Koha-Library-Management-System/C2/Access-to-Library-Account-on-Web/Oriya
From Script | Spoken-Tutorial
|
|
00:01 | Access your Library Account on the Web ଉପରେ ସ୍ପୋକନ୍ ଟ୍ୟୁଟୋରିଆଲକୁ ସ୍ୱାଗତ |
00:07 | ଏହି ଟ୍ୟୁଟୋରିଆଲରେ ଆମେ, Webରେ ଜଣେ ପେଟ୍ରନ୍ ଭାବେ ନିଜ ଲାଇବ୍ରେରୀ ଆକାଉଣ୍ଟକୁ ଆକ୍ସେସ୍ କରିବା |
00:15 | ଏବଂ ତାହାର ଲାଭଗୁଡ଼ିକ ବିଷୟରେ ଶିଖିବା |
00:18 | ଏହି ଟ୍ୟୁଟୋରିଆଲ ରେକର୍ଡ କରିବାକୁ ମୁଁ ଫାୟାରଫକ୍ସ ୱେବ୍ ବ୍ରାଉଜର୍ ବ୍ୟବହାର କରୁଛି. |
00:24 | ଏହି ଟ୍ୟୁଟୋରିଆଲ୍ ପାଇଁ ଆପଣଙ୍କ System Administratorରେ, ଗୋଟିଏ Serverରେ Koha Library ଇନଷ୍ଟଲ୍ ହୋଇଥିବା ଦରକାର |
00:32 | ଏହି Koha ଲାଇବ୍ରେରୀରେ, Superlibrarian ବା Library Staff କେତେକ Item Types ତିଆରି କରିଛନ୍ତି |
00:40 | ଏହି ଟ୍ୟୁଟୋରିଆଲର ଅନୁମାନ ଯେ, ଆପଣ ଏହି Koha ଲାଇବ୍ରେରୀର URL ଜାଣିଥିବେ |
00:46 | ଏବଂ ଆପଣ ଏହି ଲାଇବ୍ରେରୀର ଜଣେ ପେଟ୍ରନ୍ ହୋଇଥିବେ |
00:50 | ଯଦି ନୁହେଁ, ତେବେ ଏହାପାଇଁ ନିଜର Librarian ବା System Administratorଙ୍କୁ ସମ୍ପର୍କ କରନ୍ତୁ |
00:57 | ଚାଲନ୍ତୁ ଆରମ୍ଭ କରିବା. ଆପଣଙ୍କ ୱେବ୍ ବ୍ରାଉଜର୍ ଖୋଲି ଟାଇପ୍ କରନ୍ତୁ: http://127.0.1.1/8000 |
01:12 | ଦୟାକରି ଧ୍ୟାନ ଦିଅନ୍ତୁ ଯେ - ଇନଷ୍ଟଲେଶନ୍ ସମୟରେ ଆପଣଙ୍କ Sys-Ad ଦ୍ୱାରା ଦିଆଯାଇଥିବା Port Number ଓ Domain ଉପରେ URL ଭିତ୍ତି କରିଥାଏ. |
01:21 | ଏବେ Enter ଦାବନ୍ତୁ |
01:24 | Welcome to Spoken Tutorial Library ଶୀର୍ଷକ ଥିବା ଗୋଟିଏ ନୂଆ OPAC ପେଜ୍ ଖୋଲିବ |
01:32 | OPAC ପେଜ୍ର ଉପର ଡାହାଣପଟ କୋଣରେ ଥିବା Login to Your Account ଉପରେ କ୍ଲିକ୍ କରନ୍ତୁ |
01:40 | ଏହି ଲଗ୍-ଇନ୍, ଲାଇବ୍ରେରୀର Patronମାନଙ୍କ ପାଇଁ ଅଟେ |
01:44 | ଖୋଲିଥିବା ନୂଆ ୱିଣ୍ଡୋରେ ଆମକୁ Patron Login ଓ ପାସୱର୍ଡ ଦେବାକୁ ହେବ: |
01:52 | ଏକ ପୂର୍ବବର୍ତ୍ତୀ ଟ୍ୟୁଟୋରିଆଲରେ ଆମେ Ms. Reena Shah ଭାବରେ ଜଣେ Patron ତିଆରି କରିଥିବା କଥା ମନେପକାନ୍ତୁ |
02:00 | ମୁଁ Reena ଭାବରେ ଲଗ୍-ଇନ୍ କରିବି ଏବଂ ଏଠାରେ ପାସୱର୍ଡ ଟାଇପ୍ କରିବି |
