OpenFOAM/C3/Creating-and-meshing-a-curved-pipe-geometry-in-Salome-for-OpenFOAM/Oriya
From Script | Spoken-Tutorial
Time | Narration |
00:01 | ବନ୍ଧୁଗଣ, Creating and meshing a Curved-Pipe Geometry in Salome for OpenFOAM ଉପରେ ସ୍ପୋକନ୍ ଟ୍ୟୁଟୋରିଆଲକୁ ସ୍ଵାଗତ |
00:10 | ଏହି ଟ୍ୟୁଟୋରିଆଲରେ ଆମେ:
Salome ସାହାଯ୍ୟରେ curved pipe geometry ସୃଷ୍ଟି କରି ଶିଖିବା. Salomeରେ geometryକୁ ମେଶ୍ କରିବା ସହିତ submeshକୁ ବ୍ୟବହାର କରି meshକୁ ରୂପାନ୍ତର କରିବା |
00:23 | ଏହି ଟ୍ୟୁଟୋରିଆଲକୁ ରେକର୍ଡ କରିବା ପାଇଁ ମୁଁ Linux Operating System Ubuntu ଭର୍ସନ୍ 12.10, Salome ଭର୍ସନ୍ 6.6.0 ବ୍ୟବହାର କରୁଛି |
00:35 | ଏହି ଟ୍ୟୁଟୋରିଆଲକୁ ଅଭ୍ୟାସ କରିବା ପାଇଁ ଶିକ୍ଷ୍ୟାର୍ଥୀଙ୍କ କମ୍ପ୍ୟୁଟରରେ Salome ଇନଷ୍ଟଲ୍ ହୋଇଥିବା ଆବଶ୍ୟକ. ଯଦି ନାହିଁ ତେବେ Downloading and Installing Salome ଉପରେ ଥିବା ଟ୍ୟୁଟୋରିଆଲକୁ ଅନୁସରଣ କରନ୍ତୁ |
00:51 | ଡେସ୍କଟପ୍ ଉପରେ ଥିବା Salome ଆଇକନ୍ ଉପରେ କ୍ଲିକ୍ କରି Salome ସଫ୍ଟୱେରକୁ ଖୋଲନ୍ତୁ |
00:57 | Modules ବାର୍ ଉପରେ ଥିବା Geometry module ଉପରେ କ୍ଲିକ୍ କରନ୍ତୁ |
01:00 | ଏବଂ Newରେ କ୍ଲିକ୍ କରନ୍ତୁ |
01:03 | ଉପରିଭାଗରେ ଥିବା ମେନୁ ବାରସ୍ଥିତ New Entity ଉପରେ କ୍ଲିକ୍ କରନ୍ତୁ |
01:06 | ଡ୍ରପ୍ ଡାଉନ୍ ବିକଳ୍ପଗୁଡିକରେ ଥିବା Basic ଏବଂ ତା’ପରେ 2d sketchକୁ ଯା’ନ୍ତୁ |
01:12 | ଡିଫଲ୍ଟ ଭାବେ ପ୍ରଥମ ପଏଣ୍ଟ ହେଉଛି ଯିରୋ ଯିରୋ. Applyକୁ ଦାବିବା ସହିତ Y ସମ୍ମୁଖରେ 30 ଟାଇପ୍ କରନ୍ତୁ |
01:22 | ଏବଂ Applyରେ କ୍ଲିକ୍ କରନ୍ତୁ. ବର୍ତ୍ତମାନ ଦ୍ଵିତୀୟ Element Type, Arcsକୁ ଯା’ନ୍ତୁ |
01:26 | Typeକୁ Direction ଭାବେ ଏବଂ Directionକୁ Tangent ଭାବେ ଚଯନ କରନ୍ତୁ |
01:32 | Radiusକୁ -10 (minus ten)ଭାବେ ଟାଇପ୍ କରିବା ସହିତ Angleକୁ 90 ଭାବେ ଟାଇପ୍ କରନ୍ତୁ. Applyକୁ ଦାବନ୍ତୁ. ବର୍ତ୍ତମାନ Element Typeରେ Linesକୁ ଚୟନ କରନ୍ତୁ |
