Ruby/C3/while-and-until-Looping-Statements/Oriya
From Script | Spoken-Tutorial
Time | Narration |
00:01 | ବନ୍ଧୁଗଣ, Rubyରେ while and until loops ଉପରେ ସ୍ପୋକନ୍ ଟ୍ୟୁଟୋରିଆଲ୍ କୁ ସ୍ୱାଗତ |
00:06 | ଏହି ଟ୍ୟୁଟୋରିଆଲ୍ ରେ ଆମେ ବ୍ୟବହାର କରି ଶିଖିବା |
00:09 | while ଲୂପ୍, until ଲୂପ୍ |
00:11 | redo ଓ break. |
00:13 | ଆମେ ବ୍ୟବହାର କରୁଛୁ: Ubuntu Linux ଭର୍ସନ୍ 12.04 |
00:17 | Ruby 1.9.3 |
00:20 | ଏହି ଟ୍ୟୁଟୋରିଆଲର ଅନୁସରଣ ପାଇଁ, ଆପଣଙ୍କର Internet ସଂଯୋଗ ଥିବା ଆବଶ୍ୟକ |
00:25 | ଆପଣଙ୍କର ଲିନକ୍ସ କମାଣ୍ଡ୍, ଟର୍ମିନଲ୍ ଓ ଟେକ୍ସଟ ଏଡିଟର ଉପରେ ମଧ୍ୟ ଜ୍ଞାନ ଥିବା ଆବଶ୍ୟକ |
00:29 | ଯଦି ନୁହେଁ, ତେବେ ସମ୍ପର୍କିତ ଟ୍ୟୁଟୋରିଆଲ୍ ପାଇଁ, ଦୟାକରି ଆମ ୱେବସାଇଟ୍ ଦେଖନ୍ତୁ |
00:34 | ଆରମ୍ଭ କରିବା ପୂର୍ବରୁ, ମନେ ପକାନ୍ତୁ, ବହୁ ଆଗରୁ ଆମେ ttt ଡାଇରେକ୍ଟୋରୀ ତିଆରି କରିସାରିଛେ |
00:38 | ଚାଲନ୍ତୁ ସେହି ଡାଇରେକ୍ଟୋରୀକୁ ଯିବା |
00:41 | ତା’ପରେ, ରୁବୀ ହାଇଫେନ୍ ଟ୍ୟୁଟୋରିଆଲ ଓ ଲୂପିଙ୍ଗ୍ ହାଇଫେନ୍ ଷ୍ଟେଟମେଣ୍ଟସ ଡାଇରେକ୍ଟୋରୀକୁ ଯିବା |
00:46 | ବର୍ତ୍ତମାନ, ଆମେ ଏହି ଫୋଲ୍ଡରରେ ଅଛେ, ଚାଲନ୍ତୁ ଆଗକୁ ଯିବା |
00:50 | Ruby ରେ while ଲୂପ୍ ପାଇଁ ସିଣ୍ଟାକ୍ସ ନିମ୍ନରେ ଦିଆଯାଇଛି: |
00:54 | while, ବୂଲିଆନ୍ ଏକ୍ସପ୍ରେସନ୍ |
00:56 | ରୁବୀ କୋଡ୍, end |
00:58 | ଚାଲନ୍ତୁ ଉଦାହରଣ ଦେଖିବା |
01:01 | ମୌଳିକ ସ୍ତରର Ruby ଟ୍ୟୁଟୋରିଆଲସରେ ଦର୍ଶାଯାଇଥିବା ଭଳି, gedit ରେ ଗୋଟିଏ ନୂଆ ଫାଇଲ୍ ସୃଷ୍ଟି କରନ୍ତୁ |
