Scilab/C4/Linear-equations-Iterative-Methods/Oriya
From Script | Spoken-Tutorial
Time | Narration |
00:01 | ବନ୍ଧୁଗଣ, Solving System of Linear Equations using Iterative Methods ଉପରେ ସ୍ପୋକନ୍ ଟ୍ୟୁଟୋରିଆଲ୍ କୁ ସ୍ୱାଗତ |
00:10 | ଏହି ଟ୍ୟୁଟୋରିଆଲର ଶେଷରେ, ଆପଣ ସମର୍ଥ ହେବେ: |
00:14 | ଆଇଟେରେଟିଭ୍ ମେଥଡ୍ ବ୍ୟବହାର କରି ସରଳ ସମୀକରଣର ସମାଧାନ କରିବା ପାଇଁ |
00:18 | ସରଳ ସମୀକରଣର ସମାଧାନ ପାଇଁ, Scilab କୋଡ୍ ବିକଶିତ କରିବା ପାଇଁ |
00:22 | ଏହି ଟ୍ୟୁଟୋରିଆଲ୍ ରେକର୍ଡ କରିବାକୁ ମୁଁ ବ୍ୟବହାର କରୁଛି |
00:25 | ଉବୁଣ୍ଟୁ ଲିନକ୍ସ 12.04 OS |
00:28 | ଏବଂ Scilab ଭର୍ସନ୍ 5.3.3 |
00:33 | ଏହି ଟ୍ୟୁଟୋରିଆଲ୍ ଅଭ୍ୟାସ କରିବା ପୁର୍ବରୁ, ଶିକ୍ଷାର୍ଥୀଙ୍କର Scilab ଓ ସରଳ ସମୀକରଣ ସମାଧାନ ଉପରେ ମୌଳିକ ଜ୍ଞାନ ଥିବା ଆବଶ୍ୟକ |
00:42 | Scilab ପାଇଁ, ଦୟାକରି ସ୍ପୋକନ୍ ଟ୍ୟୁଟୋରିଆଲ ୱେବସାଇଟ୍ ରେ ଉପଲବ୍ଧ ଥିବା ସମ୍ପର୍କିତ ଟ୍ୟୁଟୋରିଆଲ୍ସ ର ସାହାଯ୍ୟ ନିଅନ୍ତୁ |
00:50 | ଆମେ ଅଧ୍ୟୟନ କରୁଥିବା, ପ୍ରଥମ ଆଇଟେରେଟିଭ୍ ମେଥଡ୍ ହେଉଛି, Jacobi method |
00:56 | n ସଂଖ୍ୟକ ସମୀକରଣ ଓ n ସଂଖ୍ୟକ ଅଜ୍ଞ ସହିତ, ଗୋଟିଏ ସରଳ ସମୀକରଣର ସିଷ୍ଟମ୍ ପ୍ରଦତ୍ତ ଅଛି |
01:02 | ସମୀକରଣକୁ ପୂନର୍ବାର ଲେଖନ୍ତୁ ଯେପରି, x ଅଫ୍ i k ଯୁକ୍ତ one ଇଜ୍ ଇକ୍ୱାଲ୍ ଟୁ b i ବିଯୋଗ summation ଅଫ୍ a i j x j k from j ଇକ୍ୱାଲ ଟୁ one to n ବିଭକ୍ତ a i i, ଯେଉଁଠି i ହେଉଛି one to n ରୁ |
01:24 | x of i ର ପ୍ରତ୍ୟେକ ଭାଲ୍ୟୁଗୁଡିକୁ ଅନୁମାନ କରନ୍ତୁ |
01:27 | ପୂର୍ବ ସୋପାନରେ ପ୍ରାପ୍ତ ହୋଇଥିବା ଭାଲ୍ୟୁଗୁଡିକୁ, ସମୀକରଣରେ ପ୍ରତିସ୍ଥାପନ କରନ୍ତୁ |
01:34 | ସମାଧାନ ଏକାଠି ହେବା ପର୍ଯ୍ୟନ୍ତ, ଆଇଟେରେଟ୍ ଜାରି ରଖନ୍ତୁ |
01:39 | Jacobi ମେଥଡ୍ ବ୍ୟବହାର କରି, ଏହି ଉଦାହରଣର ସମାଧାନ କରନ୍ତୁ |
01:44 | ଚାଲନ୍ତୁ, Jacobi ମେଥଡ୍ ପାଇଁ ଥିବା କୋଡ୍ ଦେଖିବା |
