FrontAccounting-2.4.7/C2/Journal-Entry-and-Balance-Sheet-in-FrontAccounting/Oriya
From Script | Spoken-Tutorial
Time | Narration |
00:01 | FrontAccounting ରେ Journal Entry and Balance sheet ଉପରେ ଥିବା ସ୍ପୋକନ୍ ଟ୍ୟୁଟୋରିଆଲକୁ ସ୍ଵାଗତ |
00:07 | ଏହି ଟ୍ୟୁଟୋରିଆଲ୍ ରେ ଆମେ ଶିଖିବା,
କିପରି ଗୋଟିଏ Journal Entry ପାସ୍ କରିବା |
00:12 | Balance Sheetରେ ପ୍ରତିଫଳନ ଦେଖିବା ଏବଂ ଗୋଟିଏ transactionକୁ Void କରିବା |
00:18 | ଏହି ଟ୍ୟୁଟୋରିଆଲ୍ ରେକର୍ଡ କରିବା ପାଇଁ ମୁଁ ବ୍ୟବହାର କରୁଛି,
Ubuntu Linux OS ଭର୍ସନ୍ 16.04 |
00:26 | FrontAccounting ଭର୍ସନ୍ 2.4.7 |
00:30 | ଏହି ଟ୍ୟୁଟୋରିଆଲ୍ ଅଭ୍ୟାସ କରିବା ପାଇଁ ଆପଣଙ୍କର ହାୟର୍ ସେକେଣ୍ଡରୀ କମର୍ସ ଆଣ୍ଡ ଆକାଉଣ୍ଟିଙ୍ଗ, |
00:37 | ପ୍ରିନସିପଲ୍ସ ଅଫ୍ ବୁକ୍ କିପିଙ୍ଗ ଉପରେ ଜ୍ଞାନ ଥିବା ଆବଶ୍ୟକ |
00:40 | ଏବଂ ପୂର୍ବରୁ ଆପଣ FrontAccountingରେ ଗୋଟିଏ ସଂସ୍ଥା କିମ୍ବା Company ସେଟ୍-ଅପ୍ କରିଥିବା ଆବଶ୍ୟକ |
00:46 | ଯଦି ନାହିଁ, ତେବେ ପ୍ରାସଂଗିକ FrontAccounting ଟ୍ୟୁଟୋରିଆଲ୍ ପାଇଁ ଏହି ୱେବସାଇଟ୍କୁ ଯାଆନ୍ତୁ |
00:52 | FrontAccounting ଇଣ୍ଟରଫେସ୍ରେ କାମ ଆରମ୍ଭ କରିବା ପୂର୍ବରୁ XAMPP servicesକୁ ଚାଲୁ କରନ୍ତୁ |
00:58 | FrontAccounting ଇଣ୍ଟରଫେସ୍କୁ ଖୋଲନ୍ତୁ |
01:02 | browserକୁ ଯାଆନ୍ତୁ ଏବଂ localhost slash account ଟାଇପ୍ କରିବା ପରେ Enter ଦାବନ୍ତୁ |
01:10 | login ପେଜ୍ ଦୃଶ୍ୟମାନ ହେବ |
01:12 | ୟୁଜର୍ ନେମ୍ ପାଇଁ admin ଏବଂ password ଟାଇପ୍ କରନ୍ତୁ.
