Advanced-Cpp/C2/More-On-Inheritance/Oriya

From Script | Spoken-Tutorial
Revision as of 12:56, 8 August 2017 by Pradeep (Talk | contribs)

(diff) ← Older revision | Latest revision (diff) | Newer revision → (diff)
Jump to: navigation, search
Time Narration
00:01 ବନ୍ଧୁଗଣ, Multiple and Hierarchical Inheritance in C++ ଉପରେ ସ୍ପୋକନ୍ ଟ୍ୟୁଟୋରିଆଲକୁ ସ୍ଵାଗତ
00:07 ଏହି ଟ୍ୟୁଟୋରିଆଲରେ ଆମେ:
00:09 ମଲ୍ଟିପଲ୍ Inheritance
00:11 Hierarchical Inheritance, ବିଷୟରେ ଶିଖିବା
00:13 ଏହାକୁ ଗୋଟିଏ ଉଦାହରଣ ସାହାଯ୍ୟରେ କରନ୍ତୁ
00:17 ଏହି ଟ୍ୟୁଟୋରିଆଲକୁ ରେକର୍ଡ କରିବା ପାଇଁ ମୁଁ ବ୍ୟବହାର କରୁଛି:
00:20 Ubuntu OS ଭର୍ସନ୍ 11.10
00:24 g++ କମ୍ପାଇଲର୍ ଭର୍ସନ୍ 4.6.1
00:29 ମଲ୍ଟିପଲ୍ inheritanceରେ, ଏକରୁ ଅଧିକ base କ୍ଲାସରୁ derived କ୍ଲାସ୍ inherit ହୋଇଥାଏ
00:36 ବର୍ତ୍ତମାନ ମଲ୍ଟିପଲ୍ inheritance ଉପରେ ଥିବା ଗୋଟିଏ ଉଦାହରଣକୁ ଦେଖନ୍ତୁ
00:40 ଏଡିଟର୍ ଉପରେ କୋଡ୍ ଟାଇପ୍ ହୋଇସାରିଛି
00:42 ଏହାକୁ ଖୋଲନ୍ତୁ
00:45 ଧ୍ୟାନଦିଅନ୍ତୁ ଯେ ଫାଇଲ୍ ନାମ multiple.cpp ଅଟେ
00:49 ଏହି ପ୍ରୋଗ୍ରାମରେ, ଛାତ୍ରଜଣଙ୍କର, name, roll no, marks ଓ averageକୁ ପ୍ରଦର୍ଶନ କରନ୍ତୁ
00:56 କୋଡକୁ ବର୍ଣ୍ଣନା କରନ୍ତୁ
00:59 iostream, ଏହା ହେଡର୍ ଫାଇଲ୍ ଅଟେ
01:01 ଏଠାରେ std namespaceକୁ ବ୍ୟବହାର କରନ୍ତୁ
01:05 ତା’ପରେ କ୍ଲାସ୍ student ଅଛି
01:07 ଏହା base କ୍ଲାସ୍ ଅଟେ
01:09 ଏଥିରେ, roll_no, integer ଭେରିଏବଲ୍ ଭାବେ ଏବଂ name, character ଭେରିଏବଲ୍ ଭାବେ ଅଛି
01:16 ଏଗୁଡିକୁ protected ଭାବେ ଘୋଷଣା କରାଯାଇଛି
