Advanced-Cpp/C2/More-On-Inheritance/Oriya
From Script | Spoken-Tutorial
Time | Narration |
00:01 | ବନ୍ଧୁଗଣ, Multiple and Hierarchical Inheritance in C++ ଉପରେ ସ୍ପୋକନ୍ ଟ୍ୟୁଟୋରିଆଲକୁ ସ୍ଵାଗତ |
00:07 | ଏହି ଟ୍ୟୁଟୋରିଆଲରେ ଆମେ: |
00:09 | ମଲ୍ଟିପଲ୍ Inheritance |
00:11 | Hierarchical Inheritance, ବିଷୟରେ ଶିଖିବା |
00:13 | ଏହାକୁ ଗୋଟିଏ ଉଦାହରଣ ସାହାଯ୍ୟରେ କରନ୍ତୁ |
00:17 | ଏହି ଟ୍ୟୁଟୋରିଆଲକୁ ରେକର୍ଡ କରିବା ପାଇଁ ମୁଁ ବ୍ୟବହାର କରୁଛି: |
00:20 | Ubuntu OS ଭର୍ସନ୍ 11.10 |
00:24 | g++ କମ୍ପାଇଲର୍ ଭର୍ସନ୍ 4.6.1 |
00:29 | ମଲ୍ଟିପଲ୍ inheritanceରେ, ଏକରୁ ଅଧିକ base କ୍ଲାସରୁ derived କ୍ଲାସ୍ inherit ହୋଇଥାଏ |
00:36 | ବର୍ତ୍ତମାନ ମଲ୍ଟିପଲ୍ inheritance ଉପରେ ଥିବା ଗୋଟିଏ ଉଦାହରଣକୁ ଦେଖନ୍ତୁ |
00:40 | ଏଡିଟର୍ ଉପରେ କୋଡ୍ ଟାଇପ୍ ହୋଇସାରିଛି |
00:42 | ଏହାକୁ ଖୋଲନ୍ତୁ |
00:45 | ଧ୍ୟାନଦିଅନ୍ତୁ ଯେ ଫାଇଲ୍ ନାମ multiple.cpp ଅଟେ |
00:49 | ଏହି ପ୍ରୋଗ୍ରାମରେ, ଛାତ୍ରଜଣଙ୍କର, name, roll no, marks ଓ averageକୁ ପ୍ରଦର୍ଶନ କରନ୍ତୁ |
00:56 | କୋଡକୁ ବର୍ଣ୍ଣନା କରନ୍ତୁ |
00:59 | iostream, ଏହା ହେଡର୍ ଫାଇଲ୍ ଅଟେ |
01:01 | ଏଠାରେ std namespaceକୁ ବ୍ୟବହାର କରନ୍ତୁ |
01:05 | ତା’ପରେ କ୍ଲାସ୍ student ଅଛି |
01:07 | ଏହା base କ୍ଲାସ୍ ଅଟେ |
01:09 | ଏଥିରେ, roll_no, integer ଭେରିଏବଲ୍ ଭାବେ ଏବଂ name, character ଭେରିଏବଲ୍ ଭାବେ ଅଛି |
01:16 | ଏଗୁଡିକୁ protected ଭାବେ ଘୋଷଣା କରାଯାଇଛି |
01:19 | ତା’ପରେ ଅନ୍ୟ ଏକ କ୍ଲାସ୍ exam_inherit ଅଛି |
01:24 | ଏହା ମଧ୍ୟ ଗୋଟିଏ base କ୍ଲାସ୍ ଅଟେ |
01:26 | ତେଣୁ ଏଠାରେ ଦୁଇଟି base କ୍ଲାସ୍ ଅଛି- student ଓ exam_inherit |
01:32 | ଏଥିରେ, protected ଭାବେ sub1, sub2 ଓ sub3 ନାମକ ତିନୋଟି ଭେରିଏବଲ୍ ଅଛି |
