KTurtle/C3/Common-Errors-in-KTurtle/Oriya
From Script | Spoken-Tutorial
Revision as of 10:43, 10 April 2017 by PoojaMoolya (Talk | contribs)
| Time | Narration |
| 00:01 | ନମସ୍କାର ବନ୍ଧୁଗଣ! କେଟର୍ଟଲ୍ ରେ "Common Errors" ଉପରେ ସ୍ପୋକନ୍ ଟ୍ୟୁଟୋରିଆଲ୍ କୁ ସ୍ୱାଗତ |
| 00:07 | ଏହି ଟ୍ୟୁଟୋରିଆଲ୍ ରେ ଆମେ ନିମ୍ନଲିଖିତ ଶିଖିବା, |
| 00:10 | Syntax errors |
| 00:12 | Runtime errors ଓ |
| 00:14 | Logical errors |
| 00:17 | ଏହି ଟ୍ୟୁଟୋରିଆଲ୍ ରେକର୍ଡ କରିବାକୁ ମୁଁ ବ୍ୟବହାର କରୁଛି |
| 00:20 | ଉବୁଣ୍ଟୁ ଲିନକ୍ସ OS ଭର୍ସନ୍ 12.04 |
| 00:25 | କେଟର୍ଟଲ୍ ଭର୍ସନ୍ 0.8.1 ବିଟା |
| 00:31 | କେଟର୍ଟଲ୍ ର ମୌଳିକ କାର୍ଯ୍ୟ ଜ୍ଞାନ ଆପଣଙ୍କର ଥିବ ବୋଲି ଆମେ ଆଶା କରୁଛୁ |
| 00:36 | ଯଦି ନୁହେଁ, ତେବେ ସମ୍ପର୍କିତ ଟ୍ୟୁଟୋରିଆଲ୍ସ ପାଇଁ ଦୟାକରି ଆମ ୱେବସାଇଟ୍ ଦେଖନ୍ତୁ http://spoken-tutorial.org |
| 00:42 | ଚାଲନ୍ତୁ ପ୍ରଥମେ ବୁଝିବା ଯେ, ଏକ ଏରର୍ କ’ଣ? |
| 00:46 | Error ହେଉଛି, ପ୍ରୋଗ୍ରାମ୍ ରେ ଏକ ତ୍ରୁଟି, ଯାହା ଏକ Incorrect କିମ୍ୱା Unexpected ପରିଣାମ ଦେଇଥାଏ |
| 00:55 | ପ୍ରଥମେ ମୁଁ ଏରର୍ ଗୁଡ଼ିକର ପ୍ରକାର ବିଷୟରେ ବୁଝାଉଛି |
| 01:00 | ପ୍ରୋଗ୍ରାମିଙ୍ଗ୍ ଲାଙ୍ଗୁଏଜ୍ ର ବ୍ୟାକରଣୀୟ ନିୟମଗୁଡ଼ିକର ଉଲ୍ଲଂଘନ ହେଉଛି Syntax Error |
| 01:09 | ଗୋଟିଏ ପ୍ରୋଗ୍ରାମ୍ ରେ Syntax Error ଥିଲେ Compilation ଫେଲ୍ ହୁଏ |
| 01:15 | Syntax Errorଗୁଡ଼ିକୁ ଖୋଜିବା ଓ ଫିକ୍ସ କରିବା ସହଜ ହୋଇଥାଏ |
| 01:22 | ଉଦାହରଣସ୍ୱରୂପ,Unmatched Parentheses, Square ଓ Curly Braces |
| 01:29 | ଘୋଷିତ ହୋଇନଥିବା ଭେରିଏବଲ୍ ର ବ୍ୟବହାର |
| 01:34 | Stringsରେ ଅନୁପସ୍ଥିତ Quotes |