01:48 | Scilab କନସୋଲ୍ ଉପରେ ପ୍ରଦର୍ଶିତ ଉତ୍ତରର ଫର୍ମାଟ୍ କୁ ନିଶ୍ଚିତ କରିବା ପାଇଁ, format ମେଥଡ୍ ବ୍ୟବହାର କରନ୍ତୁ |
01:56 | ଏଠାରେ e, ଉତ୍ତର scientific notation ରେ ହେବା ଉଚିତ୍ ବୋଲି ସୂଚିତ କରେ |
02:01 | ଏବଂ twenty, ପ୍ରଦର୍ଶିତ ହେବାକୁ ଥିବା ଅଙ୍କର ସଂଖ୍ୟାକୁ ନିଶ୍ଚିତ କରେ |
02:06 | ତା’ପରେ, ଆମେ ଇନପୁଟ୍ ଫଙ୍କଶନ୍ ବ୍ୟବହାର କରି, ନିମ୍ନଲିଖିତ ପାଇଁ ଭାଲ୍ୟୁଗୁଡିକ ପ୍ରାପ୍ତ କରୁ |
02:10 | the matrices coefficient matrix |
02:12 | ରାଇଟ୍ ହ୍ୟାଣ୍ଡ୍ ସାଇଡ୍ ମେଟ୍ରିକ୍ସ |
02:14 | ଇନିସିଆଲ୍ ଭାଲ୍ୟୁସ୍ ମେଟ୍ରିକ୍ସ |
02:17 | maximum number of iteration ଓ |
02:19 | convergence tolerance |
02:22 | ତା’ପରେ, A ମେଟ୍ରିକ୍ସ, ଗୋଟିଏ ସ୍କୋୟାର୍ ମେଟ୍ରିକ୍ସ୍ କି ନୁହେଁ ଜାଣିବା ପାଇଁ, size ଫଙ୍କଶନ୍ ବ୍ୟବହାର କରନ୍ତୁ |
02:29 | ଯଦି ଏହା ନୁହେଁ, error ଫଙ୍କଶନ୍ ବ୍ୟବହାର କରି ଗୋଟିଏ ତୃଟି ପ୍ରଦର୍ଶନ କରନ୍ତୁ |
02:34 | ଏହାପରେ, ମେଟ୍ରିକ୍ସ A, ଡାଏଗୋନାଲୀ ଡୋମିନାଣ୍ଟ ପାଇଁ ଯାଞ୍ଚ କରନ୍ତୁ |
02:40 | ପ୍ରଥମାର୍ଦ୍ଧ, ମେଟ୍ରିକ୍ସର ପ୍ରତ୍ୟେକ ରୋ ର ସମଷ୍ଟି କୁ ଗଣନା କରେ |
02:45 | ତା’ପରେ ଏହା, ଡାଏଗୋନାଲ୍ ଏଲିମେଣ୍ଟର ଗୁଣଫଳର ଦୁଇଗୁଣ, ସେହି ରୋ ରେ ଥିବା ସମସ୍ତ ଏଲିମେଣ୍ଟର ସମଷ୍ଟିଠାରୁ ବଡ କି ନୁହେଁ ଯାଞ୍ଚ କରନ୍ତୁ |
02:54 | ଯଦି ଏହା ନୁହେଁ, error ଫଙ୍କଶନ୍ ବ୍ୟବହାର କରି ଗୋଟିଏ ତୃଟି ପ୍ରଦର୍ଶନ କରନ୍ତୁ |
03:01 | ତା’ପରେ, ଇନପୁଟ୍ ଆର୍ଗୁମେଣ୍ଟ ସହିତ, Jacobi Iteration ଫଙ୍କଶନ୍ କୁ ପରିଭାଷିତ କରନ୍ତୁ |
03:07 | A, b , x zero |
03:09 | maximum iteration ଓ tolerance level |
03:14 | ଏଠାରେ x zero ହେଉଛି, initial values ମେଟ୍ରିକ୍ସ |
03:19 | A matrix ଓ initial values matrix ର ଆକାର, ପରସ୍ପର ଅନୁରୂପୀ କି ନୁହେଁ, ଯାଞ୍ଚ କରନ୍ତୁ |
