LaTeX/C2/Beamer/Oriya
From Script | Spoken-Tutorial
Time | Narration |
00:00 | ବନ୍ଧୁଗଣ, presentation using Latex and Beamer ଉପରେ ଥିବା ସ୍ପୋକନ୍ ଟ୍ୟୁଟୋରିଆଲକୁ ସ୍ଵାଗତ |
00:08 | ପ୍ରଥମେ ସ୍କ୍ରୀନ୍ ଉପରେ ଥିବା ବ୍ୟବସ୍ଥାଗୁଡିକୁ ବର୍ଣ୍ଣନା କରନ୍ତୁ |
00:14 | ଏଠାରେ ସୋର୍ସ ଫାଇଲ୍ ଅଛି, pdflatex କମାଣ୍ଡ ବ୍ୟବହାର କରି କମ୍ପାଇଲେଶନ୍ କାର୍ଯ୍ୟ କରନ୍ତୁ |
00:21 | ଏବଂ ଏଠାରେ ଏହି କୋଣରେ ପରିଣାମ ଆଉଟପୁଟକୁ ଦେଖାଯାଇପାରିବ |
00:28 | ପ୍ରଥମେ ଏହାକୁ ଦେଖନ୍ତୁ, ଏଠାକୁ ଅତି ଶୀଘ୍ର ଫେରିଆସିବା |
00:33 | ପ୍ରଥମେ ଏହାକୁ କରନ୍ତୁ. begin frame, end frame, title page, ଏହି ସୋର୍ସରୁ ଆସିଥିବା ପ୍ରଥମ ସ୍ଲାଇଡ୍ ଏଠାରେ ଅଛି |
00:45 | ଏବଂ ଟାଇଟଲ୍ ପେଜକୁ, title, author and date ଭାବେ ପରିଭାଷିତ କରାଯାଇଛି |
00:55 | ବ୍ୟବହୃତ ହେଉଥିବା document class ହେଉଛି, beamer. ଏହିଠାରୁ ଡକୁମେଣ୍ଟକୁ ଆରମ୍ଭ କରାଯାଇଅଛି |
01:01 | ଠିକ୍ ଅଛି, ଏହା ପ୍ରଥମ ସ୍ଲାଇଡ୍ ଅଟେ. ଚାଲନ୍ତୁ ଦ୍ଵିତୀୟକୁ ଯିବା. ଏହା outline ଅଟେ. ଏହା କିପରି ସୃଷ୍ଟି ହୋଇଛି? |
01:13 | Begin frame, end frame, ଗୋଟିଏ ସ୍ଲାଇଡକୁ ପରିଭାଷିତ କରେ. Frame title, outline ଅଟେ. ଏହା ଏଠାରେ ଆସିବ |
01:20 | ତା’ପରେ ନର୍ମାଲ୍ ଆଇଟମାଇଜଡ କମାଣ୍ଡକୁ ବ୍ୟବହାର କରନ୍ତୁ. ଚାଲନ୍ତୁ ତୃତୀୟ ସ୍ଲାଇଡକୁ ଯିବା |
01:28 | ଏହି ସ୍ଲାଇଡ୍ Latex ଉପରେ ଥିବା ଅନ୍ୟ ସ୍ପୋକନ୍ ଟ୍ୟୁଟୋରିଆଲଗୁଡିକ ବିଷୟରେ ବର୍ଣ୍ଣନା କରେ. Latex ଉପରେ ଅନେକ ଟ୍ୟୁଟୋରିଆଲଗୁଡିକ ଉପଲବ୍ଧ ଅଛି |
01:36 | ଯଦି ଆପଣ latexକୁ ବ୍ୟବହାର କରିବାରେ ଅସହଜ ଅନୁଭବ କରନ୍ତି, ତେବେ ସେଗୁଡିକୁ ଦେଖିବା ପାଇଁ ଆମେ ପରାମର୍ଶ ଦେଉଛୁ |
01:43 | ସେଗୁଡିକରେ, latexର ବ୍ୟବହାର, Windowsରେ latexକୁ କିପରି install ଓ run କରିବେ, ବର୍ଣ୍ଣନା କରାଯାଇଛି |
01:50 | ଏବଂ ଏହି ସମସ୍ତ ପାଇଁ fosse dot inରୁ ଅଧିକ ପରମାନେଣ୍ଟ ଲିଙ୍କଗୁଡିକୁ ଦେବା ପାଇଁ ଆମେ ଆଶା କରୁଛୁ |
01:58 | ତେଣୁ, ଏହି ସ୍ଲାଇଡ୍ ପାଇଁ ଏହା ସୋର୍ସ ଅଟେ |
02:10 | ଆପଣ ଦେଖିପାରୁଥିବେ ଯେ ଆମେ ଏହି ଡକୁମେଣ୍ଟର ଶେଷକୁ ଆସିଯାଇଛେ |
02:15 | ବର୍ତ୍ତମାନ beamer ପ୍ରଦାନ କରୁଥିବା ଅନ୍ୟ ଅନେକ ଫିଚରଗୁଡିକ ସହିତ ଏହି ଡକୁମେଣ୍ଟକୁ କିପରି ସୁଶୋଭିତ କରିପାରିବେ, ମୁଁ ତାହା ପ୍ରଦର୍ଶନ କରିବି |
02:22 | ଚାଲନ୍ତୁ ଆରମ୍ଭକୁ ଯିବା. ଏହି ଫାଇଲର ଉପରକୁ ଯା’ନ୍ତୁ. ବର୍ତ୍ତମାନ ଏଥି ମଧ୍ୟରେ ଆପଣ ଚାହୁଁଥିବା ପରିବର୍ତ୍ତନ, ରୂପାନ୍ତରସବୁକୁ |
02:31 | ଏହିଠାରେ ସମ୍ପାଦନ କରନ୍ତୁ. ଏକ ସମୟରେ ଗୋଟିଏକୁ ସଂଯୋଗ କରନ୍ତୁ ଏବଂ ତା’ପରେ ବର୍ଣ୍ଣନା କରନ୍ତୁ |
02:39 | ଏହି କମାଣ୍ଡ beamer theme splitକୁ ଯୋଗ କରିବା ଦ୍ଵାରା କ’ଣ ହେଉଛି, ଚାଲନ୍ତୁ ଦେଖିବା |
02:47 | ଏହାକୁ cut କରନ୍ତୁ, ଏଠାକୁ ଫେରିଆସନ୍ତୁ, pdflatex beamer କୁ ସେଭ୍ ଏବଂ ତା’ପରେ କମ୍ପାଇଲ୍ କରନ୍ତୁ |
03:02 | ଆଗକୁ ଚାଲନ୍ତୁ ଏହା ଉପରେ କ୍ଲିକ୍ କରନ୍ତୁ. ତେଣୁ ଦେଖନ୍ତୁ ଯେ ଏହା, ଏହି ବ୍ୟାନରକୁ ଏଠାରେ ଓ କିଛି ବ୍ୟାନରକୁ ସେଠାରେ ସୃଷ୍ଟି କରିଛି |
03:12 | ଏଠାରେ ମଧ୍ୟ. ଠିକ୍ ଅଛି. ତା’ପରେ ଏଠାକୁ ଆସନ୍ତୁ ଏବଂ ଏହି ପ୍ୟାକେଜକୁ ବ୍ୟବହାର କରନ୍ତୁ |
03:23 | ଏହାକୁ ଯୋଗ କରନ୍ତୁ – beamer theme shadow. ଏହାକୁ cut କରି, ଏଠାରେ paste କରନ୍ତୁ. ଏହି ସମସ୍ତ document କମାଣ୍ଡ ଉପରେ ପେଷ୍ଟ ହୋଇଯାଇଛି |
03:38 | ଏହାକୁ କମ୍ପାଇଲ୍ କରନ୍ତୁ. ଠିକ୍ ଅଛି, ଏହା ଉପରେ କ୍ଲିକ୍ କରିବା ଦ୍ଵାରା କ’ଣ ହେଉଛି ଚାଲନ୍ତୁ ଦେଖିବା. ଏହା ବଡ ହେଉଛି |
03:49 | ଏଠାରେ କଲର୍ ପରିବର୍ତ୍ତନ ହେଉଥିବାର ଆପଣ ଦେଖିପାରୁଥିବେ. ଏହା beamer theme shadow କମାଣ୍ଡ ଦ୍ଵାରା ସମ୍ପାଦନ କରାଯାଉଛି |