02:05 | ଯଦି ଆପଣ ଭିନ୍ନ ପେଟ୍ରନ୍ ତିଆରି କରିଥା’ନ୍ତି, ତେବେ ସେହି ଲଗ୍-ଇନ୍ ବିବରଣୀକୁ ଏଠାରେ ବ୍ୟବହାର କରନ୍ତୁ |
02:11 | ଏକ ନୂଆ ପେଜ୍ Hello, Reena Shah ଖୋଲିବ |
02:15 | Patronର ବିବରଣୀ ଏହି ପେଜ୍ ରେ ଦେଖାଦେଇଥାଏ |
02:20 | ଏହି ପେଜ୍ Checked Out (1) Items ପାଇଁ ବିବରଣୀ ଦେଖାଇଥାଏ, ଯେପରି: |
02:25 | Title- Exploring Biology |
02:28 | Sharma, Sanjay |
02:30 | Due- 10/08/2018 |
02:36 | Barcode- 00002 |
02:41 | Fines- No |
02:44 | ମନେରଖନ୍ତୁ, ଏହି ଏଣ୍ଟ୍ରୀକୁ ପୂର୍ବବର୍ତ୍ତୀ ଏକ ଟ୍ୟୁଟୋରିଆଲର ଏକ ଆସାଇନମେଣ୍ଟରେ ତିଆରି କରାଯାଇଥିଲା |
02:50 | ପେଜ୍ର ବାମପଟେ ଥିବା ଅନ୍ୟ ଟାବ୍ଗୁଡ଼ିକୁ ଦେଖନ୍ତୁ |
02:55 | Your Summary, Your Fines, |
02:59 | Your Personal Details, Your Tags, |
03:04 | Change Your Password, Your Search History, |
03:08 | Your Reading History, Your Privacy, |
03:12 | Your Purchase Suggestions, Your Messaging ଓ Your Lists |
03:20 | ଏହି ଟାବ୍ଗୁଡ଼ିକୁ କ୍ଲିକ୍ କଲେ, Patronର ବିବରଣୀ ଖୋଲିଥାଏ.
ଏହିସବୁ ଟାବ୍ ବିଷୟରେ, ପରେ, ଏହି ଟ୍ୟୁଟୋରିଆଲରେ ମୁଁ ବର୍ଣ୍ଣନା କରିବି |
03:30 | OPAC ଇଣ୍ଟରଫେସ୍ର ଉପର ବାମପଟ କୋଣରେ ଦୁଇଟି ଟାବ୍ ଥିବା ଦେଖନ୍ତୁ: Cart ଓ Lists |
03:39 | ଯଦି ଆପଣ ଅନ୍ୟ କୌଣସି Library Itemକୁ Cartରେ ଯୋଡ଼ିବାକୁ ଚାହୁଁଛନ୍ତି, ତେବେ ନିମ୍ନଲିଖିତ କରନ୍ତୁ |
03:45 | ଏହି ଶୃଙ୍ଖଳାରେ ପୂର୍ବରୁ ବର୍ଣ୍ଣିତ ହୋଇଥିବା ଭଳି OPACରେ ଆଇଟମ୍ ଖୋଜନ୍ତୁ |
03:51 | ମୁଁ Microbiology ବହି ଖୋଜିବି. ଆପଣ, ନିଜ ଲାଇବ୍ରେରୀରୁ ଚାହୁଁଥିବା ଆଇଟମ୍ ଖୋଜିପାରନ୍ତି |
04:00 | ସେହି କୀ’ୱର୍ଡର ସର୍ଚ୍ଚ ପରିଣାମ ଦେଖାଦେବ |
04:04 | ପ୍ରତ୍ୟେକ ଶୀର୍ଷକରେ ନିମ୍ନ ଅପ୍ସନ୍ସ ଦେଖାଦେବ - Place Hold, Save to Lists, Add to Cart |
04:15 | ଧ୍ୟାନ ଦିଅନ୍ତୁ ଯେ, କେବଳ Library ଦ୍ୱାରା ଜାରି କରାଯାଇପାରୁଥିବା Items ପାଇଁ Place Hold ଅପ୍ସନ୍ ଦେଖାଦେବ |
04:23 | କୌଣସି ନିର୍ଦ୍ଦିଷ୍ଟ ଆଇଟମକୁ କାର୍ଟରେ ଯୋଡ଼ିବା ପାଇଁ Add to Cart ଅପ୍ସନ୍ ଉପରେ କ୍ଲିକ୍ କରନ୍ତୁ |