01:43 | Typeକୁ Direction ଭାବେ ଏବଂ Directionକୁ Tangent ଭାବେ ଚୟନ କରନ୍ତୁ |
01:47 | ଦୈର୍ଘ୍ୟକୁ 30 ଭାବେ ଟାଇପ୍ କରନ୍ତୁ. Applyକୁ ଓ ତା’ପରେ Closeକୁ ଦାବନ୍ତୁ |
01:54 | ଅତି ନିକଟରୁ ଦେଖିବା ପାଇଁ zoom in କରନ୍ତୁ |
01:58 | Object Browserରେ Geometry treeକୁ ଖୋଲନ୍ତୁ. ଆପଣ sketch_1କୁ ଦେଖିପାରିବେ |
02:04 | ସ୍କେଚକୁ ଲୁଚାଇବା ପାଇଁ check off ଏବଂ ପୁନର୍ବାର ଦେଖିବା ପାଇଁ check on କରିପାରିବେ |
02:09 | ବର୍ତ୍ତମାନ New Entity >> Blocks >> Divided Diskକୁ ଯା’ନ୍ତୁ |
02:16 | orientationକୁ OZX ଭାବେ ଚୟନ କରିବା ସହିତ Radius equal to 1 ଟାଇପ୍ କରନ୍ତୁ |
02:21 | Apply and Close ଉପରେ କ୍ଲିକ୍ କରନ୍ତୁ. ବର୍ତ୍ତମାନ New Entity >> Generation >> Extrusion Along Pathକୁ ଯା’ନ୍ତୁ |
02:31 | Geometry treeରୁ Base Objectକୁ Divided Disk ଭାବେ ଏବଂ Path Objectକୁ Sketch_1 ଭାବେ ଚୟନ କରନ୍ତୁ |
02:38 | Apply and Close ଉପରେ କ୍ଲିକ୍ କରନ୍ତୁ. ଆପଣ Pipe_1 ସୃଷ୍ଟି ହୋଇଥିବା ଦେଖିପାରିବେ |
02:45 | ବର୍ତ୍ତମାନ New Entity >> Explodeକୁ ଯା’ନ୍ତୁ. Main Objectକୁ Pipe_1 ଭାବେ ଚୟନ କରନ୍ତୁ. Sub-shapes Typeରେ ଥିବା ଡ୍ରପ୍ ଡାଉନ୍ ମେନୁରେ Faceକୁ ଚୟନ କରିବା ସହିତ Select sub-shapesକୁ ଚେକ୍ ଅନ୍ କରନ୍ତୁ |
03:03 | ଏହି ୱିଣ୍ଡୋକୁ ସ୍ଥାନାନ୍ତର କରନ୍ତୁ ଏବଂ ଉପରକୁ ସ୍କ୍ରୋଲ୍ କରିବା ସହିତ ଯୁମ୍ ଇନ୍ କରନ୍ତୁ. ଏହି Rotation ମେନୁ ଉପରେ କ୍ଲିକ୍ କରିବା ସହିତ ଆପଣ ଅବଜେକ୍ଟକୁ ରୋଟେଟ୍ କରିପାରିବେ |
03:16 | mouseର ବାମପଟ ବଟନକୁ ଦାବି ଧରି ଅବଜେକ୍ଟକୁ ରୋଟେଟ୍ କରିବା ପାଇଁ mouseକୁ ଉପରକୁ ଚାଳନା କରନ୍ତୁ. ସ୍କ୍ରୀନ୍ ଉପରେ ପ୍ରଦର୍ଶିତ ସ୍ଥାନକୁ mouse pointerକୁ ନିଅନ୍ତୁ |
03:28 | ବାମପଟ mouse buttonକୁ ଦାବି ଧରନ୍ତୁ |
03:30 | ମାଉସକୁ ଡ୍ରାଗ୍ କରନ୍ତୁ ଯାହା ଦ୍ଵାରା ସମସ୍ତ inlet faceଗୁଡିକ ରେକ୍ଟାଙ୍ଗୁଲାର୍ ଏରିଆରେ ସ୍ଥାପିତ ହେବ |
