OpenFOAM/C2/Creating-curved-geometry-in-OpenFOAM/Oriya

From Script | Spoken-Tutorial
Revision as of 12:35, 4 November 2017 by Pradeep (Talk | contribs)

(diff) ← Older revision | Latest revision (diff) | Newer revision → (diff)
Jump to: navigation, search
Time Narration
00:01 ବନ୍ଧୁଗଣ, Creating Curved geometry in OpenFOAM ଉପରେ ସ୍ପୋକନ୍ ଟ୍ୟୁଟୋରିଆଲକୁ ସ୍ଵାଗତ
00:06 ଏହି ଟ୍ୟୁଟୋରିଆଲରେ ମୁଁ ପ୍ରଦର୍ଶନ କରିବି:
00:09 openfoamରେ ଗୋଟିଏ ବକ୍ରାକାର ଜୋମେଟ୍ରୀ ସୃଷ୍ଟି କରିବା ପାଇଁ ସୋପାନଗୁଡିକ
00:14 paraviewରେ ପରିଣାମଗୁଡିକୁ ଦେଖିବା
00:17 ଏହି ଟ୍ୟୁଟୋରିଆଲକୁ ରେକର୍ଡ କରିବା ପାଇଁ ମୁଁ,
00:19 Linux Operating System Ubuntu ଭର୍ସନ୍ 10.04, OpenFOAM ଭର୍ସନ୍ 2.1.0
00:28 ParaView ଭର୍ସନ୍ 3.12.0 ବ୍ୟବହାର କରୁଛି
00:32 ଗୋଟିଏ ସୀଲିଣ୍ଡର୍ ଉପରେ ଫ୍ଲୋ ପାଇଁ ଏକ ଜୋମେଟ୍ରୀ ସୃଷ୍ଟି କରିବା
00:36 ଧ୍ୟାନଦିଆନ୍ତୁ ଯେ କେବଳ ବର୍ଣନା ପାଇଁ ମୁଁ ଏହି କେସକୁ ବ୍ୟବହାର କରୁଛି
00:41 ସୀଲିଣ୍ଡର୍ ଗୋଟିଏ ଅର୍ଦ୍ଧ ବୃତ୍ତ ଆକାରରେ ଅଛି
00:45 Meshing ଗୋଟିଏ ବଡୀରେ ଥିବା ଗ୍ରିଡ୍
00:49 ସମଗ୍ର ଜୋମେଟ୍ରୀକୁ blockଗୁଡିକରେ ବିଭକ୍ତ କରାଯାଇଛି
00:54 ଅର୍ଦ୍ଧ ବୃତ୍ତକୁ ସମାନ ଭାଗରେ ବିଭକ୍ତ କରନ୍ତୁ
00:58 ବର୍ତ୍ତମାନ ଏହାକୁ ମିନିମାଇଜ୍ କରନ୍ତୁ
01:03 ପୂର୍ବ ଟ୍ୟୁଟୋରିଆଲରେ ଥିବା ଗୋଟିଏ blockMeshDict ଫାଇଲକୁ ଖୋଲନ୍ତୁ
01:08 ମୁଁ ଏହାକୁ ଖୋଲିସାରିଛି
01:12 ତଳକୁ ସ୍କ୍ରୋଲ୍ କରନ୍ତୁ. ସରଳ ଜୋମେଟ୍ରୀଗୁଡିକ ପାଇଁ ଆପଣ edgeଗୁଡିକ ଶୁନ୍ୟ ଥିବା ଦେଖିପାରୁଥିବେ