ତା’ପରେ Login ବଟନ୍ରେ କ୍ଲିକ୍ କରନ୍ତୁ |
01:20 | FrontAccounting ଇଣ୍ଟରଫେସ୍ ଖୋଲିଯିବ |
01:23 | ଗୋଟିଏ ବ୍ୟବସାୟରେ କିପରି capital ନିବେଶ କରାଯାଏ, ଆମେ ଜାଣିବା |
01:27 | Journal Entry ହେଉଛି, Rs. 5,00,000 ମୂଳଧନରେ ଆରମ୍ଭ ହେବାକୁ ଥିବା ଗୋଟିଏ ବ୍ୟବସାୟ |
01:32 | Cash account debit 5,00,000, To Capital Account 5,00,000 ଭାବେ Entry ହେବ
(ବ୍ୟବସାୟରେ କ୍ୟାପିଟଲ୍ ନିବେଶ ହୋଇଥିବା କାରଣରୁ) |
01:41 | ଆମେ ଏଥିପାଇଁ ଗୋଟିଏ Journal Entry ପାସ୍ କରିବା |
01:45 | Banking and General Ledger ଟାବ୍ ରେ ଏବଂ ପରେ Journal Entry ଲିଙ୍କରେ କ୍ଲିକ୍ କରନ୍ତୁ |
01:52 | Journal date ଫିଲ୍ଡରେ ଆଜିର ତାରିଖ ଡିଫଲ୍ଟ ଭାବେ ସେଟ୍ ହୋଇଥିବା ଆପଣ ଦେଖିପାରିବେ |
01:57 | transaction ପାଇଁ ଥିବା reference numberକୁ ମଧ୍ୟ ଆପଣ ଦେଖିପାରିବେ.
ଏହା auto-generated ଅଟେ |
02:05 | Account Description ଡ୍ରପ୍-ଡାଉନ୍ ବକ୍ସରେ କ୍ଲିକ୍ କରନ୍ତୁ ଏବଂ Cash ଚୟନ କରନ୍ତୁ |
02:11 | Debit ଟେକ୍ସଟ୍ ବକ୍ସରେ କ୍ଲିକ୍ କରନ୍ତୁ ଏବଂ ଆମାଉଣ୍ଟ ପାଇଁ Five lakhs ଟାଇପ୍ କରନ୍ତୁ |
02:17 | Debit entryକୁ ସେଭ୍ କରିବା ପାଇଁ ସେହି ଧାଡ଼ିରେ ଥିବା Add Item ବଟନ୍ରେ କ୍ଲିକ୍ କରନ୍ତୁ |
02:23 | ପୁନର୍ବାର Account Description ଡ୍ରପ୍-ଡାଉନ୍ ବକ୍ସରେ କ୍ଲିକ୍ କରନ୍ତୁ ଏବଂ Capital ଚୟନ କରନ୍ତୁ |
02:30 | ତା’ପରେ Credit ଟେକ୍ସଟ୍ ବକ୍ସରେ କ୍ଲିକ୍ କରନ୍ତୁ ଏବଂ ଆମାଉଣ୍ଟ ପାଇଁ Five lakhs ଟାଇପ୍ କରନ୍ତୁ |
02:38 | Credit entryକୁ ସେଭ୍ କରିବା ପାଇଁ ସେହି ଧାଡ଼ିରେ ଥିବା Add item ବଟନ୍ରେ କ୍ଲିକ୍ କରନ୍ତୁ |
02:44 | ବର୍ତ୍ତମାନ ଏହି Journal Entryର ନ୍ୟାରେଶନ୍ ପାଇଁ Memo ଫିଲ୍ଡରେ କ୍ଲିକ୍ କରନ୍ତୁ |
02:49 | ଏଠାରେ Being capital introduced in the business ଟାଇପ୍ କରନ୍ତୁ |
