BASH/C3/Using-File-Descriptors/Oriya

From Script | Spoken-Tutorial
Revision as of 18:04, 22 April 2017 by Pradeep (Talk | contribs)

(diff) ← Older revision | Latest revision (diff) | Newer revision → (diff)
Jump to: navigation, search
Time Narration
00.01 ବନ୍ଧୁଗଣ, Using File Descriptors ଉପରେ ସ୍ପୋକନ୍ ଟ୍ୟୁଟୋରିଆଲ୍ କୁ ସ୍ୱାଗତ
00.08 ଏହି ଟ୍ୟୁଟୋରିଆଲରେ ଆମେ ଶିଖିବା,
00.11 କିଛି ଉଦାହରଣ ସାହାଯ୍ୟରେ, ଗୋଟିଏ output file descriptor ଆସାଇନ୍ କରିବା
00.14 ଏକ input file descriptor ଆସାଇନ୍ କରିବା
00.17 * file descriptor (fd)କୁ ବନ୍ଦ କରିବା
00.23 ଏହି ଟ୍ୟୁଟୋରିଆଲ ଅନୁସରଣ କରିବାକୁ ଆପଣଙ୍କର Bashରେ Shell Scripting ଉପରେ ଜ୍ଞାନ ଥିବା ଦରକାର
00.29 ଯଦି ନାହିଁ, ତେବେ ସମ୍ପର୍କିତ ଟ୍ୟୁଟୋରିଆଲ୍ସ ପାଇଁ ଦୟାକରି ଆମ ୱେବସାଇଟ୍ ଦେଖନ୍ତୁ
00.35 ଏହି ଟ୍ୟୁଟୋରିଆଲ୍ ପାଇଁ ମୁଁ ବ୍ୟବହାର କରୁଛି
00.38 * ଉବୁଣ୍ଟୁ ଲିନକ୍ସ 12.04 OS
00.43 * GNU BASH ଭର୍ସନ 4.2
00.46 ଦୟାକରି ଧ୍ୟାନଦିଅନ୍ତୁ ଯେ, ଅଭ୍ୟାସ ପାଇଁ GNU Bash ଭର୍ସନ୍ 4 କିମ୍ବା ଊର୍ଦ୍ଧ୍ଵର ସୁପାରିଶ କରାଯାଉଛି
00.54 ଏକ ପରିଚୟରୁ ଆରମ୍ଭ କରିବା
00.56 ଆମେ, ପୂର୍ବ ଟ୍ୟୁଟୋରିଆଲରେ file descriptors ବିଷୟରେ ପଢିସାରିଛେ
01.02 stdin, stdout ଓ stderr ପାଇଁ 0, 1 ଓ 2 ହେଉଛି ଷ୍ଟାଣ୍ଡାର୍ଡ file descriptors
01.15 File descriptorଗୁଡିକ i/o redirection ପାଇଁ ବ୍ୟବହୃତ ହୁଏ
01.20 ଗୋଟିଏ ଆଉଟପୁଟ ଫାଇଲକୁ, ଏକ file descriptor ଅସାଇନ୍ କରିବା ପାଇଁ ସିଣ୍ଟାକ୍ସ ହେଉଛି
01.25 Exec [File descriptor] ଗ୍ରେଟର୍ ଦ୍ୟାନ୍ ଚିହ୍ନ ଫାଇଲନାମ
01.31 ଏକ ଉଦାହରଣ ଦେଖିବା
01.33 ମୋ ପାଖରେ, fdassign ଡଟ୍ sh ନାମକ ଏକ କୋଡ୍ ଫାଇଲ ଅଛି
01.43 ପ୍ରଥମ ଲାଇନଟି ହେଉଛି shebang ଲାଇନ୍
01.49 Exec କମାଣ୍ଡ୍, ସାମ୍ପ୍ରତିକ shell processକୁ ବଦଳାଇଥାଏ
01.56 ଏକ ନୂଆ process ସୃଷ୍ଟି ନକରି, ଏହା, ସାମ୍ପ୍ରତିକ shell ସ୍ଥାନରେ ନିଷ୍ପାଦିତ ହେବ
02.04 ଆମେ ଜାଣିଛେ ଯେ, 0, 1 ଓ 2 ଷ୍ଟାଣ୍ଡାର୍ଡ file descriptors ବୋଲି