03:37 | ମାଉସ୍ ବଟନକୁ ଛାଡିଦିଅନ୍ତୁ |
03:41 | ବର୍ତ୍ତମାନ ସମସ୍ତ inlet faceଗୁଡିକ ଚୟନିତ ହୋଇଛନ୍ତି ବୋଲି ସୁନିଶ୍ଚିତ କରିବା ପାଇଁ Show only selected ବଟନ୍ ଉପରେ କ୍ଲିକ୍ କରନ୍ତୁ |
03:49 | Apply and Close ଉପରେ କ୍ଲିକ୍ କରନ୍ତୁ. ଆପଣ geometry tree ମଧ୍ୟରେ ପାଞ୍ଚୋଟି face, Exploded ହୋଇଥିବା ଦେଖିପାରିବେ |
03:58 | ବର୍ତ୍ତମାନ, New Entity >> Group >> Create ଉପରେ କ୍ଲିକ୍ କରନ୍ତୁ |
04:05 | geometry treeରୁ Main shapeକୁ Pipe_1 ଭାବେ ଚୟନ କରନ୍ତୁ |
04:11 | Shape Typeକୁ Face ଭାବେ ଚୟନ କରନ୍ତୁ |
04:16 | ବର୍ତ୍ତମାନ, geometry treeରୁ ପାଞ୍ଚୋଟି faceକୁ ଚୟନ କରନ୍ତୁ. ଏହି Add ବଟନ୍ ଉପରେ କ୍ଲିକ୍ କରିବା ସହ ସେମାନଙ୍କୁ ସଂଯୁକ୍ତ କରନ୍ତୁ. ଗ୍ରୁପକୁ inlet ଭାବେ ନାମିତ କରନ୍ତୁ |
04:30 | Apply and close ଉପରେ କ୍ଲିକ୍ କରନ୍ତୁ. ଆମେ inlet ଗ୍ରୁପ୍ ସୃଷ୍ଟି ହୋଇସାରିଥିବା ଦେଖିପାରିବା |
04:38 | pipeର ଅନ୍ୟ ପ୍ରାନ୍ତରେ ସମାନ ପ୍ରକ୍ରିୟାକୁ ଅନୁସରଣ କରନ୍ତୁ ଏବଂ ସେହି ଫେସଗୁଡିକୁ outlet ଭାବେ group କରନ୍ତୁ |
04:45 | ମୁଁ outlet face ଗ୍ରୁପ୍ କରିସାରିଛି. ବର୍ତ୍ତମାନ ଅବଜେକ୍ଟକୁ mesh କରିବା ପାଇଁ Modules ଡ୍ରପ୍ ଡାଉନରେ ଥିବା Meshକୁ ଚୟନ କରନ୍ତୁ |
04:57 | ବର୍ତ୍ତମାନ ଉପରେ ଥିବା ମେନୁ ବାରରେ ଥିବା Mesh >> Create Meshରେ କ୍ଲିକ୍ କରନ୍ତୁ |
05:04 | Geometry treeରୁ Geometryକୁ Pipe_1 ଭାବେ ଚୟନ କରନ୍ତୁ |
05:09 | Assign a set of hypotheses ବଟନ୍ ଉପରେ କ୍ଲିକ୍ କରିବା ସହ 3D: Automatic Hexahedralization ଉପରେ କ୍ଲିକ୍ କରନ୍ତୁ |
05:20 | Number of Segmentsରେ 12 ଟାଇପ୍ କରନ୍ତୁ |
05:23 | OKରେ ଏବଂ ତା’ପରେ Apply and Closeରେ କ୍ଲିକ୍ କରନ୍ତୁ. Geometry treeରେ Mesh_1କୁ ଦେଖିପାରିବେ |
05:32 | ଏହା ଉପରେ ରାଇଟ୍ କ୍ଲିକ୍ କରିବା ସହିତ Compute ଉପରେ କ୍ଲିକ୍ କରନ୍ତୁ ଏବଂ ୱିଣ୍ଡୋକୁ ବନ୍ଦ କରନ୍ତୁ |
