PERL/C2/while-do-while-loops/Oriya
From Script | Spoken-Tutorial
Revision as of 17:51, 10 April 2017 by PoojaMoolya (Talk | contribs)
| Time | Narration |
| 00:01 | Perlରେ while ଓ do-while ଲୁପ୍ ଉପରେ ସ୍ପୋକନ୍ ଟ୍ୟୁଟୋରିଆଲ୍ କୁ ସ୍ୱାଗତ |
| 00:06 | ଏହି ଟ୍ୟୁଟୋରିଆଲ୍ ରେ ଆମେ ଶିଖିବା; |
| 00:09 | Perlରେ while loop |
| 00:11 | Perlରେ do-while loop,ମୁଁ Ubuntu Linux12.04 ଅପରେଟିଙ୍ଗ ସିଷ୍ଟମ୍ ଓ Perl 5.14.2 ବ୍ୟବହାର କରୁଛି |
| 00:20 | gedit Text Editor ମଧ୍ୟ ବ୍ୟବହାର କରିବି |
| 00:24 | ଆପଣ ଯେକୌଣସି ଟେକ୍ସଟ୍ ଏଡିଟର୍ ବ୍ୟବହାର କରିପାରିବେ |
| 00:28 | Perlରେ Variables ଓ Comments ଉପରେ ଆପଣଙ୍କର ମୌଳିକ ଧାରଣା ଥିବା ଆବଶ୍ୟକ |
| 00:33 | Perlରେ for ଓ foreach loops ଉପରେ ଧାରଣ ଥିଲେ ଆହୁରି ଭଲ |
| 00:38 | ଦୟାକରି ସ୍ପୋକନ୍ ଟ୍ୟୁଟୋରିଆଲ୍ ୱେବ୍ସାଇଟ୍ ରେ ଥିବା ସେହି ସମ୍ପର୍କିତ ସ୍ପୋକନ୍ ଟ୍ୟୁଟୋରିଆଲ୍ସ ଦେଖନ୍ତୁ |
| 00:43 | Perlରେ while loop |
| 00:45 | କଣ୍ଡିସନ୍ ଟ୍ରୁ ହୋଇଥିବାବେଳେ while loop ଏକ କୋଡ୍ ବ୍ଲକ୍ କୁ ଏକଜେକ୍ୟୁଟ୍ କରେ |
| 00:50 | while loopର ସିଣ୍ଟାକ୍ସ ହେଉଛି- |
| 00:53 | while space open bracket condition close bracket |
| 00:58 | କର୍ଲୀ ବ୍ରାକେଟ୍ ଖୋଲନ୍ତୁ |
| 01:00 | କଣ୍ଡିସନ୍ ଟ୍ରୁ ହୋଇଥିଲେ ଏକଜେକ୍ୟୁଟ୍ ହେବାକୁଥିବା କୋଡ୍ ର ଭାଗ |
| 01:04 | କର୍ଲୀ ବ୍ରାକେଟ୍ ବନ୍ଦ କରନ୍ତୁ |
| 01:07 | ଯଦି କଣ୍ଡିସନ୍ ସନ୍ତୁଷ୍ଟ ନହୁଏ ତେବେ କ’ଣ ହେବ? ତେବେ while loop, ଥରେ ହେଲେବି, ତାହା ମଧ୍ୟରେ ଥିବା କୋଡ୍ ଏକଜେକ୍ୟୁଟ୍ ନକରି ପ୍ରସ୍ଥାନ କରିବ |
| 01:16 | ଏବେ, while loopର ଏକ ଉଦାହରଣ ଦେଖିବା |