| 01:38 | ନୂଆ କେଟର୍ଟଲ୍ ଆପ୍ଲିକେଶନ୍ ଖୋଲନ୍ତୁ |
| 01:42 | ଡାଶ୍ ହୋମ୍ ରେ କ୍ଲିକ୍ କରନ୍ତୁ. ସର୍ଚ ବାର୍ ରେ KTurtle ଟାଇପ୍ କରି |
| 01:48 | KTurtle ଆଇକନ୍ ଉପରେ କ୍ଲିକ୍ କରନ୍ତୁ |
| 01:51 | ଚାଲନ୍ତୁ, Syntax Errorsର କିଛି ପ୍ରକାର ସହିତ ଟ୍ୟୁଟୋରିଆଲ୍ ଆରମ୍ଭ କରିବା |
| 01:58 | ମୁଁ, ଟେକ୍ସଟ୍ ଏଡିଟର୍ ରେ ଏକ ପ୍ରୋଗ୍ରାମ୍ ରଖିସାରିଛି |
| 02:02 | ପ୍ରୋଗ୍ରାମ୍ ରେ Error ବୁଝାଇବା ପାଇଁ ମୁଁ , କୋଡ୍ ର ଭାଗକୁ କମେଣ୍ଟ କରିବି |
| 02:09 | ଏଠାରେ ମୁଁ ଲାଈନ୍ କୁ କମେଣ୍ଟ କରିବି |
| 02:11 | $a=ask ଡବଲ୍ କ୍ୱୋଟ୍ସ ମଧ୍ୟରେ enter any number and click OK |
| 02:19 | ମୁଁ, ଲାଇନ୍ କୁ କମେଣ୍ଟ କରିବାକୁ # (ହାଶ୍) ଚିହ୍ନ ବ୍ୟବହାର କରିବି |
| 02:23 | ମୁଁ ଟେକ୍ସଟ୍ ଏଡିଟର୍ ରୁ ପ୍ରୋଗ୍ରାମ୍ କପୀ କରି କେଟର୍ଟଲ୍ ଏଡିଟର୍ ରେ ପେଷ୍ଟ କରିବି |
| 02:31 | ଏଠାରେ ଟ୍ୟୁଟୋରିଆଲ୍ କୁ ପଜ୍ କରି କେଟର୍ଟଲ୍ ଏଡିଟର୍ ରେ ପ୍ରୋଗ୍ରାମ୍ ଟାଇପ୍ କରନ୍ତୁ |
| 02:37 | ପ୍ରୋଗ୍ରାମ୍ ଟାଇପ୍ କରିସାରିବା ପରେ ଟ୍ୟୁଟୋରିଆଲ୍ କୁ ପୁଣିଥରେ ଆରମ୍ଭ କରନ୍ତୁ |
| 02:42 | ପ୍ରୋଗ୍ରାମ୍ ଚଲାଇବା ପାଇଁ Run ବଟନ୍ କ୍ଲିକ୍ କରନ୍ତୁ |
| 02:47 | Compiler ନିମ୍ନ ଏରର୍ ଦେଖାଏ, |
| 02:50 | variable "$a" was used without first being assigned to a value |
| 02:57 | ଏଠାରେ ଲାଇନ୍ ନଂ 4ରେ ଏରର୍ ଅଛି |
| 03:02 | ଏହା ହେଉଛି ଏକ Syntax Error. ଭେରିଏବଲ୍ a ଘୋଷିତ ନହୋଇଥିବାରୁ ଏହା ଘଟିଲା |
| 03:10 | ତେଣୁ, ମୁଁ ଲାଇନ୍ 2କୁ ଯାଇ କମେଣ୍ଟ ହଟାଇଦେବି |
| 03:14 | ମୁଁ ଟେକ୍ସଟ୍ ଏଡିଟର୍ ରୁ ପ୍ରୋଗ୍ରାମ୍ କପୀ କରି କେଟର୍ଟଲ୍ ଏଡିଟର୍ ରେ ପେଷ୍ଟ କରିବି |
| 03:23 | ପ୍ରୋଗ୍ରାମ୍ ଚଲାଇବା ପାଇଁ Run ବଟନ୍ କ୍ଲିକ୍ କରନ୍ତୁ |