03:28 | x k p oneର ଭାଲ୍ୟୁ ଗଣନା କରନ୍ତୁ ଏବଂ ଏହାପରେ, relative error, tolerance level ଠାରୁ ନ୍ୟୁନ କି ନୁହେଁ ଯାଞ୍ଚ କରନ୍ତୁ |
03:38 | ଯଦି ଏହା, tolerance level ଠାରୁ ନ୍ୟୁନ ହୁଏ, ତେବେ ଆଇଟେରେଶନ୍ କୁ break କରନ୍ତୁ ଏବଂ ସମାଧାନ ମିଳିଥାଏ |
03:45 | ଶେଷରେ, ଫଙ୍କଶନ୍ ସମାପ୍ତ ହେଲା |
03:48 | ଚାଲନ୍ତୁ, ଫଙ୍କସନ୍ କୁ ସେଭ୍ ଓ ନିଷ୍ପାଦନ କରିବା |
03:51 | Scilab କନସୋଲ୍ କୁ ଫେରି ଆସନ୍ତୁ |
03:54 | ପ୍ରତ୍ୟେକ ପ୍ରମ୍ପ୍ଟରେ, ଭାଲ୍ୟୁଗୁଡିକୁ ପ୍ରବେଶ କରାନ୍ତୁ |
03:57 | କୋଏଫିସିଏଣ୍ଟ୍ ମେଟ୍ରିକ୍ସ A ହେଉଛି, ସ୍କୋୟାର୍ ବ୍ରାକେଟ୍ ଆରମ୍ଭ two ସ୍ପେସ୍ one ସେମିକୋଲନ୍ five ସ୍ପେସ୍ seven ସ୍କୋୟାର୍ ବ୍ରାକେଟ୍ ଶେଷ |
04:08 | Enter ଦାବନ୍ତୁ |
04:10 | ତା’ପରେ ଟାଇପ୍ କରନ୍ତୁ, ସ୍କୋୟାର୍ ବ୍ରାକେଟ୍ ଆରମ୍ଭ eleven ସେମିକୋଲନ୍ thirteen ସ୍କୋୟାର୍ ବ୍ରାକେଟ୍ ଶେଷ |
04:17 | Enter ଦାବନ୍ତୁ |
04:20 | initial values matrix ହେଉଛି, ସ୍କୋୟାର୍ ବ୍ରାକେଟ୍ ଆରମ୍ଭ one ସେମିକୋଲନ୍ one ସ୍କୋୟାର୍ ବ୍ରାକେଟ୍ ଶେଷ |
04:28 | Enter ଦାବନ୍ତୁ |
04:30 | twenty five ହେଉଛି ସର୍ବାଧିକ ଆଇଟେରେଶନ୍ ସଂଖ୍ୟା |
04:34 | Enter ଦାବନ୍ତୁ |
04:36 | convergence tolerance ଲେବଲ୍, zero point zero zero zero zero one ହେଉ |
04:44 | Enter ଦାବନ୍ତୁ |
04:46 | ଫଙ୍କଶନ୍ କଲ୍ କରିବା ପାଇଁ ଟାଇପ୍ କରନ୍ତୁ |
04:48 | Jacobi Iteration ପାରେନ୍ଥେସିସ୍ ଆରମ୍ଭ, A କମା b କମା x zero କମା M a x I t e r କମା t o l ପାରେନ୍ଥେସିସ୍ ଶେଷ |
05:04 | Enter ଦାବନ୍ତୁ |
05:06 | x one ଓ x two ପାଇଁ ଭାଲ୍ୟୁଗୁଡିକ କନସୋଲରେ ପ୍ରଦର୍ଶିତ ହେଲା |
05:11 | ଆଇଟେରେଶନ୍ ସଂଖ୍ୟା ମଧ୍ୟ ପ୍ରଦର୍ଶିତ ହେଲା |
05:14 | ବର୍ତ୍ତମାନ, Gauss Seidel methodର ଅଧ୍ୟୟନ କରିବା |
05:19 | ସରଳ ସମୀକରଣର ସିଷ୍ଟମ, n ସମୀକରଣ ଓ n ଅଜ୍ଞାତ ସହିତ ପ୍ରଦତ୍ତ ହୋଇଛି |
05:26 | ଅନ୍ୟ ଭେରିଏବଲ୍ସ ଏବଂ ସେମାନଙ୍କର କୋଏଫିସିଏଣ୍ଟକୁ, |