| 01:19 | ଟର୍ମିନାଲ୍ ଖୋଲନ୍ତୁ ଓ ଟାଇପ୍ କରନ୍ତୁ |
| 01:22 | gedit whileLoop dot pl space ampersand |
| 01:29 | ଓ ଏଣ୍ଟର ଦାବନ୍ତୁ |
| 01:31 | ଏହା geditରେ whileLoop.pl ଫାଇଲ୍ ଖୋଲିବ |
| 01:34 | ଏବେ ନିମ୍ନ କୋଡ୍ ଟାଇପ୍ କରନ୍ତୁ |
| 01:37 | hash exclamation mark slash u s r slash bin slash perl |
| 01:45 | ଏଣ୍ଟର ଦାବନ୍ତୁ |
| 01:47 | dollar i is equal to zero semicolon |
| 01:52 | ଏଣ୍ଟର ଦାବନ୍ତୁ |
| 01:54 | while open bracket dollar i less than or equal to four close bracket space |
| 02:04 | କର୍ଲୀ ବ୍ରାକେଟ୍ ଖୋଲି ଏଣ୍ଟର ଦାବନ୍ତୁ ଓ ଟାଇପ୍ କରନ୍ତୁ |
| 02:08 | print ସ୍ପେସ୍ ଡବଲ୍ କୋଟ୍ Value of i colon, dollar i slash n ଡବଲ୍ କୋଟ୍ ବନ୍ଦ କରନ୍ତୁ ସେମିକଲୋନ୍ |
| 02:20 | ଏଣ୍ଟର ଦାବନ୍ତୁ |
| 02:22 | dollar i plus plus semicolon |
| 02:27 | ଏଣ୍ଟର ଦାବନ୍ତୁ ଓ,କର୍ଲୀ ବ୍ରାକେଟ୍ ବନ୍ଦ କରନ୍ତୁ |
| 02:31 | ମୁଁ ଏବେ while loop ବର୍ଣ୍ଣନା କରୁଛି |
| 02:33 | ଆମେ ଭେରିଏବଲ୍ i 0 କୁ ଇନିଶିଆଲାଇଜ୍ କରିଛେ |
| 02:38 | ଏବେ $i less than or equal to 4 ଭାବରେ while loop ପାଇଁ କଣ୍ଡିସନ୍ ସ୍ପେସିଫାଏ କରିଛେ |
| 02:46 | ଯଦି କଣ୍ଡିସନ୍ ଟ୍ରୁ, ତେବେ while loop ଭିତରେ ଥିବା କୋଡ୍ ଏକଜେକ୍ୟୁଟ୍ ହେବ |
| 02:52 | ଏହାର ଅର୍ଥ, while loop ପ୍ରଥମ ଥର ଟର୍ମିନାଲ୍ ଉପରେ 'Value of i: 0' ପ୍ରିଣ୍ଟ କରିବ |
| 03:01 | ତାହାପରେ $i++ ଭେରିଏବଲ୍ i ର ଭାଲ୍ୟୁ 1 ଦ୍ୱାରା ବୃଦ୍ଧି କରିବ |
| 03:08 | ଏବେ ପୁନର୍ବାର, ଲୁପ୍ କଣ୍ଡିସନ୍ $i<=4 ମୂଲ୍ୟାଙ୍କିତ ହେବ |
| 03:16 | ଓ ଥରେ iର ଭାଲ୍ୟୁ 5 ହୋଇଗଲେ ଲୁପ୍ ପ୍ରସ୍ଥାନ କରିବ |
