Ruby/C3/while-and-until-Looping-Statements/Oriya

From Script | Spoken-Tutorial
Revision as of 12:53, 10 June 2017 by Pradeep (Talk | contribs)

(diff) ← Older revision | Latest revision (diff) | Newer revision → (diff)
Jump to: navigation, search
Time Narration
00:01 ବନ୍ଧୁଗଣ, Rubyରେ while and until loops ଉପରେ ସ୍ପୋକନ୍ ଟ୍ୟୁଟୋରିଆଲ୍ କୁ ସ୍ୱାଗତ
00:06 ଏହି ଟ୍ୟୁଟୋରିଆଲ୍ ରେ ଆମେ ବ୍ୟବହାର କରି ଶିଖିବା
00:09 while ଲୂପ୍, until ଲୂପ୍
00:11 redo ଓ break.
00:13 ଆମେ ବ୍ୟବହାର କରୁଛୁ: Ubuntu Linux ଭର୍ସନ୍ 12.04
00:17 Ruby 1.9.3
00:20 ଏହି ଟ୍ୟୁଟୋରିଆଲର ଅନୁସରଣ ପାଇଁ, ଆପଣଙ୍କର Internet ସଂଯୋଗ ଥିବା ଆବଶ୍ୟକ
00:25 ଆପଣଙ୍କର ଲିନକ୍ସ କମାଣ୍ଡ୍, ଟର୍ମିନଲ୍ ଓ ଟେକ୍ସଟ ଏଡିଟର ଉପରେ ମଧ୍ୟ ଜ୍ଞାନ ଥିବା ଆବଶ୍ୟକ
00:29 ଯଦି ନୁହେଁ, ତେବେ ସମ୍ପର୍କିତ ଟ୍ୟୁଟୋରିଆଲ୍ ପାଇଁ, ଦୟାକରି ଆମ ୱେବସାଇଟ୍ ଦେଖନ୍ତୁ
00:34 ଆରମ୍ଭ କରିବା ପୂର୍ବରୁ, ମନେ ପକାନ୍ତୁ, ବହୁ ଆଗରୁ ଆମେ ttt ଡାଇରେକ୍ଟୋରୀ ତିଆରି କରିସାରିଛେ
00:38 ଚାଲନ୍ତୁ ସେହି ଡାଇରେକ୍ଟୋରୀକୁ ଯିବା
00:41 ତା’ପରେ, ରୁବୀ ହାଇଫେନ୍ ଟ୍ୟୁଟୋରିଆଲ ଓ ଲୂପିଙ୍ଗ୍ ହାଇଫେନ୍ ଷ୍ଟେଟମେଣ୍ଟସ ଡାଇରେକ୍ଟୋରୀକୁ ଯିବା
00:46 ବର୍ତ୍ତମାନ, ଆମେ ଏହି ଫୋଲ୍ଡରରେ ଅଛେ, ଚାଲନ୍ତୁ ଆଗକୁ ଯିବା
00:50 Ruby ରେ while ଲୂପ୍ ପାଇଁ ସିଣ୍ଟାକ୍ସ ନିମ୍ନରେ ଦିଆଯାଇଛି:
00:54 while, ବୂଲିଆନ୍ ଏକ୍ସପ୍ରେସନ୍
00:56 ରୁବୀ କୋଡ୍, end
00:58 ଚାଲନ୍ତୁ ଉଦାହରଣ ଦେଖିବା
01:01 ମୌଳିକ ସ୍ତରର Ruby ଟ୍ୟୁଟୋରିଆଲସରେ ଦର୍ଶାଯାଇଥିବା ଭଳି, gedit ରେ ଗୋଟିଏ ନୂଆ ଫାଇଲ୍ ସୃଷ୍ଟି କରନ୍ତୁ
01:05 ଏହାକୁ, while ହାଇଫେନ୍ ଲୂପ୍ ଡଟ୍ rb, ନାମ ଦିଅନ୍ତୁ