01:19 ତା’ପରେ ଅନ୍ୟ ଏକ କ୍ଲାସ୍ exam_inherit ଅଛି
01:24 ଏହା ମଧ୍ୟ ଗୋଟିଏ base କ୍ଲାସ୍ ଅଟେ
01:26 ତେଣୁ ଏଠାରେ ଦୁଇଟି base କ୍ଲାସ୍ ଅଛି- student ଓ exam_inherit
01:32 ଏଥିରେ, protected ଭାବେ sub1, sub2 ଓ sub3 ନାମକ ତିନୋଟି ଭେରିଏବଲ୍ ଅଛି
01:38 ଏହାର କାରଣ derived କ୍ଲାସ୍ ଦ୍ଵାରା protected ଭେରିଏବଲଗୁଡିକୁ ଆକ୍ସେସ୍ କରିପାରିବେ
01:44 ବର୍ତ୍ତମାନ, ଏଠାରେ କ୍ଲାସ୍ grade ଅଛି ଯାହା derived କ୍ଲାସ୍ ଅଟେ
01:50 ଏହା base କ୍ଲାସଗୁଡିକୁ ଇନହେରିଟ୍ କରିଥାଏ, ଯେପରି –କ୍ଲାସ୍ student ଓ କ୍ଲାସ୍ exam_inherit
01:56 ଏଥିରେ, integer ଭେରିଏବଲ୍ ଭାବେ ଥିବା avgକୁ private ଭାବେ ଘୋଷଣା କରାଯାଇଛି
02:02 ତା’ପରେ ଫଙ୍କଶନଗୁଡିକ, ଯେପରି:
02:04 input(), display()
02:06 average(), input_exam()
02:08 ଓ display_exam(), public ଫଙ୍କଶନ୍ ଭାବେ ଅଛନ୍ତି
02:11 ଏଥିରେ, integer ଭେରିଏବଲ୍ ଭାବେ totalକୁ public ଭାବେ ଘୋଷଣା କରାଯାଇଛି
02:17 ତା’ପରେ, ଛାତ୍ରଜଣଙ୍କର roll_no ଓ nameକୁ ଗ୍ରହଣ କରିବା ପାଇଁ input() ଫଙ୍କଶନକୁ ବ୍ୟବହାର କରନ୍ତୁ
02:24 display() ଫଙ୍କଶନରେ, ଛାତ୍ରଙ୍କର roll_no ଓ nameକୁ ପ୍ରଦର୍ଶନ କରନ୍ତୁ
02:28 ଏଠାରେ, input_exam() ଫଙ୍କଶନ୍ ଅଛି
02:31 ଏଥିରେ, sub1, sub2 ଓ sub3 ନାମକ ତିନୋଟି ବିଷୟର ମାର୍କକୁ ଗ୍ରହଣ କରନ୍ତୁ
02:37 ତା’ପରେ display_exam() ଫଙ୍କଶନରେ, ତିନୋଟି ବିଷୟର ସର୍ବ ମୋଟ୍ ମାର୍କକୁ ଗଣନା କରିବା ସହିତ totalକୁ ପ୍ରିଣ୍ଟ କରନ୍ତୁ
02:44 ଏବଂ average() ଫଙ୍କଶନରେ ଆଭରେଜକୁ ଗଣନା କରନ୍ତୁ
02:48 ଏହା main() ଫଙ୍କଶନ୍ ଅଟେ
02:51 ଏଥିରେ, କ୍ଲାସ୍ gradeର ଗୋଟିଏ object ସୃଷ୍ଟି କରନ୍ତୁ ଯାହା gd ନାମକ derived କ୍ଲାସ୍ ଅଟେ