04:00 | ଏହି ଭଳି ଅନେକ ପ୍ୟାକେଜଗୁଡିକ ଅଛନ୍ତି. ବର୍ତ୍ତମାନ ଅନ୍ୟ କିଛି ଫିଚରଗୁଡିକର ପ୍ରଦର୍ଶନ ହେବ |
04:06 | ଏହି ପରିଚୟର ଗୋଟିଏ ଅଂଶ ଭାବେ ଭବିଷ୍ୟତରେ ପଢିବା ପାଇଁ ରେଫରେନ୍ସଗୁଡିକୁ ପ୍ରଦାନ କରାଯାଇଛି, References for further reading ଭାବେ ଏଠାରେ ପ୍ରଦାନ କରାଯାଇଛି |
04:17 | ଏହି ଟକର ଆଉଟଲାଇନ୍ ନିମ୍ନରେ ପ୍ରଦାନ କରାଯାଇଛି. title page, author name, color, logo ପ୍ରଭୃତି ଉପରେ କିଛି ସମୟ ଅତିବାହିତ ହେବ |
04:25 | Minimal animation ଯାହା ଆପଣଙ୍କ ଟକକୁ ପ୍ରେଜେଣ୍ଟ କରିବା ପାଇଁ ବ୍ୟବହାର କରିପାରିବେ, ଯେପରି Two column format, Figures and Tables, Equations, Verbatim ଏବଂ ଏହିପରି ଅନେକ |
04:36 | ଠିକ୍ ଅଛି, ଆରମ୍ଭକୁ ଫେରିଆସନ୍ତୁ. ପରବର୍ତ୍ତି ହେଉଛି logo. ଏହିଠାରୁ ଲୋଗୋକୁ cut ଓ paste କରନ୍ତୁ |
04:49 | ଏହାକୁ ମଧ୍ୟ କମାଣ୍ଡ begin document ଉପରେ ପେଷ୍ଟ କରନ୍ତୁ. ଏହି ଲୋଗୋ କିପରି ଦେଖାଯାଉଛି, ଚାଲନ୍ତୁ ଦେଖିବା |
04:59 | ଏହାକୁ open iitb logo.pdf ଦ୍ଵାରା ଦେଖନ୍ତୁ. ଏଠାରେ ଏହାକୁ ସମାନ ନାମ ପ୍ରଦାନ କରନ୍ତୁ |
05:08 | ଯେତେବେଳେ ଏହାକୁ ଖୋଲିବେ, ଆପଣ ଦେଖିପାରିବେ ଯେ ଏହା ସେହି ଇମେଜ୍ ଫାଇଲ୍ ଅଟେ ଯାହା ବିଷୟରେ କୁହାଯାଉଥିଲା |
05:15 | 1 cm ଉଚ୍ଚତା ବିଶିଷ୍ଟ ଏହି logo କମାଣ୍ଡକୁ ସଂଯୋଗ କରନ୍ତୁ. ଏହା, ଏହି କୋଣରେ ସ୍ଥାପିତ ହେବ |
05:24 | ତେଣୁ ଏହା କିପରି ଦେଖାଯାଏ, ଚାଲନ୍ତୁ ଦେଖିବା. ଏହାକୁ କ୍ଲିକ୍ କରନ୍ତୁ. iitb logo ଆସିଯାଇଥିବାର ଆପଣ ଦେଖିପାରିବେ |
05:35 | ବର୍ତ୍ତମାନ ଏବେଠାରୁ ଏହା ପ୍ରତ୍ୟେକ ପେଜରେ ଦେଖାଦେବ |
05:42 | ତା’ପରେ, ଏହି କମାଣ୍ଡକୁ ଯୋଗ କରନ୍ତୁ. ପ୍ରେଜେଣ୍ଟେଶନ୍ ପାଇଁ, ବେଳେବେଳେ ସମସ୍ତ ଅକ୍ଷରକୁ ବୋଲ୍ଡ କରିବା ପାଇଁ ଏହା ଉପକାରୀ ହୋଇଥାଏ |
05:55 | ତେଣୁ ପ୍ରଦର୍ଶନ ପାଇଁ ଏହି cut, pasteକୁ ଯୋଗ କରନ୍ତୁ |
06:08 | ପ୍ରକୃତରେ, ଏହାକୁ, begin document କମାଣ୍ଡ ପରେ ଯୋଗ କରିବାକୁ ହେବ |
06:15 | ଏହାକୁ ସେଭ୍ କରନ୍ତୁ. ଏହାକୁ କମ୍ପାଇଲ୍ କରନ୍ତୁ. ଠିକ୍ ଅଛି, ବର୍ତ୍ତମାନ ଏହାକୁ ଦେଖନ୍ତୁ. ଯେତେବେଳେ ଏହା ଉପରେ କ୍ଲିକ୍ କରିବେ ସମସ୍ତ ଅକ୍ଷର ବୋଲ୍ଡ ହୋଇଯିବ |
06:28 | ଏହା ବୋଲ୍ଡ ହୋଇଯାଇଥିବାର ଆପଣ ଦେଖିପାରିବେ |
06:37 | ତା’ପରେ ବର୍ତ୍ତମାନ ଏଠାରେ ଲେଖାକୁ ଉନ୍ନତ କରନ୍ତୁ |
06:43 | ଉଦାହରଣସ୍ଵରୂପ, ଏହା ଏଠାରେ ଅନେକ ଜିନିଷ ଭର୍ତ୍ତି କରିବାକୁ ଚେଷ୍ଟା କରିବ. ଏଠାରେ title ପ୍ରଦର୍ଶନ ହେବ ଏବଂ ଏଠାରେ ଅଥରଙ୍କର ସୁଚନା ଆସିବ କିନ୍ତୁ ଅନେକ ସୁଚନା ଆସିଯାଉଛି |
06:54 | ବେଳେବେଳେ ଏଠାରେ ଛୋଟ ଟାଇଟଲ୍ ପାଇଁ ଇଚ୍ଛା କରିପାରନ୍ତି. ଉଦାହରଣସ୍ଵରୂପ ଏହି ସ୍ଥାନ ପର୍ଯ୍ୟାପ୍ତ ହୋଇନ’ପାରେ |
07:02 | ତେବେ ଏହାକୁ ବ୍ୟବହାର କରି ସମାଧାନ କରନ୍ତୁ |
07:07 | ଉଦାହରଣସ୍ଵରୂପ, ଏହା ସାମ୍ପ୍ରତିକ ଟାଇଟଲ୍ ଅଟେ |
07:13 | ଏହାକୁ କଟ୍ କରନ୍ତୁ. ଏହା କମାଣ୍ଡ title ପରେ, ଟାଇଟଲ୍ କମାଣ୍ଡ ଓ ପ୍ରକୃତ ଟାଇଟଲ୍ ମଧ୍ୟରେ ଆସିବା କଥା |
07:29 | ତେଣୁ ଏହାକୁ ଏଠାରେ ପେଷ୍ଟ କରନ୍ତୁ. ଆପଣ ଦେଖିପାରିବେ ଯେ ବର୍ତ୍ତମାନ ଯାହା ପେଷ୍ଟ କରାଯାଇଛି ତାହା square ବ୍ରାକେଟ୍ ମଧ୍ୟରେ ରହିବ |
07:36 | ତେଣୁ ଏହାକୁ save କରିବା ସହିତ Run କରନ୍ତୁ |
07:46 | ମୁଁ କଲା ଭଳି ଏହାକୁ କ୍ଲିକ୍ କରନ୍ତୁ. କ୍ଲିକ୍ କରିବା ଦ୍ଵାରା ଏହି ଅଂଶରେ କ’ଣ ପରିବର୍ତ୍ତନ ହେଉଛି ଚାଲନ୍ତୁ ଦେଖିବା |
07:51 | ବର୍ତ୍ତମାନ ଟାଇଟଲ୍ ପରିବର୍ତ୍ତନ ହୋଇଯାଇଥିବାର ଲକ୍ଷ୍ୟ କରନ୍ତୁ. ମୁଁ କେବଳ ନିମ୍ନ ଅଂଶକୁ ରଖିଛି କାରଣ Presentation using LaTeX and Beamerକୁ ହିଁ square ବ୍ରାକେଟ୍ ମଧ୍ୟରେ ପ୍ରଦାନ କରାଯାଇଛି |