05:29 | ସାଦୃଶ୍ୟ ଥିବା ରାଇଟ ହ୍ୟାଣ୍ଡ୍ ସାଇଡ୍ ଏଲିମେଣ୍ଟ୍ ରୁ ବିଯୋଗ କରି, ପ୍ରତ୍ୟେକ ଅଜ୍ଞାତ ପାଇଁ, ସମୀକରଣକୁ ପୂନର୍ବାର ଲେଖନ୍ତୁ |
05:37 | ତା’ପରେ, ସେହି ଭେରିଏବଲ ପାଇଁ, ଏହାକୁ ଅଜ୍ଞାତ ଭେରିଏବଲର coefficient a i i ସହିତ ବିଭାଜିତ କରନ୍ତୁ |
05:45 | ଏହାକୁ ପ୍ରଦତ୍ତ, ପ୍ରତ୍ୟେକ ସମୀକରଣ ପାଇଁ କରାଯାଏ |
05:49 | Jacobi method ରେ x of i k ପ୍ଲସ୍ oneର ଗଣନା ପାଇଁ, x of i k plus one ବ୍ୟତୀତ, x of i kର ସମସ୍ତ ଏଲିମେଣ୍ଟ ବ୍ୟବହୃତ ହୁଏ |
06:03 | Gauss Seidel ମେଥଡ୍ ରେ, x of i k plus oneର ଭାଲ୍ୟୁ, 'x of i kର ଭାଲ୍ୟୁ ସହିତ ଓଭର୍ ରାଇଟ୍ ହୋଇଥାଏ |
06:12 | ଚାଲନ୍ତୁ, ଏହି ଉଦାହରଣକୁ Gauss Seidel ମେଥଡ୍ ବ୍ୟବହାର କରି ସମାଧାନ କରିବା |
06:17 | Gauss Seidel ମେଥଡ୍ ପାଇଁ ଥିବା କୋଡ୍ କୁ ଦେଖିବା |
06:21 | ପ୍ରଥମ ଲାଇନ୍, format function ବ୍ୟବହାର କରି, କନସୋଲ୍ ଉପରେ ପ୍ରଦର୍ଶିତ ଉତ୍ତରର ଫର୍ମାଟ୍ କୁ ନିଶ୍ଚିତ କରିଥାଏ |
06:29 | ନିମ୍ନ ଭାଲ୍ୟୁ ପାଇବା ପାଇଁ, ଇନପୁଟ୍ ଫଙ୍କଶନ୍ ବ୍ୟବହୃତ ହୁଏ |
06:32 | coefficient ମେଟ୍ରିକ୍ସ |
06:34 | ରାଇଟ୍ ହ୍ୟାଣ୍ଡ୍ ସାଇଡ୍ ମେଟ୍ରିକ୍ସ |
06:36 | initial values of the variables matrix |
06:38 | maximum number of iterations ଓ |
06:40 | tolerance level |
06:43 | Gauss Seidel ଫଙ୍କଶନ୍ କୁ ଇନପୁଟ୍ ଆର୍ଗୁମେଣ୍ଟ୍, A କମା b କମା x zero କମା max iterations, tolerance level ଏବଂ output argument solution ସହିତ ପ୍ରଦର୍ଶିତ କରନ୍ତୁ |
06:58 | matrix A ବର୍ଗ କି ନୁହେଁ ଏବଂ initial ଭେକ୍ଟର୍ ଓ ମେଟ୍ରିକ୍ସ୍ A, size ଓ length ଫଙ୍କଶନ୍ ବ୍ୟବହାର କରି, ଉପଯୋଗୀ କି ନୁହେଁ ଯାଞ୍ଚ କରନ୍ତୁ |
07:10 | ଆଇଟେରେଶନ୍ ଆରମ୍ଭ କରନ୍ତୁ |
07:13 | ଇନିସିଆଲ୍ ଭାଲ୍ୟୁ ଭେକ୍ଟର୍, x zero to x kକୁ ଇକ୍ୱେଟ୍ କରନ୍ତୁ |
