Blender/C2/The-Blender-Interface/Oriya
From Script | Spoken-Tutorial
Revision as of 16:15, 25 July 2017 by PoojaMoolya (Talk | contribs)
Time | Narration |
00:03 | ବନ୍ଧୁଗଣ, Blender tutorialsର ସିରିଜକୁ ସ୍ଵାଗତ୍ |
00:07 | ଏହି ଟ୍ୟୁଟୋରିଆଲ୍ Blender 2.59ରେ Blender interfaceର ମୌଳିକ ବର୍ଣ୍ଣନା ଉପରେ ପର୍ଯ୍ୟବସିତ ଅଟେ |
00:15 | ଏହି ସ୍କ୍ରିପ୍ଟ Bhanu Prakashଙ୍କ ଦ୍ଵାରା ପ୍ରସ୍ତୁତ କରାଯାଇଛି ଏବଂ Monisha Banerjeeଙ୍କ ଦ୍ଵାରା ସଂଶୋଧିତ କରାଯାଇଛି |
00:22 | ଏହି ଟ୍ୟୁଟୋରିଆଲ୍ ଦେଖିସାରିଲା ପରେ, ଆପଣ Blender interfaceରେ ଥିବା ବିଭିନ୍ନ ୱିଣ୍ଡୋଗୁଡିକୁ ଶିଖିପାରିବେ |
00:29 | ପ୍ରତ୍ୟେକ ୱିଣ୍ଡୋକୁ ଆସାଇନ୍ କରାଯାଇଥିବା parameters ଓ tabs, 3D viewରେ କିପରି ଗୋଟିଏ ଅବଜେକ୍ଟକୁ ଚୟନ କରିବେ, |
00:37 | ଏବଂ କିପରି ଗୋଟିଏ ଅବଜେକ୍ଟକୁ X,Y & Z ଦିଗରେ ଚାଳନା କରିବେ |
00:44 | ମୁଁ ଆଶା କରୁଛି ଯେ ଆପଣ ବ୍ଲେଣ୍ଡରକୁ ଆରମ୍ଭ କରିବା ଜାଣିଥିବେ |
00:48 | ଯଦି ନୁହେଁ ତେବେ, ଦୟାକରି ବ୍ଲେଣ୍ଡରକୁ ଜାଣିବା ପାଇଁ ପୂର୍ବ ଟ୍ୟୁଟୋରିଆଲଗୁଡିକର ସାହାଯ୍ୟ ନିଅନ୍ତୁ |
00:56 | ଏହା 3D panel ଅଟେ |
00:58 | ଡିଫଲ୍ଟ ଭାବେ, 3D viewରେ ତିନୋଟି ଅବଜେକ୍ଟ ଉପସ୍ଥିତ ଅଛନ୍ତି |
01:03 | ଗୋଟିଏ cube, ଗୋଟିଏ lamp ଏବଂ ଗୋଟିଏ camera |
01:10 | ଡିଫଲ୍ଟ ଭାବେ cube ଚୟନ ହୋଇସାରିଛି |
01:15 | Lampକୁ ଚୟନ କରିବା ପାଇଁ ରାଇଟ୍ କ୍ଲିକ୍ କରନ୍ତୁ |
01:19 | Cameraକୁ ଚୟନ କରିବା ପାଇଁ ରାଇଟ୍ କ୍ଲିକ୍ କରନ୍ତୁ |
01:23 | ତେଣୁ, 3D viewରେ କୌଣସି ଅବଜେକ୍ଟକୁ ଚୟନ କରିବା ପାଇଁ, ସେହି object ଉପରେ ନିଶ୍ଚିତରୂପେ ରାଇଟ୍ କ୍ଲିକ୍ କରନ୍ତୁ |