| 03:22 | ଏହି ମାମଲାରେ i equal to 0, 1, 2, 3, 4 ପାଇଁ while loop ଏକଜେକ୍ୟୁଟ୍ ହେବ |
| 03:32 | ଫାଇଲ୍ ସେଭ୍ କରିବା ପାଇଁ ctrl+s ଦାବନ୍ତୁ |
| 03:35 | ଏବେ ଟର୍ମିନାଲ୍ କୁ ଫେରିଆସନ୍ତୁ |
| 03:37 | ଯେକୌଣସି ପ୍ରକାରର କମ୍ପାଇଲେସନ୍ କିମ୍ବା ସିଣ୍ଟାକ୍ସ ଏରର୍ ଯାଞ୍ଚ କରିବା ପାଇଁ ଟାଇପ୍ କରନ୍ତୁ- |
| 03:42 | perl hyphen c whileLoop dot pl |
| 03:47 | ଓ ଏଣ୍ଟର ଦାବନ୍ତୁ |
| 03:49 | ନିମ୍ନ ଧାଡ଼ିଟି ଟର୍ମିନାଲ୍ ରେ ଡିସପ୍ଲେ ହେବ |
| 03:52 | whileLoop.pl syntax OK |
| 03:56 | କୌଣସି ପ୍ରକାରର କମ୍ପାଇଲେସନ୍ କିମ୍ବା ସିଣ୍ଟାକ୍ସ ଏରର୍ ନାହିଁ, ତେଣୁ Perl ସ୍କ୍ରିପ୍ଟ ଏକଜେକ୍ୟୁଟ୍ କରିବା ପାଇଁ ଟାଇପ୍ କରନ୍ତୁ- |
| 04:02 | perl whileLoop dot pl |
| 04:06 | ଓ ଏଣ୍ଟର ଦାବନ୍ତୁ |
| 04:09 | ଟର୍ମିନାଲ୍ ରେ ନିମ୍ନ ଆଉଟପୁଟ୍ ପ୍ରଦର୍ଶିତ ହେବ |
| 04:14 | ଏବେ do-while loop ଦେଖିବା |
| 04:20 | do…while ଷ୍ଟେଟମେଣ୍ଟ ସବୁବେଳେ କୋଡ୍ ଭାଗକୁ ଅତି କମ୍ରେ ଥରେ ଏକଜେକ୍ୟୁଟ୍ କରିବ |
| 04:25 | ଏହାପରେ କଣ୍ଡିସନ୍ ଚେକ୍ କରିବ ଓ ଲୁପ୍ ପୁନରାବୃତ୍ତି କରିବ, ଯଦି କଣ୍ଡିସନ୍ ଟ୍ରୁ ହୋଇଥିବ |
| 04:30 | do-while loop ପାଇଁ ସିଣ୍ଟାକ୍ସ ହେଉଛି - |
| 04:34 | do ସ୍ପେସ୍ |
| 04:36 | ଓପନ୍ କର୍ଲୀ ବ୍ରାକେଟ୍ |
| 04:38 | କଣ୍ଡିସନ୍ ଟ୍ରୁ ହୋଇଥିଲେ ଏକଜେକ୍ୟୁଟ୍ ହେବାକୁ ଥିବା କୋଡ୍ ର ଭାଗ |
| 04:42 | କର୍ଲୀ ବ୍ରାକେଟ୍ ବନ୍ଦ କରି ସ୍ପେସ୍ ଦିଅନ୍ତୁ |
| 04:45 | while ସ୍ପେସ୍ ବ୍ରାକେଟ୍ ଭିତରେ condition ଓ ଏହାପରେ ସେମିକଲୋନ୍ |
| 04:50 | ଟର୍ମିନାଲ୍ ଖୋଲନ୍ତୁ ଓ ଟାଇପ୍ କରନ୍ତୁ |
| 04:54 | gedit doWhileLoop dot pl space ampersand |
| 05:03 | ଓ ଏଣ୍ଟର ଦାବନ୍ତୁ |
| 05:05 | ଏହା geditରେ doWhileLoop.pl ଫାଇଲ୍ ଖୋଲିବ |
