LaTeX/C2/What-is-Compiling/Oriya
From Script | Spoken-Tutorial
Time | Narration |
00:00 | ବନ୍ଧୁଗଣ, how to create a simple document using LaTeX ଉପରେ ଥିବା ସ୍ପୋକନ୍ ଟ୍ୟୁଟୋରିଆଲକୁ ସ୍ଵାଗତ |
00:08 | ମୁଁ ଏହି ପ୍ରକ୍ରିୟାକୁ ଗୋଟିଏ MacOSX ଅପରେଟିଙ୍ଗ ସିଷ୍ଟମ୍ ଉପରେ ବର୍ଣ୍ଣନା କରିବି |
00:13 | Linux ଓ Windows ଭଳି ଅନ୍ୟ ଅପରେଟିଙ୍ଗ ସିଷ୍ଟମ୍ ପାଇଁ ମଧ୍ୟ ସମାନ ମେଥଡଗୁଡିକ ଉପଲବ୍ଧ ଅଛି |
00:19 | ପ୍ରଥମ କାମ ହେଉଛି ଆପଣଙ୍କୁ ଆପଣଙ୍କ ଏଡିଟର୍ ବ୍ୟବହାର କରି ଗୋଟିଏ ସୋର୍ସ ଫାଇଲ୍ ସୃଷ୍ଟି କରିବାକୁ ହେବ |
00:24 | Emacs ହେଉଛି ମୋ ପସନ୍ଦର ଏଡିଟର୍. ଫାଇଲକୁ hello.tex ଭାବେ ନାମିତ କରନ୍ତୁ. ଫାଇଲର ଏକ୍ସଟେନସନ୍ ନାମ tex ଅଟେ. ଯଦିଓ ଏହାର ବନାନ୍ t-e-x ଅଟେ, କିନ୍ତୁ ଏହା tec ଉଚ୍ଚାରିତ ହୁଏ. ଏହା LaTeX ପାଇଁ ଡିଫଲ୍ଟ ଅଟେ |
00:40 | ପ୍ରଥମ କାମ ହେଉଛି, ଆମେ ଇଚ୍ଛୁକ ଥିବା ଡକୁମେଣ୍ଟର class ବିଷୟରେ Latexକୁ ଜଣାଇବାକୁ ହେବ |
00:46 | ନିମ୍ନଲିଖିତ article classକୁ ବ୍ୟବହାର କରନ୍ତୁ |
01:01 | ଏହାକୁ Save କରନ୍ତୁ |
01:03 | ଏଠାରେ ଅନ୍ୟାନ୍ୟ ଅନେକ କ୍ଲାସଗୁଡିକ ମଧ୍ୟ ଅଛନ୍ତି |
01:06 | ଅନ୍ୟ ଟ୍ୟୁଟୋରିଆଲଗୁଡିକରେ ସେମାନଙ୍କ ସହ ଆମର ସାକ୍ଷ୍ୟାତ ହେବ |
01:10 | font ସାଇଜକୁ 12 point ଭାବେ ବ୍ୟବହାର କରନ୍ତୁ |
01:14 | 11pt. ଓ 10pt. ନାମକ ଦୁଇଟି କ୍ଷୁଦ୍ର ଆକାର ମଧ୍ୟ Latexରେ ଲୋକପ୍ରୀୟ ଅଟନ୍ତି. |
01:23 | ଡକୁମେଣ୍ଟକୁ ଆରମ୍ଭ କରନ୍ତୁ |
01:29 | Hello world! ଟେକ୍ସଟକୁ ଟାଇପ୍ କରନ୍ତୁ |
01:34 | ଡକୁମେଣ୍ଟକୁ ଶେଷ କରନ୍ତୁ |
01:36 | ଏହାକୁ Save କରନ୍ତୁ |
01:39 | begin ଡକୁମେଣ୍ଟ ଓ end ଡକୁମେଣ୍ଟ ମଧ୍ୟରେ ଯାହା ଆସୁନା କାହିଁକି, ଅନ୍ତିମ ଆଉଟପୁଟରେ କେବଳ commands ରହିବ |
01:47 | ଏହାକୁ source file କୁହାଯାଏ. ଏହାକୁ hello.tex ଭାବେ ନାମିତ କରନ୍ତୁ |
01:51 | କମାଣ୍ଡ pdflatexକୁ ବ୍ୟବହାର କରି ଏହାକୁ କମ୍ପାଇଲ୍ କରନ୍ତୁ |