| 03:27 | a ଭାଲ୍ୟୁ ପାଇଁ 6 ଏଣ୍ଟର୍ କରି OK କ୍ଲିକ୍ କରନ୍ତୁ |
| 03:31 | କୌଣସି ଏରର୍ ବିନା ପ୍ରୋଗ୍ରାମ୍ ଚାଲିବ |
| 03:35 | ମୁଁ କେଟର୍ଟଲ୍ ଏଡିଟର୍ ରୁ ବର୍ତ୍ତମାନର ପ୍ରୋଗ୍ରାମ୍ କ୍ଲିଅର୍ କରିଦେବି |
| 03:38 | Clear କମାଣ୍ଡ ଟାଇପ୍ କରି କାନଭାସ୍ କ୍ଲିଅର୍ କରିବାପାଇଁ ତାହାକୁ ଚଲାନ୍ତୁ |
| 03:43 | ଚାଲନ୍ତୁ ଆଉ ଏକ ଏରର୍ ଦେଖିବା |
| 03:46 | ମୁଁ, ଟେକ୍ସଟ୍ ଏଡିଟର୍ ରେ ଏକ ପ୍ରୋଗ୍ରାମ୍ ରଖିସାରିଛି |
| 03:50 | ଏଠାରେ piର ଭାଲ୍ୟୁ, କେଟର୍ଟଲ୍ ରେ ପୂର୍ବରୁ ଦିଆଯାଇଛି |
| 03:54 | ପ୍ରୋଗ୍ରାମ୍ ରୁ $ ଚିହ୍ନ ଡିଲିଟ୍ କରିଦିଅନ୍ତୁ |
| 03:58 | ମୁଁ ଟେକ୍ସଟ୍ ଏଡିଟର୍ ରୁ ପ୍ରୋଗ୍ରାମ୍ କପୀ କରି କେଟର୍ଟଲ୍ ଏଡିଟର୍ ରେ ପେଷ୍ଟ କରିବି |
| 04:05 | ଏଠାରେ ଟ୍ୟୁଟୋରିଆଲ୍ କୁ ପଜ୍ କରି କେଟର୍ଟଲ୍ ଏଡିଟର୍ ରେ ପ୍ରୋଗ୍ରାମ୍ ଟାଇପ୍ କରନ୍ତୁ |
| 04:11 | ପ୍ରୋଗ୍ରାମ୍ ଟାଇପ୍ କରିସାରିବା ପରେ ଟ୍ୟୁଟୋରିଆଲ୍ କୁ ପୁଣିଥରେ ଆରମ୍ଭ କରନ୍ତୁ |
| 04:16 | ପ୍ରୋଗ୍ରାମ୍ ଚଲାଇବା ପାଇଁ Run ବଟନ୍ କ୍ଲିକ୍ କରନ୍ତୁ |
| 04:19 | Compiler ନିମ୍ନ ଏରର୍ ଦେଖାଏ, |
| 04:22 | you cannot put “=” here |
| 04:26 | ଲାଇନ୍ ନଂ 2ରେ ଏହି ଏରର୍ ଅଛି |
| 04:30 | ଏଠାରେ କୌଣସି ପ୍ରକାରର କଣ୍ଟେନର୍ ନଥିବାରୁ ଏହି Syntax Error ଘଟିଲା |
| 04:37 | ପ୍ରୋଗ୍ରାମ୍ କୁ ଫେରିଯାଇ $ ଚିହ୍ନ ରିପ୍ଲେସ୍ କରନ୍ତୁ |
| 04:41 | ମୁଁ ଟେକ୍ସଟ୍ ଏଡିଟର୍ ରୁ ପ୍ରୋଗ୍ରାମ୍ କପୀ କରି କେଟର୍ଟଲ୍ ଏଡିଟର୍ ରେ ପେଷ୍ଟ କରିବି |
| 04:49 | ପ୍ରୋଗ୍ରାମ୍ ଚଲାଇବା ପାଇଁ Run ବଟନ୍ କ୍ଲିକ୍ କରନ୍ତୁ |
| 04:53 | କୋଣର ଭାଲ୍ୟୁ ପାଇଁ 45 ଏଣ୍ଟର୍ କରି OK କ୍ଲିକ୍ କରନ୍ତୁ |
| 04:57 | କୌଣସି ଏରର୍ ବିନା ପ୍ରୋଗ୍ରାମ୍ ଚାଲିବ |