07:19 | x k ସମ ଆକାର ଥିବା, ଗୋଟିଏ matrix of zeros ସୃଷ୍ଟି କରନ୍ତୁ ଏବଂ ଏହାକୁ x k p one ନାମ ଦିଅନ୍ତୁ |
07:28 | ପ୍ରତ୍ୟେକ ସମୀକରଣର ଅଜ୍ଞାତ ଭେରିଏବଲର ଭାଲ୍ୟୁ ପାଇବା ପାଇଁ, ସେହି ସମୀକରଣରେ x k p one ବ୍ୟବହାର କରି ସମାଧାନ କରନ୍ତୁ |
07:38 | x k p oneର ଭାଲ୍ୟୁ, ପ୍ରତ୍ୟେକ ଆଇଟେରେଶନ୍ ରେ ଅପଡେଟ୍ ହୋଇଥାଏ |
07:44 | relative error, ନିଶ୍ଚିତ tolerance level ଠାରୁ ନ୍ୟୁନ କି ନୁହେଁ, ଯାଞ୍ଚ କରନ୍ତୁ |
07:50 | ଯଦି ହୁଏ, ତେବେ ଆଇଟେରେଶନ୍ କୁ break କରନ୍ତୁ |
07:54 | ତା’ପରେ, x k p one କୁ variable solution ସହିତ ସମାନ କରନ୍ତୁ |
07:59 | ଶେଷରେ, ଫଙ୍କଶନ୍ କୁ ସମାପ୍ତ କରନ୍ତୁ |
08:02 | ଫଙ୍କଶନ୍ କୁ ସେଭ୍ ଓ ନିଷ୍ପାଦନ କରନ୍ତୁ |
08:06 | Scilab କନସୋଲ୍ କୁ ଫେରିଆସନ୍ତୁ |
08:09 | ପ୍ରଥମ ପ୍ରମ୍ପ୍ଟ ପାଇଁ, ଟାଇପ୍ କରନ୍ତୁ matrix A |
08:12 | ଟାଇପ୍ କରନ୍ତୁ: ସ୍କୋୟାର୍ ବ୍ରାକେଟ୍ ଆରମ୍ଭ two ସ୍ପେସ୍ one ସେମିକୋଲନ୍ five ସ୍ପେସ୍ seven ସ୍କୋୟାର୍ ବ୍ରାକେଟ୍ ଶେଷ |
08:21 | Enter ଦାବନ୍ତୁ. ପରବର୍ତ୍ତୀ ପ୍ରମ୍ପ୍ଟ ପାଇଁ |
08:24 | ଟାଇପ୍ କରନ୍ତୁ: ସ୍କୋୟାର୍ ବ୍ରାକେଟ୍ ଆରମ୍ଭ eleven ସେମିକୋଲନ୍ thirteen ସ୍କୋୟାର୍ ବ୍ରାକେଟ୍ ଶେଷ |
08:31 | Enter ଦାବନ୍ତୁ |
08:33 | ଏହା ଟାଇପ୍ କରି ଆମେ, initial value vectorର ଭାଲ୍ୟୁ ପ୍ରଦାନ କରୁ |
08:38 | ସ୍କୋୟାର୍ ବ୍ରାକେଟ୍ ଆରମ୍ଭ one ସେମିକୋଲନ୍ one ସ୍କୋୟାର୍ ବ୍ରାକେଟ୍ ଶେଷ |
08:43 | Enter ଦାବନ୍ତୁ |
08:45 | ତା’ପରେ, ଆଇଟେରେଶନର ସର୍ବାଧିକ ସଂଖ୍ୟା କୁ, twenty five ବୋଲି ନିଶ୍ଚିତ କରନ୍ତୁ |
08:50 | Enter ଦାବନ୍ତୁ |
08:52 | tolerance level କୁ zero point zero zero zero zero one ରେ ପରିଭାଷିତ କରନ୍ତୁ |
08:58 | Enter ଦାବନ୍ତୁ |
09:01 | ଶେଷରେ, ନିମ୍ନଲିଖିତ ଟାଇପ୍ କରି ଫଙ୍କଶନ୍ କଲ୍ କରନ୍ତୁ |
09:04 | G a u s s S e i d e l, ପାରେନ୍ଥେସିସ୍ ଆରମ୍ଭ A କମା b କମା x zero କମା M a x I t e r କମା t o l ପାରେନ୍ଥେସିସ୍ ଶେଷ |