05:40 | Mesh ସୃଷ୍ଟି ହୋଇସାରିଥିବା ଆପଣ ଦେଖିପାରିବେ |
05:43 | Zoom-in କରନ୍ତୁ |
05:45 | ଏହି ବିକଳ୍ପ panning ଦ୍ଵାରା ଅବଜେକ୍ଟକୁ ଚାଳନା କରିପାରିବେ |
05:51 | ବର୍ତ୍ତମାନ, ଫ୍ଲୋ ଦିଗରେ ଆପଣ meshକୁ ରିଫାଇନ୍ କରିପାରିବେ |
05:56 | ଏହା କରିବା ପାଇଁ, Modules ଡ୍ରପ୍ ଡାଉନରେ ଥିବା geometry moduleକୁ ଫେରିଆସନ୍ତୁ |
06:03 | ବର୍ତ୍ତମାନ, ବିକଳ୍ପ panning ଓ rotationକୁ ବ୍ୟବହାର କରି ସଠିକ୍ ଭ୍ୟୁ ପ୍ରାପ୍ତ କରନ୍ତୁ. ଯୁମ୍ ଆଉଟ୍ କରନ୍ତୁ |
06:15 | New Entity >> Explodeକୁ ଯା’ନ୍ତୁ |
06:20 | Main Objectକୁ Pipe_1 ଭାବେ ଚୟନ କରନ୍ତୁ |
06:24 | Sub-shapes Type, Edge |
06:29 | Select sub-shapes ଉପରେ ଚେକ୍ ଅନ୍ କରନ୍ତୁ |
06:34 | windowକୁ ଗୋଟିଏ କୋଣକୁ ସ୍ଥାନାନ୍ତର କରନ୍ତୁ |
06:37 | ବର୍ତ୍ତମାନ ସ୍କ୍ରୀନରେ ପ୍ରଦର୍ଶିତ ହେବା ଭଳି mouse pointerକୁ ନିଅନ୍ତୁ. ବାମପଟ mouse ବଟନକୁ ଦାବି ଧରନ୍ତୁ |
06:43 | mouseକୁ ଏପରି ଡ୍ରାଗ୍ କରନ୍ତୁ ଯେପରି ସମସ୍ତ outlet face edgeଗୁଡିକ window ମଧ୍ୟରେ ଆସିଯିବ |
06:50 | ବାମପଟ mouse ବଟନକୁ ଛାଡିଦିଅନ୍ତୁ. ଚୟନିତ edgeଗୁଡିକ ଧଳା ରଙ୍ଗରେ ଦେଖାଯାଉଛି |
06:57 | Hide selected ଉପରେ କ୍ଲିକ୍ କରନ୍ତୁ. ସେହିପରି ଏଠାରେ ଅଧିକ ତିନୋଟି face edgeଗୁଡିକ ଅଛନ୍ତି ଯାହାକୁ ଆମେ ଗୋଟିକ ପରେ ଗୋଟିଏକୁ ଚୟନ କରିବା ସହିତ ଲୁଚାଇ ଦେବା |
07:14 | ଏହା ପରେ, ଆପଣ flow ଦିଗରେ କେବଳ edgeଗୁଡିକୁ ଦେଖିପାରିବେ. ଯୁମ୍ ଆଉଟ୍ କରିବା ସହିତ ଅବଜେକ୍ଟକୁ ସ୍ଥାନାନ୍ତର କରନ୍ତୁ |
07:25 | ସମାନ ପ୍ରଣାଳିକୁ ବ୍ୟବହାର କରି ଏହି ସମସ୍ତ edgeଗୁଡିକୁ ଚୟନ କରିବା ସହିତ Apply and Close ଉପରେ କ୍ଲିକ୍ କରନ୍ତୁ |
07:33 | geometry treeସ୍ଥିତ outletର ନିମ୍ନରେ ୨୪ଟି edges exploded ହୋଇଥିବା ଦେଖିପାରିବେ |
07:40 | ଏହି edgesକୁ ଗ୍ରୁପ୍ କରିବା ପାଇଁ New Entity >> Group >>Createକୁ ଯା’ନ୍ତୁ |