08:03 | ତା’ପରେ h-space ଅଧ cm ବୋଲି କୁହାଯାଇଛି. ଏଠାରେ ସ୍ପେସ୍ ପ୍ରଦାନ କରନ୍ତୁ. ଏବଂ ତା’ପରେ ଏଠାରେ ପେଜର ସଂଖ୍ୟା ପ୍ରଦାନ କରାଯାଇଛି |
08:12 | ଏଠାରେ ଏହା 1 by 3 ପ୍ରଦର୍ଶନ କରୁଛି. ତା’ପରେ 2 by 3, 3 by 3 ଏବଂ ଏହି ପରି ପ୍ରଦର୍ଶନ ହେଉଛି |
08:21 | insert frame number divided by insert total frame numberକୁ ବ୍ୟବହାର କରି ଏହାକୁ ହାସଲ କରାଯାଇଛି |
08:28 | ବର୍ତ୍ତମାନ, author ପାଇଁ ସମାନ କାର୍ଯ୍ୟ କରନ୍ତୁ. ତେଣୁ ଏଠାକୁ ଆସନ୍ତୁ |
08:37 | ଏହାକୁ କଟ୍ କରନ୍ତୁ. ଏବଂ ଅଥର୍ ପରେ ଏହା ଆସିବ |
08:49 | ଏହାକୁ ସେଭ୍ କରିବା ସହିତ କମ୍ପାଇଲ୍ କରନ୍ତୁ. ଏହାକୁ କ୍ଲିକ୍ କରନ୍ତୁ |
08:56 | ଆପଣ ଦେଖିପାରିବେ ଯେ Kannan Moudgalya ଆସିଛନ୍ତି. ଏହାକୁ square ବ୍ରାକେଟ୍ ମଧ୍ୟରେ ପ୍ରଦାନ କରାଯାଇଛି. ବର୍ତ୍ତମାନ ଏହା ପ୍ରତ୍ୟେକ ପେଜରେ ପ୍ରଦର୍ଶିତ ହେବ |
09:05 | ଚାଲନ୍ତୁ ପରବର୍ତ୍ତି ଅଧ୍ୟାୟକୁ ଯିବା. ଏହା ସମୀକରଣଗୁଡିକର ସଂଯୋଗ ଅଟେ |
09:19 | ସମଗ୍ର ଜିନିଷ ଗୋଟିଏ frame ଆକାରରେ ପ୍ରାପ୍ତ ହେବ –ଗୋଟିଏ ସମ୍ପୂର୍ଣ୍ଣ ଫ୍ରେମ୍ |
09:24 | ତେଣୁ ସମଗ୍ର ଜିନିଷକୁ କଟ୍ କରନ୍ତୁ |
09:30 | ଏଠାକୁ ଫେରିଆସନ୍ତୁ, ଏହି ଡକୁମେଣ୍ଟର ନିମ୍ନଭାଗକୁ ଯା’ନ୍ତୁ. ଏହାକୁ Save କରନ୍ତୁ |
09:38 | ତେଣୁ, ଗୋଟିଏ ନୁତନ ସ୍ଲାଇଡ୍ ସୃଷ୍ଟି କରାଯାଇଛି. ଏହା କିପରି ଦେଖାଯାଉଛି ଚାଲନ୍ତୁ ଦେଖିବା |
09:45 | ତେଣୁ ଫ୍ରେମ୍ ଏହିଠାରୁ ଆରମ୍ଭ ହୋଇଛି |
09:51 | ଏହାକୁ କମ୍ପାଇଲ୍ କରନ୍ତୁ. ବର୍ତ୍ତମାନ ଏଠାରେ ଚାରୋଟି ପେଜ୍ ଥିବାର ଦେଖିବାକୁ ପାଇବେ. ତେଣୁ ଏହା three ବୋଲି କହିବ, ଏହା ଉପରେ ଯଦି ଥରେ କ୍ଲିକ୍ କରିବେ, ଏହା 4 ହୋଇଯିବ |
10:07 | ତେଣୁ ଏହା ସମୀକରଣଗୁଡିକୁ ଧାରଣ କରିଥିବା ସ୍ଲାଇଡ୍ ଅଟେ. ଏହି ସମୀକରଣଗୁଡିକୁ କିପରି ଲେଖାଯାଏ, ମୁଁ ବର୍ଣ୍ଣନା କରିବି ନାହିଁ |
10:15 | ଏଗୁଡିକୁ ସ୍ପୋକନ୍ ଟ୍ୟୁଟୋରିଆଲଗୁଡିକରେ ବର୍ଣ୍ଣନା କରାଯାଇଛି ଯାହାକୁ ପୂର୍ବେ creating equations ଉପରେ ସୃଷ୍ଟି କରାଯାଇଛି |
10:21 | କରାଯାଇ ଥିବା ସମସ୍ତ କାର୍ଯ୍ୟ ହେଉଛି ଯେ ସେହି latex ଡକୁମେଣ୍ଟକୁ ଯା’ନ୍ତୁ, ଏହାକୁ ଏଠାରେ cut ଓ paste କରନ୍ତୁ, ବାସ୍ ଏତିକି |
10:28 | ଏବଂ..ନିଶ୍ଚିତରୂପେ ସମୀକରଣର ସଂଖ୍ୟାଗୁଡିକୁ ବାହାର କରିଦିଅନ୍ତୁ. ଗୋଟିଏ ସ୍ଲାଇଡରେ ସମୀକରଣକୁ ସଂଖ୍ୟା ଦେବାରେ କିଛି ମାନେ ନ’ଥାଏ |
10:36 | ଅନ୍ୟପକ୍ଷେ, ଏହି ସମୟରେ କଲର୍ ଦ୍ଵାରା ହାଇଲାଇଟ୍ କରିବା ଦ୍ଵାରା ଏହା ଉପକାରୀ ହୋଇପାରେ |
10:44 | ଉଦାହରଣସ୍ଵରୂପ-ଯଦି ଏହାକୁ ବ୍ଲୁରେ ପରିବର୍ତ୍ତନ କରିବାକୁ ଚାହାଁନ୍ତି, ନିମ୍ନଲିଖିତ କରନ୍ତୁ. ଏଠାକୁ ଆସନ୍ତୁ |
10:54 | କମାଣ୍ଡ ହେଉଛି –color, blue- ଏବଂ ତା’ପରେ ଏହାକୁ ବନ୍ଦ କରନ୍ତୁ |
11:05 | ଏହାକୁ ସେଭ୍ କରିବା ସହ କମ୍ପାଇଲ୍ କରନ୍ତୁ. ଏବଂ ଏହାକୁ କ୍ଲିକ୍ କରନ୍ତୁ. ଏହା ବ୍ଲୁ ହୋଇଯିବ, ଆପଣ ଦେଖିପାରିବେ |
11:16 | ତେଣୁ ଗୋଟିଏ ସମୀକରଣକୁ ଏକ ସଂଖ୍ୟା ସାହାଯ୍ୟରେ ରେଫର୍ କରିବାକୁ ଚାହିଁବେ ନାହିଁ କିନ୍ତୁ ବ୍ଲୁରେ ସମୀକରଣକୁ ଦେଖିବା ପାଇଁ କହିପାରନ୍ତି କିମ୍ବା ସେହି mass balance ସମୀକରଣକୁ ଦେଖିବା ପାଇଁ କହିପାରନ୍ତି ଏବଂ ଏହିପରି |
11:29 | ଏହାକୁ ରେଫର୍ କରିବା ପାଇଁ କିଛିର ସାହାଯ୍ୟ ନେବାକୁ ଚାହିଁପାରନ୍ତି ଯାହାକୁ ଲୋକମାନେ କଥାରେ କଥାରେ ମନେ ରଖିପାରିବେ |
11:35 | ତା’ପରେ ବର୍ତ୍ତମାନ କାମ ହେଉଛି animationକୁ ସଂଯୋଗ କରିବା |
11:50 | ଯାହା ସୁଚନାକୁ କନସେପ୍ଟ ଅନୁସାରେ ଉପସ୍ଥାପନ କରିବାରେ ସାହାଯ୍ୟକାରୀ ହେବ |
11:58 | ତେଣୁ ଏହାକୁ କଟ୍ କରି, ଏଠାରେ ପେଷ୍ଟ କରନ୍ତୁ. ଏହା କିପରି ଦେଖାଯାଉଛି ଚାଲନ୍ତୁ ଦେଖିବା |
12:08 | ପ୍ରଥମେ ଏହାକୁ କମ୍ପାଇଲ୍ କରନ୍ତୁ ଏବଂ କ’ଣ ହେଉଛି, ଦେଖନ୍ତୁ |
