Koha-Library-Management-System/C2/Place-order-for-a-book/Oriya
From Script | Spoken-Tutorial
|
|
00:01 | ବନ୍ଧୁଗଣ, How to place an order for a book ଉପରେ ଥିବା ସ୍ପୋକନ୍ ଟ୍ୟୁଟୋରିଆଲ୍କୁ ସ୍ଵାଗତ |
00:06 | ଏହି ଟ୍ୟୁଟୋରିଆଲ୍ରେ ଆମେ ଗୋଟିଏ ବହି ଅର୍ଡର୍ କରିବା, |
00:11 | ଗୋଟିଏ ବାସ୍କେଟ୍ (ଅର୍ଡର୍) ବନ୍ଦ କରିବା, |
00:13 | ଏବଂ ଗୋଟିଏ ଶିପ୍ମେଣ୍ଟ୍ ଗ୍ରହଣ କରିବା ବିଷୟରେ ଶିଖିବା |
00:17 | ଏହି ଟ୍ୟୁଟୋରିଆଲ୍ ରେକର୍ଡ କରିବା ପାଇଁ ମୁଁ Ubuntu Linux Operating ସିଷ୍ଟମ୍ 16.04 ଏବଂ Koha ଭର୍ସନ୍ 16.05 ବ୍ୟବହାର କରୁଛି |
00:30 | ଏହି ଟ୍ୟୁଟୋରିଆଲ୍କୁ ଅନୁସରଣ କରିବା ପାଇଁ ଆପଣଙ୍କର Library Science ଉପରେ ଜ୍ଞାନ ଥିବା ଆବଶ୍ୟକ |
00:36 | ଏହି ଟ୍ୟୁଟୋରିଆଲ୍ ଅଭ୍ୟାସ କରିବା ପାଇଁ ଆପଣଙ୍କ ସିଷ୍ଟମ୍ରେ ନିଶ୍ଚିତ ରୂପେ Koha ଇନଷ୍ଟଲ୍ ହୋଇଥିବା ଦରକାର |
00:42 | ଏବଂ Kohaରେ ଆପଣଙ୍କର Admin Access ମଧ୍ୟ ଥିବା ଆବଶ୍ୟକ |
00:47 | ଯଦି ନ ଥାଏ, ତେବେ ଦୟାକରି ଏହି ୱେବସାଇଟ୍ରେ ଥିବା Koha ସ୍ପୋକନ୍ ଟ୍ୟୁଟୋରିଆଲ୍ର ଅଧ୍ୟାୟଗୁଡ଼ିକୁ ଦେଖନ୍ତୁ |
00:53 | ଆରମ୍ଭ କରିବା ପାଇଁ Superlibrarian Bella ଭାବେ Kohaରେ ଲଗ୍-ଇନ୍ କରନ୍ତୁ |
01:00 | ସର୍ବ ପ୍ରଥମେ ଆମେ, receiving an orderକୁ ସକ୍ଷମ କରିବାରୁ ଆରମ୍ଭ କରିବା |
01:06 | ଏହି ସୂଚନାକୁ ପରବର୍ତ୍ତୀ ସମୟରେ ଏହି ଟ୍ୟୁଟୋରିଆଲ୍ ବ୍ୟବହାର କରାଯିବ |
01:11 | Koha ଆଡମିନିଷ୍ଟ୍ରେଶନ୍କୁ ଯାଆନ୍ତୁ |
01:15 | Global System Preferences ଉପରେ କ୍ଲିକ୍ କରନ୍ତୁ |
01:19 | Acquisitions preferences ପେଜ୍ ଖୋଲିବ |
01:23 | preference ବିଭାଗରେ, AcqCreateItem ପାଇଁ ଡ୍ରପ୍-ଡାଉନ୍ରେ ଥିବା placing an orderକୁ ବଦଳାଇ receiving an order କରନ୍ତୁ |
01:37 | ତା’ପରେ, ପେଜ୍ ଉପରେ ଥିବା Save all Acquisitions preferences ଉପରେ କ୍ଲିକ୍ କରନ୍ତୁ |
