Firefox/C4/Extensions/Oriya
From Script | Spoken-Tutorial
Time | Narration |
00:00 | ବନ୍ଧୁଗଣ, Mozilla Firefoxରେ ଥିବା Extensions ଉପରେ ସ୍ପୋକନ୍ ଟ୍ୟୁଟୋରିଆଲକୁ ସ୍ଵାଗତ |
00:05 | ଏହି ଟ୍ୟୁଟୋରିଆଲରେ ଆମେ Extensions କିମ୍ବା Add-ons, Extensionଗୁଡିକୁ ଇନଷ୍ଟଲ୍ କରିବା, ଗ୍ରହଣୀୟ Extensionଗୁଡିକ ବିଷୟରେ ଶିଖିବା |
00:14 | ଏଠାରେ ଆମେ Ubuntu 10.04 ସହିତ Firefox version 7.0 ବ୍ୟବହାର କରୁଛୁ |
00:20 | Firefox ବ୍ରାଉଜରକୁ ଖୋଲନ୍ତୁ |
00:23 | ଡିଫଲ୍ଟ ଭାବେ yahooର ହୋମ୍ ପେଜ୍ ଖୋଲିବ |
00:27 | Extensions କିମ୍ବା Add-ons କ’ଣ ଅଟେ? |
00:29 | Extensionଗୁଡିକ ଅନୁମତି ଦିଅନ୍ତି: |
00:31 | Firefox ବ୍ରାଉଜରରେ ନୁତନ ଫିଚରଗୁଡିକୁ ସଂଯୁକ୍ତ କରିବା ପାଇଁ |
00:35 | ଉପସ୍ଥିତ ଥିବା ଫିଚରଗୁଡିକୁ ବିକଷିତ କରିବା ପାଇଁ |
00:37 | ଆପଣଙ୍କ ପସନ୍ଦକୁ ସୁହାଇଲା ଭଳି Firefox ବ୍ରାଉଜରକୁ କଷ୍ଟମାଇଜ୍ କରିବା ପାଇଁ |
00:42 | Extensionଗୁଡିକ Firefox ବ୍ରାଉଜରର ଗୋଟିଏ ଅଂଶ ଅଟେ |
00:45 | ଏବଂ ବ୍ରାଉଜରର କ୍ଷମତାକୁ ବିକଶିତ କରିଥାଏ |
00:48 | ଉଦାହରଣସ୍ଵରୂପ, ଆପଣ extensionଗୁଡିକୁ ଇନଷ୍ଟଲ୍ କରିପାରିବେ ଯାହା: |
00:51 | ପପ୍-ଅପ୍ କିମ୍ବା ବିଜ୍ଞାପନଗୁଡିକୁ ବ୍ଲକ୍ କରିବ |
00:54 | ଉତ୍ପାଦଗୁଡିକର ମୂଲ୍ୟକୁ ତୂଳନା କରିଥାଏ ଏବଂ |
00:56 | ଅଦ୍ୟତନ ପାଣିପାଗର ସୂଚନାକୁ ମଧ୍ୟ ପ୍ରଦର୍ଶନ କରିଥାଏ |
01:00 | ଏକ୍ସଟେନଶନ୍ Grab and Dragକୁ ଇନଷ୍ଟଲ୍ କରନ୍ତୁ |
01:03 | ଅନେକ ଉପାୟରେ ୱେବ ପେଜଗୁଡିକରେ ସ୍କ୍ରୋଲ୍ କରିବା ପାଇଁ Grab and Drag ସାହାଯ୍ୟ କରିଥାଏ |
01:07 | ଏହା Adobe Acrobatରେ ଥିବା grab and drag ଫଙ୍କଶନ୍ ଭଳି ସମାନ ଅଟେ |
01:12 | Menu ବାରସ୍ଥିତ Tools ଏବଂ ତା’ପରେ Add-ons ଉପରେ କ୍ଲିକ୍ କରନ୍ତୁ |