01:20 ବର୍ତ୍ତମାନ ଗୋଟିଏ ନୂତନ blockMeshDict ଫାଇଲ୍ ସୃଷ୍ଟି କରନ୍ତୁ
01:23 ଏହା କରିବା ପାଇଁ ପ୍ରଥମେ ଏହାକୁ ମିନିମାଇଜ୍ କରନ୍ତୁ
01:27 ବର୍ତ୍ତମାନ ରାଇଟ୍ କ୍ଲିକ୍ କରନ୍ତୁ > create document > empty file
01:34 ଏହାକୁ blockMeshDict ଭାବେ ନାମିତ କରନ୍ତୁ
01:40 ଧ୍ୟାନଦିଅନ୍ତୁ ଯେ ଏଠାରେ M ଓ D କ୍ୟାପିଟାଲରେ ରହିବେ
01:46 ଏହାକୁ ଖୋଲନ୍ତୁ
01:51 ବର୍ତ୍ତମାନ lid driven cavity ଠାରୁ convertTometers ପର୍ଯ୍ୟନ୍ତ କିଛି ପ୍ରାରମ୍ଭିକ ଲାଇନଗୁଡିକୁ କପୀ କରନ୍ତୁ
01:58 ଉପରକୁ ଯା’ନ୍ତୁ, ଏହାକୁ convertToMeters ପର୍ଯ୍ୟନ୍ତ କପୀ କରନ୍ତୁ
02:04 କପୀ କରିବା ସହିତ ଏହାକୁ ନୂତନ blockMeshDict ଫାଇଲ୍ ମଧ୍ୟରେ ପେଷ୍ଟ କରନ୍ତୁ
02:12 ବର୍ତ୍ତମାନ, ଗୋଟିକ ପରେ ଗୋଟିଏ ପଏଣ୍ଟକୁ convert to metersରେ ପରିବର୍ତ୍ତନ କରନ୍ତୁ
02:18 ଯେହେତୁ ଆମ ଜୋମେଟ୍ରୀ ମିଟରରେ ଅଛି, ଏହାକୁ ଆମେ 1 ଭାବେ ରଖିବା
02:24 Enter ଦାବନ୍ତୁ, ପୁନର୍ବାର Enter ଦାବନ୍ତୁ
02:28 ଏହା ପରେ, ଜୋମେଟ୍ରୀରେ ଥିବା ଭର୍ଟାଇସେସରେ କୋ-ଅର୍ଡିନେଟଗୁଡିକୁ ପ୍ରବେଶ କରିବା ଆବଶ୍ୟକ ଅଟେ
02:35 slideକୁ ଫେରିଆସନ୍ତୁ. ଧ୍ୟାନଦିଅନ୍ତୁ ଯେ ଫିଗରରେ ପ୍ରଦର୍ଶିତ ହେବା ଭଳି ପଏଣ୍ଟଗୁଡିକୁ ଏପରି ରଖନ୍ତୁ ଯେପରି ସେଗୁଡିକ ଆରମ୍ଭରୁ 0, 1, 2, 3, 4 ଏବଂ ଏହି ପରି କ୍ରମରେ ରହିବେ
02:47 ସ୍ଲାଇଡକୁ ମିନିମାଇଜ୍ କରନ୍ତୁ. ବର୍ତ୍ତମାନ blockMeshDict ଫାଇଲରେ verticesକୁ ଟାଇପ୍ କରିବା ସହିତ Enter ଦାବନ୍ତୁ
02:56 ଗୋଟିଏ ଓପନ୍ ବ୍ରାକେଟକୁ ଇନସର୍ଟ କରିବା ସହିତ Enter ଦାବନ୍ତୁ