01:45 | ଆଗକୁ ବଢ଼ନ୍ତୁ |
01:47 | Koha Homepageରେ ଥିବା Acquisitionsକୁ ଯାଆନ୍ତୁ ଏବଂ plus New vendor ଉପରେ କ୍ଲିକ୍ କରନ୍ତୁ |
01:58 | ଭେଣ୍ଡର୍ ଯୋଡ଼ିବା ପାଇଁ ଗୋଟିଏ ନୂଆ ପେଜ୍ ଖୋଲିବ |
02:02 | Company Details ବିଭାଗରେ Nameକୁ ଯାଆନ୍ତୁ |
02:08 | ଏବଂ ଫିଲ୍ଡରେ Powai Book Agency ଟାଇପ୍ କରନ୍ତୁ |
02:13 | ଦୟାକରି ଧ୍ୟାନଦିଅନ୍ତୁ: ଏହିପରି ଭାବେ ଆପଣ ଅନେକ ଭେଣ୍ଡର୍ ଯୋଡ଼ିପାରିବେ |
02:20 | Contact details ଭଳି ବିବରଣୀଗୁଡ଼ିକୁ ପୂରଣ କରନ୍ତୁ |
02:24 | ଏଠାରେ କିଛି ବିବରଣୀ ପୂରଣ କରାଯାଇଛି. ଆପଣ ମଧ୍ୟ ଏହିପରି କରିପାରିବେ |
02:30 | Primary acquisitions contact, Primary serials contact |
02:36 | Contact about late orders ଓ Contact about late issues |
02:39 | ପାଇଁ ଥିବା ଚେକ୍-ବକ୍ସଗୁଡ଼ିକୁ ଚେକ୍ କରିବା ଭୁଲନ୍ତୁ ନାହିଁ |
02:46 | ଏହି ବିକଳ୍ପଗୁଡ଼ିକ ସହ ସମ୍ବନ୍ଧିତ ଇମେଲ୍ ବିଜ୍ଞପ୍ତିଗୁଡ଼ିକୁ ଭେଣ୍ଡର୍ ପାଖକୁ ପଠାଇବା ପାଇଁ ଏହି ଚେକ୍-ବକ୍ସଗୁଡ଼ିକୁ କ୍ଲିକ୍ କରିବା ଉପଯୋଗୀ ଅଟେ |
02:55 | ଯଦି ଗୋଟିଏ ନିର୍ଦ୍ଦିଷ୍ଟ ଫିଲ୍ଡରେ ପୂରଣ କରିବା ପାଇଁ କିଛି ସୂଚନା ନ ଥାଏ, ତେବେ ତାହାକୁ ସେହିପରି ଖାଲି ଛାଡ଼ିଦିଅନ୍ତୁ |
03:01 | Ordering information ବିଭାଗରେ, List Prices are ପାଇଁ Koha ଡିଫଲ୍ଟ ଭାବେ RUPEE ଚୟନ କରିବ |
03:11 | ଏବଂ ସମାନ ଭାବେ Invoice prices are ପାଇଁ, Koha ଡିଫଲ୍ଟ ଭାବେ RUPEEକୁ ଚୟନ କରିଥାଏ |
03:19 | Tax number registered ପାଇଁ Yesକୁ ଚୟନ କରନ୍ତୁ |
03:25 | List prices ପାଇଁ Include taxକୁ ଚୟନ କରନ୍ତୁ |
03:30 | Invoice prices: ପାଇଁ Include taxକୁ ଚୟନ କରନ୍ତୁ |
03:35 | Tax rateକୁ ମୁଁ ସେହିପରି ଛାଡ଼ିଦେବି |
03:39 | ତା’ପରେ Discount ପାଇଁ 10% ଏବଂ Delivery time ପାଇଁ 14 days ଲେଖନ୍ତୁ |
