Scilab/C4/Digital-Signal-Processing/Oriya
From Script | Spoken-Tutorial
Revision as of 16:53, 8 April 2019 by PoojaMoolya (Talk | contribs)
Time | Narration |
00:01 | ବନ୍ଧୁଗଣ, Signal Processing using Scilab ଉପରେ ସ୍ପୋକନ୍ ଟ୍ୟୁଟୋରିଆଲ୍ କୁ ସ୍ୱାଗତ |
00:07 | ଏହି ଟ୍ୟୁଟୋରିଆଲରେ, ମୁଁ ଆପଣଙ୍କୁ, କିପରି ବିଭିନ୍ନ ପ୍ରକାରର ସଂକେତ ସୃଷ୍ଟି କରିବା ଏବଂ ସଂକେତଗୁଡିକୁ ତର୍ଜମା କରିବା ପାଇଁ ହେଉଥିବା ବିଭିନ୍ନ କାର୍ଯ୍ୟ କୁ ପ୍ରଦର୍ଶନ କରିବି |
00:19 | ଏହି ଟ୍ୟୁଟୋରିଆଲ୍ ରେକର୍ଡ କରିବାକୁ ମୁଁ ବ୍ୟବହାର କରୁଛି, ଉବୁଣ୍ଟୁ 11.04 OS ସହିତ Scilab ଭର୍ସନ୍ 5.3.3 |
00:30 | ଏହି ଟ୍ୟୁଟୋରିଆଲ୍ ଅଭ୍ୟାସ କରିବା ପାଇଁ, ଶିକ୍ଷାର୍ଥୀଙ୍କର Scilab ଉପରେ ମୌଳିକ ଜ୍ଞାନ ଥିବା ଆବଶ୍ୟକ |
00:35 | Scilab ଉପରେ ମୌଳିକ ଜ୍ଞାନ ପାଇଁ, ଦୟାକରି, ମୌଳିକ ସ୍ତରର Scilab ସ୍ପୋକନ୍ ଟ୍ୟୁଟୋରିଆଲଗୁଡିକର ସାହାଯ୍ୟ ନିଅନ୍ତୁ |
00:42 | ଯାହା ଆମ, www.spoken-tutorial.org ୱେବସାଇଟରେ ଉପଲବ୍ଧ ଅଛି |
00:45 | ଏହି ଟ୍ୟୁଟୋରିଆଲରେ, ମୁଁ ତିନୋଟି ମୌଳିକ ସିଗନାଲ୍ ସମ୍ବନ୍ଧରେ ବର୍ଣ୍ଣନା କରିବି. କଣ୍ଟିନ୍ୟୁଅସ୍ ଓ ଡିସ୍କ୍ରିଟ୍ sine ତରଙ୍ଗକୁ ପ୍ଲଟ୍ କରିବା. Step ଫଙ୍କଶନ୍ ପ୍ଲଟ୍ କରିବା. ramp ଫଙ୍କଶନ୍ ପ୍ଲଟ୍ କରିବା. |
00:58 | ଚାଲନ୍ତୁ, Plotting କଣ୍ଟିନ୍ୟୁଅସ୍ ଓ ଡିସ୍କ୍ରିଟ୍ sine ୱେଭ୍ ରୁ ଆରମ୍ଭ କରିବା |
01:02 | Scilab କନସୋଲ୍ ୱିଣ୍ଡୋକୁ ଫେରି ଆସନ୍ତୁ |
01:06 | ଏଠାରେ ଟାଇପ୍ କରନ୍ତୁ: t ଇକ୍ୱାଲ୍ ଟୁ zero, କୋଲନ୍, zero point one କୋଲନ୍, two ଗୁଣନ, precentage pi ସେମିକୋଲନ୍ |
01:17 | ତ’ପରେ, x ଇକ୍ୱାଲ୍ ଟୁ sin of t ସେମିକୋଲନ୍, ଏହାପରେ, plot 2D ବ୍ରାକେଟ୍ ମଧ୍ୟରେ, t କମା x କୁ ପ୍ଲଟ୍ କରନ୍ତୁ ଏବଂ ଆପଣଙ୍କ କୀ ବୋର୍ଡରେ, Enter କୀ ଦାବନ୍ତୁ |
01:33 | ଏହା ଗୋଟିଏ, continous sine ୱେଭ୍ ଅଟେ |
01:36 | ଚାଲନ୍ତୁ, discrete sine ୱେଭ୍ ବିଷୟରେ ଆଲୋଚନା କରିବା |
01:39 | କନସୋଲ୍ ୱିଣ୍ଡୋ ଉପରେ ଟାଇପ୍ କରନ୍ତୁ:plot two d3 ବ୍ରାକେଟ୍ ମଧ୍ୟରେ, invertes କମା ମଧ୍ୟରେ gnn କମା t କମା x ଏବଂ Enter ଦାବନ୍ତୁ |
