Digital-Divide/C2/Introduction-to-PAN-Card/Oriya

From Script | Spoken-Tutorial
Revision as of 16:43, 15 June 2017 by Pradeep (Talk | contribs)

(diff) ← Older revision | Latest revision (diff) | Newer revision → (diff)
Jump to: navigation, search
Time Narration
00:00 ବନ୍ଧୁଗଣ, Introduction to PAN card ଉପରେ ସ୍ପୋକନ୍ ଟ୍ୟୁଟୋରିଆଲ୍ କୁ ସ୍ୱାଗତ
00:06 ଏହି ଟ୍ୟୁଟୋରିଆଲରେ ଆମେ ଶିଖିବା:
00:08 PAN କାର୍ଡ୍ ବିଷୟରେ
00:10 PAN କାର୍ଡର ଗଠନ ଓ ଅନୁମୋଦନ
00:14 ଗୋଟିଏ PAN କାର୍ଡର ଆବଶ୍ୟକତା ଏବଂ
00:16 PAN କୁ ଜାଣିବା
00:18 PANର ଅର୍ଥ Permanent Account Number
00:23 ଗୋଟିଏ PAN କାର୍ଡ୍ ଏହି ଭଳି ଦେଖାଯାଏ
00:28 ଏହି ଦଶ ଅଙ୍କବିଶିଷ୍ଟ ଆଲ୍ଫାନ୍ୟୁମରିକ୍ ସମାହାରକୁ ସମସ୍ତ ନ୍ୟାୟିକ ଭାବେ ଉପସ୍ଥିତ ବିଶେଷମାନଙ୍କୁ ପ୍ରଦାନ କରାଯାଏ
00:35 ଏହା ଭାରତର ଆୟକର ବିଭାଗ ଦ୍ଵାରା ପ୍ରଚଳନ ହୁଏ
00:40 PAN କାର୍ଡ୍ ଯୋଗାଇବାର ଗୁରୁତ୍ଵପୂର୍ଣ୍ଣ ଊଦ୍ଦେଶ୍ୟ ହେଉଛି:
00:44 ଚିହ୍ନଟ କରିବା ଉଦ୍ଦେଶ୍ୟରେ ଏବଂ
00:48 ଜଣେ ବ୍ୟକ୍ତିର ସମସ୍ତ ଆର୍ଥିକ ସୂଚନାକୁ ଟ୍ରାକ୍ କରିବା ପାଇଁ
00:53 pan କାର୍ଡ ବିଷୟରେ କିଛି ତଥ୍ୟ:
00:55 PAN ହେଉଛି ଅଦ୍ଵିତୀୟ, ଜାତୀୟ ଓ ଅପରିବର୍ତ୍ତନୀୟ
01:00 ଠିକଣା ବଦଳିବା ଦ୍ଵାରା ଏହା ଉପରେ କିଛି ପ୍ରଭାବ ପଡେ ନାହିଁ
01:03 ଏକରୁ ଅଧିକ PAN ରଖିବା ଏକ ବେଆଇନ୍ କାର୍ଯ୍ୟ ଅଟେ
01:07 କେଉଁମାନେ PAN କାର୍ଡ୍ ପାଇପାରିବେ?
01:10 ବ୍ୟକ୍ତିବିଶେଷ
01:12 କମ୍ପାନୀ
01:15 HUF ଯାହା Hindu Un-divided Family
01:19 ଟ୍ରଷ୍ଟ ଓ ଅନ୍ୟାନ୍ୟ
01:22 PAN କାର୍ଡ୍ କାହିଁକି ଆବଶ୍ୟକ?
