OpenFOAM/C3/Unstructured-mesh-generation-using-Gmsh/Oriya

From Script | Spoken-Tutorial
Revision as of 14:19, 4 November 2017 by Pradeep (Talk | contribs)

(diff) ← Older revision | Latest revision (diff) | Newer revision → (diff)
Jump to: navigation, search
Time Narration
00:01 ବନ୍ଧୁଗଣ, Unstructured Mesh generation using GMSH ଉପରେ ସ୍ପୋକନ୍ ଟ୍ୟୁଟୋରିଆଲକୁ ସ୍ଵାଗତ
00:06 ଏହି ଟ୍ୟୁଟୋରିଆଲରେ ଆମେ ଶିଖିବା:

GMSHରେ ଗୋଟିଏ unstructured mesh ସୃଷ୍ଟି କରିବା ପ୍ଲେନ୍ surfaceଗୁଡିକୁ ସୃଷ୍ଟି କରିବା .geo ଏକ୍ସଟେନଶନ୍ ଥିବା ଫାଇଲକୁ ବ୍ୟବହାର କରି ମୌଳିକ ପରିବର୍ତ୍ତନ କରିବା

00:18 ଏହି ଟ୍ୟୁଟୋରିଆଲକୁ ରେକର୍ଡ କରିବା ପାଇଁ ମୁଁ Ubuntu Linux Operating System ଭର୍ସନ୍ 14.04, GMSH ଭର୍ସନ୍ 2.8.5, OpenFOAM ଭର୍ସନ୍ 2.4.0 ବ୍ୟବହାର କରୁଛି
00:30 ଏହି ଟ୍ୟୁଟୋରିଆଲ୍ Creation of sphere using GMSHର କ୍ରମାନୁବୃତ୍ତି ଅଟେ
00:35 ପୂର୍ବେ GMSH ବ୍ୟବହାର କରି ଆମେ ଗୋଟିଏ ସ୍ଫିୟର୍ ସୃଷ୍ଟି କରିବା ଶିଖିଛେ
00:40 ଯଦି ଏହା କରିବା ଆପଣ ଯାଣନ୍ତି ନାହିଁ ତେବେ ଏହି ୱେବସାଇଟରେ ଥିବା OpenFOAM ସିରିଜର GMSH ସ୍ପୋକନ୍ ଟ୍ୟୁଟୋରିଆଲଗୁଡିକୁ ରେଫର୍ କରନ୍ତୁ
00:48 ଏଠାରେ ସମସ୍ୟା ଥିବା ଷ୍ଟେଟମେଣ୍ଟ ଅଛି. ଏହା ଛବି ଫ୍ଲୋର ଦିଗ ଓ boundary faceଗୁଡିକୁ ପ୍ରଦର୍ଶନ କରେ. ବର୍ତ୍ତମାନ GMSHକୁ ବ୍ୟବହାର କରି ଆମେ କିପରି ଗୋଟିଏ unstructured mesh ସୃଷ୍ଟି କରାଯାଏ ଶିଖିବା