12:17 | ଏହା letter writing ଉପରେ ଥିବା ସ୍ପୋକନ୍ ଟ୍ୟୁଟୋରିଆଲରୁ ଆସିଛି. ଏହି ସୁଚନା ସେଠାରେ ମଧ୍ୟ ଅଛି |
12:21 | ପାର୍ଥକ୍ୟ କେବଳ ଏତିକି ଯେ ବର୍ତ୍ତମାନ ଏହାକୁ begin enumerate ଓ end enumerate ମଧ୍ୟରେ କରାଯାଇଛି, ଏହାକୁ item plus minus alertରେ ରଖନ୍ତୁ |
12:33 | ଏହା କ’ଣ କରୁଛି ଦେଖନ୍ତୁ. ଦେଖନ୍ତୁ ଏଠାରେ pause ନାମକ ଗୋଟିଏ କମାଣ୍ଡକୁ ରଖାଯାଇଛି, ତେଣୁ ଯେଉଁ ମୁହୁର୍ତ୍ତରେ ଗୋଟିଏ pause କମାଣ୍ଡକୁ ରଖିବେ, ଏହା ସେହିଠାରେ ରହିଯିବ, ବର୍ତ୍ତମାନ begin enumerate ଆରମ୍ଭ ହେବ |
12:45 | ତେଣୁ, ଆଗକୁ ଚାଲନ୍ତୁ. Page-downକୁ ଦାବନ୍ତୁ. Next page, next page, next page |
12:53 | ଯେତେବେଳେ ତଳକୁ ତଳକୁ ଯିବେ, ଅଦ୍ୟତମ ସୁଚନାକୁ ରେଡରେ ଦେଖିବାକୁ ପାଇବେ, ଅନ୍ୟ ସମସ୍ତେ ଡିଫଲ୍ଟ କଲର୍ ବ୍ଲାକରେ ରହିଥିବେ. ଡକୁମେଣ୍ଟର ସମାପ୍ତିକୁ ଆସିଛେ |
13:05 | ତେଣୁ, ଏହା ଆନିମେଶନ୍ ସୃଷ୍ଟି କରିବା ପାଇଁ ଗୋଟିଏ ସହଜ ମାର୍ଗ ଅଟେ ଯେଉଁଠି ଆପଣ ଏକ ସମୟରେ ଅଳ୍ପ କିଛି ସୁଚନା ରଖିବାକୁ ଚାହାଁନ୍ତି |
13:18 | ତା’ପରେ alerted colorକୁ ବ୍ଲୁରେ ପରିବର୍ତ୍ତନ କରନ୍ତୁ. ଉଦାହରଣସ୍ଵରୂପ, ଏଠାରେ alerted କଲର୍ ରେଡ୍ ଅଛି, ଏହାକୁ alerted କଲର୍ କୁହାଯାଏ |
13:32 | ମୁଁ ଏହି alerted କଲରକୁ ବ୍ଲୁ କରିବାକୁ ଚାହେଁ. ତେଣୁ ଚୟନ ହୋଇଥିବା କଲର୍ ସହିତ ଏହା ମେଳ ହେଉଥିବ |
13:41 | ଠିକ୍ ଅଛି, ଏଠାକୁ ଆସନ୍ତୁ, ଏହାକୁ କଟ୍ କରନ୍ତୁ |
13:52 | ଏହା begin document କମାଣ୍ଡ ପୂର୍ବରୁ, ଡକୁମେଣ୍ଟର ଆରମ୍ଭକୁ ଯିବା ନିଶ୍ଚିତ ଆବଶ୍ୟକ |
14:00 | ଏହାକୁ କମ୍ପାଇଲ୍ କରନ୍ତୁ, ବର୍ତ୍ତମାନ ଯେତେବେଳେ ଏହାକୁ କ୍ଲିକ୍ କରିବେ alerted କଲର୍ ବ୍ଲୁରେ ପରିବର୍ତ୍ତନ ହୋଇଯାଇଥିବା, ଆପଣ ଦେଖିପାରିବେ |
14:12 | ଏହା କମାଣ୍ଡ set beamer color – alerted text ମାଧ୍ୟମରେ ପ୍ରାପ୍ତ ହୋଇଛି, ଏଠାରେ ଗୋଟିଏ ସ୍ପେସ୍ ଅଛି, foreground equals blue, fg equals blue |
14:24 | ବର୍ତ୍ତମାନ ସମଗ୍ର ଡକୁମେଣ୍ଟର କଲରକୁ ପରିବର୍ତ୍ତନ କରିବା କେତେ ସହଜ, ତାହା ପ୍ରଦର୍ଶନ କରାଯିବ |
14:33 | ତେଣୁ, ଏଠାକୁ ଆସନ୍ତୁ, slash document class ପରେ, beamer ଫ୍ରେମ୍ ଆରମ୍ଭ ହେବା ପୂର୍ବରୁ, ଏଠାରେ brown ଲେଖନ୍ତୁ |
14:46 | ଏହାକୁ ସେଭ୍ କରିବା ସହିତ କମ୍ପାଇଲ୍ କରନ୍ତୁ |
14:52 | ଏହା brownରେ ପରିବର୍ତ୍ତନ ହେବାକୁ ଆପଣ ଦେଖିପାରିବେ. ତେଣୁ, ଅଳ୍ପ ପରିଶ୍ରମରେ ଏହା ହେଲା |
15:03 | ଏବଂ ବର୍ତ୍ତମାନ ଏହାକୁ ଅସଲ କଲରକୁ ଫେରାଇଆଣନ୍ତୁ |
15:09 | ଡିଫଲ୍ଟ କଲର୍ ବ୍ଲୁ ଅଟେ, ତେଣୁ ଏହାକୁ ଟାଇପ୍ କରିବାକୁ ପଡିବ ନାହିଁ. ବର୍ତ୍ତମାନ ବ୍ଲୁକୁ ଫେରିଆସିବେ |
15:21 | ତେଣୁ ଏଠାକୁ ଆସନ୍ତୁ, ଏହାକୁ ଡିଲିଟ୍ କରନ୍ତୁ. ବର୍ତ୍ତମାନ ଫିଗରଗୁଡିକୁ ସଂଯୋଗ କରନ୍ତୁ |
15:30 | ଏହାକୁ କଟ୍ କରନ୍ତୁ. ଏଠାକୁ ଆସନ୍ତୁ. ଏହାର ଶେଷକୁ ଯା’ନ୍ତୁ |
15:41 | ଶେଷଟିକୁ କମ୍ପାଇଲ୍ କରନ୍ତୁ. ପରବର୍ତ୍ତି ପେଜକୁ ଚାଲନ୍ତୁ ଯିବା. ଫିଗରର ଗୋଟିଏ ଉଦାହରଣ ଏଠାରେ ପ୍ରଦାନ କରାଯାଇଛି |
15:53 | ଠିକ୍ ଅଛି, ଏହାକୁ ସ୍ଥାପନ କରିବାର ନିୟମାବଳୀଗୁଡିକ ଅ’ଣ? ଏଠାରେ କିଛି ଜରୁରୀ ନିୟମାବଳୀଗୁଡିକ ଅଛି. ପରବର୍ତ୍ତି ବିଟରେ ସେଗୁଡିକୁ ଦେଖିବା |
16:05 | ଏହାକୁ କଟ୍, ତା’ପରେ ପେଷ୍ଟ ଏବଂ କମ୍ପାଇଲ୍ କରନ୍ତୁ |
16:21 | ଏହା ପ୍ରାପ୍ତ ହୋଇଛି. Hints for including figures |
16:28 | source ନିକଟକୁ ଆସନ୍ତୁ ଯେଉଁଠି ଫିଗରକୁ ସୃଷ୍ଟି କରାଯାଇଥିଲା. ଏହିପରି ଏହି ଫିଗରକୁ ସୃଷ୍ଟି କରାଯାଇଥିଲା. ତେଣୁ ନିୟମାବଳୀଗୁଡିକ କ’ଣ? |
16:37 | Do not use floated environments in presentations. ଉଦାହରଣସ୍ଵରୂପ, begin figure, end figure ବୋଲି କୁହନ୍ତୁ ନାହିଁ ଯାହା ଆପଣ latex ଡକୁମେଣ୍ଟଗୁଡିକ ପାଇଁ ଆବଶ୍ୟକ କରନ୍ତି |