| 05:09 | ନିମ୍ନ କୋଡ୍ ର ଭାଗକୁ ଟାଇପ୍ କରନ୍ତୁ |
| 05:11 | hash exclamation mark slash u s r slash bin slash perl ଓ ଏଣ୍ଟର ଦାବନ୍ତୁ |
| 05:21 | dollar i equals to zero semicolon ଏଣ୍ଟର୍ ଦାବନ୍ତୁ |
| 05:27 | do ସ୍ପେସ୍ |
| 05:29 | ଓପନ୍ କର୍ଲୀ ବ୍ରାକେଟ୍ ଏଣ୍ଟର ଦାବନ୍ତୁ |
| 05:33 | print ସ୍ପେସ୍ ଡବଲ୍ କୋଟ୍ Value of i colon space dollar i slash n ଡବଲ୍ କୋଟ୍ ବନ୍ଦ କରନ୍ତୁ ସେମିକଲୋନ୍ ଟାଇପ୍ କରି |
| 05:46 | ଏଣ୍ଟର ଦାବନ୍ତୁ |
| 05:48 | dollar i plus plus semicolon |
| 05:52 | ଏଣ୍ଟର ଦାବନ୍ତୁ |
| 05:54 | କର୍ଲୀ ବ୍ରାକେଟ୍ ବନ୍ଦ କରନ୍ତୁ |
| 05:56 | ସ୍ପେସ୍ while space ବ୍ରାକେଟ୍ ଖୋଲନ୍ତୁ dollar i less than or equal to four ଟାଇପ୍ କରି |
| 06:06 | ବ୍ରାକେଟ୍ ବନ୍ଦ କରନ୍ତୁ ସେମିକଲୋନ୍ |
| 06:10 | ଏଠାରେ do-while loop ସବିଶେଷ ବର୍ଣ୍ଣନା କରାଯାଇଛି |
| 06:13 | ଆମେ ଭେରିଏବଲ୍ i 0 କୁ ଇନିସିଆଲାଇଜ୍ କରିଛେ |
| 06:18 | ପ୍ରଥମ ଥର ଟର୍ମିନାଲ୍ ରେ କଣ୍ଡିସନ୍ ପାଇଁ ଯାଞ୍ଚ ନକରି do-while loop ଆଉଟପୁଟ୍ ଭାବେ 'Value of i colon 0' ପ୍ରିଣ୍ଟ କରିବ |
| 06:28 | ପ୍ରତ୍ୟେକ ଥର ଲୁପ୍ ଏକଜେକ୍ୟୁଟ୍ ହେବାବେଳେ $i++ i ଭେରିଏବଲ୍ ର ଭାଲ୍ୟୁ 1 ଦ୍ୱାରା ବୃଦ୍ଧି କରିବ |
| 06:36 | ଦ୍ୱିତୀୟ ଥର କଣ୍ଡିସନ୍ $i less than or equal to 4 ଚେକ୍ ହେବ |
| 06:43 | ଯଦି କଣ୍ଡିସନ୍ ଟ୍ରୁ, ତେବେ ଲୁପ୍ ପୁଣିଥରେ ଏକଜେକ୍ୟୁଟ୍ ହେବ |
| 06:48 | ଆମ ମାମଲାରେ, ଦ୍ୱିତୀୟ ଥର ଟର୍ମିନାଲ୍ ରେ ଆଉଟପୁଟ୍ ଭାବେ 'Value of i colon 1' ପ୍ରଦର୍ଶିତ ହେବ |
| 06:57 | କଣ୍ଡିସନ୍ ଫଲ୍ସ ହେବା ପର୍ଯ୍ୟନ୍ତ, ଅର୍ଥାତ୍ ଭେରିଏବଲ୍ i 5 ହେବା ପର୍ଯ୍ୟନ୍ତ ଲୁପ୍ ଏକଜେକ୍ୟୁଟ୍ ହେବ |