01:01 ଧ୍ୟାନଦିଅନ୍ତୁ ଯେ ଡୋମେନର ଆକାର 45 X 30 X 30 ଏବଂ ସ୍ଫିୟରର ବ୍ୟାସାର୍ଦ୍ଧ 1 ଅଟେ. ଯାହାହେଉ ଏହି ଡାଇମେନଶନଗୁଡିକ ସମସ୍ୟା ଅନୁସାରେ ଭିନ୍ନ ହୋଇପାରେ. ଡୋମେନ ପାଇଁ ପଏଣ୍ଟଗୁଡିକ ଏଠାରେ ପ୍ରଦର୍ଶିତ ହୋଇଛି
01:18 ବର୍ତ୍ତମାନ GMSHକୁ ଫେରିଆସନ୍ତୁ. ଏଠାରେ ଆମେ ପୂର୍ବେ ସୃଷ୍ଟି କରିଥିବା ସ୍ଫିୟର୍ ଅଛି
01:24 ମୁଁ ଡୋମେନର ସମସ୍ତ ପଏଣ୍ଟ ଓ ଲାଇନଗୁଡିକୁ ସୃଷ୍ଟି କରିସାରିଛି. ଡୋମେନର ପଏଣ୍ଟଗୁଡିକୁ ସୃଷ୍ଟି କରିବା ପାଇଁ ଦୟାକରି ପୂର୍ବେ ଉଲ୍ଲେଖ କରାଯାଇଥିବା ଟ୍ୟୁଟୋରିଆଲଗୁଡିକୁ ରେଫର୍ କରନ୍ତୁ
01:36 ବର୍ତ୍ତମାନ, ବିକଳ୍ପ plane surfaceକୁ ଚୟନ କରନ୍ତୁ. ତା’ପରେ ସରଫେସ୍ ପାଇଁ ଧାରଗୁଡିକୁ ଯଥାକ୍ରମେ ଚୟନ କରନ୍ତୁ. ଚୟନଗୁଡିକ ରେଡରେ ପ୍ରଦର୍ଶିତ ହୋଇଛନ୍ତି
01:48 ଚୟନକୁ ନିଷ୍ପାଦନ କରିବା ପାଇଁ କୀବୋର୍ଡ ଉପରେ E ଦାବନ୍ତୁ. ଏହା କରିବା ଦ୍ଵାରା ଆମେ ଡଟେଡ୍ ଲାଇନଗୁଡିକୁ ଦେଖିପାରିବା
01:57 ସମସ୍ତ ସରଫେସଗୁଡିକ ସୃଷ୍ଟି ନହେବା ପର୍ଯ୍ୟନ୍ତ ଏହି ପ୍ରକ୍ରିୟାକୁ ଯାରି ରଖନ୍ତୁ
02:02 ବର୍ତ୍ତମାନ ବିକଳ୍ପ Physical Groupsକୁ ଚୟନ କରନ୍ତୁ ତା’ପରେ Add ଓ ତା’ପରେ Surface
02:10 ବର୍ତ୍ତମାନ, wall ପାଇଁ ଏହି ଚାରୋଟି ସରଫେସକୁ ଚୟନ କରିବା ସହିତ କୀବୋର୍ଡ ଉପରେ Eକୁ ଦାବନ୍ତୁ
02:17 inlet ପାଇଁ ସମ୍ମୁଖସ୍ଥ ଫେସକୁ ଚୟନ କରିବା ସହିତ Eକୁ ଦାବନ୍ତୁ
02:21 outlet ପାଇଁ ପଛ ଫେସକୁ ଚୟନ କରିବା ସହିତ Eକୁ ଦାବନ୍ତୁ.
02:26 ବର୍ତ୍ତମାନ GMSHକୁ ବନ୍ଦ କରନ୍ତୁ
02:29 ବର୍ତ୍ତମାନ, gEdit Text Editorରେ sphere1.geoକୁ ଖୋଲନ୍ତୁ. ଧ୍ୟାନଦିଅନ୍ତୁ ଯେ ଏହି ଫାଇଲ୍ ପାଇଁ ସଂଯୋଗଗୁଡିକ ଅଛି.

ଏହା ମଧ୍ୟ ଧ୍ୟାନଦିଅନ୍ତୁ ଯେ ଏଣ୍ଟିଟୀଗୁଡିକ ପାଇଁ ଥିବା ଚିହ୍ନଟ ସଂଖ୍ୟାଗୁଡିକ ପୂର୍ବ ସିରିଜର କ୍ରମାନୁବୃତ୍ତି ଅଟେ