16:46 | ଠିକ୍ ଅଛି ଯଦି ଫିଗରକୁ କିପରି ସଂଯୋଗ କରିବେ ଏବଂ ଏହା ବିଷୟରେ ଅଧିକ ଜାଣିବାକୁ ଚାହାଁନ୍ତି, ତେବେ Tables and Figures ଉପରେ ଥିବା ସ୍ପୋକନ୍ ଟ୍ୟୁଟୋରିଆଲକୁ ଯା’ନ୍ତୁ |
17:01 | ତେଣୁ ଏହାକୁ ବ୍ୟବହାର କରନ୍ତୁ ନାହିଁ. include graphicsକୁ ସିଧାସଳଖ ବ୍ୟବହାର କରନ୍ତୁ |
17:08 | ଉଦାହରଣସ୍ଵରୂପ, include graphics କମାଣ୍ଡ ବ୍ୟବହୃତ ହୋଇଛି ଏବଂ ଟେକ୍ସଟର ସମ୍ପୂର୍ଣ୍ଣ ପ୍ରସ୍ଥକୁ ଏବଂ ଫାଇଲ୍ iitbକୁ ବ୍ୟବହାର କରନ୍ତୁ |
17:19 | ଠିକ୍ ଅଛି, beamerରେ ଆବଶ୍ୟକୀୟ ପ୍ୟାକେଜଗୁଡିକ ଅଛି, ତେଣୁ ଆପଣଙ୍କୁ କୌଣସି ପ୍ୟାକେଜକୁ ଯୋଗ କରିବାର ଆବଶ୍ୟକତା ନାହିଁ, ଯେକୌଣସି ପ୍ୟାକେଜକୁ ବ୍ୟବହାର କରନ୍ତୁ, ଏହା ସଂଯୁକ୍ତ ଅଛି |
17:30 | ଏବଂ ତା’ପରେ ସମଗ୍ର ଜିନିଷକୁ environmentର centerରେ ରଖନ୍ତୁ. ଏବଂ ଏହି frame ସମାପ୍ତ ହେଲା |
17:40 | caption, figure number ପ୍ରଭୃତିକୁ ଯୋଗ କରନ୍ତୁ ନାହିଁ |
17:44 | ପୁନର୍ବାର ଲୋକମାନେ ଏହି ସଂଖ୍ୟାଗୁଡିକୁ ମନେରଖିବେ ନାହିଁ |
17:51 | ଯଦି ଆପଣ ପୂର୍ବ ପ୍ରଦର୍ଶିତ ଫିଗରକୁ ରେଫର୍ କରିବାକୁ ଚାହାଁନ୍ତି, ଏହାକୁ ପୁନର୍ବାର ପ୍ରଦର୍ଶିତ କରନ୍ତୁ |
17:56 | ଅନ୍ୟ ସ୍ଲାଇଡ୍ ସୃଷ୍ଟି କରିବା ପାଇଁ କୌଣସି ମୁଲ୍ୟ ଦେବାକୁ ପଡିବ ନାହିଁ. ପୂର୍ବ ପ୍ରଦର୍ଶିତ ସ୍ଲାଇଡର ଗୋଟିଏ କପୀ କରନ୍ତୁ ଏବଂ ଏହାକୁ ଆଉଥରେ କରନ୍ତୁ |
18:05 | ଠିକ୍ ଅଛି, ଏହା ଦ୍ଵାରା ଫିଗର୍ ଓ ନିୟମାବଳୀଗୁଡିକ ସମ୍ପୂର୍ଣ୍ଣ ହେଲା. ଏବଂ ଆମେ ଏହି ଡକୁମେଣ୍ଟର ସମାପ୍ତିକୁ ଆସିଲେ |
18:12 | ବର୍ତ୍ତମାନ ଗୋଟିଏ two column environmentକୁ କିପରି ସଂଯୋଗ କରାଯାଏ, ଚାଲନ୍ତୁ ଦେଖିବା |
18:24 | ଏଠାକୁ ଆସନ୍ତୁ. ଡକୁମେଣ୍ଟର ଶେଷକୁ ଚାଲନ୍ତୁ ଯିବା. ଏହାକୁ Save କରନ୍ତୁ |
18:32 | ଏହାକୁ ସହଜ କରିବା ପାଇଁ, ପ୍ରଥମେ ଏହାକୁ ବାହାର କରିଦିଅନ୍ତୁ ଯାହାଦ୍ଵାରା ଏହା ସହଜ ହେବ |
18:42 | ତେଣୁ, ସୁଚନାର କିଛି ଅଂଶକୁ ପ୍ରଦର୍ଶନ କରନ୍ତୁ . ଏହାକୁ କମ୍ପାଇଲ୍ କରନ୍ତୁ ଏବଂ କ’ଣ ହେଉଛି ଦେଖନ୍ତୁ |
18:57 | ଏହି ଦୁଇଟି କଲମ୍ ପ୍ରାପ୍ତ ହେବ |
19:28 | ଏହା ସେଭ୍ ହୋଇନାହିଁ. star starକୁ ଦେଖନ୍ତୁ. ପ୍ରଥମ କାମ ହେଉଛି, ଏହାକୁ ସେଭ୍ କରନ୍ତୁ |
19:35 | ତେଣୁ, ସେଭ୍ ନ’କରି କମ୍ପାଇଲ୍ କରିବା ଦ୍ଵାରା ଏହି ସମସ୍ୟା ଦେଖାଦେବ, ଏଠାରେ ପ୍ରଦର୍ଶିତ ହେଉଥିବା pdf ଫାଇଲ୍ ଏଠାରେ ଥିବା ଫାଇଲର ଅନୁରୂପ ହେବ ନାହିଁ |
19:45 | ତେଣୁ ଏହାକୁ କମ୍ପାଇଲ୍ କରନ୍ତୁ. ଏଠାକୁ ଆସନ୍ତୁ. ବର୍ତ୍ତମାନ ପ୍ରଦର୍ଶିତ ହୋଇଥିବା ଓ ଏଠାରେ ଥିବା ଫାଇଲ୍ ଅନୁରୂପ ହେବେ |
19:58 | ଏହାକୁ କେନ୍ଦ୍ରିତ କରନ୍ତୁ. ତେଣୁ, ଫ୍ରେମ୍ ଟାଇଟଲ୍ Two Columns ଅଟେ ଏବଂ mini page କମାଣ୍ଡକୁ ବ୍ୟବହାର କରନ୍ତୁ ଏବଂ ଏହାକୁ କେନ୍ଦ୍ରିତ କରିବା ସହିତ text widthର 45 ପରସେଣ୍ଟ ବ୍ୟବହାର କରନ୍ତୁ |
20:15 | begin enumerate. ଏହି ଦୁଇଟି ଏବଂ ତା’ପରେ end enumerate. ଏବଂ ପୂର୍ବେ ଆଲର୍ଟ କରିବା ଭଳି |
20:25 | ଏହି ଦୁଇଟିକୁ ଦେଖନ୍ତୁ. ଏହା ଡକୁମେଣ୍ଟର ସମାପ୍ତି ଅଟେ. ବର୍ତ୍ତମାନ ଯାହାକିଛି ଅଛି, ଏହାର ଶେଷରେ ସେଗୁଡିକୁ ସଂଯୋଗ କରନ୍ତୁ |
20:37 | ଏଠାରେ ପୂର୍ବ mini page ସମାପ୍ତ ହେଲା. ବର୍ତ୍ତମାନ ଅନ୍ୟ ଏକ mini page ସୃଷ୍ଟି କରନ୍ତୁ. ଏହି mini-pageରେ, ପୂର୍ବେ ଦେଖିଥିବା ଏହି ସମାନ iitb ଇମେଜକୁ ରଖନ୍ତୁ |
20:52 | ଏବଂ ଏହି mini-page ମଧ୍ୟ 45 percent ଆକାରର ଅଟେ. ଏହାକୁ କମ୍ପାଇଲ୍ କରିବା ପୂର୍ବରୁ, ପ୍ରଥମେ save କରନ୍ତୁ |
21:07 | ବର୍ତ୍ତମାନ ଏହାକୁ କ୍ଲିକ୍ କରନ୍ତୁ. ଏହା ଆସିଯିବାର ଆପଣ ଦେଖିଲେ. କିନ୍ତୁ ଏଥିରେ ଗୋଟିଏ ଛୋଟ ସମସ୍ୟା ଅଛି. ଯେତେବେଳେ ଏହି ପେଜକୁ ଯିବେ, ଏହା ପ୍ରଥମ ଆଇଟମ୍ ଓ ଏହି ଫିଗରକୁ ପ୍ରଦର୍ଶନ କରିବ |