| 05:00 | Stringର କ୍ୱୋଟ୍ସ ମଧ୍ୟରୁ ଗୋଟିଏ କାଢ଼ିଦିଅନ୍ତୁ |
| 05:05 | ମୁଁ ଟେକ୍ସଟ୍ ଏଡିଟର୍ ରୁ ପ୍ରୋଗ୍ରାମ୍ କପୀ କରି କେଟର୍ଟଲ୍ ଏଡିଟର୍ ରେ ପେଷ୍ଟ କରିବି |
| 05:12 | ପ୍ରୋଗ୍ରାମ୍ ଚଲାଇବା ପାଇଁ Run ବଟନ୍ କ୍ଲିକ୍ କରନ୍ତୁ |
| 05:15 | Compiler ନିମ୍ନ ଏରର୍ ଦେଖାଏ, |
| 05:18 | Text string was not properly closed, expected a double quote “ ” to close the string |
| 05:25 | ଏଠାରେ ଲାଇନ୍ ନଂ 2ରେ ଏରର୍ ଅଛି |
| 05:29 | ମୁଁ ଲାଇନ୍ 2କୁ ଯାଇ କ୍ୱୋଟ୍ସ ହଟାଇଦେବି |
| 05:34 | ମୁଁ ଟେକ୍ସଟ୍ ଏଡିଟର୍ ରୁ ପ୍ରୋଗ୍ରାମ୍ କପୀ କରି କେଟର୍ଟଲ୍ ଏଡିଟର୍ ରେ ପେଷ୍ଟ କରିବି |
| 05:41 | ପ୍ରୋଗ୍ରାମ୍ ଚଲାଇବା ପାଇଁ Run ବଟନ୍ କ୍ଲିକ୍ କରନ୍ତୁ |
| 05:44 | କୋଣର ଭାଲ୍ୟୁ ପାଇଁ 45 ଏଣ୍ଟର୍ କରି OK କ୍ଲିକ୍ କରନ୍ତୁ |
| 05:49 | କୌଣସି ଏରର୍ ବିନା ପ୍ରୋଗ୍ରାମ୍ ଚାଲିବ |
| 05:52 | ଏହିଭଳି, ଯେଉଁ ଲାଇନ୍ ରେ ଏରର୍ ଘଟିଲା, ସେହି ଲାଇନ୍ କୁ ଆପଣ ପାଇପାରିବେ ଓ ତାହାକୁ ଠିକ୍ ମଧ୍ୟ କରିପାରିବେ |
| 05:59 | ଏବେ ଚାଲନ୍ତୁ ରନ୍ ଟାଇମ୍ ଏରର୍ ବିଷୟରେ ଶିଖିବା |
| 06:04 | ଗୋଟିଏ ପ୍ରୋଗ୍ରାମ୍ ର Execution ସମୟରେ Run Time Error ଘଟିଥାଏ |
| 06:10 | ଆପଣ ପ୍ରୋଗ୍ରାମ୍ ରନ୍ କରିବାବେଳେ ଏହା ତାହାକୁ Crash କରିପାରେ |
| 06:15 | Run Time Errors ସାଧାରଣତଃ, ୟୁଜର୍ ଙ୍କ ଦ୍ୱାରା ଭୁଲ୍ ଇନପୁଟ୍ କାରଣରୁ ହୋଇଥାଏ |
| 06:23 | Compiler ଏହିସବୁ Errors ପାଇପାରେ ନାହିଁ |
| 06:27 | ଉଦାହରଣସ୍ୱରୂପ, |
| 06:29 | ଗୋଟିଏ ଭେରିଏବଲ୍ କୁ ବିଭାଜିତ କରିବାର ଚେଷ୍ଟା, ଯେଉଁଥିରେ ଭାଲ୍ୟୁ ନଥିବ |
| 06:31 | Terminating କଣ୍ଡିଶନ୍ କିମ୍ୱା Increment ଭାଲ୍ୟୁ ବିନା ଏକ ଲୂପ୍ ରନ୍ କରିବା |
| 06:43 | ମୁଁ ଏଡିଟର୍ ରୁ ବର୍ତ୍ତମାନର ପ୍ରୋଗ୍ରାମ୍ କ୍ଲିଅର୍ କରିଦେବି |