07:46 | Shape Typeକୁ Edge ଭାବେ ଚୟନ କରନ୍ତୁ |
07:50 | geometry treeରୁ Main Shapeକୁ Pipe_1 ଭାବେ ଚୟନ କରନ୍ତୁ |
07:56 | ବର୍ତ୍ତମାନ, ଏହି ସମସ୍ତ edgesକୁ ଚୟନ କରିବା ସହିତ ଏଜଗୁଡିକୁ ସଂଯୁକ୍ତ କରିବା ପାଇଁ Add ବଟନ୍ ଉପରେ କ୍ଲିକ୍ କରନ୍ତୁ |
08:04 | ଗ୍ରୁପକୁ flow edges ଭାବେ ନାମିତ କରନ୍ତୁ. Apply and close ଉପରେ କ୍ଲିକ୍ କରନ୍ତୁ |
08:11 | flowedges ଗ୍ରୁପ୍ ସୃଶ୍ଟି ହୋଇସାରିଥିବା ଆପଣ ଦେଖିପାରିବେ |
08:17 | ବର୍ତ୍ତମାନ modules ଡ୍ରପ୍ ଡାଉନ୍ ବିକଳ୍ପରେ ଥିବା Mesh ମୋଡ୍ୟୁଲକୁ ଯା’ନ୍ତୁ |
08:22 | Mesh_1 ଉପରେ ରାଇଟ୍ କ୍ଲିକ୍ କରିବା ସହିତ Create Sub-mesh ଉପରେ କ୍ଲିକ୍ କରନ୍ତୁ |
08:28 | Geometryକୁ flowedges ଭାବେ ଚୟନ କରନ୍ତୁ |
08:33 | Algorithmକୁ wire discretization ଭାବେ ଚୟନ କରନ୍ତୁ |
08:37 | ବର୍ତ୍ତମାନ, ଉପଯୁକ୍ତ Hypothesisକୁ ଚୟନ କରିବା ସକାଷେ ଡ୍ରପ୍-ଡାଉନ୍ ମେନୁର ଡାହାଣ ପଟେ ଥିବା ପ୍ରଥମ ବଟନ୍ ଉପରେ କ୍ଲିକ୍ କରନ୍ତୁ |
08:47 | Nb. Segments ଉପରେ କ୍ଲିକ୍ କରନ୍ତୁ |
08:50 | Number of segmentsକୁ 30 ଭାବେ ଟାଇପ୍ କରନ୍ତୁ |
08:54 | Okରେ ଏବଂ ତା’ପରେ Apply and Close ଉପରେ କ୍ଲିକ୍ କରନ୍ତୁ |
09:00 | ବର୍ତ୍ତମାନ Mesh_1 ଏବଂ ତା’ପରେ Compute ଉପରେ କ୍ଲିକ୍ କରନ୍ତୁ. Refined mesh ସୃଷ୍ଟି ହୋଇସାରିଛି. ୱିଣ୍ଡୋକୁ ବନ୍ଦ କରନ୍ତୁ |
09:12 | ଦେଖନ୍ତୁ, flow ଦିଗରେ meshଟି refined ହୋଇଗଲା |
09:18 | ଏହି କାର୍ଯ୍ୟକୁ save କରିବା ପାଇଁ File >> Save Asକୁ ଯା’ନ୍ତୁ. File nameକୁ Curved-geometry ଭାବେ ଟାଇପ୍ କରନ୍ତୁ |
09:28 | ମୁଁ ଏହି କାର୍ଯ୍ୟକୁ ଡେସ୍କଟପ୍ ଉପରେ ସେଭ୍ କରୁଛି. Save କରିବା ସହିତ Salomeକୁ ମିନିମାଇଜ୍ କରନ୍ତୁ |
09:37 | ଫାଇଲଟି Curved-geometry.hdf ଭାବେ ସେଭ୍ ହୋଇଗଲା |
09:43 | ଏହି ଟ୍ୟୁଟୋରିଆଲରେ ଆମେ ଶିଖିଲେ: Salomeରେ curved pipe geometry ସୃଷ୍ଟି କରିବା. Salomeରେ geometryକୁ mesh କରିବା.