01:38 | ଏହାର କାରଣ derived କ୍ଲାସ୍ ଦ୍ଵାରା protected ଭେରିଏବଲଗୁଡିକୁ ଆକ୍ସେସ୍ କରିପାରିବେ |
01:44 | ବର୍ତ୍ତମାନ, ଏଠାରେ କ୍ଲାସ୍ grade ଅଛି ଯାହା derived କ୍ଲାସ୍ ଅଟେ |
01:50 | ଏହା base କ୍ଲାସଗୁଡିକୁ ଇନହେରିଟ୍ କରିଥାଏ, ଯେପରି –କ୍ଲାସ୍ student ଓ କ୍ଲାସ୍ exam_inherit |
01:56 | ଏଥିରେ, integer ଭେରିଏବଲ୍ ଭାବେ ଥିବା avgକୁ private ଭାବେ ଘୋଷଣା କରାଯାଇଛି |
02:02 | ତା’ପରେ ଫଙ୍କଶନଗୁଡିକ, ଯେପରି: |
02:04 | input(), display() |
02:06 | average(), input_exam() |
02:08 | ଓ display_exam(), public ଫଙ୍କଶନ୍ ଭାବେ ଅଛନ୍ତି |
02:11 | ଏଥିରେ, integer ଭେରିଏବଲ୍ ଭାବେ totalକୁ public ଭାବେ ଘୋଷଣା କରାଯାଇଛି |
02:17 | ତା’ପରେ, ଛାତ୍ରଜଣଙ୍କର roll_no ଓ nameକୁ ଗ୍ରହଣ କରିବା ପାଇଁ input() ଫଙ୍କଶନକୁ ବ୍ୟବହାର କରନ୍ତୁ |
02:24 | display() ଫଙ୍କଶନରେ, ଛାତ୍ରଙ୍କର roll_no ଓ nameକୁ ପ୍ରଦର୍ଶନ କରନ୍ତୁ |
02:28 | ଏଠାରେ, input_exam() ଫଙ୍କଶନ୍ ଅଛି |
02:31 | ଏଥିରେ, sub1, sub2 ଓ sub3 ନାମକ ତିନୋଟି ବିଷୟର ମାର୍କକୁ ଗ୍ରହଣ କରନ୍ତୁ |
02:37 | ତା’ପରେ display_exam() ଫଙ୍କଶନରେ, ତିନୋଟି ବିଷୟର ସର୍ବ ମୋଟ୍ ମାର୍କକୁ ଗଣନା କରିବା ସହିତ totalକୁ ପ୍ରିଣ୍ଟ କରନ୍ତୁ |
02:44 | ଏବଂ average() ଫଙ୍କଶନରେ ଆଭରେଜକୁ ଗଣନା କରନ୍ତୁ |
02:48 | ଏହା main() ଫଙ୍କଶନ୍ ଅଟେ |
02:51 | ଏଥିରେ, କ୍ଲାସ୍ gradeର ଗୋଟିଏ object ସୃଷ୍ଟି କରନ୍ତୁ ଯାହା gd ନାମକ derived କ୍ଲାସ୍ ଅଟେ |
02:57 | ତା’ପରେ ଉପରୋକ୍ତ ସମଗ୍ର ଫଙ୍କଶନଗୁଡିକୁ କଲ୍ କରନ୍ତୁ |
03:01 | ଏହା return ଷ୍ଟେଟମେଣ୍ଟ ଅଟେ |
03:03 | ବର୍ତ୍ତମାନ, ପ୍ରୋଗ୍ରାମକୁ ନିଷ୍ପାଦନ କରନ୍ତୁ |
03:05 | କୀବୋର୍ଡ ଉପରେ Ctrl, Alt ଓ T କୀକୁ ଏକ ସଙ୍ଗେ ଦାବି ଟର୍ମିନଲ୍ ୱିଣ୍ଡୋକୁ ଖୋଲନ୍ତୁ |
03:14 | କମ୍ପାଇଲ୍ କରିବା ପାଇଁ, ଟାଇପ୍ କରନ୍ତୁ: g++ ସ୍ପେସ୍ multiple ଡଟ୍ cpp ସ୍ପେସ୍ ହାଇଫେନ୍ o ସ୍ପେସ୍ mult. Enter ଦାବନ୍ତୁ |