01:54 | ଏହା, discrete sine ୱେଭ୍ ଅଟେ |
01:57 | ଚାଲନ୍ତୁ, step ଫଙ୍କଶନ୍ ଓ ramp ଫଙ୍କଶନ୍ କୁ ପ୍ଲଟିଙ୍ଗ କରିବା ବିଷୟରେ ଆଲୋଚନା କରିବା |
02:04 | ମୁଁ, signals.sce ନାମକ ଫାଇଲରେ, step ଓ ramp ସିଗନାଲର ସୃଷ୍ଟି ପାଇଁ କୋଡ୍ ଲେଖିସାରିଛି |
02:14 | ଚାଲନ୍ତୁ, scilab ଏଡିଟର୍ ବ୍ୟବହାର କରି signal.sce ଫାଇଲକୁ ଖୋଲିବା. ଏହି କୋଡକୁ ନିଷ୍ପାଦନ କରନ୍ତୁ. ମେନୁ ବାରରେ ଥିବା Execute ବଟନ୍ ଉପରେ କ୍ଲିକ୍ କରନ୍ତୁ |
02:27 | ଏହି ପ୍ଲଟ୍ ଉପରେ Step ଓ Ramp ସିଗନାଲ୍ ପ୍ରଦର୍ଶିତ ହେବ |
02:32 | ବିଭିନ୍ନ କାର୍ଯ୍ୟ ସମ୍ପାଦନ ଦ୍ୱାରା କିପରି ସିଗନାଲଗୁଡିକର ତର୍ଜମା କରିହେବ ଶିଖିବା. ଦୁଇଟି ସିଗନାଲ୍ ମଧ୍ୟରେ, କିପରି Convolution କାର୍ଯ୍ୟ କରାଯାଏ ଦେଖିବା |
02:43 | Scilab କନସୋଲ୍ ୱିଣ୍ଡୋକୁ ଫେରି ଆସନ୍ତୁ ଏବଂ ଟାଇପ୍ କରନ୍ତୁ, x ଇକ୍ୱାଲ୍ ଟୁ ସ୍କୋୟାର୍ ବ୍ରାକେଟ୍ ମଧ୍ୟରେ, one କମା two କମା three କମା four |
02:55 | ତା’ପରେ ଟାଇପ୍ କରନ୍ତୁ, h ଇକ୍ୱାଲ୍ ଟୁ, ସ୍କୋୟାର୍ ବ୍ରାକେଟ୍ ମଧ୍ୟରେ, one କମା one କମା one |
03:04 | ଚାଲନ୍ତୁ, convolutionର ପ୍ରୟୋଗ ପାଇଁ, ଟାଇପ୍ କରନ୍ତୁ, convol ବ୍ରାକେଟ୍ ଆରମ୍ଭ, x କମା h ବ୍ରାକେଟ୍ ଶେଷ ଏବଂ ଏବଂ ଆପଣଙ୍କ କୀ ବୋର୍ଡରେ, Enter କୀ ଦାବନ୍ତୁ |
03:17 | ଏଠାରେ, ଗୋଟିଏ ଆଉଟପୁଟ୍ ପ୍ରଦର୍ଶିତ ହେବ |
03:20 | ବର୍ତ୍ତମାନ୍ ଚାଲନ୍ତୁ, ଗୋଟିଏ ପୂର୍ବନିର୍ମିତ କମାଣ୍ଡ୍ dft() ବ୍ୟବହାର କରି, ଗୋଟିଏ ଡିସ୍କ୍ରିଟ୍ କ୍ରମ ପାଇଁ Discrete fourier transform ଶିଖିବା |
03:30 | ଏଠାରେ କନସୋଲ୍ ୱିଣ୍ଡୋ ଉପରେ ଟାଇପ୍ କରନ୍ତୁ, x ଇକ୍ୱାଲ୍ ଟୁ, ସ୍କୋୟାର୍ ବ୍ରାକେଟ୍ ମଧ୍ୟରେ one କମା two କମା three କମା four |
03:41 | ତା’ପରେ ଟାଇପ୍ କରନ୍ତୁ, ସ୍କୋୟାର୍ ବ୍ରାକେଟ୍ ମଧ୍ୟରେ xf, ଇକ୍ୱାଲ୍ ଟୁ dft ବ୍ରାକେଟ୍ ମଧ୍ୟରେ x କମା ମାଇନସ୍ 1, ଯେଉଁଠି, x ହେଉଛି ଇନପୁଟ୍ ଭେକ୍ଟର୍ ଏବଂ DFT ପାଇଁ, flag ଭାଲ୍ୟୁ, -1 ଅଟେ |
03:59 | Enter ଦାବନ୍ତୁ |
04:01 | ଆଉଟପୁଟ୍ ଏହିଭଳି ପ୍ରଦର୍ଶିତ ହେବ,