09:24 | Enter ଦାବନ୍ତୁ |
09:26 | x one ଓ x twoର ଭାଲ୍ୟୁ ପ୍ରଦର୍ଶିତ ହେଲା |
09:30 | Jacobi ମେଥଡ୍ ତୁଳନାରେ, ସମାନ ସମସ୍ୟାର ସମାଧାନ ପାଇଁ କମ୍ ସଂଖ୍ୟକ ଆଇଟେରେଶନ୍ ବ୍ୟବହୃତ ହେଲା |
09:37 | ଏହି ସମସ୍ୟାକୁ, Jacobi ଓ Gauss Seidel ମେଥଡ୍ ବ୍ୟବହାର କରି, ନିଜେ ସମାଧାନ କରନ୍ତୁ |
09:43 | ଏହି ଟ୍ୟୁଟୋରିଆଲରେ ଆମେ ଶିଖିଲେ: |
09:47 | ସରଳ ସମୀକରଣଗୁଡିକର ସିଷ୍ଟମ୍ ର ସମାଧାନ ପାଇଁ Scilab କୋଡ୍ ବିକଶିତ କରିବା |
09:52 | ସରଳ ସମୀକରଣଗୁଡିକର ସିଷ୍ଟମ୍ ରେ ଥିବା ଅଜଣା ଭେରିଏବଲ୍ ର ଭାଲ୍ୟୁ ପ୍ରାପ୍ତ କରିବା |
09:58 | ନିମ୍ନ ଲିଙ୍କରେ ଥିବା ଭିଡିଓକୁ ଦେଖନ୍ତୁ, http://spoken-tutorial.org/What_is_a_Spoken_Tutorial |
10:01 | ଏହା ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟକୁ ସାରାଂଶିତ କରେ |
10:04 | ଯଦି ଆପଣଙ୍କର ଭଲ ବ୍ୟାଣ୍ଡୱିଡଥ୍ ନାହିଁ, ଏହାକୁ ଡାଉନଲୋଡ୍ କରିଦେଖିପାରିବେ |
10:09 | ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ ଟିମ୍: |
10:11 | ସ୍ପୋକନ୍ ଟ୍ୟୁଟୋରିଆଲ୍ସ ବ୍ୟବହାର କରି କର୍ମଶାଳାମାନ ଚଲାନ୍ତି, |
10:15 | ଅନଲାଇନ୍ ଟେଷ୍ଟ ପାସ୍ କରୁଥିବା ବ୍ୟକ୍ତିମାନଙ୍କୁ ପ୍ରମାଣପତ୍ର ଦିଅନ୍ତି. |
10:18 | ଅଧିକ ବିବରଣୀ ପାଇଁ ଦୟାକରି contact@spoken-tutorial.orgକୁ ଲେଖନ୍ତୁ |
10:25 | ସ୍ପୋକନ୍ ଟ୍ୟୁଟୋରିଆଲ ପ୍ରୋଜେକ୍ଟ, ଟକ୍ ଟୁ ଏ ଟିଚର୍ ପ୍ରୋଜେକ୍ଟର ଏକ ଅଂଶ |
10:30 | ଏହା ଭାରତ ସରକାରଙ୍କ MHRDର ICT ମାଧ୍ୟମରେ ରାଷ୍ଟ୍ରୀୟ ସାକ୍ଷରତା ମିଶନ୍ ଦ୍ୱାରା ସମର୍ଥିତ |
10:37 | ଏହି ମିଶନ୍ ଉପରେ ଅଧିକ ବିବରଣୀ ନିମ୍ନ ଲିଙ୍କ (spoken-tutorial.org/NMEICT-Intro)ରେ ଉପଲବ୍ଧ |
10:49 | ଆଇଆଇଟି ବମ୍ୱେ ତରଫରୁ, ମୁଁ ପ୍ରଦୀପ ଚନ୍ଦ୍ର ମହାପାତ୍ର ଆପଣଙ୍କଠାରୁ ବିଦାୟ ନେଉଛି. |
10:51 | ଆମ ସହିତ ଜଡ଼ିତ ହୋଇଥିବାରୁ ଧନ୍ୟବାଦ |