01:31 | cubeକୁ ଚୟନ କରିବା ପାଇଁ ରାଇଟ୍ କ୍ଲିକ୍ କରନ୍ତୁ |
01:35 | cubeର କେନ୍ଦ୍ରରେ ଏକତ୍ରିତ ହୋଇଥିବା ଏହି ତିନି ରଙ୍ଗ ବିଶିଷ୍ଟ ଆରୋଗୁଡିକ, 3D Transform manipulatorକୁ ରିପ୍ରେଜେଣ୍ଟ କରନ୍ତି |
01:44 | ଏହି manipulator ଅବଜେକ୍ଟକୁ ଗୋଟିଏ ନିର୍ଦ୍ଦିଷ୍ଟ ଆକ୍ସିସ୍ ଆଡକୁ ଚାଳିତ ହେବାରେ ସାହାଯ୍ୟ କରେ |
01:51 | ଲାଲ୍ ରଙ୍ଗ X axisକୁ ରିପ୍ରେଜେଣ୍ଟ କରେ, |
01:55 | ସବୁଜ ରଙ୍ଗ Y axisକୁ ରିପ୍ରେଜେଣ୍ଟ କରେ, |
01:59 | ଏବଂ ନୀଳ Z axisକୁ ରିପ୍ରେଜେଣ୍ଟ କରେ, |
02:05 | ଲେଫ୍ଟ କ୍ଲିକ୍ କରି green handleକୁ ଧରିରଖନ୍ତୁ ଏବଂ ଆପଣଙ୍କ mouseକୁ ବାମରୁ ଡାହାଣକୁ ଚାଳନା କରନ୍ତୁ |
02:15 | କୀବୋର୍ଡ୍ shortcut ପାଇଁ, G & Yକୁ ଦାବନ୍ତୁ |
02:22 | ଆପଣ ଦେଖିପାରିବେ ଅବଜେକ୍ଟଟି କେବଳ Y axis ଦିଗରେ ଚାଳିତ ହେବ |
02:32 | ସେହିପରି, blue handle ବ୍ୟବହାର କରି ଅବଜେକ୍ଟକୁ Z axis ଦିଗରେ ଚାଳନା କରନ୍ତୁ |
02:45 | କୀବୋର୍ଡ୍ shortcut ପାଇଁ, G & Zକୁ ଦାବନ୍ତୁ |
02:56 | ବର୍ତ୍ତମାନ, ଅବଜେକ୍ଟକୁ X axis ଦିଗରେ ଚାଳନା କରିବା ପାଇଁ ଚେଷ୍ଟା କରନ୍ତୁ |
03:08 | କୀବୋର୍ଡ୍ shortcut ପାଇଁ, G & Xକୁ ଦାବନ୍ତୁ |
03:23 | ରେଡ୍ ବକ୍ସ ଦ୍ଵାରା ଆବଦ୍ଧ ହୋଇଥବା କ୍ଷେତ୍ର 3D view ଅଟେ |
03:32 | 3D ଭ୍ୟୁର ନିମ୍ନଭାଗର ବାମ କୋଣକୁ ଯା’ନ୍ତୁ |
03:36 | Viewରେ ଲେଫ୍ଟ-କ୍ଲିକ୍ କରନ୍ତୁ. ଏଠାରେ 3D view ପାଇଁ ବିଭିନ୍ନ ଭ୍ୟୁ ଅପଶନର ଗୋଟିଏ ତାଲିକା ଅଛି |
03:46 | Topରେ ଲେଫ୍ଟ କ୍ଲିକ୍ କରନ୍ତୁ. କୀବୋର୍ଡ ସର୍ଟକଟ୍ ପାଇଁ, numpad 7 ଦାବନ୍ତୁ |
03:52 | 3D view, User Perspectiveରୁ Top viewକୁ ବଦଳିଯିବ |
03:57 | ଆପଣ, ଆପଣଙ୍କର ଅବଜେକ୍ଟକୁ top viewରୁ ଦେଖିପାରିବେ |