01:05 | ଏହାକୁ, while ହାଇଫେନ୍ ଲୂପ୍ ଡଟ୍ rb, ନାମ ଦିଅନ୍ତୁ |
01:09 | ମୋ ପାଖରେ while ଲୂପର ଗୋଟିଏ କାର୍ଯ୍ୟକାରୀ ଉଦାହରଣ ଅଛି |
01:13 | ବର୍ତ୍ତମାନ, ଟର୍ମିନଲକୁ ଫେରିଚାଲନ୍ତୁ ଏବଂ ଟାଇପ୍ କରନ୍ତୁ: gedit ସ୍ପେସ୍ while ହାଇଫେନ୍ ଲୂପ୍ ଡଟ୍ rb ସ୍ପେସ୍ & (ଆମ୍ପରସାଣ୍ଡ୍) |
01:24 | ଟ୍ୟୁଟୋରିଆଲକୁ ପଜ୍ କରନ୍ତୁ, ଆପଣ ଦେଖିଥିବା ଭଳି କୋଡ୍ ଟାଇପ୍ କରନ୍ତୁ |
01:28 | ଏହି ଉଦାହରଣରେ, ମୁଁ ଗୋଟିଏ while ଲୂପର ଘୋଷଣା କରିଛି |
01:32 | ପ୍ରଥମେ, ଗୋଟିଏ ଲୋକଲ ଭେରିଏବଲ୍ i ଘୋଷଣା କରନ୍ତୁ ଏବଂ ଏହାକୁ ଭାଲ୍ୟୁ 0 ସହିତ ଇନିଶିଆଲାଇଜ୍ କରନ୍ତୁ |
01:38 | ତା’ପରେ, ଗୋଟିଏ while ଲୂପର ଘୋଷଣା କରନ୍ତୁ |
01:41 | ଭେରିଏବଲ i, -10 ଠାରୁ ବଡ ଥିଲା ପର୍ଯ୍ୟନ୍ତ , ଏହି ଲୂପଟି ନିଷ୍ପାଦିତ ହେଉଥିବ |
01:46 | while ଲୂପ ମଧ୍ୟରେ ଘୋଷିତ ହୋଇଥିବା puts ମେଥଡ୍, ଆଉଟପୁଟ୍ ପ୍ରଦର୍ଶନ କରିବ |
01:51 | ଆଉଟପୁଟ୍ ପ୍ରଦର୍ଶିତ ହେଲାପରେ, i ର ଭାଲ୍ୟୁକୁ ,1 କମାଇଦିଅନ୍ତୁ |
01:56 | ପରବର୍ତ୍ତି ଇଟିରେଶନ୍ ପୂର୍ବରୁ, i ଏହି କ୍ରମ ହ୍ରାସ ଭାଲ୍ୟୁକୁ ଆପଣେଇ ନେବ |
02:01 | ଭେରିଏବଲ୍ i, ପ୍ରତ୍ୟେକ ଇଟିରେଶନରେ କ୍ରମ ହ୍ରାସ ହେବ |
02:04 | i, ଭାଲ୍ୟୁ-10 ପ୍ରାପ୍ତ ହେଲା ପର୍ଯ୍ୟନ୍ତ, ଏହା ଚାଲୁ ରହିବ |
02:09 | ଏହି ବିନ୍ଦୁରେ, while କଣ୍ଡିଶନ୍ ବିଫଳ ହେବ |
02:12 | ଏହା ପରବର୍ତ୍ତି ସୋପାନରେ ଲୂପର ବାହାରକୁ ଆସିଯିବ ଏବଂ ଆଉଟପୁଟ୍ ପ୍ରିଣ୍ଟ୍ କରିବା ବନ୍ଦ କରିଦେବ |
02:16 | ବର୍ତ୍ତମାନ, ଟର୍ମିନଲକୁ ଫେରିଆସନ୍ତୁ ଏବଂ ଟାଇପ୍ କରନ୍ତୁ: ruby ସ୍ପେସ୍ while ହାଇଫେନ୍ ଲୂପ୍ ଡଟ୍ rb ଏବଂ ଆଉଟପୁଟ୍ ଦେଖନ୍ତୁ |