02:47 ପୂର୍ବେ କରାଯାଇଥିବା ଭଳି, ନ୍ୟୁମେରିକାଲ୍ ଭେଲ୍ୟୁଗୁଡିକୁ ପ୍ରତିସ୍ଥାପିତ କରନ୍ତୁ. ଡୋମେନ୍ mesh ଭେରିଏବଲ୍ ପାଇଁ ଅକ୍ଷର dକୁ ବ୍ୟବହାର କରନ୍ତୁ
02:56 ତା’ପରେ, ଫାଇଲର ଆରମ୍ଭରେ ଟାଇପ୍ କରନ୍ତୁ: d = 0.5;
03:02 ବାଉଣ୍ଡାରୀଗୁଡିକୁ ନାମିତ କରିବା ପାଇଁ ପ୍ରଦର୍ଶିତ ହେବା ଭଳି ନିଜ ପସନ୍ଦର ନାମାନୁସାରେ ନ୍ୟୁମେରିକଲ୍ ଭେଲ୍ୟୁକୁ ପରିବର୍ତ୍ତନ କରନ୍ତୁ
03:09 ତେଣୁ, ଏଠାରେ, ଆମେ ଏହାକୁ wall ସହିତ ପ୍ରତିସ୍ଥାପିତ କରିବା
03:18 interfaceରେ ଆମେ କରିଥିବା ଦ୍ଵିତୀୟ ଫୀଜିକାଲ୍ ସରଫେସ୍ ହେଉଛି inlet. ତେଣୁ, ଏଠାରେ ଆମେ ଏହାକୁ inlet ସହିତ ପ୍ରତିସ୍ଥାପିତ କରିବା
03:27 interfaceରେ ଆମେ କରିଥିବା ତୃତୀୟ ଫୀଜିକାଲ୍ ସରଫେସ୍ ହେଉଛି outlet. ତେଣୁ, ଏଠାରେ ଆମେ ଏହାକୁ outlet ସହିତ ପ୍ରତିସ୍ଥାପିତ କରିବା
03:36 ବର୍ତ୍ତମାନ ଟାଇପ୍ କରନ୍ତୁ: Surface Loop, ID- ଯାହା ଗୋଲ୍ ବ୍ରାକେଟ୍ ମଧ୍ୟରେ ଥିବା ପରବର୍ତ୍ତୀ ଇଣ୍ଟିଜର୍, ଡୋମେନର ସମସ୍ତ ସରଫେସଗୁଡିକର IDଗୁଡିକ ସହିତ ସମାନ ହେବେ ଯାହା ବ୍ରେସେସ୍ ମଧ୍ୟରେ 43, 45, 47, 49, 51 ଓ 53 ଅଟନ୍ତି
03:59 volumeର ପରିଭାଷା ପାଇଁ Volume ବ୍ୟବହାର କରନ୍ତୁ, ID- ଯାହା ଗୋଲ୍ ବ୍ରାକେଟ୍ ମଧ୍ୟରେ ଥିବା ପରବର୍ତ୍ତୀ ଇଣ୍ଟିଜର୍ ଅଟେ ଏବଂ ବ୍ରେସେସ୍ ମଧ୍ୟରେ ଥିବା ଦୁଇଟି ସରଫେସର IDଗୁଡିକ ସହିତ ସମାନ ଯାହା 29 ଓ 57 ଅଟେ
04:20 ଫୀଜିକାଲ୍ ଘନଫଳ ପାଇଁ Physical Volume ବ୍ୟବହାର କରନ୍ତୁ, ID ଗୋଲ୍ ବ୍ରାକେଟ୍ ମଧ୍ୟରେ ଥିବା ପରବର୍ତ୍ତୀ ଇଣ୍ଟିଜର୍ ଅଟେ ଏବଂ ବ୍ରେସେସ୍ ମଧ୍ୟରେ ଥିବା ଭଲ୍ୟୁମର IDଗୁଡିକ ସହ ସମାନ ଯାହା 58 ଅଟେ
04:35 ଏହି ଫାଇଲକୁ Save କରିବା ସହ ବନ୍ଦ କରନ୍ତୁ. ବର୍ତ୍ତମାନ ଟର୍ମିନଲକୁ ବ୍ୟବହାର କରିବା ସହିତ gmsh sphere1.geoକୁ ଟାଇପ୍ କରି GMSHକୁ ପୁନର୍ବାର ଖୋଲନ୍ତୁ ଏବଂ Enter ଦାବନ୍ତୁ
04:48 GMSHରେ, ତଳୁ ଉପରକୁ ଗୋଟିଏ ଉପାୟ ଅନୁସରଣ କରାଯାଇଛି. ଯାହାଦ୍ଵରା ପ୍ରଥମ 1D mesh ସୃଷ୍ଟି ହୋଇଛି