03:50 | Notes ଫିଲ୍ଡକୁ ସେହିପରି ଖାଲି ଛାଡ଼ିଦିଅନ୍ତୁ |
03:54 | ସମସ୍ତ ବିବରଣୀକୁ ପୂରଣ କରିସାରିବା ପରେ, ପେଜ୍ ତଳେ ଥିବା Save ଉପରେ କ୍ଲିକ୍ କରନ୍ତୁ |
04:01 | ଗୋଟିଏ ନୂଆ ପେଜ୍ ଖୋଲିବ |
04:04 | ବର୍ତ୍ତମାନ ଭେଣ୍ଡର୍ ନାମ ପାଖରେ ଥିବା plus New basket ଉପରେ କ୍ଲିକ୍ କରନ୍ତୁ |
04:11 | ନୂଆ ପେଜ୍ - Add a basket to Powai Book Agencyରେ ଥିବା Basket name ପାଇଁ ବିବରଣୀଗୁଡ଼ିକୁ ପୂରଣ କରନ୍ତୁ |
04:20 | IITB/ST/Books/2017-10କୁ ଯୋଡ଼ନ୍ତୁ |
04:30 | କିଛି ବିବରଣୀ, Koha ଦ୍ଵାରା ଡିଫଲ୍ଟ ଭବେ ପୂରଣ ହୋଇଯିବ |
04:35 | Billing place, Delivery place ଓ Vendorର ଡିଫଲ୍ଟ ବିବରଣୀରେ କୌଣସି ପରିବର୍ତ୍ତନ କରିବା ପାଇଁ ଡ୍ରପ୍-ଡାଉନ୍ରୁ ଆବଶ୍ୟକ ବିକଳ୍ପକୁ ଚୟନ କରନ୍ତୁ |
04:46 | ଯଦି କୌଣସି Internal ନୋଟ୍ ଏବଂ/କିମ୍ୱା Vendor ନୋଟ୍ ଥାଏ, ତେବେ ତାହାକୁ ଯୋଡ଼ନ୍ତୁ |
04:52 | Internal ନୋଟ୍ ଭାବେ For Biology Section ଟାଇପ୍ କରନ୍ତୁ |
04:57 | Vendor ନୋଟ୍ ପାଇଁ To be delivered on 22 May 2017 ଟାଇପ୍ କରନ୍ତୁ |
05:05 | ଆବଶ୍ୟକତା ଅନୁସାରେ Orders are standing:ରେ କ୍ଲିକ୍ କରନ୍ତୁ. ଚେକ୍-ବକ୍ସକୁ ଖାଲି ଛାଡ଼ିଦିଅନ୍ତୁ |
05:14 | ସମସ୍ତ ବିବରଣୀ ପୂରଣ କରିସାରିବା ପରେ ପେଜ୍ ତଳେ ଥିବା Saveରେ କ୍ଲିକ୍ କରନ୍ତୁ |
05:21 | ଖୋଲିଥିବା ନୂଆ ପେଜ୍ର plus Add to basket ଟାବ୍ରେ କ୍ଲିକ୍ କରନ୍ତୁ |
05:29 | Add order to basket ଲେଖା ଥିବା ଗୋଟିଏ ଡାୟଲଗ୍-ବକ୍ସ ଖୋଲିବ |
05:34 | ବର୍ତ୍ତମାନ, ନିମ୍ନଲିଖିତ ବିକଳ୍ପଗୁଡ଼ିକରୁ ଅର୍ଡର୍ କରିବାକୁ ଥିବା ଗୋଟିଏ ବହି ଚୟନ କରନ୍ତୁ |
05:39 | From a new (empty) recordରେ କ୍ଲିକ୍ କରନ୍ତୁ |
05:44 | New order ଶୀର୍ଷକ ଅନ୍ୟ ଗୋଟିଏ ପେଜ୍ ଖୋଲିବ |
05:49 | ଅର୍ଡର୍ କରାଯିବାକୁ ଥିବା ବହିର ଶୀର୍ଷକ ଲେଖନ୍ତୁ |