02:30 | ଆଉଟପୁଟ୍, 0 ଠାରୁ ଆରମ୍ବ କରି -9 ପର୍ଯ୍ୟନ୍ତ, ଗୋଟିଏ ସଂଖ୍ୟାର ତାଲିକାକୁ ଧାରଣ କରିବ |
02:35 | ବର୍ତ୍ତମାନ, ଆପଣ ନିଜର while ଲୂପ୍ ଲେଖିବା ପାଇଁ ସମର୍ଥ ହେବେ |
02:40 | ଚାଲନ୍ତୁ, ପରବର୍ତ୍ତି until ଲୂପ୍ ଦେଖିବା |
02:43 | Ruby ରେ until ଲୂପ୍ ପାଇଁ ସିଣ୍ଟାକ୍ସ ନିମ୍ନରେ ଦିଆଯାଇଛି: |
02:45 | until, ବୂଲିଆନ୍ ଏକ୍ସପ୍ରେସନ୍ |
02:47 | ରୁବୀ କୋଡ୍, end |
02:50 | ଚାଲନ୍ତୁ, ଗୋଟିଏ ଉଦାହରଣ ଦେଖିବା |
02:52 | ବର୍ତ୍ତମାନ, ଟର୍ମିନଲକୁ ଫେରିଚାଲନ୍ତୁ ଏବଂ ଟାଇପ୍ କରନ୍ତୁ: gedit ସ୍ପେସ୍ until ହାଇଫେନ୍ ଲୂପ୍ ଡଟ୍ rb ସ୍ପେସ୍ & (ଆମ୍ପରସାଣ୍ଡ୍) |
03:03 | ଟ୍ୟୁଟୋରିଆଲକୁ ପଜ୍ କରନ୍ତୁ, ଆପଣ ଦେଖିଥିବା ଭଳି କୋଡ୍ ଟାଇପ୍ କରନ୍ତୁ |
03:07 | ଏହି ଉଦାହରଣରେ, ମୁଁ ଗୋଟିଏ until ଲୂପର ଘୋଷଣା କରିଛି |
03:12 | ପ୍ରଥମେ, ଗୋଟିଏ ଲୋକଲ ଭେରିଏବଲ୍ i ଘୋଷଣା କରନ୍ତୁ ଏବଂ ଏହାକୁ 0 ସହିତ ଇନିଶିଆଲାଇଜ୍ କରନ୍ତୁ |
03:16 | ତା’ପରେ, ଗୋଟିଏ until ଲୂପର ଘୋଷଣା କରନ୍ତୁ |
03:18 | ଭେରିଏବଲ i, -10 ଠାରୁ ବଡ ଥିଲା ପର୍ଯ୍ୟନ୍ତ, ଏହି ଲୂପଟି ନିଷ୍ପାଦିତ ହେଉଥିବ |
03:23 | puts ମେଥଡ୍, ଆଉଟପୁଟ୍ ପ୍ରଦର୍ଶନ କରିବ |
03:27 | ଆଉଟପୁଟ୍ ପ୍ରଦର୍ଶିତ ହେଲାପରେ, i ର ଭାଲ୍ୟୁକୁ ,1 କମାଇଦିଅନ୍ତୁ |
03:32 | ପରବର୍ତ୍ତି ଇଟିରେଶନ୍ ପୂର୍ବରୁ, i ଏହି କ୍ରମ ହ୍ରାସ ଭାଲ୍ୟୁକୁ ଆପଣେଇ ନେବ |
03:36 | ଭେରିଏବଲ୍ i, ପ୍ରତ୍ୟେକ ଇଟିରେଶନରେ କ୍ରମ ହ୍ରାସ ହେବ |
03:40 | i, ଭାଲ୍ୟୁ-11 ପ୍ରାପ୍ତ ହେଲା ପର୍ଯ୍ୟନ୍ତ, ଏହା ଚାଲୁ ରହିବ |
03:43 | ଏହି ବିନ୍ଦୁରେ, while କଣ୍ଡିଶନ୍ ବିଫଳ ହେବ |