04:30 | ଯଦି ଏକାଧିକ ଆଇଟମ୍ ଯୋଡ଼ିବାକୁ ଅଛି, ତେବେ ନିମ୍ନଲିଖିତ ପଦାଙ୍କ କରନ୍ତୁ |
04:37 | Items ତାଲିକାର ଠିକ୍ ଉପରେ ଥିବା Select Titles To: ଟାଗ୍ ଦେଖନ୍ତୁ |
04:45 | କାର୍ଟରେ ଅନେକ ଆଇଟମ୍ ଯୋଡ଼ିବା ପାଇଁ, ସମ୍ୱନ୍ଧିତ Itemର ବାମପଟେ ଥିବା ରେଡିଓ ବଟନ୍ ଉପରେ କ୍ଲିକ୍ କରନ୍ତୁ |
04:53 | ଏବେ, ଉପରକୁ ଯାଆନ୍ତୁ. With Selected Titles ଭାବରେ Select Titles To ଟାଗ୍ ଦେଖାଦେବ |
05:04 | ଡ୍ରପ୍-ଡାଉନ୍ରୁ Cart ଉପରେ କ୍ଲିକ୍ କରନ୍ତୁ. ସମସ୍ତ ଚୟନିତ ଆଇଟମ୍ କାର୍ଟରେ ଯୋଡ଼ି ହୋଇଯିବ |
05:12 | ଏବେ, ଇଣ୍ଟରଫେସ୍ର ଉପର ବାମପଟ କୋଣରେ ଥିବା Cart ଟାବ୍ କୁ ଯାଆନ୍ତୁ |
05:20 | ଡ୍ରପ୍-ଡାଉନ୍ରୁ Items in Your Cart: 2 ଉପରେ କ୍ଲିକ୍ କରନ୍ତୁ. |
05:25 | ଦୟାକରି ଧ୍ୟାନ ଦିଅନ୍ତୁ ଯେ, ସଂଖ୍ୟା 2, ଚୟନିତ ଆଇଟମ୍ର ସମୁଦାୟ ସଂଖ୍ୟାକୁ ଦେଖାଇଥାଏ |
05:31 | ଯେହେତୁ ମୁଁ 2ଟି ଆଇଟମ୍ ଚୟନ କରିଛି, ତେଣୁ ଏଠାରେ ସଂଖ୍ୟା ହେଉଛି 2 |
05:36 | ଯଦି ଆପଣ ଭିନ୍ନ ସଂଖ୍ୟକ ଆଇଟମ୍ ଚୟନ କରିଥା’ନ୍ତି, ତେବେ ସେହି ସଂଖ୍ୟା ଆପଣଙ୍କର ଇଣ୍ଟରଫେସ୍ ରେ ଦେଖାଦେବ |
05:44 | କ୍ଲିକ୍ କଲେ, ନିମ୍ନ ଅପ୍ସନ୍ସ ସହିତ ଏକ ନୂଆ ୱିଣ୍ଡୋ Your Cart ଦେଖାଦେବ
More Details, Send, |
05:54 | Download, Print, |
05:58 | Empty And Close. |
06:01 | ଆପଣ ନିଜେ ଏହି ଅପ୍ସନ୍କୁ ଏକ୍ସପ୍ଲୋର୍ କରିପାରନ୍ତି |
06:04 | ଏକ୍ସପ୍ଲୋର୍ କରିସାରିବା ପରେ, ଏହି ୱିଣ୍ଡୋକୁ ବନ୍ଦ କରିଦିଅନ୍ତୁ |
06:08 | ଏହା କରିବା ପାଇଁ, ପେଜ୍ର ଉପର ବାମପଟ କୋଣକୁ ଯାଆନ୍ତୁ ଏବଂ ଛକି ବଟନ୍ ଉପରେ କ୍ଲିକ୍ କରନ୍ତୁ |
06:15 | ଆମେ ଏବେ OPAC Interfaceରେ ଅଛେ |
06:19 | Listsରେ ଗୋଟିଏ Item ଯୋଡ଼ାଯିବାକୁ ଥିବା କ୍ଷେତ୍ରରେ, ପ୍ରତ୍ୟେକ Item ତଳେ ଥିବା Save to Lists ଉପରେ କ୍ଲିକ୍ କରନ୍ତୁ |
06:31 | କ୍ଲିକ୍ କଲେ, ସେହି ନିର୍ଦ୍ଦିଷ୍ଟ ଆଇଟମର ଶୀର୍ଷକ ସହିତ Add to Lists ନାମକ ଏକ ନୂଆ ୱିଣ୍ଡୋ ଖୋଲିବ |
06:39 | ମୋ ମାମଲାରେ ଏହା ହେଉଛି Industrial Microbiology, Patel, Arvind H |
06:45 | Add to New Listରେ ଥିବା List Name ପାଇଁ ଫିଲ୍ଡରେ ଲିଷ୍ଟ୍ ପାଇଁ ନାମ ଟାଇପ୍ କରନ୍ତୁ |