01:55 | ଏଠାକୁ ଆସିବା ସହ କମାଣ୍ଡ pdf latex hello. Texକୁ ପ୍ରଦର୍ଶନ କରନ୍ତୁ |
02:08 | ଏହାକୁ କମ୍ପାଇଲ୍ କରିବା ପାଇଁ ଏକ୍ସଟେନସନ୍ tex ବିନା, କମାଣ୍ଡ pdf latex helloକୁ ମଧ୍ୟ ବ୍ୟବହାର କରିପାରିବେ |
02:23 | ଏହି କ୍ଷେତ୍ରରେ texର ଡିଫଲ୍ଟ ଏକ୍ସଟେନସନକୁ ବ୍ୟବହାର କରନ୍ତୁ |
02:28 | latex source file ମଧ୍ୟରୁ ଗୋଟିଏ pdf ଫାଇଲକୁ ସୃଷ୍ଟି କରିବା ପାଇଁ, କମାଣ୍ଡ pdf latexକୁ ବ୍ୟବହାର କରନ୍ତୁ |
02:35 | ଏହି କମାଣ୍ଡର ନିଷ୍ପାଦନ ହେବା ସମୟରେ, latex କିଛି ସୁଚନାତ୍ମକ ଆଉଟପୁଟ୍ ମଧ୍ୟ ପ୍ରଦାନ କରିଥାଏ. ଏହି ସମ୍ବାଦଗୁଡିକ hello.log ନାମକ ଗୋଟିଏ ଫାଇଲ୍ ମଧ୍ୟରେ ଷ୍ଟୋର୍ ହେଉଥିବାର ଆପଣ ଏଠାରେ ଦେଖିପାରୁଥିବେ |
02:48 | ଏବେ ପର୍ଯ୍ୟନ୍ତ ସୃଷ୍ଟି କରାଯାଇଥିବା ଫାଇଲଗୁଡିକ ମଧ୍ୟରେ helloର ଆବିର୍ଭାବକୁ ଲକ୍ଷ୍ୟ କରନ୍ତୁ |
02:53 | ବର୍ତ୍ତମାନ hello.pdf ଫାଇଲକୁ ଖୋଲନ୍ତୁ |
02:57 | Mac ସିଷ୍ଟମରେ, ଏହାକୁ କମାଣ୍ଡ skim hello.pdfକୁ ଇସ୍ୟୁ କରି କରନ୍ତୁ |
03:12 | Mac OSX ପାଇଁ ଉପଲବ୍ଧ ଥିବା skim ଗୋଟିଏ ଫ୍ରୀ pdf reader ଅଟେ |
03:18 | ଏହି କମାଣ୍ଡକୁ ଇସ୍ୟୁ କରି, skim, hello.pdf ଫାଇଲକୁ ଖୋଲିବ |
03:22 | ଆଶାନୁରୂପ ଭାବେ ଏହାର କେବଳ ଗୋଟିଏ ମାତ୍ର ଲାଇନ୍ ଅଛି. ଏହି ଫାଇଲକୁ ଯୁମ୍ କରନ୍ତୁ |
03:33 | ଖୋଲାଯାଇଥିବା pdf ଫାଇଲର, Skim ଅଦ୍ୟତମ ଭର୍ସନକୁ ପ୍ରଦର୍ଶନ କରିବ |
03:37 | ଉଦାହରଣସ୍ଵରୂପ, ଯଦି ଏହାକୁ ରୁପାନ୍ତର କରିବେ ତେବେ ଏଠାରେ ଅନ୍ୟ ଏକ hello worldକୁ ସଂଯୋଗ କରନ୍ତୁ |
03:48 | ପ୍ରଥମେ ଏହାକୁ save କରନ୍ତୁ ଏବଂ ତା’ପରେ compile କରନ୍ତୁ |
03:56 | ମୁଁ ଏହାକୁ ଅନୁମତି ଦେଲି. ଏହା ଅପଡେଟ୍ ହୋଇଅଛି |
04:01 | ଏହାକୁ ଡିଲିଟ୍, ସେଭ୍, କମ୍ପାଇଲ୍ କରନ୍ତୁ, ବର୍ତ୍ତମାନ ଏହା ଅସଲ ଫାଇଲକୁ ଫେରିଯାଇଛି |
04:14 | ଧ୍ୟାନଦିଅନ୍ତୁ ଯେ ଫାଇଲକୁ ସେଭ୍ କଲାପରେ ସର୍ବଦା କମ୍ପାଇଲ୍ କରନ୍ତୁ |
