OpenFOAM/C3/Generating-Mesh-using-snappyHexMesh/Oriya
From Script | Spoken-Tutorial
Time | Narration |
00:01 | ବନ୍ଧୁଗଣ, openFoamରେ ଥିବା generating mesh using snappyHexMesh ଉପରେ ସ୍ପୋକନ୍ ଟ୍ୟୁଟୋରିଆଲକୁ ସ୍ଵାଗତ |
00:08 | ଏହି ଟ୍ୟୁଟୋରିଆଲରେ ଆମେ ଶିଖିବା:
snappyHexMesh ୟୁଟିଲିଟୀକୁ ବ୍ୟବହାର କରି mesh ସୃଷ୍ଟି କରିବା ଗୋଟିଏ flangeର ତାପ ବଣ୍ଟନକୁ Simulate କରିବା |
00:18 | ଗୋଟିଏ ପ୍ରାକ୍ ଆବଶ୍ୟକତା ଭାବେ mesh ସୃଷ୍ଟି କରିବା ପାଇଁ ଆପଣ snappyHexMeshDictରେ ଥିବା ପାରାମିଟରଗୁଡିକୁ ଜାଣିଥିବା ଆବଶ୍ୟକ.
ଅଧିକ ବିବରଣୀ ପାଇଁ OpenFOAMରେ introduction to snappyHexMesh ଉପରେ ଥିବା ଟ୍ୟୁଟୋରିଆଲକୁ ଅନୁସରଣ କରନ୍ତୁ |
00:31 | ଏହି ଟ୍ୟୁଟୋରିଆଲକୁ ରେକର୍ଡ କରିବା ପାଇଁ ମୁଁ Linux Operating System Ubuntu ଭର୍ସନ୍ 12.04.
OpenFOAM ଭର୍ସନ୍ 2.2.2 ParaView ଭର୍ସନ୍ 3.12.0 ବ୍ୟବହାର କରୁଛି |
00:46 | basic ଡାଇରେକ୍ଟୋରୀସ୍ଥିତ laplacianFoamରେ ଥିବା flangeର ବିଦ୍ୟମାନ କେସକୁ ସମାଧାନ କରୁଛୁ.
laplacianFoam solver ସରଳ Laplace ସମୀକରଣଗୁଡିକୁ ସମାଧାନ କରିଥାଏ |
00:58 | ବର୍ତ୍ତମାନ, home ଫୋଲ୍ଡରକୁ ଯିବା ସହିତ OpenFoam-2.2.2 ଫୋଲ୍ଡର୍ ଉପରେ କ୍ଲିକ୍ କରନ୍ତୁ |
01:05 | ଆପଣ ଟ୍ୟୁଟୋରିଆଲଗୁଡିକୁ ଦେଖିପାରିବେ. ଏହା ଉପରେ କ୍ଲିକ୍ କରନ୍ତୁ |
01:09 | ତା’ପରେ mesh ଫୋଲ୍ଡର୍ ଉପରେ କ୍ଲିକ୍ କରନ୍ତୁ |
01:12 | ଆପଣ snappyHexMesh ଫୋଲ୍ଡରକୁ ଦେଖିବା ସହିତ ଏହା ଉପରେ କ୍ଲିକ୍ କରନ୍ତୁ |
01:17 | ଏହି ଫୋଲ୍ଡରରେ flange_1 ନାମକ ଗୋଟିଏ ନୂତନ ଫୋଲ୍ଡର୍ ସୃଷ୍ଟି କରନ୍ତୁ |
01:24 | ବର୍ତ୍ତମାନ ଦୁଇଟି ଲେବଲ୍ ପଛକୁ ଆସନ୍ତୁ |
01:27 | basic ଫୋଲ୍ଡରକୁ ଖୋଲନ୍ତୁ. ଆପଣ laplacianFoam ଫୋଲ୍ଡରକୁ ଦେଖିପାରିବେ. ଏହା ଉପରେ କ୍ଲିକ୍ କରନ୍ତୁ |
01:36 | ଆପଣ flange କେସକୁ ଦେଖିପାରିବା ସହିତ ଫୋଲ୍ଡରକୁ ଖୋଲିବା ପାଇଁ ଏହା ଉପରେ କ୍ଲିକ୍ କରନ୍ତୁ |