01:09 ମୋ ପାଖରେ while ଲୂପର ଗୋଟିଏ କାର୍ଯ୍ୟକାରୀ ଉଦାହରଣ ଅଛି
01:13 ବର୍ତ୍ତମାନ, ଟର୍ମିନଲକୁ ଫେରିଚାଲନ୍ତୁ ଏବଂ ଟାଇପ୍ କରନ୍ତୁ: gedit ସ୍ପେସ୍ while ହାଇଫେନ୍ ଲୂପ୍ ଡଟ୍ rb ସ୍ପେସ୍ & (ଆମ୍ପରସାଣ୍ଡ୍)
01:24 ଟ୍ୟୁଟୋରିଆଲକୁ ପଜ୍ କରନ୍ତୁ, ଆପଣ ଦେଖିଥିବା ଭଳି କୋଡ୍ ଟାଇପ୍ କରନ୍ତୁ
01:28 ଏହି ଉଦାହରଣରେ, ମୁଁ ଗୋଟିଏ while ଲୂପର ଘୋଷଣା କରିଛି
01:32 ପ୍ରଥମେ, ଗୋଟିଏ ଲୋକଲ ଭେରିଏବଲ୍ i ଘୋଷଣା କରନ୍ତୁ ଏବଂ ଏହାକୁ ଭାଲ୍ୟୁ 0 ସହିତ ଇନିଶିଆଲାଇଜ୍ କରନ୍ତୁ
01:38 ତା’ପରେ, ଗୋଟିଏ while ଲୂପର ଘୋଷଣା କରନ୍ତୁ
01:41 ଭେରିଏବଲ i, -10 ଠାରୁ ବଡ ଥିଲା ପର୍ଯ୍ୟନ୍ତ , ଏହି ଲୂପଟି ନିଷ୍ପାଦିତ ହେଉଥିବ
01:46 while ଲୂପ ମଧ୍ୟରେ ଘୋଷିତ ହୋଇଥିବା puts ମେଥଡ୍, ଆଉଟପୁଟ୍ ପ୍ରଦର୍ଶନ କରିବ
01:51 ଆଉଟପୁଟ୍ ପ୍ରଦର୍ଶିତ ହେଲାପରେ, i ର ଭାଲ୍ୟୁକୁ ,1 କମାଇଦିଅନ୍ତୁ
01:56 ପରବର୍ତ୍ତି ଇଟିରେଶନ୍ ପୂର୍ବରୁ, i ଏହି କ୍ରମ ହ୍ରାସ ଭାଲ୍ୟୁକୁ ଆପଣେଇ ନେବ
02:01 ଭେରିଏବଲ୍ i, ପ୍ରତ୍ୟେକ ଇଟିରେଶନରେ କ୍ରମ ହ୍ରାସ ହେବ
02:04 i, ଭାଲ୍ୟୁ-10 ପ୍ରାପ୍ତ ହେଲା ପର୍ଯ୍ୟନ୍ତ, ଏହା ଚାଲୁ ରହିବ
02:09 ଏହି ବିନ୍ଦୁରେ, while କଣ୍ଡିଶନ୍ ବିଫଳ ହେବ
02:12 ଏହା ପରବର୍ତ୍ତି ସୋପାନରେ ଲୂପର ବାହାରକୁ ଆସିଯିବ ଏବଂ ଆଉଟପୁଟ୍ ପ୍ରିଣ୍ଟ୍ କରିବା ବନ୍ଦ କରିଦେବ
02:16 ବର୍ତ୍ତମାନ, ଟର୍ମିନଲକୁ ଫେରିଆସନ୍ତୁ ଏବଂ ଟାଇପ୍ କରନ୍ତୁ: ruby ସ୍ପେସ୍ while ହାଇଫେନ୍ ଲୂପ୍ ଡଟ୍ rb ଏବଂ ଆଉଟପୁଟ୍ ଦେଖନ୍ତୁ
02:30 ଆଉଟପୁଟ୍, 0 ଠାରୁ ଆରମ୍ବ କରି -9 ପର୍ଯ୍ୟନ୍ତ, ଗୋଟିଏ ସଂଖ୍ୟାର ତାଲିକାକୁ ଧାରଣ କରିବ
02:35 ବର୍ତ୍ତମାନ, ଆପଣ ନିଜର while ଲୂପ୍ ଲେଖିବା ପାଇଁ ସମର୍ଥ ହେବେ
02:40 ଚାଲନ୍ତୁ, ପରବର୍ତ୍ତି until ଲୂପ୍ ଦେଖିବା
02:43 Ruby ରେ until ଲୂପ୍ ପାଇଁ ସିଣ୍ଟାକ୍ସ ନିମ୍ନରେ ଦିଆଯାଇଛି:
02:45 until, ବୂଲିଆନ୍ ଏକ୍ସପ୍ରେସନ୍