21:22 | ଯଦିଓ ଫିଗର୍ ପରେ ଆସିଥାଏ, ଏହା ଏହାକୁ ପ୍ରଦର୍ଶନ କରିବ କାରଣ ପରେ ପ୍ରଦର୍ଶନ କରିବା ପାଇଁ latexକୁ ନିର୍ଦ୍ଦେଶ ଦିଆଯାଇ ନାହିଁ. ଏହା ବୋଧେ ଅବିଦିତ ଅଟେ |
21:35 | ଉଦାହରଣସ୍ଵରୂପ, ଯଦି ଆପଣ ତାହା କୁହନ୍ତି ଏବଂ ଏହି ଆଇଟମ୍ ମଧ୍ୟରେ ଏହି ସୁଚନାକୁ ରଖନ୍ତି ତେବେ ଏହାକୁ ପ୍ରଥମେ ଏବଂ ତା’ପରେ ଏହାକୁ ପ୍ରଦର୍ଶନ କରିବା ପାଇଁ କୁହନ୍ତୁ |
21:44 | କିନ୍ତୁ କୌଣସି ଠାରେ ଏହା ପରେ ଆସିବ ବୋଲି ନିର୍ଦ୍ଦେଶ ଦିଆଯାଇ ନାହିଁ |
21:50 | ତେଣୁ ଏହିପରି ସୁଚନାପ୍ରତି ସର୍ବଦା ସତର୍କ ରୁହନ୍ତୁ. ଏହି ସମସ୍ୟାର ଏକମାତ୍ର ସମାଧାନ ହେଉଛି ଗୋଟିଏ pauseକୁ ରଖନ୍ତୁ |
21:59 | ଏହାକୁ କମ୍ପାଇଲ୍ କରିବା ସହ ସେଭ୍ କରନ୍ତୁ. ବର୍ତ୍ତମାନ ଏହା ଠିକ୍ ଅଛି |
22:08 | ଏହି ସମସ୍ୟାର ସମାଧାନ ହୋଇଛି. ପ୍ରଥମ, ଦ୍ଵିତୀୟ ଓ ତା’ପରେ ଆଉ ଗୋଟିଏ ଏହିପରି ଥରେ ଏହା ପାସ୍ ହେବ, ଏବଂ ଏହା ସମାଧାନ ହେବାର ଆପଣ ଦେଖିପାରିବେ |
22:24 | ଠିକ୍ ଅଛି, ଏଠାକୁ ଆସନ୍ତୁ. ପରବର୍ତ୍ତି table ଅଟେ |
22:39 | ଏହାକୁ ସେଭ୍ କରନ୍ତୁ. ଏହାକୁ କମ୍ପାଇଲ୍ କରନ୍ତୁ. ଟେବଲ୍ ଆସିଯାଇଥିବା, ଆପଣ ଦେଖିପାରିବେ |
22:51 | କିପରି ଟେବଲ୍ ସୃଷ୍ଟି କରାଯାଏ ମୁଁ ବର୍ଣ୍ଣନା କରିବି ନାହିଁ, ଏହାକୁ tables ଉପରେ ଥିବା ସ୍ପୋକନ୍ ଟ୍ୟୁଟୋରିଆଲରେ ବର୍ଣ୍ଣନା କରାଯାଇସରିଛି |
22:57 | ଯାହା କେବଳ ଏହାକୁ କଟ୍ କରି ଏଠାରେ ପେଷ୍ଟ କରନ୍ତୁ. ଚାଲନ୍ତୁ frameର ଆରମ୍ଭକୁ ଯିବା |
23:12 | ଏହା ପୂର୍ବେ ବ୍ୟବହାର କରାଯାଇଥିବା ସମାନ ଟେବଲ୍ ଅଟେ, ଏହାକୁ କେବଳ କଟ୍ କରି ପେଷ୍ଟ କରାଯାଇଛି. center, ମଧ୍ୟରେ begin tabular ଓ end tabular କମାଣ୍ଡ ଆସିଯାଇଥିବା, ଦେଖିପାରିବେ |
23:22 | ଠିକ୍ ଅଛି..ନିୟମାବଳୀଗୁଡିକ କ’ଣ? ଏହାର ନିୟମାବଳୀଗୁଡିକ figures ଭଳି ସମାନ ଅଟେ |
23:28 | ତେଣୁ, ତାହାକୁ ମଧ୍ୟ ଦେଖନ୍ତୁ. ଏଠାରେ ଥିବା ନିୟମାବଳୀଗୁଡିକୁ ଦେଖନ୍ତୁ |
23:44 | କମ୍ପାଇଲ୍ କରନ୍ତୁ. ଏହାକୁ ଦେଖିବା ସହ ଆଗକୁ ବଢନ୍ତୁ |
23:51 | ପୁନର୍ବାର, ପ୍ରେଜେଣ୍ଟେଶନଗୁଡିକରେ ଫ୍ଲୋଟେଡ୍ environmentଗୁଡିକୁ ବ୍ୟବହାର କରନ୍ତୁ ନାହିଁ |
23:56 | tables ଉପରେ ଥିବା ସ୍ପୋକନ୍ ଟ୍ୟୁଟୋରିଆଲରେ table environment ମଧ୍ୟରେ tabularକୁ ରଖନ୍ତୁ |
24:02 | Table environment ଫ୍ଲୋଟେଡ୍ ଅଟେ, ଏଠାରେ ଏହାକୁ ସଂଯୁକ୍ତ କରନ୍ତୁ ନାହିଁ. ଏହାକୁ ସିଧାସଳଖ ଇନସର୍ଟ କରନ୍ତୁ |
24:11 | ଉଦାହରଣସ୍ଵରୂପ, ଏହାକୁ ସିଧାସଳଖ environmentର center ମଧ୍ୟରେ ରଖନ୍ତୁ |
24:17 | କ୍ୟାପଶନ୍, ଟେବଲ୍ ନମ୍ବର୍ ପ୍ରଭୃତିକୁ ସଂଯୁକ୍ତ କରନ୍ତୁ ନାହିଁ. ଯଦି ଆବଶ୍ୟକ ହୁଏ ଏହାର ଗୋଟିଏ କପୀ କରନ୍ତୁ |
24:25 | ବର୍ତ୍ତମାନ, ଏଠାରେ ମୁଁ ଆନିମେଶନ୍ ହେଉଥିବା ମାର୍ଗକୁ ପ୍ରଦର୍ଶନ କରିବାକୁ ଚାହେଁ. ଉଦାହରଣସ୍ଵରୂପ, ଏହି ସ୍ଲାଇଡରେ ଏହା ଗୋଟିଏ ଭିନ୍ନ କଲର୍ ସହିତ ଆଲର୍ଟ କରେ ନାହିଁ |
24:40 | ମନେପକାନ୍ତୁ ଯେ ଆଲର୍ଟ ପାଇଁ ବ୍ଲୁ କଲର୍ ବ୍ୟବହାର କରାଯାଇଥିଲା. ଏହା କାହିଁକି ହେଲା? |
24:46 | ଏହାର କାରଣ ଏଠାରେ ଗୋଟିଏ ଭିନ୍ନ ପ୍ରକାରର environmentକୁ ବ୍ୟବହାର କରଯାଇଛି |
24:52 | begin itemize, end itemize ମଧ୍ୟରେ item plus minusକୁ ବ୍ୟବହାର କରନ୍ତୁ. ପୂର୍ବେ ୱର୍ଡ alertକୁ ବ୍ୟବହାର କରାଯାଇଥିଲା |
25:01 | ତାହାକୁ ମନେପକାନ୍ତୁ. ତା’କୁ ଆଉ ବିଶେଷ ବ୍ୟବହାର କରାଯାଉ ନାହିଁ. ପରିଣାମସ୍ଵରୂପ, ଏହା କେବଳ ବ୍ଲାକରେ ଆସୁଛି. ଏହା ଆନିମେଶନକୁ ସଂଯୁକ୍ତ କରିବାର ସବୁଠୁ ସରଳ ମାର୍ଗ ଅଟେ |
25:12 | ପିକ୍ କରି ଚୟନ କରିପାରିବେ. ତେଣୁ, ଏହା ଯାହା ଏଠାରେ ଲେଖାଯାଇଛି. ପୂର୍ବ ସ୍ଲାଇଡରେ ଥିବା ବିଭିନ୍ନ ଆନିମେଶନଗୁଡିକୁ ପ୍ରଦର୍ଶନ କରନ୍ତୁ |
25:22 | ବର୍ତ୍ତମାନ, ଏହାକୁ ଗୋଟିଏ ହ୍ୟାଣ୍ଡଆଉଟରେ ରୂପାନ୍ତର କରିବାର ଆବଶ୍ୟକତା ଅଛି. ଉଦାହରଣସ୍ଵରୂପ-ଏଠାରେ ଯାହାସବୁ ଅଛି |