05:53 | ମୁଁ Industrial Microbiology ଟାଇପ୍ କରିବି |
05:57 | ତା’ପରେ ହେଉଛି, Accounting details |
06:01 | Quantity ପାଇଁ 5 ଲେଖନ୍ତୁ |
06:05 | Fund ପାଇଁ Koha ଡିଫଲ୍ଟ ଭାବେ, Books Fundକୁ ଚୟନ କରିବ |
06:10 | ଏଠାରେ ମନେରଖନ୍ତୁ ଯେ, ଯଦି ଅନେକ ଅନୁଦାନ ଉପଲବ୍ଧ ଥାଏ, ତେବେ ଆପଣ ନିଜର ଆବଶ୍ୟକତାନୁସାରେ ଚୟନ କରିପାରିବେ |
06:17 | ତା’ପରେ Currency ପାଇଁ ଥିବା ବିବରଣୀକୁ ପୂରଣ କରନ୍ତୁ |
06:21 | ଏଠାରେ Koha, ଡିଫଲ୍ଟ ଭାବେ RUPEEକୁ ଚୟନ କରିଦେଇଛି |
06:26 | ଆପଣ ଡ୍ରପ୍-ଡାଉନ୍ରୁ ନିଜର ଆବଶ୍ୟକତାନୁସାରେ ଚୟନ କରିପାରିବେ |
06:31 | Vendor priceରେ 1000 ଲେଖନ୍ତୁ |
06:35 | ତା’ପରେ Uncertain price: ଅଛି |
06:38 | ମୂଲ୍ୟକୁ ନେଇ ଯଦି ଆପଣ ଅନିଶ୍ଚିତ ଥାଆନ୍ତି, ତେବେ ଚେକ୍-ବକ୍ସକୁ ଚୟନ କରନ୍ତୁ
ମୁଁ ଏହାକୁ ଖାଲି ଛାଡ଼ିଦେବି |
06:46 | ତା’ପରେ Tax rate ଅଛି. Koha ଡିଫଲ୍ଟ ଭାବେ Tax rateକୁ 0% ଭାବେ ଚୟନ କରିବ |
06:55 | Discountକୁ 20% ଭାବେ ଚୟନ କରନ୍ତୁ |
07:00 | ଧ୍ୟାନ ଦିଅନ୍ତୁ ଯେ, Koha ସ୍ଵଚାଳିତ ଭାବେ Replacement costକୁ 1000, |
07:06 | Budgeted costକୁ 800, |
07:09 | Totalକୁ 4000 ଏବଂ Actual costକୁ 0.00 ଭାବେ ଗଣନା କରିବ |
07:17 | ଏହା ମଧ୍ୟ ଧ୍ୟାନ ଦିଅନ୍ତୁ ଯେ, Replacement Cost ଓ Actual Costକୁ ଏଡିଟ୍ କରାଯାଇପାରିବ |
07:23 | ଯଦି କୌଣସି Internal Note ଓ Vendor Note ଥାଏ, ତେବେ ତାହା ଲେଖନ୍ତୁ |
07:27 | Statistic 1 ଓ Statistic 2କୁ ଖାଲି ଛାଡ଼ିଦିଅନ୍ତୁ |
07:32 | ଏବଂ ତା’ପରେ ପେଜ୍ ତଳେ ଥିବା Saveରେ କ୍ଲିକ୍ କରନ୍ତୁ |
07:37 | ଏକ ଡାୟଲଗ୍-ବକ୍ସ ସହିତ ଗୋଟିଏ ନୂଆ ପେଜ୍ ଦେଖାଦେବ |
07:41 | Warning! You will exceed 10.00% of your fund |
07:47 | Do you want to confirm this order?