03:00 ବର୍ତ୍ତମାନ ରେଖାଚିତ୍ରରେ ପ୍ରଦର୍ଶିତ ହେବା ଭଳି ଜୋମେଟ୍ରୀରେ କୋ-ଅର୍ଡିନେଟଗୁଡିକୁ ପ୍ରବେଶ କରନ୍ତୁ
03:05 ସ୍ଲାଇଡକୁ ଫେରିଆସନ୍ତୁ
03:08 ବର୍ଣ୍ଣନା ପାଇଁ ମୁଁ ଅର୍ଦ୍ଧ ବୃତ୍ତର ଡାହାଣ ପାଖର ଅର୍ଦ୍ଧେକକୁ ବ୍ୟବହାର କରିବି
03:12 ଫିଗରରେ ପ୍ରଦର୍ଶିତ ହେବା ଭଳି ପଏଣ୍ଟଗୁଡିକରେ 0ରୁ ଆରମ୍ଭ କରି ଭେଲ୍ୟୁଗୁଡିକୁ ପ୍ରବେଶ କରନ୍ତୁ
03:16 blockMeshDict ଫାଇଲକୁ ଫେରିଆସନ୍ତୁ
03:20 କିଛି ସ୍ଥାନ ଛାଡିଦିଅନ୍ତୁ ଏବଂ ପଏଣ୍ଟ 0ର କୋ-ଅର୍ଡିନେଟଗୁଡିକୁ ପ୍ରବେଶ କରନ୍ତୁ
03:27 ଓପନ୍ କ୍ଲୋଜ୍ ବ୍ରାକେଟ୍, 0.5 (ସ୍ପେସ୍) 0 (ସ୍ପେସ୍) 0 ପ୍ରବେଶ କରିବା ସହ Enter ଦାବନ୍ତୁ
03:36 ପୁନର୍ବାର କିଛି ସ୍ଥାନ ଛାଡିବା ସହିତ ଓପନ୍ କ୍ଲୋଜ୍ ବ୍ରାକେଟ୍
03:39 ପଏଣ୍ଟ 1 (ସ୍ପେସ୍) 0 (ସ୍ପେସ୍) 0ପାଇଁ କୋ-ଅର୍ଡିନେଟଗୁଡି୍କୁ ପ୍ରବେଶ କରିବା ସହିତ Enter ଦାବନ୍ତୁ
03:45 ବର୍ତ୍ତମାନ ଭର୍ଟିକାଲୀ ଦୁଇଟି ସ୍ଥାନ ଛାଡିବା ସହିତ Enter ଦାବନ୍ତୁ ଏବଂ ପୁନର୍ବାର Enter ଦାବନ୍ତୁ
03:51 କିଛି ସ୍ଥାନ ଛାଡିଦିଅନ୍ତୁ ଏବଂ ପଏଣ୍ଟ ସଂଖ୍ୟା 4 ପାଇଁ କୋ-ଅର୍ଡିନେଟଗୁଡିକୁ ପ୍ରବେଶ କରନ୍ତୁ
03:57 ଓପନ୍ କ୍ଲୋଜ୍ ବ୍ରାକେଟ୍, 0.707 (ସ୍ପେସ୍) 0.707 (ସ୍ପେସ୍) 0 ପ୍ରବେଶ କରନ୍ତୁ
04:05 Enter ଦାବିବା ସହିତ କିଛି ସ୍ଥାନ ଛାଡିଅଦିଅନ୍ତୁ
04:09 ଓପନ୍ କ୍ଲୋଜ୍ ବ୍ରାକେଟ୍. ପଏଣ୍ଟ 5 ପାଇଁ କୋ-ଅର୍ଡିନେଟଗୁଡିକୁ ପ୍ରବେଶ କରନ୍ତୁ
04:13 0.353 (ସ୍ପେସ୍) 0.353 (ସ୍ପେସ୍) 0 ପ୍ରବେଶ କରିବା ସହିତ Enter ଦାବନ୍ତୁ
04:22 ବର୍ତ୍ତମାନ ଚାରୋଟି ଭର୍ଟିକଲ୍ ସ୍ଥାନକୁ ଛାଡିବା ସହିତ ପଏଣ୍ଟ ସଂଖ୍ୟା 9 ପାଇଁ କୋ-ଅର୍ଡିନେଟଗୁଡିକୁ ପ୍ରବେଶ କରନ୍ତୁ