submeshକୁ ବ୍ୟବହାର କରି meshକୁ ରୂପାନ୍ତର କରିବା |
09:55 | ଆସାଇନମେଣ୍ଟ ପାଇଁ-ବାହାର ବ୍ୟାସ ଠାରୁ ଭିତରର ବ୍ୟାସ 6 units ଛୋଟ ଥିବା ଗୋଟିଏ ପାଇପ୍ ସୃଷ୍ଟି କରନ୍ତୁ. ବକ୍ରତାର କୋଣକୁ ପରିବର୍ତ୍ତନ କରନ୍ତୁ |
10:06 | ଏହି URLରେ ଉପଲବ୍ଧ ଥିବା ଭିଡିଓକୁ ଦେଖନ୍ତୁ: http://spoken-tutorial.org/What_is_a_Spoken_Tutorial
ଏହା ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟକୁ ସାରାଂଶିତ କରେ. ଯଦି ଆପଣଙ୍କର ଭଲ ବ୍ୟାଣ୍ଡୱିଡଥ୍ ନାହିଁ, ଏହାକୁ ଡାଉନଲୋଡ୍ କରିଦେଖିପାରିବେ |
10:18 | ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ ଟିମ୍: ସ୍ପୋକନ୍ ଟ୍ୟୁଟୋରିଆଲ୍ସ ବ୍ୟବହାର କରି କର୍ମଶାଳାମାନ ଚଲାନ୍ତି
ଅନଲାଇନ୍ ଟେଷ୍ଟ ପାସ୍ କରୁଥିବା ବ୍ୟକ୍ତିମାନଙ୍କୁ ପ୍ରମାଣପତ୍ର ଦିଅନ୍ତି. ଅଧିକ ବିବରଣୀ ପାଇଁ ଦୟାକରି contact@spoken-tutorial.orgକୁ ଲେଖନ୍ତୁ |
10:35 | ସ୍ପୋକନ୍ ଟ୍ୟୁଟୋରିଆଲ ପ୍ରୋଜେକ୍ଟ, ଟକ୍ ଟୁ ଏ ଟିଚର୍ ପ୍ରୋଜେକ୍ଟର ଏକ ଅଂଶ. ଏହା ଭାରତ ସରକାରଙ୍କ MHRDର ICT ମାଧ୍ୟମରେ ରାଷ୍ଟ୍ରୀୟ ସାକ୍ଷରତା ମିଶନ୍ ଦ୍ୱାରା ସମର୍ଥିତ. ଏହି ମିଶନ୍ ଉପରେ ଅଧିକ ବିବରଣୀ ଏହି ଲିଙ୍କରେ(spoken-tutorial.org/NMEICT-Intro) ଉପଲବ୍ଧ |
10:57 | ଆଇଆଇଟି ବମ୍ୱେ ତରଫରୁ, ପ୍ରଦୀପ ମହାପାତ୍ରଙ୍କ ସହ ମୁଁ ପ୍ରଭାସ ତ୍ରିପାଠୀ ଆପଣଙ୍କଠାରୁ ବିଦାୟ ନେଉଛି. ଆମ ସହିତ ଜଡ଼ିତ ହୋଇଥିବାରୁ ଧନ୍ୟବାଦ |