Yes, I confirmରେ କ୍ଲିକ୍ କରନ୍ତୁ |
07:54 | ବାସ୍କେଟ୍ର ବିବରଣୀ ଥିବା ଗୋଟିଏ ପେଜ୍ ଖୋଲିଯିବ - Basket IITB/ST/Books/2017-10 (2) for Powai Book Agency |
08:07 | ଏହା ବିଭିନ୍ନ ଟାବ୍କୁ ମଧ୍ୟ ଦେଖାଇବ |
08:10 | ବର୍ତ୍ତମାନ, ଗୋଟିଏ ବାସ୍କେଟ୍କୁ କିପରି ବନ୍ଦ କରାଯାଏ, ତାହା ଆମେ ଶିଖିବା |
08:14 | Basket ବିବରଣୀ ପେଜ୍ରେ ଥିବା Close this basket ଟାବ୍ରେ କ୍ଲିକ୍ କରନ୍ତୁ |
08:21 | ଏହାର ଅର୍ଥ, Order ସୁନିଶ୍ଚିତ ଅଟେ ଏବଂ ସମ୍ୱନ୍ଧିତ ଭେଣ୍ଡର୍ ପାଖକୁ ପଠାଯାଇପାରିବ |
08:27 | Are you sure you want to close Basket IITB/ST/Books/2017-10? ଲେଖାଥିବା ଗୋଟିଏ ଡାୟଲଗ୍-ବକ୍ସ ଖୋଲିବ |
08:41 | ବଟନ୍ Yes ଉପରେ କ୍ଲିକ୍ କରନ୍ତୁ |
08:44 | ଭେଣ୍ଡର୍ ନାମ Powai Book Agency ଥିବା ଗୋଟିଏ ନୂଆ ପେଜ୍ ଦେଖାଦେବ |
08:50 | ଏଠାରେ ଯେହେତୁ ଆହୁରି ଅଧିକ କିଛି ଜିନିଷ ଶିଖିବାର ଅଛି, ତେଣୁ ଏହି ପେଜ୍କୁ ଏପର୍ଯ୍ୟନ୍ତ ବନ୍ଦ କରାଯାଇନାହିଁ |
08:56 | ଆଗକୁ ବଢ଼ିବା ସହିତ Receive shipment ବିଷୟରେ ଶିଖିବା |
09:01 | ସେହି ପେଜ୍ରେ ଥିବା Receive Shipment ଟାବ୍ରେ କ୍ଲିକ୍ କରନ୍ତୁ |
09:06 | Receive shipment from vendor Powai Book Agency ନାମକ ଗୋଟିଏ ନୂଆ ପେଜ୍ ଖୋଲିବ |
09:13 | Receive a new shipment ବିଭାଗରେ, IITB/ST/Books/2017-10କୁ ଭେଣ୍ଡର୍ ଇନଭଏସ୍ ଭାବେ ପୂରଣ କରନ୍ତୁ |
09:28 | Koha ସ୍ଵଚାଳିତ ଭାବେ Shipment ତାରିଖ ଚୟନ କରିବ |
09:32 | ଧ୍ୟାନଦିଅନ୍ତୁ ଯେ, ଗ୍ରହଣ କରିବା ତାରିଖ ହେଉଛି Shipment Date |
09:37 | Shipment Cost ଓ Shipment Fundକୁ ଛାଡ଼ିଦିଅନ୍ତୁ |
09:41 | ପେଜ୍ ତଳେ ଥିବା Next ବଟନ୍ରେ କ୍ଲିକ୍ କରନ୍ତୁ |
09:46 | Receipt summary for Powai Book Agency ନାମକ ଆଉ ଗୋଟିଏ ପେଜ୍ ଖୋଲିବ |
09:52 | ତଳକୁ ସ୍କ୍ରୋଲ୍ କରିବା ସହିତ ପେଜ୍ ତଳେ ଥିବା Finish receiving ଉପରେ କ୍ଲିକ୍ କରନ୍ତୁ |
09:57 | Invoice: IITB/ST/Books/2017-10 ଶୀର୍ଷକ ଥିବା ଅନ୍ୟ ଗୋଟିଏ ପେଜ୍ ଖୋଲିବ |
10:07 | ପୂର୍ବରୁ ଲେଖାଯାଇଥିବା ବିବରଣୀ ଅନୁସାରେ, Shipment Date Koha ଦ୍ଵାରା ପୂରଣ କରାଯିବ |
10:13 | ଏବଂ Billing Dateକୁ 05/23/2018 ଭାବେ ଚୟନ କରନ୍ତୁ |