| 06:47 | Clear କମାଣ୍ଡ ଟାଇପ୍ କରି କାନଭାସ୍ କ୍ଲିଅର୍ କରିବାପାଇଁ ତାହାକୁ ଚଲାନ୍ତୁ |
| 06:52 | ମୁଁ, ଟେକ୍ସଟ୍ ଏଡିଟର୍ ରେ ଏକ ପ୍ରୋଗ୍ରାମ୍ ରଖିସାରିଛି |
| 06:56 | ଏହି ପ୍ରୋଗ୍ରାମ୍ ଦୁଇଟି ସଂଖ୍ୟାର ବିଭାଜନ କରିଥାଏ |
| 07:00 | a ଭାଜ୍ୟ ଓ r ଭାଜକ ଅଟେ |
| 07:04 | ମୁଁ ଟେକ୍ସଟ୍ ଏଡିଟର୍ ରୁ ପ୍ରୋଗ୍ରାମ୍ କପୀ କରି କେଟର୍ଟଲ୍ ଏଡିଟର୍ ରେ ପେଷ୍ଟ କରିବି |
| 07:11 | ଟ୍ୟୁଟୋରିଆଲ୍ କୁ ପଜ୍ କରି କେଟର୍ଟଲ୍ ଏଡିଟର୍ ରେ ପ୍ରୋଗ୍ରାମ୍ ଟାଇପ୍ କରନ୍ତୁ |
| 07:16 | ପ୍ରୋଗ୍ରାମ୍ ଟାଇପ୍ କରିସାରିବା ପରେ ଟ୍ୟୁଟୋରିଆଲ୍ କୁ ପୁଣିଥରେ ଆରମ୍ଭ କରନ୍ତୁ |
| 07:20 | ପ୍ରୋଗ୍ରାମ୍ ଚଲାଇବା ପାଇଁ Run ବଟନ୍ କ୍ଲିକ୍ କରନ୍ତୁ |
| 07:24 | a ପାଇଁ 5 ଏଣ୍ଟର୍ କରି OK କ୍ଲିକ୍ କରନ୍ତୁ |
| 07:29 | r ପାଇଁ 0 ଏଣ୍ଟର୍ କରି OK କ୍ଲିକ୍ କରନ୍ତୁ |
| 07:33 | ଏଠାରେ ଆମେ ଏକ Run Time Error ପାଇବା |
| 07:36 | You tried to divide by zero |
| 07:39 | ଲାଇନ୍ ନଂ 4ରେ ଏହି ଏରର୍ ଅଛି |
| 07:43 | ଆମେ ଯିରୋ ସହିତ ଏକ ସଂଖ୍ୟାକୁ ବିଭାଜିତ ନକରିପାରୁଥିବା କାରଣରୁ ଏହି ଏରର୍ ଘଟେ |
| 07:49 | ଏବେ ପୁଣିଥରେ ରନ୍ କରନ୍ତୁ |
| 07:51 | a ଭାଲ୍ୟୁ ପାଇଁ 5 ଏଣ୍ଟର୍ କରି OK କ୍ଲିକ୍ କରନ୍ତୁ |
| 07:54 | r ପାଇଁ 2 ଏଣ୍ଟର୍ କରି OK କ୍ଲିକ୍ କରନ୍ତୁ |
| 07:58 | କୌଣସି ଏରର୍ ବିନା ପ୍ରୋଗ୍ରାମ୍ ଚାଲିବ |
| 08:01 | ମୁଁ କେଟର୍ଟଲ୍ ଏଡିଟର୍ ରୁ ବର୍ତ୍ତମାନର ପ୍ରୋଗ୍ରାମ୍ କ୍ଲିଅର୍ କରିଦେବି |
| 08:05 | Clear କମାଣ୍ଡ ଟାଇପ୍ କରି କାନଭାସ୍ କ୍ଲିଅର୍ କରିବାପାଇଁ ତାହାକୁ ଚଲାନ୍ତୁ |
| 08:10 | ଏହାପରେ ଆମେ Logical Errors ବିଷୟରେ ଶିଖିବା |
| 08:14 | Logical Error ହେଉଛି ପ୍ରୋଗ୍ରାମ୍ ର Source Codeରେ ଏକ ତ୍ରୁଟି, ଯାହାର ପରିଣାମ Incorrect କିମ୍ୱା Unexpected ବ୍ୟବହାର ଅଟେ |