02:47 ରୁବୀ କୋଡ୍, end
02:50 ଚାଲନ୍ତୁ, ଗୋଟିଏ ଉଦାହରଣ ଦେଖିବା
02:52 ବର୍ତ୍ତମାନ, ଟର୍ମିନଲକୁ ଫେରିଚାଲନ୍ତୁ ଏବଂ ଟାଇପ୍ କରନ୍ତୁ: gedit ସ୍ପେସ୍ until ହାଇଫେନ୍ ଲୂପ୍ ଡଟ୍ rb ସ୍ପେସ୍ & (ଆମ୍ପରସାଣ୍ଡ୍)
03:03 ଟ୍ୟୁଟୋରିଆଲକୁ ପଜ୍ କରନ୍ତୁ, ଆପଣ ଦେଖିଥିବା ଭଳି କୋଡ୍ ଟାଇପ୍ କରନ୍ତୁ
03:07 ଏହି ଉଦାହରଣରେ, ମୁଁ ଗୋଟିଏ until ଲୂପର ଘୋଷଣା କରିଛି
03:12 ପ୍ରଥମେ, ଗୋଟିଏ ଲୋକଲ ଭେରିଏବଲ୍ i ଘୋଷଣା କରନ୍ତୁ ଏବଂ ଏହାକୁ 0 ସହିତ ଇନିଶିଆଲାଇଜ୍ କରନ୍ତୁ
03:16 ତା’ପରେ, ଗୋଟିଏ until ଲୂପର ଘୋଷଣା କରନ୍ତୁ
03:18 ଭେରିଏବଲ i, -10 ଠାରୁ ବଡ ଥିଲା ପର୍ଯ୍ୟନ୍ତ, ଏହି ଲୂପଟି ନିଷ୍ପାଦିତ ହେଉଥିବ
03:23 puts ମେଥଡ୍, ଆଉଟପୁଟ୍ ପ୍ରଦର୍ଶନ କରିବ
03:27 ଆଉଟପୁଟ୍ ପ୍ରଦର୍ଶିତ ହେଲାପରେ, i ର ଭାଲ୍ୟୁକୁ ,1 କମାଇଦିଅନ୍ତୁ
03:32 ପରବର୍ତ୍ତି ଇଟିରେଶନ୍ ପୂର୍ବରୁ, i ଏହି କ୍ରମ ହ୍ରାସ ଭାଲ୍ୟୁକୁ ଆପଣେଇ ନେବ
03:36 ଭେରିଏବଲ୍ i, ପ୍ରତ୍ୟେକ ଇଟିରେଶନରେ କ୍ରମ ହ୍ରାସ ହେବ
03:40 i, ଭାଲ୍ୟୁ-11 ପ୍ରାପ୍ତ ହେଲା ପର୍ଯ୍ୟନ୍ତ, ଏହା ଚାଲୁ ରହିବ
03:43 ଏହି ବିନ୍ଦୁରେ, while କଣ୍ଡିଶନ୍ ବିଫଳ ହେବ
03:46 ଏହା ପରବର୍ତ୍ତି ସୋପାନରେ ଲୂପର ବାହାରକୁ ଆସିଯିବ ଏବଂ ଆଉଟପୁଟ୍ ପ୍ରିଣ୍ଟ୍ କରିବା ବନ୍ଦ କରିଦେବ
03:51 ବର୍ତ୍ତମାନ, ଟର୍ମିନଲ ଫେରିଆସନ୍ତୁ ଏବଂ ଟାଇପ୍ କରନ୍ତୁ: ruby ସ୍ପେସ୍ until ହାଇଫେନ୍ ଲୂପ୍ ଡଟ୍ rb ଏବଂ ଆଉଟପୁଟ୍ ଦେଖନ୍ତୁ
04:03 ଆଉଟପୁଟ୍, 0 ଠାରୁ -10 ମଧ୍ୟରେ ଥିବା ସଂଖ୍ୟାଗୁଡିକର ତାଲିକାକୁ ଧାରଣ କରିବ
04:08 ବର୍ତ୍ତମାନ, Rubyରେ ଆପଣ ନିଜର until ଲୂପ୍ ଲେଖିବା ପାଇଁ ସମର୍ଥ ହେବେ
04:13 ବର୍ତ୍ତମାନ ଚାଲନ୍ତୁ, redo କନଷ୍ଟ୍ରକ୍ଟକୁ ଯିବା
04:16 Ruby ରେ redo ପାଇଁ ସିଣ୍ଟାକ୍ସ ନିମ୍ନରେ ଦିଆଯାଇଛି:
04:20 a collection of objects. each do item