03:24 | ଟାଇପ୍ କରନ୍ତୁ: ଡଟ୍ ସ୍ଲାସ୍ mult. Enter ଦାବନ୍ତୁ |
03:29 | ଏଠାରେ ଦେଖନ୍ତୁ, Enter Roll no.: |
03:32 | 3 ଭାବେ ପ୍ରବେଶ କରନ୍ତୁ |
03:34 | Enter Name: |
03:36 | Pratham ଭାବେ ପ୍ରବେଶ କରନ୍ତୁ |
03:39 | Enter marks of subject1: |
03:41 | 67 ପ୍ରଦାନ କରନ୍ତୁ |
03:43 | subject2ରେ 78 |
03:46 | ଏବଂ subject3ରେ 84 ପ୍ରଦାନ କରନ୍ତୁ |
03:48 | ଆଉଟପୁଟ୍ ନିମ୍ନ ଭାବେ ପ୍ରଦର୍ଶନ ହେବ: |
03:51 | Roll no is: 3, Name is: Pratham, |
03:53 | Total is: 229 |
03:55 | Average is: 76 |
03:58 | ଏହା ମଲ୍ଟିପଲ୍ inheritance ଥିଲା |
04:00 | ବର୍ତ୍ତମାନ, hierarchical inheritanceକୁ ଦେଖିବା |
04:03 | ପ୍ରୋଗ୍ରାମକୁ ଫେରିଆସନ୍ତୁ |
04:05 | hierarchical inheritanceରେ, ମଲ୍ଟିପଲ୍ derived କ୍ଲାସଗୁଡିକ ଗୋଟିଏ base କ୍ଲାସ୍ ମଧ୍ୟରୁ ଇନହେରିଟ୍ ହୋଇଥାଏ |
04:12 | ଧ୍ୟାନଦିଅନ୍ତୁ ଯେ ଫାଇଲର ନାମ hierarchical ଡଟ୍ cpp ଅଟେ |
04:16 | ବର୍ତ୍ତମାନ କୋଡକୁ ବର୍ଣ୍ଣନା କରନ୍ତୁ |
04:19 | iostream, ଏହା ହେଡର୍ ଫାଇଲ୍ ଅଟେ |
04:22 | ଏଠାରେ std namespaceକୁ ବ୍ୟବହାର କରନ୍ତୁ |
04:25 | ତା’ପରେ କ୍ଲାସ୍ student ଅଛି ଯାହା base କ୍ଲାସ୍ ଅଟେ |
04:29 | ଏଥିରେ, integer ଭେରିଏବଲ୍ ଭାବେ roll_no ଅଛି |
04:34 | Sub1, sub2, sub3 ଓ total, integer ଭେରିଏବଲ୍ ଅଟନ୍ତି |
04:40 | ତା’ପରେ, character ଭେରିଏବଲ୍ ଭାବେ name ଅଛି |
04:43 | ଏଗୁଡିକ protected ଭାବେ ଘୋଷିତ ହୋଇଛନ୍ତି |
04:46 | ଏଠାରେ, show ନାମକ ଅନ୍ୟ ଏକ କ୍ଲାସ୍ ଅଛି |
04:49 | ଏହା derived କ୍ଲାସ୍ ଅଟେ |
04:51 | ଏହା କ୍ଲାସ୍ studentର ପ୍ରପର୍ଟୀଗୁଡିକୁ ଇନହେରିଟ୍ କରିଥାଏ |
04:54 | ଏଥିରେ, input() ଓ display() ନାମକ ଦୁଇଟି ଫଙ୍କଶନ୍ ଅଛି |
04:59 | ଏଗୁଡିକ public ଫଙ୍କଶନ୍ ଭବେ ଘୋଷିତ ହୋଇଛନ୍ତି |
