OpenFOAM/C3/Using-Template-files-in-PyFoam/Oriya
From Script | Spoken-Tutorial
| Time | Narration |
| 00:01 | ବନ୍ଧୁଗଣ, Using Template files in PyFoam ଉପରେ ସ୍ପୋକନ୍ ଟ୍ୟୁଟୋରିଆଲକୁ ସ୍ଵାଗତ |
| 00:07 | ଏହି ଟ୍ୟୁଟୋରିଆଲରେ ଆମେ PyFoam Utilitiesର ଫଙ୍କଶନକୁ ବୁଝିବା |
| 00:13 | ଟେମ୍ପ୍ଲେଟ୍ ଫାଇଲଗୁଡିକୁ ସୃଷ୍ଟି ଓ ବ୍ୟବହାର କରିବା |
| 00:17 | supersonic flow over wedgeର ସମାଧାନ କରିବା ପାଇଁ PyFoamFromTemplate dot pyକୁ ବ୍ୟବହାର କରିବା |
| 00:24 | template ଫାଇଲଗୁଡିକୁ ବ୍ୟବହାର କରି ବିଭିନ୍ନ wedge angles ପାଇଁ ଏହାକୁ ରନ୍ କରିବା |
| 00:29 | ଏହି ଟ୍ୟୁଟୋରିଆଲକୁ ରେକର୍ଡ କରିବା ପାଇଁ ମୁଁ Ubuntu Linux Operating System 14.04 |
| 00:36 | OpenFOAM 2.3.0
PyFoam 0.6.5 ବ୍ୟବହାର କରୁଛି |
| 00:42 | ଏହି ଟ୍ୟୁଟୋରିଆଲର ଅଭ୍ୟାସ ପାଇଁ ୟୁଜରଙ୍କର Linux terminalର ବ୍ୟବହାର ଉପରେ ମୌଳିକ ଜ୍ଞାନ ଥିବା ଆବଶ୍ୟକ |
| 00:49 | OpenFOAM କେସଗୁଡିକୁ ରନ୍ ଓ ବିଶ୍ଳେଷଣ କରିବାରେ ଅଭିଜ୍ଞତା ଥିବ |
| 00:54 | ଯଦି ନାହିଁ ତେବେ ଦୟାକରି Linux ଓ OpenFOAM ଉପରେ ଥିବା ଟ୍ୟୁଟୋରିଆଲ୍ ସିରିଜଗୁଡିକୁ ରେଫର୍ କରନ୍ତୁ |
| 01:00 | template ଫାଇଲଗୁଡିକ କ’ଣ? |
| 01:03 | Template ଫାଇଲଗୁଡିକ blockMeshDict or controlDict ଭଳି OpenFOAM ଫାଇଲଗୁଡିକୁ ସୃଷ୍ଟି କରିବାରେ ବ୍ୟବହୃତ ହୁଏ |
| 01:10 | Template ଫାଇଲଗୁଡିକୁ ପ୍ରୋଗ୍ରାମ୍ କରିହେବ ଯାହାଦ୍ଵାରା ଆମେ କ୍ରମାନୁସାରେ ଡେଟାକୁ ସୃଷ୍ଟି କରିପାରିବା |
| 01:16 | template ଫାଇଲ୍ ନିମ୍ନଲିଖିତ ସହିତ ଗୋଟିଏ OpenFOAM ଫାଇଲ୍ ହୋଇପାରେ - |
| 01:22 | $$ ଦ୍ଵାରା ଆରମ୍ଭ ହୋଇଥିବା ଯେକୌଣସି ଲାଇନ୍ ଗୋଟିଏ Python program ଲାଇନ୍ ଅଟେ |
| 01:28 | ଏହା Python ଦ୍ଵାରା ନିଷ୍ପାଦନ ହେବ |