04:21 | ପ୍ରଥମେ save କରନ୍ତୁ ଏବଂ ପରେ ଏହାକୁ କମ୍ପାଇଲ୍ କରନ୍ତୁ. ଯଦି ଏହାକୁ ସେଭ୍ କରିବେ ନାହିଁ ତେବେ ଶେଷ ସେଭ୍ ପର୍ଯ୍ୟନ୍ତ କରିଯାଇଥିବା ପରିବର୍ତ୍ତନଗୁଡିକ କମ୍ପାଇଲଡ ଫର୍ମରେ ସମ୍ପୃକ୍ତ ହେବେ ନାହିଁ |
04:30 | ଏହି ସ୍ପୋକନ୍ ଟ୍ୟୁଟୋରିଆଲକୁ ସୃଷ୍ଟି କରିବା ଉଦ୍ଦେଷ୍ୟରେ, ମୁଁ ଏହି ତିନୋଟି ୱିଣ୍ଡୋକୁ ପ୍ରଣାଳୀବଦ୍ଧ ଭାବେ ରଖିଛି |
04:36 | ଡକୁମେଣ୍ଟଗୁଡିକୁ ସୃଷ୍ଟି କରିବା ପାଇଁ ସେମାନଙ୍କୁ ଏହି କ୍ରମରେ ସଜାଇବାର ଆବଶ୍ୟକତା ନାହିଁ. ଯାହାହେଉ, ଦୟାକରି ଧ୍ୟାନଦିଅନ୍ତୁ ଯେ ଆପଣ ନିଜ ପସନ୍ଦର ଅନ୍ୟ କୌଣସି editor ଓ pdf readerକୁ ବ୍ୟବହାର କରିପାରିବେ |
04:45 | latexକୁ ବ୍ୟବହାର କରିବା ପାଇଁ ଜଣେ ଏହି ଅବସ୍ଥା ମଧ୍ୟ ଦେଇ ଗତି କରିବ: creation of source, compilation ଓ viewing the pdf file |
05:08 | ସୋର୍ସ ଫାଇଲକୁ ରୂପାନ୍ତର କରିବା ସହିତ ଏହି ଅବସ୍ଥାଗୁଡିକ ମଧ୍ୟ ଦେଇ ଯିବା ପାଇଁ, ମୁଁ ଆପଣଙ୍କୁ ଉତ୍ସାହିତ କରୁଛି |
05:12 | Begin ଓ end document କମାଣ୍ଡ ମଧ୍ୟରେ କିଛି ଅଧିକ ଟେକ୍ସଟ ଲାଇନଗୁଡିକୁ ଯୋଗ କରିବା ପାଇଁ ଚାହିଁପାରନ୍ତି |
05:20 | hello.log ଫାଇଲ୍ ମଧ୍ୟରେ ବ୍ରାଉଜ୍ କରିବା ପାଇଁ ମଧ୍ୟ ଚାହିଁପାରନ୍ତି |
05:24 | ବର୍ତ୍ତମାନ ଗୋଟିଏ ଉପସ୍ଥାପନ ସହ ଟ୍ୟୁଟୋରିଆଲକୁ ଜାରି ରଖନ୍ତୁ |
05:28 | ପ୍ରଥମେ ଏହାକୁ ଡିଲିଟ୍ କରନ୍ତୁ |
05:38 | Latexର ଉପକାରିତାରୁ ଆରମ୍ଭ କରନ୍ତୁ |
05:42 | Latex ଗୋଟିଏ ଚମତ୍କାର typesetting ସଫ୍ଟୱେର୍ ଅଟେ |
05:47 | latex ଦ୍ଵାରା ଉତ୍ପନ୍ନ ହେଉଥିବା ଡକୁମେନ୍ଟଗୁଡିକର ମାନ ଅତୁଳନୀୟ ଅଟେ |
05:51 | Latex ଫ୍ରୀ ଓ ଓପନ୍ ସୋର୍ସ ଅଟେ |
05:53 | windows ଏବଂ ସମଗ୍ର unix systems, Mac ଓ linux ପାଇଁ, ଏହା ଉପଲବ୍ଧ ଅଟେ |
06:00 | Latexରେ ଅସାଧାରଣ ଫିଚରଗୁଡିକ ଅଛି, ଯେପରି: automatic numbering of equations, chapters ଓ sections, figures ଓ tables |