1D meshକୁ ବ୍ୟବହାର କରି 2D mesh ସୃଷ୍ଟି କରାଯାଇଛି 2D meshକୁ ବ୍ୟବହାର କରି, 3D mesh ସୃଷ୍ଟି କରାଯାଇଛି

05:02 1D meshକୁ ସୃଷ୍ଟି କରିବା ପାଇଁ F1 କୀକୁ ଦାବନ୍ତୁ
05:06 2D meshକୁ ସୃଷ୍ଟି କରିବା ପାଇଁ F2 କୀକୁ ଦାବନ୍ତୁ
05:10 3D meshକୁ ସୃଷ୍ଟି କରିବା ପାଇଁ F3 କୀକୁ ଦାବନ୍ତୁ
05:14 ଏହା କିଛି ସମୟ ନେଇପାରେ. status barରେ ପ୍ରୋଗ୍ରେସକୁ ଲକ୍ଷ୍ୟ କରନ୍ତୁ. ବର୍ତ୍ତମାନ ଏହା Done ବୋଲି ପ୍ରଦର୍ଶିତ କରିବ
05:22 ଥରେ mesh ସୃଷ୍ଟି ହୋଇଗଲା ପରେ, faulty cellsକୁ ବାହାର କରିବା ପାଇଁ ଏହାକୁ ଅପ୍ଟିମାଇଜ୍ କରିବା ଆବଶ୍ୟକ ଅଟେ
05:27 ଅପ୍ଟିମାଇଜେଶନ୍ ପାଇଁ Modules ଉପରେ ତା’ପରେ Mesh ଏବଂ ତା’ପରେ ବିକଳ୍ପ Optimize 3d (Netgen) ଉପରେ କ୍ଲିକ୍ କରନ୍ତୁ
05:36 ଏହା ମଧ୍ୟ କିଛି ସମୟ ନେବ. ପୁନର୍ବାର status barରେ ପ୍ରୋଗ୍ରେସକୁ ଲକ୍ଷ୍ୟ କରନ୍ତୁ
05:43 meshକୁ ସେଭ୍ କରିବା ପାଇଁ File >> Save meshକୁ ଯା’ନ୍ତୁ ଏବଂ ଟର୍ମିନଲକୁ ବନ୍ଦ କରନ୍ତୁ
05:51 constant ଫୋଲ୍ଡର୍ ବ୍ୟତିତ OpenFOAM କେସ୍ ଡାଇରେକ୍ଟୋରୀ ସୃଷ୍ଟି କରନ୍ତୁ. Case ଡାଇରେକ୍ଟୋରୀରେ ନୂଆ ଭାବେ ସୃଷ୍ଟି ହୋଇଥିବା ଫାଇଲ୍ sphere1.mshକୁ କପୀ କରନ୍ତୁ
06:01 ଟର୍ମିନଲ୍ ୱିଣ୍ଡୋକୁ ବ୍ୟବହାର କରି ଏହି ସମସ୍ୟା ପାଇଁ case ଡାଇରେକ୍ଟୋରୀକୁ ଯା’ନ୍ତୁ
06:06 ଥରେ case ଡାଇରେକ୍ଟୋରୀରେ ରହିଲା ପରେ meshକୁ ରୂପାନ୍ତର କରିବା ପାଇଁ gmshToFoam sphere1.msh ଟାଇପ୍ କରନ୍ତୁ
06:16 ପରବର୍ତ୍ତୀ ସ୍ପୋପାନକୁ ଯିବା ପୂର୍ବରୁ ଏହା ସୁନିଶ୍ଚିତ କରନ୍ତୁ ଫୋଲ୍ଡର 0 (zero)ର ଫାଇଲଗୁଡିକ ମଧ୍ୟରେ boundary names ସମାନ ଅଛି
06:24 ସଂକ୍ଷିପ୍ତରେ.