03:46 | ଏହା ପରବର୍ତ୍ତି ସୋପାନରେ ଲୂପର ବାହାରକୁ ଆସିଯିବ ଏବଂ ଆଉଟପୁଟ୍ ପ୍ରିଣ୍ଟ୍ କରିବା ବନ୍ଦ କରିଦେବ |
03:51 | ବର୍ତ୍ତମାନ, ଟର୍ମିନଲ ଫେରିଆସନ୍ତୁ ଏବଂ ଟାଇପ୍ କରନ୍ତୁ: ruby ସ୍ପେସ୍ until ହାଇଫେନ୍ ଲୂପ୍ ଡଟ୍ rb ଏବଂ ଆଉଟପୁଟ୍ ଦେଖନ୍ତୁ |
04:03 | ଆଉଟପୁଟ୍, 0 ଠାରୁ -10 ମଧ୍ୟରେ ଥିବା ସଂଖ୍ୟାଗୁଡିକର ତାଲିକାକୁ ଧାରଣ କରିବ |
04:08 | ବର୍ତ୍ତମାନ, Rubyରେ ଆପଣ ନିଜର until ଲୂପ୍ ଲେଖିବା ପାଇଁ ସମର୍ଥ ହେବେ |
04:13 | ବର୍ତ୍ତମାନ ଚାଲନ୍ତୁ, redo କନଷ୍ଟ୍ରକ୍ଟକୁ ଯିବା |
04:16 | Ruby ରେ redo ପାଇଁ ସିଣ୍ଟାକ୍ସ ନିମ୍ନରେ ଦିଆଯାଇଛି: |
04:20 | a collection of objects. each do item |
04:25 | ଗୋଟିଏ କଣ୍ଡିଶନାଲ୍ ଷ୍ଟେଟମେଣ୍ଟ୍ |
04:27 | ruby କୋଡ୍, redo |
04:29 | end conditional, end loop |
04:32 | ମୋ ପାଖରେ redo ଲୂପର ଗୋଟିଏ କାର୍ଯ୍ୟକାରୀ ଉଦାହରଣ ଅଛି |
04:35 | ବର୍ତ୍ତମାନ, ଟର୍ମିନଲକୁ ଫେରିଚାଲନ୍ତୁ ଏବଂ ଟାଇପ୍ କରନ୍ତୁ: gedit ସ୍ପେସ୍ redo ହାଇଫେନ୍ ଲୂପ୍ ଡଟ୍ rb ସ୍ପେସ୍ &(ଆମ୍ପର୍ସାଣ୍ଡ୍) |
04:48 | ଟ୍ୟୁଟୋରିଆଲକୁ ପଜ୍ କରନ୍ତୁ ଏବଂ ଆପଣ ଦେଖିଥିବା ଭଳି କୋଡ୍ ଟାଇପ୍ କରନ୍ତୁ |
04:52 | ଏହି ଉଦାହରଣରେ ଗୋଟିଏ each ଲୂପର ଘୋଷଣା କରନ୍ତୁ |
04:55 | 10 ରୁ 20 ପର୍ଯ୍ୟନ୍ତ ସଂଖ୍ୟା ମଧ୍ୟରେ ଇଟିରେଟ୍ କରିବା ପାଇଁ, ଗୋଟିଏ each ଲୂପର ଘୋଷଣା କରନ୍ତୁ |
05:00 | ତା’ପରେ ଆମେ, ଗୋଟିଏ if କଣ୍ଡିଶନାଲ୍ ଷ୍ଟେଟମେଣ୍ଟକୁ ପରିଭାଷିତ କରିବା |
05:04 | 10 ରୁ 20 ମଧ୍ୟରେ ଥିବା ପ୍ରତ୍ୟେକ ସଂଖ୍ୟା ପାଇଁ ଲୂପଟି ନିଷ୍ପାଦିତ ହେବ |