| 01:31 | ଫାଇଲ୍ ମଧ୍ୟରେ ଥିବା ଯେକୌଣସି ଭେରିଏବଲକୁ ସିଣ୍ଟାକ୍ସ vertical pipe dash variable name dash vertical pipeକୁ ବ୍ୟବହାର କରି ପ୍ରତିସ୍ଥାପନ କରିପାରିବେ |
| 01:42 | ଗୋଟିଏ template ଫାଇଲକୁ ବ୍ୟବହାର କରିବା ପାଇଁ ନିମ୍ନଲିଖିତ ସୋପାନଗୁଡିକ ଅନୁକରଣୀୟ ଅଟେ: |
| 01:47 | ପ୍ରଥମେ ବିଦ୍ୟମାନ ଥିବା ଗୋଟିଏ ଫାଇଲକୁ କପୀ କରନ୍ତୁ |
| 01:50 | ଏହା ପରେ ଗୋଟିଏ template ଫାଇଲ୍ ସୃଷ୍ଟି କରନ୍ତୁ |
| 01:54 | ତା’ପରେ PyFoamFromTemplate ଡଟ୍ pyକୁ ରନ୍ କରନ୍ତୁ |
| 01:58 | Template ଫାଇଲ୍ blockMeshDict ପାଇଁ ସୃଷ୍ଟି ହେବ |
| 02:02 | ଗୋଟିଏ ଉଦାହରଣ କ୍ଷେତ୍ରରେ ଆମେ ଏକ wedge ଉପରେ supersonic flowକୁ ବ୍ୟବହାର କରିବା. କେସ୍ ଫାଇଲ୍ rhoCentralFoam solverରେ ଉପଲବ୍ଧ ଅଛି |
| 02:12 | terminalକୁ ଖୋଲନ୍ତୁ. rhoCentralFoam ପାଇଁ compressible solvers ମଧ୍ୟରେ path ଟାଇପ୍ କରନ୍ତୁ |
| 02:22 | ବର୍ତ୍ତମାନ Wedge15Ma5 case directoryକୁ cp ସ୍ପେସ୍ minus r ସ୍ପେସ୍ Wedge15Ma5 ସ୍ପେସ୍ ସହିତ OpenFOAM directoryର ପାଥକୁ ଟାଇପ୍ କରି OpenFOAM directory ମଧ୍ୟକୁ କପୀ କରିବା ସହିତ Enter ଦାବନ୍ତୁ |
| 02:46 | terminal ଉପରେ OpenFOAM directory ମଧ୍ୟରେ Wedge15Ma5 folder ପାଇଁ ପାଥକୁ ଟାଇପ୍ କରନ୍ତୁ |
| 02:53 | constant ମଧ୍ୟରେ ଥିବା polyMesh directoryସ୍ଥିତ blockMeshDict file ପାଇଁ ପାଥକୁ ଟାଇପ୍ କରନ୍ତୁ |
| 03:00 | ନିଜ ପସନ୍ଦର ଯେକୌଣସି ଏଡିଟରରେ blockMeshDict ଫାଇଲକୁ ଖୋଲନ୍ତୁ |
| 03:06 | vertices ବିଭାଗକୁ ଦେଖିପାରିବେ |
| 03:09 | slopeର ପ୍ରାନ୍ତ ବିନ୍ଦୁଗୁଡିକର co-ordinatesକୁ ଗଣନା କରିବା ଆବଶ୍ୟକ ଅଟେ |
| 03:14 | angleକୁ ଆଧାର କରି ନିମ୍ନଲିଖିତ ଲାଇନଗୁଡିକୁ ପରିବର୍ତ୍ତନ କରନ୍ତୁ |
| 03:19 | terminalକୁ ଫେରିଆସନ୍ତୁ |