01:16 | Add-ons Manager ଟାବ୍ ଖୋଲିଯିବ |
01:20 | ଅନ୍ୟ ଭାବେ, Add-ons Manager ଟାବକୁ ଖୋଲିବା ପାଇଁ Ctrl+Shift+A କୀଗୁଡିକୁ ମଧ୍ୟ ଦାବିପାରିବେ |
01:28 | Add-ons Managerରେ ଥିବା ବାମପଟ ପ୍ୟାନେଲରେ ଉପଲବ୍ଧ ଥିବା ବିକଳ୍ପଗୁଡିକ ପ୍ରଦର୍ଶିତ ହେବ |
01:34 | ଧ୍ୟାନଦିଅନ୍ତୁ ଯେ, ଡିଫଲ୍ଟ ଭାବେ ବିକଳ୍ପ Get Add-ons ଚୟନୀତ ହୋଇଛି |
01:39 | ବାମପଟ ପ୍ୟାନେଲରେ ଚୟନ ହୋଇଥିବା ବିକଳ୍ପର ବିବରଣୀ ଡାହାଣ ପଟ ପ୍ୟାନେଲ୍ ପ୍ରଦର୍ଶନ କରିବ |
01:45 | ତେଣୁ, ଡାହଣପଟ ପ୍ୟାନେଲ୍ Add-onsକୁ ପରିଭାଷିତ କରିବା ସହିତ ଆଡ-ଅନସଗୁଡିକ ସହିତ କିପରି କାର୍ଯ୍ୟ କରିବେ ଦର୍ଶାଇଥାଏ |
01:51 | ଏହା କିଛି Add-ons ତାଲିକା ମଧ୍ୟ ଦେଇଥାଏ ଯାହାକୁ ଆପଣ ଇନଷ୍ଟଲ୍ କରିପାରିବେ |
01:55 | ବର୍ତ୍ତମାନ, ନୁତନ Add-on- Grab and Dragକୁ ଇନଷ୍ଟଲ୍ କରିବା |
01:59 | ପ୍ରଥମେ, ଉପର ଭାଗ କୋଣରେ ଉପସ୍ଥିତ ଥିବା Search ବାରରେ, ଟାଇପ୍ କରନ୍ତୁ: Grab and Drag. Enter ଦାବନ୍ତୁ |
02:08 | ଡାହାଣ ପଟ ପ୍ୟାନେଲରେ, ବର୍ତ୍ତମାନ add-onଗୁଡିକୁ ତାଲିକାଭୁକ୍ତ କରନ୍ତୁ ଯାହା ଖୋଜୁଥିବା ନାମ ସହିତ ଭଲ ଭାବେ ମେଳ ହେଉଥିବ |
02:14 | ଏହା ମଧ୍ୟ ଧ୍ୟାନଦିଅନ୍ତୁ ଯେ ଟାଇଟଲରେ drag ଶବ୍ଦ ଥିବା ସମସ୍ତ ଆଡ-ଅନଗୁଡିକ ପ୍ରଦର୍ଶିତ ହୋଇଛି |
02:20 | ଧ୍ୟାନଦିଅନ୍ତୁ ଯେ ତାଲିକାରେ ଥିବା ପ୍ରଥମ ନାମ,Grab and Drag ଗୋଟିଏ ସଠିକ୍ ମେଳ ଅଟେ |
02:26 | Install ଉପରେ କ୍ଲିକ୍ କରନ୍ତୁ |
02:28 | ଅନେକ ସଫ୍ଟୱେରରେ, କିଛି ଆଡ-ଅନଗୁଡିକରେ end-user license agreements ଥାଇପାରେ |
02:35 | End-User License Agreement ଡାଇଲଗ୍ ବକ୍ସରେ ଥିବା Accept and Install ଉପରେ କ୍ଲିକ୍ କରନ୍ତୁ |
02:41 | Add-onର ଡାଉନଲୋଡିଙ୍ଗ ପ୍ରୋଗ୍ରେସ୍ ବାର୍ ଦୃଶ୍ୟମାନ ହେବ |