10 - 2. + 2.i - 2. - 9.797D-16i - 2. - 2.i |
04:05 | ବର୍ତ୍ତମାନ, ମୁଁ, fourier transformର ଇନଭର୍ସ ଡିସ୍କ୍ରିଟ୍, କିପରି ଗଣନା କରାଯାଏ, ବର୍ଣ୍ଣନା କରିବି. ଏହା, ସମାନ ପୂର୍ବନିର୍ମିତ କମାଣ୍ଡ୍ dft() ବ୍ୟବହାର କରି କରାଯାଇପାରିବ |
04:15 | Scilab କନସୋଲ୍ ୱିଣ୍ଡୋ ଉପରେ ଟାଇପ୍ କରନ୍ତୁ: ସ୍କୋୟାର୍ ବ୍ରାକେଟ୍ ମଧ୍ୟରେ x ଇକ୍ୱାଲ୍ ଟୁ dft, ବ୍ରାକେଟ୍ ମଧ୍ୟରେ xf କମା 1, ଏଠାରେ idft ପାଇଁ, flag ଭାଲ୍ୟୁ, 1 ଅଟେ |
04:31 | ଏହାର ଆଉଟପୁଟ୍ ହେବ,
+ 5.551D-17i - 1.225D-16i - 5.551D-16i |
04:34 | ଚାଲନ୍ତୁ, fft() ବ୍ୟବହାର କରି, ଡିସ୍କ୍ରିଟ୍ ଫୋରିଅର୍ ଟ୍ରାନ୍ସଫର୍ମ ଗଣନା କରିବା |
04:39 | କନସୋଲ୍ ୱିଣ୍ଡୋ ଉପରେ ଟାଇପ୍ କରନ୍ତୁ, x= square [1,2,3,4]x ଇକ୍ୱାଲ୍ ଟୁ, ସ୍କୋୟାର୍ ବ୍ରାକେଟ୍ ମଧ୍ୟରେ one କମା two କମା three କମା four |
04:49 | Enter ଦାବନ୍ତୁ ଏବଂ ଟାଇପ୍ କରନ୍ତୁ, y = fft(x,-1) y ଇକ୍ୱାଲ୍ ଟୁ, fft ବ୍ରାକେଟ୍ ମଧ୍ୟରେ x, କମା ମାଇନସ୍ one |
04:59 | Enter ଦାବନ୍ତୁ ଏବଂ ଏଗୁଡିକରୁ ଆଉଟପୁଟ୍ ପାଇବେ:-10. - 2. + 2.i - 2. - 2. - 2.i |
05:05 | ଚାଲନ୍ତୁ ବର୍ତ୍ତମାନ, କିପରି ଇନଭର୍ସ ଡିସ୍କ୍ରିଟ୍ ଫୋରିଅର୍ ଟ୍ରାନ୍ସଫର୍ମ ଗଣନା କରାଯାଏ, ଦେଖିବା |
05:12 | Scilab କନସୋଲ୍ ୱିଣ୍ଡୋ ଉପରେ ଟାଇପ୍ କରନ୍ତୁ: y ଇକ୍ୱାଲ୍ ଟୁ, ସ୍କୋୟାର୍ ବ୍ରାକେଟ୍ ମଧ୍ୟରେ ten କମା ମାଇନସ୍ two ପ୍ଲସ୍ two ଇଣ୍ଟୁ percentage i କମା ମାଇନସ୍ two କମା ମାଇନସ୍ two ମାଇନସ୍ two ଇଣ୍ଟୁ percentage i |
05:33 | ଏବଂ Enter ଦାବନ୍ତୁ, ଟାଇପ୍ କରନ୍ତୁ, x fft(y,1), x ଇକ୍ୱାଲ୍ ଟୁ fft ବ୍ରାକେଟ୍ ମଧ୍ୟରେ y କମା 1 ଏବଂ Enter ଦାବନ୍ତୁ |
05:45 | ଆଉଟପୁଟ୍, x =1. 2. 3. 4 ପାଇବେ |
05:49 | ଦୁଇଟି ଭେକ୍ଟର୍ ମଧ୍ୟରେ ଥିବା ସମ୍ବନ୍ଧକୁ ଖୋଜି ବାହାର କରନ୍ତୁ |
05:53 | ଏହା କରିବା ପାଇଁ, Scilab କନସୋଲ୍ ୱିଣ୍ଡୋ ଉପରେ, |
05:56 | ଟାଇପ୍ କରନ୍ତୁ: x one ଇକ୍ୱାଲ୍ ଟୁ ସ୍କୋୟାର୍ ବ୍ରାକେଟ୍ ମଧ୍ୟରେ one କମା two କମା three କମା four ଏବଂ Enter ଦାବନ୍ତୁ |