01:42 | ତିନୋଟି ଫୋଲ୍ଡର୍ 0, constant ଓ systemକୁ କପୀ କରନ୍ତୁ |
01:46 | ବର୍ତ୍ତମାନ, ତିନୋଟି ଲେବଲ୍ ପଛକୁ ଆସନ୍ତୁ. କପୀ ହୋଇଥିବା ଫୋଲ୍ଡରଗୁଡିକୁ flange_1 ଫୋଲ୍ଡର୍ ମଧ୍ୟରେ Paste କରନ୍ତୁ |
01:56 | ବର୍ତ୍ତମାନ, ଗୋଟିଏ ଲେବଲ୍ ପଛକୁ ଆସନ୍ତୁ. Flange ଫୋଲ୍ଡର୍ ଉପରେ କ୍ଲିକ୍ କରିବା ସହିତ ଆପଣ constant ଓ system ଫୋଲ୍ଡରକୁ ଦେଖିପାରିବେ |
02:05 | system ଫୋଲ୍ଡର୍ ଉପରେ କ୍ଲିକ୍ କରନ୍ତୁ |
02:08 | ଏହି ଫୋଲ୍ଡରରୁ snappyHexMeshDict ଓ surfaceFeatureExtractDictକୁ କପୀ କରନ୍ତୁ. ବର୍ତ୍ତମାନ ଦୁଇଟି ଲେବଲ୍ ପଛକୁ ଆସନ୍ତୁ |
02:18 | flange_1 ଫୋଲ୍ଡରର system ଡାଇରେକ୍ଟୋରୀ ମଧ୍ୟରେ ଏହି ଦୁଇଟି ଫାଇଲକୁ paste କରନ୍ତୁ |
02:27 | ବର୍ତ୍ତମାନ ଗୋଟିଏ ଲେବଲ୍ ପଛକୁ ଆସନ୍ତୁ. Constant ଫୋଳ୍ଡର୍ ଉପରେ କ୍ଲିକ୍ କରିବା ସହିତ ଏହା ମଧ୍ୟରେ triSurface ନାମକ ଗୋଟିଏ ଫୋଲ୍ଡର୍ ସୃଷ୍ଟି କରନ୍ତୁ |
02:40 | ବର୍ତ୍ତମାନ ଚାରୋଟି ଲେବଲ୍ ପଛକୁ ଆସନ୍ତୁ |
02:44 | resources ଫୋଲ୍ଡରକୁ ଖୋଲନ୍ତୁ |
02:48 | ଆପଣ geometry ଫୋଲ୍ଡରକୁ ଦେଖିପାରିବେ. ବର୍ତ୍ତମାନ geometry ଫୋଲ୍ଡରକୁ ଖୋଲନ୍ତୁ |
02:53 | ଏଥିରେ ଆପଣ flange.stl.gz ଫାଇଲକୁ ଦେଖିପାରିବେ, ଏହାକୁ ଏକ୍ସଟ୍ରାକ୍ଟ କରନ୍ତୁ |
03:04 | flange_1 ଫୋଲ୍ଡରର constant ଡାଇରେକ୍ଟୋରୀ ମଧ୍ୟରେ triSurface ଫୋଲ୍ଡର୍ ପାଇଁ path ପ୍ରଦାନ କରନ୍ତୁ. ବର୍ତ୍ତମାନ ଏହାକୁ ବନ୍ଦ କରନ୍ତୁ |
03:16 | command terminalକୁ ଖୋଲିବା ସହିତ ପ୍ରଦର୍ଶିତ ହେବା ଭଳି flange_1 ପାଇଁ pathକୁ ପ୍ରବେଶ କରନ୍ତୁ. ଟାଇପ୍ କରନ୍ତୁ: cd ସ୍ପେସ୍ OpenFOAM-2.2.2/tutorials/mesh/snappyHexMesh/flange_1 ଏବଂ Enter ଦାବନ୍ତୁ |
03:42 | ବର୍ତ୍ତମାନ ls ଟାଇପ୍ କରିବା ସହିତ Enter ଦାବନ୍ତୁ |
03:46 | ଏଠାରେ 0, constant ଓ system ନାମକ ତିନୋଟି ଫୋଲ୍ଡର୍ ଅଛି. cd ସ୍ପେସ୍ constant ଟାଇପ୍ କରିବା ସହିତ Enter ଦାବନ୍ତୁ |