04:27 1 2 3 4 , ପୁନର୍ବାର Enter ଦାବିବା ସହିତ କିଛି ସ୍ଥାନ ଛାଡିଅଦିଅନ୍ତୁ
04:34 ଓପନ୍ କ୍ଲୋଜ୍ ବ୍ରାକେଟ୍
04:36 0 (ସ୍ପେସ୍) 1 (ସ୍ପେସ୍) 0 ପ୍ରବେଶ କରିବା ସହିତ Enter ଦାବନ୍ତୁ
04:42 କିଛି ସ୍ଥାନ ଛାଡିଅଦିଅନ୍ତୁ
04:44 ପଏଣ୍ଟ ସଂଖ୍ୟା 10 ପାଇଁ କୋ-ଅର୍ଡିନେଟଗୁଡିକୁ ପ୍ରବେଶ କରନ୍ତୁ
04:46 ଓପନ୍ କ୍ଲୋଜ୍ ବ୍ରାକେଟ୍, 0 (ସ୍ପେସ୍) 0.5 (ସ୍ପେସ୍) 0 ପ୍ରବେଶ କରିବା ସହିତ Enter ଦାବନ୍ତୁ
04:54 ସେହିପରି ଜୋମେଟ୍ରୀରେ ଥିବା ବାକି ପଏଣ୍ଟଗୁଡିକ ପାଇଁ କୋ-ଅର୍ଡିନେଟଗୁଡିକୁ ପ୍ରବେଶ କରନ୍ତୁ
05:00 ଗୋଟିଏ କ୍ଲୋଜ୍ ବ୍ରାକେଟକୁ ପ୍ରବେଶ କରନ୍ତୁ, ଗୋଟିଏ ସେମିକୋଲନ୍ ଦେବା ସହିତ Enter ଦାବନ୍ତୁ
05:05 ପୁନର୍ବାର Enter ଦାବନ୍ତୁ. ବର୍ତ୍ତମାନ blocks ଟାଇପ୍ କରିବା ସହିତ Enter ଦାବନ୍ତୁ
05:13 ଗୋଟିଏ ଓପନ୍ ବ୍ରାକେଟକୁ ଇନସର୍ଟ କରିବା ସହିତ Enter ଦାବନ୍ତୁ
05:16 ସ୍ଲାଇଡକୁ ଫେରିଆସନ୍ତୁ
05:20 ଫିଗରରେ ପ୍ରଦର୍ଶିତ ହେବା ଭଳି block numberଗୁଡିକ ଚିହ୍ନିତ ହୋଇଛନ୍ତି
05:24 ବର୍ତ୍ତମାନ blockMeshDict ଫାଇଲକୁ ଫେରିଆସନ୍ତୁ
05:28 କିଛି ସ୍ଥାନ ଛାଡିଦିଅନ୍ତୁ
05:30 ବର୍ତ୍ତମାନ blockର ପ୍ରକାର ଯାହା Hex ଅଟେ ପ୍ରବେଶ କରିବା ସହ କିଛି ସ୍ଥାନ ଛାଡିଦିଅନ୍ତୁ
05:37 ବର୍ତ୍ତମାନ ବ୍ଲକଗୁଡିକର ପଏଣ୍ଟଗୁଡିକୁ ପ୍ରବେଶ କରନ୍ତୁ
05:41 ଓପନ୍ କ୍ଲୋଜ୍ ବ୍ରାକେଟ୍
05:43 କିଛି ସ୍ଥାନ ଛାଡିଅଦିଅନ୍ତୁ, simple Gradingକୁ (1 1 1) ଭାବେ ରଖାଯାଇପାରିବ ଏବଂ Enter ଦାବନ୍ତୁ
05:55 blocks ସୃଷ୍ଟି କରିବା ପାଇଁ ଦୟାକରି creating simple geometry in OpenFOAM ଉପରେ ଥିବା ଟ୍ୟୁଟୋରିଆଲର ଅନୁସରଣ କରନ୍ତୁ