06:08 | ଟାଇପ୍ କରନ୍ତୁ: x2 ଇକ୍ୱାଲ୍ ଟୁ ସ୍କୋୟାର୍ ବ୍ରାକେଟ୍ ମଧ୍ୟରେ one କମା three କମା one କମା five ଏବଂ Enter ଦାବନ୍ତୁ |
06:20 | ଟାଇପ୍ କରନ୍ତୁ: R x x two ଇକ୍ୱାଲ୍ ଟୁ, corr ବ୍ରାକେଟ୍ ମଧ୍ୟରେ x କମା x two କମା four ଏବଂ Enter ଦାବନ୍ତୁ |
06:34 | ଆଉଟପୁଟ୍, ପ୍ରଦର୍ଶିତ ହେବ |
06:38 | ପ୍ରଦତ୍ତ ସିଗନାଲକୁ କିପରି ସାମ୍ପଲ୍ କରାଯାଏ, ଶିଖିବା |
06:42 | sampling.sce କୁ ଖୋଲନ୍ତୁ ଯେଉଁଠି sampling.sceରେ କୋଡ୍ ଲେଖାସରିଛି. ଏଠାରେ, Execute ବଟନ୍ ଉପରେ କ୍ଲିକ୍ କରନ୍ତୁ |
06:52 | ଗୋଟିଏ ପ୍ଲଟ୍ ପ୍ରଦର୍ଶିତ ହେଲା |
06:56 | ସଂକ୍ଷିପ୍ତରେ |
06:58 | ଏହି ଟ୍ୟୁଟୋରିଆଲରେ ଆମେ, କିପରି sine, step ଓ ramp signal ଆଦିକୁ ପ୍ଲଟ୍ କରାଯାଏ ଶିଖିଲେ |
07:04 | convol() ଦ୍ୱାରା ସରଳ କନଭୋଲ୍ୟୂଶନ୍ କାର୍ଯ୍ୟ କରିବା. dft() ଦ୍ୱାରା DFT ଓ IDFT କାର୍ଯ୍ୟ କରିବା |
07:12 | fft() ଦ୍ୱାରା FFT କାର୍ଯ୍ୟ କରିବା. corr() ଦ୍ୱାରା, Correlation ପ୍ରାପ୍ତ କରିବା. ସାମ୍ପଲିଙ୍ଗ୍ କରିବା |
07:20 | ନିମ୍ନ ଲିଙ୍କରେ ଥିବା ଭିଡିଓକୁ ଦେଖନ୍ତୁ, http://spoken-tutorial.org/What_is_a_Spoken_Tutorial |
07:23 | ଏହା ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟକୁ ସାରାଂଶିତ କରେ. ଯଦି ଆପଣଙ୍କର ଭଲ ବ୍ୟାଣ୍ଡୱିଡଥ୍ ନାହିଁ, ଏହାକୁ ଡାଉନଲୋଡ୍ କରିଦେଖିପାରିବେ |
07:30 | ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ ଟିମ୍: ସ୍ପୋକନ୍ ଟ୍ୟୁଟୋରିଆଲ୍ସ ବ୍ୟବହାର କରି କର୍ମଶାଳାମାନ ଚଲାନ୍ତି, ଅନଲାଇନ୍ ଟେଷ୍ଟ ପାସ୍ କରୁଥିବା ବ୍ୟକ୍ତିମାନଙ୍କୁ ପ୍ରମାଣପତ୍ର ଦିଅନ୍ତି. ଦୟାକରି contact@spoken-tutorial.org ରେ ସମ୍ପର୍କ କରନ୍ତୁ |
07:42 | ସ୍ପୋକନ୍ ଟ୍ୟୁଟୋରିଆଲ ପ୍ରୋଜେକ୍ଟ, ଟକ୍ ଟୁ ଏ ଟିଚର୍ ପ୍ରୋଜେକ୍ଟର ଏକ ଅଂଶ. ଏହା ଭାରତ ସରକାରଙ୍କ MHRDର ICT ମାଧ୍ୟମରେ ରାଷ୍ଟ୍ରୀୟ ସାକ୍ଷରତା ମିଶନ୍ ଦ୍ୱାରା ସମର୍ଥିତ |
07:51 | ଆଇଆଇଟି ବମ୍ୱେ ତରଫରୁ, ପ୍ରଦୀପ ମହାପାତ୍ରଙ୍କ ସହ ମୁଁ ପ୍ରଭାସ ତ୍ରିପାଠୀ ଆପଣଙ୍କଠାରୁ ବିଦାୟ ନେଉଛି. ଆମ ସହିତ ଜଡ଼ିତ ହୋଇଥିବାରୁ ଧନ୍ୟବାଦ |