05:08 | ଏହା ଇନର୍ କଣ୍ଡିଶନାଲ୍ ଯାହା if କଣ୍ଡିଶନାଲ୍ ବ୍ଲକ୍ ମଧ୍ୟରେ ପ୍ରବେଷ କରିବ ଯଦି, କେବଳ iର ଭାଲ୍ୟୁ 20 ସହିତ ସମାନ ହୁଏ |
05:15 | each ଲୂପ୍ ମଧ୍ୟରେ ଘୋଷିତ ହୋଇଥିବା puts ମେଥଡ୍, ଆଉଟପୁଟ୍ ପ୍ରଦର୍ଶନ କରେ |
05:20 | ପ୍ରୋଗ୍ରାମ୍ ଯଦି ଥରେ if କଣ୍ଡିଶନାଲ୍ ବ୍ଲକ୍ ମଧ୍ୟରେ ପ୍ରବେଷ କରେ, ଏହା ପ୍ରଥମେ ଆଉଟପୁଟ୍ ପ୍ରିଣ୍ଟ୍ କରିବ |
05:24 | ତା’ପରେ, ଏହା redoକୁ ନିଷ୍ପାଦନ କରିବ |
05:28 | redo ସମ୍ପୁର୍ଣ୍ଣ ଭିତରେ ଥିବା ଲୂପର ଇଟିରେଶନକୁ ନିଷ୍ପାଦନ କରିବ |
05:31 | ଲୂପ୍ କଣ୍ଡିଶନକୁ ଯାଞ୍ଚ୍ ନକରି, ଏହାକୁ କରିଥାଏ |
05:34 | ଆମ କଣ୍ଡିଶନ୍ ହେଉଛି, if i == 20 |
05:38 | ପରିଣାମ ଏକ ଅସୀମ ଲୂପ୍ ହେବ, ଯେହେତୁ iର ଭାଲ୍ୟୁ 20 ଠାରୁ ବଦଳିବ ନାହିଁ |
05:43 | ବର୍ତ୍ତମାନ, ଟର୍ମିନଲକୁ ଫେରିଚାଲନ୍ତୁ ଏବଂ ଟାଇପ୍ କରନ୍ତୁ: ruby ସ୍ପେସ୍ redo ହାଇଫେନ୍ ଲୂପ୍ ଡଟ୍ rb |
05:52 | ଏବଂ ଆଉଟପୁଟ୍ ଦେଖନ୍ତୁ. ଆଉଟପୁଟ୍ ଗୋଟିଏ infinite loop ହେବ ଯାହାର ଶେଷ ନାହିଁ |
05:58 | ଅସୀମ ଲୂପକୁ ବାହାର କରିବା ପାଇଁ, Ctrl + C ଦାବନ୍ତୁ |
06:03 | ବର୍ତ୍ତମାନ, ଚାଲନ୍ତୁ ଆମେ break ଷ୍ଟେଟମେଣ୍ଟ୍ ଦେଖିବା |
06:06 | Rubyରେ break ଷ୍ଟେଟମେଣ୍ଟ୍ ପାଇଁ ସିଣ୍ଟାକ୍ସ ହେଉଛି - |
06:10 | a looping statement |
06:12 | a conditional statement, break |
06:14 | end conditional |
06:16 | ruby code, end loop |
06:18 | ଚାଲନ୍ତୁ ଗୋଟିଏ ଉଦାହରଣ ଦେଖିବା |
06:21 | ବର୍ତ୍ତମାନ, ଟର୍ମିନଲକୁ ଫେରିଚାଲନ୍ତୁ ଏବଂ ଟାଇପ୍ କରନ୍ତୁ: gedit ସ୍ପେସ୍ break ହାଇଫେନ୍ ଲୂପ୍ ଡଟ୍ rb ସ୍ପେସ୍ &(ଆମ୍ପର୍ସାଣ୍ଡ୍) |