25:28 | ଯଦି ଆପଣ ତାହାକୁ ପ୍ରିଣ୍ଟ କରିବାକୁ ଚାହାଁନ୍ତି, ଯଦିଓ ଏଠାରେ କେବଳ 10 ପେଜ୍ ଅଛି, ଏହା 24 ପେଜ୍ ସୃଷ୍ଟି କରିବ |
25:40 | ଏଠାରେ କେବଳ ଦଶୋଟି ୟୁନିକ୍ frames ଅଛି କିନ୍ତୁ ଏଠାରେ 24 ପେଜ୍ ଅଛି. କିନ୍ତୁ ଯଦି ପ୍ରିଣ୍ଟ କରିବାକୁ ଚାହାଁନ୍ତି, ଏହା 24 ପେଜ୍ ସୃଷ୍ଟି କରିବ |
25:49 | ଏହା କରିବା ପାଇଁ ଗୋଟିଏ ମାର୍ଗ ହେଉଛି, ଏଠାରେ ଥିବା handout ନାମକ ଗୋଟିଏ ସରଳ ସ୍ଵିଚକୁ ବ୍ୟବହାର କରି ଏହାକୁ କରାଯାଇପାରିବ |
26:00 | ଯଦି ଏହାକୁ କରନ୍ତି, ଏହାକୁ କମ୍ପାଇଲ୍ କରନ୍ତୁ; ବର୍ତ୍ତମାନ ଏଠାରେ କେବଳ 10 ପେଜ୍ ଅଛି. ଏହାକୁ ପୁଣି ଥରେ କମ୍ପାଇଲ୍ କରନ୍ତୁ |
26:13 | ବର୍ତ୍ତମାନ ଏଠାରେ ଆନିମେଶନ୍ ବେଶୀ ସମୟ ରହିବ ନାହିଁ. ଯଦି next page, next page, next page, next page, next pageକୁ ଯା’ନ୍ତି ଏବଂ ଏହି ପରି |
26:24 | ନିଶ୍ଚିତରୂପେ କଲର୍ ପରିବର୍ତ୍ତନ କରିବାକୁ ଚାହିଁଲେ କ’ଣ କରିବେ? ତା’ପରେ ପୁନର୍ବାର brownକୁ ରଖନ୍ତୁ |
26:35 | ଦେଖିବେ ଯେ ଏହା ପରିବର୍ତ୍ତନ ହୋଇଯାଇଛି. ତେଣୁ, ଏଠାରେ ସଂଯୁକ୍ତ ହେବାକୁ ଥିବା ସମସ୍ତ ପାରାମିଟରଗୁଡିକ କମା ଦ୍ଵାରା ଅଲଗା ହୋଇଛନ୍ତି |
26:42 | ତେଣୁ, ପୁନର୍ବାର ଏହାକୁ ବ୍ଲୁରେ ଆଣି ରଖନ୍ତୁ. ଏହାକୁ କମ୍ପାଇଲ୍ କରନ୍ତୁ |
26:52 | ବେଳେବେଳେ Verbatim environmentକୁ ସଂଯୁକ୍ତ କରିବାକୁ ପଡିଥାଏ |
27:06 | ତେଣୁ, ଚାଲନ୍ତୁ ଏହି ଉଦାହରଣକୁ ଦେଖିବା |
27:13 | ଏଠାକୁ ଆସିବା ସହିତ ଶେଷକୁ ଯା’ନ୍ତୁ. ଏହାକୁ ସେଭ୍ କରନ୍ତୁ. ଏହି ସ୍ଥାନରୁ verbatimର ଆରମ୍ଭ ହେବ |
27:24 | ଆପଣ ଦେଖିପାରିବେ ଯେ verbatimର ସୃଷ୍ଟି ହୋଇଛି |
27:30 | ଏଠାରେ ଏହାକୁ SciLab କମାଣ୍ଡଗୁଡିକ ସହିତ ବର୍ଣ୍ଣନା କରାଯାଇଛି. କଲରକୁ ଏଠାରେ ବ୍ଲୁରେ ପରିବର୍ତ୍ତନ କରାଯାଇଛି ଏବଂ ଏପରି ଅନେକ |
27:39 | କେବଳ ଗୋଟିଏ ନିର୍ଦ୍ଦିଷ୍ଟ କାମ କରିବାକୁ ହେବ ଯେ, begin frame, square ବ୍ରାକେଟ୍ ମଧ୍ୟରେ –fragile ବୋଲି କୁହନ୍ତୁ |
27:52 | ଯଦି ତାହା କରିବେ ନାହିଁ, ଗୋଟିଏ ସମସ୍ୟା ଦେଖାଦେବ. ଠିକ୍ ଅଛି..ଏହାକୁ ଦେଖନ୍ତୁ, ଫେରିଆସନ୍ତୁ ଏବଂ ଏହାକୁ ଯାଞ୍ଚ କରନ୍ତୁ |
28:01 | ତେଣୁ ଏହାକୁ ଡିଲିଟ୍ କରନ୍ତୁ. ଏହାକୁ ସେଭ୍ କରିବା ସହ କମ୍ପାଇଲ୍ କରନ୍ତୁ |
28:09 | ଏହା ଦେଖାଦେବ ଏବଂ କିଛିଟା ଠିକ୍ ନାହିଁ ବୋଲି କହିବ |
28:14 | ତେଣୁ, fragileକୁ ପୁନର୍ବାର ଆଣି ରଖନ୍ତୁ. ସେଭ୍ କରନ୍ତୁ, ଏହିଠାରୁ ବାହାରିଯା’ନ୍ତୁ |
28:21 | ଏହାକୁ ପୁଣିଥରେ କମ୍ପାଇଲ୍ କରନ୍ତୁ. ବର୍ତ୍ତମାନ ଏହା ଆସିଯିବ |
28:30 | Beamer କ୍ଲାସରେ ଅନେକ ସୁଚନା ଅଛି. ଜଣେ ଅନ୍ୟ ବିଷୟଗୁଡିକୁ କିପରି ଜାଣିବ |
28:40 | ତେଣୁ ଏଠାରେ କିଛି ସୁଚନା ଅଛି, ଚାଲନ୍ତୁ ନିମ୍ନକୁ ଯିବା |
28:48 | ନିତ୍ୟାନ୍ତ ଆବଶ୍ୟକ ସୁଚନା, ଯେଉଁଠାରୁ ସେଗୁଡିକୁ ପ୍ରାପ୍ତ କରିବେ, ତାହା ଏହି ସ୍ଲାଇଡରେ ଉପଲବ୍ଧ ଅଛି |
28:54 | ଏହାକୁ କମ୍ପାଇଲ୍ କରିବା ସହ ତାହାକୁ ବୁଝନ୍ତୁ. beamer user guide ଡଟ୍ pdf ଫାଇଲ୍ beamer ପାଇଁ ନିର୍ଭରଯୋଗ୍ୟ ସୋର୍ସ ଅଟେ |
29:08 | ଏହାକୁ ଏହି ସ୍ଥାନରେ ଚିହ୍ନଟ କରନ୍ତୁ କିନ୍ତୁ beamer କ୍ଲାସର ଅଥରଙ୍କ ଦ୍ଵାରା beamer ପ୍ରୋଜେକ୍ଟ ୱେବସାଇଟରେ ମଧ୍ୟ ଏହା ଉପଲବ୍ଧ ଅଛି |
29:21 | ମୁଁ ଏହାକୁ ବର୍ଣ୍ଣନା କରିବି; ଏହା ଡାଉନଲୋଡ୍ ହୋଇସାରିଛି. ପୂର୍ବେ ଜଣାଯାଇଥିବା ସାଇଟ୍ ମଧ୍ୟରେ ଏହା ଅଛି |
29:32 | ଉଦାହରଣସ୍ଵରୁପ, ଏହା ଗୋଟିଏ 224 ପେଜ ବିଶିଷ୍ଟ ଡକୁମେଣ୍ଟ ଅଟେ. ଏହା ଗୋଟିଏ ବିଶାଳ ଡକୁମେଣ୍ଟ ଅଟେ |
29:39 | ମୁଁ ଏଠାରେ ପ୍ରଦର୍ଶନ କରିବାକୁ ଚାହେଁ ଯେ ଆପଣ ଏଠାରୁ ସୁଚନାଗୁଡିକୁ ସିଧାସଳଖ ଭାବେ ବ୍ୟବହାର କରିପାରିବେ |
29:45 | ତେଣୁ ଏଠାକୁ ଆସନ୍ତୁ. ପ୍ରଥମ ପେଜରେ, ଅଥର୍ କିପରି ସରଳ ସ୍ଲାଇଡ୍ ସୃଷ୍ଟି କରିପାରିବେ, ସେହି ବିଷୟରେ କହିବା ସହିତ ସୋର୍ସ ମଧ୍ୟ ପ୍ରଦାନ କରିଛନ୍ତି |