01:25 PAN କାର୍ଡ୍ ଗୋଟିଏ ବିଶେଷ photo-ID proof ଭଳି କାର୍ଯ୍ୟ କରେ
01:30 PAN କାର୍ଡ୍ କାରବାରରେ ସାହାଯ୍ୟ କରେ, ଯେପରି ଗୋଟିଏ ବ୍ୟାଙ୍କ୍ ଆକାଉଣ୍ଟ୍ ଖୋଲିବା,
01:38 ଜିନିଷପତ୍ର କିଣିବା ବା ବିକିବା ପ୍ରଭୃତି
01:43 Pan କାର୍ଡ୍, ପ୍ରାପ୍ତହେବା କରଯୁକ୍ତ ବେତନ ପାଇଁ ଆକାଉଣ୍ଟିଙ୍ଗ୍ ଉଦ୍ଦେଶ୍ୟରେ ବ୍ୟବହାର ହୁଏ
01:50 Income Tax Returnsକୁ ପୂରଣ କରିବାରେ ଏହା ସାହାଯ୍ୟ କରେ
01:53 Share କାରବାର ଉଦ୍ଦେଶ୍ୟରେ DEMAT ଆକାଉଣ୍ଟ୍ ଖୋଲିବା ପାଇଁ ଏହା ଗୋଟିଏ ପ୍ରାମାଣିକ ଦଲିଲ୍ ଭାବେ ବ୍ୟବହୃତ ହୁଏ
01:59 50,000 ରୁପୀରୁ ଅଧିକ ଉଠାଇବା ପାଇଁ ବ୍ୟାଙ୍କରେ ଏହା ଗୋଟିଏ ପ୍ରାମାଣିକ ଦଲିଲ୍ ଭାବେ ବ୍ୟବହୃତ ହୁଏ
02:07 କର ଖିଲାପକାରିଙ୍କ ଉପରେ ନଜର ରଖିବା ପାଇଁ ଆୟକର ବିଭାଗକୁ ଏହା ଗୋଟିଏ ହତିଆର ଭଳି ସାହାଯ୍ୟ କରେ
02:13 ସେମାନଙ୍କ ଋଣ ହିଷ୍ଟୋରୀକୁ ଟ୍ରାକ୍ କରିବା ପାଇଁ ଏହା ପରୋକ୍ଷ ଭାବେ ସମ୍ପାଦନ ହୁଏ
02:18 TDS ଯାହା Tax Deductions at Source, ପ୍ରାପ୍ତ ପାଇଁ ଏହା ଗୋଟିଏ ପ୍ରାମାଣିକ ଦଲିଲ୍ ଭାବେ ବ୍ୟବହୃତ ହୁଏ
02:27 passport ଆବେଦନ ପାଇଁ ପ୍ରାମାଣିକ ଦଲିଲ୍,
02:31 ଠିକଣା ପରିବର୍ତ୍ତନ ଏବଂ ଏହିପରି ଅନ୍ୟାନ୍ୟ ଦଲିଲ୍ ପ୍ରାପ୍ତ ନିମନ୍ତେ
02:40 50,000 ରୁପୀରୁ ଅଧିକ ଫିକ୍ସଡ ଡିପୋଜିଟ୍ କରିବା ପାଇଁ
02:47 ହୋଟେଲ୍ ବିଲ୍ ପେମେଣ୍ଟ୍ ଏବଂ ଭ୍ରମଣ ଖର୍ଚ୍ଚ 25,000 ରୁପୀରୁ ଅଧିକ ହେଲେ
02:56 ଗୋଟିଏ credit କାର୍ଡ୍ ପାଇଁ ଆବେଦନ କଲାସମୟରେ
03:05 Telephone ସଂଯୋଗ ପାଇଁ ଆବେଦନ କଲେ
03:10 PANର ଗଠନ ନିମ୍ନରେ ଦିଆଯାଇଛି
03:13 ପ୍ରଥମେ ପାଞ୍ଚୋଟି ଅକ୍ଷର, ତା’ପରେ ଚାରୋଟି ସଂଖ୍ୟା, ଶେଷରେ ଗୋଟିଏ ଅକ୍ଷର
03:21 ପ୍ରଥମ ତିନୋଟି ଅକ୍ଷର ଟ୍ରିପଲ୍ A ଠାରୁ ଟ୍ରିପଲ୍ Z ମଧ୍ୟରେ ଥିବା ବର୍ଣ୍ଣର କ୍ରମ
03:29 ଚତୁର୍ଥ ଅଙ୍କ କାର୍ଡକୁ ଧାରଣ କରିବା ବେଶେଷଙ୍କ ଉପରେ ସୂଚନା ଦେଇଥାଏ. ପ୍ରତ୍ୟେକଙ୍କୁ ଅଲଗା ଭାବେ ଆସେସ୍ କରିବା:
03:36 Person ପାଇଁ P
03:38 Company ପାଇଁ C
03:41 HUF ପାଇଁ H ଯାହା Hindu Undivided Family ଅଟେ
03:45 Firm ପାଇଁ F
03:47 AOP ପାଇଁ A ଯାହା Association of Persons ଅଟେ
03:51 Trust ପାଇଁ T
03:53 BOI ପାଇଁ B ଯାହା Body of Individuals ଅଟେ
03:57 Local Authority ପାଇଁ L
04:01 Artificial Juridicial Person ପାଇଁ J ଏବଂ
04:05 Government ପାଇଁ G
04:07 PANର ପଞ୍ଚମ ଅକ୍ଷରଟି ହେଉଛି-