04:03 | Selectରେ ଲେଫ୍ଟ କ୍ଲିକ୍ କରନ୍ତୁ. 3D viewରେ ସମସ୍ତ ଅବଜେକ୍ଟ ପାଇଁ ଏଠାରେ ବିଭିନ୍ନ ସିଲେକ୍ସନ୍ ଅପଶନଗୁଡିକର ଗୋଟିଏ ତାଲିକା ଅଛି |
04:18 | Objectରେ ଲେଫ୍ଟ କ୍ଲିକ୍ କରନ୍ତୁ. ଏଠାରେ ଆକ୍ଟିଭ୍ ଅବଜେକ୍ଟର ଏଡିଟିଙ୍ଗ ପାଇଁ ବିଭିନ୍ନ ଅପଶନର ଗୋଟିଏ ତାଲିକା ଅଛି |
04:35 | 3D viewର ବାମ ପଟେ Object Tools ପ୍ୟାନେଲ୍ ଅଛି |
04:41 | ଏହି ପ୍ୟାନେଲ୍, 3D viewରେ ଆକ୍ଟିଭ୍ ଅବଜେକ୍ଟକୁ ମୋଡିଫାଏ କରିବା ପାଇଁ ବିଭିନ୍ନ toolକୁ ତାଲିକାଭୁକ୍ତ କରିଥାଏ |
04:49 | ଟୁଲଗୁଡିକ ବିଭିନ୍ନ ଶ୍ରେଣୀରେ ଏକତ୍ରିତ ହୁଅନ୍ତି, ଯେପରି |
04:52 | Transform, Object, Shading, Keyframes, Motion Paths, repeat, Grease Pencil |
05:13 | ଉଦାହରଣସ୍ଵରୂପ, ଚାଲନ୍ତୁ 3D viewରେ lampକୁ ଚାଳନା କରିବା |
05:19 | lampକୁ ଚୟନ କରିବା ପାଇଁ ରାଇଟ୍ କ୍ଲିକ୍ କରନ୍ତୁ |
05:23 | Object tools ପ୍ୟାନେଲକୁ ଯା’ନ୍ତୁ |
05:28 | Object tools ପ୍ୟାନେଲରେ lamp ପାଇଁ ଥିବା ଅପଶନଗୁଡିକୁ ଆପଣ ଦେଖିପାରିବେ |
05:35 | Translateରେ ଲେଫ୍ଟ କ୍ଲିକ୍ କରନ୍ତୁ ଏବଂ ଆପଣଙ୍କ mouseକୁ ଚାଳନା କରନ୍ତୁ |
05:41 | mouse ଚାଳନା ହେଉଥିବା ଦିଗରେ lamp ଚାଳିତ ହେବ |
05:46 | Translateକୁ ବନ୍ଦ କରିବା ପାଇଁ, ସ୍କ୍ରୀନ୍ ଉପରେ ରାଇଟ୍ କ୍ଲିକ୍ କରନ୍ତୁ କିମ୍ବା ଆପଣଙ୍କ କୀବୋର୍ଡରେ Esc ଦାବନ୍ତୁ |
05:57 | 3D viewର ଡାହାଣ ପଟେ, ଅନ୍ୟ ଏକ panel ଡିଫଲ୍ଟ ଭାବେ ଲୁକ୍କାୟିତ ଭାବେ ଅଛି |
06:04 | ଲୁକ୍କାୟିତ ପ୍ୟାନେଲକୁ ଖୋଲିବା ପାଇଁ, 3D viewର ଉପରିଭାଗର ଡାହାଣପଟ କୋଣରେ ଥିବା ପ୍ଲସ୍ ଚିହ୍ନ ଉପରେ ଲେଫ୍ଟ କ୍ଲିକ୍ କରନ୍ତୁ |
06:12 | କୀବୋର୍ଡ୍ ସର୍ଟକଟ୍ ପାଇଁ, N ଦାବନ୍ତୁ |
06:17 | Transform ପ୍ୟାନେଲର ଏହି ଅତିରିକ୍ତ ଅବଜେକ୍ଟ, Properties windowରେ ଥିବା Object ପ୍ୟାନେଲ୍ ଭଳି ସମାନ ଅଟେ |