03:55 | ବର୍ତ୍ତମାନ ls ଟାଇପ୍ କରିବା ସହିତ Enter ଦାବନ୍ତୁ. ଆପଣ polymesh ଓ triSurface ଫୋଲ୍ଡରକୁ ଦେଖିପାରିବେ. ଟାଇପ୍ କରନ୍ତୁ: cd ସ୍ପେସ୍ polymesh ଏବଂ Enter ଦାବନ୍ତୁ |
04:09 | ବର୍ତ୍ତମାନ ls ଟାଇପ୍ କରିବା ସହିତ Enter ଦାବନ୍ତୁ. ଆପଣ blockMeshDict ଫାଇଲକୁ ଦେଖିପାରିବେ |
04:16 | ଫାଇଲର କଣ୍ଟେଣ୍ଟଗୁଡିକୁ ଦେଖିବା ପାଇଁ ଟାଇପ୍ କରନ୍ତୁ: gedit space blockMeshDict ଏବଂ Enter ଦାବନ୍ତୁ |
04:26 | ଏହା blockMeshDict ଫାଇଲକୁ ଖୋଲିବ. ଏହି ଫାଇଲ୍ hex mesh ଓ boundary patches ପାଇଁ କୋ-ଅର୍ଡିନେଟଗୁଡିକୁ ଧାରଣ କରିଥାଏ |
04:36 | ବର୍ତ୍ତମାନ ଏହକୁ ବନ୍ଦ କରିବା ସହିତ କମାଣ୍ଡ ଟର୍ମିନଲରେ ଟାଇପ୍ କରନ୍ତୁ: cd(ସ୍ପେସ୍) .. (ଡଟ୍) (ଡଟ୍) ଏବଂ Enter ଦାବନ୍ତୁ. ପୁନର୍ବାର ଟାଇପ୍ କରନ୍ତୁ: cd (ସ୍ପେସ୍) .. (ଡଟ୍)(ଡଟ୍) ଏବଂ Enter ଦାବନ୍ତୁ |
04:48 | ବର୍ତ୍ତମାନ ଟାଇପ୍ କରନ୍ତୁ: cd ସ୍ପେସ୍ system ଏବଂ Enter ଦାବନ୍ତୁ |
04:53 | ବର୍ତ୍ତମାନ ls ଟାଇପ୍ କରିବା ସହିତ Enter ଦାବନ୍ତୁ. ଆପଣ surfaceFeatureExtractDict ଫାଇଲକୁ ଦେଖିପାରିବେ |
05:01 | ଫାଇଲର କଣ୍ଟେଣ୍ଟଗୁଡିକୁ ଦେଖିବା ପାଇଁ ଟାଇପ୍ କରନ୍ତୁ: gedit ସ୍ପେସ୍ surfaceFeatureExtractDict ଏବଂ Enter ଦାବନ୍ତୁ(ଧ୍ୟାନଦିଅନ୍ତୁ ଯେ ଏଠାରେ F, E ଓ D କ୍ୟାପିଟାଲରେ ରହିବେ) |
05:15 | ଏହା surfaceFeatureExtractDict ଫାଇଲକୁ ଖୋଲିଦେବ |
05:19 | ଏହି ଫାଇଲ୍ ଜୋମେଟ୍ରୀର ଫିଚର edgeଗୁଡିକ ସମ୍ବନ୍ଧିତ ତଥ୍ୟକୁ ଧାରଣ କରିବ. included angleକୁ 150 ଭାବେ ନିଅନ୍ତୁ |
05:29 | ବର୍ତ୍ତମାନ ଏହାକୁ ବନ୍ଦ କରନ୍ତୁ. କମାଣ୍ଡ ଟର୍ମିନଲରେ ଟାଇପ୍ କରନ୍ତୁ: gedit ସ୍ପେସ୍ snappyHexMeshDict ଏବଂ Enter ଦାବନ୍ତୁ(ଧ୍ୟାନଦିଅନ୍ତୁ ଯେ ଏଠାରେ H, M ଓ D କ୍ୟାପିଟାଲରେ ରହିବେ) |
05:45 | ଏହା snappyHexMeshDict ଫାଇଲକୁ ଖୋଲିବ. ଏହି ଫାଇଲ୍ snappyHexMesh ସମ୍ବନ୍ଧିତ ସମସ୍ତ ନିର୍ଦ୍ଦେଶାବଳୀଗୁଡିକୁ ଧାରଣ କରିଥାଏ |