02.09 ନୂଆ ଭାବରେ ଖୋଲା ହୋଇଥିବା ଯେକୌଣସି ଫାଇଲ୍ ପାଇଁ, ଆମ ପାଖରେ 3 ଠାରୁ 9 ପର୍ଯ୍ୟନ୍ତ ଅତିରିକ୍ତ file descriptors ଅଛି
02.19 ଏଠାରେ, 3 ହେଉଛି file descriptor
02.22 ଏହା, output ଡଟ୍ txt ଫାଇଲ ପାଇଁ ଆଉଟପୁଟ ଲେଖିବ
02.30 ଷ୍ଟ୍ରିଙ୍ଗ, Welcome to BASH learning, output ଡଟ୍ txt ଫାଇଲକୁ ପଠାଗଲା
02.36 ଏହା, file descriptor 3 ମାଧ୍ୟମରେ କରାଗଲା
02.42 ଏହା, ଗୋଟିଏ ଫାଇଲକୁ ଏକ ଷ୍ଟ୍ରିଙ୍ଗ ରିଡାଇରେକ୍ଟ କରିବା ଭଳି ଅଟେ
02.49 ପ୍ରତ୍ୟେକ ନୂଆ ଷ୍ଟ୍ରିଙ୍ଗ, ଫାଇଲ ସହିତ ଯୋଡିହୋଇଯିବ
02.52 ଉଦାହରଣସ୍ୱରୂପ
02.54 ଆମେ, ସାମ୍ପ୍ରତିକ system dateକୁ, output ଡଟ୍ txt ଫାଇଲ ସହିତ ଯୋଡିବା
03.00 ସିଣ୍ଟାକ୍ସ ହେଉଛି: date ସ୍ପେସ୍ ଗ୍ରେଟର୍ ଦ୍ୟାନ୍ ଚିହ୍ନ ଆମ୍ପର୍ସାଣ୍ଡ ଚିହ୍ନ 3
03.13 ଏଠାରେ, ଆମେ file descriptorକୁ ବନ୍ଦ କରିଦେବା
03.16 ଏହି ଲାଇନ ପରେ, descriptor, output ଡଟ୍ txt ଫାଇଲରେ କିଛି ବି ଲେଖିପାରିବ ନାହିଁ
03.23 ଚାଲନ୍ତୁ, କୋଡ୍ ନିଷ୍ପାଦନ କରି ଆଉଟପୁଟ ଦେଖିବା
03.26 CTRL+ALT+T କୀ କୁ ଦାବି ଟର୍ମିନଲ ଖୋଲନ୍ତୁ
03.34 ଟାଇପ କରନ୍ତୁ: chmod ସ୍ପେସ୍ ପ୍ଲସ୍ x ସ୍ପେସ୍ fdassign ଡଟ୍ sh
03.41 ଟାଇପ କରନ୍ତୁ: ଡଟ୍ ସ୍ଲାଶ୍ fdassign ଡଟ୍ sh
03.46 ବର୍ତ୍ତମାନ, cat ସ୍ପେସ୍ output ଡଟ୍ txt ଟାଇପକରି, ଆଉଟପୁଟ ଯାଞ୍ଚ କରିବା
03.56 ଷ୍ଟ୍ରିଙ୍ଗ, Welcome to BASH learning ଏବଂ ସାମ୍ପ୍ରତିକ ସିଷ୍ଟମ ଡେଟ୍ ପ୍ରଦର୍ଶିତ ହୋଇଥିବାର ଆମେ ଦେଖିପାରିବା
04.05 Editorକୁ ଫେରିଆସନ୍ତୁ
04.11 ବର୍ତ୍ତମାନ, descriptor ବନ୍ଦ ହେଲା ପରେ, ଶେଷରେ ମୁଁ echo ଟାଇପ୍ କରିବି
04.17 ଟାଇପ୍ କରନ୍ତୁ: echo ସ୍ପେସ୍ ଡବଲ୍ କ୍ୱୋଟ୍ସ ମଧ୍ୟରେ Hi, କ୍ୱୋଟ୍ସ ଶେଷରେ ସ୍ପେସ୍ ଗ୍ରେଟର୍ ଦ୍ୟାନ୍ ଚିହ୍ନ ଆମ୍ପର୍ସାଣ୍ଡ ଚିହ୍ନ 3
04.31 Save ଉପରେ କ୍ଲିକ୍ କରନ୍ତୁ
04.35 Scriptକୁ ପୁଣିଥରେ ନିଷ୍ପାଦନ କରନ୍ତୁ ଏବଂ କ’ଣ ହେଉଛି ଦେଖନ୍ତୁ
04.38 ଟର୍ମିନଲରେ, ଅପ୍-ଆରୋ କୀ ଦୁଇଥର ଦାବି, ପୂର୍ବ କମାଣ୍ଡ, ଡଟ୍ ସ୍ଲାଶ୍ fdassign ଡଟ୍ shକୁ ରିକଲ୍ କରନ୍ତୁ
04.50 Enter ଦାବନ୍ତୁ
04.52 ଆମେ ଏକ ଏରର ଦେଖିବା :