06:02 ଧ୍ୟାନଦିଅନ୍ତୁ ଯେ ଏହି ଉଦାହରଣରେ ଅଧିକ ସଂଖ୍ୟକ blocks ରହିପାରନ୍ତି
06:07 ବର୍ତ୍ତମାନ ଗୋଟିଏ କ୍ଲୋଜ୍ ବ୍ରାକେଟକୁ ଇନସର୍ଟ କରନ୍ତୁ
06:10 ଗୋଟିଏ ସେମି-କୋଲନକୁ ଇନସର୍ଟ କରିବା ସହିତ Enter ଦାବନ୍ତୁ. ପୁନର୍ବାର Enter ଦାବନ୍ତୁ
06:16 ପରବର୍ତ୍ତୀ ଲାଇନରେ edges ଟାଇପ୍ କରିବା ସହିତ Enter ଦାବନ୍ତୁ
06:22 ଗୋଟିଏ ଓପନ୍ ବ୍ରାକେଟକୁ ଇନସର୍ଟ କରିବା ସହିତ Enter ଦାବନ୍ତୁ
06:26 ଏଠାରେ ପଏଣ୍ଟଗୁଡିକୁ ପ୍ରବେଶ କରିବା ଆବଶ୍ୟକ ଯେଉଁଗୁଡିକ ଆର୍କଗୁଡିକର ପ୍ରାନ୍ତ ବିନ୍ଦୁ ଅଟନ୍ତି
06:31 କିଛି ସ୍ଥାନ ଛାଡିବା ସହିତ arc ଟାଇପ୍ କରନ୍ତୁ. କିଛି ସ୍ଥାନ ଛାଡିବା ସହ ପଏଣ୍ଟଗୁଡିକୁ ଟାଇପ୍ କରନ୍ତୁ ଯାହା ଆର୍କର ପ୍ରାନ୍ତ ବିନ୍ଦୁଗୁଡିକ ଅଟନ୍ତି
06:40 ସ୍ଲାଇଡକୁ ଫେରିଆସନ୍ତୁ. ବର୍ତ୍ତମାନ ଆର୍କର ପ୍ରାନ୍ତ ବିନ୍ଦୁଗୁଡିକୁ ଇନସର୍ଟ କରନ୍ତୁ
06:46 ଏହି ଫିଗରରେ ଆମେ ଆର୍କ 0 5ରୁ ଆରମ୍ଭ କରିବା
06:52 blockMeshDict ଫାଇଲକୁ ଫେରିଆସନ୍ତୁ
06:56 0 ସ୍ପେସ୍ 5କୁ ପ୍ରବେଶ କରନ୍ତୁ
06:59 କିଛି ସ୍ଥାନ ଛାଡିଦିଅନ୍ତୁ. ଓପନ୍ କ୍ଲୋଜ୍ ବ୍ରାକେଟକୁ ଇନସର୍ଟ କରନ୍ତୁ
07:04 ବ୍ରାକେଟ ମଧ୍ୟରେ, ଦୁଇଟି ଆର୍କ ବିନ୍ଦୁର ମଧ୍ୟବର୍ତ୍ତୀ ଯେକୌଣସି ବିନ୍ଦୁର କୋ-ଅର୍ଡିନେଟଗୁଡିକୁ ପ୍ରବେଶ କରନ୍ତୁ
07:11 ବର୍ତ୍ତମାନ, ପୁନର୍ବାର ସ୍ଲାଇଡକୁ ଫେରିଆସନ୍ତୁ
07:14 ଫିଗରରେ ଦେଖାଯିବା ଭଳି ଆର୍କର ଦୁଇଟି ପ୍ରାନ୍ତ ବିନ୍ଦୁ ମଧ୍ୟରେ ଥିବା ଗୋଟିଏ ବିନ୍ଦୁକୁ ନେବାକୁ ହେବ
07:23 ଏହି ଜୋମେଟ୍ରୀରେ ମୁଁ ବୃତ୍ତର ଡାହାଣପଟ ଅଧାକୁ ଗ୍ରହଣ କରିଛି
07:28 ସରଳ ଜ୍ୟାମିତୀକ ରିଲେଶନଗୁଡିକୁ ବ୍ୟବହାର କରି ଆପଣ ଅର୍ଦ୍ଧ ବୃତ୍ତରେ ପ୍ରଦର୍ଶିତ ହେବା ଭଳି ମଧ୍ୟବର୍ତ୍ତୀ ବିନ୍ଦୁଗୁଡିକର କୋ-ଅର୍ଡିନେଟଗୁଡିକୁ ପ୍ରାପ୍ତ କରିପାରିବେ