06:55 | ଏହା ସମ୍ପୂର୍ଣ୍ଣ ଭାବେ କେବଳ ଆପଣଙ୍କ ସନ୍ଦର୍ଭ ପାଇଁ ଅଟେ |
06:58 | ମୁଁ ଏଠାରେ Microbiology ଟାଇପ୍ କରିବି |
07:02 | ଆପଣ, ନିଜ ଆବଶ୍ୟକତା ଅନୁସାରେ ନାମ ଦେଇପାରନ୍ତି |
07:07 | ତା’ପରେ, Catagory ବିଭାଗରେ, ଡ୍ରପ୍-ଡାଉନ୍ରୁ Private ଉପରେ କ୍ଲିକ୍ କରନ୍ତୁ, ଯଦି ତାହା Koha ଦ୍ୱାରା ଚୟନ କରାନଯାଇଥାଏ |
07:19 | ଏହା, ତାଲିକାଟି କେବଳ ଆପଣଙ୍କୁ ହିଁ ଦେଖାଯିବାର ସୁନିଶ୍ଚିତ କରିଥାଏ |
07:24 | ଏବେ, ପେଜ୍ ତଳେ ଥିବା Submit ବଟନ୍ ଉପରେ କ୍ଲିକ୍ କରନ୍ତୁ |
07:30 | ଆମେ ଏବେ ପୁଣିଥରେ OPAC Interfaceରେ ଅଛେ |
07:34 | OPAC Interfaceର ଉପର ବାମପଟ କୋଣରେ ଥିବା Lists ଟାବ୍ ଉପରେ କ୍ଲିକ୍ କରନ୍ତୁ |
07:42 | ଡ୍ରପ୍-ଡାଉନ୍ରୁ ମୁଁ Microbiology ଉପରେ କ୍ଲିକ୍ କରିବି |
07:46 | ଯଦି ଆପଣ କୌଣସି ଭିନ୍ନ ନାମ ଦେଇଥା’ନ୍ତି, ତେବେ ସେହି ନାମ ଉପରେ କ୍ଲିକ୍ କରନ୍ତୁ |
07:53 | ସେଭ୍ କରାଯାଇଥିବା ଆଇଟମଗୁଡ଼ିକ ଏବେ Listରେ ଦେଖାଦେବ |
07:58 | ବାମପଟେ ଥିବା ଟାବ୍ ଗୁଡ଼ିକୁ ଦେଖନ୍ତୁ |
08:03 | ଆରମ୍ଭ କରିବା ପାଇଁ ମୁଁ , Your Personal Details ଟାବ୍ ଉପରେ କ୍ଲିକ୍ କରିବି |
08:09 | Ms. Reena Shahର ବିବରଣୀ ସହିତ ଗୋଟିଏ ନୂଆ ପେଜ୍ ଖୋଲିବ |
08:16 | ଏହାପରେ, ସେହି ପେଜ୍ର ବାମପଟେ ଥିବା Your Reading History ଉପରେ କ୍ଲିକ୍ କରନ୍ତୁ |
08:24 | ନିମ୍ନ ବିବରଣୀ ସହ Checkout History ନାମକ ଗୋଟିଏ ପେଜ୍ ଖୋଲିବ:
Title, Item Type, |
08:33 | Call No ଓ Date. |
08:38 | ଏବେ, ସେହି ପେଜ୍ର ବାମପଟେ ଥିବା Your Purchase Suggestions ଉପରେ କ୍ଲିକ୍ କରନ୍ତୁ |
08:46 | ଗୋଟିଏ ନୂଆ ପେଜ୍ Your Purchase Suggestions ଖୋଲିବ |
08:51 | New Purchase Suggestion ଟାବ୍ ଉପରେ କ୍ଲିକ୍ କରନ୍ତୁ |
08:57 | Enter A New Purchase Suggestion ଶୀର୍ଷକ ସହ ଗୋଟିଏ ନୂଆ ପେଜ୍ ଖୋଲିବ |
09:04 | ଏଠାରେ ଆମକୁ କେତେକ ବିବରଣୀ ପୂରଣ କରିବାକୁ କୁହାଯିବ |
09:09 | Title, Author, Copyright Date, |
09:15 | Standard Number (ISBN, ISSN କିମ୍ୱା ଅନ୍ୟ), |
09:21 | Publisher, Collection Title, |
09:26 | Publication Place, Item Type, |