02:54 | Entryକୁ ସେଭ୍ କରିବା ପାଇଁ ୱିଣ୍ଡୋର ନିମ୍ନ ଭାଗରେ ଥିବା Process Journal Entry ବଟନ୍ରେ କ୍ଲିକ୍ କରନ୍ତୁ |
03:01 | ଉପର ଭାଗରେ ଥିବା ମେସେଜ୍, Journal entry has been enteredକୁ ଆପଣ ଦେଖିପାରିବେ |
03:07 | ଆପଣ ଏହି ଅପ୍ସନ୍ଗୁଡ଼ିକୁ ମଧ୍ୟ ଦେଖିପାରିବେ: View this Journal Entry, Enter New Journal Entry |
03:12 | Add an Attachment ଓ Back |
03:17 | ଚାଲନ୍ତୁ ଏଗୁଡ଼ିକୁ ଗୋଟିକ ପରେ ଗୋଟିଏ ଜାଣିବା |
03:20 | View this Journal Entry ଲିଙ୍କରେ କ୍ଲିକ୍ କରନ୍ତୁ |
03:24 | ଗୋଟିଏ ନୂଆ popup ୱିଣ୍ଡୋ ଖୋଲିଯିବ |
03:27 | ଆମେ ବର୍ତ୍ତମାନ ଏଣ୍ଟର୍ କରିଥିବା General Ledger Transaction Detailsକୁ ଏହା ଦେଖାଇବ |
03:33 | ଭବିଷ୍ୟତରେ ଆମର ରେଫରେନ୍ସ ପାଇଁ ଏହି transactionର ଗୋଟିଏ ପ୍ରିଣ୍ଟ-ଆଉଟ୍ ବାହାର କରିବା ପାଇଁ Print ଲିଙ୍କ ଅଛି |
03:39 | ୱିଣ୍ଡୋକୁ ବନ୍ଦ କରିବା ପାଇଁ Close ଲିଙ୍କରେ କ୍ଲିକ୍ କରନ୍ତୁ |
03:43 | ବର୍ତ୍ତମାନ Enter New Journal Entry ବିକଳ୍ପରେ କ୍ଲିକ୍ କରନ୍ତୁ |
03:48 | ପରବର୍ତ୍ତୀ ନୂଆ Journal Entry ପାଇଁ ଗୋଟିଏ ନୂଆ ପେଜ୍ ଖୋଲିଯିବ |
03:52 | ଟ୍ୟୁଟୋରିଆଲକୁ ପଜ୍ କରିବା ସହିତ ନିମ୍ନଲିଖିତ ଆସାଇନମେଣ୍ଟ କରନ୍ତୁ |
03:56 | Goods Purchased for Rs 50,000 ପାଇଁ ଗୋଟିଏ Journal Entry ପାସ୍ କରନ୍ତୁ |
04:01 | Entryଟି ଏହିପରି ଅଟେ: Office furniture and Equipments Account debit
To cash Account for Rs 50,000 |
04:09 | Memo: Purchased Office furniture and Equipments for Rs 50,000 |
04:15 | Process the journal entryରେ କ୍ଲିକ୍ କରନ୍ତୁ |
04:19 | ବର୍ତ୍ତମାନ Add an Attachment ଲିଙ୍କରେ କ୍ଲିକ୍ କରନ୍ତୁ |
04:23 | ଆମେ Transaction, Description |
04:27 | ଓ Attached file fieldsକୁ ଦେଖିପାରିବା |