06:25 | Object ପ୍ୟାନେଲ୍ ଉପରେ ସବିଶେଷ ବିବରଣୀ, ଆମେ ପରବର୍ତ୍ତି ଟ୍ୟୁଟୋରିଆଲଗୁଡିକରେ ଦେଖିବା |
06:30 | ବର୍ତ୍ତମାନ ପାଇଁ, ଚାଲନ୍ତୁ ଅତିରିକ୍ତ ପ୍ୟାନେଲକୁ ଲୁଚାଇଦେବା ଏବଂ default 3D viewକୁ ଫେରିଯିବା |
06:37 | Transform ପ୍ୟାନେଲରେ ଥିବା ଅତିରିକ୍ତ ଅବଜେକ୍ଟର ବାମପଟ ଧାର ଆଡକୁ, ଆପଣଙ୍କ mouse cursorକୁ ଚାଳନା କରନ୍ତୁ |
06:44 | ଗୋଟିଏ ଡବଲ୍ ହେଡେଡ୍ ଆରୋ ଦୃଶ୍ୟମାନ ହେବ |
06:48 | ଲେଫ୍ଟ କ୍ଲିକ୍ କରନ୍ତୁ ଏବଂ ଆପଣଙ୍କ mouseକୁ ଡାହାଣକୁ ଡ୍ରାଗ୍ କରନ୍ତୁ |
06:52 | Extra object Transform ପ୍ୟାନେଲ୍ ପୁନର୍ବାର ଲୁଚିଯିବ |
06:59 | ଏହି ପ୍ୟାନେଲକୁ ଲୁଚାଇବା କିମ୍ବା ଆବିର୍ଭାବ କରିବା ପାଇଁ ଆପଣ କୀବୋର୍ଡ୍ ସର୍ଟକଟ୍ Nକୁ ବ୍ୟବହାର କରିପାରିବେ |
07:07 | 3D view ବିଷୟରେ ଅଧିକ ଶିଖିବା ପାଇଁ, Types of Windows - 3D view ଉପରେ ଥିବା ଟ୍ୟୁଟୋରିଆଲକୁ ଦେଖନ୍ତୁ |
07:18 | ରେଡ୍ ବକ୍ସ ଦ୍ଵାରା ଆବଦ୍ଧ ହୋଇଥବା କ୍ଷେତ୍ର Info ପ୍ୟାନେଲ୍ ଅଟେ |
07:23 | ଏହା ଆମ Blender interfaceର ସର୍ବ ଉପରିସ୍ଥ ପ୍ୟାନେଲ୍ ଅଟେ. Info ପ୍ୟାନେଲ୍ ମୁଖ୍ୟ ମେନୁକୁ ଧାରଣ କରିଥାଏ |
07:33 | Fileରେ ଲେଫ୍ଟ କ୍ଲିକ୍ କରନ୍ତୁ |
07:36 | ଏହି ମେନୁ File ଅପଶନଗୁଡିକୁ ଧାରଣ କରିଥାଏ ଯେପରି, creating a new file, opening an existing file, saving the file, User Preferences, importing or exporting a file, ପ୍ରଭୃତି |
07:57 | Addରେ ଲେଫ୍ଟ କ୍ଲିକ୍ କରନ୍ତୁ |
08:00 | ଏଠାରେ object repository ଅଛି |
08:04 | ଏହି ମେନୁକୁ ବ୍ୟବହାର କରି ଆପଣ 3D viewରେ ନୂତନ ଅବଜେକ୍ଟଗୁଡିକୁ ଯୋଗ କରିପାରିବେ |