09:31 | Reason for suggestion: ଓ Notes. |
09:35 | ଧ୍ୟାନ ଦିଅନ୍ତୁ ଯେ, ନାଲି ରଙ୍ଗରେ ଚିହ୍ନିତ ହୋଇଥିବା Title ଫିଲ୍ଡ ବାଧ୍ୟତାମୂଳକ ଅଟେ |
09:41 | ମୁଁ Title ଭାବରେ Genetics ଲେଖିବି |
09:45 | ତା’ପରେ ମୁଁ, 1234567891 ଭାବରେ Standard Number (ISBN, ISSN କିମ୍ୱା ଅନ୍ୟ) ଲେଖିବି |
10:00 | ଏବେ, ପେଜ୍ ତଳେ ଥିବା Submit Your Suggestion ଉପରେ କ୍ଲିକ୍ କରନ୍ତୁ |
10:05 | ଗୋଟିଏ ନୂଆ ପେଜ୍ Your Purchase Suggestions ପୁଣି ଖୋଲିବ |
10:11 | ଏଥିସହିତ ଆମେ, Koha Libraryରେ ଗୋଟିଏ ବହି ଖୋଜିବା ପାଇଁ ଜଣେ ପେଟ୍ରନ୍ କିପରି OPAC ବ୍ୟବହାର କରିପାରିବେ, ତାହା ଶିଖିଲେ |
10:20 | ଶେଷରେ, ପେଜ୍ର ଉପର ଡାହାଣପଟ କୋଣରେ ଥିବା Logout ଉପରେ କ୍ଲିକ୍ କରି OPACରୁ ଲଗ୍-ଆଉଟ୍ କରନ୍ତୁ |
10:29 | ଏଥିସହିତ ଆମେ, ଏହି ଟ୍ୟୁଟୋରିଆଲର ସମାପ୍ତିକୁ ଆସିଲେ |
10:33 | ସଂକ୍ଷିପ୍ତରେ,
ଏହି ଟ୍ୟୁଟୋରିଆଲରେ ଆମେ, Webରେ ଜଣେ ପେଟ୍ରନ୍ ଭାବେ ନିଜ ଲାଇବ୍ରେରୀ ଆକାଉଣ୍ଟକୁ ଆକ୍ସେସ୍ କରିବା ଏବଂ ତାହାର ଲାଭଗୁଡ଼ିକ ବିଷୟରେ ଶିଖିଲେ |
10:48 | ଆସାଇନମେଣ୍ଟ ପାଇଁ, ଅନ୍ୟ ଏକ ବହି ପାଇଁ ଗୋଟିଏ Purchase Suggestion ତିଆରି କରନ୍ତୁ |
10:54 | ନିମ୍ନ ଲିଙ୍କରେ ଥିବା ଭିଡିଓ ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟକୁ ସାରାଂଶିତ କରିଥାଏ
ଦୟାକରି ଏହାକୁ ଡାଉନଲୋଡ୍ କରି ଦେଖନ୍ତୁ |
11:02 | ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ ଟିମ୍, ସ୍ପୋକନ୍ ଟ୍ୟୁଟୋରିଆଲ୍ସ ବ୍ୟବହାର କରି କର୍ମଶାଳାମାନ ଚଲାନ୍ତି ଏବଂ ପ୍ରମାଣପତ୍ର ଦିଅନ୍ତି.
ଅଧିକ ବିବରଣୀ ପାଇଁ ଦୟାକରି ଆମକୁ ଲେଖନ୍ତୁ |
11:12 | ଦୟାକରି ଏହି ଫୋରମରେ ନିଜ ସମୟବଦ୍ଧ ପ୍ରଶ୍ନଗୁଡ଼ିକୁ ପୋଷ୍ଟ୍ କରନ୍ତୁ. |
11:16 | ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ, ଭାରତ ସରକାରଙ୍କ ମାନବ ସମ୍ୱଳ ବିକାଶ ମନ୍ତ୍ରଣାଳୟ, NMEICT ଦ୍ୱାରା ଅନୁଦାନ ପ୍ରାପ୍ତ.
ଏହି ମିଶନ୍ ଉପରେ ଅଧିକ ବିବରଣୀ ନିମ୍ନ ଲିଙ୍କରେ ଉପଲବ୍ଧ |
11:28 | ଆଇଆଇଟି ବମ୍ୱେ ତରଫରୁ, ମୁଁ ପ୍ରଦୀପ ଚନ୍ଦ୍ର ମହାପାତ୍ର ଆପଣଙ୍କଠାରୁ ବିଦାୟ ନେଉଛି.
ଆମ ସହିତ ଜଡ଼ିତ ହୋଇଥିବାରୁ, ଧନ୍ୟବାଦ |