29:57 | ଏହାକୁ କଟ୍ କରି କପୀ କରନ୍ତୁ, ମିନିମାଇଜ୍ କରନ୍ତୁ. ଡକୁମେଣ୍ଟର ଶେଷକୁ ଆସନ୍ତୁ |
30:09 | ଏହାକୁ ପେଷ୍ଟ କରନ୍ତୁ, ସେଭ୍ କରନ୍ତୁ ଏବଂ ତା’ପରେ କମ୍ପାଇଲ୍ କରନ୍ତୁ. ଚାଲନ୍ତୁ ପରବର୍ତ୍ତି ପେଜକୁ ଯିବା |
30:21 | ସେଠାରେ ଯାହାସବୁ ଦେଖିଲେ ସେଗୁଡିକ ଏଠାକୁ ଚାଲିଆସିଥିବାର ଦେଖନ୍ତୁ. ଏଠାରେ ଅଥର୍ ପରିଚିତ theorem environmentକୁ ବ୍ୟବହାର କରିଛନ୍ତି |
30:33 | ଉଦାହରଣସ୍ଵରୂପ-begin theorem, end theorem, ଏଠାରେ ଆସିବ. ସେ, ଏଠାରେ ସ୍ମଲ୍ ଲେଟରରେ ଆସୁଥିବା frame subtitleକୁ ମଧ୍ୟ ବ୍ୟବହାର କରିଛନ୍ତି |
30:42 | ଏବଂ ତା’ପରେ begin proof, end proof ଏଠାରେ ଆସିବ. ସେ କହିଥିବା proof, ଅନ୍ୟ ଗୋଟିଏ ୱିଣ୍ଡୋକୁ ଖୋଲିବ, ଏହାକୁ proof dot କୁହାଯାଏ |
30:52 | ଏହି environment ପରିଭାଷିତ ହେବା ଭଳି, ଏହା ପରିଭାଷିତ ହେବ. ସେ ଗୋଟିଏ ଭିନ୍ନ ଆଲର୍ଟ କୌଶଳର ବ୍ୟବହାର କରନ୍ତି |
31:01 | ତେଣୁ ଯଦି ଆପଣ ଏହାକୁ ଦେଖିବାକୁ ଚାହାଁନ୍ତି, ପଛକୁ ଫେରିଆସନ୍ତୁ; ଏହି ହ୍ୟଣ୍ଡଆଉଟକୁ ବାହାର କରିଦିଅନ୍ତୁ ଯାହାଦ୍ଵାରା ଆନିମେଶନକୁ ଦେଖିପାରିବେ. ଏହାକୁ କମ୍ପାଇଲ୍ କରନ୍ତୁ |
31:21 | ପେଜ୍ ନମ୍ବର୍ 34କୁ ଯା’ନ୍ତୁ |
31:31 | ପଛକୁ ଫେରିବା ସହିତ ବର୍ତ୍ତମାନ ଆନିମେଶନକୁ ଦେଖନ୍ତୁ. ଏହାକୁ ଓ ଏହାକୁ ମଧ୍ୟ ଦେଖନ୍ତୁ |
31:37 | ସେ ଏଠାରେ କରିଥିବା କାମ ହେଉଛି ଯେ ଏହି ଦୁଇଟି itemକୁ ନମ୍ବର୍ one ଭାବେ ଏବଂ ଅନ୍ୟଗୁଡିକୁ two ଓ three ଭାବେ ନମ୍ବର୍ କରିଛନ୍ତି |
31:51 | ଅନ୍ୟ ଅର୍ଥରେ, ଏହା ବି ସମ୍ଭବ ଯେ କ୍ରମକୁ ମନମୁଖି ଭାବେ ନିର୍ଦ୍ଦିଷ୍ଟ କରନ୍ତୁ ଯେଉଁଥିରେ ସ୍ଲାଇଡରେ ରଖିଥିବା ଜିନିଷଗୁଡିକ ଦୃଶ୍ୟମାନ ହେବ |
32:00 | ଏହା ଉପରେ ସବିଶେଷ ଆଲୋଚନା କରିବା ପାଇଁ ଆମ ପାଖରେ ସମୟ ନାହିଁ. ଏହା ଉପରେ ଅଧିକ ବିବରଣୀ ପାଇଁ ପ୍ରଦତ୍ତ ରେଫରେନ୍ସକୁ ଯିବା ପାଇଁ ମୁଁ ପରାମର୍ଶ ଦେଉଛି |
32:10 | ଏହି ଗାଇଡରେ ଅନେକଗୁଡିଏ ଫିଚର୍ ଅଛି, ଏହି beamer କ୍ଲାସର ବିଶାଳ ସଂଖ୍ୟକ କ୍ଲାସ୍ ଅଛି, ଏବଂ ସେଗୁଡିକ ମଧ୍ୟରୁ କିଛିକୁ ଚେଷ୍ଟା କରିପାରନ୍ତି |
32:20 | ଠିକ୍ ଅଛି. ଏହାକୁ handoutକୁ ଫେରାଇ ଆଣନ୍ତୁ |
32:36 | ପ୍ରେଜେଣ୍ଟେଶନ୍ ମୋଡରେ ଥିବା ସମସ୍ୟା, ବର୍ତ୍ତମାନ ହ୍ୟାଣ୍ଡଆଉଟ୍ ମୋଡକୁ ଆସନ୍ତୁ, |
32:42 | ପ୍ରେଜେଣ୍ଟେଶନ୍ ମୋଡ୍ ଯେଉଁଠି ଆନିମେଶନଗୁଡିକ ପ୍ରଦର୍ଶନ ହୁଏ, ସାଧାରଣତଃ କମ୍ପାଇଲ୍ ହେବା ପାଇଁ ବହୁତ ସମୟ ନେଇଥାଏ |
32:48 | ତେଣୁ ଯଥାସମ୍ଭବ ଆପଣ handout modeରେ କାମ କରିବା ପାଇଁ ଇଚ୍ଛୁକ ହେବେ ଏବଂ ଯେତେବେଳେ presentation modeରେ କାମ କରିବାକୁ ଚାହିଁବେ, କିଛି ସମୟ ପାଇଁ ଏହା ମଧ୍ୟରୁ ଚେକ୍ ଆଉଟ୍ କରିପାରିବେ |
32:59 | ନିଶ୍ଚିତରୁପେ ଶେଷରେ, ଯେତେବେଳେ presentation କରିବାକୁ ଚାହିଁବେ, presentation ମୋଡକୁ ବ୍ୟବହାର କରିପାରନ୍ତି |
33:06 | ଏବଂ ଯଦି ଗୋଟିଏ ପ୍ରିଣ୍ଟ ଆଉଟ୍ ଚାହାଁନ୍ତି, ହ୍ୟାଣ୍ଡଆଉଟ୍ ମୋଡକୁ ବ୍ୟବହାର କରନ୍ତୁ. ଚାଲନ୍ତୁ ଶେଷକୁ ଯିବା. ଆମେ ପାଖାପାଖି ସ୍ପୋକନ୍ ଟ୍ୟୁଟୋରିଆଲର ଶେଷରେ ପହଞ୍ଚିଲେଣି |
33:15 | ମୁଁ ଧନ୍ୟବାଦ ଦେଉଛି. ପ୍ରକୃତରେ ଏଠାକୁ ଆସିବା ସହ ସମଗ୍ର ଜିନିଷକୁ କେବଳ କପୀ କରନ୍ତୁ |
33:31 | ସାଧାରଣ ଭାବେ ଏଠାରେ ଏହାକୁ କେବଳ କମ୍ପାଇଲ୍ କରନ୍ତୁ. ଠିକ୍ ଅଛି |
33:42 | ଏହି ସ୍ପୋକନ୍ ଟ୍ୟୁଟୋରିଆଲ୍ ICT ମାଧ୍ୟମରେ ରାଷ୍ଟ୍ରୀୟ ସାକ୍ଷରତା ମିଶନ୍ ଦ୍ଵାରା ଅନୁଦାନ ପ୍ରାପ୍ତ ଅଟେ. ଏହି ମିଶନର ଏହା ୱେବସାଇଟ୍ ଅଟେ |
33:53 | kannan@iitb.ac.in ରେ ଆମେ ଆପଣଙ୍କ ମତାମତ ଜାଣିବାକୁ ଚାହୁଁ. ଆଇଆଇଟି ବମ୍ୱେ ତରଫରୁ, ପ୍ରଦୀପ ମହାପାତ୍ରଙ୍କ ସହ ମୁଁ ପ୍ରଭାସ ତ୍ରିପାଠୀ ଆପଣଙ୍କଠାରୁ ବିଦାୟ ନେଉଛି. ଆମ ସହିତ ଜଡ଼ିତ ହୋଇଥିବାରୁ ଧନ୍ୟବାଦ |