08:10 | କୀବୋର୍ଡ୍ ସର୍ଟକଟ୍ ପାଇଁ, Shift & Aକୁ ଦାବନ୍ତୁ |
08:18 | ବର୍ତ୍ତମାନ ଚାଲନ୍ତୁ 3D viewରେ ଗୋଟିଏ ପ୍ଲେନକୁ ଯୋଗ କରିବା |
08:23 | 3D cursorକୁ ଚାଳନା କରିବା ପାଇଁ, ସ୍କ୍ରୀନ୍ ଉପରେ ଯେକୌଣସି ସ୍ଥାନରେ ଲେଫ୍ଟ କ୍ଲିକ୍ କରନ୍ତୁ |
08:29 | ମୁଁ ଏହି ସ୍ଥାନକୁ ଚୟନ କରୁଛି |
08:34 | ADD ମେନୁକୁ ଉପରକୁ ଆଣିବା ପାଇଁ, Shift & A ଦାବନ୍ତୁ |
08:39 | Mesh. Plane ଉପରେ ଲେଫ୍ଟ କ୍ଲିକ୍ କରନ୍ତୁ |
08:44 | 3D କର୍ସର୍ ସ୍ଥାନରେ, 3D viewରେ ଗୋଟିଏ ନୂତନ plane ଯୋଡି ହୋଇଯିବ |
08:51 | 3D କର୍ସର୍ ବିଷୟରେ ବୁଝିବା ପାଇଁ, ଦୟାକରି Navigation – 3D cursor ଉପରେ ଥିବା ଟ୍ୟୁଟୋରିଆଲକୁ ଦେଖନ୍ତୁ |
09:00 | ସେହିପରି, ଆପଣ 3D viewରେ କିଛି ଅଧିକ ନୂତନ ଅବଜେକ୍ଟକୁ ଯୋଡିବା ପାଇଁ ଚେଷ୍ଟା କରନ୍ତୁ |
09:13 | ବର୍ତ୍ତମାନ Info ପ୍ୟାନେଲକୁ ଫେରିଆସନ୍ତୁ |
09:16 | Render ମେନୁକୁ ଖୋଲିବା ପାଇଁ Render ଉପରେ ଲେଫ୍ଟ କ୍ଲିକ୍ କରନ୍ତୁ |
09:21 | Renderରେ ବିଭିନ୍ନ ପ୍ରକାରର ରେଣ୍ଡର୍ ଅପଶନ୍ ଅଛି ଯେପରି, render image, render animation, show or hide render view ପ୍ରଭୃତି |
09:34 | ପରବର୍ତ୍ତି ଟ୍ୟୁଟୋରିଆଲଗୁଡିକରେ Render settings ଉପରେ ସବିଶେଷ ଆଲୋଚନା ହେବ |
09:40 | Info Panel ବିଷୟରେ ଅଧିକ ଜାଣିବା ପାଇଁ, Type of Windows - File Browser and Info Panel ଉପରେ ଥିବା ଟ୍ୟୁଟୋରିଆଲକୁ ଦେଖନ୍ତୁ |
09:55 | ରେଡ୍ ବକ୍ସ ତଳେ ଥିବା କ୍ଷେତ୍ର Outliner ପ୍ୟାନେଲ୍ ଅଟେ |
10:00 | ଏହା Blender interfaceରସର୍ବ ଉପରିସ୍ଥ ଡାହାଣ କୋଣରେ ଅବସ୍ଥିତ |
10:07 | Outliner, 3D viewରେ ଥିବା ସମସ୍ତ ଅବଜେକ୍ଟର ଗୋଟିଏ ତାଲିକା ପ୍ରଦାନ କରେ |