05:02 | input() ଫଙ୍କଶନରେ, ଛାତ୍ରଜଣଙ୍କର roll_no ଓ nameକୁ ଗ୍ରହଣ କରନ୍ତୁ |
05:07 | display() ଫଙ୍କଶନରେ, ଛାତ୍ରଜଣଙ୍କର roll_no ଓ nameକୁ ପ୍ରଦର୍ଶନ କରନ୍ତୁ |
05:11 | ତା’ପରେ କ୍ଲାସ୍ exam ଭାବେ ଅନ୍ୟ ଏକ derived କ୍ଲାସ୍ ଅଛି |
05:15 | ଏହା ମଧ୍ୟ କ୍ଲାସ୍ studentକୁ ଇନହେରିଟ୍ କରିଥାଏ |
05:19 | ଏଠାରେ କ୍ଲାସ୍ exam ଓ କ୍ଲାସ୍ show ନାମକ ଦୁଇଟି derived କ୍ଲାସ୍ ଥିବାର ଦେଖିପାରିବେ |
05:26 | ଉଭୟ କ୍ଲାସ୍, କ୍ଲାସ୍ studentକୁ ଇନହେରିଟ୍ କରନ୍ତି |
05:30 | କ୍ଲାସ୍ examରେ, public ଭାବେ ଘୋଷିତ ହୋଇଥିବା input_exam() ଓ total_marks() ନାମକ ଦୁଇଟି ଫଙ୍କଶନକୁ ଘୋଷଣା କରାଯାଇଛି |
05:38 | ଏଠାରେ input_exam() ଫଙ୍କଶନକୁ ଆକ୍ସେସ୍ କରନ୍ତୁ |
05:41 | ଏହା, sub1, sub2 ଓ sub3 ନାମକ ତିନୋଟି ବିଷୟର ମାର୍କକୁ ଗ୍ରହଣ କରିବ |
05:46 | ତା’ପରେ total_marks() ଫଙ୍କଶନ୍ ଅଛି |
05:49 | ଏହା ତିନୋଟି ବିଷୟର ସର୍ବମୋଟ ମାର୍କକୁ ଗଣନା କରିବା ସହିତ totalକୁ ପ୍ରିଣ୍ଟ କରିବ |
05:53 | ଏହା main() ଫଙ୍କଶନ୍ ଅଟେ |
05:56 | ଏଥିରେ, ତିନୋଟି କ୍ଲାସର st, sw ଓ em ନାମକ ଅବଜେକ୍ଟଗୁଡିକୁ ସୃଷ୍ଟି କରନ୍ତୁ |
06:03 | ତା’ପରେ ଏହି ଅବଜେକ୍ଟଗୁଡିକୁ ବ୍ୟବହାର କରି ଉପରୋକ୍ତ ସମସ୍ତ ଫଙ୍କଶନଗୁଡିକୁ କଲ୍ କରନ୍ତୁ
sw.input(); em.input_exam(); sw.display(); em.total_marks(); |
06:15 | ଏବଂ ଏହା return ଷ୍ଟେଟମେଣ୍ଟ ଅଟେ |
06:17 | ବର୍ତ୍ତମାନ, ପ୍ରୋଗ୍ରାମକୁ ନିଷ୍ପାଦନ କରନ୍ତୁ |
06:19 | ଟର୍ମିନଲକୁ ଫେରିଆସନ୍ତୁ |
06:21 | promptକୁ କ୍ଲିୟର୍ କରନ୍ତୁ |
06:24 | କମ୍ପାଇଲ୍ କରିବା ପାଇଁ ଟାଇପ୍ କରନ୍ତୁ: g++ ସ୍ପେସ୍ hierarchical ଡଟ୍ cpp ସ୍ପେସ୍ ହାଇଫେନ୍ o ସ୍ପେସ୍ hier |
06:36 | Enter ଦାବନ୍ତୁ. ଟାଇପ୍ କରନ୍ତୁ: ଡଟ୍ ସ୍ଲାଶ୍ hier |
06:41 | Enter ଦାବନ୍ତୁ |
06:43 | Enter Roll no.: 4 ପ୍ରବେଶ କରନ୍ତୁ |
06:46 | Enter Name: Ashwini ପ୍ରବେଶ କରନ୍ତୁ |