04:25 ଗୋଟିଏ କଣ୍ଡିଶନାଲ୍ ଷ୍ଟେଟମେଣ୍ଟ୍
04:27 ruby କୋଡ୍, redo
04:29 end conditional, end loop
04:32 ମୋ ପାଖରେ redo ଲୂପର ଗୋଟିଏ କାର୍ଯ୍ୟକାରୀ ଉଦାହରଣ ଅଛି
04:35 ବର୍ତ୍ତମାନ, ଟର୍ମିନଲକୁ ଫେରିଚାଲନ୍ତୁ ଏବଂ ଟାଇପ୍ କରନ୍ତୁ: gedit ସ୍ପେସ୍ redo ହାଇଫେନ୍ ଲୂପ୍ ଡଟ୍ rb ସ୍ପେସ୍ &(ଆମ୍ପର୍ସାଣ୍ଡ୍)
04:48 ଟ୍ୟୁଟୋରିଆଲକୁ ପଜ୍ କରନ୍ତୁ ଏବଂ ଆପଣ ଦେଖିଥିବା ଭଳି କୋଡ୍ ଟାଇପ୍ କରନ୍ତୁ
04:52 ଏହି ଉଦାହରଣରେ ଗୋଟିଏ each ଲୂପର ଘୋଷଣା କରନ୍ତୁ
04:55 10 ରୁ 20 ପର୍ଯ୍ୟନ୍ତ ସଂଖ୍ୟା ମଧ୍ୟରେ ଇଟିରେଟ୍ କରିବା ପାଇଁ, ଗୋଟିଏ each ଲୂପର ଘୋଷଣା କରନ୍ତୁ
05:00 ତା’ପରେ ଆମେ, ଗୋଟିଏ if କଣ୍ଡିଶନାଲ୍ ଷ୍ଟେଟମେଣ୍ଟକୁ ପରିଭାଷିତ କରିବା
05:04 10 ରୁ 20 ମଧ୍ୟରେ ଥିବା ପ୍ରତ୍ୟେକ ସଂଖ୍ୟା ପାଇଁ ଲୂପଟି ନିଷ୍ପାଦିତ ହେବ
05:08 ଏହା ଇନର୍ କଣ୍ଡିଶନାଲ୍ ଯାହା if କଣ୍ଡିଶନାଲ୍ ବ୍ଲକ୍ ମଧ୍ୟରେ ପ୍ରବେଷ କରିବ ଯଦି, କେବଳ iର ଭାଲ୍ୟୁ 20 ସହିତ ସମାନ ହୁଏ
05:15 each ଲୂପ୍ ମଧ୍ୟରେ ଘୋଷିତ ହୋଇଥିବା puts ମେଥଡ୍, ଆଉଟପୁଟ୍ ପ୍ରଦର୍ଶନ କରେ
05:20 ପ୍ରୋଗ୍ରାମ୍ ଯଦି ଥରେ if କଣ୍ଡିଶନାଲ୍ ବ୍ଲକ୍ ମଧ୍ୟରେ ପ୍ରବେଷ କରେ, ଏହା ପ୍ରଥମେ ଆଉଟପୁଟ୍ ପ୍ରିଣ୍ଟ୍ କରିବ
05:24 ତା’ପରେ, ଏହା redoକୁ ନିଷ୍ପାଦନ କରିବ
05:28 redo ସମ୍ପୁର୍ଣ୍ଣ ଭିତରେ ଥିବା ଲୂପର ଇଟିରେଶନକୁ ନିଷ୍ପାଦନ କରିବ
05:31 ଲୂପ୍ କଣ୍ଡିଶନକୁ ଯାଞ୍ଚ୍ ନକରି, ଏହାକୁ କରିଥାଏ
05:34 ଆମ କଣ୍ଡିଶନ୍ ହେଉଛି, if i == 20
05:38 ପରିଣାମ ଏକ ଅସୀମ ଲୂପ୍ ହେବ, ଯେହେତୁ iର ଭାଲ୍ୟୁ 20 ଠାରୁ ବଦଳିବ ନାହିଁ
05:43 ବର୍ତ୍ତମାନ, ଟର୍ମିନଲକୁ ଫେରିଚାଲନ୍ତୁ ଏବଂ ଟାଇପ୍ କରନ୍ତୁ: ruby ସ୍ପେସ୍ redo ହାଇଫେନ୍ ଲୂପ୍ ଡଟ୍ rb
05:52 ଏବଂ ଆଉଟପୁଟ୍ ଦେଖନ୍ତୁ. ଆଉଟପୁଟ୍ ଗୋଟିଏ infinite loop ହେବ ଯାହାର ଶେଷ ନାହିଁ