10:14 | Outliner ବିଷୟରେ ଅଧିକ ଜାଣିବା ପାଇଁ, Types of Windows – Outliner ଉପରେ ଥିବା ଟ୍ୟୁଟୋରିଆଲକୁ ଦେଖନ୍ତୁ |
10:26 | ରେଡ୍ ବକ୍ସ ମଧ୍ୟରେ ଥିବା କ୍ଷେତ୍ର properties ୱିଣ୍ଡୋ ଅଟେ |
10:31 | ଏହି ୱିଣ୍ଡୋ ବହୁତ ସଂଖ୍ୟକ tools ଓ settings ଥିବା ଅନେକ ପ୍ରକାରର ପ୍ୟାନେଲକୁ ଧାରଣ କରିଥାଏ |
10:38 | ବ୍ଲେଣ୍ଡରରେ କାମ କଲା ସମୟରେ, ଆପଣ ଏହି ପ୍ୟାନେଲଗୁଡିକୁ ଅନେକ ବାର ବ୍ୟବହାର କରିପାରିବେ |
10:44 | Blender interfaceର ନିମ୍ନ ଡାହାଣ କୋଣରେ, outliner ୱିଣ୍ଡୋ ତଳେ Properties ୱିଣ୍ଡୋ ଅବସ୍ଥିତ |
10:53 | Properties window ବିଷୟରେ ଅଧିକ ଜାଣିବା ପାଇଁ, Types of Windows - Properties Part 1 and 2 ଉପରେ ଥିବା ଟ୍ୟୁଟୋରିଆଲଗୁଡିକୁ ଦେଖନ୍ତୁ |
11:06 | ଏହା Timeline ଅଟେ |
11:10 | ଏହା 3D view ତଳେ ଅବସ୍ଥିତ |
11:15 | ଏଠାରେ ଆପଣ ଆନିମେଶନ୍ ପାଇଁ frame rangeକୁ ଦେଖିବାକୁ ପାଇବେ |
11:21 | ଏହି ସବୁଜ ଭର୍ଟିକଲ୍ ଲାଇନ୍ ଆପଣ କାମ କରୁଥିବା ସାମ୍ପ୍ରତିକ frameକୁ ଦର୍ଶାଇଥାଏ |
11:28 | ଏହାକୁ ଆପଣ ଫ୍ରେମ୍ ରେଞ୍ଜ୍ ଉପରେ ଚାଳନା କରିପାରିବେ |
11:33 | ସବୁଜ ଲାଇନ୍ ଉପରେ ଲେଫ୍ଟ କ୍ଲିକ୍ କରି ଧରି ରଖନ୍ତୁ |
11:36 | ବର୍ତ୍ତମାନ ଆପଣଙ୍କ mouseକୁ ଚାଳନା କରନ୍ତୁ |
11:43 | frameକୁ ସୁନିଶ୍ଚିତ କରିବା ପାଇଁ ଲେଫ୍ଟ କ୍ଲିକ୍ ଛାଡିଦିଅନ୍ତୁ |
11:50 | Start one, animation ରେଞ୍ଜର ଆରମ୍ଭ ଫ୍ରେମକୁ ରିପ୍ରେଜେଣ୍ଟ୍ କରିବ |
11:58 | End 250, ଆପଣଙ୍କ ଆନିମେଶନ୍ ରେଞ୍ଜର ଶେଷ ଫ୍ରେମକୁ ରିପ୍ରେଜେଣ୍ଟ୍ କରିବ |
12:10 | ଏଗୁଡିକ ଆନିମେଶନ୍ ପାଇଁ playback ଅପଶନ୍ ଅଟନ୍ତି |
12:16 | Timeline ବିଷୟରେ ଅଧିକ ଜାଣିବା ପାଇଁ, Types of Windows – Timeline ଉପରେ ଥିବା ଟ୍ୟୁଟୋରିଆଲକୁ ଦେଖନ୍ତୁ |