| 03:22 | ଆପଣଙ୍କ blockMeshDict ଫାଇଲକୁ blockMeshDict dot template ବୋଲାଉଥିବା ଗୋଟିଏ ଫାଇଲ୍ ମଧ୍ୟକୁ କପୀ କରନ୍ତୁ |
| 03:29 | ନିମ୍ନଲିଖିତ ଟାଇପ୍ କରନ୍ତୁ- cp ସ୍ପେସ୍ minus r ସ୍ପେସ୍ blockMeshDict ସ୍ପେସ୍ blockMeshDict ଡଟ୍ template |
| 03:40 | geditକୁ ବ୍ୟବହାର କରି blockMeshDict dot template ଫାଇଲକୁ ଖୋଲନ୍ତୁ |
| 03:46 | convertToMeters ଉପରେ ନିମ୍ନଲିଖିତ ଲାଇନଗୁଡିକୁ ସଂଯୁକ୍ତ କରନ୍ତୁ |
| 03:51 | $$ (dollar dollar) ଦ୍ଵାରା ଆରମ୍ଭ ହେଉଥିବା ଯେକୌଣସି ଲାଇନ୍ ଗୋଟିଏ Python ଲାଇନ୍ ଅଟେ ଏବଂ Python ଦ୍ଵାରା ଅନୁବାଦିତ ଓ ନିଷ୍ପାଦିତ ହେବ |
| 04:02 | verticesର ଏଣ୍ଟ୍ରୀକୁ template ଫାଇଲ୍ ମଧ୍ୟରେ ଆସାଇନ୍ ହୋଇଥିବା |
| 04:06 | Python variables ଭଳି ରୂପାନ୍ତର କରିବା ସହିତ ଫାଇଲ୍ ମଧ୍ୟରେ ଯେକୌଣସି ସ୍ଥାନରେ ପ୍ରତିସ୍ଥାପିତ ହେବା ଆବଶ୍ୟକ |
| 04:14 | ଏହା କରିବା ପାଇଁ ଫାଇଲ୍ ମଧ୍ୟରେ vertical pipe dash variable name dash vertical pipeକୁ ବ୍ୟବହାର କରନ୍ତୁ |
| 04:22 | ଏହି ଫାଇଲ୍ ମଧ୍ୟରେ ହୋଇଥିବା ପରିବର୍ତ୍ତନକୁ ଦେଖିପାରିବେ |
| 04:26 | ବର୍ତ୍ତମାନ ଗୋଟିଏ ଶୁନ୍ୟ ଫାଇଲ୍ ସୃଷ୍ଟି କରନ୍ତୁ |
| 04:30 | terminalରେ gedit templateFileConst ଟାଇପ୍ କରିବା ସହିତ Enter ଦାବନ୍ତୁ |
| 04:40 | dummy space 1.0 semicolon ଟାଇପ୍ କରି ଏହା ମଧ୍ୟରେ ଗୋଟିଏ ଡମୀ ଏଣ୍ଟ୍ରୀ ସୃଷ୍ଟି କରନ୍ତୁ |
| 04:48 | ଗୋଟିଏ ଡମୀ ଏଣ୍ଟ୍ରୀ ବାଧ୍ୟତାମୁଳକ ଅଟେ |
| 04:51 | ଯେକୌଣସି constant ସହିତ ଗୋଟିଏ ଏକ୍ସଟରନାଲ୍ dict ଉପଲବ୍ଧ କରାଇବା ଆବଶ୍ୟକ ଯାହାକୁ template ଫାଇଲରେ ବ୍ୟବହାର କରାଯିବ |
| 04:59 | ଫାଇଲକୁ ସେଭ୍ କରିବା ସହିତ ବନ୍ଦ କରନ୍ତୁ |
| 05:04 | ବର୍ତ୍ତମାନ template କମାଣ୍ଡକୁ ରନ୍ କରିବାକୁ ହେବ |
| 05:08 | ଏହି କମାଣ୍ଡକୁ terminalରେ ଟାଇପ୍ କରିବା ସହିତ Enter ଦାବନ୍ତୁ |