02:46 | ତା’ପରେ, ଗୋଟିଏ ବାର୍ତ୍ତା ଯାହା add-on will be installed ପ୍ରଦର୍ଶିତ ହେବ |
02:50 | ଯେତେବେଳେ ଆପଣ Mozilla Firefoxକୁ ରିଷ୍ଟାର୍ଟ କରିବେ |
02:54 | Restart Now ଉପରେ କ୍ଲିକ୍ କରନ୍ତୁ |
02:57 | Firefox ବ୍ରାଉଜର୍ ବନ୍ଦ ହେବ ଏବଂ ପୁନର୍ବାର ଖୋଲିବ |
03:01 | Add-ons Manager ଗୋଟିଏ ନୁତନ ଟାବରେ ଖୋଲିବ |
03:05 | ଧ୍ୟାନଦିଅନ୍ତୁ ଯେ Extensions ଟାବର ଡାହାଣ ପଟ ପ୍ୟାନେଲରେ Grab and Drag ଏକ୍ସଟେନଶନ୍ ପ୍ରଦର୍ଶିତ ହୋଇଛି |
03:11 | ପୂର୍ବ ସୋପାନଗୁଡିକର ଅନୁସରଣ କରିବା ସହିତ ଅନ୍ୟ ଏକ ଏକ୍ସଟେନଶନ୍ Scrap Bookକୁ ଇନଷ୍ଟଲ୍ କରନ୍ତୁ |
03:18 | Scrap Book ୱେବ୍ ପେଜଗୁଡିକୁ ସେଭ୍ ଓ ପରିଚାଳିତ କରିବା ପାଇଁ ଅନୁମତି ପ୍ରଦାନ କରିବ |
03:24 | ଧ୍ୟାନଦିଅନ୍ତୁ ଯେ ଇନଷ୍ଟଲେଶନ୍ ପ୍ରୋଗ୍ରେସ୍ ବାର୍ ଏବଂ Firefoxର ବନ୍ଦ ଓ ରିଷ୍ଟାର୍ଟ ବାର୍ତ୍ତା ଅଲଗା ଭାବେ ପ୍ରଦର୍ଶିତ ହୋଇନାହିଁ |
03:33 | ସେଗୁଡିକ Scrap Book ବାରରେ ପ୍ରଦର୍ଶିତ ହୋଇଛି |
03:36 | Restart Now ଉପରେ କ୍ଲିକ୍ କରନ୍ତୁ |
03:40 | Firefoxରେ Scrap Book ଇନଷ୍ଟଲ୍ ହୋଇଛି |
03:44 | ଏହି ଟ୍ୟୁଟୋରିଆଲକୁ ପଜ୍ କରିବା ସହିତ ଏହି assignmentକୁ କରନ୍ତୁ |
03:48 | Firefox ବ୍ରାଉଜରରେ Add-ons Managerକୁ ଖୋଲନ୍ତୁ |
03:52 | ବିକଳ୍ପ Get Add-onsରେ Featured Add-ons ତାଲିକା ମଧ୍ୟରୁ ଗୋଟିଏ ନୁତନ ଆଡ-ଅନକୁ ଇନଷ୍ଟଲ୍ କରନ୍ତୁ |
03:59 | extensionଗୁଡିକୁ ପରିଚାଳିତ କରିବା ମାନେ ସେଗୁଡିକୁ ଆଡ୍, ଡିଲିଟ୍ କିମ୍ବା ଅପଡେଟ୍ କରିବା |
04:03 | Add-ons Managerରେ ଥିବା |
04:06 | ବିକଳ୍ପ Extensionsକୁ ବ୍ୟବହାର କରି |
04:08 | Firefox ବ୍ରାଉଜରରେ Add-ons Manager ଟାବ୍ ଉପରେ କ୍ଲିକ୍ କରନ୍ତୁ |