| 08:26 | ଉଦାହରଣସ୍ୱରୂପ, |
| 08:28 | ଭୁଲ୍ ଭେରିଏବଲ୍ କୁ ଏକ ଭାଲ୍ୟୁ ଆସାଇନ୍ କରିବା |
| 08:32 | ଯୋଗ ପରିବର୍ତ୍ତେ ଦୁଇଟି ସଂଖ୍ୟାର ଗୁଣନ କରିବା |
| 08:36 | ମୁଁ, ଟେକ୍ସଟ୍ ଏଡିଟର୍ ରେ ଏକ ପ୍ରୋଗ୍ରାମ୍ ରଖିସାରିଛି |
| 08:39 | ଟେକ୍ସଟ୍ ଏଡିଟର୍ ରୁ ପ୍ରୋଗ୍ରାମ୍ କପୀ କରି ମୁଁ କେଟର୍ଟଲ୍ ଏଡିଟର୍ ରେ ପେଷ୍ଟ କରିବି |
| 08:47 | ଏଠାରେ ଟ୍ୟୁଟୋରିଆଲ୍ କୁ ପଜ୍ କରି କେଟର୍ଟଲ୍ ଏଡିଟର୍ ରେ ପ୍ରୋଗ୍ରାମ୍ ଟାଇପ୍ କରନ୍ତୁ |
| 08:52 | ପ୍ରୋଗ୍ରାମ୍ ଟାଇପ୍ କରିସାରିବା ପରେ ଟ୍ୟୁଟୋରିଆଲ୍ କୁ ପୁଣିଥରେ ଆରମ୍ଭ କରନ୍ତୁ |
| 08:57 | ଏବେ ପ୍ରୋଗ୍ରାମ୍ ଚଲାଇବା ପାଇଁ Run ବଟନ୍ କ୍ଲିକ୍ କରନ୍ତୁ |
| 09:01 | ଏକ ଡାୟଲଗ୍ ବକ୍ସ ପପ୍-ଅପ୍ ହେବ, OK କ୍ଲିକ୍ କରନ୍ତୁ |
| 09:05 | ଲୂପ୍ ଏକ Infinite Loopରେ ଯାଏ |
| 09:08 | ଆମେ ଦେଖୁ ଯେ, While Loop, 31ରୁ ସଂଖ୍ୟା ପ୍ରିଣ୍ଟ କରୁଛି ଓ ଏପର୍ଯ୍ୟନ୍ତ ପ୍ରିଣ୍ଟ କରୁଛି |
| 09:15 | ଏହା ହେଉଛି ଏକ Logical Error |
| 09:18 | While କଣ୍ଡିଶନ୍ ରେ x ହେଉଛି 20ଠାରୁ ବଡ଼ |
| 09:23 | ମାତ୍ର ଭେରିଏବଲ୍ x, ସବୁବେଳେ 20ଠାରୁ ବଡ଼ ଅଟେ |
| 09:28 | ତେଣୁ, ଲୂପ୍ କେବେବି Terminate ହୁଏ ନାହିଁ |
| 09:31 | ମୁଁ ପ୍ରକ୍ରିୟାକୁ ଆବୋର୍ଟ କରିବା ପାଇଁ Abort ବଟନ୍ କ୍ଲିକ୍ କରିବି |
| 09:36 | $x=$x+1 କୁ $x=$x-1ରେ ପରିବର୍ତ୍ତନ କରନ୍ତୁ |
| 09:44 | ମୁଁ ଟେକ୍ସଟ୍ ଏଡିଟର୍ ରୁ ପ୍ରୋଗ୍ରାମ୍ କପୀ କରି କେଟର୍ଟଲ୍ ଏଡିଟର୍ ରେ ପେଷ୍ଟ କରିବି |
| 09:51 | ପ୍ରୋଗ୍ରାମ୍ ଚଲାଇବା ପାଇଁ Run ବଟନ୍ କ୍ଲିକ୍ କରନ୍ତୁ |
| 09:55 | ଏକ ଡାୟଲଗ୍ ବକ୍ସ ପପ୍-ଅପ୍ ହୁଏ OK କ୍ଲିକ୍ କରନ୍ତୁ |
| 09:59 | 29 ରୁ 20 ଭାଲ୍ୟୁ ପ୍ରିଣ୍ଟ କରିବା ପରେ ଲୂପ୍ ଟର୍ମିନେଟ୍ ହୁଏ |
