୍ଧ ଥିବା ଭିଡିଓକୁ ଦେଖନ୍ତୁ |
06:52 | ଏହା ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟକୁ ସାରାଂଶିତ କରେ |
06:55 | ଯଦି ଆପଣଙ୍କର ଭଲ ବ୍ୟାଣ୍ଡୱିଡଥ୍ ନାହିଁ, ଏହାକୁ ଡାଉନଲୋଡ୍ କରିଦେଖିପାରିବେ |
07:00 | ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ ଟିମ୍: |
07:02 | ସ୍ପୋକନ୍ ଟ୍ୟୁଟୋରିଆଲ୍ସ ବ୍ୟବହାର କରି କର୍ମଶାଳାମାନ ଚଲାନ୍ତି, |
07:05 | ଅନଲାଇନ୍ ଟେଷ୍ଟ ପାସ୍ କରୁଥିବା ବ୍ୟକ୍ତିମାନଙ୍କୁ ପ୍ରମାଣପତ୍ର ଦିଅନ୍ତି. |
07:09 | ଅଧିକ ବିବରଣୀ ପାଇଁ ଦୟାକରି contact@spoken-tutorial.orgକୁ ଲେଖନ୍ତୁ |
07:16 | ସ୍ପୋକନ୍ ଟ୍ୟୁଟୋରିଆଲ ପ୍ରୋଜେକ୍ଟ, ଟକ୍ ଟୁ ଏ ଟିଚର୍ ପ୍ରୋଜେକ୍ଟର ଏକ ଅଂଶ |
07:20 | ଏହା ଭାରତ ସରକାରଙ୍କ MHRDର ICT ମାଧ୍ୟମରେ ରାଷ୍ଟ୍ରୀୟ ସାକ୍ଷରତା ମିଶନ୍ ଦ୍ୱାରା ସମର୍ଥିତ |
07:26 | ଏହି ମିଶନ୍ ଉପରେ ଅଧିକ ବିବରଣୀ ନିମ୍ନ ଲିଙ୍କରେ ଉପଲବ୍ଧ |
07:31 | ଆଇଆଇଟି ବମ୍ୱେ ତରଫରୁ, ପ୍ରଦୀପ ମହାପାତ୍ରଙ୍କ ସହ ମୁଁ ପ୍ରଭାସ ତ୍ରିପାଠୀ ଆପଣଙ୍କଠାରୁ ବିଦାୟ ନେଉଛି. ଆମ ସହିତ ଜଡ଼ିତ ହୋଇଥିବାରୁ ଧନ୍ୟବାଦ |