04:31 | ପାସ୍ କରାଯାଇଥିବା Journal entry ସମ୍ବନ୍ଧିତ କୌଣସି ଏକ ଦସ୍ତାବିଜକୁ ଆଟାଚ୍ କରିବା ପାଇଁ Attached file ଅଛି |
04:38 | ଗୋଟିଏ sample voucherକୁ ଆଟାଚ୍ କରନ୍ତୁ, ଯାହାକୁ ପୂର୍ବରୁ ତିଆରି କରାଯିବା ସହିତ ମୋ କମ୍ପ୍ୟୁଟର୍ରେ ସେଭ୍ କରାଯାଇଛି |
04:44 | Browse ବଟନ୍ରେ କ୍ଲିକ୍ କରନ୍ତୁ ଏବଂ ଫାଇଲ୍ ସେଭ୍ ହୋଇଥିବା ଫୋଲ୍ଡର୍କୁ ଲୋକେଟ୍ କରନ୍ତୁ |
04:51 | ମୋ Desktop ଫୋଲ୍ଡର୍ରେ ଥିବା Sample-Voucher.pdf ଫାଇଲ୍କୁ ମୁଁ ଚୟନ କରିବି |
04:57 | ବର୍ତ୍ତମାନ ଏଠାରେ ଥିବା ଫାଇଲ୍ ଆଟାଚମେଣ୍ଟକୁ ଆପଣ ଦେଖିପାରୁଥିବେ |
05:01 | ଏହି ଟ୍ୟୁଟୋରିଆଲର Code files ଲିଙ୍କରେ ଏହି voucher ଉପଲବ୍ଧ ଅଛି |
05:06 | ଅଭ୍ୟାସ କରିବା ସମୟରେ ଦୟାକରି ଏହି ଫାଇଲ୍କୁ ଡାଉନଲୋଡ୍ କରି ବ୍ୟବହାର କରନ୍ତୁ |
05:11 | ତା’ପରେ Add new ବଟନ୍ରେ କ୍ଲିକ୍ କରନ୍ତୁ |
05:14 | Attachment has been inserted. ଲେଖାଥିବା ଗୋଟିଏ ମେସେଜ୍ ଦୃଶ୍ୟମାନ ହେବ |
05:19 | ଏହି ଟେବଲ୍ରେ ଯୋଡ଼ାଯାଇଥିବା ଅପଲୋଡେଡ୍ ଫାଇଲ୍କୁ ମଧ୍ୟ ଆପଣ ଦେଖିପାରିବେ |
05:25 | ପଛକୁ ଫେରିବା ପାଇଁ Back ବିକଳ୍ପରେ କ୍ଲିକ୍ କରନ୍ତୁ |
05:28 | ତା’ପରେ ଚାଲନ୍ତୁ ଏହି Journal Entryର ପ୍ରତିଫଳନକୁ ଆମେ Balance Sheetରେ ଦେଖିବା |
05:34 | ଏହା କରିବା ପାଇଁ Banking and General Ledger ଟାବ୍ରେ କ୍ଲିକ୍ କରନ୍ତୁ |
05:39 | ତା’ପରେ Balance Sheetର Drilldown ଲିଙ୍କରେ କ୍ଲିକ୍ କରନ୍ତୁ |
05:43 | transaction ଏଠାରେ ପ୍ରତିଫଳିତ ହେଉଥିବା ଆପଣ ଦେଖିପାରିବେ |
05:47 | ଭବିଷ୍ୟତରେ ଯେତେବେଳେ journal entriesର ସଂଖ୍ୟା ଆହୁରି ଅଧିକ ହେବ, ସେତେବେଳେ ଏହି ପ୍ରଦର୍ଶିତ ତାଲିକା ମଧ୍ୟ ଲମ୍ବା ହେବ |
05:54 | ତା’ପରେ ଗୋଟିଏ transactionକୁ କିପରି void କରାଯାଏ ଚାଲନ୍ତୁ ଦେଖିବା |
05:58 | Setup ଟାବ୍ରେ କ୍ଲିକ୍ କରନ୍ତୁ.