| 10:05 | ଏହା ଆମକୁ ଏହି ଟ୍ୟୁଟୋରିଆଲର ସମାପ୍ତିକୁ ଆଣେ |
| 10:10 | ସଂକ୍ଷିପ୍ତରେ |
| 10:12 | ଏହି ଟ୍ୟୁଟୋରିଆଲ୍ ରେ ଆମେ ଏରର୍ସ ଓ ଏରର୍ ଗୁଡ଼ିକର ପ୍ରକାର, ଯେପରି |
| 10:18 | ଘୋଷିତ ହୋଇନଥିବା ଭେରିଏବଲ୍ ର ବ୍ୟବହାର |
| 10:23 | Stringsରେ ଅନୁପସ୍ଥିତ Quotes |
| 10:27 | Runtime errors ଓ |
| 10:30 | Logical errors,ଏକ ଆସାଇନମେଣ୍ଟ ଭାବେ, ଦିଆଯାଇଥିବା ପ୍ରୋଗ୍ରାମ୍ ରେ ଏରର୍ ଖୋଜନ୍ତୁ |
| 10:46 | ନିମ୍ନ ଲିଙ୍କରେ ଉପଲବ୍ଧ ଭିଡିଓକୁ ଦେଖନ୍ତୁ http://spoken-tutorial.org/What is a Spoken Tutorial |
| 10:50 | ଏହା ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟକୁ ସାରାଂଶିତ କରେ |
| 10:54 | ଯଦି ଆପଣଙ୍କର ଭଲ ବ୍ୟାଣ୍ଡୱିଡଥ୍ ନାହିଁ, ଏହାକୁ ଡାଉନଲୋଡ୍ କରିଦେଖିପାରିବେ |
| 10:59 | ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ ଟିମ୍: |
| 11:01 | ସ୍ପୋକନ୍ ଟ୍ୟୁଟୋରିଆଲ୍ସ ବ୍ୟବହାର କରି କର୍ମଶାଳାମାନ ଚଲାନ୍ତି |
| 11:05 | ଅନଲାଇନ୍ ଟେଷ୍ଟ ପାସ୍ କରୁଥିବା ବ୍ୟକ୍ତିମାନଙ୍କୁ ପ୍ରମାଣପତ୍ର ଦିଅନ୍ତି |
| 11:09 | ଅଧିକ ବିବରଣୀ ପାଇଁ ଦୟାକରି contact@spoken-tutorial.orgକୁ ଲେଖନ୍ତୁ |
| 11:17 | ସ୍ପୋକନ୍ ଟ୍ୟୁଟୋରିଆଲ ପ୍ରୋଜେକ୍ଟ, ଟକ୍ ଟୁ ଏ ଟିଚର୍ ପ୍ରୋଜେକ୍ଟର ଏକ ଅଂଶ |
| 11:23 | ଏହା ଭାରତ ସରକାରଙ୍କ MHRDର ICT ମାଧ୍ୟମରେ ରାଷ୍ଟ୍ରୀୟ ସାକ୍ଷରତା ମିଶନ୍ ଦ୍ୱାରା ସମର୍ଥିତ |
| 11:31 | ଏହି ମିଶନ୍ ଉପରେ ଅଧିକ ବିବରଣୀ spoken-tutorial.org/NMEICT-Introରେ ଉପଲବ୍ଧ |
| 11:37 | ଆଇଆଇଟୀ ବମ୍ୱେ ତରଫରୁ ମୁଁ ପ୍ରଦୀପ ଚନ୍ଦ୍ର ମହାପାତ୍ର ଆପଣଙ୍କଠାରୁ ବିଦାୟ ନେଉଛି |
| 11:41 | ଆମ ସହିତ ଜଡ଼ିତ ହୋଇଥିବାରୁ ଧନ୍ୟବାଦ |