04:10 Personal PAN କାର୍ଡ୍ କ୍ଷେତ୍ରରେ, ବ୍ୟକ୍ତି ବିଶେଷଙ୍କର surname ବା last nameର ପ୍ରଥମ ଅକ୍ଷର
04:18 ଚିତ୍ରରେ ଦେଖାଯିବା ଭଳି, surname, Yadav ଅଟେ ତେଣୁ ପଞ୍ଚମ ଅକ୍ଷର ହେଉଛି Y କିମ୍ବା
04:26 Company/ HUF / Firm କିମ୍ବା ଅନ୍ୟ ପ୍ରକାରର pan କାର୍ଡ୍ ପାଇଁ Entity/ Trust/ Society/ Organizationର ନାମ
04:38 ଚିତ୍ରରେ ଦେଖାଯିବା ଭଳି, ଟ୍ରଷ୍ଟର ନାମ ହେଉଛି Shanoz
04:42 ତେଣୁ ପଞ୍ଚମ ଅକ୍ଷରଟି ହେଉଛି S
04:46 ଶେଷ ଅକ୍ଷରଟି ହେଉଛି ଗୋଟିଏ ଆକ୍ଷରିକ ଯାଞ୍ଚ୍ ସଂଖ୍ୟା
04:50 PAN କାର୍ଡର Date of Issue, କାର୍ଡର ଡାହାଣ ପଟେ ପ୍ରଦର୍ଶିତ ହୋଇଛି
04:59 ନିମ୍ନ ଲିଙ୍କକୁ ଯାଇ ଆପଣ, ନୂଆ ଏବଂ ଉପସ୍ଥିତ PAN ନମ୍ବର୍ ଗୁଡିକୁ ପରୀକ୍ଷା କିମ୍ବା ଅନୁମୋଦନ କରିପାରିବେ
05:10 ସଂକ୍ଷିପ୍ତରେ
05:12 ଏହି ଟ୍ୟୁଟୋରିଆଲରେ ଆମେ ଶିଖିଲେ:
05:15 PAN କାର୍ଡର ଗଠନ ବିଷୟରେ ଏବଂ PAN କାର୍ଡର ଅନୁମୋଦନ
05:19 ଗୋଟିଏ PAN କାର୍ଡର ଆବଶ୍ୟକତା ଏବଂ
05:21 ନିଜ PAN କାର୍ଡକୁ ଜାଣିବା
05:23 ନିମ୍ନ ଲିଙ୍କରେ ଥିବା ଭିଡିଓକୁ ଦେଖନ୍ତୁ, http://spoken-tutorial.org/What_is_a_Spoken_Tutorial
05:27 ଏହା ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟକୁ ସାରାଂଶିତ କରେ
05:30 ଯଦି ଆପଣଙ୍କର ଭଲ ବ୍ୟାଣ୍ଡୱିଡଥ୍ ନାହିଁ, ଏହାକୁ ଡାଉନଲୋଡ୍ କରିଦେଖିପାରିବେ
05:34 ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ ଟିମ୍:
05:36 ସ୍ପୋକନ୍ ଟ୍ୟୁଟୋରିଆଲ୍ସ ବ୍ୟବହାର କରି କର୍ମଶାଳାମାନ ଚଲାନ୍ତି
05:40 ଅନଲାଇନ୍ ଟେଷ୍ଟ ପାସ୍ କରୁଥିବା ବ୍ୟକ୍ତିମାନଙ୍କୁ ପ୍ରମାଣପତ୍ର ଦିଅନ୍ତି.
05:43 ଅଧିକ ବିବରଣୀ ପାଇଁ ଦୟାକରି contact@spoken-tutorial.orgରେ ସମ୍ପର୍କ କରନ୍ତୁ
05:50 ସ୍ପୋକନ୍ ଟ୍ୟୁଟୋରିଆଲ ପ୍ରୋଜେକ୍ଟ, ଟକ୍ ଟୁ ଏ ଟିଚର୍ ପ୍ରୋଜେକ୍ଟର ଏକ ଅଂଶ.
05:54 ଏହା ଭାରତ ସରକାରଙ୍କ MHRDର ICT ମାଧ୍ୟମରେ ରାଷ୍ଟ୍ରୀୟ ସାକ୍ଷରତା ମିଶନ୍ ଦ୍ୱାରା ସମର୍ଥିତ.
06:01 ଏହି ମିଶନ୍ ଉପରେ ଅଧିକ ବିବରଣୀ ନିମ୍ନ ଲିଙ୍କ (spoken-tutorial.org/NMEICT-Intro)ରେ ଉପଲବ୍ଧ
06:11 ଏହା ଆମକୁ ଏହି ଟ୍ୟୁଟୋରିଆଲର ସମାପ୍ତିକୁ ଆଣେ
06:14 ଆଇଆଇଟି ବମ୍ୱେ ତରଫରୁ, ପ୍ରଦୀପ ମହାପାତ୍ରଙ୍କ ସହ ମୁଁ ପ୍ରଭାସ ତ୍ରିପାଠୀ ଆପଣଙ୍କଠାରୁ ବିଦାୟ ନେଉଛି. ଆମ ସହିତ ଜଡ଼ିତ ହୋଇଥିବାରୁ ଧନ୍ୟବାଦ

Contributors and Content Editors

Pradeep