05:53 | snappyHexMeshDictରେ ମୁଁ କିଛି ପରିବର୍ତ୍ତନ କରିସାରିଛି. STL ଫାଇଲ୍ ଭଳି ମୁଁ flange.stlକୁ ସମାନ ଭାବେ ନାମିତ କରିଛି ଯାହା constant/trisurface ଡାରେକ୍ଟୋରୀରେ ଅଛି |
06:11 | castellatedMeshControlsରେ Explicit feature edge refinement ପାଇଁ ମୁଁ flange.eMesh ଫାଇଲ୍ ନେମ୍ ପ୍ରଦାନ କରିଛି. ଏହି ଫାଇଲ୍ surfaceFeatureExtract ୟୁଟିଲିଟୀ ଦ୍ଵାରା ପ୍ରାପ୍ତ ହୋଇଛି |
06:23 | snappyHexMeshରେ ବାକିଥିବା ବିବରଣୀଗୁଡିକ ଆବଶ୍ୟକତାନୁସାରେ ପରିବର୍ତ୍ତନ ହୋଇଯାଇଛି |
06:30 | ବର୍ତ୍ତମାନ ଏହାକୁ ବନ୍ଦ କରିବା ସହିତ କମାଣ୍ଡ ଟର୍ମିନଲରେ ଟାଇପ୍ କରନ୍ତୁ, cd (ସ୍ପେସ୍) .. (ଡଟ୍) (ଡଟ୍) ଏବଂ Enter ଦାବନ୍ତୁ |
06:38 | cd ସ୍ପେସ୍ 0 (ଯିରୋ) ଟାଇପ୍ କରିବା ସହିତ Enter ଦାବନ୍ତୁ |
06:44 | ls ଟାଇପ୍ କରିବା ସହିତ Enter ଦାବନ୍ତୁ. ଆପଣ T ଫାଇଲକୁ ଦେଖିପାରିବେ |
06:50 | ବର୍ତ୍ତମାନ gedit ସ୍ପେସ୍ T ଟାଇପ୍ କରିବା ସହିତ Enter ଦାବନ୍ତୁ |
06:55 | ଏହା T ଫାଇଲକୁ ଖୋଲିଦେବ. ପ୍ରତ୍ୟେକ patch ପାଇଁ ପ୍ରାରମ୍ଭିକ ଅବସ୍ଥାଗୁଡିକୁ ଦେଖିପାରିବେ |
07:04 | ବର୍ତ୍ତମାନ flangeର ସମସ୍ତ patches ପାଇଁ ପ୍ରାରମ୍ଭିକ ଅବସ୍ଥାଗୁଡିକୁ ପ୍ରଦାନ କରିବାକୁ ହେବ |
07:11 | patch 1 ପାଇଁ ଥିବା ପ୍ରାରମ୍ଭିକ ଅବସ୍ଥାଗୁଡିକୁ Copy କରିବା ସହିତ ସମାନ T ଫାଇଲରେ patch 4 ପରେ ଏହାକୁ paste କରନ୍ତୁ. ବର୍ତ୍ତମାନ ଏହି patch 1 ପରେ flange_କୁ ଟାଇପ୍ କରନ୍ତୁ |
07:28 | ସେହିପରି, ଏହାକୁ patch 2, 3 ଓ 4 ପାଇଁ କରିପାରିବେ. ଏହି T ଫାଇଲକୁ ସେଭ୍ କରିବା ସହିତ ବନ୍ଦ କରନ୍ତୁ |
07:37 | ଏବଂ କମାଣ୍ଡ ଟର୍ମିନଲରେ cd (ସ୍ପେସ୍) .. (ଡଟ୍) (ଡଟ୍) ଟାଇପ୍ କରିବା ସହିତ Enter ଦାବନ୍ତୁ |
07:43 | ବର୍ତ୍ତମାନ ଜୋମେଟ୍ରୀକୁ mesh କରିବା ଆବଶ୍ୟକ. ଏଥି ପାଇଁ କମାଣ୍ଡ ଟର୍ମିନଲରେ blockMesh ଟାଇପ୍ କରିବା ସହିତ Enter ଦାବନ୍ତୁ. Meshing ସମ୍ପୂର୍ଣ୍ଣ ହୋଇଛି |
07:55 | ବର୍ତ୍ତମାନ surfaceFeatureExtract ଟାଇପ୍ କରିବା ସହିତ Enter ଦାବନ୍ତୁ(ଧ୍ୟାନଦିଅନ୍ତୁ ଯେ ଏଠାରେ F ଓ E କ୍ୟାପିଟାଲରେ ରହିବେ). Surface feature extraction ସମ୍ପୂର୍ଣ୍ଣ ହୋଇଛି |