05:58 ଅସୀମ ଲୂପକୁ ବାହାର କରିବା ପାଇଁ, Ctrl + C ଦାବନ୍ତୁ
06:03 ବର୍ତ୍ତମାନ, ଚାଲନ୍ତୁ ଆମେ break ଷ୍ଟେଟମେଣ୍ଟ୍ ଦେଖିବା
06:06 Rubyରେ break ଷ୍ଟେଟମେଣ୍ଟ୍ ପାଇଁ ସିଣ୍ଟାକ୍ସ ହେଉଛି -
06:10 a looping statement
06:12 a conditional statement, break
06:14 end conditional
06:16 ruby code, end loop
06:18 ଚାଲନ୍ତୁ ଗୋଟିଏ ଉଦାହରଣ ଦେଖିବା
06:21 ବର୍ତ୍ତମାନ, ଟର୍ମିନଲକୁ ଫେରିଚାଲନ୍ତୁ ଏବଂ ଟାଇପ୍ କରନ୍ତୁ: gedit ସ୍ପେସ୍ break ହାଇଫେନ୍ ଲୂପ୍ ଡଟ୍ rb ସ୍ପେସ୍ &(ଆମ୍ପର୍ସାଣ୍ଡ୍)
06:33 ଟ୍ୟୁଟୋରିଆଲକୁ ପଜ୍ କରନ୍ତୁ ଏବଂ ଆପଣ ଦେଖିଥିବା ଭଳି କୋଡ୍ ଟାଇପ୍ କରନ୍ତୁ
06:38 ଏହି ଉଦାହରଣରେ ଗୋଟିଏ each ଲୂପର ଘୋଷଣା ହୋଇଛି
06:41 ଆମେ ପୂର୍ବରୁ ବ୍ୟବହାର କରିଥିବା ଭଳି ଏହା ସମାନ ଅଟେ
06:43 puts ମେଥଡ୍ ଏଠାରେ, 11 ଠାରୁ 19 ପର୍ଯ୍ୟନ୍ତ ସଂଖ୍ୟାର ଆଉଟପୁଟ୍ ପ୍ରଦର୍ଶନ କରିବ
06:49 ଥରେ ଭାଲ୍ୟୁ 20 ହୋଇଗଲେ, ପ୍ରୋଗାମ୍ conditional if ବ୍ଲକ୍ ମଧ୍ୟରେ ପ୍ରବେଶ କରିବ
06:54 ଏହି ବିନ୍ଦୁରେ, ଏହା break ଷ୍ଟେଟମେଣ୍ଟର ସମ୍ମୁଖୀନ ହେବ ଏବଂ ଲୂପରୁ ବାହାର ହୋଇଯିବ
06:59 ବର୍ତ୍ତମାନ, ଟର୍ମିନଲ୍ ଖୋଲନ୍ତୁ ଏବଂ ଟାଇପ୍ କରନ୍ତୁ :
07:02 ruby ସ୍ପେସ୍ break ହାଇଫେନ୍ ଲୂପ୍ ଡଟ୍ rb
07:05 ଏବଂ ଆଉଟପୁଟ୍ ଦେଖନ୍ତୁ
07:08 ଆଉଟପୁଟ୍ 10 ରୁ 19 ମଧ୍ୟରେ ସଂଖ୍ୟାକୁ ଧାରଣ କରିବ
07:13 ବର୍ତ୍ତମାନ, ଆପଣ ନିଜର break କନଷ୍ଟ୍ରକ୍ଟ କରିବା ପାଇଁ ସକ୍ଷମ ହେବେ
07:17 ଏହା ଆମକୁ ଏହି ସ୍ପୋକନ ଟ୍ୟୁଟୋରିଆଲର ସମାପ୍ତିକୁ ଆଣେ
07:20 ସଂକ୍ଷିପ୍ତରେ
07:22 ଏହି ଟ୍ୟୁଟୋରିଆଲ୍ ରେ ଆମେ ବ୍ୟବହାର କରି ଶିଖିଲେ
07:24 while ଲୂପ୍, until କନଷ୍ଟ୍ରକ୍ଟ୍
07:26 redo, break କନଷ୍ଟ୍ରକ୍ଟ୍
07:29 ଏକ ଆସାଇନମେଣ୍ଟ ଭାବେ,
07:31 ଗୋଟିଏ ସଂଖ୍ୟାର ପରିସର ଯାହା, 100 ରୁ 115(ଇନକ୍ଲୁସିଭ୍) ପର୍ଯ୍ୟନ୍ତ ଅଟେ, Fahrenheitକୁ ରୀପ୍ରେଜେଣ୍ଟ କରିବ