ଏହି ଟ୍ୟୁଟୋରିଆଲରେ ଆମେ ଶିଖିଲେ: GMSHରେ ଗୋଟିଏ unstructured mesh ସୃଷ୍ଟି କରିବା ପ୍ଲେନ୍ surfaces ସୃଷ୍ଟି କରିବା .geo ଏକ୍ସଟେନଶନ୍ ଥିବା ଫାଇଲକୁ ବ୍ୟବହାର କରି ମୌଳିକ ପରିବର୍ତ୍ତନ କରିବା

06:38 ଗୋଟିଏ ଆସାଇନମେଣ୍ଟ ଭାବେ s, d ଓ Mesh.CharacteristicLengthFromCurvatureର ଭେଲ୍ୟୁଗୁଡିକୁ ପରିବର୍ତ୍ତନ କରି meshରେ ସଂଶୋଧିତ କରନ୍ତୁ
06:49 OpenFOAMର ସିରିଜ୍ FOSSEE Project, IIT Bombay ଦ୍ଵାରା ପ୍ରସ୍ତୁତ କରାଯାଇଛି. FOSSEE, Free and Open Source Software for Educationକୁ ଉପସ୍ଥାପନ କରେ
06:58 ଏହି ପ୍ରୋଜେକ୍ଟ ଫ୍ରୀ ଓ ଓପନ୍ ସୋର୍ସ ସଫ୍ଟୱେର୍ ଟୂଲଗୁଡିକୁ ବ୍ୟବହାର କରିବା ପାଇଁ ପ୍ରୋତ୍ସାହିତ କରେ. ଅଧିକ ବିବରଣୀ ପାଇଁ ଦୟାକରି:

[http://fossee.in/ http://fossee.in/କୁ ଯା’ନ୍ତୁ

07:07 ଏହି ଲିଙ୍କରେ ଉପଲବ୍ଧ ଥିବା ଭିଡିଓ ସ୍ପୋକନ୍ ଟ୍ୟୂଟୋରିଆଲ୍ ପ୍ରୋଜେକ୍ଟକୁ ସାରାଂଶିତ କରେ. ଦୟାକରି ଏହାକୁ ଡାଉନଲୋଡ୍ କରିବା ସହିତ ଦେଖନ୍ତୁ
07:13 ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ ଟିମ୍ କର୍ମଶାଳାମାନ ଚଲାନ୍ତି ଏବଂ ଅନଲାଇନ୍ ଟେଷ୍ଟ ପାସ୍ କରୁଥିବା ବ୍ୟକ୍ତିମାନଙ୍କୁ ପ୍ରମାଣପତ୍ର ଦିଅନ୍ତି. ଅଧିକ ବିବରଣୀ ପାଇଁ ଦୟାକରି ଆମକୁ ଲେଖନ୍ତୁ
07:22 ସ୍ପୋକନ୍ ଟ୍ୟୂଟୋରିଆଲ୍ ପ୍ରୋଜେକ୍ଟ ଭାରତ ସରକାରଙ୍କ MHRDର NMEICT ମାଧ୍ୟମରେ ଅନୁଦାନ ପ୍ରାପ୍ତ. ଏହି ମିଶନ୍ ଉପରେ ଅଧିକ ବିବରଣୀ ଏହି ଲିଙ୍କରେ ଉପଲବ୍ଧ. ଆଇଆଇଟି ବମ୍ୱେ ତରଫରୁ, ପ୍ରଦୀପ ମହାପାତ୍ରଙ୍କ ସହ ମୁଁ ପ୍ରଭାସ ତ୍ରିପାଠୀ ଆପଣଙ୍କଠାରୁ ବିଦାୟ ନେଉଛି. ଆମ ସହିତ ଜଡ଼ିତ ହୋଇଥିବାରୁ ଧନ୍ୟବାଦ

Contributors and Content Editors

Pradeep