02:57 ତା’ପରେ ଉପରୋକ୍ତ ସମଗ୍ର ଫଙ୍କଶନଗୁଡିକୁ କଲ୍ କରନ୍ତୁ
03:01 ଏହା return ଷ୍ଟେଟମେଣ୍ଟ ଅଟେ
03:03 ବର୍ତ୍ତମାନ, ପ୍ରୋଗ୍ରାମକୁ ନିଷ୍ପାଦନ କରନ୍ତୁ
03:05 କୀବୋର୍ଡ ଉପରେ Ctrl, Alt ଓ T କୀକୁ ଏକ ସଙ୍ଗେ ଦାବି ଟର୍ମିନଲ୍ ୱିଣ୍ଡୋକୁ ଖୋଲନ୍ତୁ
03:14 କମ୍ପାଇଲ୍ କରିବା ପାଇଁ, ଟାଇପ୍ କରନ୍ତୁ: g++ ସ୍ପେସ୍ multiple ଡଟ୍ cpp ସ୍ପେସ୍ ହାଇଫେନ୍ o ସ୍ପେସ୍ mult. Enter ଦାବନ୍ତୁ
03:24 ଟାଇପ୍ କରନ୍ତୁ: ଡଟ୍ ସ୍ଲାସ୍ mult. Enter ଦାବନ୍ତୁ
03:29 ଏଠାରେ ଦେଖନ୍ତୁ, Enter Roll no.:
03:32 3 ଭାବେ ପ୍ରବେଶ କରନ୍ତୁ
03:34 Enter Name:
03:36 Pratham ଭାବେ ପ୍ରବେଶ କରନ୍ତୁ
03:39 Enter marks of subject1:
03:41 67 ପ୍ରଦାନ କରନ୍ତୁ
03:43 subject2ରେ 78
03:46 ଏବଂ subject3ରେ 84 ପ୍ରଦାନ କରନ୍ତୁ
03:48 ଆଉଟପୁଟ୍ ନିମ୍ନ ଭାବେ ପ୍ରଦର୍ଶନ ହେବ:
03:51 Roll no is: 3, Name is: Pratham,
03:53 Total is: 229
03:55 Average is: 76
03:58 ଏହା ମଲ୍ଟିପଲ୍ inheritance ଥିଲା
04:00 ବର୍ତ୍ତମାନ, hierarchical inheritanceକୁ ଦେଖିବା
04:03 ପ୍ରୋଗ୍ରାମକୁ ଫେରିଆସନ୍ତୁ
04:05 hierarchical inheritanceରେ, ମଲ୍ଟିପଲ୍ derived କ୍ଲାସଗୁଡିକ ଗୋଟିଏ base କ୍ଲାସ୍ ମଧ୍ୟରୁ ଇନହେରିଟ୍ ହୋଇଥାଏ
04:12 ଧ୍ୟାନଦିଅନ୍ତୁ ଯେ ଫାଇଲର ନାମ hierarchical ଡଟ୍ cpp ଅଟେ
04:16 ବର୍ତ୍ତମାନ କୋଡକୁ ବର୍ଣ୍ଣନା କରନ୍ତୁ
04:19 iostream, ଏହା ହେଡର୍ ଫାଇଲ୍ ଅଟେ
04:22 ଏଠାରେ std namespaceକୁ ବ୍ୟବହାର କରନ୍ତୁ
04:25 ତା’ପରେ କ୍ଲାସ୍ student ଅଛି ଯାହା base କ୍ଲାସ୍ ଅଟେ
04:29 ଏଥିରେ, integer ଭେରିଏବଲ୍ ଭାବେ roll_no ଅଛି