06:33 | ଟ୍ୟୁଟୋରିଆଲକୁ ପଜ୍ କରନ୍ତୁ ଏବଂ ଆପଣ ଦେଖିଥିବା ଭଳି କୋଡ୍ ଟାଇପ୍ କରନ୍ତୁ |
06:38 | ଏହି ଉଦାହରଣରେ ଗୋଟିଏ each ଲୂପର ଘୋଷଣା ହୋଇଛି |
06:41 | ଆମେ ପୂର୍ବରୁ ବ୍ୟବହାର କରିଥିବା ଭଳି ଏହା ସମାନ ଅଟେ |
06:43 | puts ମେଥଡ୍ ଏଠାରେ, 11 ଠାରୁ 19 ପର୍ଯ୍ୟନ୍ତ ସଂଖ୍ୟାର ଆଉଟପୁଟ୍ ପ୍ରଦର୍ଶନ କରିବ |
06:49 | ଥରେ ଭାଲ୍ୟୁ 20 ହୋଇଗଲେ, ପ୍ରୋଗାମ୍ conditional if ବ୍ଲକ୍ ମଧ୍ୟରେ ପ୍ରବେଶ କରିବ |
06:54 | ଏହି ବିନ୍ଦୁରେ, ଏହା break ଷ୍ଟେଟମେଣ୍ଟର ସମ୍ମୁଖୀନ ହେବ ଏବଂ ଲୂପରୁ ବାହାର ହୋଇଯିବ |
06:59 | ବର୍ତ୍ତମାନ, ଟର୍ମିନଲ୍ ଖୋଲନ୍ତୁ ଏବଂ ଟାଇପ୍ କରନ୍ତୁ : |
07:02 | ruby ସ୍ପେସ୍ break ହାଇଫେନ୍ ଲୂପ୍ ଡଟ୍ rb |
07:05 | ଏବଂ ଆଉଟପୁଟ୍ ଦେଖନ୍ତୁ |
07:08 | ଆଉଟପୁଟ୍ 10 ରୁ 19 ମଧ୍ୟରେ ସଂଖ୍ୟାକୁ ଧାରଣ କରିବ |
07:13 | ବର୍ତ୍ତମାନ, ଆପଣ ନିଜର break କନଷ୍ଟ୍ରକ୍ଟ କରିବା ପାଇଁ ସକ୍ଷମ ହେବେ |
07:17 | ଏହା ଆମକୁ ଏହି ସ୍ପୋକନ ଟ୍ୟୁଟୋରିଆଲର ସମାପ୍ତିକୁ ଆଣେ |
07:20 | ସଂକ୍ଷିପ୍ତରେ |
07:22 | ଏହି ଟ୍ୟୁଟୋରିଆଲ୍ ରେ ଆମେ ବ୍ୟବହାର କରି ଶିଖିଲେ |
07:24 | while ଲୂପ୍, until କନଷ୍ଟ୍ରକ୍ଟ୍ |
07:26 | redo, break କନଷ୍ଟ୍ରକ୍ଟ୍ |
07:29 | ଏକ ଆସାଇନମେଣ୍ଟ ଭାବେ, |
07:31 | ଗୋଟିଏ ସଂଖ୍ୟାର ପରିସର ଯାହା, 100 ରୁ 115(ଇନକ୍ଲୁସିଭ୍) ପର୍ଯ୍ୟନ୍ତ ଅଟେ, Fahrenheitକୁ ରୀପ୍ରେଜେଣ୍ଟ କରିବ |
07:38 | ଉପଯୁକ୍ତ ଲୂପ୍ କନଷ୍ଟ୍ରକ୍ଟ ବ୍ୟବହାର କରି |
07:40 | ଗୋଟିଏ Ruby ପ୍ରୋଗ୍ରାମ୍ ଲେଖନ୍ତୁ |
07:42 | ଯାହା Fahrenheit ରୁ Celsiusକୁ ରୂପାନ୍ତରର ଫର୍ମୁଲାକୁ ବ୍ୟବହାର କରେ |