08:09 | ବର୍ତ୍ତମାନ snappyHexMesh -(dash) overwrite ଟାଇପ୍ କରିବା ସହିତ Enter ଦାବନ୍ତୁ. - (dash) overwrite କମାଣ୍ଡ ଶେଷ ଫୋଲ୍ଡରଗୁଡିକରୁ ଫାଇଲଗୁଡିକୁ କପୀ କରିବା ପାଇଁ ପ୍ରତିହତ କରିବ |
08:24 | ଯଦି ନୁହେଁ ତେବେ ପରିଣାମ meshes ପରବର୍ତ୍ତୀ ଫୋଲ୍ଡରଗୁଡିକରେ ରହିବେ ସମ୍ଭବତଃ ଫୋଲ୍ଡରଗୁଡିକ 1, 2 ଓ 3 ହୋଇପାରନ୍ତି |
08:31 | Meshing କିଛି ସମୟ ନେଇପାରେ. ବର୍ତ୍ତମାନ meshing ସମ୍ପୂର୍ଣ୍ଣ ହୋଇଛି |
08:36 | ତାପମାତ୍ରାର ବଣ୍ଟନକୁ ସିମୁଲେଟ୍ କରିବା ପାଇଁ laplacianFoam solverକୁ ବ୍ୟବହାର କରାଯାଉଛି |
08:42 | କମାଣ୍ଡ ଟର୍ମିନଲରେ laplacianFoam ଟାଇପ୍ କରିବା ସହିତ Enter ଦାବନ୍ତୁ(ଧ୍ୟାନଦିଅନ୍ତୁ ଯେ ଏଠାରେ F କ୍ୟାପିଟାଲରେ ରହିବ) |
08:51 | Iterations ରନ୍ ହେଉଥିବା ଆପଣ ଦେଖିପାରିବେ |
08:55 | ଥରେ ସମାଧାନ ସମ୍ପୂର୍ଣ୍ଣ ହେଲାପରେ geometry ଓ ପରିଣାମଗୁଡିକୁ ଦେଖିବା ପାଇଁ paraFoam ଟାଇପ୍ କରିବା ସହିତ Enter ଦାବନ୍ତୁ. ଏହା Paraview ୱିଣ୍ଡୋକୁ ଖୋଲିଦେବ |
09:07 | Paraview ୱିଣ୍ଡୋର ବାମପଟେ ଥିବା Applyରେ କ୍ଲିକ୍ କରନ୍ତୁ. ଏଠାରେ geometryକୁ ଦେଖାଯାଇପାରିବ |
09:15 | Object Inspector ମେନୁରେ ଥିବା properties ପ୍ୟାନେଲକୁ ତଳକୁ ସ୍କ୍ରୋଲ୍ କରନ୍ତୁ. Volume Fieldsରେ T ପାଇଁ ଥିବା ବକ୍ସକୁ ଚେକ୍ କରିବା ସହିତ Applyରେ କ୍ଲିକ୍ କରନ୍ତୁ |
09:25 | ବର୍ତ୍ତମାନ Active variable control ଡ୍ରପ୍-ଡାଉନ୍ ମେନୁର ଉପରିଭାଗକୁ ଯା’ନ୍ତୁ. solid colorରୁ କ୍ୟାପିଟାଲ୍ Tରେ ପରିବର୍ତ୍ତନ କରନ୍ତୁ ଯାହା flange ପାଇଁ ପ୍ରାରମ୍ଭିକ ଅବସ୍ଥା ଅଟେ |
09:37 | ବର୍ତ୍ତମାନ Paraview ୱିଣ୍ଡୋର ଉପରିଭାଗରେ VCR କଣ୍ଟ୍ରୋଲଗୁଡିକୁ ଦେଖିପାରିବେ. Play ବଟନରେ କ୍ଲିକ୍ କରନ୍ତୁ. ବର୍ତ୍ତମାନ ଗୋଟିଏ flangeର ତାପମାତ୍ରା ବଣ୍ଟନ ପାଇଁ ଏହା ଅନ୍ତିମ ପରିଣାମ ଅଟେ |