10:21 | Shipping Costକୁ ଖାଲି ଛାଡ଼ିଦିଅନ୍ତୁ |
10:25 | Closeରେ ଏବଂ ତା’ପରେ ପେଜ୍ ତଳେ ଥିବା Saveରେ କ୍ଲିକ୍ କରନ୍ତୁ |
10:31 | Invoice has been modified ନାମକ ଗୋଟିଏ ନୂଆ ପେଜ୍ ଖୋଲିବ |
10:36 | Go to receipt ପେଜ୍ରେ କ୍ଲିକ୍ କରନ୍ତୁ |
10:40 | ବର୍ତ୍ତମାନ ଆପଣ, Receipt summary for Powai Book Agency ଦେଖିପାରିବେ |
10:46 | ବର୍ତ୍ତମାନ ଆପଣ Kohaରୁ ଲଗ୍-ଆଉଟ୍ କରିପାରିବେ |
10:49 | Koha ଇଣ୍ଟରଫେସର ଉପର ଡାହାଣପଟ କୋଣକୁ ଯାଆନ୍ତୁ |
10:54 | ସ୍ପୋକନ୍ ଟ୍ୟୁଟୋରିଆଲ୍ ଲାଇବ୍ରେରୀରେ କ୍ଲିକ୍ କରନ୍ତୁ ଏବଂ ଡ୍ରପ୍-ଡାଉନରୁ Logout ଚୟନ କରନ୍ତୁ |
11:01 | ଏହା ସହିତ ଆମେ ଏହି ଟ୍ୟୁଟୋରିଆଲର ସମାପ୍ତିକୁ ଆସିଯାଇଛେ |
11:04 | ସଂକ୍ଷିପ୍ତରେ |
11:07 | ଏହି ଟ୍ୟୁଟୋରିଆଲରେ ଆମେ, ଗୋଟିଏ ବହି ପାଇଁ ଅର୍ଡର୍ କରିବା, |
11:13 | ଗୋଟିଏ Basket (Order)କୁ ବନ୍ଦ କରିବା ଏବଂ ଗୋଟିଏ shipment ଗ୍ରହଣ କରିବା ବିଷୟରେ ଶିଖିଲେ |
11:19 | ଆସାଇନମେଣ୍ଟ ଭାବେ ବହିଗୁଡ଼ିକ ପାଇଁ ଗୋଟିଏ ବଜେଟ୍ ପ୍ରସ୍ତୁତ କରନ୍ତୁ |
11:25 | ଏହା ଅନ୍ତର୍ଗତ Civil Engineering ଭାବେ Funds ତିଆରି କରନ୍ତୁ |
11:30 | ବିଦ୍ୟମାନ ଭେଣ୍ଡର୍ Powai Book Agency ମାଧ୍ୟମରେ ଗୋଟିଏ ବହି ଅର୍ଡର୍ କରନ୍ତୁ |
11:36 | ନିମ୍ନ ଲିଙ୍କରେ ଥିବା ଭିଡିଓ, ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟକୁ ସାରାଂଶିତ କରେ. ଦୟାକରି ଏହାକୁ ଡାଉନଲୋଡ୍ କରି ଦେଖନ୍ତୁ |
11:44 | ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ ଟିମ୍ କର୍ମଶାଳାମାନ ଚଲାନ୍ତି ଏବଂ ପ୍ରମାଣପତ୍ର ପ୍ରଦାନ କରନ୍ତି.
ଅଧିକ ବିବରଣୀ ପାଇଁ ଦୟାକରି ଆମକୁ ଲେଖନ୍ତୁ |
11:52 | ଦୟାକରି ଏହି ଫୋରମରେ ନିଜର ସମୟବଦ୍ଧ ପ୍ରଶ୍ନଗୁଡ଼ିକୁ ପୋଷ୍ଟ କରନ୍ତୁ |
11:56 | ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ ଭାରତ ସରକାରଙ୍କର ମାନବ ସମ୍ବଳ ବିକାଶ ମନ୍ତ୍ରଣାଳୟ, NMEICT ଦ୍ଵାରା ଅନୁଦାନ ପ୍ରାପ୍ତ.
ଏହି ମିଶନ୍ ଉପରେ ଅଧିକ ବିବରଣୀ ନିମ୍ନ ଲିଙ୍କରେ ଉପଲବ୍ଧ |
12:07 | ଆଇଆଇଟି ବମ୍ବେ ତରଫରୁ
ମୁଁ ପ୍ରଦୀପ ଚନ୍ଦ୍ର ମହାପାତ୍ର ଆପଣଙ୍କଠାରୁ ବିଦାୟ ନେଉଛି. ଆମ ସହିତ ଜଡ଼ିତ ହୋଇଥିବାରୁ ଧନ୍ୟବାଦ |