07:38 ସେହିପରି ବାକି ଅର୍ଦ୍ଧ ବୃତ୍ତାକାର ଜୋମେଟ୍ରୀ ପାଇଁ ଏହି ପ୍ରକ୍ରିୟାର ପୁନରାବୃତ୍ତି କରିପାରିବେ
07:45 ବର୍ତ୍ତମାନ blockMeshDict ଫାଇଲକୁ ଫେରିଆସନ୍ତୁ
07:48 Enter ଦାବନ୍ତୁ
07:50 ଧ୍ୟାନଦିଅନ୍ତୁ ଯେ ଏହି ଉଦାହରଣରେ ଅନେକ ସଂଖ୍ୟକ ଆର୍କଗୁଡିକ ଅଛନ୍ତି
07:55 ଗୋଟିଏ କ୍ଲୋଜ୍ ବ୍ରାକେଟକୁ ଇନସର୍ଟ କରନ୍ତୁ
07:58 ଗୋଟିଏ ସେମି-କୋଲୋନକୁ ପ୍ରବେଶ କରିବା ସହିତ Enter ଦାବନ୍ତୁ, ପୁନର୍ବାର Enter ଦାବନ୍ତୁ
08:02 ବର୍ତ୍ତମାନ ଆର୍କଗୁଡିକ ପରେ boundary patcheଗୁଡିକୁ ପ୍ରବେଶ କରନ୍ତୁ
08:06 boundary patcheଗୁଡିକୁ ପ୍ରବେଶ କରିବା ପାଇଁ Simple geometry in OpenFOAM ଉପରେ ଥିବା ଟ୍ୟୁଟୋରିଆଲର ଅନୁସରଣ କରନ୍ତୁ
08:12 boundaryକୁ ପ୍ରବେଶ କରିବା ସହିତ Enter ଦାବନ୍ତୁ
08:15 ଓପନ୍ ବ୍ରାକେଟ୍ ପ୍ରବେଶ କରିବା ସହିତ Enter ଦାବନ୍ତୁ. କ୍ଲୋଜ୍ ବ୍ରାକେଟ୍ ଇନସର୍ଟ କରନ୍ତୁ, ସେମି-କୋଲନ୍, Enter ଦାବନ୍ତୁ
08:21 ପୁନର୍ବାର Enter ଦାବନ୍ତୁ
08:24 ବର୍ତ୍ତମାନ ପରବର୍ତ୍ତୀ ଲାଇନରେ mergePatchPairs ଟାଇପ୍ କରନ୍ତୁ
08:29 ଧ୍ୟାନଦିଅନ୍ତୁ ଯେ ଏଠାରେ P କ୍ୟାପିଟାଲରେ ଅଛି
08:31 Enter ଦାବନ୍ତୁ
08:33 ଗୋଟିଏ ଓପନ୍ ବ୍ରାକେଟ୍ ଇନସର୍ଟ କରିବା ସହିତ Enter ଦାବନ୍ତୁ
08:36 ଯେହେତୁ ମର୍ଜ ହେବା ପାଇଁ କିଛି patches ନାହିଁ ତେଣୁ ଏହାକୁ ଶୁନ୍ୟ ଛାଡିଦେଇପାରିବେ
08:40 ଗୋଟିଏ କ୍ଲୋଜ୍ ବ୍ରାକେଟକୁ ଇନସର୍ଟ କରନ୍ତୁ
08:42 ଗୋଟିଏ ସେମି-କୋଲନକୁ ଇନସର୍ଟ କରିବା ସହିତ Enter ଦାବନ୍ତୁ
08:46 ସ୍ଲାଇଡକୁ ଫେରିଆସନ୍ତୁ