04.55 Bad file descriptor.
04.58 ଏହି ଏରରକୁ ଫିକ୍ସ କରନ୍ତୁ
05.00 Editorକୁ ଫେରିଆସନ୍ତୁ
05.03 ମୁଁ, କୋଡ୍ ର ଶେଷ ଲାଇନକୁ କଟ୍ କରିବି ଏବଂ ଡେଟ୍ କମାଣ୍ଡ୍ ତଳେ ପେଷ୍ଟ କରିବି
05.11 Save ଉପରେ କ୍ଲିକ୍ କରନ୍ତୁ
05.13 ଟର୍ମିନଲରେ ପୁଣିଥରେ codeକୁ ନିଷ୍ପାଦନ କରନ୍ତୁ
05.19 ପୂର୍ବ କମାଣ୍ଡ୍, ଡଟ୍ ସ୍ଲାଶ୍ fdassign ଡଟ୍ shକୁ ରିକଲ୍ କରନ୍ତୁ
05.24 Enter ଦାବନ୍ତୁ
05.26 ବର୍ତ୍ତମାନ, ଆଉଟପୁଟ ଡଟ୍ txt ଫାଇଲକୁ ଖୋଲନ୍ତୁ
05.29 ଟାଇପ୍ କରନ୍ତୁ: cat ସ୍ପେସ୍ output ଡଟ୍ txt
05.41 ଆଉଟପୁଟ୍ କୁ ଦେଖନ୍ତୁ
05.43 ଷ୍ଟ୍ରିଙ୍ଗ୍ Hi, ଶେଷରେ ପ୍ରଦର୍ଶିତ ହୋଇଛି
05.49 ବର୍ତ୍ତମାନ ଆମେ, ଇନପୁଟ୍ ଫାଇଲକୁ file descriptor ଆସାଇନ୍ କରିବା
05.54 ଏକ ଉଦାହରଣ ଦେଖନ୍ତୁ
05.56 ମୋ ପାଖରେ, Fdread ଡଟ୍ sh ନାମକ ଏକ ଫାଇଲ୍ ଅଛି
06.03 ଚାଲନ୍ତୁ ତାହାକୁ ଦେଖିବା
06.07 ଏହା ହେଉଛି exec କମାଣ୍ଡ୍
06.13 ଏଠାରେ ଆମେ, output ଡଟ୍ txt ଫାଇଲକୁ ପଢିବା
06.19 exec 3 ଗ୍ରେଟର୍ ଦ୍ୟାନ୍ ଚିହ୍ନ output ଡଟ୍ txt ଲାଇନ୍, ପଢିବା ପାଇଁ ଫାଇଲକୁ ଖୋଲିବ
06.30 Cat କମାଣ୍ଡ୍, ଫାଇଲର କଣ୍ଟେଣ୍ଟକୁ ପ୍ରଦର୍ଶିତ କରିବ
06.35 ଏବଂ ଶେଷରେ, file descriptorକୁ ବନ୍ଦ କରନ୍ତୁ
06.39 ବର୍ତ୍ତମାନ, shell scriptକୁ ନିଷ୍ପାଦନ କରନ୍ତୁ
06.42 ଟର୍ମିନଲରେ, promptକୁ ଖାଲି କରିଦିଅନ୍ତୁ
06.47 ଟାଇପ୍ କରନ୍ତୁ: chmod ସ୍ପେସ୍ ପ୍ଲସ୍ x ସ୍ପେସ୍ fdread ଡଟ୍ sh
06.55 ଟାଇପ୍ କରନ୍ତୁ: ଡଟ୍ ସ୍ଲାଶ fdread ଡଟ୍ sh
07.01 ଟର୍ମିନଲରେ ଆଉଟପୁଟ୍ କୁ ଦେଖନ୍ତୁ
07.05 Output ଡଟ୍ txt ଫାଇଲର କଣ୍ଟେଣ୍ଟ ପ୍ରଦର୍ଶିତ ହେଲା
07.10 ଏହା ଆମକୁ ଏହି ଟ୍ୟୁଟୋରିଆଲର ସମାପ୍ତିକୁ ଆଣେ.