06:08 | ଅନେକ ଗାଣିତିକ ସମୀକରଣ ଥିବା ଡକୁମେଣ୍ଟଗୁଡିକୁ Latexରେ ସହଜ ଭାବେ ସୃଷ୍ଟି କରାଯାଇପାରିବ |
06:13 | fly ଉପରେ ପରିବର୍ତ୍ତିତ ଫର୍ମାଟ୍ ସହ bibliographic entriesକୁ ସହଜରେ ସୃଷ୍ଟି କରାଯାଇପାରିବ |
06:19 | latex ସାହାଯ୍ୟରେ ଫର୍ମାଟିଙ୍ଗର ଯତ୍ନ ନେବା ସହ ରାଇଟର୍ ଅନେକ ଜରୁରୀ କାର୍ଯ୍ୟକ୍ରମ ଉପରେ ମନୋନିବେଶ କରିପାରିବେ ଯେପରି, କଣ୍ଟେଣ୍ଟ ସୃଷ୍ଟି କରିବା ଓ ଉପାୟଗୁଡିକୁ ଲଜିକ୍ ଅନୁସାରେ କ୍ରମରେ ରଖିବା |
06:31 | Latex ଉପରେ ଅନେକ ସ୍ପୋକନ୍ ଟ୍ୟୁଟୋରିଆଲ୍ ଅଛି. latex ଉପରେ ଥିବା ନିମ୍ନଲିଖିତ ସ୍ପୋକନ୍ ଟ୍ୟୁଟୋରିଆଲ୍ ପାଇଁ moudgalya.orgକୁ ଯା’ନ୍ତୁ: What is compilation, letter writing, report writing, mathematical typesetting, equations, tables and figures, how to create a bibliography, and Inside story of bibliography. |
06:53 | ଉତ୍ତମ ପରିଣାମ ପାଇଁ ଟ୍ୟୁଟୋରିଆଲର ଏହି କ୍ରମକୁ ସୁପାରିଶ୍ କରାଯାଇଛି |
06:57 | ଏହି ଟ୍ୟୁଟୋରିଆଲଗୁଡିକର ସୃଷ୍ଟି କରିବା ପାଇଁ ବ୍ୟବହୃତ ହୋଇଥିବା Source ଫାଇଲଗୁଡିକ ମଧ୍ୟ ଏହି ୱେବସାଇଟରେ ଉପଲବ୍ଧ ଅଛି |
07:03 | Installation of Latex in Windows OS ଉପରେ ଗୋଟିଏ ଟ୍ୟୁଟୋରିଆଲକୁ ଯୋଗ କରିବା ପାଇଁ ମନସ୍ଥ କରିଛୁ |
07:09 | ନିକଟ ଭବିଷ୍ୟତରେ ଅନ୍ୟ ଟ୍ୟୁଟୋରିଆଲ୍ ମଧ୍ୟ ଉପଲବ୍ଧ ହେବ ଉଦାହରଣସ୍ଵରୂପ, beamer for slide presentation |
07:15 | ଏହି ପ୍ରେଜେଣ୍ଟେଶନ୍, Latexକୁ ବ୍ୟବହାର କରି beamerରେ ପ୍ରସ୍ତୁତ କରାଯାଇଛି |
07:21 | କିଛି ଟିପ୍ସ: ଯେତେ ପାରୁଛନ୍ତି ସେତେ ସ୍ପୋକନ୍ ଟ୍ୟୁଟୋରିଆଲକୁ ଅଧ୍ୟୟନ କରନ୍ତୁ |
07:26 | ତାହା ସହିତ ଅଭ୍ୟାସ ମଧ୍ୟ କରନ୍ତୁ |
07:28 | ଗୋଟିଏ କାର୍ଯ୍ୟକାରୀ latex ଫାଇଲରୁ ଆରମ୍ଭ କରନ୍ତୁ |
07:31 | ଏକ ସମୟରେ ଗୋଟିଏ ପରିବର୍ତ୍ତନ କରନ୍ତୁ, ସେଭ୍, କମ୍ପାଇଲ୍ କରନ୍ତୁ ଏବଂ ଅନ୍ୟ କିଛି ପରିବର୍ତ୍ତନ କରିବା ପୂର୍ବରୁ ସୁନିଶ୍ଚିତ କରନ୍ତୁ ଯେ ଆପଣ କରିଥିବା ପରିବର୍ତ୍ତନ କାର୍ଯ୍ୟକାରୀ ହେଉଛି |