04:13 | ବାମପଟ ପ୍ୟାନେଲରେ ଥିବା Extensions ଉପରେ କ୍ଲିକ୍ କରନ୍ତୁ |
04:16 | ରାଇଟ ପ୍ୟାନେଲ୍ ବର୍ତ୍ତମାନ Extensionଗୁଡିକୁ ପ୍ରଦର୍ଶନ କରିବ ଯାହା ଆପଣଙ୍କ କମ୍ପ୍ୟୁଟରରେ ଇନଷ୍ଟଲ୍ ହୋଇଛି |
04:22 | ScrapBook ବିଷୟରେ ଅଧିକ ଜାଣିବା ପାଇଁ, ଏହାକୁ ଚୟନ କରିବା ସହିତ More ଉପରେ କ୍ଲିକ୍ କରନ୍ତୁ |
04:27 | Scrap Book ଉପରେ ସମ୍ପୂର୍ଣ୍ଣ ବିବରଣୀ ପ୍ରଦର୍ଶିତ ହୋଇଛି |
04:31 | Extensionଗୁଡିକ ବିଷୟରେ ଅଧିକ ଜାଣିବା ପାଇଁ ୱେବସାଇଟ୍ ଲିଙ୍କ ଉପରେ କ୍ଲିକ୍ କରନ୍ତୁ |
04:35 | ବର୍ତ୍ତମାନ, ବାମପଟ ପ୍ୟାନେଲରେ ଥିବା ବିକଳ୍ପ Extension ଉପରେ କ୍ଲିକ୍ କରନ୍ତୁ |
04:40 | ଧ୍ୟାନଦିଅନ୍ତୁ ଯେ ପ୍ରତ୍ୟେକ Extension ପାଇଁ ଆପଣ preferencesକୁ ସେଟ୍, disable କରିପାରିବେ କିମ୍ବା ଏହାକୁ ବାହାର କରିପାରିବେ |
04:46 | Grab and Dragକୁ ଚୟନ କରିବା ସହିତ Preferences ଉପରେ କ୍ଲିକ୍ କରନ୍ତୁ |
04:49 | ଏହି ଡାଇଲଗ୍ ବକ୍ସକୁ ବ୍ୟବହାର କରି ଆପଣ preferencesକୁ ସେଟ୍ କରିପାରିବେ |
04:53 | ଡାଇଲଗ୍ ବକ୍ସକୁ ବାହାର କରିବା ପାଇଁ Cancel ଉପରେ କ୍ଲିକ୍ କରନ୍ତୁ |
04:57 | ବର୍ତ୍ତମାନ, Scrap Bookକୁ ଚୟନ କରିବା ସହିତ Preferencesରେ କ୍ଲିକ୍ କରନ୍ତୁ |
05:01 | ଧ୍ୟାନଦିଅନ୍ତୁ ଯେ Scrap Book ବିକଳ୍ପ ଥିବା ଡାଇଲଗ୍ ବକ୍ସ Grab and Drag Preferences ଡାଇଲଗ୍ ବକ୍ସ ଠାରୁ ଭିନ୍ନ ଅଟେ |
05:09 | ତେଣୁ ପ୍ରତ୍ୟେକ Extensionର ବିଭିନ୍ନ ସେଟିଙ୍ଗଗୁଡିକ ଅଛି ଯାହାକୁ ପରିବର୍ତ୍ତନ କରାଯାଇପାରିବ |
05:13 | ଯଦି ଗୋଟିଏ Extension ପାଇଁ Preferences ବଟନ୍ ଦୃଶ୍ୟମାନ ହେଉନାହିଁ, |
05:17 | ତେବେ ଏହା ସୂଚିତ କରୁଛି ଯେ ଏହା ପାଇଁ preferences ନାହିଁ |
05:21 | ScrapBook Options ଡାଇଲଗ୍ ବକ୍ସରୁ ବାହାର ହେବା ପାଇଁ Close ଉପରେ କ୍ଲିକ୍ କରନ୍ତୁ |