08:49 ସେହିପରି, ଫିଗରରେ ପ୍ରଦର୍ଶିତ ହେବା ଭଳି ଜୋମେଟ୍ରୀର ସମ୍ମୁଖ ଭାଗସ୍ଥିତ ଏକକ ମୋଟେଇରେ ଥିବା ପଏଣ୍ଟଗୁଡିକ ପାଇଁ କୋ-ଅର୍ଡିନେଟଗୁଡିକୁ ପ୍ରବେଶ କରନ୍ତୁ
08:57 ବର୍ତ୍ତମାନ ଗୋଟିଏ କମାଣ୍ଡ ଟର୍ମିନଲକୁ ଖୋଲନ୍ତୁ
09:00 ଆପଣଙ୍କ କ୍ଷେତ୍ରରେ କମାଣ୍ଡ ଟର୍ମିନଲରେ path ଟାଇପ୍ କରନ୍ତୁ
09:04 ମୁଁ flow over cylinderର ଟ୍ୟୁଟୋରିଆଲ୍ କେସ୍ ପାଇଁ pathକୁ ସେଟ୍ କରିସାରିଛି
09:10 terminalରେ ଜୋମେଟ୍ରୀ meshing ପାଇଁ blockMeshକୁ ଟାଇପ୍ କରିବା ସହିତ Enter ଦାବନ୍ତୁ
09:18 Meshing ସମ୍ପୂର୍ଣ୍ଣ ହୋଇଛି
09:20 ବର୍ତ୍ତମାନ, ଟର୍ମିନଲରେ paraFoam ଟାଇପ୍ କରିବା ସହିତ ଜୋମେଟ୍ରୀକୁ ଦେଖିବା ପାଇଁ Enter ଦାବନ୍ତୁ
09:26 ଏହାକୁ କ୍ୟାପଚର୍ ଏରିଆ ପର୍ଯ୍ୟନ୍ତ ଡ୍ରାଗ୍ କରନ୍ତୁ
09:30 ବର୍ତ୍ତମାନ object inspector ମେନୁର ବାମପଟେ ଥିବା Applyରେ କ୍ଲିକ୍ କରନ୍ତୁ
09:36 paraview ୱିଣ୍ଡୋରେ ପ୍ରଦର୍ଶିତ ହେବା ଭଳି ଜୋମେଟ୍ରୀ ସୃଷ୍ଟି ହେବ
09:41 ତଳକୁ Object inspector ମେନୁ ପର୍ଯ୍ୟନ୍ତ ସ୍କ୍ରୋଲ୍ କରନ୍ତୁ
09:44 Mesh ଫିଲ୍ଡ ବକ୍ସକୁ ଚେକ୍ କିମ୍ବା ଅନଚେକ୍ କରନ୍ତୁ
09:49 ଆପଣ ଜୋମେଟ୍ରୀର ବିଭିନ୍ନ କ୍ଷେତ୍ରକୁ ଦେଖିପାରିବେ
09:53 ଆପଣ ଜୋମେଟ୍ରୀର wire frameକୁ ମଧ୍ୟ ଦେଖିପାରିବେ
09:56 active variable control ମେନୁର ଉପରିଭାଗରେ ଥିବା ଡ୍ରପ୍-ଡାଉନ୍ ମେନୁରେ Surfaceକୁ wireframeରେ ପରିବର୍ତ୍ତନ କରନ୍ତୁ
10:05 ଆପଣ ଜୋମେଟ୍ରୀର wireframe modelକୁ ଦେଖିପାରିବେ
10:11 ଏହାକୁ ବନ୍ଦ କରିବା ସହିତ ସ୍ଲାଇଡକୁ ଫେରିଆସନ୍ତୁ
10:16 ଏହି ଟ୍ୟୁଟୋରିଆଲରେ ଆମେ କିପରି ଗୋଟିଏ ବକ୍ରାକାର ଜୋମେଟ୍ରୀ ସୃଷ୍ଟି କରାଯାଏ ଶିଖିଲେ