| 05:15 | ଆମେ ଦେଖିପାରିବା ଯେ ଦୁଇଟି ନୁଆ ଫାଇଲ୍ blockMeshDictକୁ ସୃଷ୍ଟି କରିବା ସହିତ ଗୋଟିଏ Python ଫାଇଲ୍ ମଧ୍ୟ ସୃଷ୍ଟି ହୋଇଛି |
| 05:24 | Python ଫାଇଲକୁ ଏଡିଟ୍ କରନ୍ତୁ ନାହିଁ |
| 05:27 | gedit ସ୍ପେସ୍ blockMeshDictକୁ ଟାଇପ୍ କରି blockMeshDict ଫାଇଲକୁ ଖୋଲିବା ସହିତ Enter ଦାବନ୍ତୁ |
| 05:36 | ଆମେ wedge angleକୁ 15 degରୁ 10 degକୁ ପରିବର୍ତ୍ତନ କରିଛେ |
| 05:41 | slopeର ପ୍ରାନ୍ତ ବିନ୍ଦୁଗୁଡିକ ମଧ୍ୟ ପରିବର୍ତ୍ତନ ହୋଇଯାଇଛି |
| 05:45 | ବର୍ତ୍ତମାନ OpenFOAM commands, blockMesh, rhoCentralFoamକୁ ନିଷ୍ପାଦନ କରିବା ସହିତ case ଫାଇଲକୁ ରନ୍ କରନ୍ତୁ, Paraviewକୁ ବ୍ୟବହାର କରି ପରିଣାମକୁ ଅନୁମାନ କରନ୍ତୁ |
| 05:57 | ଗୋଟିଏ ଆସାଇଅନମେଣ୍ଟ ଭାବେ, ନିମ୍ନଲିଖିତ wedge anglesକୁ ବ୍ୟବହାର କରିବା ସହିତ template କମାଣ୍ଡଗୁଡିକୁ ରନ୍ କରନ୍ତୁ |
| 06:03 | ସଂକ୍ଷିପ୍ତରେ |
| 06:05 | ଏହି ଟ୍ୟୁଟୋରିଆଲରେ ଆମେ PyFoam Template Files ବିଷୟରେ ଶିଖିଲେ |
| 06:10 | PyFoamFromTemplate ଡଟ୍ py କମାଣ୍ଡକୁ ବ୍ୟବହାର କରି ଆମେ template ଫାଇଲଗୁଡିକୁ ସୃଷ୍ଟି ଓ ବ୍ୟବହାର କରି ମଧ୍ୟ ଶିଖିଛେ |
| 06:19 | ଏହି ଫୋରମରେ ସମୟାନୁସାରେ ଆପଣଙ୍କ କ୍ଵେରୀଗୁଡିକୁ ପୋଷ୍ଟ କରନ୍ତୁ |
| 06:23 | ଦୟାକରି ସାଧାରଣ କ୍ଵେରୀଗୁଡିକୁ ଏହି ଫୋରମର OpenFOAMରେ ପୋଷ୍ଟ କରନ୍ତୁ |
| 06:28 | FOSSEE ଟିମ୍ TBC ପ୍ରୋଜେକ୍ଟର ସଞ୍ଚାଳନ କରନ୍ତି |
| 06:32 | ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ ଭାରତ ସରକାରଙ୍କ MHRDର NMEICT ମାଧ୍ୟମରେ ରାଷ୍ଟ୍ରୀୟ ସାକ୍ଷରତା ମିଶନ୍ ଦ୍ୱାରା ଅନୁଦାନ ପ୍ରାପ୍ତ. ଅଧିକ ବିବରଣୀ ପାଇଁ ଏହି ୱେବସାଇଟକୁ ଯା’ନ୍ତୁ |
| 06:41 | ଆଇଆଇଟି ବମ୍ୱେ ତରଫରୁ, ପ୍ରଦୀପ ମହାପାତ୍ରଙ୍କ ସହ ମୁଁ ପ୍ରଭାସ ତ୍ରିପାଠୀ ଆପଣଙ୍କଠାରୁ ବିଦାୟ ନେଉଛି. ଆମ ସହିତ ଜଡ଼ିତ ହୋଇଥିବାରୁ ଧନ୍ୟବାଦ |