06:50 | Enter marks of subject1 |
06:52 | 87 ଭାବେ ପ୍ରଦାନ କରନ୍ତୁ |
06:54 | subject2ରେ 67 ଏବଂ subject3ରେ 97 ଭାବେ ପ୍ରଦାନ କରନ୍ତୁ |
07:00 | ଆଉଟପୁଟ୍ ନିମ୍ନ ଭାବେ ପ୍ରଦର୍ଶିତ ହେବ: |
07:02 | Roll no is: 4 |
07:04 | Name is: Ashwini and |
07:06 | Total is : 251. ଏହା ଆମକୁ ଏହି ଟ୍ୟୁଟୋରିଆଲର ସମାପ୍ତିକୁ ଆଣେ |
07:10 | slidesକୁ ଫେରିଆସନ୍ତୁ |
07:13 | ସଂକ୍ଷିପ୍ତରେ. ଏହି ଟ୍ୟୁଟୋରିଆଲରେ ଆମେ ଶିଖିଲେ- |
07:16 | ମଲ୍ଟିପଲ୍ Inheritance ଓ |
07:18 | Hierarchical Inheritance |
07:20 | ଏକ ଆସାଇନମେଣ୍ଟ ଭାବେ: area ଓ perimeter ନାମକ ଗୋଟିଏ କ୍ଲାସ୍ ସୃଷ୍ଟି କରନ୍ତୁ |
07:25 | ଆୟତକ୍ଷେତ୍ରର କ୍ଷେତ୍ରଫଳ ଓ ପରିସୀମା ପ୍ରାପ୍ତ କରନ୍ତୁ |
07:29 | ନିମ୍ନ ଲିଙ୍କରେ ଉପଲବ୍ଧ ଥିବା ଭିଡିଓକୁ ଦେଖନ୍ତୁ |
07:32 | ଏହା ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟକୁ ସାରାଂଶିତ କରେ |
07:35 | ଯଦି ଆପଣଙ୍କର ଭଲ ବ୍ୟାଣ୍ଡୱିଡଥ୍ ନାହିଁ, ଏହାକୁ ଡାଉନଲୋଡ୍ କରିଦେଖିପାରିବେ |
07:40 | ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ ଟିମ୍: |
07:42 | ସ୍ପୋକନ୍ ଟ୍ୟୁଟୋରିଆଲ୍ସ ବ୍ୟବହାର କରି କର୍ମଶାଳାମାନ ଚଲାନ୍ତି |
07:45 | ଅନଲାଇନ୍ ଟେଷ୍ଟ ପାସ୍ କରୁଥିବା ବ୍ୟକ୍ତିମାନଙ୍କୁ ପ୍ରମାଣପତ୍ର ଦିଅନ୍ତି. |
07:49 | ଅଧିକ ବିବରଣୀ ପାଇଁ ଦୟାକରି |
07:51 | contact@spoken-tutorial.orgକୁ ଲେଖନ୍ତୁ |
07:56 | ସ୍ପୋକନ୍ ଟ୍ୟୁଟୋରିଆଲ ପ୍ରୋଜେକ୍ଟ, ଟକ୍ ଟୁ ଏ ଟିଚର୍ ପ୍ରୋଜେକ୍ଟର ଏକ ଅଂଶ |
08:01 | ଏହା ଭାରତ ସରକାରଙ୍କ MHRDର ICT ମାଧ୍ୟମରେ ରାଷ୍ଟ୍ରୀୟ ସାକ୍ଷରତା ମିଶନ୍ ଦ୍ୱାରା ସମର୍ଥିତ |
08:07 | ଏହି ମିଶନ୍ ଉପରେ ଅଧିକ ବିବରଣୀ ନିମ୍ନ ଲିଙ୍କରେ ଉପଲବ୍ଧ |
08:11 | ଆଇଆଇଟି ବମ୍ୱେ ତରଫରୁ, ପ୍ରଦୀପ ମହାପାତ୍ରଙ୍କ ସହ ମୁଁ ପ୍ରଭାସ ତ୍ରିପାଠୀ ଆପଣଙ୍କଠାରୁ ବିଦାୟ ନେଉଛି. ଆମ ସହିତ ଜଡ଼ିତ ହୋଇଥିବାରୁ ଧନ୍ୟବାଦ |