04:34 Sub1, sub2, sub3 ଓ total, integer ଭେରିଏବଲ୍ ଅଟନ୍ତି
04:40 ତା’ପରେ, character ଭେରିଏବଲ୍ ଭାବେ name ଅଛି
04:43 ଏଗୁଡିକ protected ଭାବେ ଘୋଷିତ ହୋଇଛନ୍ତି
04:46 ଏଠାରେ, show ନାମକ ଅନ୍ୟ ଏକ କ୍ଲାସ୍ ଅଛି
04:49 ଏହା derived କ୍ଲାସ୍ ଅଟେ
04:51 ଏହା କ୍ଲାସ୍ studentର ପ୍ରପର୍ଟୀଗୁଡିକୁ ଇନହେରିଟ୍ କରିଥାଏ
04:54 ଏଥିରେ, input() ଓ display() ନାମକ ଦୁଇଟି ଫଙ୍କଶନ୍ ଅଛି
04:59 ଏଗୁଡିକ public ଫଙ୍କଶନ୍ ଭବେ ଘୋଷିତ ହୋଇଛନ୍ତି
05:02 input() ଫଙ୍କଶନରେ, ଛାତ୍ରଜଣଙ୍କର roll_no ଓ nameକୁ ଗ୍ରହଣ କରନ୍ତୁ
05:07 display() ଫଙ୍କଶନରେ, ଛାତ୍ରଜଣଙ୍କର roll_no ଓ nameକୁ ପ୍ରଦର୍ଶନ କରନ୍ତୁ
05:11 ତା’ପରେ କ୍ଲାସ୍ exam ଭାବେ ଅନ୍ୟ ଏକ derived କ୍ଲାସ୍ ଅଛି
05:15 ଏହା ମଧ୍ୟ କ୍ଲାସ୍ studentକୁ ଇନହେରିଟ୍ କରିଥାଏ
05:19 ଏଠାରେ କ୍ଲାସ୍ exam ଓ କ୍ଲାସ୍ show ନାମକ ଦୁଇଟି derived କ୍ଲାସ୍ ଥିବାର ଦେଖିପାରିବେ
05:26 ଉଭୟ କ୍ଲାସ୍, କ୍ଲାସ୍ studentକୁ ଇନହେରିଟ୍ କରନ୍ତି
05:30 କ୍ଲାସ୍ examରେ, public ଭାବେ ଘୋଷିତ ହୋଇଥିବା input_exam() ଓ total_marks() ନାମକ ଦୁଇଟି ଫଙ୍କଶନକୁ ଘୋଷଣା କରାଯାଇଛି
05:38 ଏଠାରେ input_exam() ଫଙ୍କଶନକୁ ଆକ୍ସେସ୍ କରନ୍ତୁ
05:41 ଏହା, sub1, sub2 ଓ sub3 ନାମକ ତିନୋଟି ବିଷୟର ମାର୍କକୁ ଗ୍ରହଣ କରିବ
05:46 ତା’ପରେ total_marks() ଫଙ୍କଶନ୍ ଅଛି
05:49 ଏହା ତିନୋଟି ବିଷୟର ସର୍ବମୋଟ ମାର୍କକୁ ଗଣନା କରିବା ସହିତ totalକୁ ପ୍ରିଣ୍ଟ କରିବ
05:53 ଏହା main() ଫଙ୍କଶନ୍ ଅଟେ
05:56 ଏଥିରେ, ତିନୋଟି କ୍ଲାସର st, sw ଓ em ନାମକ ଅବଜେକ୍ଟଗୁଡିକୁ ସୃଷ୍ଟି କରନ୍ତୁ
06:03 ତା’ପରେ ଏହି ଅବଜେକ୍ଟଗୁଡିକୁ ବ୍ୟବହାର କରି ଉପରୋକ୍ତ ସମସ୍ତ ଫଙ୍କଶନଗୁଡିକୁ କଲ୍ କରନ୍ତୁ