07:38 ଉପଯୁକ୍ତ ଲୂପ୍ କନଷ୍ଟ୍ରକ୍ଟ ବ୍ୟବହାର କରି
07:40 ଗୋଟିଏ Ruby ପ୍ରୋଗ୍ରାମ୍ ଲେଖନ୍ତୁ
07:42 ଯାହା Fahrenheit ରୁ Celsiusକୁ ରୂପାନ୍ତରର ଫର୍ମୁଲାକୁ ବ୍ୟବହାର କରେ
07:46 ପ୍ରଦତ୍ତ ସଂଖ୍ୟା ରେଞ୍ଜର ବିପକ୍ଷରେ
07:49 ଆଉଟପୁଟ୍ ପ୍ରଦର୍ଶନ ପାଇଁ: ତାପମାତ୍ରା ଗୋଟିଏ ନିର୍ଦ୍ଦିଷ୍ଟ ଡିଗ୍ରୀ Celsiusକୁ ପହଞ୍ଚିଲା ଏବଂ ଅସହ୍ୟ ହେଲା
07:55 ଯେତେବେଳେ ତାପମାତ୍ରା Celsiusରେ, 32 ଡିଗ୍ରୀ Celsius ଉପରକୁ ଚାଲିଯିବ
08:00 ନିମ୍ନ ଲିଙ୍କରେ ଥିବା ଭିଡିଓକୁ ଦେଖନ୍ତୁ, http://spoken-tutorial.org/What_is_a_Spoken_Tutorial
08:03 ଏହା ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟକୁ ସାରାଂଶିତ କରେ
08:07 ଯଦି ଆପଣଙ୍କର ଭଲ ବ୍ୟାଣ୍ଡୱିଡଥ୍ ନାହିଁ, ଏହାକୁ ଡାଉନଲୋଡ୍ କରିଦେଖିପାରିବେ
08:10 ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ ଟିମ୍:
08:13 ସ୍ପୋକନ୍ ଟ୍ୟୁଟୋରିଆଲ୍ସ ବ୍ୟବହାର କରି କର୍ମଶାଳାମାନ ଚଲାନ୍ତି.
08:15 ଅନଲାଇନ୍ ଟେଷ୍ଟ ପାସ୍ କରୁଥିବା ବ୍ୟକ୍ତିମାନଙ୍କୁ ପ୍ରମାଣପତ୍ର ଦିଅନ୍ତି.
08:19 ଅଧିକ ବିବରଣୀ ପାଇଁ ଦୟାକରି contact@spoken-tutorial.orgକୁ ଲେଖନ୍ତୁ
08:25 ସ୍ପୋକନ୍ ଟ୍ୟୁଟୋରିଆଲ ପ୍ରୋଜେକ୍ଟ, ଟକ୍ ଟୁ ଏ ଟିଚର୍ ପ୍ରୋଜେକ୍ଟର ଏକ ଅଂଶ.
08:29 ଏହା ଭାରତ ସରକାରଙ୍କ MHRDର ICT ମାଧ୍ୟମରେ ରାଷ୍ଟ୍ରୀୟ ସାକ୍ଷରତା ମିଶନ୍ ଦ୍ୱାରା ସମର୍ଥିତ.
08:35 ଏହି ମିଶନ୍ ଉପରେ ଅଧିକ ବିବରଣୀ ନିମ୍ନ ଲିଙ୍କ (spoken-tutorial.org/NMEICT-Intro)ରେ ଉପଲବ୍ଧ
08:44 ଆଇଆଇଟି ବମ୍ୱେ ତରଫରୁ, ପ୍ରଦୀପ ମହାପାତ୍ରଙ୍କ ସହ ମୁଁ ପ୍ରଭାସ ତ୍ରିପାଠୀ ଆପଣଙ୍କଠାରୁ ବିଦାୟ ନେଉଛି. ଆମ ସହିତ ଜଡ଼ିତ ହୋଇଥିବାରୁ ଧନ୍ୟବାଦ

Contributors and Content Editors

Pradeep