12:25 | ଏହା Blender interface ଉପରେ ଏକ ସଂକ୍ଷିପ୍ତ ସାଧାରଣ ସମୀକ୍ଷା ଅଟେ |
12:30 | Blender workspaceରେ ଡିଫଲ୍ଟ ଭାବେ ଉପସ୍ଥିତ ଥିବା ଏହି ସମସ୍ତ windows ବ୍ୟତିତ, |
12:35 | ଅନ୍ୟ ୱିଣ୍ଡୋଗୁଡିକ ମଧ୍ୟ ଅଛନ୍ତି ଯେଉଁଗୁଡିକୁ କୌଣସି ସମୟରେ ମେନୁ ମଧ୍ୟରୁ ଚୟନ କରାଯାଇପାରିବ |
12:42 | ପରବର୍ତ୍ତି ଟ୍ୟୁଟୋରିଆଲଗୁଡିକରେ ଏହି ସମସ୍ତ ୱିଣ୍ଡୋଗୁଡିକ ଉପରେ ଗୋଟିଏ ସବିଶେଷ ବର୍ଣ୍ଣନା ପ୍ରଦାନ କରାଯିବ |
12:51 | ବର୍ତ୍ତମାନ 3D viewରେ ପ୍ରତ୍ୟେକ ଅବଜେକ୍ଟକୁ ଚୟନ କରିବା ପାଇଁ ଚେଷ୍ଟା କରନ୍ତୁ |
12:57 | 3D transform manipulatorକୁ ବ୍ୟବହାର କରି, cubeକୁ X Y ଓ Z ଦିଗରେ ଚାଳନା କରନ୍ତୁ |
13:06 | view ଟାବକୁ ଆବିଷ୍କାର କରନ୍ତୁ ଏବଂ Object Tools ପ୍ୟାନେଲରେ ଥିବା Translateକୁ ବ୍ୟବହାର କରି, 3D viewରେ କ୍ୟାମେରାକୁ ଚାଳନା କରନ୍ତୁ |
13:20 | ଏହି ଟ୍ୟୁଟୋରିଆଲ୍ Project Oscar ଦ୍ଵାରା ପ୍ରସ୍ତୁତ ଏବଂ ICT ମାଧ୍ୟମରେ ରାଷ୍ଟ୍ରୀୟ ସାକ୍ଷରତା ମିଶନ୍ ଦ୍ୱାରା ସମର୍ଥିତ |
13:28 | ଏହା ଉପରେ ଅଧିକ ବିବରଣୀ ନିମ୍ନ ଲିଙ୍କ- |
13:33 | oscar.iitb.ac.in ଏବଂ spoken-tutorial.org/NMEICT-Introରେ ଉପଲବ୍ଧ |
13:47 | ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ ଟିମ୍: |
13:49 | ସ୍ପୋକନ୍ ଟ୍ୟୁଟୋରିଆଲ୍ସ ବ୍ୟବହାର କରି କର୍ମଶାଳାମାନ ଚଲାନ୍ତି |
13:53 | ଅନଲାଇନ୍ ଟେଷ୍ଟ ପାସ୍ କରୁଥିବା ବ୍ୟକ୍ତିମାନଙ୍କୁ ପ୍ରମାଣପତ୍ର ମଧ୍ୟ ଦିଅନ୍ତି. |
13:57 | ଅଧିକ ବିବରଣୀ ପାଇଁ ଦୟାକରି contact@spoken-tutorial.org କୁ ସମ୍ପର୍କ କରନ୍ତୁ |
14:04 | ଆଇଆଇଟି ବମ୍ୱେ ତରଫରୁ, ପ୍ରଦୀପ ମହାପାତ୍ରଙ୍କ ସହ ମୁଁ ପ୍ରଭାସ ତ୍ରିପାଠୀ ଆପଣଙ୍କଠାରୁ ବିଦାୟ ନେଉଛି. ଆମ ସହିତ ଜଡ଼ିତ ହୋଇଥିବାରୁ ଧନ୍ୟବାଦ |