Maintenance ପ୍ୟାନେଲ୍ରେ ଥିବା Void a transaction ଲିଙ୍କରେ କ୍ଲିକ୍ କରନ୍ତୁ |
06:06 | ଗୋଟିଏ entryକୁ ଡିଲିଟ୍/ରିମୁଭ୍ କରିବା ପାଇଁ ଏହି ବିକଳ୍ପ ବ୍ୟବହାର କରାଯାଏ |
06:11 | entry ପ୍ରଦର୍ଶିତ ହେଉଥିବା ରେଫରେନ୍ସ ନମ୍ବର୍କୁ ଆପଣ ଦେଖିପାରିବେ |
06:15 | void transaction ପାଇଁ ରେଫରେନ୍ସ 002/2019କୁ ଚୟନ କରନ୍ତୁ |
06:23 | entryକୁ ଡିଲିଟ୍ କରିବା ପୂର୍ବରୁ ବିବରଣୀକୁ ଯାଞ୍ଚ କରିବା ପାଇଁ GL କଲମ୍ରେ ଥିବା ଆଇକନ୍ରେ କ୍ଲିକ୍ କରନ୍ତୁ |
06:30 | ଏହି entryକୁ ଆପଣ Office furniture and Equipments ପାଇଁ Rs 50,000ରେ କିଣା ଯାଇଥିବା ଜିନିଷ ଆକାରରେ ଦେଖିପାରିବେ |
06:38 | ୱିଣ୍ଡୋର ନିମ୍ନ ଭାଗରେ ଥିବା Close ଲିଙ୍କରେ କ୍ଲିକ୍ କରନ୍ତୁ |
06:42 | ବର୍ତ୍ତମାନ Select କଲମ୍ରେ ଥିବା ଆଇକନ୍ରେ କ୍ଲିକ୍ କରନ୍ତୁ |
06:46 | ଏହି ଆଇକନ୍ରେ କ୍ଲିକ୍ କରିବା ଦ୍ଵାରା transaction ସଂଖ୍ୟା ଓ voiding ତାରିଖ ଦୃଶ୍ୟମାନ ହେବ |
06:52 | Void Transaction ବଟନ୍ରେ କ୍ଲିକ୍ କରନ୍ତୁ |
06:55 | ଏହାଦ୍ଵାରା ଗୋଟିଏ ମେସେଜ୍, Are you sure you want to void this transaction? This action cannot be undone ଦୃଶ୍ୟମାନ ହେବ |
07:03 | Proceed ବଟନ୍ରେ କ୍ଲିକ୍ କରନ୍ତୁ |
07:07 | ତୁରନ୍ତ ଆଉ ଗୋଟିଏ ମେସେଜ୍, Selected transaction has been voided ଦୃଶ୍ୟମାନ ହେବ |
07:14 | ଏହିପରି ଯେତେବେଳେ ଆବଶ୍ୟକ ଆମେ ଗୋଟିଏ transactionକୁ void କରିପାରିବା |
07:19 | ଏଥିସହିତ ଆମେ ଏହି ଟ୍ୟୁଟୋରିଆଲର ସମାପ୍ତିକୁ ଆସିଲେ. ସଂକ୍ଷିପ୍ତରେ - |
07:25 | ଏହି ଟ୍ୟୁଟୋରିଆଲରେ ଆମେ
ଗୋଟିଏ Journal Entry ପାସ୍ କରିବା |
07:30 | Balance Sheetରେ ପ୍ରତିଫଳନ ଦେଖିବା
ଗୋଟିଏ transactionକୁ Void କରିବା ଶିଖିଲେ |
07:35 | ନିମ୍ନ ଲିଙ୍କରେ ଥିବା ଭିଡିଓ ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟକୁ ସାରାଂଶିତ କରିଥାଏ. ଦୟାକରି ଏହାକୁ ଡାଉନଲୋଡ୍ କରି ଦେଖନ୍ତୁ |
07:43 | ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ ଟିମ୍ କର୍ମଶାଳାମାନ ଚଲାନ୍ତି ଏବଂ ପ୍ରମାଣପତ୍ର ଦିଅନ୍ତି. ଅଧିକ ବିବରଣୀ ପାଇଁ ଦୟାକରି ଆମକୁ ଲେଖନ୍ତୁ |
07:51 | ଦୟାକରି ଏହି ଫୋରମରେ ନିଜର ସମୟବଦ୍ଧ ପ୍ରଶ୍ନ ପୋଷ୍ଟ୍ କରନ୍ତୁ |
07:55 | ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ, ଭାରତ ସରକାରଙ୍କ MHRD ଦ୍ୱାରା ଅନୁଦାନ ପ୍ରାପ୍ତ |
08:00 | IIT Bombay ତରଫରୁ ପ୍ରଦୀପ ମହାପାତ୍ରଙ୍କ ସହ ମୁଁ ପ୍ରଭାସ ଆପଣଙ୍କଠାରୁ ବିଦାୟ ନେଉଛି. ଆମ ସହିତ ଜଡ଼ିତ ହୋଇଥିବାରୁ, ଧନ୍ୟବାଦ |