Advanced-Cpp/C2/Polymorphism/Oriya
From Script | Spoken-Tutorial
Time | Narration |
00:02 | ବନ୍ଧୁଗଣ, Polymorphism in C++ ଉପରେ ସ୍ପୋକନ୍ ଟ୍ୟୁଟୋରିଆଲକୁ ସ୍ଵାଗତ |
00:07 | ଏହି ଟ୍ୟୁଟୋରିଆଲରେ ଆମେ: |
00:10 | Polymorphism, Virtual Function, ବିଷୟରେ ଶିଖିବା |
00:13 | ଏହାକୁ ଗୋଟିଏ ଉଦାହରଣ ସାହାଯ୍ୟରେ କରନ୍ତୁ |
00:16 | ଏହି ଟ୍ୟୁଟୋରିଆଲକୁ ରେକର୍ଡ କରିବା ପାଇଁ ମୁଁ ବ୍ୟବହାର କରୁଛି:
Ubuntu OS ଭର୍ସନ୍ 11.10, g++ କମ୍ପାଇଲର୍ ଭର୍ସନ୍ 4.6.1 |
00:27 | ଚାଲନ୍ତୁ polymorphismର ଗୋଟିଏ ପରିଚୟରୁ ଆରମ୍ଭ କରିବା |
00:31 | ବିଭିନ୍ନ ଆକାର ନେବା ପାଇଁ, Polymorphism ଏକ କ୍ଷମତା ଅଟେ |
00:36 | ସମାନ ନାମ ଥିବା ଗୋଟିଏ ଫଙ୍କଶନକୁ ବିଭିନ୍ନ ମାର୍ଗରେ ବ୍ୟବହାର କରିବା ପାଇଁ ଏହା ଏକ କୌଶଳ ଅଟେ |
00:42 | ଚାଲନ୍ତୁ virtual ଫଙ୍କଶନକୁ ଦେଖିବା |
00:45 | Virtual ଫଙ୍କଶନ୍ ଗୋଟିଏ କ୍ଲାସର member ଫଙ୍କଶନ୍ ଅଟେ |
00:49 | ଏହାର derived କ୍ଲାସରେ ଏହାକୁ ଓଭରରାଇଡ୍ କରିପାରିବେ |
00:53 | ଏହା କୀୱର୍ଡ virtual ସହିତ ଘୋଷଣା କରାଯାଏ |
00:57 | run-timeରେ Virtual ଫଙ୍କଶନର କଲକୁ ସମାଧାନ କରାଯାଏ |
01:01 | ବର୍ତ୍ତମାନ, ଚାଲନ୍ତୁ virtual ଫଙ୍କଶନ୍ ଉପରେ ଥିବା ଗୋଟିଏ ଉଦାହରଣକୁ ଦେଖିବା |
01:06 | କୋଡ୍ ଲେଖାଯାଇ ସାରିଛି |
01:08 | ଚାଲନ୍ତୁ ଏହାକୁ ବୁଝିବା |
01:10 | ଧ୍ୟାନଦିଅନ୍ତୁ ଯେ ଫାଇଲ୍ ନାମ virtual.cpp ଅଟେ |
01:15 | ଏହି ପ୍ରୋଗ୍ରାମରେ, ଗୋଟିଏ rectangle, parallelogram ଓ triangleର କ୍ଷେତ୍ରଫଳକୁ ଗଣନା କରନ୍ତୁ |
01:22 | iostream, ଏହା ହେଡର୍ ଫାଇଲ୍ ଅଟେ |
01:25 | ଏଠାରେ std namespaceକୁ ବ୍ୟବହାର କରନ୍ତୁ |
01:29 | ତା’ପରେ, Parallelogram ନାମକ ଗୋଟିଏ କ୍ଲାସ୍ ଅଛି |
01:33 | ଏହା base କ୍ଲାସ୍ ଅଟେ |
01:35 | ଏଥିରେ, width, height ଓ ar ଭାବେ integer ଭେରିଏବଲଗୁଡିକୁ ଘୋଷଣା କରନ୍ତୁ |
01:42 | ଏଗୁଡିକ protected ଭାବେ ଘୋଷିତ ହୋଇଛନ୍ତି |
01:45 | ତା’ପରେ public ଭାବେ ଘୋଷିତ ହୋଇଥିବା, set_values() ଫଙ୍କଶନ୍ ଅଛି |
01:50 | ଏଠାରେ, a ଓ b ଭାବେ ଦୁଇଟି ଆର୍ଗୁମେଣ୍ଟକୁ ଘୋଷଣା କରାଯାଇଛି |
01:55 | ତା’ପରେ, public membersକୁ ବ୍ୟବହାର କରି protected membersକୁ ଆକ୍ସେସ୍ କରନ୍ତୁ |