05:26 | ଅନ୍ୟ ସଫ୍ଟୱେରଗୁଡିକ ଭଳି ଆଡ-ଅନଗୁଡିକ ମଧ୍ୟ ନିୟମିତ ଅଦ୍ୟତନ ହୋଇଥା’ନ୍ତି |
05:31 | Scrap Bookକୁ ଅଦ୍ୟତନ କରିବା ପାଇଁ, ଏହାକୁ ଚୟନ କରନ୍ତୁ, ରାଇଟ୍ କ୍ଲିକ୍ କରିବା ସହିତ Find Updates ଉପରେ କ୍ଲିକ୍ କରନ୍ତୁ |
05:37 | ଯଦି Updateଗୁଡିକ ପ୍ରାପ୍ତ ହୁଏ ତେବେ Update ବଟନ୍ ଦୃଶ୍ୟମାନ ହେବ |
05:42 | ଆଡ-ଅନକୁ ଅଦ୍ୟତନ କରିବା ପାଇଁ ଏହା ଉପରେ କ୍ଲିକ୍ କରନ୍ତୁ |
05:47 | ଯେହେତୁ Scrap Book ପାଇଁ କିଛି ବି ଅଦ୍ୟତନ ନାହିଁ, Update ବଟନ୍ ଦୃଶ୍ୟମାନ ହେବ ନାହିଁ |
05:51 | ଶେଷରେ, ଯଦି ଆପଣ ଗୋଟିଏ Extensionକୁ ବ୍ୟବହାର କରିବାକୁ ଚାହାଁନ୍ତି ନାହିଁ ତେବେ Disable ବଟନରେ କ୍ଲିକ୍ କରନ୍ତୁ |
05:58 | ଏବଂ ଆପଣଙ୍କ କମ୍ପ୍ୟୁଟରରୁ ଗୋଟିଏ Extensionକୁ ବାହାର କରିବା ପାଇଁ Removeରେ କ୍ଲିକ୍ କରନ୍ତୁ |
06:03 | ଆମେ Extensions ବିଷୟରେ ସମସ୍ତ ଶିଖିଲେ! |
06:06 | ବର୍ତ୍ତମାନ ଆପଣ Firefoxରେ ଅନେକ ଫଙ୍କଶନାଲିଟୀଗୁଡିକୁ ସଂଯୁକ୍ତ କରିବା ସହିତ ଟାସ୍କଗୁଡିକୁ ସୃଙ୍ଖଳିତ ଭାବେ ରଖିବା ପାଇଁ Extensionଗୁଡିକୁ ବ୍ୟବହାର କରିପାରିବେ |
06:13 | ଆପଣ ଅନେକ ସଂଖ୍ୟକ Add-ons ବିଷୟରେ ଶିଖିବା ପାଇଁ ବିକଳ୍ପ Get Add-onsକୁ ବ୍ୟବହାର କରିପାରିବେ |
06:18 | ତେବେ ଆପଣଙ୍କ ପାଇଁ ଅଧିକ ପ୍ରଯୁଜ୍ୟ କିମ୍ବା ଦରକାରୀ Add-onଗୁଡିକୁ ଚୟନ କରିବା ସହିତ ଇନଷ୍ଟଲ୍ କରିପାରିବେ |
06:24 | Firefox Extensions ବିଷୟରେ ଅଧିକ ଜାଣିବା ପାଇଁ ଦୟାକରି Firefox ୱେବସାଇଟକୁ ଯା’ନ୍ତୁ |
06:31 | ଏହା ଆମକୁ ଏହି ଟ୍ୟୁଟୋରିଆଲର ସମାପ୍ତିକୁ ଆଣେ |
06:34 | ଏହି ଟ୍ୟୁଟୋରିଆଲରେ ଆମେ ଶିଖିଲେ: Extensions, Installing Extensions, Recommended Extensions |
06:42 | ଏଠାରେ ଆପଣଙ୍କ ପାଇଁ ଗୋଟିଏ ଆସାଇନମେଣ୍ଟ ଅଛି |