| 07:05 | ଫାଇଲ୍ ସେଭ୍ କରିବା ପାଇଁ ctrl+s ଦାବନ୍ତୁ |
| 07:09 | ଏବେ ଟର୍ମିନାଲ୍ କୁ ଫେରିଆସନ୍ତୁ ଓ କୌଣସି ପ୍ରକାରର କମ୍ପାଇଲେସନ୍ କିମ୍ବା ସିଣ୍ଟାକ୍ସ ଏରର୍ ଯାଞ୍ଚ କରିବା ପାଇଁ ଟାଇପ୍ କରନ୍ତୁ- |
| 07:16 | perl hyphen c doWhileLoop dot pl |
| 07:21 | ଓ ଏଣ୍ଟର ଦାବନ୍ତୁ |
| 07:23 | ନିମ୍ନ ଧାଡ଼ିଟି ଟର୍ମିନାଲ୍ ରେ ପ୍ରଦର୍ଶିତ ହେବ |
| 07:26 | doWhileLoop.pl syntax OK |
| 07:30 | ଯେହେତୁ ସେପରି କୌଣସି କମ୍ପାଇଲେସନ୍ କିମ୍ବା ସିଣ୍ଟାକ୍ସ ଏରର୍ ନାହିଁ, ଆମେ ଏବେ Perl ସ୍କ୍ରିପ୍ଟ ଏକଜେକ୍ୟୁଟ୍ କରିବା |
| 07:36 | ଟାଇପ୍ କରନ୍ତୁ perl doWhileLoop dot pl |
| 07:41 | ଓ ଏଣ୍ଟର ଦାବନ୍ତୁ |
| 07:43 | ନିମ୍ନ ଆଉଟପୁଟ୍ ଟର୍ମିନାଲ୍ ରେ ପ୍ରଦର୍ଶିତ ହେବ |
| 07:48 | ଏବେ while ଓ do-while loops ମଧ୍ୟରେ ପ୍ରକୃତ ପାର୍ଥକ୍ୟ ଦେଖିବା |
| 07:53 | ଟର୍ମିନାଲ୍ ଖୋଲନ୍ତୁ, ଟାଇପ୍ କରନ୍ତୁ |
| 07:55 | gedit loop dot pl space ampersand |
| 08:01 | ଓ ଏଣ୍ଟର ଦାବନ୍ତୁ |
| 08:03 | ଏହା geditରେ loop dot pl ଫାଇଲ୍ ଖୋଲିବ |
| 08:07 | ଏବେ ପ୍ରଦର୍ଶିତ କୋଡ୍ ର ଭାଗକୁ ଟାଇପ୍ କରନ୍ତୁ |
| 08:12 | ଆମେ count ଭେରିଏବଲ୍ ଡିକ୍ଲେର୍ କରିଛେ ଓ ଏହାକୁ 0 ରେ ଇନିଶିଆଲାଇଜ୍ କରିଛେ |
| 08:19 | count ଭେରିଏବଲ୍ ଜିରୋଠାରୁ ବଡ଼ କି ନୁହେଁ, ଆମେ while loop କଣ୍ଡିସନ୍ ରେ ଯାଞ୍ଚ କରୁଛେ |
| 08:29 | କଣ୍ଡିସନ୍ ଟ୍ରୁ ନୁହେଁ. ତେଣୁ, while loop କୋଡ୍ ଥରେ ହେଲେ ବି ଏକଜେକ୍ୟୁଟ୍ ହେବନାହିଁ |
| 08:36 | do...while loopରେ ଆମେ ପ୍ରଥମେ କୋଡ୍ ଏକଜେକ୍ୟୁଟ୍ କରୁଛେ ଓ ପରେ କଣ୍ଡିସନ୍ ଯାଞ୍ଚ କରୁଛେ |
| 08:44 | ତେଣୁ, କୋଡ୍ ଅତି କମ୍ ରେ ଥରେ ଏକଜେକ୍ୟୁଟ୍ ହେବ |