07:40 | କମ୍ପାଇଲିଙ୍ଗ କରିବା ପୂର୍ବରୁ ସୋର୍ସ ଫାଇଲକୁ save କରିବା ଉପରେ ଧ୍ୟାନଦିଅନ୍ତୁ |
07:45 | Latex ଉପରେ ଅନେକ ବହି ଅଛି, ଆମେ ଦୁଇଟି ପାଇଁ ସୁପାରିଶ୍ କରୁଛୁ |
07:48 | ପ୍ରଥମଟି ହେଉଛି Leslie Lamportଙ୍କ ଦ୍ଵାରା ଯିଏ Latexର ପ୍ରକୃତ ସ୍ରଷ୍ଟା ଅଟନ୍ତି |
07:53 | ଏହା ବହି Indian edition ଦ୍ଵାରା କମ୍ ମୁଲ୍ୟରେ ମଧ୍ୟ ଉପଲବ୍ଧ |
07:57 | ଆଧୁନିକ ୟୁଜରମାନେ ନିମ୍ନଲିଖିତ ବହି, Latex companionକୁ କନସଲ୍ଟ କରିପାରନ୍ତି |
08:03 | ପ୍ରଥମ ବହି ଓ ୱେବରେ ସର୍ଚ କରିବା ଦ୍ଵାରା ଅଧିକାଂଶ ଉଦ୍ଦେଶ୍ୟ ପୂରଣ ପାଇଁ ଯଥେଷ୍ଟ ଅଟେ. ଯାହାହେଉ, latex ସମ୍ବନ୍ଧିତ ସମସ୍ତ ମ୍ୟାଟେରିଆଲ୍ ପାଇଁ ctan.org ହେଉଛି ମୁଖ୍ୟ ସାଇଟ୍ |
08:15 | ଏହି କାର୍ଯ୍ୟ ICT ମାଧ୍ୟମରେ ରାଷ୍ଟ୍ରୀୟ ସାକ୍ଷରତା ମିଶନ୍ ଦ୍ଵାରା ଅନୁଦାନ ପ୍ରାପ୍ତ ଅଟେ. ଭାରତ ସରକାରଙ୍କ MHRD ଦ୍ଵାରା ଲଞ୍ଚ କରାଯାଇଅଛି |
08:24 | ଏହି ମିସନ୍ ପାଇଁ URL ହେଉଛି sakshat.ac.in. ସ୍ପୋକନ୍ ଟ୍ୟୁଟୋରିଆଲ୍ କାର୍ଯ୍ୟକ୍ରମ ଟକ୍ ଟୁ ଏ ଟିଚର୍ ପ୍ରୋଜେକ୍ଟର ଇନିଶିଏଟିଭ୍ ଅଟେ, ଆଇଆଇଟି ବମ୍ବେ, CDEEP ଦ୍ଵାରା ସମର୍ଥିତ: cdeep.iitb.ac.in. |
08:39 | ସ୍ପୋକନ୍ ଟ୍ୟୁଟୋରିଆଲର ବ୍ୟବହାର ଦ୍ଵାରା ସଫ୍ଟୱେର ଡେଭେଲପମେଣ୍ଟକୁ ଲୋକପ୍ରିୟ କରାଇବା ଏବଂ ଏହା fosse.in ଦ୍ଵାରା ସମର୍ଥିତ |
08:47 | Fosseeର ଅର୍ଥ, ଫ୍ରୀ ଆଣ୍ଡ ଓପନ୍ ସୋର୍ସ ସଫ୍ଟୱେର୍ ଇନ୍ ସାଇନସ ଆଣ୍ଡ ଇଞ୍ଜିନିୟରିଙ୍ଗ ଏଜୁକେଶନ୍, ଅଟେ |
08:52 | ଏହି ପ୍ରୋଜେକ୍ଟ ରାଷ୍ଟ୍ରୀୟ ସାକ୍ଷରତା ମିଶନ୍ ଦ୍ୱାରା ମଧ୍ୟ ସମର୍ଥିତ |
08:57 | ଅଧିକ ସ୍ପୋକନ୍ ଟ୍ୟୁଟୋରିଆଲ୍ ପାଇଁ ଏହି ଲିଙ୍କଗୁଡିକୁ ଏବଂ ଅନ୍ୟ ଭାଷାଗୁଡିକରେ ଥିବା ଅନୁବାଦକୁ ଦେଖୁଥା’ନ୍ତୁ |
09:05 | ଏହା ଆମକୁ ଏହି ଟ୍ୟୁଟୋରିଆଲର ସମାପ୍ତିକୁ ଆଣେ. CDEEP, ଆଇଆଇଟି ବମ୍ୱେ ତରଫରୁ, ପ୍ରଦୀପ ମହାପାତ୍ରଙ୍କ ସହ ମୁଁ ପ୍ରଭାସ ତ୍ରିପାଠୀ ଆପଣଙ୍କଠାରୁ ବିଦାୟ ନେଉଛି. ଆମ ସହିତ ଜଡ଼ିତ ହୋଇଥିବାରୁ ଧନ୍ୟବାଦ |