10:20 OpenFOAMରେ କିପରି ପଏଣ୍ଟଗୁଡିକୁ ପ୍ରବେଶ କରାଯାଏ
10:24 ଏହା ଆମକୁ ଏହି ଟ୍ୟୁଟୋରିଆଲର ସମାପ୍ତିକୁ ଆଣେ
10:28 ଗୋଟିଏ ଆସାଇନମେଣ୍ଟ ଭାବେ-ଗୋଟିଏ ଅର୍ଦ୍ଧ ବୃତ୍ତ ଜୋମେଟ୍ରୀ ଯାହାର ଭିତରର ବ୍ୟାସାର୍ଦ୍ଧ 2 meters ଏବଂ ବାହାରର ବ୍ୟାସାର୍ଦ୍ଧ 4 meters ଅଟେ ସୃଷ୍ଟି କରିବା ସହିତ ଏହି ଜୋମେଟ୍ରୀକୁ paraviewରେ ଦେଖନ୍ତୁ
10:42 ଏହି URLରେ ଉପଲବ୍ଧ ଥିବା ଭିଡିଓକୁ ଦେଖନ୍ତୁ: http://spoken-tutorial.org/What_is_a_Spoken_Tutorial
10:45 ଏହା ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟକୁ ସାରାଂଶିତ କରେ
10:48 ଯଦି ଆପଣଙ୍କର ଭଲ ବ୍ୟାଣ୍ଡୱିଡଥ୍ ନାହିଁ, ଏହାକୁ ଡାଉନଲୋଡ୍ କରିଦେଖିପାରିବେ
10:53 ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ ଟିମ୍:
10:56 ସ୍ପୋକନ୍ ଟ୍ୟୁଟୋରିଆଲ୍ସ ବ୍ୟବହାର କରି କର୍ମଶାଳାମାନ ଚଲାନ୍ତି
10:58 ଅନଲାଇନ୍ ଟେଷ୍ଟ ପାସ୍ କରୁଥିବା ବ୍ୟକ୍ତିମାନଙ୍କୁ ପ୍ରମାଣପତ୍ର ଦିଅନ୍ତି
11:02 ଅଧିକ ବିବରଣୀ ପାଇଁ ଦୟାକରି contact@spoken-tutorial.orgକୁ ଲେଖନ୍ତୁ
11:09 ସ୍ପୋକନ୍ ଟ୍ୟୁଟୋରିଆଲ ପ୍ରୋଜେକ୍ଟ, ଟକ୍ ଟୁ ଏ ଟିଚର୍ ପ୍ରୋଜେକ୍ଟର ଏକ ଅଂଶ
11:13 ଏହା ଭାରତ ସରକାରଙ୍କ MHRDର ICT ମାଧ୍ୟମରେ ରାଷ୍ଟ୍ରୀୟ ସାକ୍ଷରତା ମିଶନ୍ ଦ୍ୱାରା ସମର୍ଥିତ
11:18 ଏହି ମିଶନ୍ ଉପରେ ଅଧିକ ବିବରଣୀ ଏହି ଲିଙ୍କରେ(spoken-tutorial.org/NMEICT-Intro) ଉପଲବ୍ଧ
11:23 ଆଇଆଇଟି ବମ୍ୱେ ତରଫରୁ, ପ୍ରଦୀପ ମହାପାତ୍ରଙ୍କ ସହ ମୁଁ ପ୍ରଭାସ ତ୍ରିପାଠୀ ଆପଣଙ୍କଠାରୁ ବିଦାୟ ନେଉଛି. ଆମ ସହିତ ଜଡ଼ିତ ହୋଇଥିବାରୁ ଧନ୍ୟବାଦ

Contributors and Content Editors

Pradeep