07:46 | ପ୍ରଦତ୍ତ ସଂଖ୍ୟା ରେଞ୍ଜର ବିପକ୍ଷରେ |
07:49 | ଆଉଟପୁଟ୍ ପ୍ରଦର୍ଶନ ପାଇଁ: ତାପମାତ୍ରା ଗୋଟିଏ ନିର୍ଦ୍ଦିଷ୍ଟ ଡିଗ୍ରୀ Celsiusକୁ ପହଞ୍ଚିଲା ଏବଂ ଅସହ୍ୟ ହେଲା |
07:55 | ଯେତେବେଳେ ତାପମାତ୍ରା Celsiusରେ, 32 ଡିଗ୍ରୀ Celsius ଉପରକୁ ଚାଲିଯିବ |
08:00 | ନିମ୍ନ ଲିଙ୍କରେ ଥିବା ଭିଡିଓକୁ ଦେଖନ୍ତୁ, http://spoken-tutorial.org/What_is_a_Spoken_Tutorial |
08:03 | ଏହା ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟକୁ ସାରାଂଶିତ କରେ |
08:07 | ଯଦି ଆପଣଙ୍କର ଭଲ ବ୍ୟାଣ୍ଡୱିଡଥ୍ ନାହିଁ, ଏହାକୁ ଡାଉନଲୋଡ୍ କରିଦେଖିପାରିବେ |
08:10 | ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ ଟିମ୍: |
08:13 | ସ୍ପୋକନ୍ ଟ୍ୟୁଟୋରିଆଲ୍ସ ବ୍ୟବହାର କରି କର୍ମଶାଳାମାନ ଚଲାନ୍ତି. |
08:15 | ଅନଲାଇନ୍ ଟେଷ୍ଟ ପାସ୍ କରୁଥିବା ବ୍ୟକ୍ତିମାନଙ୍କୁ ପ୍ରମାଣପତ୍ର ଦିଅନ୍ତି. |
08:19 | ଅଧିକ ବିବରଣୀ ପାଇଁ ଦୟାକରି contact@spoken-tutorial.orgକୁ ଲେଖନ୍ତୁ |
08:25 | ସ୍ପୋକନ୍ ଟ୍ୟୁଟୋରିଆଲ ପ୍ରୋଜେକ୍ଟ, ଟକ୍ ଟୁ ଏ ଟିଚର୍ ପ୍ରୋଜେକ୍ଟର ଏକ ଅଂଶ. |
08:29 | ଏହା ଭାରତ ସରକାରଙ୍କ MHRDର ICT ମାଧ୍ୟମରେ ରାଷ୍ଟ୍ରୀୟ ସାକ୍ଷରତା ମିଶନ୍ ଦ୍ୱାରା ସମର୍ଥିତ. |
08:35 | ଏହି ମିଶନ୍ ଉପରେ ଅଧିକ ବିବରଣୀ ନିମ୍ନ ଲିଙ୍କ (spoken-tutorial.org/NMEICT-Intro)ରେ ଉପଲବ୍ଧ |
08:44 | ଆଇଆଇଟି ବମ୍ୱେ ତରଫରୁ, ପ୍ରଦୀପ ମହାପାତ୍ରଙ୍କ ସହ ମୁଁ ପ୍ରଭାସ ତ୍ରିପାଠୀ ଆପଣଙ୍କଠାରୁ ବିଦାୟ ନେଉଛି. ଆମ ସହିତ ଜଡ଼ିତ ହୋଇଥିବାରୁ ଧନ୍ୟବାଦ |