| 08:49 | ଏହାପରେ count ଭେରିଏବଲ୍ ଜିରୋଠାରୁ ବଡ଼ କି ନୁହେଁ, କଣ୍ଡିସନ୍ ଯାଞ୍ଚ ହୋଇଛି |
| 08:57 | କଣ୍ଡିସନ୍ ଟ୍ରୁ ନୁହେଁ. ତେଣୁ, ଲୁପ୍ ପ୍ରସ୍ଥାନ କରିବ |
| 09:02 | ଏବେ, ଫାଇଲ୍ ସେଭ୍ କରିବା ପାଇଁ ctrl+s ଦାବନ୍ତୁ |
| 09:05 | ଏବେ, ଟର୍ମିନାଲ୍ କୁ ଫେରିଆସନ୍ତୁ ଓ କୌଣସି ପ୍ରକାରର କମ୍ପାଇଲେସନ୍ କିମ୍ବା ସିଣ୍ଟାକ୍ସ ଏରର୍ ଯାଞ୍ଚ କରିବା ପାଇଁ ଟାଇପ୍ କରନ୍ତୁ- |
| 09:12 | perl hyphen c loop dot pl |
| 09:16 | ଓ ଏଣ୍ଟର ଦାବନ୍ତୁ |
| 09:19 | ନିମ୍ନ ଧାଡ଼ିଟି ଟର୍ମିନାଲ୍ ରେ ପ୍ରଦର୍ଶିତ ହେବ |
| 09:22 | loop dot pl syntax OK |
| 09:26 | ଯେହେତୁ କୌଣସି ପ୍ରକାରର କମ୍ପାଇଲେସନ୍ କିମ୍ବା ସିଣ୍ଟାକ୍ସ ଏରର୍ ନାହିଁ, ଆମେ ଏବେ Perl ସ୍କ୍ରିପ୍ଟ ଏକଜେକ୍ୟୁଟ୍ କରିବା |
| 09:31 | perl loop dot pl ଟାଇପ୍ କରନ୍ତୁ |
| 09:36 | ଓ ଏଣ୍ଟର ଦାବନ୍ତୁ |
| 09:38 | ଟର୍ମିନାଲ୍ ରେ ନିମ୍ନ ଆଉଟପୁଟ୍ ଡିସପ୍ଲେ ହେବ |
| 09:43 | I am in do-while loop |
| 09:46 | ଦେଖନ୍ତୁ, 'I am in while loop' ପ୍ରଦର୍ଶିତ କରୁଥିବା ଏଠାରେ କୌଣସି ଆଉଟପୁଟ୍ ମେସେଜ୍ ନାହିଁ |
| 09:52 | ଏହି ମେସେଜ୍ ଆମେ while loop ଭିତରେ ପ୍ରିଣ୍ଟ କରିଥିଲେ |
| 09:59 | ଏହା ସୂଚିତ କରେ ଯେ, |
| 10:01 | କଣ୍ଡିସନ୍ ମୂଲ୍ୟାଙ୍କିତ ହେବା ପୂର୍ବରୁ do-while loop ଅତି କମ୍ରେ ଥରେ ଏକଜେକ୍ୟୁଟ୍ ହୁଏ |
| 10:07 | ଯେଉଁଠାରେକି while loop ଥରେ ହେଲେ ଏକଜେକ୍ୟୁଟ୍ ହେବନାହିଁ, ଯେତେବେଳେ ନିର୍ଦ୍ଦିଷ୍ଟ ହୋଇଥିବା କଣ୍ଡିସନ୍ ଫଲ୍ସ ହୋଇଥିବ |
| 10:15 | ମୁଁ ଆଶାକରେ ଆପଣ ପାର୍ଥକ୍ୟ ବୁଝିପାରିଥିବେ |
| 10:18 | while ଓ do-while loops ବିଷୟରେ ଏତିକି |
| 10:22 | ସଂକ୍ଷିପ୍ତରେ |
| 10:24 | ଏହି ଟ୍ୟୁଟୋରିଆଲ୍ ରେ ଆମେ ଶିଖିଲେ- |
| 10:26 | ସାମ୍ପଲ୍ ପ୍ରୋଗ୍ରାମ୍ ବ୍ୟବହାର କରି |