02:00 | ଏହା virtual function area() ଅଟେ |
02:04 | ଏଠାରେ parallelogramର କ୍ଷେତ୍ରଫଳକୁ ଗଣନା କରନ୍ତୁ |
02:07 | ତା’ପରେ derived କ୍ଲାସ୍ ଭାବେ ଗୋଟିଏ Rectangle କ୍ଲାସ୍ ଅଛି |
02:12 | ଏହା Parallelogram ନାମକ base କ୍ଲାସର ପ୍ରପର୍ଟୀଗୁଡିକୁ ଇନହେରିଟ୍ କରିବ |
02:17 | ଏଠାରେ ଫଙ୍କଶନ୍ area()କୁ override କରନ୍ତୁ |
02:21 | ତା’ପରେ rectangleର କ୍ଷେତ୍ରଫଳକୁ ଗଣନା କରନ୍ତୁ |
02:23 | ଏବଂ ଭାଲ୍ୟୂକୁ ପ୍ରିଣ୍ଟ କରନ୍ତୁ |
02:25 | ଏଠାରେ triangle ନାମକ ଅନ୍ୟ ଏକ derived କ୍ଲାସ୍ ଅଛି |
02:29 | ଏହା ମଧ୍ୟ Parallelogram ନାମକ base କ୍ଲାସର ପ୍ରପର୍ଟୀଗୁଡିକୁ ଇନହେରିଟ୍ କରିବ |
02:35 | ପୁନର୍ବାର ଏଠାରେ ଫଙ୍କଶନ୍ area()କୁ override କରନ୍ତୁ |
02:39 | ତା’ପରେ triangleର କ୍ଷେତ୍ରଫଳକୁ ଗଣନା କରନ୍ତୁ |
02:41 | ଏବଂ ଭାଲ୍ୟୁକୁ ପ୍ରିଣ୍ଟ କରନ୍ତୁ |
02:43 | ଏହା main() ଫଙ୍କଶନ୍ ଅଟେ |
02:46 | ଏଠାରେ କ୍ଲାସ୍ Parallelogramର, p ଭାବେ ଗୋଟିଏ ଅବଜେକ୍ଟ ସୃଷ୍ଟି କରନ୍ତୁ |
02:52 | ଏଠାରେ pointer parallelକୁ ଦେଖିପାରିବେ |
02:56 | ଏହା parallelogram କ୍ଲାସର pointer ଅଟେ |
03:00 | ଏହାକୁ Base pointer କୁହାଯାଏ |
03:03 | base କ୍ଲାସର Pointer, derived କ୍ଲାସର ଅବଜେକ୍ଟକୁ ପଏଣ୍ଟ କରିପାରିବ |
03:08 | ଏଠାରେ Rectangle ଓ Triangle କ୍ଲାସର ଅବଜେକ୍ଟଗୁଡିକୁ ସୃଷ୍ଟି କରନ୍ତୁ |
03:14 | ଏଠାରେ, pର ଆଡ୍ରେସରେ parallelକୁ ଆସାଇନ୍ କରାଯାଇଛି |
03:18 | ତା’ପରେ 3 ଓ 2 ଭାବେ ଆର୍ଗୁମେଣ୍ଟଗୁଡିକୁ ପାସ୍ କରନ୍ତୁ |
03:23 | ତା’ପରେ ଫଙ୍କଶନ୍ area()କୁ କଲ୍ କରନ୍ତୁ |
03:26 | ଏଠାରେ, rectର ଆଡ୍ରେସରେ parallelକୁ ଆସାଇନ୍ କରାଯାଇଛି |
03:30 | Rectangle କ୍ଲାସର rect ଅବଜେକ୍ଟ ଅଟେ |
03:33 | ପୁନର୍ବାର 4 ଓ 5 ଭାବେ ଆର୍ଗୁମେଣ୍ଟଗୁଡିକୁ ପାସ୍ କରନ୍ତୁ |
03:37 | ଏବଂ ଫଙ୍କଶନ୍ area()କୁ କଲ୍ କରନ୍ତୁ |
03:40 | ଏବଂ ଶେଷରେ, Triangleର ଆଡ୍ରେସରେ parallelକୁ ଆସାଇନ୍ କରନ୍ତୁ |
03:45 | trgl |
03:47 | କ୍ଲାସ୍ Triangleର ଏହା ଅବଜେକ୍ଟ ଅଟେ |
03:51 | ଏଠାରେ, 6 ଓ 5କୁ ଆର୍ଗୁମେଣ୍ଟ ଭାବେ ପାସ୍ କରନ୍ତୁ |
03:54 | ଏବଂ area() ଫଙ୍କଶନକୁ କଲ୍ କରନ୍ତୁ |