06:45 | ଏକ୍ସଟେନଶନ୍ WebMail Notifier ପାଇଁ ସର୍ଚ କରନ୍ତୁ ଏବଂ |
06:49 | ଏହାକୁ ଆପଣଙ୍କ କମ୍ପ୍ୟୁଟରରେ ଇନଷ୍ଟଲ୍ କରନ୍ତୁ |
06:52 | ଏହି ଏକ୍ସଟେନଶନର ଫିଚରଗୁଡିକୁ ପ୍ରାପ୍ତ କରନ୍ତୁ ଏବଂ ନିଜ ମେଲ୍ ଆକାଉଣ୍ଟରେ ପାଠ ହୋଇନଥିବା ମେଲଗୁଡିକୁ ପଢିବା ପାଇଁ ଆପଣ ସେମାନଙ୍କୁ କିପରି ବ୍ୟବହାର କରିବେ ଜାଣନ୍ତୁ |
07:01 | ଏକ୍ସଟେନଶନକୁ ନିଷ୍କ୍ରିୟ କରନ୍ତୁ |
07:03 | ତା’ପରେ ଏହାକୁ Firefoxରୁ ବାହାର କରିଦିଅନ୍ତୁ |
07:07 | ନିମ୍ନ ଲିଙ୍କରେ ଉପଲବ୍ଧ ଥିବା ଭିଡିଓକୁ ଦେଖନ୍ତୁ, http://spoken-tutorial.org/What_is_a_Spoken_Tutorial |
07:10 | ଏହା ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟକୁ ସାରାଂଶିତ କରେ |
07:13 | ଯଦି ଆପଣଙ୍କର ଭଲ ବ୍ୟାଣ୍ଡୱିଡଥ୍ ନାହିଁ, ଏହାକୁ ଡାଉନଲୋଡ୍ କରିଦେଖିପାରିବେ |
07:18 | ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ ଟିମ୍: |
07:19 | ସ୍ପୋକନ୍ ଟ୍ୟୁଟୋରିଆଲ୍ସ ବ୍ୟବହାର କରି କର୍ମଶାଳାମାନ ଚଲାନ୍ତି |
07:23 | ଅନଲାଇନ୍ ଟେଷ୍ଟ ପାସ୍ କରୁଥିବା ବ୍ୟକ୍ତିମାନଙ୍କୁ ପ୍ରମାଣପତ୍ର ଦିଅନ୍ତି |
07:27 | ଅଧିକ ବିବରଣୀ ପାଇଁ ଦୟାକରି contact@spoken-tutorial.orgକୁ ଲେଖନ୍ତୁ |
07:33 | ସ୍ପୋକନ୍ ଟ୍ୟୁଟୋରିଆଲ ପ୍ରୋଜେକ୍ଟ, ଟକ୍ ଟୁ ଏ ଟିଚର୍ ପ୍ରୋଜେକ୍ଟର ଏକ ଅଂଶ |
07:37 | ଏହା ଭାରତ ସରକାରଙ୍କ MHRDର ICT ମାଧ୍ୟମରେ ରାଷ୍ଟ୍ରୀୟ ସାକ୍ଷରତା ମିଶନ୍ ଦ୍ୱାରା ସମର୍ଥିତ |
07:45 | ଏହି ମିଶନ୍ ଉପରେ ଅଧିକ ବିବରଣୀ ନିମ୍ନ ଲିଙ୍କ |
07:48 | ସ୍ପୋକନ୍ ହାଇଫେନ୍ ଟ୍ୟୁଟୋରିଆଲ୍ ଡଟ୍ ଓଆରଜି ସ୍ଲାଶ୍ NMEICT ହାଇଫେନ୍ ଇଣ୍ଟ୍ରୋରେ ଉପଲବ୍ଧ |
08:00 | ଆଇଆଇଟି ବମ୍ୱେ ତରଫରୁ, ପ୍ରଦୀପ ମହାପାତ୍ରଙ୍କ ସହ ମୁଁ ପ୍ରଭାସ ତ୍ରିପାଠୀ ଆପଣଙ୍କଠାରୁ ବିଦାୟ ନେଉଛି. ଆମ ସହିତ ଜଡ଼ିତ ହୋଇଥିବାରୁ ଧନ୍ୟବାଦ |