07.13 Slidesକୁ ଫେରିଆସନ୍ତୁ
07.16 ସଂକ୍ଷିପ୍ତରେ
07.17 ଏହି ଟ୍ୟୁଟୋରିଆଲରେ ଆମେ ଶିଖିଲେ:
07.19 * Output file descriptor ଆସାଇନ୍ କରିବା
07.22 * Input file descriptor ଆସାଇନ୍ କରିବା
07.26 * File descriptor ବନ୍ଦ କରିବା
07.28 ଏକ ଆସାଇନମେଣ୍ଟ ଭାବେ:
07.30 File descriptors ବ୍ୟବହାର କରି, test ଡଟ୍ txt ଫାଇଲରେ କିଛି ନୂଆ ଲାଇନ ଯୋଡିବା ପାଇଁ ଚେଷ୍ଟା କରନ୍ତୁ
07.36 File descriptors ବ୍ୟବହର କରି, ଫାଇଲର କଣ୍ଟେଣ୍ଟ ପ୍ରଦର୍ଶିତ କରନ୍ତୁ
07.41 ନିମ୍ନ ଲିଙ୍କରେ ଥିବା ଭିଡିଓକୁ ଦେଖନ୍ତୁ, http://spoken-tutorial.org/What_is_a_Spoken_Tutorial
07.45 ଏହା ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟକୁ ସାରାଂଶିତ କରେ.
07.48 ଯଦି ଆପଣଙ୍କର ଭଲ ବ୍ୟାଣ୍ଡୱିଡଥ୍ ନାହିଁ, ଏହାକୁ ଡାଉନଲୋଡ୍ କରିଦେଖିପାରିବେ
07.53 ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ ଟିମ୍: ସ୍ପୋକନ୍ ଟ୍ୟୁଟୋରିଆଲ୍ସ ବ୍ୟବହାର କରି କର୍ମଶାଳାମାନ ଚଲାନ୍ତି
07.58 ଅନଲାଇନ୍ ଟେଷ୍ଟ ପାସ୍ କରୁଥିବା ବ୍ୟକ୍ତିମାନଙ୍କୁ ପ୍ରମାଣପତ୍ର ଦିଅନ୍ତି
08.02 ଅଧିକ ବିବରଣୀ ପାଇଁ ଦୟାକରି contact@spoken-tutorial.orgକୁ ଲେଖନ୍ତୁ
08.10 ସ୍ପୋକନ୍ ଟ୍ୟୁଟୋରିଆଲ ପ୍ରୋଜେକ୍ଟ, ଟକ୍ ଟୁ ଏ ଟିଚର୍ ପ୍ରୋଜେକ୍ଟର ଏକ ଅଂଶ.
08.14 ଏହା ଭାରତ ସରକାରଙ୍କ MHRDର ICT ମାଧ୍ୟମରେ ରାଷ୍ଟ୍ରୀୟ ସାକ୍ଷରତା ମିଶନ୍ ଦ୍ୱାରା ସମର୍ଥିତ
08.22 ଏହି ମିଶନ୍ ଉପରେ ଅଧିକ ବିବରଣୀ ନିମ୍ନ ଲିଙ୍କରେ ଉପଲବ୍ଧ http://spoken-tutorial.org/NMEICT-Intro.
08.28 ଆଇଆଇଟି ବମ୍ୱେ ତରଫରୁ
08.33 ମୁଁ ପ୍ରଦୀପ ଚନ୍ଦ୍ର ମହାପାତ୍ର ଆପଣଙ୍କଠାରୁ ବିଦାୟ ନେଉଛି.
08.37 ଆମ ସହିତ ଜଡ଼ିତ ହୋଇଥିବାରୁ ଧନ୍ୟବାଦ

Contributors and Content Editors

PoojaMoolya, Pradeep, Pratik kamble