03:56 | ଏବଂ ଏହା return ଷ୍ଟେଟମେଣ୍ଟ ଅଟେ |
03:59 | ବର୍ତ୍ତମାନ, ପ୍ରୋଗ୍ରାମକୁ ନିଷ୍ପାଦନ କରନ୍ତୁ |
04:02 | କୀବୋର୍ଡ ଉପରେ Ctrl, Alt ଓ T କୀକୁ ଏକ ସଙ୍ଗେ ଦାବି ଟର୍ମିନଲ୍ ୱିଣ୍ଡୋକୁ ଖୋଲନ୍ତୁ |
04:09 | କମ୍ପାଇଲ୍ କରିବା ପାଇଁ, ଟାଇପ୍ କରନ୍ତୁ: g++ ସ୍ପେସ୍ virtual.cpp ସ୍ପେସ୍ -o ସ୍ପେସ୍ vir, Enter ଦାବନ୍ତୁ |
04:20 | ଟାଇପ୍ କରନ୍ତୁ: ./vir, Enter ଦାବନ୍ତୁ |
04:24 | ପ୍ରଦର୍ଶିତ ନିମ୍ନଲିଖିତ ଆଉଟପୁଟକୁ ଦେଖନ୍ତୁ: |
04:27 | Area of parallelogram is 6 |
04:29 | Area of rectangle is 20 |
04:31 | and Area of triangle is 15 |
04:34 | slidesକୁ ଫେରିଆସନ୍ତୁ |
04:36 | ସଂକ୍ଷିପ୍ତରେ. ଏହି ଟ୍ୟୁଟୋରିଆଲରେ ଆମେ ନିମ୍ନଲିଖିତ ଶିଖିଲେ- |
04:39 | Polymorphism |
04:41 | Virtual function, ଉଦାହରଣ Virtual int area() |
04:45 | ଏକ ଆସାଇନମେଣ୍ଟ ଭାବେ: rectangle, square ଓ triangleର ପରିସୀମାକୁ ଗଣନା କରନ୍ତୁ |
04:50 | ପରିସୀମାକୁ ଗୋଟିଏ Virtual ଫଙ୍କଶନ୍ ଭାବେ ସୃଷ୍ଟି କରନ୍ତୁ |
04:54 | ନିମ୍ନ ଲିଙ୍କରେ ଉପଲବ୍ଧ ଥିବା ଭିଡିଓକୁ ଦେଖନ୍ତୁ |
04:57 | ଏହା ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟକୁ ସାରାଂଶିତ କରେ |
05:00 | ଯଦି ଆପଣଙ୍କର ଭଲ ବ୍ୟାଣ୍ଡୱିଡଥ୍ ନାହିଁ, ଏହାକୁ ଡାଉନଲୋଡ୍ କରିଦେଖିପାରିବେ |
05:04 | ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ ଟିମ୍: |
05:06 | ସ୍ପୋକନ୍ ଟ୍ୟୁଟୋରିଆଲ୍ସ ବ୍ୟବହାର କରି କର୍ମଶାଳାମାନ ଚଲାନ୍ତି |
05:09 | ଅନଲାଇନ୍ ଟେଷ୍ଟ ପାସ୍ କରୁଥିବା ବ୍ୟକ୍ତିମାନଙ୍କୁ ପ୍ରମାଣପତ୍ର ଦିଅନ୍ତି. |
05:14 | ଅଧିକ ବିବରଣୀ ପାଇଁ ଦୟାକରି, contact@spoken-tutorial.orgକୁ ଲେଖନ୍ତୁ |
05:21 | ସ୍ପୋକନ୍ ଟ୍ୟୁଟୋରିଆଲ ପ୍ରୋଜେକ୍ଟ, ଟକ୍ ଟୁ ଏ ଟିଚର୍ ପ୍ରୋଜେକ୍ଟର ଏକ ଅଂଶ |
05:25 | ଏହା ଭାରତ ସରକାରଙ୍କ MHRDର ICT ମାଧ୍ୟମରେ ରାଷ୍ଟ୍ରୀୟ ସାକ୍ଷରତା ମିଶନ୍ ଦ୍ୱାରା ସମର୍ଥିତ |
05:32 | ଏହି ମିଶନ୍ ଉପରେ ଅଧିକ ବିବରଣୀ http://spoken-tutorial.org/NMEICT-Introରେ ଉପଲବ୍ଧ |
05:37 | ଆଇଆଇଟି ବମ୍ୱେ ତରଫରୁ, ପ୍ରଦୀପ ମହାପାତ୍ରଙ୍କ ସହ ମୁଁ ପ୍ରଭାସ ତ୍ରିପାଠୀ ଆପଣଙ୍କଠାରୁ ବିଦାୟ ନେଉଛି. ଆମ ସହିତ ଜଡ଼ିତ ହୋଇଥିବାରୁ ଧନ୍ୟବାଦ |