09:58 | Active variable control ମେନୁର ଉପରି ଭାଗ ବାମପଟେ କ୍ଲିକ୍ କରିବା ସହିତ color legendରେ Toggle କରନ୍ତୁ. ତାପମାତ୍ରା T ପାଇଁ ଏହା colour legend ଅଟେ |
10:09 | ବର୍ତ୍ତମାନ slideକୁ ଫେରିଆସନ୍ତୁ |
10:12 | ଏହା ଆମକୁ ଏହି ଟ୍ୟୁଟୋରିଆଲର ସମାପ୍ତିକୁ ଆଣେ. ଗୋଟିଏ ଆସାଇନମେଣ୍ଟ ଭାବେ- |
10:16 | snappyHexMeshDictରେ କିଛି ପାରାମିଟରକୁ ପରିବର୍ତ୍ତନ କରନ୍ତୁ ଯେପରି:
Refinement ପାରାମିଟରଗୁଡିକ locationInMesh କୋ-ଅର୍ଡିନେଟଗୁଡିକ snapControls ପ୍ରଭୃତି |
10:26 | ଆପଣ 0(ଯିରୋ) ଫୋଲ୍ଡରରେ ତାପମାତ୍ରାକୁ ମଧ୍ୟ ପରିବର୍ତ୍ତନ କରିବା ସହିତ ପରିଣାମଗୁଡିକୁ Paraviewରେ ଦେଖନ୍ତୁ |
10:33 | ଏହି ଟ୍ୟୁଟୋରିଆଲରେ ଆମେ ଶିଖିଲେ: OpenFoamରେ ଥିବା snappyHexMesh ୟୁଟିଲିଟୀକୁ ବ୍ୟବହାର କରି ମେଶ୍ ସୃଷ୍ଟି କରିବା. ଗୋଟିଏ flangeର ତାପମାତ୍ରା ବଣ୍ଟନକୁ ସିମୁଲେଟ୍ କରିବା |
10:44 | ଏହି URLରେ ଉପଲବ୍ଧ ଥିବା ଭିଡିଓକୁ ଦେଖନ୍ତୁ: http://spoken-tutorial.org/What_is_a_Spoken_Tutorial
ଏହା ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟକୁ ସାରାଂଶିତ କରେ. ଯଦି ଆପଣଙ୍କର ଭଲ ବ୍ୟାଣ୍ଡୱିଡଥ୍ ନାହିଁ, ଏହାକୁ ଡାଉନଲୋଡ୍ କରିଦେଖିପାରିବେ |
10:57 | ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ ଟିମ୍: ସ୍ପୋକନ୍ ଟ୍ୟୁଟୋରିଆଲ୍ସ ବ୍ୟବହାର କରି କର୍ମଶାଳାମାନ ଚଲାନ୍ତି
ଅନଲାଇନ୍ ଟେଷ୍ଟ ପାସ୍ କରୁଥିବା ବ୍ୟକ୍ତିମାନଙ୍କୁ ପ୍ରମାଣପତ୍ର ଦିଅନ୍ତି. ଅଧିକ ବିବରଣୀ ପାଇଁ ଦୟାକରି contact@spoken-tutorial.orgକୁ ଲେଖନ୍ତୁ |
11:14 | ସ୍ପୋକନ୍ ଟ୍ୟୁଟୋରିଆଲ ପ୍ରୋଜେକ୍ଟ, ଟକ୍ ଟୁ ଏ ଟିଚର୍ ପ୍ରୋଜେକ୍ଟର ଏକ ଅଂଶ. ଏହା ଭାରତ ସରକାରଙ୍କ MHRDର ICT ମାଧ୍ୟମରେ ରାଷ୍ଟ୍ରୀୟ ସାକ୍ଷରତା ମିଶନ୍ ଦ୍ୱାରା ସମର୍ଥିତ. ଏହି ମିଶନ୍ ଉପରେ ଅଧିକ ବିବରଣୀ ଏହି ଲିଙ୍କରେ(spoken-tutorial.org/NMEICT-Intro) ଉପଲବ୍ଧ |
11:29 | ଆଇଆଇଟି ବମ୍ୱେ ତରଫରୁ, ପ୍ରଦୀପ ମହାପାତ୍ରଙ୍କ ସହ ମୁଁ ପ୍ରଭାସ ତ୍ରିପାଠୀ ଆପଣଙ୍କଠାରୁ ବିଦାୟ ନେଉଛି. ଆମ ସହିତ ଜଡ଼ିତ ହୋଇଥିବାରୁ ଧନ୍ୟବାଦ |