sw.input();

em.input_exam();

sw.display();

em.total_marks();

06:15 ଏବଂ ଏହା return ଷ୍ଟେଟମେଣ୍ଟ ଅଟେ
06:17 ବର୍ତ୍ତମାନ, ପ୍ରୋଗ୍ରାମକୁ ନିଷ୍ପାଦନ କରନ୍ତୁ
06:19 ଟର୍ମିନଲକୁ ଫେରିଆସନ୍ତୁ
06:21 promptକୁ କ୍ଲିୟର୍ କରନ୍ତୁ
06:24 କମ୍ପାଇଲ୍ କରିବା ପାଇଁ ଟାଇପ୍ କରନ୍ତୁ: g++ ସ୍ପେସ୍ hierarchical ଡଟ୍ cpp ସ୍ପେସ୍ ହାଇଫେନ୍ o ସ୍ପେସ୍ hier
06:36 Enter ଦାବନ୍ତୁ. ଟାଇପ୍ କରନ୍ତୁ: ଡଟ୍ ସ୍ଲାଶ୍ hier
06:41 Enter ଦାବନ୍ତୁ
06:43 Enter Roll no.: 4 ପ୍ରବେଶ କରନ୍ତୁ
06:46 Enter Name: Ashwini ପ୍ରବେଶ କରନ୍ତୁ
06:50 Enter marks of subject1
06:52 87 ଭାବେ ପ୍ରଦାନ କରନ୍ତୁ
06:54 subject2ରେ 67 ଏବଂ subject3ରେ 97 ଭାବେ ପ୍ରଦାନ କରନ୍ତୁ
07:00 ଆଉଟପୁଟ୍ ନିମ୍ନ ଭାବେ ପ୍ରଦର୍ଶିତ ହେବ:
07:02 Roll no is: 4
07:04 Name is: Ashwini and
07:06 Total is : 251. ଏହା ଆମକୁ ଏହି ଟ୍ୟୁଟୋରିଆଲର ସମାପ୍ତିକୁ ଆଣେ
07:10 slidesକୁ ଫେରିଆସନ୍ତୁ
07:13 ସଂକ୍ଷିପ୍ତରେ. ଏହି ଟ୍ୟୁଟୋରିଆଲରେ ଆମେ ଶିଖିଲେ-
07:16 ମଲ୍ଟିପଲ୍ Inheritance ଓ
07:18 Hierarchical Inheritance
07:20 ଏକ ଆସାଇନମେଣ୍ଟ ଭାବେ: area ଓ perimeter ନାମକ ଗୋଟିଏ କ୍ଲାସ୍ ସୃଷ୍ଟି କରନ୍ତୁ
07:25 ଆୟତକ୍ଷେତ୍ରର କ୍ଷେତ୍ରଫଳ ଓ ପରିସୀମା ପ୍ରାପ୍ତ କରନ୍ତୁ
07:29 ନିମ୍ନ ଲିଙ୍କରେ ଉପଲବ୍ଧ ଥିବା ଭିଡିଓକୁ ଦେଖନ୍ତୁ
07:32 ଏହା ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟକୁ ସାରାଂଶିତ କରେ
07:35 ଯଦି ଆପଣଙ୍କର ଭଲ ବ୍ୟାଣ୍ଡୱିଡଥ୍ ନାହିଁ, ଏହାକୁ ଡାଉନଲୋଡ୍ କରିଦେଖିପାରିବେ
07:40 ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ ଟିମ୍:
07:42 ସ୍ପୋକନ୍ ଟ୍ୟୁଟୋରିଆଲ୍ସ ବ୍ୟବହାର କରି କର୍ମଶାଳାମାନ ଚଲାନ୍ତି
07:45 ଅନଲାଇନ୍ ଟେଷ୍ଟ ପାସ୍ କରୁଥିବା ବ୍ୟକ୍ତିମାନଙ୍କୁ ପ୍ରମାଣପତ୍ର ଦିଅନ୍ତି.
07:49 ଅଧିକ ବିବରଣୀ ପାଇଁ ଦୟାକରି
07:51 contact@spoken-tutorial.orgକୁ ଲେଖନ୍ତୁ
07:56 ସ୍ପୋକନ୍ ଟ୍ୟୁଟୋରିଆଲ ପ୍ରୋଜେକ୍ଟ, ଟକ୍ ଟୁ ଏ ଟିଚର୍ ପ୍ରୋଜେକ୍ଟର ଏକ ଅଂଶ
08:01 ଏହା ଭାରତ ସରକାରଙ୍କ MHRDର ICT ମାଧ୍ୟମରେ ରାଷ୍ଟ୍ରୀୟ ସାକ୍ଷରତା ମିଶନ୍ ଦ୍ୱାରା ସମର୍ଥିତ
08:07 ଏହି ମିଶନ୍ ଉପରେ ଅଧିକ ବିବରଣୀ ନିମ୍ନ ଲିଙ୍କରେ ଉପଲବ୍ଧ
08:11 ଆଇଆଇଟି ବମ୍ୱେ ତରଫରୁ, ପ୍ରଦୀପ ମହାପାତ୍ରଙ୍କ ସହ ମୁଁ ପ୍ରଭାସ ତ୍ରିପାଠୀ ଆପଣଙ୍କଠାରୁ ବିଦାୟ ନେଉଛି. ଆମ ସହିତ ଜଡ଼ିତ ହୋଇଥିବାରୁ ଧନ୍ୟବାଦ

Contributors and Content Editors

Pradeep