| 10:29 | Perlରେ while loop ଓ do-while loop |
| 10:31 | ଏକ ଆସାଇନ୍ମେଣ୍ଟ ଭାବେ- |
| 10:33 | ଭେରିଏବଲ୍ ର ଗଣତି 10କୁ ପହଞ୍ଚିବା ପର୍ଯ୍ୟନ୍ତ |
| 10:35 | while loop ଓ do-while loops ବ୍ୟବହାର କରି |
| 10:38 | 'Hello Perl' ପ୍ରିଣ୍ଟ କରନ୍ତୁ |
| 10:41 | ନିମ୍ନ ଲିଙ୍କ୍ ରେ ଉପଲବ୍ଧ ଭିଡିଓକୁ ଦେଖନ୍ତୁ |
| 10:45 | ଏହା ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟକୁ ସାରାଂଶିତ କରେ |
| 10:49 | ଯଦି ଆପଣଙ୍କର ଭଲ ବ୍ୟାଣ୍ଡୱିଡଥ୍ ନାହିଁ, ଏହାକୁ ଡାଉନଲୋଡ୍ କରି ଦେଖିପାରିବେ |
| 10:53 | ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ ଟିମ୍: |
| 10:56 | ସ୍ପୋକନ ଟ୍ୟୁଟୋରିଆଲ୍ସ ବ୍ୟବହାର କରି କର୍ମଶାଳାମାନ ଚଲାନ୍ତି |
| 11:00 | ଅନଲାଇନ୍ ଟେଷ୍ଟ ପାସ୍ କରୁଥିବା ବ୍ୟକ୍ତିଙ୍କୁ ପ୍ରମାଣପତ୍ର ଦିଅନ୍ତି |
| 11:04 | ଅଧିକ ବିବରଣୀ ପାଇଁ, ଦୟାକରି କଣ୍ଟାକ୍ଟ ଆଟ୍ ସ୍ପୋକନ୍ ହାଇଫେନ୍ ଟ୍ୟୁଟୋରିଆଲ୍ ଡଟ୍ ଓଆରଜିକୁ ଲେଖନ୍ତୁ (contact@spoken-tutorial.org) |
| 11:12 | ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ, ଟକ୍ ଟୁ ଏ ଟିଚର୍ ପ୍ରୋଜେକ୍ଟର ଏକ ଅଂଶ |
| 11:17 | ଏହା ଭାରତ ସରକାରଙ୍କ MHRDର ICT ମାଧ୍ୟମରେ ରାଷ୍ଟ୍ରୀୟ ସାକ୍ଷରତା ମିଶନ୍ ଦ୍ୱାରା ସମର୍ଥିତ |
| 11:24 | ଏହି ମିଶନ୍ ଉପରେ ଅଧିକ ବିବରଣୀ ସ୍ପୋକନ୍ ହାଇଫେନ୍ ଟ୍ୟୁଟୋରିଆଲ ଡଟ୍ ଓଆରଜି ସ୍ଲାସ୍ NMEICT ହାଇଫେନ୍ ଇଣ୍ଟ୍ରୋରେ ଉପଲବ୍ଧ (spoken-tutorial.org/NMEICT-Intro) |
| 11:36 | ଆଶା କରୁଛି, ଆପଣ ଏହି Perl ଟ୍ୟୁଟୋରିଆଲ୍ ଉପଭୋଗ କରିଥିବେ |
| 11:38 | ଆଇଆଇଟି ବମ୍ୱେ ତରଫରୁ ମୁଁ ପ୍ରଦୀପ ଚନ୍ଦ୍ର ମହାପାତ୍ର ଆପଣଙ୍କଠାରୁ ବିଦାୟ ନେଉଛି |
| 11:40 | ଆମ ସହିତ ଜଡ଼ିତ ହୋଇଥିବାରୁ, ଧନ୍ୟବାଦ |